BHAGYAPRABHA NEWS : News


କିରାତଅର୍ଜୁନ ବେଶରେ ବାବା ଧବଳେଶ୍ଵର

BHAGYAPRABHA NEWS | ଓଡ଼ିଶା | | 9564 | Read...

 କିରାତଅର୍ଜୁନ ବେଶରେ ବାବା ଧବଳେଶ୍ଵର

ଆଜି ବଡ଼ଓଷା ଥିବାରୁ କିରାତଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ୨୫ ବର୍ଷ ପରେ ବାବା ଧବଳେଶ୍ଵରଙ୍କର ହେଉଛି ଏହି ଦୁର୍ଲ୍ଲଭ ବେଶ। ଆଜି ଭୋର ୪ଟାରୁ ପହଡ଼ ଖୋଲାଯାଇ ସମସ୍ତ ରୀତିନୀତି କରାଯାଇ ସକାଳ ଧୂପ, ମଙ୍ଗଳାଆରତ



ମିଗ୍-୨୯ ବିମାନ ଦୁର୍ଘଟଣା ଘଟଣା

BHAGYAPRABHA NEWS | ଦେଶଦୁନିଆ | | 9563 | Read...

ମିଗ୍-୨୯ ବିମାନ ଦୁର୍ଘଟଣା ଘଟଣା

ଭାରତୀୟ ନୌସେନାର ମିଗ୍-୨୯ ଲଡାଖୁ ବିମାନ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଖୋଜ ପାଇଲଟ ନିଶାନ୍ତ ସିଂହଙ୍କୁ ଖୋଜାଖୋଜି ଜାରି ରହିଛି । ନୌସେନାର ଜଣେ ପ୍ରବକ୍ତା କହିଛନ୍ତି ମିଗ୍-୨୯ ବିମାନର ପାଇଲଟ ନିଖୋଜ ହେବାର ୪୦



'ଲଭ ଜିହାଦ' ବିରୁଦ୍ଧରେ ଯୁପିରେ ଆଜିଠୁ ଲାଗୁ ହେଲା କଡା ଆଇନ

BHAGYAPRABHA NEWS | ଦେଶଦୁନିଆ | | 9562 | Read...

'ଲଭ ଜିହାଦ' ବିରୁଦ୍ଧରେ ଯୁପିରେ ଆଜିଠୁ ଲାଗୁ ହେଲା କଡା ଆଇନ

'ଲଭ ଜିହାଦ' ବିରୁଦ୍ଧରେ ଯୁପିରେ ଆଜିଠୁ ଲାଗୁ ହେଲା କଡା ଆଇନ । ନିକଟରେ ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କ୍ୟାବିନେଟ ଦ୍ୱାରା ' ଲଭ ଜିହାଦ ' ଉପରେ ଧର୍ମ ନିଷେଧାଦେଶ ଅଧିନିୟମ , 2020 (ୟୁପି ବେଆଇନ ରୂପାନ୍ତର ନିୟମ) ର ପ୍ରସ୍ତାବ ପାର



କୃଷକ ସଂଗଠନ ସହ ଆଲୋଚନା ପାଇଁ ପ୍ରସ୍ତୁତ କହିଲେ କେନ୍ଦ୍ର କୃଷିମନ୍ତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 9561 | Read...

କୃଷକ ସଂଗଠନ ସହ ଆଲୋଚନା ପାଇଁ ପ୍ରସ୍ତୁତ କହିଲେ କେନ୍ଦ୍ର କୃଷିମନ୍ତ୍ରୀ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଦୋହରାଇଛନ୍ତି ଯେ ସଂସଦରେ ପାରିତ ହୋଇଥିବା ଆଇନ ବିରୁଦ୍ଧରେ କୃଷକମାନଙ୍କୁ ଆନ୍ଦୋଳନ କରିବା ବିରୋଧରେ ସେ କୃଷକ ସଂଗଠନ ସହ ଆଲୋଚନା କରିବାକୁ ପ୍ରସ୍ତ



'ପରୀ' ହତ୍ୟା ମାମଲାର SIT ତଦନ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 9556 | Read...

'ପରୀ' ହତ୍ୟା ମାମଲାର SIT ତଦନ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ



କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି

BHAGYAPRABHA NEWS | ଦେଶଦୁନିଆ | | 9555 | Read...

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି

ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦ



ଘୋଷଣା ହେଲା ଧର୍ମପଦ ପୁରସ୍କାର

BHAGYAPRABHA NEWS | ଓଡ଼ିଶା | | 9554 | Read...

ଘୋଷଣା ହେଲା ଧର୍ମପଦ ପୁରସ୍କାର

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା ହୋଇଛି । ୨୦୧୬ରୁ ୨୦୨୦ ଯାଏଁ ୫ ବର୍ଷ ପାଇଁ ଏହି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରା



ଶେଷରେ ବନ୍ଧା ହୋଇ ଜେଲ ଗଲେ ପାଠକ ବାପା-ପୁଅ

BHAGYAPRABHA NEWS | ଅପରାଧ | | 9553 | Read...

ଶେଷରେ ବନ୍ଧା ହୋଇ ଜେଲ ଗଲେ ପାଠକ ବାପା-ପୁଅ

ଓଡିଶା ଲୋକଙ୍କ ଟଙ୍କାକୁ ଲୁଟ କରି ଆକାଶରେ ଅଏସ କରୁଥିବା ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଶେଷରେ ବନ୍ଧା ହୋଇ ଜେଲ ଯାଇଛନ୍ତି । ତାଙ୍କର ଜାମିନ୍ ଖାରଜ ହୋଇଯିବା ପରେ ତାଙ୍କ ଜେଲ ପଠାଇ ଦିଆଯାଇଛି । ସ୍ୱତନ୍ତ୍ର ଭିଜିଲାନ



ଡିସେମ୍ବର ୩୧ ଯାଏ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

BHAGYAPRABHA NEWS | ଦେଶଦୁନିଆ | | 9550 | Read...

ଡିସେମ୍ବର ୩୧ ଯାଏ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

ଅନ୍ତର୍ଜାତୀୟ ଉଡ଼ାଣ କଟକଣା ବର୍ଷ ଶେଷ ଯାଏ ଚାଲିବ । ଡିସେମ୍ବର ୩୧ ଯାଏ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପ୍ରକାଶ କରିଛି । କରୋନା ସଂକ୍ରମଣ ବଢ଼ୁଥିବାବେଳେ ସ୍ଥିତି



'ପରୀ' ହତ୍ୟା ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

BHAGYAPRABHA NEWS | ଅପରାଧ | | 9549 | Read...

'ପରୀ' ହତ୍ୟା ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ନୟାଗଡ଼ର 'ପରୀ' ହତ୍ୟା ମାମଲାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ଆଡିସନାଲ ଏସ୍‌ପିଙ୍କ ନେତୃତ୍ୱରେ ଟିମ୍‌ ଆଜି ନୟାଗଡ ସଦର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ତଥା ମାମଲାର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି କ୍ରାଇ



ଥମିବାର ନାଁ ଧରୁନି ଭାରତ-ଚାଇନା ବିବାଦ , ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଲା

BHAGYAPRABHA NEWS | ଦେଶଦୁନିଆ | | 9548 | Read...

 ଥମିବାର ନାଁ ଧରୁନି ଭାରତ-ଚାଇନା ବିବାଦ , ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଲା

ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଭାରତ-ଚାଇନା ବିବାଦ ଥମିବାର ନାଁ ଧରୁନି। ସୀମାରୁ ସେନା ବାହିନୀକୁ ପଛକୁ ହଟାଇବା ପାଇଁ ଦୁଇ ଦେଶ ଏକାଧିକ ଥର ଆଲୋଚନା କରିଥିଲେ ହେଁ ଏଥିରୁ କୌଣସି ସଫଳତା ମିଳିନାହିଁ। ବର୍ତ୍ତମାନ ସ୍ଥିତିରେ



ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ , ୫ କରୋନା ଆକ୍ରାନ୍ତ ମୃତ

BHAGYAPRABHA NEWS | ଦେଶଦୁନିଆ | | 9547 | Read...

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ , ୫ କରୋନା ଆକ୍ରାନ୍ତ ମୃତ

ଗୁଜରାଟ୍‌ର ରାଜକୋଟ୍‌ରେ ଥିବା କୋଭିଡ୍‌-୧୯ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ଏଠାରେ ଚିକିତ୍ସିତ ହେଉଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ହସ୍ପିଟାଲରେ ଥିବା ଆଉ ୩୦




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: