BHAGYAPRABHA NEWS : News


ଆଜିଠାରୁ ୧୧ ଜିଲ୍ଲାରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌

BHAGYAPRABHA NEWS | ଓଡ଼ିଶା | | 7320 | Read...

ଆଜିଠାରୁ ୧୧ ଜିଲ୍ଲାରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌

କରେନା ସଂକ୍ରମଣ ରୋକିବାକୁ ଆଜି କାଲି ଦୁଇ ଦିନ ଧରି୧୧ ଜିଲ୍ଲାରେ ସଟ୍‌ଡାଉନ୍‌ ଜାରି କରାଯାଇଛି । ଏହି ସଟ୍‌ଡାଉନ୍‌କୁ କଡାକଡି ପାଳନ ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଚେକିଂ ମଧ୍ୟ କରାଯାଉଛି । ତେବେ



ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7317 | Read...

ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ  ସୁସ୍ଥ

ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । ଏହି ନୂଆ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ୍ ୧୬୦୪କୁ ବୃଦ୍ଧି ପାଇଛି ସୁସ୍ଥଙ୍କ ସଂଖ୍ୟା । ଗଞ୍ଜାମରୁ ୩୫ , କଟକରୁ ୨୨ , ନୂଆପଡ଼ାରୁ ୧୪ , ବଲାଙ୍ଗୀରରୁ ୧୪ , ଖୋର୍ଦ୍



ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 7316 | Read...

ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ସମ୍ପୂର୍ଣ୍ଣ ନୀତିଵିଧି ସହକାରେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦେବସ୍ନାନ



ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7312 | Read...

ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୋଲସରା ବ୍ଲକ ଅନ୍ତର୍ଗତ ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତବୈଠକରେ ରଜ ପର୍ବରେ ହଜାର ହଜାର ଭକ୍ତ ମାନଙ୍କ



ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି

BHAGYAPRABHA NEWS | ଓଡ଼ିଶା | | 7309 | Read...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି

ରାଜ୍ୟରେ ଆଉ ଜଣେ କରୋନା ରୋଗୀଙ୍କର, ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ହେଇଛି I ଏହାକୁ ମିଶାଇ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନା ରୋଗରେ ୮ ଜଣ ଙ୍କ ମୃତ୍ୟୁ ହେଲାଣି I ମୃତକ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାସିନ



ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍‌ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7308 | Read...

ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଘରେ ସଙ୍ଗରୋଧରେ ରହିଥିବା ୭ଜଣଙ୍କ ଶରୀରରେ କୋଭିଡ-୧୯ ଚିହ୍ନଟ ହୋଇଛି।ସେହିପରି ୬ଟି ସ୍ଥାନୀୟ ମାମଲା ରହିଛି। ଭୁବ



କେରଳରେ ହାତୀ ମୃତ୍ୟୁ ଘଟଣା : ଜଣେ ଗିରଫ

BHAGYAPRABHA NEWS | ଓଡ଼ିଶା | | 7306 | Read...

କେରଳରେ ହାତୀ ମୃତ୍ୟୁ ଘଟଣା : ଜଣେ ଗିରଫ

କେରଳରେ ଗର୍ଭବତୀ ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ମାମଲାରେ ଜଣକୁ ଗିରଫ କରାଯାଇଛି । ଜଙ୍ଗଲ ମନ୍ତ୍ରୀ କେ ରାଜୁ ଏହା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଅନ୍ୟମାନଙ



କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ

BHAGYAPRABHA NEWS | ଦେଶଦୁନିଆ | | 7305 | Read...

କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ

ଆଜି ଝାଡ଼ଖଣ୍ଡର ଜାମସେଦପୁର ଏବଂ କର୍ଣ୍ଣାଟକର ହାମ୍ପିରେ ଦୁଇଟି ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି । ସକାଳ ୬: ୫୫ରେ ଜାମସେଦପୁରରେ ୪.୭ ତୀବ୍ର ଭୂମିକମ୍ପ ହୋଇଥିବା କଥା ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍ ସିସ୍‌ମୋଲୋଜି ସୂତ



ଆଜି ବିଶ୍ୱ ପରିବେଶ ଦିବସ

BHAGYAPRABHA NEWS | ବିଶେଷ | | 7304 | Read...

ଆଜି ବିଶ୍ୱ ପରିବେଶ ଦିବସ

ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ପାଇଁ ଚିନ୍ତା କରିବାର ଦିନଟିଏ । ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରେ ମିଳିତ ଜାତି



2021 ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଆରମ୍ଭ ହେବନି କୌଣସି ନୂଆ ଯୋଜନା : କେନ୍ଦ୍ର ସରକାର

BHAGYAPRABHA NEWS | ଖେଳ | | 7302 | Read...

2021 ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଆରମ୍ଭ ହେବନି କୌଣସି ନୂଆ ଯୋଜନା : କେନ୍ଦ୍ର ସରକାର

କରୋନା ସଙ୍କଟ ଏବଂ ତାଲା ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି । ଏହି କାରଣରୁ ରାଜସ୍ୱ ହ୍ରାସ ପାଇଛି, ସରକାରଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି | ଏହି ପରିସ୍ଥିତି ସରକାରଙ୍କ ନୂତନ ଯୋଜନା ଉପରେ ପ୍ରଭାବ ପକାଇବା ଆରମ



ଆଜି ଦେବସ୍ନାନ ପୁର୍ଣ୍ଣିମା ; ସେବା ପାଇଁ ଆସିଲେନି ଗଜପତି ମହାରାଜ

BHAGYAPRABHA NEWS | ଓଡ଼ିଶା | ପୁରୀ | 7301 | Read...

ଆଜି ଦେବସ୍ନାନ ପୁର୍ଣ୍ଣିମା ; ସେବା ପାଇଁ ଆସିଲେନି ଗଜପତି ମହାରାଜ

ସ୍ନାନଯାତ୍ରା ମଣ୍ଡପରେ ଚତୂର୍ଦ୍ଧାମୂର୍ତ୍ତୀ । ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି ମ



ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7300 | Read...

ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୨୧ଟି ଜିଳ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଞ୍ଚିଛି। ଅନ୍ୟପଟେ ରାଜ୍ୟରେ ଆଉ ୬୫ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାାଣ ବ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: