BHAGYAPRABHA NEWS : News


ବୁର୍ଲାରେ କରୋନା ନମୁନା ପରୀକ୍ଷା ଆରମ୍ଭ

BHAGYAPRABHA NEWS | ସ୍ବାସ୍ଥ୍ୟ | ସମ୍ବଲପୁର | 6590 | Read...

ବୁର୍ଲାରେ  କରୋନା ନମୁନା ପରୀକ୍ଷା ଆରମ୍ଭ

ଆଜି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଆରମ୍ଭ ହୋଇଛି କୋଭିଡ୍‌ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍‌ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ



ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍

BHAGYAPRABHA NEWS | ଓଡ଼ିଶା | | 6587 | Read...

ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି  ଜଷ୍ଟିସ୍ ମହମ୍ମଦ ରଫିକ୍

ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ହେବା ନେଇ ସୁପ୍ରିମକୋର୍ଟ କଲେଜିୟମ୍ ର ସୁପାରିସ ହୋଇଛି ।ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତି ନିଆଯାଇଥିବା



ଫସି ରହିଥିବା ଓଡିଆଙ୍କୁ ଆଣିବାକୁ କରାଯାଉଛି ଉଦ୍ୟମ

BHAGYAPRABHA NEWS | ଓଡ଼ିଶା | | 6585 | Read...

ଫସି ରହିଥିବା ଓଡିଆଙ୍କୁ  ଆଣିବାକୁ  କରାଯାଉଛି ଉଦ୍ୟମ

ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବୋଧିତ କରି ସେ କହିଛନ୍ତି ଯେ, ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ । ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀ



ବାଲେଶ୍ୱର ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 6583 | Read...

ବାଲେଶ୍ୱର ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗତକାଲି ବାଲେଶ୍ୱରରୁ ପ୍ରଥମ କରୋନା ପଜେଟିଭ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ବାଲେଶ୍ୱରରୁ ପଜିଟିଭ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜ



ଆଜିଠାରୁ ଭିମ୍‌ସାରରେ କୋଭିଡ୍‌ ଟେଷ୍ଟ ଆରମ୍ଭ

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 6582 | Read...

ଆଜିଠାରୁ ଭିମ୍‌ସାରରେ କୋଭିଡ୍‌ ଟେଷ୍ଟ ଆରମ୍ଭ

ସମଗ୍ର ଦେଶ ତଥା ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଥିବାବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଜ୍ୟରେ ସମସ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରିବା ପାଇଁ କ



ଭୁବନେଶ୍ବରରେ ରାପିଡ ଟେଷ୍ଟ ଆରମ୍ଭ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 6580 | Read...

 ଭୁବନେଶ୍ବରରେ ରାପିଡ ଟେଷ୍ଟ ଆରମ୍ଭ

ସମଗ୍ର ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଭୁବନେଶ୍ୱରରେ ରାପିଡ୍‌ କରୋନା ଟେଷ୍ଟ ଆରମ୍ଭ ହୋଇଛି। ସ



ସ୍କୁଲ କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା : ଅରୁଣ ସାହୁ

BHAGYAPRABHA NEWS | ଶିକ୍ଷା | | 6572 | Read...

ସ୍କୁଲ କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା : ଅରୁଣ ସାହୁ

ଆସନ୍ତା ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା । ସାରାଦେଶ କରୋନା ମୁକାବିଲା ପାଇଁ ଲକଡାଉନରେ ରହିଛି, ଏହି ଲକଡାଉନ ଶେଷ ହେବା ପରେ ସ୍କୁଲ କଲେଜ ଖୋଲିବା ସ୍ୱାଭାବିକ ହୋଇଯିବ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟ



ବାଲେଶ୍ବର ଜିଲ୍ଲାରୁ ପ୍ରଥମ ପଜିଟିଭ୍‌ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 6570 | Read...

ବାଲେଶ୍ବର ଜିଲ୍ଲାରୁ ପ୍ରଥମ ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଜଣେ ନୂତନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ କୌଣସି ସୂଚନା ପ୍ରଦାନ ମିଳିନାହିଁ । ବାଲେ



ପଶ୍ଚିମ ଓଡ଼ିଶାର ବିଭିନ୍ନ କୋଭିଡ୍‌-୧୯ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫'ଟି' ସଚିବ

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 6569 | Read...

ପଶ୍ଚିମ ଓଡ଼ିଶାର ବିଭିନ୍ନ କୋଭିଡ୍‌-୧୯ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫'ଟି' ସଚିବ

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ



ରାଜ୍ୟରେ ଆଉ ୩ କରୋନା ରୋଗୀ ସୁସ୍ଥ

BHAGYAPRABHA NEWS | ସ୍ବାସ୍ଥ୍ୟ | | 6568 | Read...

ରାଜ୍ୟରେ ଆଉ ୩ କରୋନା ରୋଗୀ ସୁସ୍ଥ

ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ୩ କରୋନା ଆକ୍ରାନ୍ତ ସମସ୍ତେ ଭୁବନେଶ୍ବର ଅଞ୍ଚଳର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରା



ଦକ୍ଷିଣ ଆଫ୍ରିକାର ସ୍ଥାୟୀ ନିର୍ଦ୍ଦେଶକ ହେଲେ ଗ୍ରେମ୍‌ ସ୍ମିଥ୍‌

BHAGYAPRABHA NEWS | ଖେଳ | | 6565 | Read...

ଦକ୍ଷିଣ ଆଫ୍ରିକାର ସ୍ଥାୟୀ ନିର୍ଦ୍ଦେଶକ ହେଲେ ଗ୍ରେମ୍‌ ସ୍ମିଥ୍‌

ଦକ୍ଷିଣ ଆଫ୍ରିକା ର ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ସ୍ଥାୟୀ ନିର୍ଦ୍ଦେଶକ ରୂପେ ନିଯୁକ୍ତ ପ୍ରଦାନ କରାଯାଇଛି। ତାଙ୍କୁ ଆଗାମୀ ୨ ବର୍ଷ ପାଇଁ ତାଙ୍କୁ ଏହି ଗୁରୁଦାୟିତ



ରାଜ୍ୟରେ ଖୋଲିବ କରୋନା ମନିଟରିଂ ସେଣ୍ଟର

BHAGYAPRABHA NEWS | ଓଡ଼ିଶା | | 6564 | Read...

ରାଜ୍ୟରେ ଖୋଲିବ କରୋନା ମନିଟରିଂ ସେଣ୍ଟର

କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟ ନିଜ ସ୍ତରରେ ପ୍ରୟାସ ଜାରି ରଖିଥିବାବେଳେ ଏହି ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଉଠାଇ ରାଜ୍ୟରେ କରୋନା ମନିଟରିଂ ସେଣ୍ଟର ଖୋଲିବାକୁ ନିଷ୍ପତି ନେଇଛନ୍ତି। ଏହା ମୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: