BHAGYAPRABHA NEWS : News


ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ , 2 ନକ୍ସଲ ନିହତ

BHAGYAPRABHA NEWS | ଦେଶଦୁନିଆ | | 10318 | Read...

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ , 2 ନକ୍ସଲ ନିହତ

ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଗଡ଼ଚିରୋଲି ଜି



ରତ୍ନଗିରି ଏମଆର ଫାର୍ମା ପ୍ଲାଣ୍ଟରେ ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 10316 | Read...

ରତ୍ନଗିରି ଏମଆର ଫାର୍ମା ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରତ୍ନଗିରି ଜିଲ୍ଲାର MIDC ଠାରେ ଏମଆର ଫାର୍ମା ପ୍ରାଇଭେଟ ଲିମିଟେଡର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ସକାଳ ୧୧.୪୫ ସୁଦ୍ଧା ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଖବର ଅନୁଯାୟୀ ଏହି ଘଟଣାରେ କୌଣସି ଶ୍ରମିକ ଆହତ ହୋଇନାହ



ନିର୍ବାଚନୀ ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା : ନିର୍ବାଚନ କମିଶନ

BHAGYAPRABHA NEWS | ଦେଶଦୁନିଆ | | 10311 | Read...

ନିର୍ବାଚନୀ ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା : ନିର୍ବାଚନ କମିଶନ

ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ 2ରେ ଆସିବ 5 ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ । ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ଓ ଦଳ କୌଣସ



ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଜଗତ୍କଲ୍ୟାଣ ନାମ ସଙ୍କୀର୍ତ୍ତନ

BHAGYAPRABHA NEWS | ବିଶେଷ | ଗଞ୍ଜାମ | 10309 | Read...

ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଜଗତ୍କଲ୍ୟାଣ ନାମ ସଙ୍କୀର୍ତ୍ତନ

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଗଜପତି ସେବା ଓ ସାଂସ୍କୃତିକ ସମିତି' ପକ୍ଷରୁ ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ଜଗତ୍ କଲ୍ୟାଣ ନାମ ସଙ୍କୀର୍ତ୍ତନ ଓ ଆଧ୍ୟାତ୍ମିକ ସାଂସ୍କୃତିକ ସଭାର ଆୟୋଜନ ସ୍ଥାନୀୟ ସିଟି ହାଇସ୍କୁଲ



ଆଜି ଆଇପିଏଲ ଟକ୍କରରେ ଦିଲ୍ଲୀ କ୍ୟାପିଟାଲ୍ସ - ଆରସିବି ମୁହାଁମୁହିଁ

BHAGYAPRABHA NEWS | ଖେଳ | | 10308 | Read...

ଆଜି ଆଇପିଏଲ  ଟକ୍କରରେ ଦିଲ୍ଲୀ କ୍ୟାପିଟାଲ୍ସ - ଆରସିବି ମୁହାଁମୁହିଁ

ଚଳିତ ଆଇପିଏଲରେ ଆଜି ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛନ୍ତି । ପଂଏଟ ଟେବୁଲର



ମେ ୧ରେ ପହଞ୍ଚିବ ରୁଷିଆର କରୋନା ଟିକା

BHAGYAPRABHA NEWS | ଦେଶଦୁନିଆ | | 10307 | Read...

ମେ ୧ରେ ପହଞ୍ଚିବ ରୁଷିଆର କରୋନା ଟିକା

ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେ। ହେଲେ ଟିକା ଉତ୍ପାଦନରେ ବିଳମ୍ୱ ହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଏହ



ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ !

BHAGYAPRABHA NEWS | ଓଡ଼ିଶା | | 10306 | Read...

ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ !

ଆଜି ରାଜ୍ୟରେ ୬୦୨ଟି ଅଧିବେଶନରେ ଟିକାକରଣ କରାଯିବ। ରାଜ୍ୟରେ ମହଜୁଦ ରହିଥିବା ଟିକାକୁ ନେଇ ଏଭଳି ଅଧିବେଶନ ପାଇଁ ନିଷ୍ପତ୍ତି ନିଆଯାଇଛି। ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ରାଜ୍ୟରେ ବେଶ୍ କିଛିଦିନ ହେବ ଦୈନିକ ୨ଲକ୍ଷ



ଅତି ଆବଶ୍ୟକ ନଥିଲେ ଅଯଥାରେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନି : ନିରଂଜନ ମିଶ୍ର

BHAGYAPRABHA NEWS | ଓଡ଼ିଶା | | 10305 | Read...

ଅତି ଆବଶ୍ୟକ ନଥିଲେ ଅଯଥାରେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନି : ନିରଂଜନ ମିଶ୍ର

ଆବଶ୍ୟକ ନଥିଲେ ହସ୍ପିଟାଲ ବେଡ଼ ଅକ୍ତିଆର ନକରିବାକୁ ସରକାରଙ୍କ ପରାମର୍ଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଅଯଥାରେ ହସ୍ପିଟାଲ ବେଡ଼ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହୁଅନ୍ତୁ । ସେହିପରି ରାଜ୍ୟରେ ଟେଷ୍ଟିଂ କିଟର



କୋଭିଡ ମୁକାବିଲା ପାଇଁ ଭାରତକୁ 'ଗୁଗଲ' ଦେବ ୧୩୫ କୋଟି : ସୁନ୍ଦର ପିଚାଇ

BHAGYAPRABHA NEWS | ଦେଶଦୁନିଆ | | 10299 | Read...

କୋଭିଡ ମୁକାବିଲା ପାଇଁ ଭାରତକୁ 'ଗୁଗଲ' ଦେବ ୧୩୫ କୋଟି : ସୁନ୍ଦର ପିଚାଇ

ଭାରତର କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି 'ଗୁଗଲ' ସହାୟତାର ହାତ ବଢ଼ାଇଛି। କୋଭିଡ ବିରୋଧରେ ଲଢ଼େଇ ପାଇଁ ଭାରତକୁ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା 'ଗୁଗୁଲ' ଦେବ। ଏନେଇ 'ଗୁଗଲ' ସିଇଓ ସୁନ୍ଦର ପିଚାଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। 'ଗ



ଆଜି ପଞ୍ଜାବ କିଙ୍ଗ୍‌ସ ବନାମ କୋଲକାତା ନାଇଟ୍ ରାଇଡର୍ସ

BHAGYAPRABHA NEWS | ଖେଳ | | 10298 | Read...

ଆଜି ପଞ୍ଜାବ କିଙ୍ଗ୍‌ସ ବନାମ କୋଲକାତା ନାଇଟ୍ ରାଇଡର୍ସ

ଆଇପିଏଲ୍ ଲଢ଼େଇରେ ଆଜି ମୈଦାନରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚ୍‌କୁ ନେଇ ଉଭୟ ଦଳ



ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିସନ ଦାୟୀ : ମାଡ୍ରାସ ହାଇକୋର୍ଟ

BHAGYAPRABHA NEWS | ଦେଶଦୁନିଆ | | 10297 | Read...

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିସନ ଦାୟୀ : ମାଡ୍ରାସ ହାଇକୋର୍ଟ

ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିସନ ଦାୟୀ। ରାଜନୈତିକ ଦଳମାନଙ୍କର ପ୍ରଚାର ଯୋଗୁଁ ପୁଣିଥରେ ଦେଶରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଯଦି ନିର୍ବାଚନ କମିସନ ରାଲିକୁ ଅନୁମତି ଦେଇନଥାନ୍ତେ, ତେବେ ଦେ



ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ

BHAGYAPRABHA NEWS | ଶିକ୍ଷା | | 10296 | Read...

ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ

ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: