BHAGYAPRABHA NEWS : News


'ଅଲ୍‌ କାଏଦା' ମୁଖ୍ୟ ଅଲ୍‌ ଜଓ୍ବାହିରି ମୃତ

BHAGYAPRABHA NEWS | ଦେଶଦୁନିଆ | | 9461 | Read...

'ଅଲ୍‌ କାଏଦା' ମୁଖ୍ୟ ଅଲ୍‌ ଜଓ୍ବାହିରି ମୃତ

ଆତଙ୍କବାଦୀ ସଂଗଠନ ଅଲ-କାଏଦା ମୁଖ୍ୟ ଅଲ୍‌ ଜଓ୍ବାହିରି ମୃତ୍ୟୁବରଣ କରିଛି। ଆରବ ନ୍ୟୁଜ୍‌ ଜରିଆରେ ମିଳିଥିବା ଖବର ଅନୁସାରେ ଅଲ୍‌ ଜଓ୍ବାହିରିର ଆଫଗାନିସ୍ତାନରେ ମୃତ୍ୟୁ ହୋଇଛି। ପ୍ରାକୃତିକ ଉପାୟରେ ତାର ମୃତ୍ୟୁ ହୋଇଥ



ବିଧାନସଭାରେ ଆଗତ ହେଲା ୧୧,୨୦୦ କୋଟିର ଅତିରିକ୍ତ ବଜେଟ୍

BHAGYAPRABHA NEWS | ଓଡ଼ିଶା | | 9460 | Read...

ବିଧାନସଭାରେ ଆଗତ ହେଲା ୧୧,୨୦୦ କୋଟିର ଅତିରିକ୍ତ ବଜେଟ୍

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କ



ଆଶନ୍ତା ଡିସେମ୍ବର ୩୧ ଯାଏ ମୁମ୍ବାଇର ସମସ୍ତ ସ୍କୁଲ ବନ୍ଦ

BHAGYAPRABHA NEWS | ଓଡ଼ିଶା | | 9459 | Read...

ଆଶନ୍ତା ଡିସେମ୍ବର ୩୧ ଯାଏ ମୁମ୍ବାଇର ସମସ୍ତ ସ୍କୁଲ ବନ୍ଦ

କରୋନା ସଂକ୍ରମଣ ଧିରେ ଧିରେ କମୁଥିବାରୁ ପାଉଥିବାରୁ ନଭେମ୍ବର୨୩ ତାରିଖରେ ମୁମ୍ବାଇରେ ଥିବା ସ୍କୁଲ ଗୁଡ଼ିକ ଖୋଲିବାର ଥିଲା। ତେବେ ଧିରେ ଧିରେ ଶୀତ ପଡ଼ିବା କ୍ଷଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ନିଷ୍ପତ୍ତି ବଦଳାଯାଇଛି ।



'କୋଭାକ୍ସିନ୍'ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ, ପ୍ରଥମେ ଟିକା ନେଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 9458 | Read...

'କୋଭାକ୍ସିନ୍'ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ, ପ୍ରଥମେ ଟିକା ନେଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

ହରିୟାଣାରେ କରୋନାର ଦେଶୀ ଭ୍ୟାକ୍ସିନ ' କୋଭାକ୍ସିନ୍ ' ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଟିକା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟଙ୍କୁ ସିଭିଲ୍ ହସ୍ପିଟାଲ୍ , ଅମ୍ବାଲା କ୍ୟାଣ୍ଟରେ



ଉତ୍ତରପ୍ରଦେଶରେ ବୋଲେରୋ-ଟ୍ରକ ଧକ୍କା, ୧୪ ମୃତ

BHAGYAPRABHA NEWS | ଦେଶଦୁନିଆ | | 9453 | Read...

ଉତ୍ତରପ୍ରଦେଶରେ ବୋଲେରୋ-ଟ୍ରକ ଧକ୍କା, ୧୪ ମୃତ

ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୬ଜଣ ଶିଶୁ । ଦୁର୍ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ପ୍ରତାପଗଡରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛ



ଲାଞ୍ଚ ନେଇ ଚାକିରିରୁ ନିଲମ୍ୱିତ ହେଲେ ସିଡିପିଓ

BHAGYAPRABHA NEWS | ଅପରାଧ | କୋରାପୁଟ | 9452 | Read...

ଲାଞ୍ଚ ନେଇ ଚାକିରିରୁ ନିଲମ୍ୱିତ ହେଲେ ସିଡିପିଓ

ଲାଞ୍ଚ ନେଇ ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି କୋରାପୁଟ ଜିଲ୍ଲାପାଳ .। ଲାଞ୍ଚ ନେବାବେଳେ ସିଡିପିଓଙ୍କୁ ଧ



ଆଜିଠୁ ବିଧାନସଭାର ଶୀତ ଅଧିବେଶନ

BHAGYAPRABHA NEWS | ଦେଶଦୁନିଆ | | 9451 | Read...

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ପ୍ରାୟ ୧୧ ହଜ



ଗୋଳନ୍ଥରା ଥାନା ଅଞ୍ଚଳରେ ୭ ଭରି ସୁନା,୨୦ ଭରି ରୁପା ଗହଣା ଚୋରି

BHAGYAPRABHA NEWS | ଅପରାଧ | ଗଜପତି | 9450 | Read...

ଗୋଳନ୍ଥରା ଥାନା ଅଞ୍ଚଳରେ ୭ ଭରି ସୁନା,୨୦ ଭରି ରୁପା ଗହଣା ଚୋରି

ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଶାସନପଦର ଗ୍ରାମର କୁନା ପାଢୀଙ୍କ ଘରୁ ୭ ଭରି ସୁନା,୨୦ ଭରି ରୁପା ଗହଣା ଓ ନଗଦ ୨



ୟୁନିଭର୍ସାଲ୍‌ ଚିଲ୍‌ଡ୍ରେନ୍‌ସ ଡେ

BHAGYAPRABHA NEWS | ବିଶେଷ | | 9449 | Read...

ୟୁନିଭର୍ସାଲ୍‌ ଚିଲ୍‌ଡ୍ରେନ୍‌ସ ଡେ

'ଜାତି ସଂଘ'ର ଅନୁମୋଦନକ୍ରମେ ପ୍ରତି ବର୍ଷ ୨୦ ନଭେମ୍ବରରେ ପାଳନ କରାଯାଉଛି 'ବିଶ୍ବବ୍ୟାପୀ ଶିଶୁ ଦିବସ' ବା 'ୟୁନିଭର୍ସାଲ୍‌ ଚିଲ୍‌ଡ୍ରେନ୍‌ସ ଡେ'। ୧୯୫୯ ନଭେମ୍ବର ଏହି ଦିନରେ 'ଜାତି ସଂଘ'ରେ 'ଶିଶୁ ଅଧିକାର ଘୋଷଣାପତ୍ର' ଗୃ



ପରଲୋକରେ ନିର୍ଦ୍ଦେଶକ ରାଜୁ ମିଶ୍ର

BHAGYAPRABHA NEWS | ଓଡ଼ିଶା | | 9444 | Read...

ପରଲୋକରେ ନିର୍ଦ୍ଦେଶକ ରାଜୁ ମିଶ୍ର

ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ତଥା ସିନେମାଟୋଗ୍ରାଫର ରାଜଗୋପାଳ ମିଶ୍ରଙ୍କ ପରଲୋକ ହୋଇଛି। ଓଡ଼ିଶାର ସିନେପ୍ରେମୀ ଓ ଜନତାଙ୍କ ଗହଣରେ ସେ ରାଜୁ ମିଶ୍ର ଭାବେ ବିଶେଷ ପରିଚିତ ଥିଲେ। ମିଳିଥିବା ସୂଚନା ଅନୁସାରେ ଆଜି ପୂ



ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ, ୫ ମୃତ

BHAGYAPRABHA NEWS | ଦେଶଦୁନିଆ | | 9440 | Read...

ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ, ୫ ମୃତ

ଶ୍ଚିମବଙ୍ଗ ମାଲଦା ଜିଲ୍ଲା ସୁଜାପୁରସ୍ଥିତ ଏକ ପ୍ଲାଷ୍ଟିକ୍‌ କାରଖାନାରେ ଗୁରୁବାର ବିସ୍ଫୋରଣ ହୋଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ କାରଖାନାରେ ଭୀଷଣ



ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ

BHAGYAPRABHA NEWS | ବିଶେଷ | | 9439 | Read...

ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ

ନଭେମ୍ବର ୧୯ ତାରିଖରେ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଏ। ଅନେକ ଦେଶରେ ଏହି ଦିନରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଏ। ଭାରତରେ ୨୦୦୭ ମସିହାରେ ପ୍ରଥମେ ପୁରୁଷ ଦିବସ ପାଳନ କରାଯାଇଥିଲା।




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: