BHAGYAPRABHA NEWS : News


ବ୍ରହ୍ମପୁର ଗୋଷଣୀନୂଆଗାଁରେ ଅଗ୍ନିକାଣ୍ଡ , ୩ ମୃତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7174 | Read...

ବ୍ରହ୍ମପୁର ଗୋଷଣୀନୂଆଗାଁରେ ଅଗ୍ନିକାଣ୍ଡ , ୩ ମୃତ

ବ୍ରହ୍ମପୁର ଗୋଷଣୀନୂଆଗାଁ ପାଣିଗ୍ରାହୀ ପେଣ୍ଠ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୩ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି । ନିଆଁ ଲାଗିିଥିବା



ଗଚ୍ଛ କାଟିବାକୁ ନେଇ ଦୁଇ ଭାଇ ଙ୍କୁ ମାଡ, ଜୀବନରୁ ମାରିବାକୁ ଧମକ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7172 | Read...

ଗଚ୍ଛ କାଟିବାକୁ ନେଇ ଦୁଇ ଭାଇ ଙ୍କୁ ମାଡ, ଜୀବନରୁ ମାରିବାକୁ ଧମକ

ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବଡ ଖଇର ଖମା ଗ୍ରାମରେ ଆଜି ବିଲରେ ଥିବା କାକପୋଇ ଗଛ କାଟିବାକୁ ନେଇ ଦୁଇ ଜଣଙ୍କୁ ମାଡ ମାରିବା ସହ ସଂଘବଦ୍ଧ ଭାବରେ ଆସି ଦୁଇ ଭାଇଙ୍କ ଘର ଆଗରେ ପହଂଚି ମାରିବାକୁ ଧମକ ଦେବା ଘଟଣା ପରେ ପୁଲିସ ପକ



କରୋନା ମୁକ୍ତ ହେଲେ କିରଣ କୁମାର

BHAGYAPRABHA NEWS | ମନୋରଞ୍ଜନ | | 7169 | Read...

କରୋନା ମୁକ୍ତ ହେଲେ କିରଣ କୁମାର

ହିନ୍ଦୀ, ଗୁଜୁରାଟୀ, ଭୋଜପୁରି ଫିଲ୍ମର ଜଣାଶୁଣା ଅଭିନେତା କିରଣ କୁମାର କରୋନା ସଂକ୍ରମିତ ହୋଇଥିଲେ। ଗତ ମେ' ୧୪ରେତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଖୁସିର କଥା ଗୁରୁବାର କିରଣଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସି



ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7168 | Read...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ବିଭିନ୍ନ ଟିମ ଚଢାଉ କରି ବିପୁଳ ପରିମାଣରେ ମଦ ସହ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ଆସ୍କା



ଶନିବାର ଦିନ ରାଜ୍ୟବାସୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 7166 | Read...

ଶନିବାର  ଦିନ ରାଜ୍ୟବାସୀଙ୍କୁ  ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଲେ ମୁଖ୍ୟମନ୍ତ୍ରୀ

କରୋନା ମୁକାବିଲା ନେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଓଡ଼ିଶାକୁ ଆସିବା 2 ମାସରୁ ଉର୍ଦ୍ଧ୍ବ ହୋଇଗଲାଣି । କରୋନା ଯୋଗୁଁ ରାଜ୍ୟରେ 50 ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହ



ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7165 | Read...

ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ 75 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 76 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 67 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 25 ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ 19, କଟକ



ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7162 | Read...

ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ

ବ୍ରହ୍ମପୁର ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ଲକ୍ ଡାଉନ୍ ସମୟରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ବଡ଼ ଡ଼ାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାର ରେ ଷଷ୍ଠ ଥର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ ହ



ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ ହେବ ମହାପ୍ରଭୁଙ୍କ ପହଣ୍ଡି ଯାତ୍ରା

BHAGYAPRABHA NEWS | ଓଡ଼ିଶା | ପୁରୀ | 7160 | Read...

ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ ହେବ ମହାପ୍ରଭୁଙ୍କ ପହଣ୍ଡି ଯାତ୍ରା

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ । ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ନେଇ ଛତିଶାନିଯୋଗରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ ଅନୁଷ୍ଠି



ମୁମ୍ବାଇର ହୋଟେଲ୍‌ ଫର୍ଚ୍ୟୁନ୍‌ରେ ଅଗ୍ନିକାଣ୍ଡ, ୨୫ ଡାକ୍ତର ଉଦ୍ଧାର

BHAGYAPRABHA NEWS | ଦେଶଦୁନିଆ | | 7159 | Read...

ମୁମ୍ବାଇର ହୋଟେଲ୍‌ ଫର୍ଚ୍ୟୁନ୍‌ରେ ଅଗ୍ନିକାଣ୍ଡ, ୨୫ ଡାକ୍ତର ଉଦ୍ଧାର

କରୋନାର ମହାସଂକଟ ସମୟରେ ମୁମ୍ବାଇର ମରିନ୍‌ ଡ୍ରାଇଭ୍‌ ନିକଟସ୍ଥ ହୋଟେଲ୍‌ ଫର୍ଚ୍ୟୁନ୍‌ରେ ନିଆଁ ଲାଗିଥିବାର ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତି ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ହୋଟେଲର ଦ୍ବିତୀୟ ମହଲାର



ବରଗଡ଼ରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 7158 | Read...

ବରଗଡ଼ରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବରଗଡ଼ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରା



ମନ୍ଦିର ପରିସରରେ ଦେବଦମ୍ପତିଙ୍କର ପଡିଲା ହାତଗଣ୍ଠି

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 7157 | Read...

ମନ୍ଦିର ପରିସରରେ ଦେବଦମ୍ପତିଙ୍କର ପଡିଲା ହାତଗଣ୍ଠି

ମନ୍ଦିର ପରିସରରେ ହେଲା ଦେବ ଦମ୍ପତିଙ୍କ ନିରାଡମ୍ବର ବିବାହ । ବର୍ଷ ବର୍ଷ ଧରି ଚାଲିଆସିଥିବା ଶୀତଳଷଷ୍ଠୀ ପରମ୍ପରାରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ହିଁ ଅନୁଷ୍ଠିତ ହୋଇଛି । ଏଥର ବରଯ



ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍

BHAGYAPRABHA NEWS | ଓଡ଼ିଶା | | 7156 | Read...

ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍

ଆଜିଠାରୁ ରାଜ୍ୟରେ ଗଡିବ ଘରୋଇ ବସ । ସରକାରଙ୍କ ସହ ଆଲୋଚନା ପରେ ବସ ଚଳାଚଳ ନିଷ୍ପତି ନେଇଛି ଘରୋଇ ବସ୍ ମାଲିକ ସଂଘ ।ବସ୍ ଚଳାଇବାକୁ ରାଜ୍ୟ ସରକାର ପୂର୍ବରୁ ଅନୁମତି ଦେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ରାଜି ହୋଇନଥିଲା । ପରି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: