BHAGYAPRABHA NEWS : News


କୋଭିଡ କଟକଣା ଭିତରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 10250 | Read...

କୋଭିଡ କଟକଣା ଭିତରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା' ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇ



ଏଣିକି ଖୋଲା ବଜାରରେ ବି ମିଳିବ କୋଭିଡ ଟିକା

BHAGYAPRABHA NEWS | ଦେଶଦୁନିଆ | | 10249 | Read...

ଏଣିକି ଖୋଲା ବଜାରରେ ବି ମିଳିବ କୋଭିଡ ଟିକା

ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ମୋଦି ରଖିଲେ ନବୀନଙ୍କ କଥା । କୋଭିଡ ଟିକାକୁ ନେଇ ଦୁଇ ଦିନ ପୂର୍ବେ ନବୀନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଣିକି ଟିକା ଉତ୍ପାଦନକାରୀ କମ୍ପାନି



ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନି, ରବିବାର ସଟଡାଉନ୍

BHAGYAPRABHA NEWS | ଓଡ଼ିଶା | | 10248 | Read...

ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନି, ରବିବାର ସଟଡାଉନ୍

ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟକୁ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍ । ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ଶନିବାର ଓ ରବିବାରଠାରୁ ରାଜ୍ୟର ସମସ୍ତ



ସ୍ଥଗିତ ହେଲା ଜେଇଇ ମେନ୍ ପରୀକ୍ଷା

BHAGYAPRABHA NEWS | ଶିକ୍ଷା | | 10240 | Read...

ସ୍ଥଗିତ ହେଲା ଜେଇଇ ମେନ୍ ପରୀକ୍ଷା

କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜେଇଇ ମେନ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ) ପକ୍ଷରୁ ସୂଚାନ ଦିଆଯାଇଛି । ସୂଚନା ମୁତାବକ ପୁଣିଥରେ ତାରିଖ ଘୋଷଣା କରାଯିବ ବୋଲି କୁହାଯା



ହସ୍ପିଟାଲରେ ଅଗ୍ନିକାଣ୍ଡ , ୫ ମୃତ

BHAGYAPRABHA NEWS | ଦେଶଦୁନିଆ | | 10233 | Read...

 ହସ୍ପିଟାଲରେ ଅଗ୍ନିକାଣ୍ଡ , ୫ ମୃତ

ରାତିରେ ହସ୍ପିଟାଲରେ ଲାଗିଲା ନିଆଁ । ଜଳିଗଲେ ୫ ରୋଗୀ । ରାୟପୁରର ଏକ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ । ଯୁଦ୍ଧକାଳ



ହାଇଦ୍ରାବାଦକୁ ୧୩୭ ରନରେ ମାତ୍ ଦେଲା ମୁମ୍ବାଇ

BHAGYAPRABHA NEWS | ଖେଳ | | 10231 | Read...

ହାଇଦ୍ରାବାଦକୁ  ୧୩୭ ରନରେ ମାତ୍ ଦେଲା ମୁମ୍ବାଇ

ଏକ ରୋମାଞ୍ଚକର ମ୍ୟାଚରେ ଆଜି ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ । ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦ । ଦଳ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜ



କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ

BHAGYAPRABHA NEWS | ଓଡ଼ିଶା | | 10230 | Read...

କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲେ ଏସ୍‌ଆର୍‌ସି। ଉତ୍ତରାଖଣ୍ଡରେ ପଞ୍ଜିକୃତ କରି ଫେରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା କଟକଣା । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲିଟି କମିଶନରଙ୍କୁ



ମେ ୧୩ରେ ପିପିଲି ଉପନିର୍ବାଚନ

BHAGYAPRABHA NEWS | ରାଜନୀତି | ପୁରୀ | 10229 | Read...

ମେ ୧୩ରେ ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ସାନି ତାରିଖ । ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏପ୍ରିଲ ୧୯ ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେ



ଆସନ୍ତା ୧୯ରୁ ବନ୍ଦ ରହିବ ସମସ୍ତ ସ୍କୁଲ ଓ ହଷ୍ଟେଲ

BHAGYAPRABHA NEWS | ଶିକ୍ଷା | | 10216 | Read...

ଆସନ୍ତା ୧୯ରୁ ବନ୍ଦ ରହିବ ସମସ୍ତ ସ୍କୁଲ ଓ ହଷ୍ଟେଲ

ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ସରକାରଙ୍କ ଚିନ୍ତା ବି ବଢ଼ିଲାଣି । ବ୍ୟାପୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ଦଶମ ପରୀକ୍ଷା



ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର

BHAGYAPRABHA NEWS | ଦେଶଦୁନିଆ | | 10215 | Read...

 ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର

ଧରାପଡ଼ିଲା କୁଖ୍ୟାତ ଅପରାଧୀ ହାଇଦର । ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି ପୋଲିସ । କଟକ ଓ ତେଲେଙ୍ଗାନା ପୋଲିସର ମିଳିତ ଉଦ୍ୟମରେ ହାଇଦରକୁ ଗିରଫ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ବଡ଼ ମ



ସୁସ୍ଥ ଅଛନ୍ତି ପିସିସି ସଭାପତି , ମେଦାନ୍ତରେ ଚାଲିଛି ଚିକିତ୍ସା

BHAGYAPRABHA NEWS | ଦେଶଦୁନିଆ | | 10214 | Read...

ସୁସ୍ଥ ଅଛନ୍ତି ପିସିସି ସଭାପତି , ମେଦାନ୍ତରେ ଚାଲିଛି ଚିକିତ୍ସା

ଠିକ୍ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା । ଟ୍ୱିଟ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ସେ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି, ସେ ରୁଟିନ ଚେକଅପ୍ ପାଇଁ ଗୁରୁଗ୍ରାମର ମେଦ



ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଗୋଦାମ

BHAGYAPRABHA NEWS | ଓଡ଼ିଶା | ମୟୁରଭଞ୍ଜ | 10213 | Read...

ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଗୋଦାମ

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନଂ ଓ୍ୱାର୍ଡରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଏକ ଗୋଦାମରେ ଅଗ୍ନିକାଣ୍ଡ ହେବା ଫଳରେ ଜଳି ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ।ସୂଚନାନୁସାରେ, ୩ ନଂ ଓ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: