BHAGYAPRABHA NEWS : News


ଚାଷୀଙ୍କ ପାଇଁ 'ଭାରତ ବନ୍ଦ'

BHAGYAPRABHA NEWS | ଓଡ଼ିଶା | | 11414 | Read...

ଚାଷୀଙ୍କ ପାଇଁ 'ଭାରତ ବନ୍ଦ'

ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଓ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ରାଜ୍ୟରେ ୭ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିଲେ । ସାରା ରାଜ୍ୟରେ ଚାଷୀଙ୍କ ପାଇଁ ସ୍ୱର ଉଠିଥିଲା । କିନ୍ତୁ ଦିଲ୍ଲ



ଶେଷ ବଲରେ କୋଲକାତାକୁ ହରାଇ ଜିତିଲା ଚେନ୍ନାଇ

BHAGYAPRABHA NEWS | ଖେଳ | | 11410 | Read...

ଶେଷ ବଲରେ କୋଲକାତାକୁ ହରାଇ ଜିତିଲା ଚେନ୍ନାଇ

ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ରୋମାଞ୍ଚକର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ୍&



ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

BHAGYAPRABHA NEWS | ଶିକ୍ଷା | | 11406 | Read...

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ସୂ



ମାଓ ଦମନ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BHAGYAPRABHA NEWS | ଦେଶଦୁନିଆ | | 11404 | Read...

ମାଓ ଦମନ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନ ରେ ମାଓଦମନ ଉପରେ କେନ୍ଦ୍ର ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମିଳିଥିବା ସୂଚନା ଅନୁସାରେ ଏହି ବୈଠକ ୧୦ ଟାରେ ଆରମ୍ଭ ହେବ । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହ



ଆଜି ସ୍ଥଳଭାଗରେ ମାଡ ହେବ ବାତ୍ୟା 'ଗୁଲାବ'

BHAGYAPRABHA NEWS | ଦେଶଦୁନିଆ | | 11402 | Read...

ଆଜି ସ୍ଥଳଭାଗରେ ମାଡ ହେବ ବାତ୍ୟା 'ଗୁଲାବ'

ଆଜିସଂଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଛି । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତ



ରାଜ୍ୟରେ ୫୮୫ ସଂକ୍ରମିତ ଚିହ୍ନଟ

BHAGYAPRABHA NEWS | ଦେଶଦୁନିଆ | | 11401 | Read...

ରାଜ୍ୟରେ ୫୮୫ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧



ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେଲେ ବିଷ୍ଣୁ ଚରଣ ପଟ୍ଟନାୟକ

BHAGYAPRABHA NEWS | ଦେଶଦୁନିଆ | | 11400 | Read...

 ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେଲେ ବିଷ୍ଣୁ ଚରଣ ପଟ୍ଟନାୟକ

ଭାରତୀୟ ଜୀବନ ବୀମା ନିଗମର ନୂତନ ପରିଚାଳନା ନିର୍ଦେଶକ ଭାବେ ବିଷ୍ଣୁଚରଣ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ବିଷ୍ଣୁଚରଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଭାଲିଆଖାଇ ଗ୍ରାମର ବାସିନ୍ଦା ସ୍ବର୍ଗତ ସଚ୍ଚିଦାନନ୍



ବାତ୍ୟାର ରୂପ ନେଲା 'ଗୁଲାବ'

BHAGYAPRABHA NEWS | ଓଡ଼ିଶା | | 11398 | Read...

ବାତ୍ୟାର ରୂପ ନେଲା 'ଗୁଲାବ'

ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଏଥିପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ଅରେଞ୍ଜ



ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

BHAGYAPRABHA NEWS | ରାଜନୀତି | | 11397 | Read...

ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ



ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

BHAGYAPRABHA NEWS | ଦେଶଦୁନିଆ | | 11396 | Read...

ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି। ଏହି ସାକ୍ଷାତକାର



୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

BHAGYAPRABHA NEWS | ଅପରାଧ | ଭଦ୍ରକ | 11391 | Read...

୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ରାଜ୍ୟ ରାଜପଥରୁ ଜବତ ହେଲା ବ୍ରାଉନସୁଗାର । ୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ଏହି ବ୍ରା



ଆସନ୍ତାକାଲିଠାରୁ ୮ ଜିଲ୍ଲାରେ ଲଘୁଚାପ ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 11389 | Read...

ଆସନ୍ତାକାଲିଠାରୁ ୮ ଜିଲ୍ଲାରେ ଲଘୁଚାପ ସମ୍ଭାବନା

ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଅନୁମାନ କରାଯାଉଛି, ସୃଷ୍ଟ ହୋଇଥିବା ଲଘୁଚାପ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହେବ। ଆସନ୍ତା ୧୨ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: