ଗଞ୍ଜାମ : District News


ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମି କିଣାବିକାକୁ ନେଇ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲା : ୧ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 10200 | Read...

ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମି କିଣାବିକାକୁ ନେଇ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲା  : ୧ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟରେ ଅପ୍ରେଲ ୫ ତାରିଖ ଦିନ ଜମିଜମା କିଣାବିକାକୁ ନେଇ ନିଜ ସମ୍ପର୍କୀୟଙ୍କୁ ଆକ୍ରମଣ ମାମଲାରେ ସୋମବାର ଦିନ ଦିଗପହଣ୍ଡି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼



ଭିଜିଲାନ୍ସ ଜାଲରେ ଆରଆଇ

Swadhina Kumar Sahu | ଅପରାଧ | ଗଞ୍ଜାମ | 10199 | Read...

ଭିଜିଲାନ୍ସ ଜାଲରେ ଆରଆଇ

ଭିଜିଲାନ୍ସ ଜାଲରେ ଆରଆଇ । ଭୀଷ୍ମଗିରି ଆରଆଇ ଏ ଶ୍ରୀକାନ୍ତ ଦୋରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରୀକାନ୍ତ ଦୋରା।ମିଳିଥିବା ସୂଚନାନୁସାରେ, ଭୀଷ୍ମଗିରି ଆରଆଇ ଏ ଶ୍ରୀକାନ



ମହାନ୍ ସଂଘ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10197 | Read...

ମହାନ୍ ସଂଘ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ

ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରକୁ ମୁକାବିଲା କରିବା ପାଇଁ ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ଦଶଦିନିଆ ସଚତେନତା କାର୍ଯ୍ୟକ୍ରମ ଆଜି ବ୍ରହ୍ମପୁର ନେହେରୁ ପାର୍କ ଠାରେ ଉଦଘାଟିତ ହୋଇଯାଇଛି । ମହାନ୍ ସଂଘ ସଭ



କୁଳ ଲୋକଙ୍କୁ ଶୁଦ୍ଧିକ୍ରିୟା ଭୋଜି ଦେଇନପାରିବାରୁ ସାମାଜିକ ବାସନ୍ଦ ; ଥାନାରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 10196 | Read...

କୁଳ ଲୋକଙ୍କୁ ଶୁଦ୍ଧିକ୍ରିୟା ଭୋଜି ଦେଇନପାରିବାରୁ  ସାମାଜିକ ବାସନ୍ଦ ; ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଡା ଗ୍ରାମର ସହଦେବ ରେଡ୍ଡୀ ନାମକ ଜଣେ ଯୁବକଙ୍କ ମାତୃ ବିୟୋଗ ପରେ ଦ୍ବାଦଶ ଦିବସ ଦିନ ନିଜ ଜାତି , କୁଳ ଲୋକଙ୍କୁ ଶୁଦ୍ଧିକ୍ରିୟା ଭୋଜି ଦେଇନଥିବା ଯୋଗୁଁ ସହଦେବ ସମେତ ୧୦ରୁ ଉର୍



ରକ୍ତଦାନ କରି ଜନ୍ମଦିନ ପାଳନ କରିବା ସହ ଅନ୍ୟକୁ ଉତ୍ସାହିତ କଲେ ଯୁବନେତା

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 10195 | Read...

ରକ୍ତଦାନ କରି ଜନ୍ମଦିନ ପାଳନ କରିବା ସହ ଅନ୍ୟକୁ ଉତ୍ସାହିତ କଲେ ଯୁବନେତା

ଆଜିକାର ଦିନ ମାନଙ୍କରେ ଜନ୍ମଦିନ ଭଳି ମହତ୍ତ୍ୱପୂର୍ଣ୍ଣ ଦିବସରେ ଯୁବପିଢୀ ମାନେ କେକ୍ କାଟିବା ସହ ଭୋଜିଭାତର ଆସର କରି ଏହାକୁ ପାଳନ କରିଥାନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋଲଣ୍ଡା ଗ୍ରାମର ଜଣ



ସ୍କାଉଟ ଓ ଗାଇଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଯୋଗ ତାଲିମ ସଚେତନତା ଅନୁଷ୍ଠିତ

Kiran Behera | ଖେଳ | ଗଞ୍ଜାମ | 10194 | Read...

ସ୍କାଉଟ ଓ ଗାଇଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଯୋଗ ତାଲିମ ସଚେତନତା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରୀ ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ ମହାବିଦ୍ୟାଳୟର ସ୍କାଉଟ ଓ ଗାଇଡ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନ ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଜଣାପଡ



କରୋନା ପାଇଁ ବୁଢିଠାକୁରାଣୀ ଦର୍ଶନ ଉପରେ ଲାଗିଲା କଟକଣା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10192 | Read...

କରୋନା ପାଇଁ ବୁଢିଠାକୁରାଣୀ ଦର୍ଶନ ଉପରେ ଲାଗିଲା କଟକଣା

କୋଭିଡ କଟକଣା ସତ୍ତ୍ୱେ ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ । ମାଆ ବୁଢୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପର ଦୁଇ ଜଣ ପୂଜକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଯାତ୍ରାସ୍ଥଳ ଦେଶିବେହେରା ସାହିକୁ ସିଲ୍ କଲା କ



ମହାନ୍ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10191 | Read...

ମହାନ୍ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଓଡ଼ିଶାର ସୁନାମଧନ୍ୟ ୩୬ ବର୍ଷର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ର ଆଗାମୀ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଯାଇଛି। ବିଶିଷ୍ଟ



କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ମାଁ ବୁଢୀ ଠାକୁରାଣୀ ଯାତ୍ରା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10186 | Read...

କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ମାଁ ବୁଢୀ ଠାକୁରାଣୀ ଯାତ୍ରା

କୋଭିଡ୍ କଟକଣା ମଧ୍ୟରେ ବ୍ରହ୍ମପୁରରେ ଆରମ୍ଭ ହୋଇଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମପୁର ସହର । ଗତକାଲି ରାତ୍ରୀରେ ମା ଆସିଥିବାବେଳେ ମାଙ୍କ ଆଗମନ ସମୟରେ ଜନସମାଗମକୁ ରୋକିବା ପାଇଁ



ଶ୍ରୀନିବାସ ହେଲେ ରାମନଦୀ ଜଳଶୀର୍ଷକ କମିଟିର ସଭାପତି

Kiran Behera | ଓଡ଼ିଶା | ଗଞ୍ଜାମ | 10181 | Read...

ଶ୍ରୀନିବାସ ହେଲେ ରାମନଦୀ ଜଳଶୀର୍ଷକ କମିଟିର ସଭାପତି

ରାମନଦୀ ଜଳଶୀର୍ଷକ କମିଟି ନିର୍ବାଚନ ଭୀଷ୍ମଗିରି ସେକ୍ସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିବାବେଳେ ଏହାର ସଭାପତି ରୁପେ ଟି. ଶ୍ରୀନିବାସ ପାତ୍ର ମନୋନୀତ ହୋଇଛନ୍ତି । ସେହିପରି ସୁଦର୍ଶନ ସୁଆର ସମ୍ପାଦକ ଓ ଟୁଟୁ କୁମାର ପଣ



ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପ୍ରତିବାଦ କରି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Kiran Behera | ଅପରାଧ | ଗଞ୍ଜାମ | 10179 | Read...

 ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପ୍ରତିବାଦ କରି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ଶୁକ୍ରବାର ଦିନ ଦିଗପହଣ୍ଡିସ୍ଥିତ ଦକ୍ଷିଣାଞ୍ଚଳ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ , ସିପିଆଇ(ଏମ୍) ଏବଂ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯା



ବାଇକ୍ ଧକ୍କାରେ ଛାତ୍ର ମୃତ , ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

Kiran Behera | ଅପରାଧ | ଗଞ୍ଜାମ | 10178 | Read...

ବାଇକ୍ ଧକ୍କାରେ ଛାତ୍ର ମୃତ , ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗ୍ରାମର ମୁଖ୍ୟ ରାସ୍ତାରେ ଶୁକ୍ରବାର ଦିନ ଏକ ବାଇକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ୭ମ ଶ୍ରେଣୀରେ ପଢୁଥିବା କାହ୍ନା ସେଠୀ ବୋଲି ସୁଚନା ମିଳିଛି। ତେବ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: