BHAGYAPRABHA NEWS : News


ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ

BHAGYAPRABHA NEWS | ଦେଶଦୁନିଆ | | 10270 | Read...

  ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ

ମହାରାଷ୍ଟ୍ରର ବିରାରସ୍ଥିତ କୋଭିଡ ଉତ୍ସର୍ଗୀକୃତ ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୁଚନାନୁସାରେ ଆଇସିୟୁରେ ୧୭ ଜଣ ରୋଗୀ ଭର୍ତ୍ତି ହୋ



ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ

BHAGYAPRABHA NEWS | ଦେଶଦୁନିଆ | | 10269 | Read...

  ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ

ମହାରାଷ୍ଟ୍ରର ବିରାରସ୍ଥିତ କୋଭିଡ ଉତ୍ସର୍ଗୀକୃତ ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇସିୟୁରେ



ଓଡ଼ିଶାରୁ ଦିଲ୍ଲୀ ଯିବ ଅମ୍ଲଜାନ, ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 10265 | Read...

ଓଡ଼ିଶାରୁ ଦିଲ୍ଲୀ ଯିବ ଅମ୍ଲଜାନ, ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ଓଡ଼ିଶାରୁ ଦିଲ୍ଲୀ ଯିବ ଅମ୍ଲଜାନ, ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ



ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗର ସବୁ ରାସ୍ତାରେ ଚେକିଂ ହେବ -ମୁଖ୍ୟ ସଚିବ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 10264 | Read...

ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗର ସବୁ ରାସ୍ତାରେ ଚେକିଂ ହେବ -ମୁଖ୍ୟ ସଚିବ

ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗର ସବୁ ରାସ୍ତାରେ ହେବ ଚେକିଂ ।ମାଇକରେ ପ୍ରଚାର କରି ପ୍ରଶାସନ କରିବ ଯାଞ୍ଚ । ପଶ୍ଚିମବଙ୍ଗରୁ ଯିଏ ବି ଆସିଲେ୧୪ ଦିନ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ । ଜନ ସାଧାରଣଙ୍କ ହିତ ପାଇଁ ସରକାର



ବାଦପଲୀ ପଞ୍ଚାୟତରେ ଖାଦ୍ୟ ଓ ପୋଷାକ ସାମଗ୍ରୀ ବଣ୍ଟନ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 10263 | Read...

ବାଦପଲୀ ପଞ୍ଚାୟତରେ ଖାଦ୍ୟ ଓ ପୋଷାକ ସାମଗ୍ରୀ ବଣ୍ଟନ

ଗଞ୍ଜାମ ଜିଲ୍ଲାର ଆଦିବାସୀ ଅଞ୍ଚଳ ବାଦପଲୀ ପଞ୍ଚାୟତରେ ବସବାସ କରୁଥିବା ଗରୀବ ପରିବାରର ଲୋକ ମାନଙ୍କୁ ଖାଦ୍ୟ ଓ ପୋଷାକ ସାମଗ୍ରୀ ସାମଗ୍ରୀ ବଣ୍ଟନ କରିଛନ୍ତି ସାମାଜିକ ସଂଗଠନ। ଖଜୁରୀ ସାହି ଠାରେ ଶହେରୁ ଉର୍ଦ୍ଧ୍ବ ପରିବାରକୁ



ରେଲୱେ ଷ୍ଟେସନରେ କୋଭିଡ ହେଲପ ଡେସ୍କ ସହିତ ସଚେତନତା କାର୍ଯ୍ୟକ୍ରମ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 10262 | Read...

ରେଲୱେ ଷ୍ଟେସନରେ କୋଭିଡ ହେଲପ ଡେସ୍କ ସହିତ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା ରୋଡ଼ ମଣ୍ଡଳର ବିଭିନ୍ନ ରେଲୱେ ଷ୍ଟେସନରେ ଆରପିଏଫ୍ ଓ ବାଣିଜ୍ୟ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା କୋଭିଡ୍ ପାଇଁ ଉପଯୁକ୍ତ ଆଚରଣ ପାଇଁ ହେଲ୍ପ ଡେସ୍କ ସହିତ ସଚେତନତା କାର୍ଯ୍ୟକ୍ରମ | ଟ୍ରେନ୍ ଏବଂ ରେଳ ପରିସରରେ କୋଭ



କୋଭିଡ୍ 19 ବିରୁଦ୍ଧରେ ଲଢେଇ- ରେଳବାଇ ପକ୍ଷରୁ ଅକ୍ସିଜେନ ପରିବହନ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 10261 | Read...

କୋଭିଡ୍ 19 ବିରୁଦ୍ଧରେ ଲଢେଇ-  ରେଳବାଇ ପକ୍ଷରୁ ଅକ୍ସିଜେନ ପରିବହନ

କୋଭିଡ -19 ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି। ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ (ରୋ-ରୋ) ଅମ୍



ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଜାରି

BHAGYAPRABHA NEWS | ରାଜନୀତି | | 10260 | Read...

ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଜାରି

କଡା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟରେ ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ହୋଇଛି । ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ଉତ୍ତର ଦିନାଜପୁର ଏବଂ ନାଦିଆ ଜିଲ୍ଲାର ପ୍ରତ୍ୟେକ ନଅଟି ନିର୍ବାଚନ



କାଳବୈଶାଖୀ ଆଶଙ୍କାରେ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରୀ

BHAGYAPRABHA NEWS | ଓଡ଼ିଶା | | 10255 | Read...

କାଳବୈଶାଖୀ ଆଶଙ୍କାରେ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରୀ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଏବଂ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଏଥିପାଇଁ ମଙ୍ଗଳବାର ଅପରାହ୍‌ଣରେ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସତର



ୟୁଜିସି ନେଟ ପରିକ୍ଷା ସ୍ଥଗିତ , ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

BHAGYAPRABHA NEWS | ଶିକ୍ଷା | | 10253 | Read...

ୟୁଜିସି ନେଟ ପରିକ୍ଷା ସ୍ଥଗିତ , ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆସନ୍ତା ମେ ମାସରେ ହେବାକୁ ଥିବା ୟୁଜିସି-ନେଟ ପରିକ୍ଷାକୁ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତମାନ ପାଇଁ ଏହାକୁ ବାତିଲ କରିଦିଆ ଯାଇଛି । ଆଜି ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶାଙ



ସୋପିଆରେ ସୁରକ୍ଷା ବାହିନୀର ଏନକାଉଣ୍ଟର, ୨ ଜଣ ଆତଙ୍କବାଦୀ ନିପାତ

BHAGYAPRABHA NEWS | ଦେଶଦୁନିଆ | | 10252 | Read...

ସୋପିଆରେ ସୁରକ୍ଷା ବାହିନୀର ଏନକାଉଣ୍ଟର, ୨ ଜଣ ଆତଙ୍କବାଦୀ ନିପାତ

ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜମ୍ମୁକଶ୍ମୀରର ସୋପିଆ ଜିଲ୍ଲା ଅନ୍ତର୍ଗତ ଜେଇପୋରା ଗାଁ ନିକଟରେ ସୋମବାର ଦୁଇ ଜଣ ଅଜଣା ଆତଙ୍କବାଦୀ ନିପାତ ହୋଇଛନ୍ତି । କଶ୍ମୀର ଜୋନ ପୋଲିସ ଟୁଇଟ କରି ଏହି ସୂଚନା ଦେଇଛି । ଆତଙ୍କବାଦୀ ମାନ



ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ୍

BHAGYAPRABHA NEWS | ଶିକ୍ଷା | | 10251 | Read...

ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ୍

ପରୀକ୍ଷା ଉପରେ କରୋନା ମାଡ଼ । ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ଓ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । ଏନେଇ CISEC ପକ୍ଷରୁ ଜାରି ହୋଇଛି ସୂଚନା । କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: