BHAGYAPRABHA NEWS : News


ଆଜି ପ୍ରକାଶ ପାଇବ ଅଯୋଧ୍ୟା ମାମଲା ରାୟ

BHAGYAPRABHA NEWS | ଦେଶଦୁନିଆ | | 4619 | Read...

ଆଜି ପ୍ରକାଶ ପାଇବ ଅଯୋଧ୍ୟା ମାମଲା ରାୟ

ଆଜି ପୂର୍ବାହ୍ନ ସାଢେ ୧୦ଟାରେ ସୁପ୍ରିମକୋର୍ଟରେ ପ୍ରକାଶ ପାଇବ ଅଯୋଧ୍ୟା ରାୟ । ଦେଶବାସୀଙ୍କଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତଙ୍କ ନଜର ଏବେ ରାୟ ଜାଣିବାକୁ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲା



ଇରାନରେ ଭୂମିକମ୍ପ , ୧୨୦ରୁ ଊର୍ଦ୍ଧ୍ୱ ଗୁରୁତର

BHAGYAPRABHA NEWS | ଦେଶଦୁନିଆ | | 4618 | Read...

ଇରାନରେ ଭୂମିକମ୍ପ , ୧୨୦ରୁ ଊର୍ଦ୍ଧ୍ୱ  ଗୁରୁତର

ଆଜେର ବାଇଯାନ୍‌ ଇରାନ୍‌ ପ୍ରଦେଶରେ ଭୂକମ୍ପ୍‌ ସୃଷ୍ଟି ହୋଇଛି । ଏଥିରେ ପାଞ୍ଚଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି । ଆଜେର ବାଇଜାନ ପ୍ରଦେଶର ପୂର୍ବ ଭାଗରେ ୧୦ କିଲୋମିଟର ଗଭୀରତ



ଅଯୋଧ୍ୟା ରାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ୍

BHAGYAPRABHA NEWS | ଦେଶଦୁନିଆ | | 4617 | Read...

ଅଯୋଧ୍ୟା ରାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ୍

ଦୀର୍ଘ ୭୦ ବର୍ଷ ପରେ ଆଜି ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏଥିଲାଗି ସାରା ଦେଶରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍



ଝାଡଖଣ୍ଡରେ ମହାଗଠବନ୍ଧନ ମେଣ୍ଟ ଘୋଷଣା

BHAGYAPRABHA NEWS | ଦେଶଦୁନିଆ | | 4616 | Read...

ଝାଡଖଣ୍ଡରେ  ମହାଗଠବନ୍ଧନ ମେଣ୍ଟ ଘୋଷଣା

ଝାଡଖଣ୍ଡ ର ୮୧ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନଭେମ୍ବର ୩୦ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ନିର୍ବାଚନ ଭୋଟ ଆରମ୍ଭ ହୋଇ ଏହା ପାଞ୍ଚ ପର୍ଯ୍ୟାୟ ଭୋଟ ପରେ ୨୦ ତାରିଖରେ ସଂପନ୍ନ ହେବ । ନିର୍ବାଚନ ଫଳାଫଳ ଡିସେମ୍ବର ୨୩ ରେ ଘ



ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 4614 | Read...

ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ

ଭୂବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ରେ ଅଗ୍ନିକାଣ୍ଡ ଘଟିବାରୁ ରାୟପୁର ଠାରେ ଜରୁରୀ ଅବତରଣ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଏଥିରେ ଥିବା ସମସ୍ତ ୮୯ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଭୂ



ଖୋଲିବ କରତାରପୁର ସାହିବ କରିଡର

BHAGYAPRABHA NEWS | ଦେଶଦୁନିଆ | | 4613 | Read...

ଖୋଲିବ କରତାରପୁର ସାହିବ କରିଡର

କରତାରପୁର ସାହିବ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଖୋଲିବ । ଭାରତର ଗୁରୁଦାସପୁର ଜିଲ୍ଳାର ଡେରା ବାବା ନାନକ ସାହେବ ଠାରୁ ପାକିସ୍ତାନର କରତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ସିଧାସଳଖ ସଂଯୋଗ ହୋଇପାରିବ । ଶିଖ ଧର୍ମ



ଉଗ୍ରରୂପ ଧାରଣ କଲା ସାମୁଦ୍ରିକ ଝଡ଼ 'ବୁଲବୁଲ୍‌'

BHAGYAPRABHA NEWS | ଦେଶଦୁନିଆ | | 4611 | Read...

ଉଗ୍ରରୂପ ଧାରଣ କଲା ସାମୁଦ୍ରିକ ଝଡ଼ 'ବୁଲବୁଲ୍‌'

ସାମୁଦ୍ରିକ ଝଡ଼ 'ବୁଲବୁଲ୍‌' ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା ୧୭ କିମି ବେଗରେ ଗତି କରୁଛି। ଶନିବାର ମଧ୍ୟରାତ୍ରରେ ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗର ସାଗର



୨ ପଥର ବୋଝେଇ ଟ୍ରାକ୍ଟର୍ ଜବତ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 4607 | Read...

୨ ପଥର ବୋଝେଇ ଟ୍ରାକ୍ଟର୍ ଜବତ

ଦାରିଙ୍ଗବାଡି ସିମନବାଡି ସଂରକ୍ଷିତ ଜଙ୍ଗଲରୁ ବେଆଇନ ପଥର ବୋଝେଇ ହେଉଥିବା ୨ ଟ୍ରାକ୍ଟର୍ କୁ ଆଜି ଦାରିଙ୍ଗବାଡି ବନାନ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଜବତ କରିଛନ୍ତି । ବନାଞ୍ଚଳ ଅଧିକାରୀ ସିମନବାଡି ସଂରକ୍ଷିତ ଜଙ୍ଗଲ ଅଞ୍



ଓଡିଶା ହାଇକୋର୍ଟର ବିଚାରପତି ହେଲେ ବିଭୁପ୍ରସାଦ ରାଉତରାୟ

BHAGYAPRABHA NEWS | ଓଡ଼ିଶା | | 4599 | Read...

 ଓଡିଶା ହାଇକୋର୍ଟର  ବିଚାରପତି ହେଲେ ବିଭୁପ୍ରସାଦ ରାଉତରାୟ

ଆଜି ଓଡିଶା ଭାବେ ଶପଥ ନେବେ ବିଭୁପ୍ରସାଦ ରାଉତରାୟ । ଦିନ ୨ଟାରେ ହାଇକୋର୍ଟ ନ୍ୟୁ କନଫରେନ୍ସ ହଲରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋ



୬ ଜିଲ୍ଲାରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌

BHAGYAPRABHA NEWS | ଓଡ଼ିଶା | | 4598 | Read...

୬ ଜିଲ୍ଲାରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।ଆ



ମହାରାଷ୍ଟ୍ରରେ ବିଜେପି - ଶିବଶେନାର ମହାମେଣ୍ଟ

BHAGYAPRABHA NEWS | ଦେଶଦୁନିଆ | | 4597 | Read...

ମହାରାଷ୍ଟ୍ରରେ ବିଜେପି - ଶିବଶେନାର ମହାମେଣ୍ଟ

ମହାରାଷ୍ଟ୍ର ରାଜନିତୀକୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରି ଗୁରୁବାର ପ୍ରକାଶ କରିଛନ୍ତି । କେନ୍ଦ୍ରରେ ରହିବା ଖୁସିର ବିଷୟ ବୋଲି ସେ କହିଛନ୍ତି । ଗଡକରୀଙ୍କ ଉପରୋକ୍ତ ସ୍ପଷ୍ଟ



ବ୍ରାଜିଲ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

BHAGYAPRABHA NEWS | ଦେଶଦୁନିଆ | | 4596 | Read...

ବ୍ରାଜିଲ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ବ୍ରାସଲ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ବ୍ରିକ୍‌ ସମିଟ୍‌ରେ ଯୋଗ ଦେବା ଲାଗି ଆସନ୍ତା ୧୩ରୁ ଦୁଇ ଦିନିଆ ବ୍ରାଜିଲ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଚଳିତ ବର୍ଷ ସମିଟ୍‌ର ଥିମ୍‌ “ଇକୋନମିକ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: