BHAGYAPRABHA NEWS : News


କୋରୋନା ପ୍ରଭାବ- ପ୍ରସିଦ୍ଧ ତାରାତାରିଣୀ ପୀଠ ଜନଶୂନ୍ୟ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6117 | Read...

କୋରୋନା ପ୍ରଭାବ- ପ୍ରସିଦ୍ଧ ତାରାତାରିଣୀ ପୀଠ ଜନଶୂନ୍ୟ

ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରିବା ସହ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗତ ସୋମବାର ବହୁ ଜିଲ୍ଲାରେ ୧୪୪ ଧାରା ଲ



ହୋମ କ୍ୱାରେଣ୍ଟାଇନରେ ପୁରୀ ଗଜପତି

BHAGYAPRABHA NEWS | ସ୍ବାସ୍ଥ୍ୟ | ପୁରୀ | 6116 | Read...

ହୋମ କ୍ୱାରେଣ୍ଟାଇନରେ ପୁରୀ ଗଜପତି

ପୁରୀ ଗଜପତି ଓ ତାଙ୍କ ପରିବାର ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ସପରିବାର ସହ ଗଜପତି ଦିବ୍ୟସିଂହ ଦେବ ବିଦେଶ ଯାତ୍ରା କରିଥିଲେ । ଆମେରିକାରେ ମହାପ୍ରଭୁ ଶ



ବିବାଦରେ ହ୍ୟୁମାନ ଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ'

BHAGYAPRABHA NEWS | ମନୋରଞ୍ଜନ | | 6115 | Read...

ବିବାଦରେ ହ୍ୟୁମାନ ଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ'

ବିବାଦରେ ହ୍ୟୁମାନ ସାଗରଙ୍କଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକ



ଭଞ୍ଜନଗରରେ କରୋନା ସଚେତନ ପାଇଁ ବୈଠକ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6111 | Read...

 ଭଞ୍ଜନଗରରେ କରୋନା ସଚେତନ ପାଇଁ ବୈଠକ

ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ସୋମବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରୋନା ସଚେତନ ପାଇଁ ଏକ ବୈଠକ ବସିଥିଲା | ଗଂଜାମ ଜିଲ୍ଲା ରେ ଏବେ ୧୪୪ ଧାରା ଲାଗିବା ପରେ ଆଗକୁ ଥିବା ଗଂଜାମ ର ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉପରେ ବ



ଦେଶରେ ୩ ବର୍ଷର ଶିଶୁ ସମେତ ୧୨୮ କୋରୋନା ଆକ୍ରାନ୍ତ

BHAGYAPRABHA NEWS | ଦେଶଦୁନିଆ | | 6107 | Read...

ଦେଶରେ  ୩ ବର୍ଷର ଶିଶୁ ସମେତ  ୧୨୮ କୋରୋନା ଆକ୍ରାନ୍ତ

ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ଏବଂ ଏହାକୁ ନେଇ ଜନ ସାଧାରମ ଦିନକୁ ଦିନ ସଚେତନ ହେବାରେ ମଧ୍ୟ ଲାଗିଛନ୍ତି । ଇତି ମଧ୍ୟରେ ଦେଶରେ ଗତକାଲି ଗୋଚିଏ ଦିନରେ ୧୩ ଜଣ ଆକ୍ରାନ୍ତକୁ ଚିହ୍ନଟ କରାଯାଇଥିବା ବେଳ



ଦେଶରେ ତୃତୀୟ କୋରୋନା ରୋଗୀ ମୃତ

BHAGYAPRABHA NEWS | ଦେଶଦୁନିଆ | | 6106 | Read...

ଦେଶରେ ତୃତୀୟ କୋରୋନା ରୋଗୀ ମୃତ

ଭାରତରେ କୋରୋନା ମୃତ୍ୟ ସଂଖ୍ୟା ଆସି ତିନିରେ ପହଞ୍ଚିଛି, ବର୍ତ୍ତମାନ ସୁଦ୍ଧା ଦେଷରେ କୋରୋନା ରୋଗୀଙ୍କ ସଂଖ୍ୟା ୧୨୮ ହୋଇଥିବା ବେଳେ ମୁମ୍ବାଇ ଠାରେ ଏହି କୋରୋନା ରୋଗୀଙ୍କ ମୁତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାନୁସାରେ କ



ଏପ୍ରିଲ ୧୫ ପର୍ଯ୍ୟନ୍ତ ରହିପାରେ କଟକଣା -ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 6105 | Read...

ଏପ୍ରିଲ ୧୫ ପର୍ଯ୍ୟନ୍ତ ରହିପାରେ କଟକଣା -ମୁଖ୍ୟମନ୍ତ୍ରୀ

କୋରୋନାକୁ ନେଇ ରାଜ୍ୟରେ ଜାରୀ ହୋଇଥିବା ସମସ୍ତ କଟକଣାର ଅବଧି ମାର୍ଚ୍ଚ ୩୧ ବଦଳରେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଆଜି ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର କୋରୋନା ସ୍ଥିତିକୁ ନ



କୋଭିଡ ୧୯ କୁ ନେଇ ସୂଚନା ଦେଲେ ସୁବ୍ରତ ବାଗଚି

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 6102 | Read...

କୋଭିଡ ୧୯ କୁ ନେଇ ସୂଚନା ଦେଲେ ସୁବ୍ରତ ବାଗଚି

ସାରା ବିଶ୍ୱ, ଦେଶ ତଥା ରାଜ୍ୟର କୋଭିଡ ୧୯ ର ଶିକାର ହୋଇଥିବା ରୋଗୀଙ୍କ ସଂପର୍କରେ ସୂଚନା ଦେଇଛନ୍ତି ଓଡିଶା ଦାୟିତ୍ୱରେ ଥିବା ସୁବ୍ରତ ବାଗଚି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହି ଭୟାଭୟ ରୋଗରେ ଜଣେ ଯୁବକ ଆକ୍ରାନ୍ତ ହୋଇଥିବା



ଗଞ୍ଜାମ ଜିଲ୍ଲାରେ ଅନ୍ୟ ଏକ ଅଙ୍ଗଦାନ କାହାଣୀ

BHAGYAPRABHA NEWS | ବିଶେଷ | ଗଞ୍ଜାମ | 6098 | Read...

ଗଞ୍ଜାମ ଜିଲ୍ଲାରେ ଅନ୍ୟ ଏକ ଅଙ୍ଗଦାନ କାହାଣୀ

ଗଞ୍ଜାମ ଜିଲ୍ଲାରେ ଅନ୍ୟ ଏକ ଅଙ୍ଗଦାନ କାହାଣୀ କବିସୂର୍ଯ୍ୟନଗର ଭାଟପଡା ଗାଁର ବିପିନ ଜିଲ୍ଲା ପାଇଁ ପୁଣି ଆଣିଛନ୍ତି ଗୌରବ, ମୃତ୍ୟୁ ପରେ ନିଜ ଶରୀରର ୬ଟି ଅଙ୍ଗ ଦାନ କରି ପାଳଟି ଗଲେ ଅମର । ସୁରତର କିରଣ ମଲ୍ଟି ସ୍ପେସିଆଲିଷ୍ଟି



ଶ୍ରୀମନ୍ଦିରରେ ପୁଜା କରିବା ସମୟରେ ମାସ୍କ ପିନ୍ଧିବେ ସେବାୟତ

BHAGYAPRABHA NEWS | ଓଡ଼ିଶା | ପୁରୀ | 6095 | Read...

ଶ୍ରୀମନ୍ଦିରରେ ପୁଜା କରିବା ସମୟରେ ମାସ୍କ ପିନ୍ଧିବେ ସେବାୟତ

ଶ୍ରୀମନ୍ଦିରରେ କରୋନା କଟକଣା । ଶ୍ରୀମନ୍ଦିରରେ ସେବା ପୂଜା କରିବା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ମାସ୍କ ବ୍ୟବହାର କରିବେ । ବାରମ୍ବାର ହାତ ଧୋଇବା ପାଇଁ ସେବାୟତଙ୍କୁ ଅନୁରୋଧ କରାଯାଇଛି । କରୋନା ସଂକ୍ରମଣ ନିରାକରଣ



କରୋନାର ମୁକାବିଲା ପାଇଁ ସାର୍କ ଦେଶର ମିଳିତ ଭିଡ଼ିଓ କନଫେରେନ୍ସ

BHAGYAPRABHA NEWS | ଦେଶଦୁନିଆ | | 6094 | Read...

କରୋନାର ମୁକାବିଲା ପାଇଁ ସାର୍କ ଦେଶର ମିଳିତ ଭିଡ଼ିଓ କନଫେରେନ୍ସ

କରୋନା ମୁକାବିଲା ଲାଗି ସାର୍କ ଦେଶର ଏକ ମିଳିତ ଭିଡ଼ିଓ କନଫେରେନ୍ସ ଆଜି ସନ୍ଧ୍ୟା ୫ଟାରେ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଂଶ ଗ୍ରହଣ କରିବେ । ଏଥିରେ କରୋନା ଭାଇରସର ମୁକାବିଲା ଲାଗି ସାର୍କ ଦେଶ ମଧ୍ୟରେ ଏକକମ



ବିଧାନସଭାରେ ଶକ୍ତିପରୀକ୍ଷା ଦେବେ କମଲ !

BHAGYAPRABHA NEWS | ରାଜନୀତି | | 6093 | Read...

ବିଧାନସଭାରେ ଶକ୍ତିପରୀକ୍ଷା ଦେବେ କମଲ !

ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂକଟରେ ଫସିଯାଇଛି । ଏହାରି ମଧ୍ୟରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ମାର୍ଚ୍ଚ ୧୬ ଅର୍ଥାତ ସୋମବାର ବିଧାନସଭାରେ ଶକ୍ତିପରୀକ୍ଷା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: