BHAGYAPRABHA NEWS : News


ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7463 | Read...

ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ପୁଣି ୧୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୨୬, ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୮, ମୟୁରଭଞ୍ଜରୁ ୧୩, ଗଜପତିରୁ ୧୨, ଭଦ୍ରକରୁ ୧୧, ବଲାଙ୍ଗୀରରୁ ୧୧, କନ୍ଧମାଳରୁ ୫, କୋ



ଆସିଲା ସୁଶାନ୍ତଙ୍କର ପୋଷ୍ଟମର୍ଟମ ରିପୋର୍ଟ

BHAGYAPRABHA NEWS | ମନୋରଞ୍ଜନ | | 7462 | Read...

 ଆସିଲା ସୁଶାନ୍ତଙ୍କର ପୋଷ୍ଟମର୍ଟମ ରିପୋର୍ଟ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତକାଲି ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାର କାରଣ ଜଣାପହିନାହିଁ, କିନ୍ତୁ ମୁମ୍ବାଇ ପୋଲିସର କହିବା ଅନୁସାରେ ଘର ଭିତରୁ ଏ



ରାଜ୍ୟର ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ୍

BHAGYAPRABHA NEWS | ଓଡ଼ିଶା | | 7460 | Read...

ରାଜ୍ୟର ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ୍

ଆଜି ରାଜ୍ୟରେ ୧୫ ଟି ଜିଲ୍ଲାରୁ ଆଉ ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ୍ ହେବା ପରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୫୫କୁ ପହଞ୍ଚିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିଭଳି



ଗଞ୍ଜାମ ପାଇଁ ଅନନ୍ୟ ଗୌରବ ଆଣିଲା ମର୍ତ୍ତ୍ୟପୁରରେ ଯମରାଜ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7459 | Read...

 ଗଞ୍ଜାମ ପାଇଁ ଅନନ୍ୟ ଗୌରବ ଆଣିଲା ମର୍ତ୍ତ୍ୟପୁରରେ ଯମରାଜ

ଗଞ୍ଜାମ ମାଟିର ପ୍ରଥମ କ୍ଷୁଦ୍ର ଚଳଚିତ୍ର ମର୍ତ୍ତ୍ୟପୁରରେ ଯମରାଜ ଅନ୍ତର୍ରାଷ୍ଟ୍ରୀୟ ଚଳଚିତ୍ର ମହୋତ୍ସବ-୨୦୨୦ (CIFF2020)ରେ ଚଳିତ ବର୍ଷ ମଇ ମାସ ୨୬ ତାରିଖରୁ ଯାହାର ଅନୁଷ୍ଠାନିକ ଅନଲାଇନ ପ୍ରଦର୍ଶନୀ ସମ୍ପୂର୍ଣ୍ଣ ବିଶ୍ୱରେ ସଫଳ



ମଉଳି ଗଲା ତିନି ଦିନିଆ ରଜ ଉତ୍ସବ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 7458 | Read...

ମଉଳି ଗଲା ତିନି ଦିନିଆ ରଜ ଉତ୍ସବ

ଉତ୍କଳିୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବପର୍ବାଣି ମଧ୍ୟରୁ ଆଷାଢ ସଂକ୍ରାନ୍ତିର ରଜପର୍ବର ଗୁରୁତ୍ୱ ସର୍ବଦା ରହିଆସିଛି । କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ଘରେ ଘରେ ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥାନ



କଳାହାଣ୍ଡି ନର୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା

BHAGYAPRABHA NEWS | ଓଡ଼ିଶା | କଳାହାଣ୍ଡି | 7454 | Read...

କଳାହାଣ୍ଡି ନର୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା

କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ଦୁଇ କାର୍ମଚାରି କୋରୋନା ପଜିଟିଭ ବାହାରିଥିବା ସୂଚନା ମିଳିଛି । ଏହା ସହ ରୁପ୍ରlରୋଡ ଗ୍ରାମପାଞ୍ଚାୟତର ବିଲାଟ ଗ୍ରାମର ଜଣେ ଯୁବକ ରାଜ୍ୟ ବାହା



ଗଞ୍ଜାମ ଜିଲ୍ଲାରେ ୧୧ ଜଣ କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ

BHAGYAPRABHA NEWS | ଓଡ଼ିଶା | | 7452 | Read...

ଗଞ୍ଜାମ ଜିଲ୍ଲାରେ ୧୧ ଜଣ କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ

ଗଞ୍ଜାମ ଜିଲ୍ଲାରେ ୧୧ ଜଣ କୋଭିଡ୍ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କରୋନା ଯୋଦ୍ଧା ବୋଲି ଜିଲ୍



ଦୁର୍ଗମ ଅଞ୍ଚଳର ସ୍ଥିତି ପରଖିଲେ ଏସପି ସାରା ଶର୍ମା

BHAGYAPRABHA NEWS | ଓଡ଼ିଶା | ଗଜପତି | 7450 | Read...

ଦୁର୍ଗମ ଅଞ୍ଚଳର ସ୍ଥିତି ପରଖିଲେ ଏସପି ସାରା ଶର୍ମା

ସବୁବେଳେ କିଛି ନିଆରା କରି ଚର୍ଚ୍ଚାରେ ଥିବା ଗଜପତି ଏସପି ସାରା ଶର୍ମା ଏକ ଆଦିବାସୀ ବହୁଳ ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବାନେଇ ଘୋଷଣା କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ପାହାଡିଆ ଦୁର୍ଗମ ଅଞ୍ଚଳରେ ଥିବା ଗୁମା ବ୍ଲ



ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7447 | Read...

ରାଜ୍ୟରେ  ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

। ଆଜି ରାଜ୍ୟରେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪ରେ ପହଁଚିଛି । ସୁଚନାଯୋଗ୍ୟ, ଆଜି ସୁସ୍ଥ ହୋଇଥିବା ୧୨୦ ଜଣଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାର ୩୩ ଜଣ



ଯୌତୁକ ଓ ବାଇକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ

BHAGYAPRABHA NEWS | ଅପରାଧ | ଖୋର୍ଦ୍ଧା | 7446 | Read...

ଯୌତୁକ ଓ ବାଇକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦେଓଗାଁ ରୁ ଆସିଛି ବଧୂ ହତ୍ୟା ଅଭିଯୋଗ। ଦୋଳମୁଣ୍ଡି ଗ୍ରାମର ରମେଶ ସ୍ୱାଇଁଙ୍କ ଝିଅ ଅହଲ୍ୟା ୯ବର୍ଷ ପୂର୍ବେ ଦେଓଗାଁର ବୁଲା ଛାଟୋଇଙ୍କ ପୁତ୍ର ପ୍ରମୋଦ ଛାଟୋଇଙ୍କ ସହିତ ବୈଦିକ ରୀ



କଳିଙ୍ଗା ଘାଟି ରୁ ୭ ଜଣ ଡକାୟତ ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 7443 | Read...

 କଳିଙ୍ଗା ଘାଟି ରୁ ୭ ଜଣ ଡକାୟତ ଗିରଫ

ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିରେ ଗୁରୁବାର ରାତ୍ରରେ ଡ଼କାୟତି ଯୋଜନା କରୁଥିବା ବେଳେ ଭଞ୍ଜନଗର ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା, ୨ ଖଣ୍ଡା ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଗିରଫମାନେ ଭଞ୍ଜନଗର



କଳାହାଣ୍ଡିର ୨ ମହିଳା ଡାକ୍ତର ସଂକ୍ରମିତ

BHAGYAPRABHA NEWS | ଓଡ଼ିଶା | କଳାହାଣ୍ଡି | 7441 | Read...

କଳାହାଣ୍ଡିର ୨ ମହିଳା ଡାକ୍ତର ସଂକ୍ରମିତ

କଳାହାଣ୍ଡି ଜିଲ୍ଲାରେ ଆଉ ୩ଜଣ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଦୁଇ ମହିଳା ଡାକ୍ତର ରହିଛନ୍ତି । ତୃତୀୟ ଆକ୍ରାନ୍ତ ଜଣଙ୍କ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଶ୍ରମିକ । ଆକ୍ରାନ୍ତ ଦୁଇ ମ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: