BHAGYAPRABHA NEWS : News


ପୂର୍ବତନ ସରପଞ୍ଚ ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

BHAGYAPRABHA NEWS | ଅପରାଧ | କନ୍ଧମାଳ | 8169 | Read...

ପୂର୍ବତନ ସରପଞ୍ଚ ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ରେ ରବିବାର ରାତିରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦)ଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଉକ୍ତ ଗ୍ରାମର ଡ଼େପୁଟି ବିଶୋୟୀ (୪୧) ଓ ସେ ମୃତକ



ଗାଡି ପାଇଁ ଛୁରୀ ଭୁସି ମା'କୁ ହତ୍ୟା କଲା ପୁଅ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 8167 | Read...

ଗାଡି ପାଇଁ  ଛୁରୀ ଭୁସି ମା'କୁ ହତ୍ୟା କଲା ପୁଅ

ଲୁନା ଗାଡ଼ି ପାଇଁ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି ପୁଅ । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ଭଉଣୀ, ଭଣଜା ଓ ପୁତୁର



ଏଥର ସାବାଡ କରିବ 'ସ୍ପେଶାଲ ୪୪'

BHAGYAPRABHA NEWS | ଦେଶଦୁନିଆ | | 8165 | Read...

ଏଥର ସାବାଡ କରିବ 'ସ୍ପେଶାଲ ୪୪'

ଆତଙ୍କୀ ଗତିବିଧିରେ ସାମିଲ ଥିବା ବ୍ୟକ୍ତିଙ୍କ ସାବାଡ କରିବା ପାଇଁ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।ୟୁଏପିଏ ସଂଶୋଧନ ବିଧେୟକର ନୂତନ ଆଇନ ଆଧାରରେ ରୁଜୁ ମାମଲା ଉପରେ କାର୍ଯ୍ୟାନୁଷ୍



ଆସନ୍ତା ୨୯ରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ

BHAGYAPRABHA NEWS | ଶିକ୍ଷା | | 8162 | Read...

ଆସନ୍ତା ୨୯ରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ

ଜୁଲାଇ ୨୯ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ଏନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ବୋର୍ଡର ୨ ୱେବସାଇଟ ଓ ଏସଏମଏସ ମାଧ୍ୟମରେ ଛା



ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

BHAGYAPRABHA NEWS | ମନୋରଞ୍ଜନ | | 8161 | Read...

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

କରୋନାକୁ ମାତ୍ ଦେଲେ ବଲିଉଡ ଅଭିନେତ୍ରୀ ତଥା ବଚ୍ଚନ ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ । କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଶ୍ୱର୍ଯ୍ୟା ଏବଂ ଆରାଧ୍ୟ



ଓଡ଼ିଶାରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

BHAGYAPRABHA NEWS | ଓଡ଼ିଶା | | 8158 | Read...

ଓଡ଼ିଶାରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

ଓଡ଼ିଶାରେ ଆରମ୍ଭ ହୋଇଛି କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ । ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ଏହି ଟିକା ପ୍ରସ୍ତୁତ ହୋଇଛି ।ଭାରତ ବାଇଓଟେ



୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷାଗାର ଉଦଘାଟନ କଲେ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 8157 | Read...

୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷାଗାର ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷାଗାର ଉଦଘାଟନ କରିଛନ୍ତି । ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ନୋଇଡା, ମୁମ୍ବାଇ ଓ କୋଲକତାରେ ଖୋଲାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ସେ ଏସ



ରାଜ୍ୟରେ ଆଉ ୧୫୦୩ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8154 | Read...

ରାଜ୍ୟରେ ଆଉ ୧୫୦୩ କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୧୦୦୨ ଓ ସ୍ଥାନୀୟ ଅଞ୍ଚଳରୁ ୫୦୧ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨



ଆଜି ତିନୋଟି କୋଭିଡ୍ ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 8153 | Read...

ଆଜି ତିନୋଟି କୋଭିଡ୍ ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଦେଶର ତିନିଟି ସହର ନୋଏଡା, ମୁମ୍ବାଇ ଓ କୋଲକାତାରେ କୋଭିଡ୍ ଟେଷ୍ଟିଂ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଡିକାଲ୍ ସାଇନ୍ସ ଭାଷାରେ ଏହି ଟେଷ୍ଟିଂ କେନ୍ଦ୍ରକୁ ହାଇ-ଥ୍ରୋପୁଟ କୋଭିଡ-୧୯ ପରୀକ୍ଷ



ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

BHAGYAPRABHA NEWS | ଅପରାଧ | କଳାହାଣ୍ଡି | 8152 | Read...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ହାତ ଧରି ସାତଜନମ ପାଇଁ ବିବାହ କରିଥିଲା । କିନ୍ତୁ କିଏ ଜାଣିଥିଲା ଯେଉଁ ହାତ ସାତଜନମ ପାଇଁ ସାଥୀ ହେବା ବଦଳରେ ସେହି ହାତରେ ଜୀବନ ଯିବ ବୋଲି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବ୍ରାହ୍ମଣ



ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 8151 | Read...

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତିର ସମୀକ୍ଷା ପାଇଁ ପିଏମଓ ପକ୍ଷରୁ ଏଭଳି ଭିଡିଓ କନଫରେନ୍ସିଂର ଆୟୋଜନ କରାଯିବ । ଆସନ୍ତା ୩



କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ

BHAGYAPRABHA NEWS | ଓଡ଼ିଶା | କଟକ | 8149 | Read...

କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ

କରୋନା ମହାମାରୀ ବେଳେ ହ୍ୱାଟ୍ସ‌ଆପରେ ଅଭିଯୋଗ କରିପାରିବେ କଟକର ସାଧାରଣ ଜନତା। ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଜ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: