BHAGYAPRABHA NEWS : News


ଦ୍ରୁତଗାମୀ ଟ୍ରକ ତଳେ ଚାପି ଦନ୍ତା ହାତୀ ମୃତ

BHAGYAPRABHA NEWS | ଅପରାଧ | ଢେଙ୍କାନାଳ | 5609 | Read...

ଦ୍ରୁତଗାମୀ ଟ୍ରକ ତଳେ ଚାପି ଦନ୍ତା ହାତୀ ମୃତ

ଏକ ଦ୍ରୁତଗାମୀ ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।ସୁଚନାନୁସାରେ , ଗୁରୁବାର ଢ଼େଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅଧିନରେ ଥିବା ଜୀବନଖୋଲ ଆଶ୍ରମ ପ



ଜଙ୍ଗଲ ଭିତରୁ ଉଦ୍ଧାର ହେଲା ନିଖୋଜ ପରିବାର

BHAGYAPRABHA NEWS | ଦେଶଦୁନିଆ | | 5608 | Read...

 ଜଙ୍ଗଲ ଭିତରୁ ଉଦ୍ଧାର ହେଲା ନିଖୋଜ ପରିବାର

ଦୀର୍ଘ ୩୪ ଦିନର ବ୍ୟବଧାନ ପରେ ଜଙ୍ଗଲ ମଧ୍ୟରୁ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଉଦ୍ଧାର କଲା ନୌସେନା । କଲୋମ୍ବିଆର ଜଙ୍ଗଲରେ ଛୁଟି କାଟିବାକୁ ଯାଇଥିବା ଏକ ପରିବାର ରାସ୍ତା ଭୁଲି ଯାଇ କଲମ୍ବିଆ-ପେରୁ ସୀମା ପାଖକୁ ଚାଲିଯାଇଥି



ଦେଶର ପ୍ରଥମ କୋରୋନା ରୋଗୀ ଚିହ୍ନଟ

BHAGYAPRABHA NEWS | ଦେଶଦୁନିଆ | | 5607 | Read...

ଦେଶର ପ୍ରଥମ  କୋରୋନା ରୋଗୀ ଚିହ୍ନଟ

ଭାରତକୁ ଡେଇଁଲା କୋରୋନା । କେରଳରେ ଜଣେ କୋରୋନା ଭାଇରସ୍‌ରେ ଆକ୍ରାନ୍ତ ଦେଶର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି । ଚୀନ୍‌ର ବୁହାନରୁ ଭାରତ ଫେରିଥିବା ଛାତ୍ରଙ୍କୁ କୋରୋନା ଭାଇରସ୍‌ ସଂକ୍ରମିତ ହୋଇଛି । ଏହି ଛାତ



ଗାନ୍ଧୀଜୀଙ୍କୁ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 5605 | Read...

ଗାନ୍ଧୀଜୀଙ୍କୁ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ରାଜନୈତିକ ଦଳ ରାଜଘାଟସ୍ଥିତ ଗାନ୍ଧୀଙ୍କ ସମାଧିସ୍ଥଳକୁ ଯା



ପୁଣି ଥରେ ଭାରତରେ ରିଲିଜ ହେବ ଫିଲ୍ମ 'ଜୋକର୍

BHAGYAPRABHA NEWS | ମନୋରଞ୍ଜନ | | 5604 | Read...

 ପୁଣି ଥରେ ଭାରତରେ ରିଲିଜ ହେବ ଫିଲ୍ମ 'ଜୋକର୍

ଭାରତରେ ପୁଣି ଥରେ ରିଲିଜ୍ ହେବ ଚର୍ଚ୍ଚିତ ହଲିଉଡ୍ ଫିଲ୍ମ 'ଜୋକର୍ । ୱାକିନ୍ ଫୋନିକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃଆରୀ ୧୪ରେ ଭାରତରେ ରିଲିଜ୍‌ କରାଯିବ। ଫିଲ୍ମଟି ପ୍ରଥମେ ଅକ୍ଟୋବର ୨ରେ ଭାରତରେ ରିଲିଜ୍ ହୋଇଥିଲା। ଫିଲ



ସମସ୍ତ ଆଇନଗତ ବିକଳ୍ପ ବ୍ୟବହାର ନ କରିବା ଯାଏଁ ଦୋଷୀକୁ ଫାଶୀ ଦିଆ ଯାଇପାରିବ ନାହିଁ : ଏପି ସିଂହ

BHAGYAPRABHA NEWS | ଦେଶଦୁନିଆ | | 5603 | Read...

  ସମସ୍ତ ଆଇନଗତ ବିକଳ୍ପ ବ୍ୟବହାର ନ କରିବା ଯାଏଁ ଦୋଷୀକୁ ଫାଶୀ ଦିଆ ଯାଇପାରିବ ନାହିଁ  : ଏପି ସିଂହ

ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ନିର୍ଭୟା ଗଣବଳାତ୍କାର ମାମଲା । ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଦୋଷୀଙ୍କ ପକ୍ଷରୁ



ଆଜି ପବିତ୍ର ଶ୍ରୀପଞ୍ଚମୀରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | | 5602 | Read...

 ଆଜି ପବିତ୍ର ଶ୍ରୀପଞ୍ଚମୀରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ

ଆଜି ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଅବସରରେ ସମଗ୍ର ରାଜ୍ୟରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବ



କୋରେନା ଆତଙ୍କ ; ୨୪ ଘଣ୍ଟାରେ ୩୮ ମୃତ

BHAGYAPRABHA NEWS | ଦେଶଦୁନିଆ | | 5601 | Read...

କୋରେନା ଆତଙ୍କ ; ୨୪ ଘଣ୍ଟାରେ ୩୮ ମୃତ

ଚାଇନାରେ ଭୟଙ୍କର ଭାବେ ବ୍ୟାପି ଚାଲିଛି କରୋନା ଭାଇରସ । ଇତି ମଧ୍ୟରେ କରୋନା ଭାଇରସ ଯୋଗୁ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ଭାଇରସ ଯେମିତି ନ ବ୍ୟାପିବ ସେଥିପାଇଁ ସରକା



ବିଜେପିରେ ସାମିଲ ହେଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

BHAGYAPRABHA NEWS | ଦେଶଦୁନିଆ | | 5597 | Read...

ବିଜେପିରେ ସାମିଲ ହେଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଲ



ନ୍ୟୁଜିଲାଣ୍ଡକୁ ୧୮୦ ରନ୍ ଟାର୍ଗେଟ

BHAGYAPRABHA NEWS | ଖେଳ | | 5596 | Read...

ନ୍ୟୁଜିଲାଣ୍ଡକୁ ୧୮୦ ରନ୍ ଟାର୍ଗେଟ

ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୧୮୦ ରନ୍‌ର ଟାର୍ଗେଟ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଭାରତ ତୁଳନାରେ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ହାରିଲେ ସିରିଜ୍‌ ହାରିଯିବ । ଜିତିଲେ ସିରିଜ୍‌କୁ ଫେର



ଜୋରଦାରରେ ଚାଲିଛି ଦିଲ୍ଲୀ ନିର୍ବାଚନ ପ୍ରଚାର

BHAGYAPRABHA NEWS | ରାଜନୀତି | | 5595 | Read...

ଜୋରଦାରରେ ଚାଲିଛି ଦିଲ୍ଲୀ ନିର୍ବାଚନ ପ୍ରଚାର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ର



ଭିତରକନିକାରେ ବିଦେଶୀ ପକ୍ଷୀ ମୃତ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5594 | Read...

ଭିତରକନିକାରେ ବିଦେଶୀ ପକ୍ଷୀ ମୃତ

ଭିତରକନିକାରେ ଦୁଇଟି ବିଦେଶୀ ପକ୍ଷୀ ମରିଥିବା ସୂଚନା ମିଳିବା ପରେ ରାଜନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିଦେଶୀ ପକ୍ଷୀଙ୍କ ମଳ ଓ ପାଣି ନମୁନା ସଂଗ୍ରହ ପାଇଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରାଜନଗର ଡିଏଫ୍‌ଓଙ୍କୁ ଚିଠି ଲ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: