BHAGYAPRABHA NEWS : News


ଜୁଲାଇ ୩୧ ଯାଏଁ ରାଜଧାନୀରେ ମୋ ବସ୍ ସେବା ବନ୍ଦ

BHAGYAPRABHA NEWS | ଓଡ଼ିଶା | | 8023 | Read...

ଜୁଲାଇ ୩୧ ଯାଏଁ ରାଜଧାନୀରେ ମୋ ବସ୍ ସେବା ବନ୍ଦ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏଁ ଲାଗୁ ହୋଇଛି ଲକ୍‌ଡାଉନ କଟକଣା । ତେବେ ଏହି ସମୟ ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ ବା କ୍ରୁଟ୍ ପକ୍



ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ୍ ବନ୍ଦ

BHAGYAPRABHA NEWS | ଓଡ଼ିଶା | | 8021 | Read...

 ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ୍ ବନ୍ଦ

ଭୁବନେଶ୍ଵର ୟୁନିଟ୍-୪ ମାର୍କେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ମାର୍କେଟ୍‌ର କିଛି ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଭୁବନେଶ୍ଵର ମହାନଗର ନିଗମ ଏଭଳି ପଦକ୍ଷେପ ନେଇଥିବା ବିଏମସି ପକ



ରାଜ୍ୟରେ ଆଉ ୭୧୮ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8020 | Read...

ରାଜ୍ୟରେ ଆଉ ୭୧୮ କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ୟରେ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୧୧୦ରେ ପହଚିଂଛି । ସେମାନଙ୍କ ମଧ୍ୟରୁ ୪୭୯ ସଂଗରୋଧ କେନ୍ଦ୍ରରୁ , ସ୍ଥାନୀୟ ଅଂଚଳରୁ ହେଉଛନ୍ତି ୨୩୯ ଜଣ ।ଆଜି ଚିହ୍ନଟ ୭୧୮



ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

BHAGYAPRABHA NEWS | ଓଡ଼ିଶା | ପୁରୀ | 8018 | Read...

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି କାମିନୀ ଏକାଦଶୀ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆୟୁଧ ସୁଦର୍ଶନ ଚକ୍ରଙ୍କୁ ନଗର ପରିକ୍ରମା କରାଯାଇଥାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦ



କୁଲଗାମରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

BHAGYAPRABHA NEWS | ଦେଶଦୁନିଆ | | 8016 | Read...

କୁଲଗାମରେ ଏନକାଉଣ୍ଟର,  ୩ ଆତଙ୍କବାଦୀ ନିହତ

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ନାଗନାଦ ଚିମ୍ମେର ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ଏବଂ ଭାରତୀୟ ସେନାର ତିନି ଜଣ ଯବାନ ମଧ୍ୟ ଆହ



ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

BHAGYAPRABHA NEWS | ଦେଶଦୁନିଆ | | 8015 | Read...

ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦୁଇଦିନିଆ ଗସ୍ତରେ ଲଦାଖରେ ପହଁଚିଛନ୍ତି । ସେ ଲଦାଖ ଓ ଜମ୍ମ-କାଶ୍ମୀରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ । ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ ଓ ସେନା ମୁଖ



ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 8008 | Read...

ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ସର୍ବାଧିକ ଯାଜପୁରରୁ ୯୮, ଗଞ୍ଜାମରୁ ୮୪, ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେନ୍ଦୁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂହପୁରରୁ ୧୭, ଖ



କଟକ ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପ୍ଲାଜମା ଥେରାପି

BHAGYAPRABHA NEWS | ଦେଶଦୁନିଆ | | 8007 | Read...

କଟକ ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପ୍ଲାଜମା ଥେରାପି

କରୋନା ମୁକାବିଲା ପାଇଁ ରାଜ୍ୟରେ ୪ଟି ଡାକ୍ତରଖାନାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ପ୍ରଥମ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଆଇସିୟୁରେ ଥିବା ଜଣେ କରୋନା ରୋଗୀଙ୍କ ଠାରେ ଏହି ଥେରାପ



ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ

BHAGYAPRABHA NEWS | ଓଡ଼ିଶା | | 8006 | Read...

ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ

ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ସାଧାରଣ ସମ୍ପାଦକମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ବଂଟନ କରିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂତନ ଭାବେ ଦିଆଯାଇଥିବା ଦାୟିତ୍ୱ ମଧ



ରାଜ୍ୟରେ ଆଉ ୪୯୪ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8005 | Read...

ରାଜ୍ୟରେ ଆଉ  ୪୯୪ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟର ୨୩ଟି ଜିଲ୍ଲାରୁ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ପଜିଟିଭ୍ ସଂଖ୍ୟା ୧୫,୩୯୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ କ୍ଵାରେଣ୍ଟାଇନରୁ ୩୨୨ ଜଣ ଏବଂ ସ୍ଥାନୀୟ ଅଞ



ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ହେଲ୍‌ଥ ସ୍କ୍ରିନିଂ

BHAGYAPRABHA NEWS | ଓଡ଼ିଶା | | 8001 | Read...

ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ହେଲ୍‌ଥ ସ୍କ୍ରିନିଂ

ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରିବେ। ଗଞ୍ଜାମରେ ଅଣାୟତ୍ତ ସ୍ଥିତି ରୋକିବାକୁ ସରକାର ନୂଆ ପ୍ଲାନ 'ମିଶନ୍ ଗଞ୍ଜାମ' ଆର



ଓଡ଼ିଶାରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ

BHAGYAPRABHA NEWS | ଓଡ଼ିଶା | | 8000 | Read...

ଓଡ଼ିଶାରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ

ଓଡ଼ିଶାରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ । ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ପ୍ଲାଜମା ଥେରାପି । ଗତକାଲି ଟ୍ୱିନସିଟିରେ ରାଜ୍ୟର ପ୍ରଥମ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଛି । କଟକ ଏସସିବି ମେଡ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: