ଖବର ସଂଗ୍ରହ

.



ଅସ୍ଥାୟୀ ପାରା ବନ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12815 | Read...

ଅସ୍ଥାୟୀ ପାରା ବନ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ

ସ୍ଥାୟୀ ନିଯୁକ୍ତି ଦାବିରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ଅସ୍ଥାୟୀ ପାରା ବନ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ବନ ବିଭାଗ ଅଧିନରେ ପାରା କର୍ମଚାରୀ ଭାବେ ଦିନ ରାତ



ଡିଏଲଏସଏ ପକ୍ଷରୁ ଶିଶୁ ଦିବସ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12814 | Read...

ଡିଏଲଏସଏ ପକ୍ଷରୁ ଶିଶୁ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୁସୁମି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜର୍ଜ ଆନନ୍ଦ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନ



ସାଉଥ କୋ ଫାଇନାନ୍ସ କ୍ୟାଡର କର୍ମଚାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12813 | Read...

ସାଉଥ କୋ ଫାଇନାନ୍ସ କ୍ୟାଡର କର୍ମଚାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର ସ୍ଥାନୀୟ ସ୍ପେକ୍ଟ୍ରମ ହୋଟେଲ ପରିସରରେ ସାଉଥକୋ ଫାଇନାନ୍ସ କ୍ୟାଡର କର୍ମଚାରୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ନୂତନ କର୍ମକର୍ତ୍ତା ଚୟନ ସମେତ ଆଗାମୀ ବର୍ଷର କାର୍ଯ୍ୟପନ୍ଥା ଉ



ଏକ ସ୍ବୟଂସମ୍ପୂର୍ଣ ସମୃଦ୍ଧିଶାଳି ବୃହତ୍ତର ମହାନଗର ନିଗମ ଗଠନ ନିମନ୍ତେ ୧୮ ଟି ପଞ୍ଚାୟତକୁ ସାମିଲ କରିବାର ଆବଶ୍ୟକତା ରହିଛି-- ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ।

Bhagyaprabha News Bureau | ବିଶେଷ | ଗଞ୍ଜାମ | 12812 | Read...

ଏକ ସ୍ବୟଂସମ୍ପୂର୍ଣ ସମୃଦ୍ଧିଶାଳି  ବୃହତ୍ତର ମହାନଗର ନିଗମ ଗଠନ ନିମନ୍ତେ ୧୮ ଟି ପଞ୍ଚାୟତକୁ ସାମିଲ କରିବାର ଆବଶ୍ୟକତା ରହିଛି-- ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ।

ନିକଟରେ ରାଜ୍ୟ ସରକାର ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁପାଳନ କରିବାକୁ ଯାଇ ଲୋଚପଡା ପଞ୍ଚାୟତ ସହ ବଡ଼ କୁଷସ୍ଥଳି ପଞ୍ଚାୟତର ସାନ କୁଷସ୍ଥଳି ଗ୍ରାମ , ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣ ପଲ୍ଲି ଗ୍ରାମ ଏବଂ ଗୋଳାବନ୍ଧ



ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପନୀ ଦିବସରେ ଶ୍ରମ ମନ୍ତ୍ରୀ ଓ ବ୍ରହ୍ମପୁର ସାଂସଦ

Kiran Behera | ବିଶେଷ | ଗଞ୍ଜାମ | 12811 | Read...

ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପନୀ ଦିବସରେ ଶ୍ରମ ମନ୍ତ୍ରୀ ଓ ବ୍ରହ୍ମପୁର ସାଂସଦ

ଗତ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଶିବାନନ୍ଦ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହର ଦ୍ବିତୀୟ ଅଧିବେଶନରେ ଶ୍ରମ ମନ୍ତ



ଜିଲ୍ଲାସ୍ତରୀୟ ପ୍ରଥମ ଚିଲଡ୍ରେନ୍ସ କପ୍ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Swadhina Kumar Sahu | ଖେଳ | ଗଞ୍ଜାମ | 12810 | Read...

ଜିଲ୍ଲାସ୍ତରୀୟ ପ୍ରଥମ ଚିଲଡ୍ରେନ୍ସ କପ୍ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବ୍ରହ୍ମପୁର - ଅନ୍ତଃଜିଲ୍ଲା ପ୍ରଥମ ଚିଲଡ୍ରେନ୍ସ କପ୍ ଆନ୍ତଃ ବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ହ୍ୟା



ଗଞ୍ଜାମରେ ଚତୁର୍ଥ ଜାତୀୟ ଲୋକ ଅଦାଲତ , ୫ ହଜାରରୁ ଉର୍ଦ୍ଧ ମାମଲାର ଆସୁ ସମାଧାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12809 | Read...

ଗଞ୍ଜାମରେ ଚତୁର୍ଥ ଜାତୀୟ ଲୋକ ଅଦାଲତ , ୫ ହଜାରରୁ ଉର୍ଦ୍ଧ ମାମଲାର ଆସୁ ସମାଧାନ

ବ୍ରହ୍ମପୁର ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଚଳିତ ବର୍ଷର ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ମୋଟ ୫ ହଜାର ୯୭୫ଟି ମାମଲାର ଆଶୁ ସମାଧାନ କରିବା ସହିତ ୭ କୋଟି ୫୭ ଲକ୍ଷ ୫ ହଜାର ୯୯୬ ଟଙ୍କା ପ୍



ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ବୈଠକ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 12808 | Read...

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ବୈଠକ

ଭୁବନେଶ୍ୱର କଳ୍ପନା ଛକ ହନୁମାନ ମନ୍ଦିରରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ କାର୍ଯ୍ୟ କାରୀ ସମ୍ପାଦକ ପଣ୍ଡିତ ନରସିଂହ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍



ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ପ୍ରତିଷ୍ଠା ଦିବସ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12807 | Read...

ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ପ୍ରତିଷ୍ଠା ଦିବସ ପାଳିତ

କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଦୁଇ ଦିନିଆ ଲୋକ କଳା ମହୋତ୍ସବ "ଆମ ଅସ୍ମିତା :ଆମ ଲୋକକଳା" କ



ପୃଥକ ସୁନେତ୍ର କାର୍ଯ୍ୟକ୍ରମରେ ୧୫୦୫ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ

Kiran Behera | ଓଡ଼ିଶା | ଗଞ୍ଜାମ | 12806 | Read...

ପୃଥକ ସୁନେତ୍ର କାର୍ଯ୍ୟକ୍ରମରେ ୧୫୦୫ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ

ରାଜ୍ୟ ସରକାରଙ୍କ ସାର୍ବଜନୀନ ଚକ୍ଷୁ ଚିକିତ୍ସା ଯତ୍ନ ପ୍ରାଧିକରଣ ଆନୁକୁଲ୍ୟରେ ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ସୁନେତ୍ର ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍



ଶିବାନନ୍ଦ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

Kiran Behera | ଓଡ଼ିଶା | ଗଞ୍ଜାମ | 12805 | Read...

ଶିବାନନ୍ଦ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗ୍ରାମରେ ରହିଥିବା ଶିବାନନ୍ଦ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଶନିବାର ଉଦଘାଟିତ ହୋଇଯାଇଛି । ସଂସ୍କୃତ ଶିକ୍ଷକ ବିଶ୍ଵନାଥ ଦାସଙ୍କ ସଂଯୋଜନାରେ ସୁବର୍ଣ



ଅମୁଲ୍ୟ ପ୍ରେମରେ ବାନ୍ଧି ଥିଲେ ପ୍ରଧାନ ଶିକ୍ଷକ ବିବେକାନନ୍ଦ

Arun kumar nayak | ଓଡ଼ିଶା | ଗଜପତି | 12804 | Read...

ଅମୁଲ୍ୟ ପ୍ରେମରେ ବାନ୍ଧି ଥିଲେ ପ୍ରଧାନ ଶିକ୍ଷକ ବିବେକାନନ୍ଦ

ଗଜପତି ଜିଲ୍ଲା ମୋହନା ବ୍ଲକ ନିକଟସ୍ଥ ବିରିକୋଟ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରଥମ ପ୍ରାଧନ ଶିକ୍ଷକ ଥିଲେ ଅରୁଣ କୁମାର ପଟ୍ଟନାୟକ । ନିରକ୍ଷର ମାନଙ୍କୁ ଗାଁ କୁ ଆଣିଲେ ଶିକ୍ଷାର ଆଲୋକ ଦେଖାଇଲେ ଦୀର୍ଘ 28 ବର୍ଷ ଧରି ଝଡ ଝଳରୁ



ସ୍ୱଳ୍ପ ସଞ୍ଚୟ ବିଭାଗରୁ ଉପଖଣ୍ଡ ସ୍ତରୀୟ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12803 | Read...

ସ୍ୱଳ୍ପ ସଞ୍ଚୟ ବିଭାଗରୁ ଉପଖଣ୍ଡ ସ୍ତରୀୟ  ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ  ଶିବିର

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଆଜି ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷ୍ୟରେ ଏକ ଆର୍ଥିକ ସାକ୍ଷାରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ-ଜି



ଜାତୀୟ ଶିକ୍ଷା ଦିବସ ଉପଲକ୍ଷେ ବସ୍ତିରେ କାର୍ଯ୍ୟକ୍ରମ...

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 12802 | Read...

ଜାତୀୟ ଶିକ୍ଷା ଦିବସ ଉପଲକ୍ଷେ ବସ୍ତିରେ କାର୍ଯ୍ୟକ୍ରମ...

ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ତରଫରୁ ଜାତୀୟ ଶିକ୍ଷା ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସ୍ଥିତ ବସ୍ତିଠାରେ ପାଳନ କରିଛନ୍ତି। ଯେଉଁଥିରେ କି ପିଲମାନଙ୍କର ମଧ୍ୟରେ କୌତୁକହଳ ପ୍



ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଅନୁଷ୍ଠିତ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 12801 | Read...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଶ



ଦୁଇ ଯୁବକଙ୍କୁ ଆକ୍ରମଣ ଓ ପୋଲିସକୁ ଦୁର୍ବ୍ୟବହାର ମାମଲା : ୮ ଗିରଫ , ମାରଣାସ୍ତ୍ର ଜବତ

Kiran Behera | ଅପରାଧ | ଗଞ୍ଜାମ | 12800 | Read...

ଦୁଇ ଯୁବକଙ୍କୁ ଆକ୍ରମଣ ଓ ପୋଲିସକୁ ଦୁର୍ବ୍ୟବହାର ମାମଲା : ୮ ଗିରଫ , ମାରଣାସ୍ତ୍ର ଜବତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜପୁର ରୋଡ ନିକଟସ୍ଥ ମୁଖ୍ୟ ରାସ୍ତାରେ ଗତ ରବିବାର ଦିନ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଓ ପୋଲିସକୁ ଦୁର୍ବ୍ୟବହାର ମାମଲାରେ ପୋଲିସ ଗୁରୁବାର ଦିନ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ



ବରିଷ୍ଠ କିରାଣୀ ସୁନୀଲ ବିଶ୍ୱାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 12799 | Read...

ବରିଷ୍ଠ କିରାଣୀ ସୁନୀଲ ବିଶ୍ୱାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ହୂମା ବୀର ଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ କିରାଣୀ ସୁନୀଲ କୁମାର ବିଶ୍ଵାଳଙ୍କ ଅବସର କାଳୀନ ଉପଲକ୍ଷେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ମହେଶ୍ୱର ବେହେରାଙ୍କ ପୌରୋ ହିତ୍ୟରେ ଆୟୋଜିତ ଉକ୍ତ ସ



ଆଇଏନସି ଟିମ ଦ୍ଵାରା କଲେଜ ଅଫ ନର୍ସିଂରେ ଭିତ୍ତିଭୂମି ଯାଞ୍ଚ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12798 | Read...

ଆଇଏନସି ଟିମ ଦ୍ଵାରା କଲେଜ ଅଫ ନର୍ସିଂରେ ଭିତ୍ତିଭୂମି ଯାଞ୍ଚ

ବ୍ରହ୍ମପୁର- ଜାତୀୟ ନର୍ସିଂ କାଉନସିଲ(ଆଇଏନସି)ର ଦୁଇ ଜଣିଆ ଟିମ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା କଲେଜ ଅଫ ନର୍ସିଂରେ ପହଞ୍ଚି ଦୁଇଦିନ ଧରି ଭିତ୍ତିଭୂମି ସହ ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି।ଗତବର୍ଷ ଏହି



ନିଷ୍ଟ ଶିକ୍ଷାନୁଷ୍ଠାନ ପକ୍ଷରୁ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12797 | Read...

ନିଷ୍ଟ ଶିକ୍ଷାନୁଷ୍ଠାନ ପକ୍ଷରୁ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜି କଲେଜ ପରିସରରେ ଆଜି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ଲାଗି ଏକ ସମ୍ବର୍ଦ୍ଧନା ସଭା ତଥା ଚାରି ଦିନିଆ ଓର



ଡିଜିଟାଲ ଉଦ୍ଭାବକଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12796 | Read...

ଡିଜିଟାଲ ଉଦ୍ଭାବକଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ଭୂବନେଶ୍ୱର ସ୍ଥିତ ଠାରେ କଳିଙ୍ଗ ପୁସ୍ତକ ମେଳା ମଞ୍ଚରେ କାବ୍ୟଲୋକ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମନୋଜ୍ଞ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକ ମେଳା କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରା



ଶତ ବାର୍ଷିକ ଉତ୍ସବ ଉପଲକ୍ଷେ କ୍ରୀଡା ପ୍ରତିଯୋଗୀତା

Swadhina Kumar Sahu | ଖେଳ | ଗଞ୍ଜାମ | 12795 | Read...

ଶତ ବାର୍ଷିକ ଉତ୍ସବ ଉପଲକ୍ଷେ କ୍ରୀଡା ପ୍ରତିଯୋଗୀତା

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତ ବାର୍ଷିକ ଉତ୍ସବ ଉପଲକ୍ଷେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ । ଏହି ଶତ ବାର୍ଷିକି କ୍ରୀଡା ସମାରୋହକୁ ଆଞ୍ଚଳିକ ଶିକ୍ଷା ସଂଯୋଜ



କଇଁଚଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12794 | Read...

କଇଁଚଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା

ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବିରଲ ଅଲିଭ ରିଡଲେ କଇଁଚଙ୍କ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଉତ୍କୃଷ୍ଟ ସ୍ଥଳୀ । ଏହି ମୁହାଣକୁ ଗତ ବର୍ଷ ରାଜ୍ୟରେ ସର୍ବାଧିକ କଇଁଚ ଗଣ ଅଣ୍ଡାଦାନ ପାଇଁ ଆସିଥିବା ବେଳେ ତାଙ୍କର ସୁରକ୍ଷାକୁ



ଦିଗପହଣ୍ଡି ବ୍ଲକ ଆଶାକର୍ମୀ ସଂଘର ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 12793 | Read...

ଦିଗପହଣ୍ଡି ବ୍ଲକ ଆଶାକର୍ମୀ ସଂଘର ବୈଠକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଶାକର୍ମୀ ସଂଘର ଏକ ଆଲୋଚନା ବୈଠକ କାର୍ଯ୍ୟକ୍ରମ ରବିବାର ଦିନ ଗୁପ୍ତେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶୈଳବାଳା ପଣ୍ଡାଙ୍କ ସଭାପତିତ୍ୱରେ ଭାରତୀୟ ମଜଦୁର ସଂ



ଧାର୍ମିକ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

Kiran Behera | ଓଡ଼ିଶା | ଗଞ୍ଜାମ | 12792 | Read...

ଧାର୍ମିକ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଏଚ୍ . ଟିକରପଡ଼ା ଓ ଆଦିକନ୍ଦପୁର ଗ୍ରାମରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧ



ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ୩ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 12791 | Read...

ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ୩ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି - ଆସିକା ମୁଖ୍ୟରାସ୍ତାର ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୫ ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛ



ଅକ୍ସଫୋର୍ଡ ପବ୍ଲିକ ବିଦ୍ୟାଳୟରେ ଚତୁର୍ଦ୍ଦଶ ଖେଳକୁଦ ସମାରୋହ

Gouri Shankar Mishra | ଖେଳ | ଗଞ୍ଜାମ | 12790 | Read...

ଅକ୍ସଫୋର୍ଡ ପବ୍ଲିକ ବିଦ୍ୟାଳୟରେ ଚତୁର୍ଦ୍ଦଶ ଖେଳକୁଦ ସମାରୋହ

ବ୍ରହ୍ମପୁର ସହରର ସ୍ଥାନୀୟ ଲାଞ୍ଜିପଲ୍ଲି ଜାତୀୟ ରାଜପଥ ସ୍ଥିତ ଅକ୍ସଫୋର୍ଡ୍ ପବ୍ଲିକ ସ୍କୁଲ ର ଚତୁର୍ଦ୍ଦଶ ବାର୍ଷିକ ଖେଳକୁଦ ସମାରୋହ ମହାଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ସଞ୍ଜୟ ସ୍ମାରକୀ ବୈଷୟିକ



ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ବିଦ୍ୟାଳୟର 60 ଜଣ ଛାତ୍ର ଛାତ୍ରୀ ପୁରସ୍କୃତ

BHAGYAPRABHA NEWS | ଓଡ଼ିଶା | | 12789 | Read...

ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ବିଦ୍ୟାଳୟର 60 ଜଣ ଛାତ୍ର ଛାତ୍ରୀ ପୁରସ୍କୃତ

ସତର୍କତା ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥିଲା |ଭିଜିଲାନ୍ସ ସଚେତନତା ସପ୍ତାହରେ ସ୍କୁଲ ପିଲାମାନଙ୍କୁ ଜଡିତ କରିବା ଉଦେଶ୍ୟ ହେଉଛି ସାଧାରଣ ଜନତାଙ୍



ପୂର୍ବତଟ ରେଳପଥ ପକ୍ଷରୁ ଭ୍ରଷ୍ଟାଚାର ମୁକ୍ତ ଭାରତ-ବିକଶିତ ଭାରତ କର୍ମଶାଳା

BHAGYAPRABHA NEWS | ଓଡ଼ିଶା | | 12788 | Read...

ପୂର୍ବତଟ ରେଳପଥ ପକ୍ଷରୁ ଭ୍ରଷ୍ଟାଚାର ମୁକ୍ତ ଭାରତ-ବିକଶିତ ଭାରତ  କର୍ମଶାଳା

ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ “ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଯାଇଅଛି ଯେଉଁଠାରେ ଓଡ଼ିଶା



ପାରାଷ୍ଟାପ କର୍ମଚାରୀଙ୍କୁ ଆକ୍ରମଣ- ଫରେଷ୍ଟ ଗାର୍ଡଙ୍କ ସ୍ୱାମୀ ନାମରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 12787 | Read...

ପାରାଷ୍ଟାପ କର୍ମଚାରୀଙ୍କୁ ଆକ୍ରମଣ- ଫରେଷ୍ଟ ଗାର୍ଡଙ୍କ ସ୍ୱାମୀ ନାମରେ ଏତଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଗତକାଲି ରାତିରେ ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଥିଲା । କାର୍ଯ୍ୟରତ ପାରାଷ୍ଟାପ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ନୂଆପଡ଼ା ସେକ୍ସନ ବମକୋଇ ବିଟର ଫରେଷ



ନାଳପାଣି ବନ୍ଦକୁ ନେଇ ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ତୁରୁବୁଡି ପଞ୍ଚାୟତର ଚାଷୀ

Kiran Behera | ବିଶେଷ | ଗଞ୍ଜାମ | 12786 | Read...

ନାଳପାଣି ବନ୍ଦକୁ ନେଇ ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ତୁରୁବୁଡି ପଞ୍ଚାୟତର  ଚାଷୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କେରାଣ୍ଡିମାଳ ପର୍ବତ ଶୀର୍ଷରୁ ଗଡ଼ି ଆସୁଥିବା ମଗୁରୁମା ନାଳ ପାଣି ବନ୍ଦକୁ ନେଇ ଶୁକ୍ରବାର ଦିନ ବି . ତୁରୁବୁଡି ପଞ୍ଚାୟତର ଶତାଧିକ ଚାଷୀ ତହସିଲଦାରଙ୍କ ଦ୍ବାରସ୍ଥ ହୋଇଥିବା ଜଣ



ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନିତି ନିବାରଣ ସଚେତନତା ସଭା

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 12785 | Read...

ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନିତି ନିବାରଣ ସଚେତନତା ସଭା

ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନିତି ନିବାରଣ ସଚେତନତା ସଭା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କ



ନକଲି ଗୁଟଖା ସମେତ ଦୁଇ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12784 | Read...

ନକଲି ଗୁଟଖା ସମେତ ଦୁଇ ଗିରଫ

ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଓଡିଆରପି କଲୋନିର ଏକ ଘରେ ଚଢାଉ କରି ନକଲି ଗୁଟଖା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଏକ ବିଶେଷ ସୂତ୍ରରୁ ଖବର ପାଇ ସୁରଳ ଓଡିଆରପି କଲୋନିର ଏକ ଦୁ



ସଡକ ଦୁର୍ଘଟଣାରେ ମହିଳାଙ୍କ ମୃର୍ତ୍ୟୁ, ଦୁଇ ଘଣ୍ଟା ଜାତୀୟ ରାଜପଥ ଅବରୋଧ

Swadhina Kumar Sahu | ଅପରାଧ | ଗଞ୍ଜାମ | 12783 | Read...

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃର୍ତ୍ୟୁ, ଦୁଇ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ବ୍ରହ୍ମପୁର- ସ୍ଥାନୀୟ ଗୋଳନ୍ଥରା ଥାନା ଅନ୍ତର୍ଗତ ହଲଦିଆପଦର ନବ ନିର୍ମିତ ଓଭର ବିଜ୍ର ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟି ଯାଇଛି । ସଡକ ଦୁର୍ଗଟଣାରେ ପାତ୍ରପୁର ବ୍ଲକ ତିତିଗାଁର ପିଙ୍କି ପ୍ରଧାନଙ୍କ ମୁର୍ତ୍ୟୁ ଘଟି



ସହରର ହୋଟେଲ ଗୁଡିକରେ ପ୍ରଶାସନର ଚଢାଉ, ତିନି ହୋଟେଲ ସିଲ

Swadhina Kumar Sahu | ବିଶେଷ | ଗଞ୍ଜାମ | 12782 | Read...

ସହରର ହୋଟେଲ ଗୁଡିକରେ ପ୍ରଶାସନର ଚଢାଉ, ତିନି ହୋଟେଲ ସିଲ

ବ୍ରହ୍ମପୁର ସହରରେ ରହିଥିବା ଜଣାଶୁଣା ହୋଟେଲ, ମିଠା ଦୋକାନ ଏବଂ ମଲ୍ ମାନଙ୍କରେ ମହାନଗର ନିଗମ କମିଶନର ଏବଂ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ହୋଟେଲ ଗୁଡିକରେ ଖାଦ୍ୟର ମାନ ଯାଞ



ଆଲୋମଣ୍ଡାରେ ଆୟୋଜିତ ହେଲା ଚକ୍ଷୁ ଚିକିତ୍ସା ଶିବିର -୧୭ ଜଣ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର

BHAGYAPRABHA NEWS | ଓଡ଼ିଶା | କୋରାପୁଟ | 12781 | Read...

ଆଲୋମଣ୍ଡାରେ ଆୟୋଜିତ ହେଲା ଚକ୍ଷୁ ଚିକିତ୍ସା ଶିବିର -୧୭ ଜଣ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର

ରାଜ୍ୟର କୋରାପୁଟ ଜିଲ୍ଲା ମାଓ ଅଧୂଷିତ ସୀମାନ୍ତବର୍ତ୍ତି ବନ୍ଧୁଗାଁ ବ୍ଲକ ଆଲୋମଣ୍ଡା ଠାରେ ଆୟୋଜିତ ହୋଇଯାଇଛି ଚକ୍ଷୁ ଚିକିତ୍ସା ଶିବିର । ଯେଉଁଥିରେ ୧୭ ଜଣ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇ ବିନା ମୂଲରେ ଚଷମା ଯୋଗାଇ ଦ



ବ୍ରହ୍ମପୁରରେ ଆୟୋଜିତ ହେବ ପଶ୍ଚିମ ଓଡିଶାର ନୃତ୍ୟ ସଂଙ୍ଗୀତ ରଙ୍ଗବତୀ କାର୍ଯ୍ୟକ୍ରମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12780 | Read...

ବ୍ରହ୍ମପୁରରେ ଆୟୋଜିତ ହେବ ପଶ୍ଚିମ ଓଡିଶାର ନୃତ୍ୟ ସଂଙ୍ଗୀତ ରଙ୍ଗବତୀ କାର୍ଯ୍ୟକ୍ରମ

ପଶ୍ଚିମ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ କୁ ନେଇ ବ୍ରହ୍ମପୁର ଠାରେ ଦୁଇ ଦିନିଆ ରଙ୍ଗବତୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆସନ୍ତା ୦୬ ଓ ୦୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ



ବିପୁଳ ପରିମାଣର ନକଲି ମଦ ଜବତ, ଦୁଇ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12779 | Read...

ବିପୁଳ ପରିମାଣର ନକଲି ମଦ ଜବତ, ଦୁଇ ଗିରଫ

ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶି ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଗତ କାଲି ଅପରାହ୍ନ ସମୟରେ ଅବକାରୀ ବିଭାଗ ପକ୍ଷରୁ ସୂରଳ ରେଳ ଫାଟକ ନିକଟରେ ଗାଡି ଯାଞ୍ଚ



ଦାଶପୁର ଛକରୁ ୯ ଫୁଟର ଅଜଗର ସାପ ଉଦ୍ଧାର

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12778 | Read...

ଦାଶପୁର ଛକରୁ ୯ ଫୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ଦାଶପୁର ଛକ ନିକଟରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସୂଚନା ମୁତାବକ ଗତକାଲି ରାତ୍ର ସମୟରେ ଦାଶପୁର ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ପାଖରେ ବିରାଟକାୟ ଅଜଗର ସାପଟିକୁ



ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଧ୍ୟାତ୍ମିକ ସମାବେଶ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12777 | Read...

ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଧ୍ୟାତ୍ମିକ ସମାବେଶ

ବ୍ରହ୍ମପୁର -ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଚାଲିଆସିଥିବା ଶ୍ରୀ ରାମଚରିତ ମାନସ ପାରାୟଣ ଓ ପ୍ରବଚନରେ ଓଡ଼ିଶାର ପ୍ରଖ୍ୟାତ ପ୍ରବଚିକା, ସ୍ଵାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆଶ୍ରିତ ପ୍ରାପ୍ତ ଉତ୍କଳ ମୀରା କମଳ କୁମ



ନିମଖଣ୍ଡିପେଣ୍ଠ ଓ ଖମ୍ବାରୀ ଗାଁ ପଞ୍ଚାୟତରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12776 | Read...

ନିମଖଣ୍ଡିପେଣ୍ଠ ଓ ଖମ୍ବାରୀ ଗାଁ ପଞ୍ଚାୟତରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଗରିବ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କୁ ଅବଗତ କରାଇବା ନେଇ ରାଜ୍ୟରେ ଏକ ମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଏହି ଅବସରର



ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 12775 | Read...

ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଛତ୍ରପୁର- ଦୁର୍ନୀତି ନିବାରଣ ସପ୍ତାହ ୩୧ ଅକ୍ଟୋବର ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ । ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଦୁର୍ନୀତି ନିବାରଣ ସଚେତନତା ସକାଶେ ମାନ୍ୟବର ମୁଖ୍ୟମନ୍



ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିତ ହେଲା ଭିଜିଲାନ୍ସ ସପ୍ତାହ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12774 | Read...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିତ ହେଲା ଭିଜିଲାନ୍ସ ସପ୍ତାହ

ବ୍ରହ୍ମପୁର- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଜି ଭିଜିଲାନ୍ସ ସପ୍ତାହ ପାଳନ କରିଛି | ବିଶ୍ୱବିଦ୍ୟାଳୟର ସିନେଟ ହଲ ପରିସରରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତା ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୂଳ



ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

BHAGYAPRABHA NEWS | ବିଶେଷ | ଗଞ୍ଜାମ | 12773 | Read...

ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଙ୍ଘର ଗୁରୁତ୍ୱପୂର୍ଣ୍ଣ  ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖଲ୍ଲିକୋଟ ଠାରେ ରହିଥିବା ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସମ୍ମିଳନୀରେ ସର



କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

Kiran Behera | ରାଜନୀତି | ଗଞ୍ଜାମ | 12772 | Read...

କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ସୋମବାର ସ୍ୱର୍ଗୀୟା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି।ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଇନ୍ଦି



ବ୍ଳକସ୍ତରୀୟ ଜନଶୁଣାଣୀ ଶିବିରରେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ହଡପ ହେଉଥିବା ଅଭିଯୋଗ

Kiran Behera | ବିଶେଷ | ଗଞ୍ଜାମ | 12771 | Read...

ବ୍ଳକସ୍ତରୀୟ ଜନଶୁଣାଣୀ ଶିବିରରେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ହଡପ ହେଉଥିବା ଅଭିଯୋଗ

ବ୍ଳକସ୍ତରୀୟ ଜନଶୁଣାଣୀ ଶିବିରରେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ହଡପ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିଷ୍ପତ୍ତି କ୍ରମେ ସୋମବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକ



ଯଦି ରାଜନୀତି ଶିଖିବାର ଅଛି ତେବେ ପଟେଲଙ୍କ ଜୀବନୀ ପଢ଼ନ୍ତୁ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12770 | Read...

ଯଦି ରାଜନୀତି ଶିଖିବାର ଅଛି ତେବେ ପଟେଲଙ୍କ ଜୀବନୀ ପଢ଼ନ୍ତୁ

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୪୮ ତମ ଜନ୍ମବାର୍ଷିକ ବ୍ରହ୍ମପୁର ସହରରେ ପାଳିତ ହୋଇଯାଇଛି । ସ୍ଥାନୀୟ ଗେଟବଜ଼ାର ସ୍ଥିତ ଏନ୍.ଜି.ଓ ହଲ ଠାରେ ସର୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଙ୍ଘ ତରଫରୁ ଆୟୋଜିତ କାର୍ଯ୍ୟକ୍ରମର



ଦିଗପହଣ୍ଡି ଓ କଇଠଖଣ୍ଡି ପଞ୍ଚାୟତରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

Kiran Behera | ରାଜନୀତି | ଗଞ୍ଜାମ | 12769 | Read...

ଦିଗପହଣ୍ଡି ଓ କଇଠଖଣ୍ଡି ପଞ୍ଚାୟତରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡ଼ଃ . ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ



ଅର୍ଜୁନ ରଥରେ କୃଷ୍ଣ ସାରଥୀ ନାଟକ ମଞ୍ଚସ୍ଥ

Kiran Behera | ଓଡ଼ିଶା | ଗଞ୍ଜାମ | 12768 | Read...

ଅର୍ଜୁନ ରଥରେ କୃଷ୍ଣ ସାରଥୀ ନାଟକ ମଞ୍ଚସ୍ଥ

ପବିତ୍ର ଦୀପାବଳି ଓ ଶ୍ୟାମାକାଳୀ ପୂଜା ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗଡଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗ ଦଳା ଗ୍ରାମରେ ପୈାରାଣିକ ନାଟକ ' ଅର୍ଜୁନ ରଥରେ କୃଷ୍ଣ ସାରଥୀ ' ନାଟକ ମଞ୍ଚସ୍ଥ ହୋଇଯାଇଛି



ତୃତୀୟ ଦିନରେ ପୂଜା ମଣ୍ଡପରେ ପୂଜିତ ସାନବ୍ରାହ୍ମଣ ସାହି ଶ୍ୟାମାକାଳୀ ପୂଜା

Kiran Behera | ବିଶେଷ | ଗଞ୍ଜାମ | 12767 | Read...

ତୃତୀୟ ଦିନରେ ପୂଜା ମଣ୍ଡପରେ ପୂଜିତ ସାନବ୍ରାହ୍ମଣ ସାହି ଶ୍ୟାମାକାଳୀ ପୂଜା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ସାନବ୍ରାହ୍ମଣ ସାହିରେ ୩୦ ତମ ଶ୍ୟାମାକାଳୀ ପୂଜା ଅବସରରେ ଆଜି ତୃତୀୟ ଦିନରେ ପୂଜା ମଣ୍ଡପରେ ପୂଜିତ ପାଉଛନ୍ତି ମାଁ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ କାର୍ତ୍ତିକ ମା



ଜିଲ୍ଲାପାଳଙ୍କ ଦ୍ୱାରା ଦିଗପହଣ୍ଡି ନୂତନ ବସଷ୍ଟାଣ୍ଡରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ

Kiran Behera | ବିଶେଷ | ଗଞ୍ଜାମ | 12766 | Read...

ଜିଲ୍ଲାପାଳଙ୍କ ଦ୍ୱାରା ଦିଗପହଣ୍ଡି ନୂତନ ବସଷ୍ଟାଣ୍ଡରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଦ୍ବାରା ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନୂତନ ବସଷ୍ଟାଣ୍ଡର ନାମକରଣ ଓ ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଯାଇଛି । କାର୍ଯ୍ୟନିର୍ବାହୀ ଅଧ



ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ସୂର୍ଯ୍ୟପରାଗରେ କଲେ ସାମୁହିକ ଭୋଜନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12765 | Read...

ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ସୂର୍ଯ୍ୟପରାଗରେ କଲେ ସାମୁହିକ ଭୋଜନ

ସୂର୍ଯ୍ୟପରାଗ ଅବସରରେ ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ପାକତ୍ୟାଗ କରୁଥିବା ବେଳେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡରେ ଥିବା ଚାର୍ବାକ୍ ଭବନ ଠାରେ ଏକ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋ



ସବୁଜ ବାହିନୀ ପକ୍ଷରୁ ଆସ ଫୁଟାଇବା ହସ କାର୍ଯ୍ୟକ୍ରମ

Swadhina Kumar Sahu | ବିଶେଷ | ଗଞ୍ଜାମ | 12764 | Read...

ସବୁଜ ବାହିନୀ ପକ୍ଷରୁ ଆସ ଫୁଟାଇବା ହସ  କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରରେ ସବୁଜ ବାହିନୀ ପକ୍ଷରୁ "ଆସ ଫୁଟାଇବା ହସ" କାର୍ଯ୍ୟକ୍ରମ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ରେ ସବୁଜ ବାହିନୀ ପକ୍ଷରୁ ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳ ଗୁଡିକରେ ଆସ ଫୁଟାଇବା ହସ" କାର୍ଯ୍ୟକ୍ରମ ଅନୁ



ଇଷ୍ଟକୋଷ୍ଟ ରେଲୱେ ମଜଦୁର ୟୁନିଅନର ପ୍ରତିନିଧି ମଣ୍ଡଳ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ

BHAGYAPRABHA NEWS | ଓଡ଼ିଶା | | 12763 | Read...

ଇଷ୍ଟକୋଷ୍ଟ ରେଲୱେ ମଜଦୁର ୟୁନିଅନର ପ୍ରତିନିଧି ମଣ୍ଡଳ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ

ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିଅନର ଏକ ପ୍ରତିନିଧି ମଣ୍ଡଳ ମାନନୀୟ କେନ୍ଦ୍ରୀୟ ଶିକ୍ଷା ତଥା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରିଛନ୍ତି । ରେଲୱେ କର୍ମଚାର



ଏନ ଏସ ଏସ ଛାତ୍ର ଏନ୍.ନିଳମାଧବ ପାତ୍ର ଙ୍କୁ ମିଳିଲା ରାଜ୍ୟ ପୁରସ୍କାର

BHAGYAPRABHA NEWS | ଶିକ୍ଷା | ଗଞ୍ଜାମ | 12762 | Read...

ଏନ ଏସ ଏସ ଛାତ୍ର  ଏନ୍.ନିଳମାଧବ ପାତ୍ର ଙ୍କୁ ମିଳିଲା ରାଜ୍ୟ ପୁରସ୍କାର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗାଁ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ଏନ୍.ନିଳମାଧବ ପାତ୍ର ଙ୍କୁ ରାଜ୍ୟ ଶ୍ରେଷ୍ଠ ଏନ ଏସ ଏସ ଛାତ୍ର ସ୍ଵେଚ୍ଛାସେବୀ ପାଇଁ ଜାତୀୟ ସେବା ଯୋଜନା ୨୦୨୧-୨୨ ଶିକ୍ଷାବର



ବାଲୁକା କଳାରେ ସତ୍ୟଙ୍କ ଗ୍ରୀନ ଦୀପାବଳି ବାର୍ତ୍ତା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12761 | Read...

ବାଲୁକା କଳାରେ ସତ୍ୟଙ୍କ ଗ୍ରୀନ ଦୀପାବଳି ବାର୍ତ୍ତା

ବାଲୁକା କଳା ମାଧ୍ୟମରେ ମା କାଳୀଙ୍କ ପତିମୂର୍ତ୍ତି ତିଆରି କରିବା ସହିତ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ପବିତ୍ର କାଳୀ ପୂଜା ଉପଲକ୍ଷେ ମା କାଳୀଙ୍କ ଏକ ସୁନ୍ଦର ବାଲୁକା କଳା କ



ମଧୁବନ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12760 | Read...

ମଧୁବନ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧୁବନ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଓ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେ



ଦିଗପହଣ୍ଡି ଏନପିଏସ ଶିକ୍ଷକ ସଂଘର ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 12759 | Read...

ଦିଗପହଣ୍ଡି ଏନପିଏସ ଶିକ୍ଷକ ସଂଘର ବୈଠକ

ଦିଗପହଣ୍ଡି ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ପାଣି ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଉପେନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଭାପ



ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରୋଜଗାର ମେଳାର ଶୁଭାରମ୍ଭ - ୧୦ ଲକ୍ଷ ବ୍ୟକ୍ତିଙ୍କ ପାଇଁ ନିୟୋଜନ ଅଭିଯାନ |

Bhagyaprabha News Bureau | ବିଶେଷ | | 12758 | Read...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରୋଜଗାର ମେଳାର  ଶୁଭାରମ୍ଭ - ୧୦ ଲକ୍ଷ ବ୍ୟକ୍ତିଙ୍କ ପାଇଁ ନିୟୋଜନ ଅଭିଯାନ |

ସାରା ଦେଶରେ ୭୫,୦୦୦ ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ |● ୧୦ ଲକ୍ଷ ଚାକିରି ଯୋଗାଇବାର ସମ୍ପୂର୍ଣ୍ଣ ଲକ୍ଷ୍ୟ ଆସନ୍ତା ୧୨ ମାସ ମଧ୍ୟରେ ଏକ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ |● ଏସଏସସି ଦ୍ୱାରା ନିଯୁକ୍



ଗଞ୍ଜାମ ଜିଲ୍ଲା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ର ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

Gouri Shankar Mishra | ଖେଳ | ଗଞ୍ଜାମ | 12757 | Read...

ଗଞ୍ଜାମ ଜିଲ୍ଲା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ର ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ର ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଶିବାନନ୍ଦ ନଗର ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଖେଳ ପଡିଆ ରେ ଆୟୋଜିତ ଗଞ୍ଜା



ଅଗ୍ରଣୀ ସେବା ସଂଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଠ୍ୟ ଉପକରଣ ଓ ସୁଷମ ଖାଦ୍ୟ ବଣ୍ଟନ

Gouri Shankar Mishra | ସ୍ବାସ୍ଥ୍ୟ | ଗଞ୍ଜାମ | 12756 | Read...

ଅଗ୍ରଣୀ ସେବା ସଂଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଠ୍ୟ ଉପକରଣ ଓ ସୁଷମ ଖାଦ୍ୟ ବଣ୍ଟନ

ବ୍ରହ୍ମପୁର - ବ୍ରହ୍ମପୁରର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିଲାମାନଙ୍କୁ ପାଠ୍ୟ ଉପକରଣ ସହ ଚକୋଲେଟ ଓ ସୁଷମ ଖାଦ୍ୟ ବଣ୍ଟନ କରାଯାଇଛି। ସୂଚନା କ୍ରମେ ଟ୍ରଷ୍ଟର ସଦସ୍ୟା ପ୍ରଭାତୀ ମୁଖିଙ୍କ ଝିଅ ଲିପ



ଇନ୍ଦ୍ରଧନୁ ସାହିତ୍ୟ ସଂସଦର ମାସିକ ଆସର

BHAGYAPRABHA NEWS | ବିଶେଷ | ଗଞ୍ଜାମ | 12755 | Read...

ଇନ୍ଦ୍ରଧନୁ ସାହିତ୍ୟ ସଂସଦର ମାସିକ ଆସର

ବ୍ରହ୍ମପୁର - ଇନ୍ଦ୍ରଧନୁ ସାହିତ୍ୟ ସଂସଦର ମାସିକ ଆସର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଯାଇଛି । କବୟତ୍ରୀ ଆର.ସୁନନ୍ଦା ଚୈଧିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ କବୟତ୍ରୀ ଭାଗ୍ୟଲକ୍ଷ୍ମୀ ମହାରାଣା ଯ



ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପଥପ୍ରାନ୍ତ ସଭା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12754 | Read...

ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପଥପ୍ରାନ୍ତ ସଭା

ବ୍ରହ୍ମପୁର - ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସହ ଅନ୍ୟ ସାମାଜିକ ସଂଗଠନ ର ମିଳିତ ଆନୁକୂଲ୍ୟରେ ଖଲିକୋଟ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍



ଅଲଇଣ୍ଡିଆ ଡି ଏସ ଓ ର ତୃତୀୟ ଜିଲ୍ଲାସ୍ତରୀୟ ଛାତ୍ର ସମ୍ମିଳନୀ

Gouri Shankar Mishra | ଶିକ୍ଷା | ଗଞ୍ଜାମ | 12753 | Read...

ଅଲଇଣ୍ଡିଆ ଡି ଏସ ଓ ର ତୃତୀୟ ଜିଲ୍ଲାସ୍ତରୀୟ ଛାତ୍ର ସମ୍ମିଳନୀ

ବ୍ରହ୍ମପୁର- ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରତ୍ୟାହାର କରିବା, ଜିଲ୍ଲାରେ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟ ଖୋଲିବା, ଖାଲି ପଡିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀଭିତ୍ତିରେ



ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପି.ଏଚ୍.ଡି ରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ

BHAGYAPRABHA NEWS | ଶିକ୍ଷା | ଗଞ୍ଜାମ | 12752 | Read...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ପି.ଏଚ୍.ଡି ରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପି.ଏଚ୍.ଡି ରେ ନାମଲେଖା ନିମନ୍ତେ ଆବେଦନ ପତ୍ର ଭରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜ୍ଞପ୍ତି ଅନୁଯାଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ଭୁକ୍ତ ତଥା ବିଶ୍ଵବିଦ୍ୟାଳୟ ଦ୍ଵାରା ଅନୁମୋଦିତ



କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଓ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ବିଶେଷ | ଗଞ୍ଜାମ | 12751 | Read...

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଓ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଆଙ୍କୋରଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଓ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ



ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ରୂପେ ଆଶୁତୋଷ କୁଲକର୍ଣୀ ସି ଙ୍କ ଦାୟିତ୍ୱ ଗ୍ରହଣ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 12750 | Read...

ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ରୂପେ ଆଶୁତୋଷ କୁଲକର୍ଣୀ ସି ଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର- ବ୍ରହ୍ମପୁର ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ରୂପେ ଭାରତୀଆଶୁତୋଷ କୁଲକର୍ଣୀ ସି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଥିବା ୱି.କୀର୍ତ୍ତି ୱାସନ୍ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍



ଗଞ୍ଜେଇ ପ୍ୟାକିଙ୍ଗ୍ ଚାଲିଥିବା ବେଳେ ଚଢାଉ କଲା ପୋଲିସ -୪ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12749 | Read...

ଗଞ୍ଜେଇ ପ୍ୟାକିଙ୍ଗ୍ ଚାଲିଥିବା ବେଳେ ଚଢାଉ କଲା ପୋଲିସ -୪ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଧରମପୁର ଗ୍ରାମର ଏକ ଗୃହରେ ବେଆଇନ ଭାବେ ଗଞ୍ଜେଇ ପ୍ୟାକିଙ୍ଗ୍ ଚାଲିଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପୋଲିସ ସଂପୃକ୍ତ ଘଟଣ



ବିଦେଶୀ ମଦ ଚୋରାଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ- ୨ ଗିରଫ

Kiran Behera | ଓଡ଼ିଶା | ଗଞ୍ଜାମ | 12748 | Read...

ବିଦେଶୀ ମଦ ଚୋରାଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ- ୨ ଗିରଫ

ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଭାବେ ବିଦେଶୀ ମଦ ଅଟୋ ଯୋଗେ ଚୋରାଚାଲାଣ ବେଳେ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼



ଡେଙ୍ଗାଓସ୍ତା ବଜାରରୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆତସବାଜି ଜବତ : ବେପାରୀ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12747 | Read...

ଡେଙ୍ଗାଓସ୍ତା ବଜାରରୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆତସବାଜି ଜବତ : ବେପାରୀ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା ମାର୍କେଟ ଏକ ଦୋକାନ ଗୃହରୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପୋଲିସ ଅତର୍କିତ ଚଢ଼ାଉ କରି ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆତସବାଜି ଜବତ କରିଥିବା ଜଣାପଡିଛି । ଏନେଇ ପୋ



ଭୀଷ୍ମଗିରୀ ସରପଞ୍ଚ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ୱାର୍ଡ ମେମ୍ବର : ବିଡ଼ିଓଙ୍କୁ ଦାବି ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 12746 | Read...

ଭୀଷ୍ମଗିରୀ ସରପଞ୍ଚ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ୱାର୍ଡ ମେମ୍ବର : ବିଡ଼ିଓଙ୍କୁ ଦାବି ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରୀ ସରପଞ୍ଚଙ୍କ କାର୍ଯ୍ଯକଳାପରେ ଅସନ୍ତୋଷ ପ୍ରକାଶ କରି ବୁଧବାର ଦିନ ସ୍ଥାନୀୟ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା ଏକତ୍ରିତ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ନିକଟ



ଶ୍ୟାମାକାଳୀ ଯାତ୍ରାରେ ସନ୍ଥଶ୍ରୀ ଦେବଦତ୍ତ ଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା

Kiran Behera | ବିଶେଷ | ଗଞ୍ଜାମ | 12745 | Read...

ଶ୍ୟାମାକାଳୀ ଯାତ୍ରାରେ ସନ୍ଥଶ୍ରୀ ଦେବଦତ୍ତ ଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗାଇରାମା ଯାତ୍ରା ଓ ସିଦ୍ଧେଶ୍ଵର ଗ୍ରାମରେ ନବଦିନ ବ୍ୟାପି ଅନୁଷ୍ଠିତ ଶ୍ୟାମାକାଳୀ ଯାତ୍ରାରେ ସନ୍ଥଶ୍ରୀ ଦେବଦତ୍ତ ମେକାପଙ୍କୁ ଗ୍ରାମବାସୀ ପକ୍ଷରୁ



ବଉଳଗାଁ ପଞ୍ଚାୟତରେ ବିଜେପିର ଶକ୍ତି ପ୍ରଦର୍ଶନ

Santosh Kumar Mishra | ରାଜନୀତି | ଗଞ୍ଜାମ | 12744 | Read...

ବଉଳଗାଁ ପଞ୍ଚାୟତରେ ବିଜେପିର ଶକ୍ତି ପ୍ରଦର୍ଶନ

ଛତ୍ରପୁର: ବିଜେଡି ପକ୍ଷରୁ ଗତ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଚାଲି ଆସୁଥିବାବେଳେ ବଉଳଗାଁ ପଞ୍ଚାୟତରେ ବୁଧବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ବିଜେପି ପକ୍ଷରୁ କାଉଣ୍ଟର କରାଯାଇ ପଦଯାତ୍ରା ଅନୁଷ୍ଠିତ ହୋ



ପାଟପୁର ପୋଲିସ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ : ୪ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12743 | Read...

ପାଟପୁର ପୋଲିସ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ : ୪ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପୋଡାମାରୀ ଓ ଡେଙ୍ଗାଓସ୍ତା ଗ୍ରାମରେ ରହିଥିବା ବେଆଇନ ବାଣ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ପୋଲିସ ୧୦ ଲକ



ବାଇକ ଧକ୍କାରେ ବୃଦ୍ଧ ମୃତ - କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Kiran Behera | ଅପରାଧ | ଗଞ୍ଜାମ | 12742 | Read...

ବାଇକ ଧକ୍କାରେ ବୃଦ୍ଧ ମୃତ - କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆସାହିରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦ୍ରୁତଗାମୀ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣ



ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏସଆରସିଙ୍କ ବୈଠକ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 12741 | Read...

ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏସଆରସିଙ୍କ ବୈଠକ

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରି



ମାଁ ଶ୍ୟାମକାଳୀ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12740 | Read...

ମାଁ ଶ୍ୟାମକାଳୀ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର ଶ୍ରୀ ଶ୍ରୀ ଶ୍ରୀ ମାଁ ଶ୍ୟାମକାଳୀ ପୂଜା କମିଟି ପକ୍ଷରୁ ଗୋଷାଣୀନୁଆଗାଁତ୍ରିନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ମଧୁସୂଦନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ବର୍ଷ ଧରି ବନ୍ଦ ଥିବା



ରୋଗୀ ବେଶରେ ଯାଇ ମେଡ଼ିକାଲ ଦଲାଲକୁ କାବୁ କରି ପ୍ରଶଂସିତ ହେଲା ବ୍ରହ୍ମପୁର ପୋଲିସ

Swadhina Kumar Sahu | ଅପରାଧ | ଗଞ୍ଜାମ | 12739 | Read...

ରୋଗୀ ବେଶରେ ଯାଇ ମେଡ଼ିକାଲ ଦଲାଲକୁ କାବୁ କରି ପ୍ରଶଂସିତ ହେଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ରୋଗୀଙ୍କୁ ଲୁଟୁଥିବା ୬ ଦଲାଲଙ୍କୁ ରୋଗୀ ବେଶରେ ଯାଇ କାବୁ କରିଛି ପୋଲିସ ଟିମ। ମେଡ଼ିକାଲରେ ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦଲାଲ ଗିରି କରି ଆସୁଥିବା ସାତ ଜଣ ଦଲାଲ



ଦେଶୀ ମଦ ଓ ବନ୍ଧୁକ ସହିତ ଜଣେ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12738 | Read...

ଦେଶୀ ମଦ ଓ ବନ୍ଧୁକ ସହିତ ଜଣେ ଗିରଫ

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ବନ୍ଧୁକ ସହିତ ଜଣଙ୍କୁ ଗିରଫ କରିଛନ୍ତି । ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ଦିଗପହଣ୍ଡି ଥାନା ଅନ୍ତର୍ଗତ ବରଗାଁ ଛକରେ ତଲାସି ଚାଲିଥିବା ବେଳେ



ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ ପ୍ରୋତ୍ସାହନ ରାଶି : କାର୍ଯ୍ୟାଳୟ ଦ୍ବାରସ୍ଥ

Kiran Behera | ବିଶେଷ | ଗଞ୍ଜାମ | 12737 | Read...

ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ ପ୍ରୋତ୍ସାହନ ରାଶି : କାର୍ଯ୍ୟାଳୟ ଦ୍ବାରସ୍ଥ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଅନ୍ତର୍ଗତ ତୁଣ୍ଡୁରା ଗ୍ରାମର ଜଣେ ଦିବ୍ଯାଙ୍ଗ ମହିଳା ଜାଗି ପ୍ରଧାନଙ୍କୁ ପାଇଖାନା ନିର୍ମାଣ ପ୍ରୋତ୍ସାହନ ରାଶି ଦୀର୍ଘ ୪ ବର୍ଷ ଧରି ମିଳୁନଥିବା ଅଭିଯୋଗ ହୋଇଥିବା ଜଣ



ଜାତୀୟ ସ୍ତରରେ ମନୋନୀତ ଏନ୍ ସି ସି ଛାତ୍ରଙ୍କୁ ପୁରସ୍କାର କଲେ ବିଡ଼ିଓ

Kiran Behera | ଓଡ଼ିଶା | ଗଞ୍ଜାମ | 12736 | Read...

ଜାତୀୟ ସ୍ତରରେ ମନୋନୀତ ଏନ୍ ସି ସି ଛାତ୍ରଙ୍କୁ ପୁରସ୍କାର କଲେ ବିଡ଼ିଓ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତ ଅଧିନସ୍ଥ ଚୈତନ୍ୟ ବିଦ୍ୟାପୀଠରେ ମଙ୍ଗଳବାର ଦିନ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଯୋଗଦେଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦା



ଦେଶୀ ମଦ ଜବତ ଜଣେ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12735 | Read...

ଦେଶୀ ମଦ ଜବତ ଜଣେ ଗିରଫ

ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଜରଡା ଥାନା ପକ୍ଷରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧୨୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ସୂଚନା ମୁତାବକ ଜରଡା ଥାନା ଅନ୍ତର୍ଗତ ଏସ ନୁଆଗାଁ ପଞ୍ଚାୟତ ତାଳପଡା ଗ୍



ବନ ବିଭାଗ ପକ୍ଷରୁ ବାଉଁଶ କାରିଗର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12734 | Read...

ବନ ବିଭାଗ ପକ୍ଷରୁ ବାଉଁଶ କାରିଗର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବାଉଁଶ କାରିଗର ଏବଂ ବନ କର୍ମଚାରୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ମୁ



ଅଗସ୍ତିନୂଆଗାଁରେ ଛତ୍ରପୁର ବ୍ଲକ ଅଧକ୍ଷାଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା

Santosh Kumar Mishra | ରାଜନୀତି | ଗଞ୍ଜାମ | 12733 | Read...

ଅଗସ୍ତିନୂଆଗାଁରେ ଛତ୍ରପୁର  ବ୍ଲକ ଅଧକ୍ଷାଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ଓ ଉପାଧ୍ୟକ୍ଷା ସାଡି ଶାରଦା



ଗୋ-ଚାଲାଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ବସିନ୍ଦା

Swadhina Kumar Sahu | ଅପରାଧ | ଗଞ୍ଜାମ | 12732 | Read...

ଗୋ-ଚାଲାଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ବସିନ୍ଦା

ବ୍ରହ୍ମପୁର ସହର ଦେଇ ବାହାର ରାଜ୍ୟକୁ ଗୋ ଚାଲାଣ କରାଯାଉଥିବା ବେଳେ ତାହାକୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି ସମାଜସେବୀମାନେ । ସୂଚନା ମୁତାବକ ଆଜି ଭୋର ୪ଟା ସମୟରେ ବ୍ରହ୍ମପୁର ଫାଷ୍ଟଗେଟ ନିକଟରେ ଅବକାରୀ ବିଭାଗ ପକ୍ଷର



ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

Swadhina Kumar Sahu | ବିଶେଷ | ଗଞ୍ଜାମ | 12731 | Read...

ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ସହରର ବିଭିନ୍ନ ପ୍ରମୁଖ ସମସ୍ୟାଙ୍କୁ ନେଇ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସହରର କିଛି କର୍ପୋର୍ଟେର ଓ ବୁଦ୍ଧିଜୀବୀ । ବ୍ରହ୍ମପୁର ସହରର ଦକ୍ଷିଣ ଓଡିଶାର ପେଣ୍ଠ ସ୍ଥଳୀ ହୋ



ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12730 | Read...

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଭାବିନିପୁର ଗ୍ରାମରୁ ଏକ ହରିଣ ଛୁଆକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ହରିଣ ଛୁଆଟି ନିଜ ଗୋଷ୍ଟୀରୁ ଅଲଗା ହୋଇ ଗ୍ରାମ ନିକଟରେ ବୁଲୁଥିଲା । ଏହି ସମୟରେ କିଛି କୁକୁର ତାକୁ ଆକ୍ରମଣ



ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଚେନ୍ନାଇରେ ପାଳନ ହେଲା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମ ଦିନ

BHAGYAPRABHA NEWS | ଦେଶଦୁନିଆ | | 12729 | Read...

ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଚେନ୍ନାଇରେ ପାଳନ ହେଲା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମ ଦିନ

ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଚେନ୍ନାଇରେ ପାଳନ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ଯେଉଁଥିରେ ସାମିଲ ହୋଇଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଉତ୍କଳ ଆସୋସିଏସନ ମାଡ୍ରାସ ତରଫରୁ ଚେନ୍ନାଇ ସ



ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି |

Bhagyaprabha News Bureau | ବିଶେଷ | ଗଞ୍ଜାମ | 12728 | Read...

ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ  ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି  |

ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଶନିବାର ମିସାଇଲ ମ୍ୟାନ ତଥା ଭାରତରତ୍ନ ପ୍ରାପ୍ତ ଭାରତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ



ଆମ ଆଦମୀ ପାର୍ଟି ପକ୍ଷରୁ ଦିଗପହଣ୍ଡି ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

Kiran Behera | ବିଶେଷ | ଗଞ୍ଜାମ | 12727 | Read...

ଆମ ଆଦମୀ ପାର୍ଟି ପକ୍ଷରୁ ଦିଗପହଣ୍ଡି ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଦେଶରୁ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ହଟାଇବା ଲକ୍ଷ୍ଯ ନେଇ ରବିବାର ପୂର୍ବାହ୍ନରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦିଗପହଣ୍ଡି ସ୍ଥିତ ଚନ୍ଦ୍ରଚୁଡେଶ୍ବର ଶୈବପୀଠରେ ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍



ଶ୍ୟାମାକାଳୀ ପୂଜା ଉପଲକ୍ଷେ ଜଳଯାତ୍ରା : ସାମିଲ ହେଲେ ୫ ଶହରୁ ଉର୍ଦ୍ଧ୍ବ ମହିଳା

Kiran Behera | ବିଶେଷ | ଗଞ୍ଜାମ | 12726 | Read...

ଶ୍ୟାମାକାଳୀ ପୂଜା ଉପଲକ୍ଷେ ଜଳଯାତ୍ରା : ସାମିଲ ହେଲେ ୫ ଶହରୁ ଉର୍ଦ୍ଧ୍ବ ମହିଳା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ଗ୍ରାମରେ ରବିବାର ଠାରୁ କରୁଣାମୟୀ ଅଗଣିତ ସନ୍ତାନର ଜନନୀ ତଥା ଅଧିଷ୍ଠାତ୍ରୀ ଦେବୀ ମାଁ ଶ୍ଯାମାକାଳୀଙ୍କ ମନ୍ଦିର ବେଢ଼ାରେ ନବଦିନ ବ୍ୟାପି ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି



ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ରୋଗୀଙ୍କୁ ଫଳ ବଣ୍ଟନ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

Kiran Behera | ବିଶେଷ | ଗଞ୍ଜାମ | 12725 | Read...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ରୋଗୀଙ୍କୁ ଫଳ ବଣ୍ଟନ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ବିଜୁ ଜନତା ଦଳ ସଭାପତି ତଥା ସାଢେ ଚାରିକୋଟି ଓଡିଆଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରବିବାର ଦିନ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିବା



ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

Bhagyaprabha News Bureau | ବିଶେଷ | ଗଞ୍ଜାମ | 12724 | Read...

ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ମାସିକ ଆଲୋଚନା ବୈଠକ ସଭାପତି ରାଧା ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଡାକ୍ତର ପ୍ରାଣଚାନ୍ଦ ପଣ୍ଡା ସାଧ



ନୃତ୍ୟ ଗୁରୁ ସୁଜିତଙ୍କ ଅକାଳ ବିୟୋଗରେ ଶୋକ ସଭା

Bhagyaprabha News Bureau | ବିଶେଷ | ଗଞ୍ଜାମ | 12723 | Read...

ନୃତ୍ୟ ଗୁରୁ ସୁଜିତଙ୍କ ଅକାଳ ବିୟୋଗରେ ଶୋକ ସଭା

ବ୍ରହ୍ମପୁର ପ୍ରେମନଗର ଚତୁର୍ଥଲାଇନ୍ ରକ୍ ଷ୍ଟାର ଡ୍ୟାନ୍ସ ଏକାଡେମି ପରିସରରେ ନୃତ୍ୟଗୁରୁ ସୁଜିତଙ୍କ ଶୋକ ସଭା ଆୟୋଜନ କରାଯାଇଥିଲା ଏବଂ ତାଙ୍କରି ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।



କଳାକାର ଭତ୍ତା ଅଭିବୃଦ୍ଧି ନେଇ ମହାସଂଘର ଦାବି

Bhagyaprabha News Bureau | ବିଶେଷ | | 12722 | Read...

କଳାକାର ଭତ୍ତା ଅଭିବୃଦ୍ଧି ନେଇ ମହାସଂଘର ଦାବି

କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଆଜି ପୂର୍ବାହ୍ନ ଦଶ ଘଟିକା ସମୟେ ସ୍ଥାନୀୟ ଭଞ୍ଜ ମଣ୍ଡପ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ



ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ) କୁ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଉଦ୍ଘାଟନ କରିଛନ୍ତି |

Bhagyaprabha News Bureau | ବିଶେଷ | ଖୋର୍ଦ୍ଧା | 12721 | Read...

ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ) କୁ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଉଦ୍ଘାଟନ କରିଛନ୍ତି |

ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକ କୁ ଉଦ୍ଘାଟନ କରି



ଆସନ୍ତାକାଲି ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ ଲୋକାର୍ପିତ ହେବ

BHAGYAPRABHA NEWS | ବିଶେଷ | ଖୋର୍ଦ୍ଧା | 12720 | Read...

ଆସନ୍ତାକାଲି ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ ଲୋକାର୍ପିତ ହେବ

ଆସନ୍ତା ଅକ୍ଟୋବର ୧୬ ତାରିଖ ରବିବାର ଦିନ କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ମନ୍ତ୍ରୀ ଭାରତର ପ୍ରଥ



ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦ ମାନଙ୍କ ବୈଠକ

BHAGYAPRABHA NEWS | ଓଡ଼ିଶା | ସମ୍ବଲପୁର | 12719 | Read...

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦ ମାନଙ୍କ ବୈଠକ

ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି | ସମ୍ମାନନୀୟ ସାଂ



ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କଲା ଅବକାରୀ ବିଭାଗ

Swadhina Kumar Sahu | ଅପରାଧ | ଗଞ୍ଜାମ | 12718 | Read...

ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କଲା ଅବକାରୀ ବିଭାଗ

ବ୍ରହ୍ମପୁର- ଦୁର୍ଗମ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କଲା ବ୍ରହ୍ମପୁର ଅବକାରୀ ବିଭାଗ । ବ୍ରହ୍ମପୁର ଅବକାରୀ ବିଭାଗର ସଦର ଓ ମୋବାଇଲ୍ ଟିମ୍ ମିଳିତ ଭାବରେ ବ୍ରହ୍ମପୁର ଅବକାରୀ ଜିଲ୍ଲାର ଦିଗପହଣ୍ଡି ଥାନା ଅ



ସରକାରଙ୍କ ଦୀପାବଳି ଭେଟି, ନିୟମିତ ହେବେ ୫୭ ହଜାର କର୍ମଚାରୀ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 12717 | Read...

ସରକାରଙ୍କ ଦୀପାବଳି ଭେଟି, ନିୟମିତ ହେବେ ୫୭ ହଜାର କର୍ମଚାରୀ

ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍



ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରରେ କୁନି ଶିଶୁଙ୍କ ଦ୍ବାରା କଣ୍ଢେଇ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12716 | Read...

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରରେ କୁନି ଶିଶୁଙ୍କ ଦ୍ବାରା କଣ୍ଢେଇ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟର କୁନି କୁନି ବିଦ୍ୟାର୍ଥୀଙ୍କ ଦ୍ଵାରା କଣ୍ଢେଇ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: