BHAGYAPRABHA NEWS : News


ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7592 | Read...

ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନା ମହାମାରୀ ବଢି ଚାଲିଥିବା ବେଳେ ସୁସ୍ଥ ସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଏକ ଆଶ୍ବସ୍ତିର ଖବର । ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥ



ପୁରୀ ଜିଲ୍ଲା ଡାଉନ ଘୋଷଣା

BHAGYAPRABHA NEWS | ଓଡ଼ିଶା | ପୁରୀ | 7591 | Read...

ପୁରୀ ଜିଲ୍ଲା ଡାଉନ ଘୋଷଣା

ରଥଯାତ୍ରା ପାଇଁ ସଟ ଡାଉନ ଘୋଷଣା ହେଲା ପୁରୀ ଜିଲ୍ଲା । ଆଜି ରାତି ୯ଟାରୁ ବୁଧବାର ଦିନ ୨ ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି । କର୍ଫ୍ୟୁ ଭଳି କଟକଣା ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ପୁରୀ ସହରର ସମସ୍ତ ପ୍ରବେଶ



ରାଜ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ , ଜଣେ ମୃତ

BHAGYAPRABHA NEWS | ଓଡ଼ିଶା | | 7590 | Read...

ରାଜ୍ୟରେ ୧୪୩  କରୋନା ଆକ୍ରାନ୍ତ ଚିହ୍ନଟ , ଜଣେ ମୃତ

ରାଜ୍ୟରେ ପୁଣି ୧୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚି ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସୂଚ



ରଥଯାତ୍ରା କୁ ସୁପ୍ରିମକୋର୍ଟଙ୍କ ଅନୁମତି -ବଡ଼ଦାଣ୍ଡରେ ଗଡ଼ିବ ରଥ

BHAGYAPRABHA NEWS | ଓଡ଼ିଶା | ପୁରୀ | 7588 | Read...

ରଥଯାତ୍ରା କୁ ସୁପ୍ରିମକୋର୍ଟଙ୍କ ଅନୁମତି -ବଡ଼ଦାଣ୍ଡରେ ଗଡ଼ିବ ରଥ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ



ଯାତ୍ରୀ ଓ କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପଦକ୍ଷେପ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 7587 | Read...

ଯାତ୍ରୀ ଓ କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ  ପୂର୍ବତଟ ରେଳପଥ ପଦକ୍ଷେପ

ଯାତ୍ରା କରୁଥିବା ଟ୍ରେନ୍ କାର୍ଯ୍ୟରତ କର୍ମଚାରୀମାନଙ୍କୁ କୋଭିଡ଼୍ ୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ନିମନ୍ତେ ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ଚଚଋ) ଯୋଗାଇ ଦିଆଯାଇଛି ।ଟ୍ରେନ୍ ଯାତ୍ରା କରୁଥିବା ସମୟରେ କୋଚ୍ ଗୁଡ଼



ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 7584 | Read...

ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବର ଅନୁମାନ କରାଯାଉଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ



ଆଜି ବିଜେ ହେବେ ଆଜ୍ଞାମାଳ

BHAGYAPRABHA NEWS | ଓଡ଼ିଶା | ପୁରୀ | 7582 | Read...

ଆଜି ବିଜେ ହେବେ ଆଜ୍ଞାମାଳ

ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଆଜି ରଥକୁ ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି ନିଘଂଟ ନିର୍ଦ୍ଧାରିତ ହୋଇସାରିଛି । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-ଯଥା ରୀତିରେ ଆଜି ଆଜ୍ଞାମାଳ ଆସିବ । ଆଜ୍ଞା



ଆଜି ସୁପ୍ରିମକୋର୍ଟରେ ରଥଯାତ୍ରାର ପୁନର୍ବିଚାର ଆବେଦନର ଶୁଶାଣି

BHAGYAPRABHA NEWS | ଦେଶଦୁନିଆ | | 7581 | Read...

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରାର ପୁନର୍ବିଚାର ଆବେଦନର ଶୁଶାଣି

ଚଳିତ ବର୍ଷ ରଥଯାତ୍ରା କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗତ ୪ ଦିନ ହେଲା ସାଢେ ଚାରିକୋଟି ଓଡିଆ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଏହି ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏହି ଦ୍ୱନ୍ଦ୍ୱ ଆଜି ଦୂର ହେବ । ରଥଯାତ୍ରା ଆୟୋଜନ ନେ



ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7579 | Read...

ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ଆଜି ସର୍ବାଧିକ ୬୨ ଜଣ ଆକ୍ରାନ



ଗୋ ମାଂସ ବୋଝେଇ କଣ୍ଟେନର ଜବତ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7576 | Read...

ଗୋ ମାଂସ ବୋଝେଇ କଣ୍ଟେନର ଜବତ

ଆନ୍ଧ୍ର ପ୍ରଦେଶ ଓ ଓଡିଶା ସିମାନ୍ତ ଇଛାପୁର ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି । ଏକ କଣ୍ଟେନର ରେ ଭର୍ତି ହୋଇ ବିପୁଳ ପରିମାଣର ଗୋ ମାଂସ ଚାଲାଣ ବେଳେ ବିଶେସ ସୂତ୍ର ରୁ ଖବର ପାଇ କାବୁ କରିବା ରେ ସଫଳ ହୋଇଛନ୍ତି ବ୍ରହ



ଆଜି ପୁଣି ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7575 | Read...

ଆଜି ପୁଣି ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ପୁଣି 304 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 272 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ 32 ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ 5, ମା



ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ

BHAGYAPRABHA NEWS | ଓଡ଼ିଶା | | 7574 | Read...

ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ

ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: