BHAGYAPRABHA NEWS : News


ଆଜି ମିଳିତ ଜାତିସଂଘର 75 ତମ ଅଧିବେଶନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 8917 | Read...

ଆଜି ମିଳିତ ଜାତିସଂଘର 75 ତମ ଅଧିବେଶନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ମିଳିତ ଜାତିସଂଘ ସାଧାରଣ ସଭାର 75 ତମ ଅଧିବେଶନକୁ ଆଜି ସନ୍ଧ୍ୟା 6.30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ସଭାକୁ ସମ୍ବୋଧିତ କରିଥିବା ପ୍ରଥମ ବକ୍ତା ହେବେ। ଆତଙ୍କବାଦ ବିରୋଧୀ



ଭାରତୀୟ ଜନତା ପାର୍ଟିରେ ଦାୟିତ୍ବ ପରିବର୍ତ୍ତନ

BHAGYAPRABHA NEWS | ଦେଶଦୁନିଆ | | 8916 | Read...

ଭାରତୀୟ ଜନତା ପାର୍ଟିରେ ଦାୟିତ୍ବ ପରିବର୍ତ୍ତନ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନରେ ଦାୟିତ୍ବ ପରିବର୍ତ୍ତନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପି ପକ୍ଷରୁ ଦଳର ଜାତୀୟ ଉପ-ସଭାପତି , ଜାତୀୟ ସାଧାରଣ ସଚିବ , ଜାତୀୟ



ଜୁଆ ଆଡ୍ଡାରେ ଚଢାଉ : ୨୬ ଜୁଆଡ୍ଡି ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 8914 | Read...

ଜୁଆ ଆଡ୍ଡାରେ ଚଢାଉ : ୨୬ ଜୁଆଡ୍ଡି ଗିରଫ

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଗୁରୁବାର ରାତିରେ ପୋଚିଲିମା ଓ ରାଳବ ଦୁଇ ସ୍ଥାନରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ୨୬ ଜଣଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୬୭ ହଜାର ୩ ଶହ ଟଙ୍କା



ବେଙ୍ଗାଳୁରୁକୁ ୯୭ ରନରେ ପରାଜୟ କରି ବିଜୟ ମୁକୁଟ ପିନ୍ଧିଲା ପଞ୍ଜାବ

BHAGYAPRABHA NEWS | ଖେଳ | | 8912 | Read...

ବେଙ୍ଗାଳୁରୁକୁ ୯୭ ରନରେ ପରାଜୟ କରି  ବିଜୟ ମୁକୁଟ ପିନ୍ଧିଲା  ପଞ୍ଜାବ

ଧୂଆଁଧାର ଅପରାଜିତ ଶତକୀୟ ଇନିଂସ ଖେଳିଲେ ଲୋକେଶ ରାହୁଲ । ବୋଲର କଲେ କମାଲ । ଶୀଘ୍ର ଶୀଘ୍ର ଓ୍ୱିକେଟ ଖସାଇଲେ । ଆଇପିଏଲରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୯୭ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି କିଙ୍ଗସ ଇଲେଭେନ୍ ପଞ



କୃଷି ବିଲ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା

BHAGYAPRABHA NEWS | ଦେଶଦୁନିଆ | | 8910 | Read...

କୃଷି ବିଲ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା

କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ବିଲକୁ ଦେଶରେ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି। ଏପରିକି ଅନେକ କୃଷକ ସଙ୍ଗଠନ ମଧ୍ୟ ଏହା ବିରୋଧରେ ରହିଛନ୍ତି । ତେବେ ଶୁକ୍ରବାର ୧୦ରୁ ଅଧିକ କୃଷକ ସଙ୍ଗଠନ ଭାରତ ବନ୍ଦ ଡାକରା ଦ



ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ

BHAGYAPRABHA NEWS | ଖେଳ | | 8909 | Read...

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ମୃତ୍ୟୁ । ଗୁରୁବାର ଦିନ ମୁମ୍ୱାଇରେ ଡିନ୍ ଜୋନ୍ସଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ମୁମ୍ୱାଇର ଏକ ହୋଟେଲ୍‌ରେ ଥିବା ବେଳେ ଗୁରୁବାର ଦିନ ରାତି ୧୨ଟା



କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 8908 | Read...

କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କୋଭିଡ-୧୯ରେ ମୃତ୍ୟୁବରଣ କରିବାର ଗୋଟିଏ ଦିନ ପରେ ଏହି ମାରାତ୍ମକ ଭୁତାଣୁ କର୍ଣ୍ଣାଟକ ବିଡର ବିଧାୟକ ଅର୍ଜୁନ ବାସଭାକଲ୍ୟାଣ ନାରାୟଣ ରାଓଙ୍କ ମୃତ୍ୟୁ ର କାରଣ ହୋଇଛି । ମୃତ୍ୟୁବରଣ ବେଳ



ଏନସିବି ରାଡାରରେ ୫୦ରୁ ଅଧିକ ସେଲିବ୍ରିଟି ଓ ଫିଲ୍ମ ନିର୍ଦ୍ଦେଶକ

BHAGYAPRABHA NEWS | ଅପରାଧ | | 8906 | Read...

ଏନସିବି ରାଡାରରେ ୫୦ରୁ ଅଧିକ ସେଲିବ୍ରିଟି ଓ ଫିଲ୍ମ ନିର୍ଦ୍ଦେଶକ

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ଓ ଏହାପରେ ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଚାଲିଥିବା ତନାଘନାରେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଏପରିକି ଏହି ଡ୍ରଗ୍ସ କାରବାରରେ ବଲିଉଡର ପ୍ରାୟ ୫୦ରୁ ଅଧ



ରାଜ୍ୟରେ ଆଉ ୩୭୭୯ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 8904 | Read...

ରାଜ୍ୟରେ ଆଉ ୩୭୭୯ କରୋନା ଆକ୍ରାନ୍ତ ସୁସ୍ଥ

ଗୋଟିଏ ଦିନରେ ରାଜ୍ୟରୁ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ପାଖାପାଖି ୪ ହଜାର ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୩ ହଜାର ୭୭୯ ଆକ୍ରାନ୍ତ ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ସ



କଣ୍ଠଶିଳ୍ପୀ ଏସ୍. ପି. ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

BHAGYAPRABHA NEWS | ଦେଶଦୁନିଆ | | 8903 | Read...

 କଣ୍ଠଶିଳ୍ପୀ ଏସ୍. ପି. ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

କୋଭିଡ ୧୯ ସଂକ୍ରମିତ ବରିଷ୍ଠ କଣ୍ଠଶିଳ୍ପୀ ଏସ୍ ପି ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଆଜି ସେ ଚିକିତ୍ସିତ ହେଉଥିବା ଏମଜିଏମ୍ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବୁଲେଟିନରେ ସୂଚନା ଦିଆଯାଇ



ରାଜ୍ୟରେ ଆଉ ୪୩୪୦ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8902 | Read...

ରାଜ୍ୟରେ ଆଉ ୪୩୪୦ କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ୟରେ ୪୩୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜା



ସବୁ ହସ୍ପିଟାଲରେ ରହିବ କୋଭିଡ୍‌ ହେଲ୍ପ ଡେସ୍କ

BHAGYAPRABHA NEWS | ସ୍ବାସ୍ଥ୍ୟ | | 8901 | Read...

ସବୁ ହସ୍ପିଟାଲରେ ରହିବ କୋଭିଡ୍‌ ହେଲ୍ପ ଡେସ୍କ

ରାଜ୍ୟର ସମସ୍ତ ସରାକରୀ ଓ ଘରୋଇ ହସ୍ପିଟାଲରେ କୋଭିଡ୍‌ ହେଲ୍ପ ଡେସ୍କ ରହିବ। ଚିକିତ୍ସିତ ହେଉଥିବା କୋଭିଡ୍‌ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପରିବାର ଲୋକେ ପଚାରି ବୁଝିପାରିବେ। ମଙ୍ଗଳବାର ରାଜ୍ୟ ସ୍ବା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: