BHAGYAPRABHA NEWS : News


ଜାମ୍ମୁ କାଶ୍ମୀର ବିସ୍ଫୋରଣରେ ଜଣେ ମହିଳା ମୃତ,୬ ଆହାତ

BHAGYAPRABHA NEWS | ଦେଶଦୁନିଆ | | 11348 | Read...

ଜାମ୍ମୁ କାଶ୍ମୀର ବିସ୍ଫୋରଣରେ ଜଣେ ମହିଳା ମୃତ,୬ ଆହାତ

ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ଏକ ଆବାସିକ ଘରେ ବିସ୍ଫୋରଣରେ ଜଣେ ୧୭ ବର୍ଷର ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛ



୭୧ ବର୍ଷ ବୟସରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 11347 | Read...

୭୧ ବର୍ଷ ବୟସରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସେପ୍ଟେମ୍ବର ୧୭ ତାରିଖ) ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି। ମୋଦୀ ସମଗ୍ର ବିଶ୍ବରେ ଜଣେ ଆଗ ଧାଡ଼ିର ନେତା ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଆମେରିକା, ଫ୍ରାନ୍ସ, ରୁଷିଆ ଭଳି ଶକ୍ତି



ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ , ୧୩ ଆହତ

BHAGYAPRABHA NEWS | ଦେଶଦୁନିଆ | | 11346 | Read...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ , ୧୩ ଆହତ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଶୁକ୍ରବାର ଭୋରରୁ ଅଘଟଣ ଘଟିଛି। ବାନ୍ଦ୍ରା କୁର୍ଲା ପରିସର ଅଂଚଳରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୧୩ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନି



ଗୁଜରାଟରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ

BHAGYAPRABHA NEWS | ଦେଶଦୁନିଆ | | 11344 | Read...

ଗୁଜରାଟରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ

ଗୁଜରାଟରେ ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ଆଜି ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ତେବେ ବିଭାଗ ବଣ୍ଟନବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନି



ଲଞ୍ଚ୍ ହେଲା ସଂସଦ ଟିଭି

BHAGYAPRABHA NEWS | ଦେଶଦୁନିଆ | | 11339 | Read...

ଲଞ୍ଚ୍ ହେଲା ସଂସଦ ଟିଭି

ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ସଂସଦ ଟିଭି ଶୁଭାରମ୍ଭ କରାଯାଇଛି। ଲୋକସଭା ଓ ରାଜ୍ୟସଭା ମିଶି ପ୍ରସ୍ତୁତ ହୋଇଛି ଏହି ସଂସଦ ଟିଭି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍



ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ Z କାଟାଗୋରୀ ସୁରକ୍ଷା

BHAGYAPRABHA NEWS | ଓଡ଼ିଶା | | 11338 | Read...

ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ Z କାଟାଗୋରୀ ସୁରକ୍ଷା

ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଦୁଇ ଦୁଇ ଥର ତାଙ୍କ ବାସଭବନ ସାମ୍ନାରେ ବିସ୍ଫୋରଣ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Z କାଟାଗୋରୀର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯ



ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

BHAGYAPRABHA NEWS | ରାଜନୀତି | ପୁରୀ | 11337 | Read...

ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ପିପିଲି ଉପ-ନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ପିପିଲି ଫାଇଟ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି ବିଜେଡି । ନବୀନଙ୍କ ନେତୃତ୍ୱରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ନବ



କ୍ରିକେଟରୁ ସନ୍ନ୍ୟାସ ନେଲେ ମାଲିଙ୍ଗା

BHAGYAPRABHA NEWS | ଖେଳ | | 11332 | Read...

 କ୍ରିକେଟରୁ ସନ୍ନ୍ୟାସ ନେଲେ ମାଲିଙ୍ଗା

ଶ୍ରୀଲଙ୍କାର କିମ୍ବଦନ୍ତୀ ପେସ୍ ବୋଲର ଲାସିଥ ମାଲିଙ୍ଗା ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ମାଲିଙ୍ଗାଙ୍କର ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଦିନିକିଆ ଓ ଟେଷ



ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 11329 | Read...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୁନ୍ଦରଗଡ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ



ଭିଜିଲାନ୍ସ ଜାଲରେ କିରାଣୀ

BHAGYAPRABHA NEWS | ଅପରାଧ | ଭଦ୍ରକ | 11328 | Read...

ଭିଜିଲାନ୍ସ ଜାଲରେ କିରାଣୀ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ



ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍

BHAGYAPRABHA NEWS | ଓଡ଼ିଶା | | 11327 | Read...

ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏହାରି ଭିତରେ ଆଜି ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ଆରମ୍ଭ ହୋଇଥିବା ବେଳେ ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ବର୍ଷା ଯୋଗୁ ଆଡମିନଶ ପ୍ରକ୍ରିୟ



ଲଗାଣ ବର୍ଷାରେ ୧୧ ଜିଲ୍ଲାର ୧୯ ଲକ୍ଷ ଲୋକ ପ୍ରଭାବିତ, ୩ ମୃତ

BHAGYAPRABHA NEWS | ଓଡ଼ିଶା | | 11326 | Read...

ଲଗାଣ ବର୍ଷାରେ ୧୧ ଜିଲ୍ଲାର ୧୯ ଲକ୍ଷ ଲୋକ ପ୍ରଭାବିତ, ୩ ମୃତ

ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ୧୧ଟି ଜିଲ୍ଲାରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ୧୧ଟି ଜିଲ୍ଲାର ୫୩ଟି ବ୍ଲକର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: