BHAGYAPRABHA NEWS : News


ଆଜି ସରୁଛି ଅନଲକ-୧

BHAGYAPRABHA NEWS | ଦେଶଦୁନିଆ | | 7730 | Read...

 ଆଜି ସରୁଛି ଅନଲକ-୧

ଆଜି ଅନଲକ-୦୧ ଶେଷ ହେବାକୁ ଯାଉଥିବା ବେଳେ ଆସନ୍ତା ଜୁଲାଇ ୧ରୁ ଅନଲକ - ୨ ଆରମ୍ଭ ହେବାକୁ ଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗାଇଡ୍ଲାଇନ୍ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ସବୁଠୁ ବଡ଼ ଦିଗଟି ହେ



ଆଜି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ

BHAGYAPRABHA NEWS | ଓଡ଼ିଶା | ପୁରୀ | 7729 | Read...

ଆଜି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହି ଶେଷ ଦର୍ଶନ ସାରି ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତ



ଔଷଧ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ : ୨ ମୃତ, ୪ ଗୁରୁତର

BHAGYAPRABHA NEWS | ଦେଶଦୁନିଆ | | 7727 | Read...

ଔଷଧ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ : ୨ ମୃତ, ୪ ଗୁରୁତର

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପୁଣି ଥରେ ଗ୍ୟାସ୍ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ସୂଚନାଯୋଗ୍ୟ , ପରବଦାରେ ଅବସ୍ଥିତ ଜବାହରଲାଲ ନେହେରୁ ଫାର



ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

BHAGYAPRABHA NEWS | ଦେଶଦୁନିଆ | | 7726 | Read...

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବେ ବୋଲି ପିଏମଓ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।ଦିନକୁ ଦ



ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 7725 | Read...

ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନ



ଟିକଟକ୍‌‌ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍‌କୁ ବ୍ୟାନ୍ କଲେ ଭାରତ ସରକାର

BHAGYAPRABHA NEWS | ଦେଶଦୁନିଆ | | 7724 | Read...

ଟିକଟକ୍‌‌ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍‌କୁ ବ୍ୟାନ୍ କଲେ ଭାରତ ସରକାର

ଭାରତରେ ଚାଇନିଜ୍‌ ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌ । ଚୀନ୍‌ ସହ ମୁହାଁମୁହିଁ ସ୍ଥିତି ବେଳେ ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ଦେଶର ସାର୍ବଭୌମତ୍ୱ ଓ ଏକତା ପ୍ରତି ହାନୀ



ଆଫଗାନିସ୍ଥାନରେ କାର ବୋମା ବିସ୍ଫୋରଣ, ୨୩ ମୃତ

BHAGYAPRABHA NEWS | ଦେଶଦୁନିଆ | | 7722 | Read...

ଆଫଗାନିସ୍ଥାନରେ କାର ବୋମା ବିସ୍ଫୋରଣ, ୨୩ ମୃତ

ଆଫଗାନିସ୍ଥାନର ହେଲମନ୍ଦ ଅଞ୍ଚଳରେ ଥିବା ଏକ ବ୍ୟସ୍ତ ବହୁଳ ବଜାରରେ ସୋମବାର ହୋଇଛି ବଡ ଧରଣର କାର ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଗର୍ଭନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।



ରାଜ୍ୟର ୭ଟି ଜିଲ୍ଲାରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ

BHAGYAPRABHA NEWS | ଓଡ଼ିଶା | | 7721 | Read...

ରାଜ୍ୟର ୭ଟି ଜିଲ୍ଲାରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ

ରାଜ୍ୟର ୭ଟି ଜିଲ୍ଲାରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ । ତେବେ ପୁରୀରୁ ଆରମ୍ଭ ହୋଇଛି ସେରୋଲୋଜିକାଲ ଟେଷ୍ଟ । ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି। ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ କରାଯିବ । ତ



ଘରୋଇ ହସ୍ପିଟାଲ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

BHAGYAPRABHA NEWS | ଓଡ଼ିଶା | | 7720 | Read...

ଘରୋଇ ହସ୍ପିଟାଲ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଏଥିପାଇଁ ବିଏମ୍‌ସି କଡା ପଦକ୍ଷେପ ନେଇଛି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯ



ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ଆଜି ୨୫ ପଜିଟିଭ୍‌

BHAGYAPRABHA NEWS | ଓଡ଼ିଶା | | 7718 | Read...

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ଆଜି ୨୫ ପଜିଟିଭ୍‌

ଆଜି ଖୋର୍ଦ୍ଧାରେ ୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୫ ଜଣ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର । ତେବେ ବଡ କଥା ହେଉଛି, ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ସ



ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7717 | Read...

ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୬୦ ଜଣ ଆକ୍ର



ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

BHAGYAPRABHA NEWS | ଓଡ଼ିଶା | | 7715 | Read...

ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କରୋନା ଆଜି ରାଜ୍ୟରେ ଦୁଇଟି ମୁଣ୍ଡ ନେଇଛି। ଏହି ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଉଭୟ ମୃତ ବ୍ୟ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: