BHAGYAPRABHA NEWS : News


ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11851 | Read...

ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ସୁର୍ବର୍ଣ୍ଣ ଜୟନ୍ତୀ ପାଠାଗାର ପରିସରରେ ଆୟୋଜିତ ହୋଇଯାଇଛି। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାର



ICC ରାଙ୍କିଂରେ ପ୍ରଥମ ସ୍ଥାନକୁ ଫେରିଲା ଟିମ୍ ଇଣ୍ଡିଆ

BHAGYAPRABHA NEWS | ଖେଳ | | 11827 | Read...

ICC ରାଙ୍କିଂରେ ପ୍ରଥମ ସ୍ଥାନକୁ ଫେରିଲା ଟିମ୍ ଇଣ୍ଡିଆ

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ପରେ ଟି-୨୦ରେ ସିରିଜ ହାତେଇଛି । ଗତକାଲି ଭାରତ ୱେଷ୍ଟଇଣ୍ଡିଜକୁ ୧୭ ରନରେ ପରାସ୍ତ କରି ୩-୦ରେ ସିରିଜ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି



ଏଣିକି ପେନସନଧାରୀଙ୍କ ବୟସ ସହ ବଢିବ ପେସନର ମାତ୍ରା

BHAGYAPRABHA NEWS | ଦେଶଦୁନିଆ | | 11826 | Read...

ଏଣିକି ପେନସନଧାରୀଙ୍କ ବୟସ ସହ ବଢିବ ପେସନର ମାତ୍ରା

ପେନସନଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭଲ ଖବର ଆସିଛି । ଏଣିକି ପେନସନଧାରୀଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ଟପିଲେ ସେମାନଙ୍କର ପେସନର ମାତ୍ରା କିଛି ମାତ୍ରାରେ ବୃଦ୍ଧି ହେବ । ପୂର୍ବରୁ ଏନେଇ ପେନସନ ସଂଘ ପକ୍ଷରୁ



କୋଭିଡ ନିୟମ କଡ଼ାକଡ଼ିରେ ହେବ ଭୋଟଗ୍ରହଣ

BHAGYAPRABHA NEWS | ରାଜନୀତି | | 11801 | Read...

କୋଭିଡ ନିୟମ କଡ଼ାକଡ଼ିରେ ହେବ ଭୋଟଗ୍ରହଣ

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ । ମତଦାନର ପୂର୍ବଦିନ ନିର୍ଦ୍ଧାରିତମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କ



ଶପଥ ଗ୍ରହଣ କଲେ ହାଇକୋର୍ଟରେ ନବନିଯୁକ୍ତ ୩ ବିଚାରପତି

BHAGYAPRABHA NEWS | ଓଡ଼ିଶା | | 11800 | Read...

ଶପଥ ଗ୍ରହଣ କଲେ ହାଇକୋର୍ଟରେ ନବନିଯୁକ୍ତ ୩ ବିଚାରପତି

ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟି



ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ୩ୟ ଦିନିକିଆ: ଟସ୍‌ ଜିତି ଭାରତର ବ୍ୟାଟିଙ୍ଗ୍‌ ନିଷ୍ପତ୍ତି

BHAGYAPRABHA NEWS | ଖେଳ | | 11797 | Read...

ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ୩ୟ ଦିନିକିଆ: ଟସ୍‌  ଜିତି ଭାରତର ବ୍ୟାଟିଙ୍ଗ୍‌ ନିଷ୍ପତ୍ତି

ଆଜି ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆରେ ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି । ଭାରତ ତରଫରୁ ଓପେନିଙ୍ଗ୍ କରୁଛନ୍



ଏଥର ପୌର ନିର୍ବାଚନରେ ନୋଟାରେ ଭୋଟ ଦେଇପାରିବେ ଭୋଟର

BHAGYAPRABHA NEWS | ରାଜନୀତି | | 11796 | Read...

 ଏଥର ପୌର ନିର୍ବାଚନରେ ନୋଟାରେ ଭୋଟ ଦେଇପାରିବେ ଭୋଟର

ପଞ୍ଚାୟତ ପରେ ପୌର ନିର୍ବାଚନ ହେବ । ଏଥର ପୌର ନିର୍ବାଚନରେ ଭୋଟ ଫାଇଁ ଇଭିଏମ୍‌ର ବ୍ୟବହାର କରାଯିବ। ସେଥିରେ 'ଏନ୍‌ଓଟିଏ' ନୋଟା ବିକଳ୍ପ ରଖାଯିବ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସୂଚନା



ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ

BHAGYAPRABHA NEWS | ଅପରାଧ | ସୁନ୍ଦରଗଡ଼ | 11795 | Read...

ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଚଢାଉ ଜାରି ରହିଛି । ତେବେ ଆୟ ବର୍ହିଭୂତ ସମ୍ପତ୍ତ



ସତ୍ୟପାଠ ଭୁଲ୍‌ ହେଲେ ପ୍ରାର୍ଥିପତ୍ର ହେବ ନାକଚ

BHAGYAPRABHA NEWS | ରାଜନୀତି | | 11794 | Read...

ସତ୍ୟପାଠ ଭୁଲ୍‌ ହେଲେ ପ୍ରାର୍ଥିପତ୍ର ହେବ ନାକଚ

ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାବେଳେ ଏକ ସତ୍ୟପାଠ ଦେବେ। ଏଥିରେ ସେମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା, କୌଣସି ଅପରାଧିକ ମାମଲା ଥିଲେ ସେ ସମ



ଘୁଞ୍ଚିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ

BHAGYAPRABHA NEWS | ରାଜନୀତି | | 11793 | Read...

ଘୁଞ୍ଚିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ

ମଣିପୁର ବିଧାନ ସଭା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମ ପାର୍ୟ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ୨୮ରେ ହେବ। ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣତି ହେ



ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି

BHAGYAPRABHA NEWS | ଦେଶଦୁନିଆ | ପୁରୀ | 11792 | Read...

ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି

ଓଡ଼ିଶା ଆସୁଛନ୍ତି ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତକୁ ନେଇ ସୂଚୀ ପ୍ରକାଶ କରାଯାଇଛି ।ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିବ



ଯୋଗୀମାରି ଠାରେ ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11791 | Read...

ଯୋଗୀମାରି ଠାରେ ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଯୋଗୀମାରି ଠାରେ ବନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଅଞ୍ଚଳର ପ୍ରାଣୀ ଚିକିତ୍ସା ଅଧିକାରୀ ସୂର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: