BHAGYAPRABHA NEWS : News


ମୋହନା ହାଇସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଜପତି | 5572 | Read...

ମୋହନା ହାଇସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

ଗଜପତି ଜିଲ୍ଲା ମୋହନା ସ୍ଥିତ ହାଇସ୍କୁଲ୍ ପଡିଆଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୋହନା ଉନ୍ନୟନ ପରିଷଦ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାସରଥି ଗମାଙ୍ଗ ମୁଖ୍ୟ ଅ



ପି ଏମ ଉଚ୍ଚ ବିଦ୍ୟାଳୟରେ ୭୧ତମ ଗଣତନ୍ତ୍ର ଦିବସ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5569 | Read...

ପି ଏମ ଉଚ୍ଚ ବିଦ୍ୟାଳୟରେ ୭୧ତମ ଗଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ ଜିଲ୍ଲାସ୍ଥିତ ଗୋପାଳପୁର ବେଳାଭୂମି ନିକଟରେ ଥିବା ପି ଏମ ଉଚ୍ଚ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି କାତ୍ୟାୟନି ନନ୍ଦି ପତାକା ଉତ୍ତୋଳନ କରିବା ସହ ଛା



ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ଲାଗିବ ବ୍ରେକ

BHAGYAPRABHA NEWS | ଶିକ୍ଷା | | 5567 | Read...

ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ଲାଗିବ ବ୍ରେକ

ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ତତ୍ପର । ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ପ୍ରଥମ ତାଲିକାରେ ୧୧୧ଜଣ ଅଧ୍ୟାପକଙ୍କ ନାମ ରହିଛି । ଯେଉଁମାନେ କି ସରକାରୀ କଲେଜରେ ଥାଇ



ରାଜଧାନୀରୁ ବ୍ରାଉନ ସୁଗାର ଜବତ ,୨ ଗିରଫ

BHAGYAPRABHA NEWS | ଅପରାଧ | | 5566 | Read...

ରାଜଧାନୀରୁ ବ୍ରାଉନ ସୁଗାର ଜବତ ,୨ ଗିରଫ

ବ୍ରାଉନ ସୁଗାର କାରବାରରେ ଛାତ୍ରଙ୍କ ସଂପୃକ୍ତି । ଭୁବନେଶ୍ବରରୁ ପୁଣି ବ୍ରାଉନ ସୁଗାର ଜବତ ହେବା ସହ ୨ ଛାତ୍ର ଗିରଫ ହୋଇଛନ୍ତି । ସ୍କୁଟି ସହ ୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅମିତ ସ୍ବାଇଁ, ଶିବାଶିଷ ଜେନା ନାମକ



ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଲୁଟ

BHAGYAPRABHA NEWS | ଅପରାଧ | ମୟୁରଭଞ୍ଜ | 5565 | Read...

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ  ଲୁଟ

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ ହୋଇଛି । ରାଇରଙ୍ଗପୁର ଟାଉନ ଥାନା ମୁଖ୍ୟ ବଜାର ଜାରୁଲ ଏଣ୍ଟରପ୍ରାଇଜେସ ନାମକ ଏକ ହୋଲସେଲ ପାନ ମସଲା ଦୋକାନରେ ଲୁଟ ହୋଇଛି ! ଗତକାଲ



ହାପି ବାର୍ଥ ଡେ ବବି ଦେଓଲ

BHAGYAPRABHA NEWS | ମନୋରଞ୍ଜନ | | 5564 | Read...

ହାପି ବାର୍ଥ ଡେ ବବି ଦେଓଲ

ବଲିଉଡ଼ରେ ନିଜ ଜୀବନର ପ୍ରଥମ ଫିଲ୍ମରେ ହିଟ ହୋଇଥିବା ଅଭିନେତା ବବି ଦେଓଲଙ୍କର ଆଜି ୫୧ ତମ ଜନ୍ମ ଦିନ ଅଟେ। ସେ ୧୯୬୯ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବ



'କରୋନା' ପାଇଁ ଟୋଲ ଫ୍ରି ନମ୍ବର ଜାରି

BHAGYAPRABHA NEWS | ଓଡ଼ିଶା | | 5563 | Read...

'କରୋନା' ପାଇଁ ଟୋଲ ଫ୍ରି ନମ୍ବର ଜାରି

ଚୀନର ଭୟଙ୍କର 'କରୋନା' ଭାଇରସ ପାଇଁ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭ l



ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ

BHAGYAPRABHA NEWS | ଦେଶଦୁନିଆ | | 5562 | Read...

ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ

ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଲାଏନ୍ସ ଏୟାର ବିମାନ ଉଡ଼ିବା ନେଇ ପ୍ରସ୍ତୁତି ଶେଷ ହୋଇଛି ।ଆଜିଠାରୁ କୋଲକାତାରୁ ଝାରସୁଗୁଡ଼ାରେ ପହଞ୍ଚିବ ଏହି ଆଲାଏନ



ଗଣତନ୍ତ୍ର ଦିବସରେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ

BHAGYAPRABHA NEWS | ଦେଶଦୁନିଆ | | 5561 | Read...

ଗଣତନ୍ତ୍ର ଦିବସରେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ

ସାରା ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ ହୋଇଛି। ଡିବ୍ରୁଗଡ଼, ଚରାଇଦେବ ଓ ତିନସୁକିଆ ଜିଲ୍ଲାର ୫ଟି ସ୍ଥାନରେ ଏହି ବିସ୍ଫୋରଣ ହୋଇଛି। ସାଧାରଣତନ୍ତ୍ର ଦିବସରେ ସୁରକ୍ଷା ବ୍ୟ



ସାଧାରଣତନ୍ତ୍ର ଦିବସ ଅବସରରେ ବାଲୁକା କଳା ନିର୍ମାଣ

BHAGYAPRABHA NEWS | ଓଡ଼ିଶା | ପୁରୀ | 5560 | Read...

ସାଧାରଣତନ୍ତ୍ର ଦିବସ ଅବସରରେ ବାଲୁକା କଳା ନିର୍ମାଣ

ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଖୁବ୍ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କ ଛାତ୍ରଛାତ୍ରୀ।୧୫ ଟନ୍ ବାଲିରେ ୧୫ ଫୁଟ୍ ଓସ



ଦୁଷ୍କର୍ମ ଉଦ୍ୟମ ବେଳେ ଶିଶୁକନ୍ୟା ଉଦ୍ଧାର

BHAGYAPRABHA NEWS | ଅପରାଧ | କନ୍ଧମାଳ | 5558 | Read...

ଦୁଷ୍କର୍ମ ଉଦ୍ୟମ ବେଳେ ଶିଶୁକନ୍ୟା ଉଦ୍ଧାର

କନ୍ଧମାଳ ଜିଲ୍ଲା ବ୍ରାହ୍ମଣିଗାଁ ଥାନା ଅଞ୍ଚଳରେ ଆଜି ପୂର୍ବାହ୍ନ ପ୍ରାୟ ୯ ସମୟରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ସହ ଜଣେ ଯୁବକ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ସ୍ଥାନିୟ ଲୋକ ଉଧାର କରିବା ସହ ଉକ୍ତ ଯୁବକଙ୍କୁ ପୋଲି



ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

BHAGYAPRABHA NEWS | ଖେଳ | କନ୍ଧମାଳ | 5557 | Read...

  ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ଅନ୍ତର୍ଗତ ବ୍ରାହ୍ମଣିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ନେତୃତ୍ଵରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣିଗ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: