ଗଞ୍ଜାମ : District News


ଲୋଡିଂ ଟ୍ରକକୁ ରୋକିଲେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 13128 | Read...

ଲୋଡିଂ ଟ୍ରକକୁ ରୋକିଲେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ

ଛତ୍ରପୁର- ଦୀର୍ଘ ଦେଢ଼ ବର୍ଷ ହେଲା ନିଜ ହକ୍ ପାଇଁ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ନିଜର ଦାବି ଜଣେଇ ଆସୁଥିଲେ ସୁଦ୍ଧା କୌଣସି ସମାଧାନ ନ ହେବାରୁ ଆଜି କାଳିଆବାଲି ଓ ଗୋ



ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ନବାଗତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା

Kiran Behera | ଓଡ଼ିଶା | ଗଞ୍ଜାମ | 13124 | Read...

ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ନବାଗତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ଗୁରୁବାର ଦିନ ବ୍ଳକ ସମ୍ମିଳନୀ କକ୍ଷରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ନବାଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଚ୍ଛ



ଲୁଗା ସଫା କରୁଥିବା ବେଳେ ଟାଣି ନେଲା କୁମ୍ଭୀର,ମୃତ୍ୟୁ ମୁଖରୁ ବର୍ତ୍ତିଲେ ମହିଳା

Kiran Behera | ଓଡ଼ିଶା | ଗଞ୍ଜାମ | 13123 | Read...

ଲୁଗା ସଫା କରୁଥିବା ବେଳେ ଟାଣି ନେଲା କୁମ୍ଭୀର,ମୃତ୍ୟୁ ମୁଖରୁ ବର୍ତ୍ତିଲେ ମହିଳା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରୀ ଗ୍ରାମରେ ବୁଧବାର ଅପରାହ୍ନ ୫ ଘଣ୍ଟା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିନି ଗୌଡ଼ ନାମ୍ନି ଜଣେ ମହିଳା ଗ୍ରାମର ସାଗର ବନ୍ଧ ତୁଠରେ ଲୁଗା ସଫା କରୁଥିବା ସମୟରେ ଟାଣି ନେଇ



ରୌପ୍ୟ ଜୟନ୍ତୀ ସମାରୋହ,ବେଷ୍ଟ ଭଲ୍ୟୁଣ୍ଟିଅର ଅଫ୍ ଦି ଇୟର ଆୱାର୍ଡ଼ ପାଇଲେ ଏନ୍.କାମରାଜୁ ପାତ୍ର

Bhagyaprabha News Bureau | ବିଶେଷ | ଗଞ୍ଜାମ | 13122 | Read...

ରୌପ୍ୟ ଜୟନ୍ତୀ ସମାରୋହ,ବେଷ୍ଟ ଭଲ୍ୟୁଣ୍ଟିଅର ଅଫ୍ ଦି ଇୟର ଆୱାର୍ଡ଼ ପାଇଲେ ଏନ୍.କାମରାଜୁ ପାତ୍ର

ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ବେଷ୍ଟ ଭଲ୍ୟୁଣ୍ଟିଅର ଅଫ୍ ଦି ଇୟର ଆୱାର୍ଡ଼ ପାଇଲେ ଏନ୍.କାମରାଜୁ ପାତ୍ର ।ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକର ବଡ଼ଗଡ଼ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ଏନ୍. ଭ



କଇଠଖଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରେ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 13121 | Read...

କଇଠଖଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରେ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ଶିଶୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବା ଏବଂ ସେମାନଙ୍କୁ ସୁଷମା ଖାଦ୍ୟ ଯୋଗାଇବା ନେଇ ଆଜି ଘରେ ଘରେ ପୃଷ୍ଟି ପ୍ରୟାସ ଭଳି କାର୍ଯ୍ୟ



ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଚିତ୍ତରଞ୍ଜନଙ୍କ ଦାୟିତ୍ୱ ଗ୍ରହଣ

Kiran Behera | ଓଡ଼ିଶା | ଗଞ୍ଜାମ | 13120 | Read...

ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଚିତ୍ତରଞ୍ଜନଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ବୁଧବାର ଦିନ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଚିତ୍ତରଞ୍ଜନ ଦାସ । ପୂର୍ବରୁ ଏଠାରେ କାର୍ଯ୍ୟରତ ରହିଥିବା ବିଡ଼ିଓ ହଳଧର ଶବରଙ୍କୁ ଚିକିଟି



ରଙ୍ଗେଇଲୁଣ୍ଡା ଠାରେ ଉଦଘାଟିତ ହେଲା ଜିଲ୍ଲାରେ ବିହନ ପରୀକ୍ଷାଗାର

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 13119 | Read...

ରଙ୍ଗେଇଲୁଣ୍ଡା ଠାରେ ଉଦଘାଟିତ ହେଲା ଜିଲ୍ଲାରେ ବିହନ ପରୀକ୍ଷାଗାର

ଛତ୍ରପୁର- ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାର ବିହନ ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉପସ୍



ବରିଷ୍ଠ ସମାଜସେବୀ ବଳରାମଙ୍କ ଅକାଳ ବିୟୋଗ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 13114 | Read...

ବରିଷ୍ଠ ସମାଜସେବୀ ବଳରାମଙ୍କ ଅକାଳ ବିୟୋଗ

ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମର ବରିଷ୍ଠ ସମାଜସେବୀ ବଳରାମ ବେହେରା ଗତ ୨୭.୧୦.୨୦୨୨ ତାରିଖ ଛତ୍ରପୁର ଠାରୁ ନିଜ ଗ୍ରାମ କଣମଣା ଯିବା ସମୟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ l ପରେ ସେ ଭୁବନେଶ୍ୱର ଏମସ ହସ୍ପିଟ



ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇ ଗିରଫ : ୧୩୬ କେଜି ଗଞ୍ଜେଇ ଜବତ

Kiran Behera | ଅପରାଧ | ଗଞ୍ଜାମ | 13113 | Read...

ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇ ଗିରଫ : ୧୩୬ କେଜି ଗଞ୍ଜେଇ ଜବତ

ପାଟପୁର ଥାନା ପୋଲିସ ପକ୍ଷରୁ ବୁଧବାର ଦିନ ୩୨୬ ନଂ ଜାତୀୟ ରାଜପଥ ଡେଙ୍ଗାଓସ୍ତା - ଆଦର୍ଶ ବିଦ୍ୟାଳୟ ଛଣମେରୀ ମଝି ରାସ୍ତାରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ମହିଳା ସମେତ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।



ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 13099 | Read...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଖଲ୍ଲିକୋଟ ରାଣୀ ସାହେବା ଭି ସୁଜ୍ଞାନ କୁମାରୀ ଦେଓକଂ ଜନ୍ମ ଦିନ ଅବସରରେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଗଞ୍ଜାମ କବିସୂର୍ଯ୍ୟନଗର



ବିଶ୍ଵଶାନ୍ତି ମହାଯଜ୍ଞ ସହଯୋଗୀ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Kiran Behera | ଓଡ଼ିଶା | ଗଞ୍ଜାମ | 13098 | Read...

ବିଶ୍ଵଶାନ୍ତି ମହାଯଜ୍ଞ ସହଯୋଗୀ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର - ମଧୁବନ ଗ୍ରାମର ଲୋକନାଥେଶ୍ବର ଶୈବପୀଠରେ ୭ ଦିନ ବ୍ୟାପୀ ବିଶ୍ଵଶାନ୍ତି ବିଷ୍ଣୁ ପଞ୍ଚାୟତନ ପଞ୍ଚ ମହାଯଜ୍ଞରେ ଦିନରାତି ସହଯୋଗ କରିଥିବା କର୍ମକର୍ତ୍ତାଙ୍କ



କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନ

Kiran Behera | ଶିକ୍ଷା | ଗଞ୍ଜାମ | 13097 | Read...

କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ସୋମବାର ଦିନ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୀନତି କୁମାରୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: