BHAGYAPRABHA NEWS : News


ସଂସଦରେ ପ୍ରଦୂଷଣ ଉପରେ ହୋଇପାରେ ଆଲୋଚନା !

BHAGYAPRABHA NEWS | ଦେଶଦୁନିଆ | | 4756 | Read...

ସଂସଦରେ ପ୍ରଦୂଷଣ ଉପରେ ହୋଇପାରେ ଆଲୋଚନା !

ସଂସଦର ଶୀତକାଳୀନ ଅଧିବେସନର ଆଜି ଦ୍ୱିତୀୟ ଦିନରେ ପ୍ରଦୂଷଣ ଉପରେ ତର୍କ ହେବ। ବିଏସିର ବୈଠକରେ ହୋଇଥିବା ଆଲୋଚନା ଉପରେ ସହମତି ବନିଛି। ଆଜି ପ୍ରଦୂଷଣ ଉପରେ ହେବାକୁଥିବା ଚର୍ଚ୍ଚା ଏଥିପାଇଁ ମଧ୍ୟ ମହତ୍ଵପୂର୍ଣ୍ଣ କାରଣ ଦେଶର



ହସ୍ପିଟାଲରେ ଭର୍ତ୍ତି ହେଲେ ଉମା ଭାରତୀ

BHAGYAPRABHA NEWS | ଦେଶଦୁନିଆ | | 4755 | Read...

ହସ୍ପିଟାଲରେ ଭର୍ତ୍ତି ହେଲେ ଉମା ଭାରତୀ

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ଜୋଲିଗ୍ରାଣ୍ଟସ୍ଥିତ ହିମାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ଜଣ



ବିଧାନସଭାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ

BHAGYAPRABHA NEWS | ଓଡ଼ିଶା | | 4753 | Read...

ବିଧାନସଭାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ

ଧାନ କିଣାରେ ଟୋକନ୍‌ ବ୍ୟବସ୍ଥା ପ୍ରଚଳନକୁ ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପ୍ରତ୍ୟାହର ଦାବିରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଅନ୍ୟପକ୍ଷରେ ଏହାର ତାତି ଆଜି ବିଧାନସଭାରେ ଦେଖିବାକୁ ମିଳିଛି। ଗୃହ ମଧ୍ୟଭାଗକୁ



ରା. ଉଦୟଗିରି ବ୍ଲକରେ ପରିବହନ ବିଭାଗର ଶିବିର ହେବ କେବେ?

BHAGYAPRABHA NEWS | ଓଡ଼ିଶା | ଗଜପତି | 4751 | Read...

ରା. ଉଦୟଗିରି ବ୍ଲକରେ ପରିବହନ ବିଭାଗର ଶିବିର ହେବ କେବେ?

କେନ୍ଦ୍ର ସରକାରଙ୍କ ନୂତନ ମଟର ଯାନ ଆଇନ ଲାଗୁ ହେବା ପରେ ବିଭିନ୍ନ ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ତେବେ ସେହି ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଏ



ବ୍ରହ୍ମପୁରରେ ଉଦଘାଟିତ ହେଲା ମିଶନ ରାଣୀ ମାଁ ମାରୀୟାଙ୍କ ପର୍ବ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 4749 | Read...

ବ୍ରହ୍ମପୁରରେ ଉଦଘାଟିତ ହେଲା ମିଶନ ରାଣୀ ମାଁ ମାରୀୟାଙ୍କ ପର୍ବ

ମିଶନ ରାଣୀ ମାଁ ମାରୀୟାଙ୍କ ଉଦଘାଟନ ପର୍ବ ମହା ଆଡ଼ମ୍ବରର ସହକାରେ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ନବୀନା ଉତ୍ସଵ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହାପର



ଗଜପତି ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

BHAGYAPRABHA NEWS | ଓଡ଼ିଶା | ଗଜପତି | 4746 | Read...

ଗଜପତି ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସମ୍ବଲପୁର ପଞ୍ଚାୟତରେ ସୋମବାର ଜିଲ୍ଳାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣିରେ ଜିଲ୍ଳାପାଳ ଅନୁପମ ସାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ବି



ମୋହନାରେ ଆଇନ ସଚେତନତା ଶିବିର

BHAGYAPRABHA NEWS | ଓଡ଼ିଶା | ଗଜପତି | 4745 | Read...

ମୋହନାରେ ଆଇନ ସଚେତନତା ଶିବିର

ଗଜପତି ଜିଲ୍ଲା ମୋହନା ତାଲୁକ ଆଇନ ସେବା କମିଟି ଦ୍ବାରା ଗୋବିନ୍ଦପୁର ଗ୍ରାମପଚାୟତରେ ଲିଗାଲ୍ କ୍ଲିନିକ୍ ର ରିଟନର୍ ଓକିଲ ଶ୍ରୀ ବିଳାସ ନାୟକଙ୍କ ତତ୍ବାବଧାନରେ ପି ଏଲ୍ ଭି ବିନୋଦ ବେହେରାଙ୍କ ସହଯୋଗରେ ଆଇନ ସଚେତନତା ଶିବିର ଆ



ମହାପ୍ରଭୁଙ୍କ ପଇତାଲାଗି ନୀତି

BHAGYAPRABHA NEWS | ଓଡ଼ିଶା | | 4744 | Read...

ମହାପ୍ରଭୁଙ୍କ ପଇତାଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନିତି ବିଧି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ହୋଇଥିବାରୁ ଅପରାହ୍ନ ୪ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ



ନଣ୍ଡେଇଲ ଓ ରାଉତରାପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ , ୮ ଆହାତ

BHAGYAPRABHA NEWS | ଅପରାଧ | କଟକ | 4743 | Read...

ନଣ୍ଡେଇଲ ଓ ରାଉତରାପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ , ୮ ଆହାତ

କଟକ ଜିଲ୍ଲାର ଆଠଗଡ ଥାନା ଅନ୍ତର୍ଗତ ନଣ୍ଡେଇଲ ଓ ରାଉତରାପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଘଟଣାସ୍ଥଳରେ ପୋଲିସ ମୁତୟନ ସହ ସ୍ଥାନୀୟଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ । ସୂଚନାଯୋଗ୍ୟ ଯେ, ଆଠଗଡ ଥାନା ଅନ୍ତର୍ଗତ ଦୁଇ ଗାଁ ମଧ୍



ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଗୃହରେ ତାତି

BHAGYAPRABHA NEWS | ଓଡ଼ିଶା | | 4741 | Read...

ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଗୃହରେ ତାତି

ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ନେଇ ଗୃହରେ ତାତି ଲାଗି ରହୁଛି । ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ଆଜି ବି ସମାନ ଅବସ୍ଥା ଦେଖିବାକୁ ମିଳି



ଆଜିଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ

BHAGYAPRABHA NEWS | ଦେଶଦୁନିଆ | | 4739 | Read...

ଆଜିଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଯାଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ବିଜେପି ନେତୃତାଧିନ ଏନ୍ଏ‌ଡିଏ ବିିଭିିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଆଣିବା ଲକ୍ଷ୍ୟ ରଖିଥିବା ବେଳେ ସରକାରକୁ ଘେରିବାକୁ ରଣକୌଶଳ ପ୍ରସ୍ତୁତ କ



ବାଂଲାଦେଶରେ ଗ୍ୟାସ ଲାଇନ ବିସ୍ଫୋରଣ , ୭ ମୃତ

BHAGYAPRABHA NEWS | ଦେଶଦୁନିଆ | | 4737 | Read...

ବାଂଲାଦେଶରେ ଗ୍ୟାସ ଲାଇନ ବିସ୍ଫୋରଣ , ୭ ମୃତ

ବାଂଲାଦେଶରେ ଏକ ଅଭାବନୀୟ ଗଟଣା ଦେଖିବାକୁ ମିଳିଛି । ବାଂଲାଦେଶ ଅନ୍ତର୍ଗତ ଦକ୍ଷିଣ ଚିଟାଜଙ୍ଗ ସହରରେ ଗ୍ୟାସ ଲାଇନ ବିସ୍ଫୋରଣ ହୋଇଛି । ଯାହା ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଏହି ଘଟଣାଟି ବାଂଲ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: