BHAGYAPRABHA NEWS : News


ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 8243 | Read...

ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଡ଼ ବଡ଼ କୋଠା ପାଇଁ ଆବଶ୍ୟକ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆଉ ବାରମ୍ବାର ଅଗ୍ନିଶମ ସେବା ଅଫିସକୁ ଧାଇଁବାକୁ ପଡ଼ିବନି । ଅଯଥା ବିଳମ୍ବ କିମ୍ବା ହଇରାଣ ହରକତ ମଧ୍ୟ ହେବାକୁ ପଡ଼ିବନି । ଏଣିକି ଅନ୍‌ଲାଇନରେ ଏ ସୁବିଧା ଉପଲ



ଆଜିଠୁ ବରଗଡ଼ ଜିଲ୍ଲା ସଟଡାଉନ୍

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 8242 | Read...

 ଆଜିଠୁ ବରଗଡ଼ ଜିଲ୍ଲା ସଟଡାଉନ୍

ଆଜିଠୁ ତିନିଦିନ ପାଇଁ ବରଗଡ଼ ଜିଲ୍ଲା ସଟଡାଉନ ଘୋଷିତ। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ତାରିଖ ଯାଏ ସଟଡାଉନ ଘୋଷଣା କର



ବକ୍ରୀଇଦ୍‌ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି

BHAGYAPRABHA NEWS | ଦେଶଦୁନିଆ | | 8240 | Read...

ବକ୍ରୀଇଦ୍‌ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି

ଇଦ ଜୁହା ବା ବକ୍ରୀ ଇଦ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଦେଶବାସୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଇଦ ଜୁହା ପର୍ବ ବଳିଦାନ ଏବଂ



ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଚତୁର୍ଥ ସଂସ୍କରଣ 2020କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 8239 | Read...

ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଚତୁର୍ଥ ସଂସ୍କରଣ 2020କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭିଡିଓ କନଫରେନ୍ସ ଜରିଆରେ ବିଶ୍ୱର ସର୍ବବୃହତ ଅନ୍ଲାଇନ୍ ହ୍ୟାକଥନର ଗ୍ରାଣ୍ଡ ଫାଇନାଲକୁ ସମ୍ବୋଧିତ କରିବେ । ଅପରାହ୍ନ 4.30 ରେ ପ୍ରଧାନମନ୍ତ୍ରୀ ଅଭିବାଦନ କରିବାର କାର୍ଯ୍ୟକ୍ରମ ରହି



ଆଜିଠାରୁ ଅନ୍‌ଲକ୍‌ ୩.୦ ଆରମ୍ଭ

BHAGYAPRABHA NEWS | ଦେଶଦୁନିଆ | | 8238 | Read...

ଆଜିଠାରୁ ଅନ୍‌ଲକ୍‌ ୩.୦ ଆରମ୍ଭ

କେନ୍ଦ୍ର ସରକାରଙ୍କ ଅନଲକ୍ ୩ର ଆଜି ପ୍ରଥମ ଦିନ । ଅନଲକ ୩ରେ କଣ୍ଟେନମେଣ୍ଟ୍ ଜୋନ୍ ବାହାରେ ଆଉ କିଛି ଗତିବିଧିକୁ ଅନୁମତି ମିଳିଛି । ତେବେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କଣ୍ଟେନମେଣ୍ଟ୍ ଜୋନରେ କଠୋର ଲକଡାଉନ୍ ଲାଗୁ ରହିବ । ଅର୍



ରାଜ୍ୟରେ ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ

BHAGYAPRABHA NEWS | ଓଡ଼ିଶା | | 8236 | Read...

ରାଜ୍ୟରେ ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ

ରାତ୍ରୀ କାଳୀନ କଟକଣାକୁ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟରେ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ ।ତେବେ ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ । ଏହି ସମୟ



୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

BHAGYAPRABHA NEWS | ଓଡ଼ିଶା | | 8234 | Read...

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡା



ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 8233 | Read...

ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଇସ୍ପାତ ନଗରୀ ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ତୃତୀୟ ଓ ପଶ୍ଚ



ରାଜ୍ୟରେ ଆଉ ୭୭୨ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 8231 | Read...

ରାଜ୍ୟରେ ଆଉ ୭୭୨ କରୋନା ଆକ୍ରାନ୍ତ ସୁସ୍ଥ

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୭୨ ଜଣଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ



ଭୁବନେଶ୍ୱରରୁ ଆଉ ୧୨୮ କରୋନା ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8229 | Read...

ଭୁବନେଶ୍ୱରରୁ ଆଉ ୧୨୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଥିଲା ବେଳେ ଲୋକଲ କେସ୍‌ ୪୩ ରହିଛି। ସୁବଠୁ ଗୁରତ୍ୱପୂର୍ଣ୍ଣ କଥା ଗୋଟିଏ କ୍ୱାରେଣ୍ଟାଇନରୁ ଆଜି ୧୮ ଜଣ ଆ



ଜାରି ହେଲା ଅଗଷ୍ଟ ମାସର ନୂଆ ଗାଇଡ ଲାଇନ

BHAGYAPRABHA NEWS | ଓଡ଼ିଶା | | 8228 | Read...

ଜାରି ହେଲା ଅଗଷ୍ଟ ମାସର ନୂଆ ଗାଇଡ ଲାଇନ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।କରୋନା ମୁକାବିଲା ସହ ଆର୍ଥିକ ଗତିବିଧି ସ୍ୱାଭାବିକ କରିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସରକାର ନୂ



ରାଜ୍ୟରେ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8227 | Read...

ରାଜ୍ୟରେ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ୧୪୯୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: