BHAGYAPRABHA NEWS : News


ଆସନ୍ତାକାଲି ଶ୍ରୀମନ୍ଦିରର ସେବାୟତଙ୍କର ହେବ କରୋନା ପରୀକ୍ଷା

BHAGYAPRABHA NEWS | ଓଡ଼ିଶା | ପୁରୀ | 7137 | Read...

ଆସନ୍ତାକାଲି ଶ୍ରୀମନ୍ଦିରର ସେବାୟତଙ୍କର ହେବ କରୋନା ପରୀକ୍ଷା

ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫



ବାତିଲ ହେଲା +୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର

BHAGYAPRABHA NEWS | ଶିକ୍ଷା | | 7135 | Read...

ବାତିଲ ହେଲା +୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର

ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱା



୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବେ ସରକାର

BHAGYAPRABHA NEWS | ଓଡ଼ିଶା | | 7134 | Read...

୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବେ ସରକାର

ଘରୋଇ ବସ ଚଳାଚଳ ନେଇ ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ହୋଇଥିବା ବୈଠକ ସଫଳ ହୋଇଛି । ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ରୋଡ୍ ଟ୍ୟ



ରାଜ୍ୟରେ ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7133 | Read...

ରାଜ୍ୟରେ  ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନାରୁ ଆଉ ୮୪ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।। ସେଥିରୁ ଗଞ୍ଜାମରୁ ୨୪, ଯାଜପୁରରୁ ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା



ଅଳ୍ପକେ ବର୍ତ୍ତିଲେ ୪୭ ପ୍ରବାସୀ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 7127 | Read...

ଅଳ୍ପକେ ବର୍ତ୍ତିଲେ ୪୭ ପ୍ରବାସୀ

ପ୍ରବାସୀଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ମୁଣ୍ଡିଗଡ଼ ନିକଟରେ । ପ୍ରବାସୀଙ୍କୁ ନେଇ ଆସୁଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ୍ ସହ ସାମ୍ନା ସାମ୍ନୀ ଧକ୍କା ହେ



ବଲିଉଡ ସେଲିବ୍ରେଟଙ୍କ ଇଦ୍ ପାଳନ

BHAGYAPRABHA NEWS | ମନୋରଞ୍ଜନ | | 7126 | Read...

 ବଲିଉଡ ସେଲିବ୍ରେଟଙ୍କ ଇଦ୍ ପାଳନ

ଲିଉଡରୁ ଟିଭି ପର୍ଯ୍ୟନ୍ତ, ନିଜ ଅନ୍ଦାଜରେ ଇଦ୍ ମୁବାରକ ଜଣାଇଲେ ଷ୍ଟାରମାନେ । ସୋମବାର ଚଳଚ୍ଚିତ୍ର ରାପ ମାଧ୍ୟମରେ ବଲିଉଡ ତାରକାମାନେ ସମ୍ପୂର୍ଣ୍ଣ ଭିନ୍ନ ଷ୍ଚାଇଲରେ ଇଦ୍ ପାଳନ କରିଛନ୍ତି । ଅନେକ ଷ୍ଚାର ମଧ୍ୟ ସେମାନଙ୍କର ଫ



ଆଜିଠାରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

BHAGYAPRABHA NEWS | ଶିକ୍ଷା | | 7125 | Read...

ଆଜିଠାରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

ଆଜିଠାରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ । ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି ।ତେବେ ହାଇକୋର୍ଟଙ୍କ ନିର୍ଦ



ବସ୍ତିରେ ଭୟାବହ ଅଗ୍ନିକାଣ୍ଡ , ୨୦୦ରୁ ଅଧିକ ଘର ପୋଡି ପାଉଁଶ

BHAGYAPRABHA NEWS | ଓଡ଼ିଶା | | 7124 | Read...

ବସ୍ତିରେ ଭୟାବହ ଅଗ୍ନିକାଣ୍ଡ , ୨୦୦ରୁ ଅଧିକ ଘର ପୋଡି ପାଉଁଶ

ଦିଲ୍ଲୀ ତୁଗଲକାବାଦ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗିଥିବା ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ଗାଡି ଯାଇ ପହଞ୍ଚି ଥିଲା । ନିଆଁକୁ ଆୟତ୍ତ କରିଥିଲା ଦମକଳ ବାହ



ଆଜିଠାରୁ ଗଡ଼ିବ 'ମୋ ବସ୍'

BHAGYAPRABHA NEWS | ଓଡ଼ିଶା | | 7123 | Read...

ଆଜିଠାରୁ ଗଡ଼ିବ 'ମୋ ବସ୍'

କରୋନା ଲକ୍‌ଡାଉନ ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା 'ମୋ ବସ୍‌' ଆଜିଠାରୁ ରାଜ୍ୟରେ ପୁଣି ଚାଲିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ଟି ରୁଟରେ ମୋ ବସ୍ ଗଡ଼ିବ ।ରୁଟ୍‌ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦ



ସମ୍ବଲପୁରର ବିଭିନ୍ନ ଶୈବ ପୀଠରେ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 7122 | Read...

ସମ୍ବଲପୁରର ବିଭିନ୍ନ ଶୈବ ପୀଠରେ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

ସମ୍ବଲପୁରରେ ଆଜି ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବାଙ୍କ ବିବାହ ପାଇଁ କନ୍ୟା ଅନ୍ବେଷଣ ପର୍ବ ପତ୍ରପେଣ୍ଡି ବି



ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି

BHAGYAPRABHA NEWS | ଓଡ଼ିଶା | | 7121 | Read...

ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି

ଲିଙ୍ଗରାଜଙ୍କ ରୁକୁଣା ରଥ ହେଲାନି, କିନ୍ତୁ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନରଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପ



ଦୁଇ ମାସ ପରେ ଆଜି ଦିଲ୍ଲୀରୁ ପୁଣେକୁ ଉଡିଲା ପ୍ରଥମ ବିମାନ

BHAGYAPRABHA NEWS | ଦେଶଦୁନିଆ | | 7120 | Read...

ଦୁଇ ମାସ ପରେ ଆଜି ଦିଲ୍ଲୀରୁ ପୁଣେକୁ ଉଡିଲା ପ୍ରଥମ ବିମାନ

ରାଜ୍ୟରେ୨ ମାସ ପରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପୁଣି ଥରେ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୋର ୪ଟା ୪୫ରେ ପୁଣେ ପାଇଁ ପ୍ରଥମ ବିମାନ ଉଡ଼ିଛି । ସେହିପରି ୭ଟା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: