BHAGYAPRABHA NEWS : News


ବିଜେପିରେ ମିଶିବେ ସଚିନ ପାଇଲଟ୍‌!

BHAGYAPRABHA NEWS | ରାଜନୀତି | | 7956 | Read...

ବିଜେପିରେ ମିଶିବେ ସଚିନ ପାଇଲଟ୍‌!

ରୋଚକ ସ୍ଥିତିରେ ରାଜସ୍ଥାନର ରାଜନୀତି । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୋଷ୍ଟର ବୟ ସଚିବ ପାଇଲଟ ବି ବିଜେପିରେ ସାମିଲ ହେବେ। ଏପରି କି ସେ ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର ସମ୍ଭ



ସକାଳ ୫ରୁ ସନ୍ଧ୍ୟା ୬ ଯାଏ କଟକର ସମସ୍ତ ଦୋକାନ ବଜାର ଖୋଲା

BHAGYAPRABHA NEWS | ଓଡ଼ିଶା | କଟକ | 7955 | Read...

ସକାଳ ୫ରୁ ସନ୍ଧ୍ୟା ୬ ଯାଏ  କଟକର ସମସ୍ତ ଦୋକାନ ବଜାର ଖୋଲା

ଆଜିଠାରୁ ସ୍ୱାଭାବିକ ହେବ କଟକ ସହର । ପ୍ରାୟ ସପ୍ତାହେ ଯାଏ ବନ୍ଦ ରହିବା ପରେ ସିଲଭରସିଟିରୁ ସଟଡାଉନ୍ ହଟିବା ସହ ଆଜିଠାରୁ ଦୋକାନ ବଜାର ଖୋଲିବ । ତେବେ ଏଥିରେ ଟିକେ ପରିବର୍ତନ ହୋଇ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର



ଜଳେଶ୍ୱର ମ୍ୟୁନିସିପାଲଟି ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 7954 | Read...

ଜଳେଶ୍ୱର ମ୍ୟୁନିସିପାଲଟି ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ‌ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜଳେଶ୍ୱର ମ୍ୟୁନିସିପାଲଟିକ



ବାଲେଶ୍ୱରରେ ଦିନକରେ ପୁଣି ଆକ୍ରାନ୍ତ ହେଲେ ୧୧

BHAGYAPRABHA NEWS | ଓଡ଼ିଶା | | 7951 | Read...

ବାଲେଶ୍ୱରରେ ଦିନକରେ ପୁଣି ଆକ୍ରାନ୍ତ ହେଲେ ୧୧

କରୋନା ଭୂତାଣୁ ଦ୍ବାରା ରବିବାର ବାଲେଶ୍ବର ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ସଂମ୍



ରାଜ୍ୟରେ ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଖେଳ | | 7949 | Read...

ରାଜ୍ୟରେ ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୯୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍



କାଲିଠୁ କଟକରେ ଖୋଲିବ ସପିଂ ମଲ୍

BHAGYAPRABHA NEWS | ଓଡ଼ିଶା | କଟକ | 7948 | Read...

କାଲିଠୁ କଟକରେ ଖୋଲିବ ସପିଂ ମଲ୍

କଟକ ମହାନଗର ନିଗମ ଅଂଚଳରୁ ହଟିଲା ସଟଡାଉନ୍ । ସିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆସନ୍ତାକାଲିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିପାରିବ । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ



ରାଜ୍ୟରେ ୫୯୫ ପଜିଟିଭ୍ , ୩ ମୃତ

BHAGYAPRABHA NEWS | ଓଡ଼ିଶା | | 7947 | Read...

ରାଜ୍ୟରେ ୫୯୫ ପଜିଟିଭ୍ , ୩ ମୃତ

ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ଉପରୋକ୍ତ ୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏମାନ



ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

BHAGYAPRABHA NEWS | ଓଡ଼ିଶା | | 7944 | Read...

ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ବଚ୍ଚନ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଭିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ସଦସ୍ୟଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଅର୍ଥାତ୍ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍



ରେଖାଙ୍କ ସିକ୍ୟୁରୁଟି ଗାର୍ଡକୁ କରୋନା,ବଙ୍ଗଳା ସିଲ୍

BHAGYAPRABHA NEWS | ଦେଶଦୁନିଆ | | 7942 | Read...

ରେଖାଙ୍କ ସିକ୍ୟୁରୁଟି ଗାର୍ଡକୁ କରୋନା,ବଙ୍ଗଳା ସିଲ୍

କରୋନା କବଳରେ ମାୟାନଗରୀ । ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ୱାଇ ବଙ୍ଗଳା ସିଲ୍ । ତାଙ୍କ ସିକ୍ୟୁରିଟି ଗାର୍ଡ କରୋନା ସଂକ୍ରମିତ ହେବା ପରେ ବଙ୍ଗଳା ସିଲ୍ କରିଛି ବିଏମସି । ତାଙ୍କ ଘର ବାହାରେ ଏକ ନୋଟିସ୍ ଲାଗିଛି । ଯେଉଁଥିରେ



୨୫୦ ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ

BHAGYAPRABHA NEWS | ଓଡ଼ିଶା | | 7941 | Read...

୨୫୦ ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ

ଶ୍ରୀମନ୍ଦିର ସେବାୟତମାନଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯିବ। କେତେ ସେବାୟତ ପରିବାର ଅଛନ୍ତି, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କ'ଣ ସେ ନେଇ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହେବ। ପ୍ରାୟ ୨୫୦ ଗରିବ ସେବାୟତ ପରିବାର



ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

BHAGYAPRABHA NEWS | ଦେଶଦୁନିଆ | | 7940 | Read...

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

ବାପାଙ୍କ ଅମିତାଭ ବଚ୍ଚନଙ୍କ ପରେ ପୁଅ ଅଭିଷେକ ବଚଚ୍ନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ବାହାରିଥିବା ଅଭିଷେକ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।ଅଭିଷେକ ଲେଖିଛନ୍ତି, 'ଆଜି ପ୍ରଥମ



କରୋନାରେ ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ମୃତ୍ୟୁ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7939 | Read...

କରୋନାରେ ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କର କରୋନା ସଂକ୍ରମଣ ଯୋଗୁଁ ମୁତ୍ୟୁ ହୋଇଛି । ଗତକାଲି ଅପରାହ୍ନରେ କିମସ୍ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗତ ୧୫ ଦିନ ହେଲା ସେ ଅସୁସ୍ଥ ଥିବ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: