BHAGYAPRABHA NEWS : News


ଜି -7 ସମ୍ମିଳନୀରେ ଯୋଗଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

BHAGYAPRABHA NEWS | ଦେଶଦୁନିଆ | | 7272 | Read...

ଜି -7 ସମ୍ମିଳନୀରେ ଯୋଗଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି -7 ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାସହ ଆଜି ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ ବ



ଆଜି ଅଲାରନାଥଙ୍କ ସେବାୟତ ଓ ପ୍ରଶାସନ ମଧ୍ୟରେ ବସିବ ବୈଠକ

BHAGYAPRABHA NEWS | ଓଡ଼ିଶା | | 7271 | Read...

ଆଜି ଅଲାରନାଥଙ୍କ ସେବାୟତ ଓ ପ୍ରଶାସନ ମଧ୍ୟରେ ବସିବ ବୈଠକ

ଚଳିତ ବର୍ଷ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ତେବେ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବାପରେ ୬ତାରିଖ ଠାରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପିଠରେ ଚତୃଧାମୁରତୀ ବେସରେ ଦର୍ଶନ ଦେବେ ମହାପ୍



ସଡ଼କ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ

BHAGYAPRABHA NEWS | ଓଡ଼ିଶା | କଳାହାଣ୍ଡି | 7269 | Read...

ସଡ଼କ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ମ.ରାମପୁର - ଋଷିଡ଼ା ପୂର୍ତ୍ତ ବିଭାଗ ରାସ୍ତା ପଜିବାହାଳି ଛକରୁ ମାତ୍ର ଚାରିଶହ ମିଟର ଦୂରରେ ଏକ ସଡ଼କ ଦୁର୍ଘଟଣା ରେ ଜଣକ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଡମ୍ଭକର୍ଲାଖୁଣ୍ଟା ପଞ୍ଚାୟତ କଢେଲକୋନା ଗ୍ରାମ ଘ



ଏହି ୨୧ ଦିନ ଯେତିକି ସମ୍ବେଦନଶୀଳ ସେତିକି ବିପଦପୂର୍ଣ୍ଣ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 7268 | Read...

ଏହି ୨୧ ଦିନ ଯେତିକି ସମ୍ବେଦନଶୀଳ ସେତିକି ବିପଦପୂର୍ଣ୍ଣ

ବିପର୍ଯ୍ୟୟ ପରିଚାଳନାରେ ଆଜି ଓଡ଼ିଶା କେବଳ ଭାରତ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଦେଶର ଏହି ପଛୁଆ ରାଜ୍ୟ କରୋନା ଯୁଦ୍ଧରେ ମଧ୍ୟ ବିଶ୍ୱ ବିଜୟୀ ହେବ । ହେଲେ ଏଥିନିମନ୍ତେ ଦରକାର ମାତ୍ର ୨୧ ଦିନର ଧୈର୍ଯ୍ୟ ।



ରାଜ୍ୟରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7264 | Read...

ରାଜ୍ୟରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି ପାଇଛି । ଏହି ନୂଆ ସଂକ୍ରମିତଙ୍କ ଭିତରୁ ୧୧୦ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୩୧ଜଣ ସ୍ଥାନୀୟ ଅଞ୍ଚଳର



ରାଜ୍ୟରେ ଗଡିବ ୫ ସ୍ପେଶାଲ ଟ୍ରେନ

BHAGYAPRABHA NEWS | ଓଡ଼ିଶା | | 7262 | Read...

ରାଜ୍ୟରେ ଗଡିବ ୫ ସ୍ପେଶାଲ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତାୟତଙ୍କ ପାଇଁ ରାଜ୍ୟ ସରକାର ଚଲାଇବେ ୫ଟି ସ୍ୱତନ୍ତ୍ର ଟ୍ରେନ। କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ସ୍ପେଶାଲ ଟ୍ରେ



ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7261 | Read...

ରାଜ୍ୟରେ ପୁଣି  ୮୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ଏକାଥରେ ୮୦ ଆକ୍ରାନ୍ତ । ଏକାଥରେ ୧୪ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୮୦ କରୋନା ଆକ୍ରାନ୍ତ । ତେବେ ଏହି ୮୦ ସୁସ୍ଥଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭,



ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

BHAGYAPRABHA NEWS | ଓଡ଼ିଶା | | 7260 | Read...

ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

ବିଜେପିରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ପାଇଁ ସମୟ ଦେଇ ପାରୁ ନ ଥିବା ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍



ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

BHAGYAPRABHA NEWS | ଓଡ଼ିଶା | ପୁରୀ | 7255 | Read...

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

ଦୁଇ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ନୀତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବିନା ଭକ୍ତରେ ଏହି ଉତ୍ସବକୁ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ସରକ



ମଦ ଦୋକାନର ଷ୍ଟକ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

BHAGYAPRABHA NEWS | ଓଡ଼ିଶା | | 7247 | Read...

 ମଦ ଦୋକାନର ଷ୍ଟକ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ମଦ ଦୋକାନୀଙ୍କୁ ଆଉ ଏକ ସରକାରୀ ଛାଟ ବାଜିଛି। ଷ୍ଟକ୍‌ ଓ ବେପାର ବାବଦରେ ତଥ୍ୟ ଲୁଚାଉଥିବା ବେପାରୀଙ୍କ ଖସିବା ବାଟ ବନ୍ଦ କରିବାକୁ ଯାଉଛନ୍ତି ସରକାର। ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ମଦ ଦୋକାନର ଷ୍ଟକ ଯାଞ୍ଚ ପାଇଁ ଚିଠି ଲେଖି



ଆଜି ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ

BHAGYAPRABHA NEWS | ଓଡ଼ିଶା | ପୁରୀ | 7245 | Read...

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ

ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ସ୍ୱତନ୍ତ୍ର ନୀତିକାନ୍ତି ସହ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ। ପ୍ରଥମ ଭୋଗ ମଣ୍ଡପ ପାଇବା ପରେ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ସାତପାହାଚ ନିକଟରେ ପାଲିଙ୍କିରେ ବସି



ବିଭିନ୍ନ ରାଜ୍ୟରୁ ୧୨ ହଜାର ପ୍ରବାସୀଙ୍କୁ ନେଇ ଓଡିଶା ଆସିବ ୮ଟି ଶ୍ରମିକ ସ୍ପେଶାଲ ଟ୍ରେନ୍

BHAGYAPRABHA NEWS | ଓଡ଼ିଶା | | 7244 | Read...

ବିଭିନ୍ନ ରାଜ୍ୟରୁ ୧୨ ହଜାର ପ୍ରବାସୀଙ୍କୁ ନେଇ ଓଡିଶା ଆସିବ ୮ଟି ଶ୍ରମିକ ସ୍ପେଶାଲ ଟ୍ରେନ୍

ଆଜି ଓଡିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍। ଗତକାଲି ଓଡ଼ିଶାରେ ପହଞ୍ଚିଛି ୨ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ । ଅନ୍ୟ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଆଜି ଏହି ଟ୍ରେନ୍‌ ଗୁଡ଼ିକ ରାଜ୍ୟରେ ପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: