BHAGYAPRABHA NEWS : News


କଟକରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

BHAGYAPRABHA NEWS | ଓଡ଼ିଶା | କଟକ | 11030 | Read...

କଟକରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

କଟକ ମହାନଗର ନିଗମରେ ଆଜିଠୁ ଖୋଲିଲା ଧର୍ମାନୁଷ୍ଠାନ । କରୋନା ଗାଇଡଲାଇନ ପାଳନକରି ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛି ସିଏମସି । ସକାଳ ୬ଟାରୁ ରାତି ୮ଟା ଯାଏଁ ଧର୍ମାନୁଷ୍ଠାନ ଖୋଲିବାକୁ କଟକ ମହାନଗର ନିଗମ



ଜର୍ମାନୀକୁ ହରାଇ ବୋଞ୍ଜ ଆଣିଲେ ଭାରତୀୟ ହକି ଟିମ୍‌

BHAGYAPRABHA NEWS | ଖେଳ | | 11028 | Read...

ଜର୍ମାନୀକୁ ହରାଇ ବୋଞ୍ଜ ଆଣିଲେ ଭାରତୀୟ ହକି ଟିମ୍‌

ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଭାରତ କାଂସ୍ୟ ପଦକ ସ୍ୱପ୍ନ ପୂରା କରିଛି । ହକି ଇଣ୍ଡିଆର ଖେଳାଳିମାନେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଇତିହାସ ରଚିଛନ୍ତି । ଏଥି ସହିତ ଭାରତ ୪୧ ବର୍ଷର ସ୍ୱପ୍ନକୁ ମଧ୍ୟ ପୂରା କରିଛି । ଆଜି



ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ

BHAGYAPRABHA NEWS | ଖେଳ | | 11027 | Read...

ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ

ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦ



ଏଥର ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ

BHAGYAPRABHA NEWS | ଶିକ୍ଷା | | 11026 | Read...

ଏଥର ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ । ଦେଶରେ ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ନୂଆ ଶିକ୍ଷା ନୀତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍



ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

BHAGYAPRABHA NEWS | ଓଡ଼ିଶା | ପୁରୀ | 11025 | Read...

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ସବୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶ



ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

BHAGYAPRABHA NEWS | ଦେଶଦୁନିଆ | | 11022 | Read...

ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ସଭାପତି । ଏହି କ୍ରମରେ ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍



୯ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

BHAGYAPRABHA NEWS | ଶିକ୍ଷା | | 11021 | Read...

୯ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ କରୋନା କୋପ ଏବେ ନିୟନ୍ତ୍ରଣରେ ଥିବା ବେଳେ ଧିରେ ଧିରେ ଖୋଲୁଛି ଶିକ୍ଷାନୁଷ୍ଠାନ। ପ୍ରଥମେ ଦଶମ, ଦ୍ୱାଦଶ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର



ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଆଣିଲେ ବକ୍ସର ଲଭଲିନା

BHAGYAPRABHA NEWS | ଖେଳ | | 11020 | Read...

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଆଣିଲେ ବକ୍ସର ଲଭଲିନା

ଟୋକିଓ ଅଲିମ୍ପିକ୍ସରୁ ଦେଶକୁ ଆସିଲା ଆଉ ଏକ ମେଡାଲ । ବ୍ରୋଞ୍ଜ ମେଡାଲ ଜିତିଲେ ବକ୍ସର ଲଭଲିନା ବୋର୍ଗୋହେଁ । ସେମିଫାଇନାଲରେ ଲଭଲିନା ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ତୁର୍କୀ ପ୍ରତିଯୋଗୀଙ୍କୁ ଠାରୁ ପରାସ୍ତ



ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ସ୍ୱାମୀ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11019 | Read...

ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ସ୍ୱାମୀ

ପାରିବାରିକ କଳହରୁ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପାଲୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଗୁରୁତର ଅବସ୍ଥାରେ ଆହାତଙ୍କୁ ବ୍ରହ୍ମପୁର ମେଡିକାଲକ



ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ

BHAGYAPRABHA NEWS | ଦେଶଦୁନିଆ | | 11018 | Read...

ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ

ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ସୀମା ରେଖା (ଏଲଏସି)କୁ ନେଇ ପୂର୍ବବର୍ଷରୁ ଲାଗି ରହିଥିବା ବିବାଦ ଏବେ ଟିକେ ଥମିବ ବୋଲି ଆଶା କରାଯାଉଛି । ଉଭୟ ଦେଶର ସେନା ସ୍ତରୀୟ ବୈଠକ ପରେ ଏଭଳି ଆଶା କରାଯାଇଛି । ବୈଠକ ପରେ ମିଳିଥିବା ସୂଚନା ମୁ



ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ

BHAGYAPRABHA NEWS | ଶିକ୍ଷା | | 11015 | Read...

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ

ଆଜି ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ରହିଛି ୯୯.୦୪ ପ୍ରତିଶତ। ଏ ବର୍ଷ ୯୯.୨୪ ପ୍ରତିଶତ ଛାତ୍ରୀ ଏବଂ ୯୮.୮୯ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ୦.୩୫ ପ୍ରତିଶତ ଛାତ୍ରୀ ଆଗୁଆ



ରାଜ୍ୟରେ ୧୧୨୯ କରୋନା ସଂକ୍ରମିତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 11014 | Read...

ରାଜ୍ୟରେ ୧୧୨୯ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରେ ୫୫, ବାଲେଶ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: