BHAGYAPRABHA NEWS : News


ରାଜ୍ୟ କ୍ୟାବିନେଟର ବେଠକରେ ୧୬ଟି ପ୍ରସ୍ତାବ ଉପରେ ମୋହର

BHAGYAPRABHA NEWS | ଓଡ଼ିଶା | | 11474 | Read...

 ରାଜ୍ୟ କ୍ୟାବିନେଟର ବେଠକରେ ୧୬ଟି ପ୍ରସ୍ତାବ ଉପରେ ମୋହର

ସରିଲା ରାଜ୍ୟ କ୍ୟାବିନେଟର ଗରୁତ୍ୱପୁର୍ଣ୍ଣ ବେଠକ । ୧୬ଟି ପ୍ରସ୍ତାବ ଉପରେ ବୈଠକରେ ବାଜିଲା ମୋହର । ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍



ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ

BHAGYAPRABHA NEWS | ଦେଶଦୁନିଆ | | 11472 | Read...

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ

ଆତଙ୍କବାଦ ବିରୋଧରେ ଯୁଦ୍ଧ ସମୟରେ ଭାରତୀୟ ସେନାଙ୍କୁ ବଡ଼ ଝଟ୍‌କା ଲାଗିଛି। ସୋମବାର ଦିନ ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବେଳେ ଜେସିଓ ସମେତ ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।ସୂଚନାନୁସାରେ, ଆତଙ୍କବ



ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ଭେଟିଲେ ବିଧାୟିକା ଲତିକା ପ୍ରଧାନ

BHAGYAPRABHA NEWS | ଓଡ଼ିଶା | | 11469 | Read...

ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ଭେଟିଲେ ବିଧାୟିକା ଲତିକା ପ୍ରଧାନ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୁଂଜାବଳା ଗ୍ରାମରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ଉକ୍ତ ଗ୍ରାମର ଅମୁଲ୍ୟ ପ୍ରଧାନ । ସୁଚନାନୁସାରେ ବିଦ୍ୟୁତ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ଅମୁଲ୍ୟ ପ୍ରଧାନଙ୍କୁ ବିଦ୍ୟୁତ ଆଘାତ



ଆଜି ଭାରତ ଓ ଚୀନ ମଧ୍ୟରେ ଚାଲିଛି ସାମରିକ ଆଲୋଚନା

BHAGYAPRABHA NEWS | ଦେଶଦୁନିଆ | | 11468 | Read...

ଆଜି ଭାରତ ଓ ଚୀନ ମଧ୍ୟରେ ଚାଲିଛି ସାମରିକ ଆଲୋଚନା

ଭାରତ ଓ ଚୀନ ମଧ୍ୟରେ ଆଜି କୋର କମାଣ୍ଡର ସ୍ତରରେ ପୁଣି ଥରେ ଆଲୋଚନା ହୋଇପାରେ। ଜାତୀୟ ଗଣମାଧ୍ୟ ଏହି ରିପୋର୍ଟ କରିଛି। ଏହା ପୂର୍ବରୁ ଉଭୟ‌ ଦେଶ ମଧ୍ୟରେ କୋର କମାଣ୍ଡର ସ୍ତରରେ ୧୨ଥର ଆଲୋଚନା ହୋଇଛି। କିନ୍ତୁ କୌଣସି



ଆସନ୍ତା ୧୬ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

BHAGYAPRABHA NEWS | ରାଜନୀତି | | 11467 | Read...

ଆସନ୍ତା ୧୬ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ଆସନ୍ତା ୧୬ ତାରିଖରେ ହେବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ଏନେଇ କଂଗ୍ରେସ ମହାସଚିବ କେସି ଭେନୁଗୋପାଲ ଟୁଇଟ କରି ସୂଚନା ଦେଇଛନ୍ତି । ଅକ୍ଟୋବର ୧୬ ସକାଳ ୧୦ ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦେଶର ପ୍ରମୁଖ ବିରୋ



ରାଜ୍ୟରୁ ୬୫୨ କରୋନା ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 11466 | Read...

 ରାଜ୍ୟରୁ ୬୫୨ କରୋନା ପଜିଟିଭ୍ ଚିହ୍ନଟ

ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ପାଖାପାଖି ଶହେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ୬୫୨ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୨୬ । ଆଜି ୨୪ ଜିଲ୍ଲାରୁ ନୂଆ



ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ

BHAGYAPRABHA NEWS | ଅପରାଧ | କେନ୍ଦୁଝର | 11465 | Read...

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ

ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗତକାଲି ବିପୁଳ ପରିମାଣର ଟଙ୍କା ସହ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବ



ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ଫଳାଫଳ

BHAGYAPRABHA NEWS | ରାଜନୀତି | | 11448 | Read...

ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ଫଳାଫଳ

ପିପିଲି ଉପନିର୍ବାଚନର ଆସନ୍ତାକାଲି ଭୋଟ ଗଣତି । ଆସନ୍ତାକାଲି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ । ସାଢେ ଆଠଟାରୁ ଆରମ୍ଭ ହେବ ଇଭିଏମ କାଉଂଟିଙ୍ଗ । ୧୪ଟି ଟେବୁଲରେ ହେବ ଗଣତି । ପ୍ରାୟ ୨୪ ରାଉଣ୍ଡ ଗଣତି ହେବ । ପ୍ର



ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ପୂଜା

BHAGYAPRABHA NEWS | ଓଡ଼ିଶା | | 11446 | Read...

ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ପୂଜା

ଓଡ଼ିଶାର କେତେକ ଶକ୍ତିପୀଠରେ ମା'ଙ୍କ ପୂର୍ବ ସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ । ଅନେକ ଶକ୍ତିପୀଠ ମଧ୍ୟରେ ମା' ଗଡ଼ଚଣ୍ଡୀଙ୍କ ପୀଠ ଅନ୍ୟତମ। ଐତିହାସିକ ବାରବାଟୀ ଦୁର୍ଗ ବା ଗଡ଼ ମଧ୍ୟରେ ମା'ଙ୍କ ଆସ୍ଥାନ ରହିଥିବାରୁ ଲୋକ



ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୭୯ ଆକ୍ରାନ୍ତ

BHAGYAPRABHA NEWS | ଓଡ଼ିଶା | | 11445 | Read...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୭୯ ଆକ୍ରାନ୍ତ

ରାଜ୍ୟରେ ଆଜି ମହାମାରୀ କରୋନା ଭାଇରସରୁ ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟ



ଆରପାରିରେ ବିଶିଷ୍ଟ ସାହିତ୍ୟିକ ରାଜ କିଶୋର ମିଶ୍ର

BHAGYAPRABHA NEWS | ଓଡ଼ିଶା | | 11442 | Read...

ଆରପାରିରେ ବିଶିଷ୍ଟ ସାହିତ୍ୟିକ ରାଜ କିଶୋର ମିଶ୍ର

ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ତଥା ପ୍ରଫେସର ରାଜ କିଶୋର ମିଶ୍ରଙ୍କ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ଶୋକର ଛାୟା



୯୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୫ ଗିରଫ

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 11439 | Read...

୯୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୫ ଗିରଫ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପାଲଟିଛି ନିଶା କାରବାରର ପେଣ୍ଠସ୍ଥଳ। ଗତକାଲି ଗୋଟିଏ ଦିନରେ ଏଠାରୁ ୭୯ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତକାଲି ସନ୍ଧ୍ୟାରେ ଜଳେଶ୍ୱରର ରାଜପୁର ଗାଁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: