BHAGYAPRABHA NEWS : News


କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୋଦି

BHAGYAPRABHA NEWS | ଦେଶଦୁନିଆ | | 9581 | Read...

କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରିବେ । ଏହି ଭର୍ଚୁାଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡ୍ି ଫର୍ମା ପ୍ରତିନିଧି ଯୋ



କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଚାଷୀ

BHAGYAPRABHA NEWS | ଦେଶଦୁନିଆ | | 9580 | Read...

କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଚାଷୀ

କୃଷି ଆଇନ୍ ୨୦୨୦ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ବୁରାଡି ଯିବାକୁ ମନା କରି ଦେଇଛନ୍ତି । ସେମାନଙ୍କ କହିବା କଥା ହେଉଛି, ବୁରାଡି ହେଉଛି ଏକ ମୁକ୍ତ ଜେଲ । ଚାଷୀ ସଂଗଠନ ଭାରତୀୟ କିଷାନ ୟୁନିଅନ୍ କ୍ରାନ୍ତିକାରୀ ପଂଜାବର ରାଜ୍



ଆଜି ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 9579 | Read...

ଆଜି  ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନମ୍ବର ଜାତୀୟ ରାଜପଥର ହାଣ୍ଡିଆ (ପ୍ରୟାଗରାଜ)ରୁ ରାଜାତଲାବ (ବାରାଣସୀ)କୁ ସଂଯୋଗ କରୁଥିବା ୬ଥକିଆ ରାସ୍



ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା SIT

BHAGYAPRABHA NEWS | ଓଡ଼ିଶା | | 9577 | Read...

ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା SIT

ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ପାଞ୍ଚ ଜଣିଆ ଏସଆଇଟି ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ନେବେ ଆଇପିଏସ୍‌ ଅରୁଣ ବୋଥ୍ର



ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ , ୩୦ ଯବାନ ସହିଦ

BHAGYAPRABHA NEWS | ଦେଶଦୁନିଆ | | 9576 | Read...

ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ , ୩୦ ଯବାନ ସହିଦ

ଆଫଗାନିସ୍ତାନର ଗଜନୀ ପ୍ରାନ୍ତରେ ଥିବା ଏକ ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। କାରରେ ବୋମା ରଖି ବିସ୍ଫୋରଣ କରିବା ଫଳରେ ସେନା ଶିବିର ଧ୍ବଂସ ହେବା ସହ ୩୦ ଯବାନ ମୃତ୍ୟୁବରଣ କରିଥିବା ଜଣାପଡ଼ିଛ



ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

BHAGYAPRABHA NEWS | ଦେଶଦୁନିଆ | | 9574 | Read...

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର ସୁଟିଂ ଚାଲିଥିଲାବେଳେ ସୁଟିଂ ସେଟ୍‌ରେ ହିଁ ଏଭଳ



ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଆନ୍ନା ହଜାରେ

BHAGYAPRABHA NEWS | ଦେଶଦୁନିଆ | | 9572 | Read...

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଆନ୍ନା ହଜାରେ

କୃଷକ ମାନେ ନୂତନ କୃଷି ବିଲ୍ କୁ ବିରୋଧ କରି ସିନ୍ଧୁ ସୀମାରେ ଧାରଣା ପ୍ରଦର୍ଶନ କରୂୁଛନ୍ତି । ଏନେଇ କୃଷକ ସଂଗଠନ ମାନଙ୍କ ସହ ସରକାର କଥାବାର୍ତ୍ତା କରିବାକୁ ନିମନ୍ତ୍ରଣ କରିଥିଲେ ବି କୃଷକ ସଂଗଠନ ଏହାକୁ ଗ୍ରହଣ କରିନାହାନ୍ତି



ଦାଦାବାଟି, ରାହାଜାନି କରୁଥିବା ୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 9571 | Read...

ଦାଦାବାଟି, ରାହାଜାନି କରୁଥିବା ୮ ଦୁର୍ଦ୍ଦାନ୍ତ ଅପରାଧୀ  ଗିରଫ

ଗଞ୍ଜାମ ପୁଲିସକୁ ବଡ଼ ସଫଳତା । ଏକାସହ ଏତେ ଅସ୍ତ୍ର ଜବତ କରିବାରେ ଆସିକା ପୁଲିସ ସକ୍ଷମ ହୋଇଛି । ଧରାକୋଟ, ବଡ଼ଗଡ଼,ଆସିବା ଅଂଚଳରେ ରାହାଜାନି, ଦାଦାବଟି ଆଦାୟ କରୁଥିବା ବେଳେ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି । ୩ ଥା



କଟକରେ ନକଲି ମସଲା ଓ ଘିଅ କାରଖାନା ଠାବ

BHAGYAPRABHA NEWS | ଅପରାଧ | କଟକ | 9570 | Read...

କଟକରେ ନକଲି ମସଲା ଓ ଘିଅ କାରଖାନା ଠାବ

କଟକରୁ ପୁଣି ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ଚାଉଳିଆଗଞ୍ଜ ଥାନା ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ନକଲି ମସଲା କାରଖାନା ଓ ଅପମିଶ୍ରିତ ଘିଅ କାରଖାନା ଠାବ କରିଛି। ଏଥିସହ ଏହି ଦୁଇ କାରଖାନାକୁ ସିଲ୍ କରା



୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ,୧୦ ଦିନରେ ଗୃହ କାର୍ଯ୍ୟ ଶେଷ

BHAGYAPRABHA NEWS | ଓଡ଼ିଶା | | 9569 | Read...

୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ,୧୦ ଦିନରେ ଗୃହ କାର୍ଯ୍ୟ ଶେଷ

୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ। କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ଏହି ଅଧିବେଶନ ରେ ୨ ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆଉ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପ



ପୁଣି ହାରିଲା ଭାରତ, ସିରିଜ ଜିତିବା ଆଶା ଧୂଳିସାତ୍‌

BHAGYAPRABHA NEWS | ଖେଳ | | 9568 | Read...

ପୁଣି ହାରିଲା ଭାରତ, ସିରିଜ ଜିତିବା ଆଶା ଧୂଳିସାତ୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦଳ ୫୧ ରନରେ ବିଜୟ ହାସଳ କରିଛି। ଅଷ୍ଟ୍ରେଲିଆ ତିନିମ୍ୟାଚ ବିଶିଷ୍ଟ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୨-୦ରେ ଆଗୁଆ ଜିତି ନେଇଛି। ଅଷ୍ଟ୍ରେଲିଆ ଷ୍ଟି



' ମନ କି ବାତ ' କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 9567 | Read...

' ମନ କି ବାତ ' କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ପ୍ରଧାନମନ୍ତ୍ରୀ ମୋଦୀ

କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ନେଇ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଆନ୍ଦୋଳନକାରୀ କୃଷକମାନେ ବୁଝାମଣା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: