BHAGYAPRABHA NEWS : News


ଛାଡ଼ିଲା ସୂର୍ଯ୍ୟୋପରାଗ

BHAGYAPRABHA NEWS | ଓଡ଼ିଶା | | 7573 | Read...

ଛାଡ଼ିଲା ସୂର୍ଯ୍ୟୋପରାଗ

ଆଜି ଓଡିଶାରେ ଆଂଶିକ ସୂର୍ଯ୍ୟୋପରାଗ ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି । ତେବେ ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଦେଖାଯାଉଥିବାରୁ ରାଜଧ



ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

BHAGYAPRABHA NEWS | ଦେଶଦୁନିଆ | | 7571 | Read...

ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

ଆସନ୍ତାକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି ହେବ। ରଥଯାତ୍ରାକୁ ନେଇ ହେବାକୁ ଥିବା ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍‌ କୋର୍ଟ-୩ ନମ୍ବରରେ ଆସନ୍ତା ସୋମବାର ପୂର



ଗଞ୍ଜାମ ଜିଲ୍ଲାରେ ୩୮ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7569 | Read...

ଗଞ୍ଜାମ ଜିଲ୍ଲାରେ ୩୮ କରୋନା ପଜିଟିଭ  ଚିହ୍ନଟ

ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି। ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍



କରୋନା କାରଣରୁ ଏଥର କାଉଁଡିଆ ଯାତ୍ରା ସ୍ଥଗିତ

BHAGYAPRABHA NEWS | ଦେଶଦୁନିଆ | | 7567 | Read...

କରୋନା କାରଣରୁ ଏଥର କାଉଁଡିଆ ଯାତ୍ରା ସ୍ଥଗିତ

ମହାମାରୀ କରୋନା ଭୂତାଣୁ ଦେଶର ସମସ୍ତ ପ୍ରକାରର ଧାର୍ମିକ ଆୟୋଜନ ଏବଂ ପର୍ବପର୍ବାଣୀ ଉପରେ ଗମ୍ଭୀର ପ୍ରଭାବ ପକାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର କାଉଁଡିଆ ଯାତ୍ରାକୁ ସ୍ଥଗିତ କରାଯାଇଛି। ଅନ୍ୟପଟେ ଜଳାଭିଷେକ ଲା



ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 7566 | Read...

ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ କିଛି ସ୍ଥାନରେ ଗତକାଲି ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ଅଞ୍ଚଳରେ ଅତିପ୍ରବଳ ବର୍ଷା ହୋଇଛି। ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହା ପରେ ପାଗ ଶୁଖିଲା ଓ ଖରାଟିଆ ରହିବ। ବିଶେଷ କର



ଆଜି ସୂର୍ଯ୍ୟପରାଗ

BHAGYAPRABHA NEWS | ବିଶେଷ | | 7564 | Read...

ଆଜି ସୂର୍ଯ୍ୟପରାଗ

ଆଜି ହେଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହୋଇଥିବାବେଳେ ଏହି ପରାଗ ସାରା ବିଶ୍ୱରେ ଦେଖାଯିବ। ଏହି ସୂର୍ଯ୍ୟ ପରାଗ ଆକାଶରେ ନିଆଁର ଏକ ରିଙ୍ଗ ଆକାରରେ ଦୃଶ୍ୟମାନ ହେବ। ତେବେ ଏହି ସୂର୍ଯ୍ୟ ପରାଗ ପରେ କରୋନା ଭାଇରସ ପଳାଇ



ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ପୁନଃବିଚାର ଆବେଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

BHAGYAPRABHA NEWS | ଓଡ଼ିଶା | ପୁରୀ | 7563 | Read...

 ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର  ପୁନଃବିଚାର ଆବେଦନ ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ରଥଯାତ୍ରା ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକା



ଆଜି ୨୩୭ ଜଣ ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7559 | Read...

ଆଜି ୨୩୭ ଜଣ ଆକ୍ରାନ୍ତ ସୁସ୍ଥ

ରାଜ୍ୟର ଆଉ ୨୩୭ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ କରୋନା ରୋଗୀଙ୍କ ସୁସ୍ଥ ହେବା ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି।ଆଜି ନୂଆକରି ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ



ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

BHAGYAPRABHA NEWS | ମନୋରଞ୍ଜନ | | 7558 | Read...

ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର



ଭୁବନେଶ୍ୱରରୁ ୧୯ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7557 | Read...

ଭୁବନେଶ୍ୱରରୁ ୧୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୪ ଜଣ ଗୃହ ସଙ୍ଗରୋଧରେ ଥିଲେ ବୋଲି ଏଥିରେ



ରାଜ୍ୟରେ ଆଉ ୧୭୯ ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7555 | Read...

ରାଜ୍ୟରେ ଆଉ ୧୭୯ ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଜି ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ ହଜାର ୮୫୬କୁ ବୃଦ୍ଧି ହୋଇଛି । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେର



ବାପାକୁ ହତ୍ୟା କଲେ ଦୁଇ ଭାଇ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7554 | Read...

ବାପାକୁ ହତ୍ୟା କଲେ ଦୁଇ ଭାଇ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ଅନ୍ତର୍ଗତ ବଡ ସାହିରେ ହତ୍ୟାକାଣ୍ଡ । ଦୁଇ ପୁଅ ମିଶି ହତ୍ୟା କଲେ ନିଜ ବାପାକୁ । ସୁଚନାନୁସାରେ, ବାପା ଅଭିମନ୍ୟୁ ପ୍ରଧାନ ମୃତ୍ୟୁ ବରଣ କରିଥିବାବେଳେ ମା ଅପସରା ପ୍ରଧାନ ମଧ୍ୟ ଗୁରୁତ୍ଵର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: