ଗଞ୍ଜାମ : District News


ଛାତ୍ରବତ୍ସଳ ଶିକ୍ଷକଙ୍କ ପରଲୋକ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 191 | Read...

  ଛାତ୍ରବତ୍ସଳ ଶିକ୍ଷକଙ୍କ ପରଲୋକ

ଗଞ୍ଜାମ ଜିଲ୍ଲାର ଦିଗରହଣ୍ଡି ବ୍ଳକ କିଶପଡା ପଞ୍ଚାୟତର କେଦାରପୁର ଗ୍ରାମରେ ରହୁଥିବା ଜଣାଶୁଣା ପରଲୋକ ଛାତ୍ରବତ୍ସଳ ଶିକ୍ଷକ ଇ. ସନାତନ ଦୋରା (୪୮) ଙ୍କ ଗତରାତିରେ ପରଲୋକ ହୋଇଯାଇଛି । ସେ ଗତକିଛି ଦିନ ଧରି ନିମୋନିଆ ରୋଗରେ ପୀଡ



ଗଛକୁ ପିଟିହୋଇ ବାଇକ ଚାଳକ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 190 | Read...

ଗଛକୁ ପିଟିହୋଇ ବାଇକ ଚାଳକ ମୃତ

ଦିଗପହଣ୍ଡି- ଗଞ୍ଜାମ ଜିଲ୍ନୂାର ନୂଆଗାଁ ଥାନା ଅନ୍ତର୍ଗତ ଗଡସାମନ୍ତରାପୁର ନିକଟରେ ଏକ ଗଛକୁ ପିଟିହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପ଼ଡିଛି । ମୃତ ଚାଳକ ଜଣକ ହେଲେ ଖମ୍ବାରିଗାଁ ପଞ୍ଚାୟତର ବାଇଗଣବାଡି ପଲ୍



ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 169 | Read...

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ଫେବୃୟାରୀ ମାସର ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତରେ ଏହି ଅବସରରେ ଘୃତଯଜ୍ଞ , ଅନ୍ନ



ରେଶମ ସହରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 162 | Read...

ରେଶମ ସହରରେ  ୭୦ତମ  ସାଧାରଣତନ୍ତ୍ର ଦିବସ ପାଳିତ

70ତମ ସାଧରଣତନ୍ତ୍ର ଦିବସ ବ୍ରହ୍ମପୁର ଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡ଼ ଆୟୋଜିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପଙ୍ଗ ଆଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍



ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ 70ତମ ସାଧାରଣତନ୍ତ୍ର ଦିବସ ପାଳିତ|

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 161 | Read...

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ 70ତମ ସାଧାରଣତନ୍ତ୍ର ଦିବସ ପାଳିତ|

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ 70ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେବା ସହିତ ଆନୁଷ୍



ପୋଲସରା ରେ ପାଳିତ ହେଲା ନେତାଜୀ ଜୟନ୍ତୀ

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 149 | Read...

ପୋଲସରା ରେ ପାଳିତ ହେଲା ନେତାଜୀ ଜୟନ୍ତୀ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ବିଜୁ ଯୁବ ବାହିନୀ ତରଫରୁ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ପୋଲସରା ଗୋପବନ୍ଧୁ ହାଇସ୍କୁଲରେ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତହୋଇଯାଇଛି। ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସା



ଗ୍ରାମାଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 72 | Read...

ଗ୍ରାମାଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦିଗପହଣ୍ଡି ,; ସ୍ବର୍ଗତ ଏମ୍ . ଚକ୍ରପାଣିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀର୍ଘ ଦଶଦିନ ଧରି ଚାଲିଥିବା ଦିଗପହଣ୍ଡି ରାଜନଗର ପଡ଼ିଆଠାରେ ଗ୍ରାମାଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ରାଜନଗର ଭଲିବଲ ସଂ



ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 71 | Read...

ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି ଓ ଦୀପ ପ୍ରଜ୍ବଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ



ରାଧାଦାମୋଦର ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 70 | Read...

ରାଧାଦାମୋଦର ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ

ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ରାଧାଦାମୋଦର ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ଶନିବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧା



ବିଜୁଜନତା ଦଳ ଗଞ୍ଜାମ ବ୍ଲକର ୧୫ ନମ୍ବର ଜୋନସ୍ତରୀୟ ୱାର୍ଡ କମିଟି

Bhagyaprabha News Bureau | ରାଜନୀତି | ଗଞ୍ଜାମ | 44 | Read...

ବିଜୁଜନତା ଦଳ ଗଞ୍ଜାମ ବ୍ଲକର ୧୫ ନମ୍ବର ଜୋନସ୍ତରୀୟ ୱାର୍ଡ କମିଟି

ବିଜୁଜନତା ଦଳ ଗଞ୍ଜାମ ବ୍ଲକର ୧୫ ନମ୍ବର ଜୋନସ୍ତରୀୟ ୱାର୍ଡ କମିଟି କର୍ମଶାଳା ବେଲପଡା ଗ୍ରାମଠାରେ ଅନୁଷ୍ଠିତ ହୋଇଛି l ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ସୁବଳୟା ସମିତିସଭ୍ୟ ଶ୍ରୀ ସୁରଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ



ଘୋଡାହଡ ଜଳଭଣ୍ଡାରରେ କୁମ୍ଭୀର ଗଣନା ଶେଷ , ଗୋମୁହା କୁମ୍ଭୀର ସଂଖ୍ୟା ୪୩ କୁ ବୃଦ୍ଧି

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 43 | Read...

ଘୋଡାହଡ ଜଳଭଣ୍ଡାରରେ କୁମ୍ଭୀର ଗଣନା ଶେଷ , ଗୋମୁହା କୁମ୍ଭୀର ସଂଖ୍ୟା ୪୩ କୁ ବୃଦ୍ଧି

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳ ଅଧିନରେ ଥିବା ଘୋଡାହଡ ଜଳଭଣ୍ଡାରର କୁମ୍ଭୀର ଗଣନା ବୁଧବାର ଦିନଠାରୁ ଆରମ୍ଭ ହୋଇ ଗୁରୁବାର ଦିନ ଶେଷ ହୋଇଥିଲା । ଘୋଡାହଡ ଜଳଭଣ୍ଡାରରେ ୨୦୧୦ ମସିହାରେ ୨୮ ଗୋଟି ଗୋମୁହା କୁମ୍ଭୀର ଥିବା



ହସଖୁସିକୁ ଛଡାଇ ନେଇଛି ଦଇବ ,ଅ।ଉ ସରକାରଙ୍କ ସହାୟତା ପାଇଁ କରିଛନ୍ତି ଅ।କୁଳ ନିବେଦନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 35 | Read...

 ହସଖୁସିକୁ  ଛଡାଇ ନେଇଛି ଦଇବ ,ଅ।ଉ ସରକାରଙ୍କ ସହାୟତା ପାଇଁ କରିଛନ୍ତି ଅ।କୁଳ ନିବେଦନ

ଗଞ୍ଜାମ ଜିଲ୍ଲା ଆସିକା ବ୍ଳକର ଜୟପୁର ଗ୍ରାମ । ସେହି ଗ୍ରାମର ଦାଣ୍ଡ ସାହିରେ ପ୍ରଭାକର ଲେଙ୍କାଙ୍କ ନିହାତି ଗରିବ ପରିବାରଟିଏ । ପରିବାର କହିଲେ ଦୁଇ ଝିଅ ଓ ଏକ ମାତ୍ର ପୁଅ । ପ୍ରଭାକର ଚାଷବାଷ କରି ବେଶ ହସଖୁସିରେ ଚଳିଆସୁଥିଲ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: