BHAGYAPRABHA NEWS : News


ବିଜୁ ଯୁବ ଜନତା ଦଳର ରନ୍ଧା ଖାଦ୍ୟ ସହିତ ମାସ୍କ ବଣ୍ଟନ

BHAGYAPRABHA NEWS | ଓଡ଼ିଶା | ଅନୁଗୁଳ | 6760 | Read...

ବିଜୁ ଯୁବ ଜନତା ଦଳର ରନ୍ଧା ଖାଦ୍ୟ ସହିତ ମାସ୍କ ବଣ୍ଟନ

ବିଜୁ ଯୁବ ଜନତା ଦଳର ରାଜ୍ୟ ଆଇଟି ସଂଯୋଜକଙ୍କ ପକ୍ଷରୁ ଅନୁଗୁଳ ସହର ଉପକଣ୍ଠରେ ଖଲାରୀ ଗ୍ରାମପଞ୍ଚାୟତରେ ରନ୍ଧା ଖାଦ୍ୟ ସହିତ ମାସ୍କ ବଣ୍ଟନ କରାଯାଇଛି । ସ୍ଥାନୀୟ ଖଲାରୀ ବିଦ୍ୟାର୍ଥୀ ପ୍ରଗଣରେ ରହୁଥିବା ବହୁ ବ୍ୟକ୍ତିବିଶେଷ



ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ଯାଜପୁର | 6759 | Read...

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ



ଆଜି ବସ୍ ଯୋଗେ କୋଟାରୁ ଫେରିବେ ଛାତ୍ରଛାତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 6756 | Read...

ଆଜି ବସ୍ ଯୋଗେ କୋଟାରୁ  ଫେରିବେ ଛାତ୍ରଛାତ୍ରୀ

କରୋନା ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବଂ ଛାତ୍ରମାନଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଗୁରୁବାର ଦିନ ରାଜସ୍ଥାନର କୋଟାରୁ ଓଡିଶା ପାଇଁ ୯୭୫ ଜଣ ଛାତ୍ର ବସ୍ ଯୋଗେ



ବଲିଉଡ ଅଭିନେତା ରିଷି କପୁର ଅସୁସ୍ଥ

BHAGYAPRABHA NEWS | ମନୋରଞ୍ଜନ | | 6755 | Read...

ବଲିଉଡ ଅଭିନେତା ରିଷି କପୁର ଅସୁସ୍ଥ

ବଲିଉଡର ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଏଚ୍ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇ



ମେ ୪ରୁ ଜାରି ହେବ ନୂଆ ଗାଇଡ୍‌ ଲାଇନ୍‌

BHAGYAPRABHA NEWS | ଦେଶଦୁନିଆ | | 6753 | Read...

ମେ ୪ରୁ ଜାରି ହେବ ନୂଆ ଗାଇଡ୍‌ ଲାଇନ୍‌

କରୋନା ମୁକାବିଲା ଲାଗି ସାରା ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌ । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 24 ତାରିଖରୁ 21 ଦିନ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଥିବାବେଳେ ପୁନର୍ବାର ଏପ୍ରିଲ୍‌ 15ରୁ ମେ' ତିନି ତାରିଖ ପର୍ଯ୍ୟନ୍ତ



ଯାଜପୁରରୁ ୩ କରୋନା ପଜିଟିଭ୍‌ ଚିହ୍ନିତ

BHAGYAPRABHA NEWS | ଓଡ଼ିଶା | ଯାଜପୁର | 6751 | Read...

ଯାଜପୁରରୁ ୩ କରୋନା ପଜିଟିଭ୍‌ ଚିହ୍ନିତ

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଟିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି କରାଯାଇଛି । ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨



ଲକ୍‌ଡାଉନ୍ ଉଠିବା ପରେ ହେବ ଯୁକ୍ତ ଦୁଇ ପରୀକ୍ଷା : ସମୀର ରଞ୍ଜନ ଦାଶ

BHAGYAPRABHA NEWS | ଶିକ୍ଷା | | 6744 | Read...

ଲକ୍‌ଡାଉନ୍ ଉଠିବା ପରେ ହେବ ଯୁକ୍ତ ଦୁଇ ପରୀକ୍ଷା : ସମୀର ରଞ୍ଜନ ଦାଶ

ମହାମରୀ କରୋନାକୁ ପ୍ରତିହତ କରିବା ପାଇଁ ୩ମେ ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇ ପାରିନାହିଁ। ହେଲେ ଏହାରି ମଧ୍ୟରେ ରାଜ୍ୟରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ



ବାଲେଶ୍ୱରରୁ ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 6743 | Read...

ବାଲେଶ୍ୱରରୁ ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବାଲେଶ୍ୱରର । ସମ୍ପୃକ୍ତ ୩ ଜଣ ପୁରୁଷ ଥିବାବେଳେ ସେମାନଙ୍କ ବୟସ ୪୪, ୬୧ ଓ ୬୩ ବର୍ଷ ରହିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଏମାନେ କ୍ୱାରେଣ



ଆଜି ବିଶ୍ୱ ନୃତ୍ୟ ଦିବସ

BHAGYAPRABHA NEWS | ବିଶେଷ | | 6741 | Read...

ଆଜି ବିଶ୍ୱ ନୃତ୍ୟ ଦିବସ

ନୃତ୍ୟ ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟରେ ଲୋକମାନେ ନିଜ ଭାବନାକୁ ବ୍ୟକ୍ତ କରିପାରନ୍ତି। ଏହି ନୃତ୍ୟକୁ ନେଇ ବିଶ୍ୱରେ ଏକ ଖାସ ଦିନ ପାଳନ କରିବାର ନିଷ୍ପତି ୟୁନେସ୍କୋ ୧୯୮୨ ମସିହା ୨୯ ଏପ୍ରିଲରେ ନେଇଥିଲେ। ନୃତ୍ୟର ରିଫାର୍ମ



ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 6740 | Read...

ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ

ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଭୁବନେଶ୍ୱରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ସହ ରାଜ୍ୟର ୩ଟି ଜଲ୍ଲାରୁ ଆଉ ୩ କରୋନା ପଜେଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । ହେଲେ ଏହାରି ଭିତରେ ଆଜି ରାଜ୍ୟ ପାଇଁ ଏକ ଆଶ୍



ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 6739 | Read...

ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତିନି ଜଣ ପଜିଟିଭ ଝାରସୁଗୁଡା ,ଦେବଗଡ ଓ କେନ୍ଦୁଝରର ବୋଲି ଜଣାପଡିଛି | ଏହି ତିନି ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଚିଲା



ଦୁନିଆରୁ ଅଲବିଦା ନେଲେ ଇରଫାନ ଖାନ

BHAGYAPRABHA NEWS | ମନୋରଞ୍ଜନ | | 6738 | Read...

 ଦୁନିଆରୁ ଅଲବିଦା ନେଲେ ଇରଫାନ ଖାନ

ନିଜ ବଳିଷ୍ଠ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନଙ୍କର ବୁଧବାର ଦିନ ଦେହାନ୍ତ ହୋଇଯାଇଛି। ଇରଫାନ ଖାନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ 54 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: