BHAGYAPRABHA NEWS : News


ରାଜ୍ୟସଭା ନିର୍ବାଚନ ଫଳାଫଳ: ଏନଡିଏ- ୧୧ , ୟୁପିଏ- ୫, ଅନ୍ୟାନ୍ୟ- ୮

BHAGYAPRABHA NEWS | ରାଜନୀତି | | 7549 | Read...

ରାଜ୍ୟସଭା ନିର୍ବାଚନ ଫଳାଫଳ: ଏନଡିଏ- ୧୧ , ୟୁପିଏ- ୫, ଅନ୍ୟାନ୍ୟ- ୮

ଆସିଯାଇଛି ରାଜ୍ୟସଭା ନିର୍ବାଚନ ଫଳାଫଳ। ମୋଟ ୨୪ଟି ଆସନ ମଧ୍ୟରୁ ୧୧ଟି ଆସନରେ ଏନଡିଏ , ୫ଟି ଆସନରେ ୟୁପିଏ ଏବଂ ୮ଟି ଆସନରେ ଅନ୍ୟାନ୍ୟ ବିଜୟୀ ହୋଇଛନ୍ତି। ଫଳାଫଳ –ଆନ୍ଧ୍ରପ୍ରଦେଶ ୪ଟି ଆସନରୁ ୱାଏସଆରସିପି (ଅନ୍ୟାନ୍ୟ) – ୪ଅ



ଆଜିଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଜାରୀ

BHAGYAPRABHA NEWS | ଓଡ଼ିଶା | | 7548 | Read...

ଆଜିଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଜାରୀ

କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଭଳି ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏହାଫଳରେ ୧୧ଟି ଜିଲ୍ଲାରେ ଦେକାନବଜାର ବନ୍ଦ ରହିଛି। ଏହାଛଡ଼ା ଅଧିକାଂଶ ସ୍ଥାନରେ ଚେକ



ରାଜଧାନୀରୁ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ: ୩ ଗିରଫ

BHAGYAPRABHA NEWS | ଅପରାଧ | ବାଲେଶ୍ବର | 7544 | Read...

ରାଜଧାନୀରୁ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ: ୩ ଗିରଫ

ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୪ କେଜି ୪୮୬ ଗ୍ରାମ୍‌ ହେରୋଇନ୍‌ (ବ୍ରାଉନ୍‌ ସୁଗର)ଜବତ କରିଛି । ଯାହାର ମୂଲ୍ୟ ୪ କୋଟି ୫୦ ଲକ୍ଷ ଟଙ୍କା । ଏହି ଘଟଣାରେ ଏସ୍‌ଟିଏଫ୍‌ ୩ ଜଣ ବେପାରୀଙ୍କ



ଜୁନ୍‌ରେ ନିଅଣ୍ଟିଆ ବର୍ଷା ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 7543 | Read...

 ଜୁନ୍‌ରେ ନିଅଣ୍ଟିଆ ବର୍ଷା ସମ୍ଭାବନା

ମୌସୁମୀ ଛୁଇଁଲା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ଆଞ୍ଚଳିକ ପ



ଭିଜିଲାନ୍ସ ଜାଲରେ ପୋଲିସ ବାବୁ

BHAGYAPRABHA NEWS | ଓଡ଼ିଶା | କଳାହାଣ୍ଡି | 7542 | Read...

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଳ ପାଟଣା ଫାଣ୍ଡିରେ ଜଣେ ଲାଂଚୁଆ ପୋଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ଅଂଚଳର ମହେ



ସବୁ ସ୍ଥିତିରେ ମୁକାବିଲା କରିବାକୁ ସେନା ପ୍ରସ୍ତୁତ : ସର୍ବଦଳୀୟ ବୈଠକ

BHAGYAPRABHA NEWS | ଦେଶଦୁନିଆ | ଗଞ୍ଜାମ | 7537 | Read...

ସବୁ ସ୍ଥିତିରେ ମୁକାବିଲା କରିବାକୁ ସେନା ପ୍ରସ୍ତୁତ : ସର୍ବଦଳୀୟ ବୈଠକ

ଯେକୌଣସି ପରିସ୍ଥିତିରେ ମଧ୍ୟ ମୁକାବିଲା କରିବାକୁ ସେନା ପ୍ରସ୍ତୁତ । ଆଜି ବସିଥିବା ସର୍ବଦଳୀୟ ବୈଠକରେ କିଛି ଏଭଳି ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବ



ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ, ପୁଅକୁ ହାଣି ମାଟିରେ ପୋତିଦେଲା

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7535 | Read...

ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ, ପୁଅକୁ ହାଣି ମାଟିରେ ପୋତିଦେଲା

ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ ପୁଅକୁ ହାଣି ମାଟିରେ ପୋତିଦେଲା--------------------------------------------------------------------------------ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତି ରେ ହାଣି ହତ୍ୟା କରିବା ପରେ ଘର



ନାଗ ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ, ମିଳିଲାନି ମହାପ୍ରୟାଣ ସୁବିଧା

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7534 | Read...

ନାଗ ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ, ମିଳିଲାନି ମହାପ୍ରୟାଣ ସୁବିଧା

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼ ଗ୍ରାମରେ ଏକ ନାଗ ସାପ ଦଂଶନରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମାଧବ ସ୍ଵାଇଁଙ୍କ ଝିଅ ପୁଷ୍ପା



ଦୁଇ ବୀର ଶହୀଦ ଜବାନଙ୍କ ପ୍ରତି ଶାନ୍ତି ଶୋଭାଯାତ୍ରା

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 7533 | Read...

ଦୁଇ ବୀର ଶହୀଦ ଜବାନଙ୍କ ପ୍ରତି ଶାନ୍ତି ଶୋଭାଯାତ୍ରା

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ସଂକଳ୍ପ , କ.ନୂଆଗାଁ ବ୍ଲକ୍ ସାରଙ୍ଗଡଠାରେ ଟିମ୍ ହ୍ବୁମାନିଟି, ସାରଙ୍ଗଡ ଓ ବଣ୍ଡଗୁଡା ପଞ୍ଚାୟତ ର ଅଞ୍ଚଳ ବାସୀଙ୍କ ପକ୍ଷରୁ ଭାରତ-ଚୀନ ସିମା ଲଦାଖରେ ଦେଶପାଇଁ ଜୀବନ ବଳୀଦାନ ଦେଇଥିବା କନ୍



ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

BHAGYAPRABHA NEWS | ଦେଶଦୁନିଆ | କନ୍ଧମାଳ | 7532 | Read...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ଆଜି ସକାଳୁ ରାଇକିଆ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇ ଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହ



ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

BHAGYAPRABHA NEWS | ଦେଶଦୁନିଆ | | 7531 | Read...

ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

ରଥଯାତ୍ରା କରିବା ପାଇଁ ପୁଣି ପିଟିସନ ଦାଏର କରାଯାଇଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଛି । ପୁରୀ ରଥଯାତ୍ରା ପାଇଁ ସୁପ



ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7530 | Read...

ରାଜ୍ୟରେ ଆଉ ୧୫୩  କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ ଜଣ ଅଛନ୍ତି ।ସେହିପରି ଜଗତ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: