BHAGYAPRABHA NEWS : News


୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 9376 | Read...

୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବା ପରେ ଭିଟାମାଟିକୁ ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିରଜୁ କୁଲୁ । ଆଜି ସକାଳୁ ସେ ନିଜ ଗାଁ କୁତ୍ରାରେ ପହଞ୍ଚିଛନ୍ତି । ପ୍ରଥମେ ସେ କୁତ୍ରା ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥି



ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

BHAGYAPRABHA NEWS | ଓଡ଼ିଶା | ପୁରୀ | 9375 | Read...

ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ବାୟୁ ପ୍ରଦୂଷଣ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଜଳାହେବନି କାଉଁରିଆ କାଠି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଶ୍ରଦ୍ଧାଳୁ ମାନେ କେବଳ 'ପୟ



ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

BHAGYAPRABHA NEWS | ଦେଶଦୁନିଆ | | 9374 | Read...

ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

ଦୀପାବଳିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଶୁକ୍ରବାର ଷଡଯନ୍ତ୍ର ରଚିଛି । ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡରେ ଭାରତର ୩ ଯବାନ ଏବ



ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

BHAGYAPRABHA NEWS | ଓଡ଼ିଶା | | 9373 | Read...

ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୧,୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୫୮୫ ଜଣ ଥିବା ବେଳେ ୪୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେହିପରି ଆଜି ପୁଣି ୧୨ ଜଣ ଆ



ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୬ ଗିରଫ

BHAGYAPRABHA NEWS | ଅପରାଧ | କୋରାପୁଟ | 9371 | Read...

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୬ ଗିରଫ

ଜୟପୁରରେ ଗଞ୍ଜେଇ ଚାଲାଣ ବେଳେ ଗୁରୁବାର ଜୟପୁର ସଦର ପୋଲିସ, ଆନ୍ତଃ ରାଜ୍ୟ ଚାଲାଣକାରୀଙ୍କ ଉପରେ ଚଢାଉ କରିଛି। ସେମାନଙ୍କଠାରୁ ପ୍ରାୟ ୨୭୦ କେଜି ଗଞ୍ଜେଇ ସହ ୬ଟି ମୋବାଇଲ, ଗୋଟିଏ କାର ଏବଂ ୩ଟି ବାଇକ ଜବତ ହୋଇଛି। ଏହି ଘଟଣାରେ



ଭାରତରେ ଡବ୍ଲ୍ୟୁଏଚଓ ଖୋଲିବ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର

BHAGYAPRABHA NEWS | ଦେଶଦୁନିଆ | | 9370 | Read...

ଭାରତରେ ଡବ୍ଲ୍ୟୁଏଚଓ ଖୋଲିବ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର

ଭାରତ ପାଇଁ ବଡ଼ଖବର। ଦେଶର ସର୍ବପୁରାତନ ଚିକିତ୍ସା ପଦ୍ଧତିକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିବା ସହ ଭାରତରେ ଏକ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି। ଜାତୀ



କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଭଣ୍ଡାର ଖୋଲିଲେ ମୋଦି

BHAGYAPRABHA NEWS | ଦେଶଦୁନିଆ | | 9369 | Read...

କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଭଣ୍ଡାର ଖୋଲିଲେ ମୋଦି

କରୋନା ଭାଇରସ ମହାମାରୀ ଦେଶର ଆର୍ଥିକ ଅବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ଦିନଦିନ ଧରି ଦୋକାନ ବଜାର ବନ୍ଦ ରହିବା ଯୋଗୁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଅନଲକ୍‌ ପରେ ବି ଅର୍ଥାଭାବ ଯୋଗୁ ଲୋକେ ବ୍ୟବସାୟ ଆରମ୍ଭ



ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

BHAGYAPRABHA NEWS | ଶିକ୍ଷା | | 9368 | Read...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ' । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ



ସୀମାରେ ପାକିସ୍ତାନର ଭୟଙ୍କର ଗୁଳିମାଡ଼, ୩ ଯବାନ ସହିଦ

BHAGYAPRABHA NEWS | ଦେଶଦୁନିଆ | | 9367 | Read...

ସୀମାରେ ପାକିସ୍ତାନର ଭୟଙ୍କର ଗୁଳିମାଡ଼, ୩ ଯବାନ ସହିଦ

ହାଜିପିର ସେକ୍ଟର ଉରିରେ ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ତିନି ଜଣ ସାଧାରଣ ନାଗରିକ, ଦୁଇ ସେନା କର୍ମଚାରୀ ଏବଂ ବିଏସଏଫ ଅଧିକାରୀ ସହିଦ ହୋଇଛନ୍ତି। ଏହା ସହ ଏଠାରେ ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି



ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 9366 | Read...

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

ଦିଲ୍ଲୀର ଗାନ୍ଧିନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଟିଏ ୩ ମହାଲା ବିଶିଷ୍ଟ କପଡ଼ା ଗୋଦାମରେ ନିଆଁ ଲାଗିବା ପରେ ଏହା ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ଘଟଣାସ



ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ

BHAGYAPRABHA NEWS | ଓଡ଼ିଶା | | 9363 | Read...

ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ

ଶେଷ ହେଲା ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ମୋହର ମରାଯାଇଛି । ଅତିରିକ୍ତ ବଜେଟରେ ପ୍ରାୟ ୧୧, ୨୦୦ କୋଟିର ପ୍ରାବଧାନ ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ବିଧା



ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

BHAGYAPRABHA NEWS | ଓଡ଼ିଶା | | 9362 | Read...

ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଧାନ ଓ ଚାଉଳ ସଂଗ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: