BHAGYAPRABHA NEWS : News


ରାଜ୍ୟରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 11126 | Read...

ରାଜ୍ୟରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋ



ଭିଜିଲାନ୍ସ ଜାଲରେ ଫରେଷ୍ଟର

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 11125 | Read...

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ରେଡ୍ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବର



ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଦେଶଦୁନିଆ | | 11124 | Read...

ରାଜ୍ୟରେ  ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବ୍ରସର ୯୬ ଜଣ, ସଂଗରୋଧରୁ ୪୨୧ ଏବଂ ସ୍ଥାନୀୟ ସଂକ୍ରମିତ ୨୯୯ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟ



କାବୁଲରୁ ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ

BHAGYAPRABHA NEWS | ଦେଶଦୁନିଆ | | 11123 | Read...

କାବୁଲରୁ ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ

କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଗୁଜୁରାଟରେ ଅବତରଣ କଲା ଭାରତୀୟ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ। ବିମାନଟି ଜାମନଗରରେ ଅବତରଣ କରିଥିବା ଜଣାପଡ଼ିଛି। ଅବତରଣ ପରେ ବିମାନ ଭିତରର ଫଟୋ ଏବେ ସାମ୍ନାକୁ ଆସିଛି।



ଆଫଗାନିସ୍ତାନରେ ସଙ୍କଟ ନେଇ ଚିନ୍ତା ପ୍ରକଟ କଲା ଭାରତ

BHAGYAPRABHA NEWS | ଦେଶଦୁନିଆ | | 11122 | Read...

ଆଫଗାନିସ୍ତାନରେ ସଙ୍କଟ ନେଇ ଚିନ୍ତା ପ୍ରକଟ କଲା ଭାରତ

ଆଫଗାନିସ୍ତାନରେ ବଡ଼ ଧରଣର ସଂକଟ ସୃଷ୍ଟି ହୋଇଥିବା ବେଳେ ଭାରତର ଚିନ୍ତା ବଢ଼ିଯାଇଛି । କାରଣ ଏବେ ବି ଅନେକ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି । ତେଣୁ ବଦଳୁଥିବା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ବୈଦେଶିକ ମନ୍



ଆଜିଠୁ ଆରମ୍ଭ ହେଲା ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢା

BHAGYAPRABHA NEWS | ଶିକ୍ଷା | | 11119 | Read...

ଆଜିଠୁ ଆରମ୍ଭ ହେଲା ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢା

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ । ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗ



ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

BHAGYAPRABHA NEWS | ଦେଶଦୁନିଆ | | 11118 | Read...

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

ଆଫଗାନିସ୍ତାନରେ ପୁଣି ତାଲିବାନ ହାତକୁ ଯାଇଛି ଶାସନ । ତାଲିବାନୀ ଗୋଟିଏ ପରେ ଗୋଟିଏ ସହର ନିଜ କବଜାରେ କରି କାବୁଲ ଦଖଲ କରିବା ପରେ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସ୍ରଫ ଘନି । ଏହାପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତି



ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ୫ଟି ସଚିବ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11116 | Read...

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ୫ଟି ସଚିବ

ଗଞାମ ଜିଲ୍ଲାରେ ଆରମ୍ଭ ହେବ ସ୍ମାର୍ଟ କ୍ଲାସ୍ । ଛାତ୍ର ଛାତ୍ରୀଙ୍କୁ ଭିନ୍ନ ଶୈଳୀରେ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ଆଜି ୫ଟି ସଚିବ ଭି .କାର୍ତ୍ତିକେୟନ୍ ପାଣ୍ଡିଆନ୍ ହିଞିଳି ବ୍ଳକ୍ ଅଞ୍ଚଳ ଗସ୍ତ କରିଛନ୍ତି । ଆଜି ଏବଂ ଆ



ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

BHAGYAPRABHA NEWS | ଓଡ଼ିଶା | | 11107 | Read...

ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କରୋନା କଟକଣା ମଧ୍ୟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି ଏବ



ରାଜ୍ୟରେ ୧୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 11106 | Read...

ରାଜ୍ୟରେ ୧୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୦୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୬ ଓ ୪୪୨ ସ୍ଥାନୀୟ ସଂକ୍ରମିତ ଏବଂ ୧୮ ବର୍ଷରୁ କମ୍ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର



ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ

BHAGYAPRABHA NEWS | ଦେଶଦୁନିଆ | | 11104 | Read...

ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ

ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଛନ୍ତି । ଆଉ ଲାଲକିଲ୍ଲାରୁ ବଡ ଘୋଷଣା ମଧ୍ୟ କରିଛନ୍ତି । ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ । ପୂର୍ବରୁ କେବଳ ମିଜୋରାମର ସୈନିକ



ଆଜି ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍ , ଆସନ୍ତାକାଲିଠାରୁ ସର୍ବସାଧାରଣ ଦର୍ଶନ

BHAGYAPRABHA NEWS | ଓଡ଼ିଶା | ପୁରୀ | 11103 | Read...

ଆଜି ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍ , ଆସନ୍ତାକାଲିଠାରୁ ସର୍ବସାଧାରଣ ଦର୍ଶନ

ଆସନ୍ତାକାଲିଠାରୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସାଧାରଣ ଭକ୍ତ । ପୁରୀ ସହର ବାସୀ ଶ୍ରଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ତାପୂର୍ବରୁ ଆଜି ଶ୍ରୀମନ୍ଦିର ପରିସର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: