BHAGYAPRABHA NEWS : News


ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

BHAGYAPRABHA NEWS | ଦେଶଦୁନିଆ | | 8316 | Read...

ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ହେବେ ମନୋଜ ସିହ୍ନା । ଗୀରିଶ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନ ପ



ଗାୟକ ଏସ୍‌. ପି. ବାଲସୁବ୍ରମଣ୍ୟମ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ମନୋରଞ୍ଜନ | | 8311 | Read...

ଗାୟକ ଏସ୍‌. ପି. ବାଲସୁବ୍ରମଣ୍ୟମ  କରୋନା ପଜିଟିଭ ଚିହ୍ନଟ

ଭାରତୀୟ ଚଳଚ୍ଚିତ୍ର ଜଗତର ଜଣାଶୁଣା ଗାୟକ ଏସ୍.ପି. ବାଲସୁବ୍ରମଣ୍ୟମ୍ କରୋନା ଆକ୍ରାନ୍ତ। ବାଲସୁବ୍ରମଣ୍ୟମ୍ ନିଜେ ଫେସ୍‌ବୁକ୍‌ରେ ଏକ ଭିଡିଓ ସେୟାର୍ କରି ଏହା ପ୍ରକାଶ କରିଛନ୍ତି। ପରୀକ୍ଷା କରାଇବା ଏବଂ ଆରମରେ ସୁସ୍ଥ ହେ



ଅକ୍ଟୋବରରେ ଖୋଲିବ ନନ୍ଦନକାନନ

BHAGYAPRABHA NEWS | ଓଡ଼ିଶା | | 8309 | Read...

ଅକ୍ଟୋବରରେ ଖୋଲିବ ନନ୍ଦନକାନନ

ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ଗୋଟିଏ ପଟେ କରୋନା ସଂକ୍ରମଣ ଭୟ ଓ ଅନ୍ୟ ପକ୍ଷରେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।



ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 8308 | Read...

ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନା ସୁସ୍ଥ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଓଡ଼ିଶାରେ ଦିନକରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସାରା ରାଜ୍ୟରୁ ୧୨୫୫ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍



କୋଭିଡ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 8306 | Read...

କୋଭିଡ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି । କୋଭିଡ ଯୋଦ୍ଧାଙ୍କ ପାଇଁ ଟିଭି, ସୋସିଆଲ ମିଡିଆ ଜରିଆରେ ଶପଥ ପାଠ ମଧ୍ୟ କ



ରାଜ୍ୟରେ ପୁଣି ୧୩୩୭ ଆକ୍ରାନ୍ତ ଚିହ୍ନଟ , ୯ ମୃତ

BHAGYAPRABHA NEWS | ଓଡ଼ିଶା | | 8305 | Read...

ରାଜ୍ୟରେ ପୁଣି ୧୩୩୭ ଆକ୍ରାନ୍ତ ଚିହ୍ନଟ , ୯ ମୃତ

ଆଜି ରାଜ୍ୟରେ ପୁଣି ୧୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୮୧୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩୯ ହଜାର ଟପିଛି। ଏ



ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ଶାଖା ପକ୍ଷରୁ ବୃକ୍ଷରୋପଣ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 8302 | Read...

ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ଶାଖା ପକ୍ଷରୁ ବୃକ୍ଷରୋପଣ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ଦେଉଳିଆପଡା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପରିସରରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ବଞ୍ଚ



ଆଜିଠୁ ରାଜ୍ୟରେ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର

BHAGYAPRABHA NEWS | ଓଡ଼ିଶା | | 8301 | Read...

ଆଜିଠୁ ରାଜ୍ୟରେ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର

ଆଜିଠାରୁ ରାଜ୍ୟରେ ଖୋଲିବ ଯୋଗ କେନ୍ଦ୍ର ଏବଂ ଜିମ୍ ସେଣ୍ଟର । ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠୁ ସାରା ଦେଶରେ ଯୋଗ ଓ ଜିମ୍ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାୟ ୪ ମାସ ପରେ ସେସ



କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଏକ ମିନିଟ୍ ନିରବ ପ୍ରାର୍ଥନା କରିବେ ରାଜ୍ୟବାସୀ

BHAGYAPRABHA NEWS | ଓଡ଼ିଶା | | 8300 | Read...

କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ  ଏକ ମିନିଟ୍ ନିରବ ପ୍ରାର୍ଥନା କରିବେ ରାଜ୍ୟବାସୀ

କୋଭିଡ ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା 6ଟାରେ ରାଜ୍ୟବାସୀ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ଏହି



ବଙ୍ଗୋପସାଗରେ ଲଘୁଚାପ , ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

BHAGYAPRABHA NEWS | ଓଡ଼ିଶା | | 8298 | Read...

ବଙ୍ଗୋପସାଗରେ ଲଘୁଚାପ , ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଯାହା ପୂର୍ବାନୁମାନ କରାଯାଉଥିଲା, ସେଇଆ ହେଲା । ଲମ୍ବା ପ୍ରତୀକ୍ଷା ପରେ ଶୁଖିଲା ଜମିକୁ ଭିଜାଇଛି ବର୍ଷା । ଚାଷୀ ମନରେ ଭରିଛି ଆଶା । ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଛି



ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲ

BHAGYAPRABHA NEWS | ଦେଶଦୁନିଆ | | 8297 | Read...

ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲ

ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲଙ୍କ ଦେହାନ୍ତ । ୮୯ ବର୍ଷ ବୟସରେ ପୁଣେରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ପୁଣେ ହସ୍ପିଟାଲରେ ଭର୍



୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

BHAGYAPRABHA NEWS | ଦେଶଦୁନିଆ | | 8296 | Read...

୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

ଚାରି ମାସ ପରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ । ମାଆଙ୍କୁ ପୂଜାର୍ଚ୍ଚନା କରିବେ ଭକ୍ତ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା । ଜମ୍ମୁ କଶ୍ମୀର ସରକାର ରାଜ୍ୟରେ ସବୁ ଧାର୍ମିକ ସ୍ଥଳୀ ଖୋଲିବାକୁ ଘୋଷଣ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: