BHAGYAPRABHA NEWS : News


ସଂସଦରେ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 5632 | Read...

ସଂସଦରେ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ସଂସଦରେ ବଜେଟ ଉପସ୍ଥାପିତ ହୋଇଯାଇଛି । ସଂସଦରେ ବଜେଟ ଅଭିଭାଷଣ ଦେଇଥିବା ଅର୍ଥମନ୍ତ୍ରୀମାନଙ୍କ ମଧ୍ୟରେ ନିର୍ମଳା ସୀତାରମଣ ଅଢେଇ ଘଣ୍ଟାରୁ ଅଧିକ ସମୟଧରି ସବୁଠାରୁ ଲମ୍ବା ଭାଷଣ ଦେଇଛନ୍ତି । ବଜେଟ ୨୦୨୦ ବର୍ଷରେ ଅର୍ଥମନ୍ତ୍



କୋର୍ଟରେ ଦାଖଲ ହେଲା ନିର୍ଭୟା ମାମଲର ଷ୍ଟାଟସ ରିପୋର୍ଟ

BHAGYAPRABHA NEWS | ଅପରାଧ | | 5630 | Read...

କୋର୍ଟରେ ଦାଖଲ ହେଲା ନିର୍ଭୟା ମାମଲର ଷ୍ଟାଟସ ରିପୋର୍ଟ

ନିର୍ଭୟା ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ଓ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାକୁ ନ



ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମେଳା

BHAGYAPRABHA NEWS | ଓଡ଼ିଶା | | 5629 | Read...

ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମେଳା

ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ଖଣ୍ଡଗିରି କୁମ୍ଭମେଳା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଖଣ୍ଡଗିରି ପୀଠ । କୁମ୍ଭମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ



ହାପି ବାର୍ଥ ଡେ ଜ୍ୟାକି ଶ୍ରଫ୍‌

BHAGYAPRABHA NEWS | ମନୋରଞ୍ଜନ | | 5628 | Read...

ହାପି ବାର୍ଥ ଡେ ଜ୍ୟାକି ଶ୍ରଫ୍‌

ଜଗୁ ଦାଦାରୁ ବଲିଉଡ୍‌ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫ୍‌ ଶନିବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧ରେ ବମ୍ବେର ଉଦ୍‌ଗିର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜ



ଅବସରପ୍ରାପ୍ତ ଅବକାରୀ ବିଭାଗ ଏସ୍.ଆଇଙ୍କ ପରଲୋକ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5627 | Read...

ଅବସରପ୍ରାପ୍ତ ଅବକାରୀ ବିଭାଗ ଏସ୍.ଆଇଙ୍କ ପରଲୋକ

ଅବସରପ୍ରାପ୍ତ ଅବକାରୀ ବିଭାଗ ସବ୍ ଇନସିପେକ୍ଟର ପ୍ରଭାକର ଆଚାର୍ଯ୍ୟଙ୍କ ଶନିବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ଭୁବନେଶ୍ବର କଳିଙ୍ଗ ହସପିଟାଲରେ ଚିକିତ୍ସିତ ହ



'କରୋନା'କୁ ବିଶ୍ୱ ସଙ୍କଟ ଘୋଷଣା

BHAGYAPRABHA NEWS | ସ୍ବାସ୍ଥ୍ୟ | | 5621 | Read...

'କରୋନା'କୁ ବିଶ୍ୱ ସଙ୍କଟ ଘୋଷଣା

ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି'କରୋନା' ଭାଇରସ୍ । ବିଶ୍ଵର ୧୭ ଦେଶରେ ପହଞ୍ଚି ସାରିଲାଣି ଏହି ଭୁତାଣୁ । ଭାରତ, ନେପାଳ, ତିବ୍ଦତ, କମ୍ବୋଡିଆ ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏଭଳି ସ୍ଥି



ଆସନ୍ତାକାଲି ନିର୍ଭୟା ଦୋଷୀଙ୍କ ଫାଶୀ

BHAGYAPRABHA NEWS | ଅପରାଧ | | 5620 | Read...

ଆସନ୍ତାକାଲି ନିର୍ଭୟା ଦୋଷୀଙ୍କ ଫାଶୀ

ନିର୍ଭୟା ଦୁଷ୍କର୍ମୀ ଅକ୍ଷୟ ସିଂର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । ଏହା ପୂର୍ବରୁ ଅନ୍ୟ ଦୁଇ ଦୁଷ୍କର୍ମୀଙ୍କ କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି । ଫେବୃଆରୀ ଏକ ତାରିଖରେ ଚାରି ଦୋଷ



ଫୁଲବାଣୀରେ କୋରେନା ଆକ୍ରାନ୍ତ ସନ୍ଦେହ!

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 5618 | Read...

ଫୁଲବାଣୀରେ କୋରେନା ଆକ୍ରାନ୍ତ ସନ୍ଦେହ!

ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ । ଚୀନରେ ଏମବିବିଏସ କରୁଥିବାରୁ କରୋନା ଆକ୍ରାନ୍ତ ସନ୍ଦେହ । ଗତ ୧୧ ତାରିଖରେ ଚୀନରୁ ଫେରିଥିଲେ ଅସୁସ୍ଥ ଡାକ୍ତରୀ ଛାତ୍ର । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା



ଆଜିଠୁ ସଂସଦରେ ବଜେଟ ଅଧିବେସନ

BHAGYAPRABHA NEWS | ଦେଶଦୁନିଆ | | 5615 | Read...

ଆଜିଠୁ ସଂସଦରେ ବଜେଟ ଅଧିବେସନ

ଆଜିଠୁ ସଂସଦରେ ବଜେଟ ଅଧିବେସନ ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୧୧ ଯାଏଁ ଚାଲିବାକୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ସଂସଦର ଦୁଇଟି ସଦନର ସଂଯୁକ୍ତ ବୈଠକରେ ରାଷ୍ଟ୍ରପତ



କ୍ୟାବିନେଟ ବୈଠକରେ କରୋନା ଭୂତାଣୁର ସ୍ଥିତି ସମୀକ୍ଷା

BHAGYAPRABHA NEWS | ଦେଶଦୁନିଆ | | 5614 | Read...

କ୍ୟାବିନେଟ ବୈଠକରେ କରୋନା ଭୂତାଣୁର ସ୍ଥିତି ସମୀକ୍ଷା

କ୍ୟାବିନେଟ ସଚିବଙ୍କ ଦ୍ୱାରା ଚତୁର୍ଥ ବୈଠକରେ କରୋନା ଭୂତାଣୁ ସ୍ଥିତି ସମୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ସ୍ୱରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ, ଶ୍



ଆସନ୍ତାକାଲିଠାରୁ ସଂସଦରେ ବଜେଟ ଅଧିବେସନ

BHAGYAPRABHA NEWS | ଦେଶଦୁନିଆ | | 5611 | Read...

ଆସନ୍ତାକାଲିଠାରୁ ସଂସଦରେ ବଜେଟ ଅଧିବେସନ

ଜାନୁଆରି ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ପ୍ରଥମ ଦିନ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନରେ ନିଜର ବକ୍ତବ୍ୟ ରଖିବେ। ଏହାପରେ ଫେବ



ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ

BHAGYAPRABHA NEWS | ଓଡ଼ିଶା | ପୁରୀ | 5610 | Read...

ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ

ଆଜି ସକାଳୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ ଦର୍ଶନ କରିଛନ୍ତି ଭକ୍ତ। ଗତକାଲି ରାତିରେ ମହାପ୍ରଭୁ ପଦ୍ମବେଶ ଲାଗି କରି ପହଡ ଯାଇଥିଲେ। ପରମ୍ପରା ଅନୁଯାୟୀ ଗତକାଲି ଚଳନ ଲାଗି ପରେ ଏହି ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: