ଗଞ୍ଜାମ : District News


ଯୁବକଙ୍କ ମୃତଦେହ ଶଙ୍ଖ ପାର୍ଶ୍ବରୁ ଉଦ୍ଧାର କଲା ପୋଲିସ : କାରଣ ଅସ୍ପଷ୍ଟ

Kiran Behera | ଅପରାଧ | ଗଞ୍ଜାମ | 12077 | Read...

ଯୁବକଙ୍କ ମୃତଦେହ ଶଙ୍ଖ ପାର୍ଶ୍ବରୁ ଉଦ୍ଧାର କଲା ପୋଲିସ : କାରଣ ଅସ୍ପଷ୍ଟ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି - ବ୍ରହ୍ମପୁର ମୁଖ୍ୟରାସ୍ତା କୁରେଇଶୁଣୀ ମନ୍ଦିର ନାରାୟଣପୁର ଗ୍ରାମ ନିକଟସ୍ଥ ଏକ ଶଙ୍ଖ ପାର୍ଶ୍ଵରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି



ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12076 | Read...

ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକକୁ ଆକ୍ରମଣ ମାମଲାରେ ସ୍ଥାନୀୟ ପୋଲିସ ବିଧାନ ବଳିଆର ସିଂ ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗତ ବୁଧ



ଅଜାଙ୍କ କାନ୍ଧରେ ବେସାହାରା ତିନି ନାତିନାତୁଣୀଙ୍କ ବୋଝ : ସରକାରୀ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ

Kiran Behera | ବିଶେଷ | ଗଞ୍ଜାମ | 12075 | Read...

ଅଜାଙ୍କ କାନ୍ଧରେ ବେସାହାରା ତିନି ନାତିନାତୁଣୀଙ୍କ ବୋଝ : ସରକାରୀ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ

କଥାରେ ରହିଛି ବାର୍ଦ୍ଧକ୍ୟ ବୟସରେ ନାତି ନାତୁଣୀଙ୍କ ସହ ଗପସପ କରିବା ଦ୍ୱାରା ସମୟ ଅତିବାହିତ ହେବାସହ ମନର ଦୁଃଖକଷ୍ଟ ସବୁ ଦୂର ହୋଇଥାଏ । କିନ୍ତୁ ତାହା ଆଜି ବାସ୍ତବ ପାଲଟିଛି ସାନଖେମୁଣ୍ଡି ବ୍ଳକ ପାଇକ ରାମଚନ୍ଦ୍ରପୁର ଗ୍ରା



ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ବିଜେପିର ଗଣ ବିକ୍ଷୋଭ ଦ୍ୱିତୀୟ ଦିନରେ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12074 | Read...

ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ବିଜେପିର ଗଣ ବିକ୍ଷୋଭ ଦ୍ୱିତୀୟ ଦିନରେ

ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳ



ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା - ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ

Swadhina Kumar Sahu | ବିଶେଷ | ଗଞ୍ଜାମ | 12073 | Read...

ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା - ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ

ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି । ଏମ୍.କେ.ସି.ଜି ମେଡିକାଲରେ ବ



ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ଉଦଯାପନୀ ସମାରୋହରେ ବାଚସ୍ପତି

Kiran Behera | ଓଡ଼ିଶା | ଗଞ୍ଜାମ | 12072 | Read...

ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ଉଦଯାପନୀ ସମାରୋହରେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଖାଳି ମୁଠା କୈବର୍ତ୍ତ କୋଠଘର ନିକଟରେ ତିନିଦିନ ଧରି ଚାଲିଥିବା ନିଖିଳ ଗଞ୍ଜାମ ବଡଖେମୁଣ୍ଡି ତାଲୁକା କୈବର୍ତ୍ତ ମହାସଭା ବୁଧବାର ଦିନ ଉଦଯାପିତ ହୋଇଯାଇଛି ।



ରାସନ ଦୋକାନରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କଲା ପୋଲିସ : ମାଲିକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12071 | Read...

ରାସନ ଦୋକାନରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କଲା ପୋଲିସ : ମାଲିକ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଗଣିଆନାଳ ଛକରେ ରହିଥିବା ଏକ ରାସନ୍ ସାମଗ୍ରୀ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଏହି



ଅଚଳ ଅବସ୍ଥାରେ ଗୈାଡଗାଁ ବସଷ୍ଟାଣ୍ଡର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ : ଯାତ୍ରୀ ହନ୍ତସନ୍ତ

Kiran Behera | ବିଶେଷ | ଗଞ୍ଜାମ | 12070 | Read...

ଅଚଳ ଅବସ୍ଥାରେ ଗୈାଡଗାଁ ବସଷ୍ଟାଣ୍ଡର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ : ଯାତ୍ରୀ ହନ୍ତସନ୍ତ

ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ସହ ଜଳ ସଙ୍କଟ ମଧ୍ଯ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଲୋକେ ପାନୀୟଜଳ ପାଇଁ ଡହଳ ବିକଳ ହୋଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ



କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଆୟୋଜନର ରହିଛି ଆବଶ୍ୟକତା- ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 12069 | Read...

କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଆୟୋଜନର ରହିଛି ଆବଶ୍ୟକତା- ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ବ୍ରହ୍ମପୁର - କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଅଧିକ ରୁ ଅଧିକ ଆୟୋଜନର ରହିଛି ଆବଶ୍ୟକତା । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ବର୍ଷ ତମାମ ଅନେକ ମହୋତ୍ସବ ଆୟୋଜନ ହେଉଥିବା ବେଳେ ଆମ ରାଜ୍ୟର ଅନେକ ଜିଲ୍ଲାରେ ଜ



ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12068 | Read...

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଚାଲିଥିବା ଦଶମ ମହାନଗର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲା ସ୍ଥାନୀୟ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକୁ ମନଭରୀ ରାତ୍ର ପ



ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣ କାର୍ଯ୍ୟକ୍ରମର ଉଦଘାଟନ

Kiran Behera | ଓଡ଼ିଶା | ଗଞ୍ଜାମ | 12067 | Read...

ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣ କାର୍ଯ୍ୟକ୍ରମର ଉଦଘାଟନ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଅଧିନରେ ଥିବା ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ରୋଷେଇ ନିମନ୍ତେ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବ



ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 12066 | Read...

 ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ରାୟଗଡା ମୁଖ୍ୟରାସ୍ତାର ଆପେକ୍ସ ବିଲ୍ଡିଂ ପାର୍ଶ୍ବରେ ରହୁଥିବା ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ରୋଷେଇ ଘରୁ ମଙ୍ଗଳବାର ଦିନ ଏକ ବିଷଧର ନାଗ ସାପକୁ ଉଦ୍ଧାର କରାଯାଇଥିବା ଜଣାପଡ଼ି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: