BHAGYAPRABHA NEWS : News


ଭୁବନେଶ୍ୱରରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7528 | Read...

ଭୁବନେଶ୍ୱରରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଭୁବନେଶ୍ୱରରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମ



ରାଜ୍ୟରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7526 | Read...

ରାଜ୍ୟରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ 165 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 11 ଜଣ କର୍ମଚାରୀ ରହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ 41 ଜଣ ରହିଥିବାବେଳେ ଗଜପତିରୁ 28 ଜଣ, କଟକରୁ 20 ଜଣ, ଖୋର୍ଦ୍ଧା ଓ ଯାଜପୁରରୁ 8



ଆଜି ଜନ୍ମମାଟିରେ ସହୀଦ ଯବାନଙ୍କର ହେବ ଶେଷକୃତ୍ୟ

BHAGYAPRABHA NEWS | ଓଡ଼ିଶା | | 7522 | Read...

ଆଜି ଜନ୍ମମାଟିରେ ସହୀଦ ଯବାନଙ୍କର ହେବ ଶେଷକୃତ୍ୟ

ପୂର୍ବ ଲଦାଖ ଗଲଵାନ ଘାଟିରେ ଚୀନ୍‌ ସେନାଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଛି। ଗତକାଲି ସନ୍ଧ୍ୟା ୬ଟାରେ ସ୍ବତନ୍ତ୍ର ବିମାନର



ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ , ୧୨ ଆହତ

BHAGYAPRABHA NEWS | ଅପରାଧ | ଗଜପତି | 7521 | Read...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ , ୧୨ ଆହତ

ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ 'ଗାନ୍ଧୀ' ନାମକ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହ



ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ପକ୍ଷରୁ ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡ଼ାକରା

BHAGYAPRABHA NEWS | ଓଡ଼ିଶା | ପୁରୀ | 7519 | Read...

ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ପକ୍ଷରୁ  ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡ଼ାକରା

ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟ ରାୟ ପ୍ରକାଶ ପାଇବା ପରେ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଡ଼ଦାଣ୍ଡ ରଥଖଳା ସମ୍ମୁଖରେ ଲୋକେ ଏକାଠି ହୋଇ ହଲ୍ଲାପଟା କରିଥିଲେ । ଶ୍ରୀଜଗନ୍ନାଥ ସେନା ଓ ଶ୍ର



ଚୀନ୍ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ

BHAGYAPRABHA NEWS | ଦେଶଦୁନିଆ | | 7518 | Read...

ଚୀନ୍ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ

ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ଆକ୍ରମଣ ରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଦେଶର ପ୍ରମୁଖ ରା



ରାଜ୍ୟରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର

BHAGYAPRABHA NEWS | ଓଡ଼ିଶା | | 7516 | Read...

 ରାଜ୍ୟରେ ପହଞ୍ଚିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର

ପୂର୍ବ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦୁଇ ସହିଦଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପ



ଚଳିତ ବର୍ଷ ହେବନି ରଥଯାତ୍ରା : ସୁପ୍ରିମ କୋର୍ଟ

BHAGYAPRABHA NEWS | ଦେଶଦୁନିଆ | | 7515 | Read...

ଚଳିତ ବର୍ଷ ହେବନି ରଥଯାତ୍ରା : ସୁପ୍ରିମ କୋର୍ଟ

ରଥଯାତ୍ରା ଉପରେ ରହିତାଦେଶ ଜାଇଛନ୍ତି ସୁପ୍ରୀମ କୋର୍ଟ। ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତିଙ



ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ :ରାଜ୍ୟ ସରକାର

BHAGYAPRABHA NEWS | ଓଡ଼ିଶା | | 7513 | Read...

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ :ରାଜ୍ୟ ସରକାର

ଏନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ନିଷ୍ପତ୍ତି ନିଆଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ରାଜ



ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7512 | Read...

ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ୍ ଟିହ୍ନଟ

କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୧୨ରେ ପହଞ୍ଚିଛି ।ମି



ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ

BHAGYAPRABHA NEWS | ବିଶେଷ | କନ୍ଧମାଳ | 7511 | Read...

ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ

ଚାଇନା ଭାରତ ସୀମା ଲଦାକରେ ଭାରତୀୟ ଯବାନଙ୍କ ମଧ୍ୟରୁ କନ୍ଧମାଳର ଜଣେ ଯବାନ ସହିଦ ଶେଷ ସମ୍ମାନ ପାଇଁ ଗାଁରେ ବ୍ୟାପକ ପ୍ରସ୍ତୁତି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ ସମ୍ପନ୍ନ ଶେଷ ଦର୍ଶନ ପାଇଁ ଅପେକ୍ଷାରେ ଗ୍ରାମବାସ



ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

BHAGYAPRABHA NEWS | ଦେଶଦୁନିଆ | | 7504 | Read...

ସହିଦ  ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ପୂର୍ବ ଲଦାଖର ଗଲୱାନା ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: