ଖବର ସଂଗ୍ରହ

.



ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ ପାଇଁ ବ୍ରହ୍ମପୁର ସ୍କେଟରଙ୍କ ଚେନ୍ନାଇ ଯାତ୍ରା

Gouri Shankar Mishra | ଖେଳ | ଗଞ୍ଜାମ | 14126 | Read...

ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ ପାଇଁ ବ୍ରହ୍ମପୁର ସ୍କେଟରଙ୍କ ଚେନ୍ନାଇ ଯାତ୍ରା

ବ୍ରହ୍ମପୁର-ଚଳିତ ମାସ 15 ତାରିଖ ଠାରୁ 25 ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା 61 ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ବ୍ରହ୍ମପୁରର ସ୍କେଟର ମାନେ ଆଜି ଟ୍ରେନ ଯ



ମିଡିଆ ଏକାଦଶ ବିଜୟ ଲାଭ ପରେ ପ୍ରେସ କ୍ଲବରେ ସମ୍ୱର୍ଦ୍ଧନା

Gouri Shankar Mishra | ଖେଳ | ଗଞ୍ଜାମ | 14125 | Read...

ମିଡିଆ ଏକାଦଶ ବିଜୟ ଲାଭ ପରେ ପ୍ରେସ କ୍ଲବରେ ସମ୍ୱର୍ଦ୍ଧନା

ବ୍ରହ୍ମପୁର ମିଡିଆ ଏକାଦଶ ଓ ମୁସଲିମ କଲଚୁରାଲ ଆସୋସିଏସନ୍ ମଧ୍ୟରେ ହୋଇଥିଲା ବନ୍ଧୁତ୍ବପୁର୍ଣ କ୍ରିକେଟ୍ ମ୍ୟାଚ । ଏଥିରେ ମିଡିଆ ଏକାଦଶ ବିଜୟ ଲାଭ କରିଥିଲା । ଏହି ମ୍ୟାଚକୁ ଜିତାଇବା ପଛରେ ଗୌରିଶଙ୍କର ମିଶ୍ର କରିଥିଲେ ଧୂଆ



ୟୁଥ୍ ହଷ୍ଟେଲସ ଆସୋସିଏସନ୍ ଇଣ୍ଡିଆର ୭୫ ବର୍ଷ ପୂର୍ତ୍ତି ଅବସରରେ ସାଇକେଲ ଏକସପେଡିସନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14124 | Read...

ୟୁଥ୍ ହଷ୍ଟେଲସ ଆସୋସିଏସନ୍ ଇଣ୍ଡିଆର ୭୫ ବର୍ଷ ପୂର୍ତ୍ତି ଅବସରରେ  ସାଇକେଲ ଏକସପେଡିସନ

ବ୍ରହ୍ମପୁର - ୟୁଥ୍ ହଷ୍ଟେଲସ ଆସୋସିଏସନ୍ ଇଣ୍ଡିଆର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁର ଶାଖା ତରଫରୁ ୨୬.୧୧.୨୦୨୩ ତାରିଖ ରବିବାର ଦିନ ଛାତ୍ର ମାନଙ୍କୁ ନେଇ ପଞ୍ଚମ ରାଜ୍ୟ ସ୍ତରୀୟ ସାଇକେଲ ଏକସପେଡିସନ ଆୟୋଜିତ ହୋଇଯାଇଛି l



ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍, ମିଡ଼ିଆ ଏକାଦଶ ବିଜୟୀ

Gouri Shankar Mishra | ଖେଳ | ଗଞ୍ଜାମ | 14123 | Read...

ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍, ମିଡ଼ିଆ ଏକାଦଶ ବିଜୟୀ

ବ୍ରହ୍ମପୁର - ସ୍ଥାନୀୟ ସୁରଜ୍ ବିହାର ସ୍ଥିତ ଖେଳ ପଡିଆ ପରିସରରେ ଗଞ୍ଜାମ ମୁସଲିମ କଳଚୁରାଲ ଆସୋସିଏସନ ପକ୍ଷରୁ ଖାଜା ଷ୍ଟ୍ରିଟ ପ୍ରିମୀୟର ଲିଗ୍ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ମ୍ୟାଚ ଭାବେ ବ୍ରହ୍ମପୁର ମିଡ଼ିଆ ଏକ



ଗଞ୍ଜାମ - ସନ୍ଧେହ ପାଇଁ ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା କଲା ସ୍ୱାମୀ ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର

Bhagyaprabha News Bureau | ଅପରାଧ | ଗଞ୍ଜାମ | 14122 | Read...

ଗଞ୍ଜାମ - ସନ୍ଧେହ ପାଇଁ ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା କଲା ସ୍ୱାମୀ  ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡ ରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ବଡ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ। ଶେଷରେ ଦେଢ ମାସ ପରେ ଘଟଣାର ପର୍ଦ୍ଦାଫାଶ କର



ବ୍ରହ୍ମପୁର :ପାଲେଷ୍ଟାଇନର ସ୍ୱାଧୀନତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତବାସୀ ଏକ ହୁଅ।

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14121 | Read...

ବ୍ରହ୍ମପୁର :ପାଲେଷ୍ଟାଇନର ସ୍ୱାଧୀନତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତବାସୀ ଏକ ହୁଅ।

ଦି ପିପୁଲସ ଟ୍ରଷ୍ଟ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜୟନ୍ତୀ ପାଳନ ଅବସରରେ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ "ପାଲେଷ୍ଟାଇନ ସ୍ୱାଧୀନତାର ସୁରକ୍ଷା ଏବଂ ଭାରତର ଅବସ୍ଥିତି "ସମ୍ପର୍କରେ ଏକ ଆଲୋଚନା ସଭା ଅନୁଷ୍



ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ।

Rasmi Ranjan Sahu | ଓଡ଼ିଶା | ଗଜପତି | 14120 | Read...

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଶ୍ରୀଯୁକ



ବ୍ରହ୍ମପୁର : ବାରାକ ଷ୍ଟାଡିୟମ ର ତାଲା ଖୋଲିବା ଓ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14119 | Read...

ବ୍ରହ୍ମପୁର : ବାରାକ ଷ୍ଟାଡିୟମ ର ତାଲା ଖୋଲିବା ଓ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

ଆଜି ବ୍ରହ୍ମପୁର ବାରାକ ଷ୍ଟାଡିୟମ ସମ୍ମୁଖ ରେ, ଷ୍ଟାଡିୟମ କାମକୁ ତୁରନ୍ତ ସମାପ୍ତ କରି ଖେଳାଳିଙ୍କ ପାଇଁ ତାଲା ଖୋଲିବା ଓ ବ୍ରହ୍ମପୁର ପ୍ରତି ଅବହେଳା ବନ୍ଦ କରି ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆର



ବ୍ରହ୍ମପୁର : ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ପାଳିତ I

Gouri Shankar Mishra | ବିଶେଷ | ଗଞ୍ଜାମ | 14118 | Read...

ବ୍ରହ୍ମପୁର : ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ପାଳିତ I

ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମ ର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ର



ବ୍ରହ୍ମପୁର : ଚମ୍ପିୟନ ଗଞ୍ଜାମ ହ୍ୟାଣ୍ଡବଲ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ।

Gouri Shankar Mishra | ଖେଳ | ଗଞ୍ଜାମ | 14117 | Read...

ବ୍ରହ୍ମପୁର : ଚମ୍ପିୟନ ଗଞ୍ଜାମ ହ୍ୟାଣ୍ଡବଲ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ।

ଗତ ୧୭ ଓ ୧୮ ତାରିଖରେ କେନ୍ଦୁଝର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବାଳିକା ଦଳ ଚମ୍ପିୟାନ ହୋଇଛି।କେନ୍ଦୁଝର ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବ



ବ୍ରହ୍ମପୁର : ୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ

Gouri Shankar Mishra | ମନୋରଞ୍ଜନ | ଗଞ୍ଜାମ | 14116 | Read...

ବ୍ରହ୍ମପୁର : ୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ

ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମ ମୁକ୍ତ ମଞ୍ଚ ରେ ଅନ୍ଵେଷା କଳାକେନ୍ଦ୍ର ତରଫରୁ ତିନି ଦିନ ଧରି ଚାଲିଥିବା ୫ମ ଗଞ୍ଜାମ ଜ଼ିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂ



ବ୍ରହ୍ମପୁର :ଜିଲା ସମବାୟ ସଂଘ ପକ୍ଷରୁ ସର୍ବଭାରତୀୟ ୭୦ ତମ ସମବାୟ ସପ୍ତାହ ପାଳିତ।

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14115 | Read...

ବ୍ରହ୍ମପୁର :ଜିଲା ସମବାୟ ସଂଘ ପକ୍ଷରୁ ସର୍ବଭାରତୀୟ ୭୦ ତମ ସମବାୟ ସପ୍ତାହ ପାଳିତ।

ଗଞ୍ଜାମ,ଗଜପତି ଜିଲା ସମବାୟ ସଂଘ ଆନୁକୁଲ୍ୟରେ ବ୍ରହ୍ମପୁର ସ୍ବତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସର୍ବଭାରତୀୟ ୭୦ ତମ ସମବାୟ ସପ୍ତାହ ପାଳିତ ହୋଇଛି। ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ



ଗଜପତି ଜିଲ୍ଲାରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳିତ,ସମ୍ମାନିତ ହେଲେ ବିଭିନ୍ନ ସଫଳ ଚାଷୀ

Rasmi Ranjan Sahu | ଓଡ଼ିଶା | ଗଜପତି | 14114 | Read...

ଗଜପତି ଜିଲ୍ଲାରେ  ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳିତ,ସମ୍ମାନିତ ହେଲେ ବିଭିନ୍ନ ସଫଳ ଚାଷୀ

ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଗ



ପାରଳାଖେମଣ୍ଡି : ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

Rasmi Ranjan Sahu | ଓଡ଼ିଶା | ଗଜପତି | 14113 | Read...

ପାରଳାଖେମଣ୍ଡି : ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ର



ଗଞ୍ଜାମ ବାର୍ ଆସୋସିଏସନ୍ ର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ ଶିବିର

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14111 | Read...

ଗଞ୍ଜାମ ବାର୍ ଆସୋସିଏସନ୍ ର ସଂକ୍ଷିପ୍ତ ସ୍ଵତନ୍ତ୍ର  ସଂଶୋଧନ ଶିବିର

ବ୍ରହ୍ମପୁର- ବ୍ରହ୍ମପୁର ଉପଖଣ୍ଡ ନିର୍ବାଚନ ବିଭାଗ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ତତ୍ତ୍ଵାବଧାନରେ ଆଜି ବାର୍ ଆସୋସିଏସନ୍ ସଦସ୍ୟଙ୍କ ଉପସ୍ଥିତି ରେ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ



ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ କଂଗ୍ରେସ ଜିଲ୍ଲା ସଭାପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

SANJAY KUMAR KANDHAPANI | ରାଜନୀତି | ଗଜପତି | 14110 | Read...

ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ କଂଗ୍ରେସ ଜିଲ୍ଲା ସଭାପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଗତ କିଛି ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ । ଗଜପତି ଜିଲ୍ଲାରେ ଚାଷୀଙ୍କ ମୁଖ୍ୟ ଚ



ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଭାବେ ପୁଣି ଥରେ ବିଧାୟକ କେ.ନାରାୟଣ ରାଓ ମନୋନୀତ

Rasmi Ranjan Sahu | ରାଜନୀତି | ଗଜପତି | 14109 | Read...

ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଭାବେ ପୁଣି ଥରେ ବିଧାୟକ କେ.ନାରାୟଣ ରାଓ ମନୋନୀତ

ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଭାବେ ପୁଣି ୨ ଥର ପାଇଁ ମନୋନୀତ ହୋଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଜିଲ୍ଲା ସଭାପତି କାର୍ଯ୍ୟକାଳ ସମୟ ମଧ୍ୟରେ ଜିଲ୍ଲା ବିଜେପି ଦଳକୁ ଶକ୍ତ ଓ ସୁଦୃଢ କରିବା ପାଇଁ ପ



ଗଜପତି ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି

Rasmi Ranjan Sahu | ଦେଶଦୁନିଆ | ଗଜପତି | 14108 | Read...

ଗଜପତି ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ସାଧାରଣ ଲୋକଙ୍କୁ କନ୍ଦାଉଛି ପରିବ ଦର। ଲଗାତାର ବଢିବାରେ ଲାଗିଛି ପରିବା ଦର। ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବା ବେଳେ ପ୍ରାୟ ସମସ୍ତ ଲୋକ ନିରାମିଷ ଖାଦ୍ୟ ଖାଇଥାନ୍ତି ।



ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା

Rasmi Ranjan Sahu | ଖେଳ | ଗଜପତି | 14107 | Read...

ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧ



କୋରାପୁଟ- ଲକ୍ଷ୍ମୀପୁର ବ୍ଲକ ପରିସରରେ ୨୬ ତମ ପରବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

SANJAY KUMAR KANDHAPANI | ଓଡ଼ିଶା | କୋରାପୁଟ | 14106 | Read...

କୋରାପୁଟ- ଲକ୍ଷ୍ମୀପୁର ବ୍ଲକ ପରିସରରେ ୨୬ ତମ ପରବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପରିସରରେ ୨୬ ତମ ପରବ ପ୍ରସ୍ତୁତି ବୈଠକ ବିଡ଼ିଓ ଗୁରେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜା



ଗଜପତି ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

Rasmi Ranjan Sahu | ଓଡ଼ିଶା | ଗଜପତି | 14105 | Read...

ଗଜପତି ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ଗଜପତି ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଏଣିକି ଗ୍ରାମାଞ୍ଚଳ ସ୍ତରରୁ ବିକାଶ ଏହି



ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Rasmi Ranjan Sahu | ଓଡ଼ିଶା | ଗଜପତି | 14104 | Read...

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ପାରଳାଖେମଣ୍ଡି -ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂ



ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତର ପ୍ରଖ୍ୟାତ କଥାକାର ପ୍ରଫେସର ଡ ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 14103 | Read...

 ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତର ପ୍ରଖ୍ୟାତ କଥାକାର ପ୍ରଫେସର ଡ ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା

ବ୍ରହ୍ମପୁର - ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତର ପ୍ରଖ୍ୟାତ କଥାକାର ପ୍ରଫେସର ଡ ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରାଜନୀତି ବିଜ୍ଞାନ ବ



ଗୋପାଳପୁର -ଗରୀବ ପରିବାରର ରୋଜଗାରିଆ ବାପାର ମୃତ୍ୟୁ ପରେ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14102 | Read...

ଗୋପାଳପୁର -ଗରୀବ ପରିବାରର ରୋଜଗାରିଆ ବାପାର ମୃତ୍ୟୁ ପରେ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ

ଗୋପାଳପୁର ଗରୀବ ପରିବାରର ରୋଜଗାରିଆ ବାପାର ମୃତ୍ୟୁ ପରେ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ ।ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ କନିଷି ଗ୍ରାମର ନାରାୟଣ ସାହୁଙ୍କ ମୃତ୍ୟୁ ପରେ ପରିବାରକୁ ସହାୟତାର ହା



ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀଙ୍କ ସଫଳତା -ଅଗ୍ନିଵୀର ନୌସେନାରେ ୨୮ ଓ ତଟରକ୍ଷୀ ବାହିନୀରେ ଜଣେ ମନୋନୀତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14101 | Read...

ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀଙ୍କ ସଫଳତା -ଅଗ୍ନିଵୀର ନୌସେନାରେ ୨୮  ଓ ତଟରକ୍ଷୀ ବାହିନୀରେ  ଜଣେ ମନୋନୀତ

ବ୍ରହ୍ମପୁର ସହରରେ ରହିଥିବା ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀଙ୍କ ପୁଣି ଏକ ସଫଳତା । ନିକଟରେ ପ୍ରକାଶିତ ଅଗ୍ନିଵୀର (ନୌସେନା) ଓ ତଟରକ୍ଷୀ ବାହିନୀର ନିଯୁକ୍ତି ତାଲିକା ରେ ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ର ୨୯ ଜଣ



ଗଜପତି ଜିଲ୍ଲାପାଳଙ୍କ ଦ୍ବାରା ଭୋଟର ସଚେତନତା ରଥ ର ଶୁଭାରମ୍ଭ

Rasmi Ranjan Sahu | ଓଡ଼ିଶା | ଗଜପତି | 14100 | Read...

ଗଜପତି ଜିଲ୍ଲାପାଳଙ୍କ ଦ୍ବାରା ଭୋଟର ସଚେତନତା ରଥ ର ଶୁଭାରମ୍ଭ

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାପାଳଙ୍କ ଦ୍ବାରା ଭୋଟର ସଚେତନତା ରଥର ଶୁଭାରମ୍ଭ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ନ



ଦିବ୍ୟାଙ୍ଗଙ୍କୁ ଖଲ୍ଲିକୋଟ ପୋଲିସର ନିଧୁମ ମାଡ଼, ଏସପିଙ୍କୁ ଅଭିଯୋଗ ପରେ ସଂପୃକ୍ତ ଏସଆଇ ହେଡକ୍ୱାଟରକୁ ବଦଳୀ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 14099 | Read...

ଦିବ୍ୟାଙ୍ଗଙ୍କୁ ଖଲ୍ଲିକୋଟ ପୋଲିସର ନିଧୁମ ମାଡ଼, ଏସପିଙ୍କୁ ଅଭିଯୋଗ ପରେ ସଂପୃକ୍ତ ଏସଆଇ ହେଡକ୍ୱାଟରକୁ ବଦଳୀ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅର୍ନ୍ତଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନରେ ଘରେ ଶୋଇଥିବା ବେଳେ ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କୁ ପୋଲିସର ମାଡରେ ଶରୀରର



ଜାଗୃତି ଯାତ୍ରା ଓ ଜି-20ର ପ୍ରତିନିଧି ମାନଙ୍କୁ ସ୍ଵାଗତ କଲେ ଯୋଗୀ ଦେବଦତ୍ତ ମହାରାଜ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14098 | Read...

ଜାଗୃତି ଯାତ୍ରା ଓ ଜି-20ର ପ୍ରତିନିଧି ମାନଙ୍କୁ ସ୍ଵାଗତ କଲେ ଯୋଗୀ ଦେବଦତ୍ତ ମହାରାଜ

ମହାରାଷ୍ଟ୍ରର ମୁମ୍ବାଇ ଠାରୁ ଗତ ଅକ୍ଟୋବର ମାସ ୨୮ ତାରିଖରୁ ବାହାରିଥିବା ଜି-୨୦ରେ ପ୍ରତିନିଧିତ୍ୱ କରୁଥିବା ୫୭ଜଣ ବିଦେଶୀ ସମାଜସେବୀଙ୍କ ସହ ଏକ ସ୍ଵତନ୍ତ୍ର ରେଳ ଯୋଗେ ଭାରତର 25ଟି ରାଜ୍ୟରୁ ପ୍ରାୟ ୫୯୨ରୁ ଉର୍ଦ୍ଧ ବିଶିଷ୍ଟ



ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୩ ପାଳିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14097 | Read...

ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୩ ପାଳିତ

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧା



ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା-୨୦୨୩

Rasmi Ranjan Sahu | ଶିକ୍ଷା | ଗଜପତି | 14096 | Read...

ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା-୨୦୨୩

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ନିର୍



ଜିଲ୍ଲା ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

Rasmi Ranjan Sahu | ଓଡ଼ିଶା | ଗଜପତି | 14095 | Read...

ଜିଲ୍ଲା ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲାରେ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଦେଇ ସବୁଜ ପତାକା ଦେଖା



ଛତ୍ରପୁର ଓକିଲ ସଂଙ୍ଘ ସଭା ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଶୁଭାରମ୍ଭ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 14094 | Read...

ଛତ୍ରପୁର ଓକିଲ ସଂଙ୍ଘ ସଭା ଗୋଷ୍ଠୀ କେନ୍ଦ୍ର  ନିର୍ମାଣ ଶୁଭାରମ୍ଭ

ଛତ୍ରପୁର - ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓକିଲ ସଂଘ ପାଇଁ ଓକିଲ ସଭା ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଲାଗି ବୁଧବାର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହାର ଶୁ



ଲକ୍ଷ୍ମୀପୁର ଠାରେ ଦୁର୍ନୀତି ସଚେତନତା ସପ୍ତାହ ପାଳନ ହୋଇଯାଇଛି

SANJAY KUMAR KANDHAPANI | ଓଡ଼ିଶା | କୋରାପୁଟ | 14093 | Read...

ଲକ୍ଷ୍ମୀପୁର ଠାରେ ଦୁର୍ନୀତି ସଚେତନତା ସପ୍ତାହ ପାଳନ ହୋଇଯାଇଛି

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦୁର୍ନୀତି ସପ୍ତାହ ପାଳନ ଅବସରରେ ଏକ ସଚେତନତା ରାଲି ମାଧ୍ୟମରେ ଲକ୍ଷ୍ମୀପୁର ସହର ବୁଲି ଲୋକଙ୍କୁ ସଚେତନତା କରିଥିଲେ। ସେହିପ



ଆମ ଓଡିଶା ନବୀନ ଓଡିଶା ଅଷ୍ଟମ ଦିନରେ-ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 14092 | Read...

ଆମ ଓଡିଶା ନବୀନ ଓଡିଶା ଅଷ୍ଟମ ଦିନରେ-ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆମ ଓଡିଶା ନବୀନ ଓଡିଶା ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀ ପାଇଁ ୨୫୧.୫୦ କୋଟିରେ ୫୭୦୬ ପ୍ରକଳ୍ପ ଏବଂ ସୁବର୍ଣ୍ଣପୁରର ୨ଟି ନିର୍ବାଚନ



ଗଞ୍ଜାମ ଜିଲ୍ଲାରେ ରଙ୍ଗେଇଲୁଣ୍ଡାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14091 | Read...

ଗଞ୍ଜାମ ଜିଲ୍ଲାରେ ରଙ୍ଗେଇଲୁଣ୍ଡାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା

ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲାର ମୋଟ ୨୨ଟି ବ୍ଲକର ୫ ହଜାର ୭୦୬ଟି ବିଭିନ୍ନ



ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଚିନ୍ତରେ ଚାଷୀକୂଳ , ଯୋର ଧରିଲାଣି ମରୁଡି ଘୋଷଣା ଦାବୀ

Rasmi Ranjan Sahu | ଓଡ଼ିଶା | ଗଜପତି | 14090 | Read...

ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଚିନ୍ତରେ ଚାଷୀକୂଳ , ଯୋର ଧରିଲାଣି ମରୁଡି ଘୋଷଣା ଦାବୀ

ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଦେଖାଦେଲାଣି ଏବେ ମରୁଡି ପରିସ୍ଥିତି । ଗତ ତିନି ମାସ ଧରି ଲାଗିରହିଛି ଅଭାବ ବୃଷ୍ଟି । କ୍ଷୁଦ୍ର ଜଳସେଚନ ବିଭାଗ ଜିଲାର ବିଭିନ୍ନ ଜଳ ଉତ୍ସ ଗୁଡିକର ମରାମତି ନକରିଥିବା ଯୋଗୁଁ ଚାଷୀ ପାଣ



ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Rasmi Ranjan Sahu | ଦେଶଦୁନିଆ | ଗଜପତି | 14089 | Read...

ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଏର୍ଦେଲା ସାହିର ବିଜେପି କାର୍ଯ୍ୟାଳୟରେ ଆଜି ବୁଧବାର ଦିନ ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭା



ଗଜପତି ସ୍ମରଣିକା କମିଟିର ପ୍ରଥମ ବୈଠକ

Rasmi Ranjan Sahu | ଓଡ଼ିଶା | ଗଜପତି | 14088 | Read...

ଗଜପତି ସ୍ମରଣିକା କମିଟିର ପ୍ରଥମ ବୈଠକ

ପାରଳାଖେମୁଣ୍ଡି -ଗଜପତି ସ୍ମରଣିକା କମିଟିର ପ୍ରଥମ ଵୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍



ମହାଆଡମ୍ବର ସହକାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14087 | Read...

ମହାଆଡମ୍ବର ସହକାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରି ସାହି ଛକ ଠାରେ ୩୯ ତମ ମା ଗଜଲକ୍ଷ୍ମୀ ପୂଜା ବହୁ ଆଡମ୍ବର ରେ ପାଳିତ ହେଉଛି । ମା ଗଜଲକ୍ଷ୍ମୀ ଆଜି ଠାରୁ ଦୀର୍ଘ ୯ ଦିନ ବ୍ୟାପୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ



ସାଉଦି ଆରବ ସ୍ଥିତ ଉତ୍କଳିକା ସଂଗଠନର ଶରତର ମିଳନ କାର୍ଯ୍ୟକ୍ରମ

BHAGYAPRABHA NEWS | ଓଡ଼ିଶା | | 14086 | Read...

ସାଉଦି ଆରବ ସ୍ଥିତ ଉତ୍କଳିକା ସଂଗଠନର ଶରତର ମିଳନ କାର୍ଯ୍ୟକ୍ରମ

ଦରିଆ ପାରିରେ ଶରତର ମିଳନ କାର୍ଯ୍ୟକ୍ରମ ।ପାର୍ବଣ ଉପଲକ୍ଷେ ଭଳିକି ଭଳି କାର୍ଯ୍ୟକ୍ରମ । ଓଡିଆଙ୍କ ପର୍ବକୁ ନେଇ ସାଉଦି ଆରବ ସ୍ଥିତ ଉତ୍କଳିକା ସଂଗଠନର ବିଦେଶରେ ରହି ମଧ୍ଯ ଓଡିଆଙ୍କ ପର୍ବକୁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କା



ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ବିଧାୟକ ଙ୍କ ଚିଠି

Rasmi Ranjan Sahu | ଓଡ଼ିଶା | ଗଜପତି | 14085 | Read...

ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ବିଧାୟକ ଙ୍କ ଚିଠି

ଗଜପତି ଜିଲ୍ଲାରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ, ଜିଲ୍ଲା ର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମା ବ୍ଲକ ରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥ



ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ଶପଥ ପାଠ

Rasmi Ranjan Sahu | ଓଡ଼ିଶା | ଗଜପତି | 14084 | Read...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ଶପଥ ପାଠ

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପୂର୍ବାହ୍ନ ୧୧ ଘଟିକା ୩୦ ମିନିଟ ସମୟରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପ



ବରିଷ୍ଠ ନାଗରିକଙ୍କ ନିମନ୍ତେ ତୀର୍ଥ ଯାତ୍ରା ଯୋଜନାରେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

Rasmi Ranjan Sahu | ଓଡ଼ିଶା | ଗଜପତି | 14083 | Read...

ବରିଷ୍ଠ ନାଗରିକଙ୍କ ନିମନ୍ତେ ତୀର୍ଥ ଯାତ୍ରା ଯୋଜନାରେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ପାରଳାଖେମୁଣ୍ଡି -ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀ ତଥ



ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14082 | Read...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି - ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ତାଙ୍ଗେଲି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି



ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

Gouri Shankar Mishra | ସ୍ବାସ୍ଥ୍ୟ | ଗଞ୍ଜାମ | 14081 | Read...

ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର- ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଯାଇଛି । ଡାଇମଣ୍ଡ ଟ୍ୟାଙ୍କ ନିକଟସ୍ଥ ବୀରବ୍ରହ୍ମେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ "ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ" ସା



ସି.ବି.ଏସ.ଇ ଜୋନାଲ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସଫଳତା

Gouri Shankar Mishra | ଖେଳ | ଗଞ୍ଜାମ | 14080 | Read...

ସି.ବି.ଏସ.ଇ ଜୋନାଲ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସଫଳତା

ବ୍ରହ୍ମପୁର-ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ସି.ବିଏସ.ଇ) ଦ୍ୱାରା ଆୟୋଜିତ ଜୋନାଲ ଲେବେଲ୍ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରମାନେ ସଫଳତା ହାସଲ କରିଛନ୍ତି । ଛତିଶଗଡ଼ ରାଜ୍ୟର ରାଇପୁରର ସରୋନା କ୍ର



ଆନ୍ଦ୍ରରେ ଦୁଇ ଟ୍ରେନ ମଧ୍ଯରେ ଧକ୍କା, ଅନେକ ମୃତାହାତ ଆଶଙ୍କା

BHAGYAPRABHA NEWS | ଦେଶଦୁନିଆ | | 14079 | Read...

ଆନ୍ଦ୍ରରେ ଦୁଇ ଟ୍ରେନ ମଧ୍ଯରେ ଧକ୍କା, ଅନେକ ମୃତାହାତ ଆଶଙ୍କା

ବିଶାଖାପାଟନମ୍- ଆନ୍ଦ୍ରରେ ଦୁଇ ଟ୍ରେନ ମଧ୍ଯରେ ଦୁର୍ଘଟଣା ହୋଇଥିବା ଜଣାଯାଇଛି । ଯେଉଁଥିରେ ଅନେକ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି । ମୁଖ୍ଯତଃ ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ସହିତ ପଲାସା ରୁ ବିଜୟାନଗରମ୍ ଅଭିମୁ



ପାଞ୍ଚ ଦଫା ଦାବୀ ନେଇ ପାରଳାଖେମୁଣ୍ଡି ଶାଖା କର୍ମଚାରୀ ମାନଙ୍କ ଆନ୍ଦୋଳନ

Rasmi Ranjan Sahu | ଓଡ଼ିଶା | ଗଜପତି | 14078 | Read...

ପାଞ୍ଚ ଦଫା ଦାବୀ ନେଇ ପାରଳାଖେମୁଣ୍ଡି ଶାଖା କର୍ମଚାରୀ ମାନଙ୍କ  ଆନ୍ଦୋଳନ

ପାଞ୍ଚ ଦଫା ଦାବୀ ନେଇ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖା କର୍ମଚାରୀ ମାନେ ତିନି ଦିନ ହେଲା ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା 2016 ମସିହାରୁ ସପ୍ତମ ବେତନ କମିଶନ ଲାଗୁ କରାଯାଉ,2014 ମ



ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତ୍ତର

Rasmi Ranjan Sahu | ଓଡ଼ିଶା | ଗଜପତି | 14077 | Read...

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତ୍ତର

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗର ଦେଇ ଯାଇଥିବା ଉଚ୍ଚ ସମ୍ପନ୍ନ ତଥା 33 କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନାବାଳକ ଜଣକ ଗୁରୁତର ହୋଇପଡିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗୁରାଣ୍ଡି ଗ୍ର



କଞ୍ଚାମାଲର ଅଭାବ ସାଙ୍ଗକୁ ବ୍ୟବସାୟର ମାନ୍ଦା ଅବସ୍ଥା ଯୋଗୁଁ ଚିନ୍ତାରେ ଶିଂଘ କାରିଗର

Rasmi Ranjan Sahu | ଓଡ଼ିଶା | ଗଜପତି | 14076 | Read...

କଞ୍ଚାମାଲର ଅଭାବ ସାଙ୍ଗକୁ ବ୍ୟବସାୟର ମାନ୍ଦା ଅବସ୍ଥା ଯୋଗୁଁ ଚିନ୍ତାରେ ଶିଂଘ କାରିଗର

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସିଂଘ ରେ ନିର୍ମିତ ଘରେଇ ସାଜସଜ୍ଜା ଉପକରଣ ବିଶ୍ଵ ବିଖ୍ୟାତ ଅଟେ ।ସିଂଙ୍ଘ ରେ ନିର୍ମିତ ଏହି ଘରେଇ ଉପକରଣ ପ୍ରସ୍ତୁତ କାରୁକାର୍ଯ୍ୟ ପ୍ରାୟ ୨୦୦ ବର୍ଷ ପୁରୁଣା ଅଟେ। ତତ୍କାଳିନ ମହାରାଜ ଶ୍ରୀ



ରାମ ମନ୍ଦିର ଉଦଘାଟନକୁ ମୋଦୀଙ୍କ ଯୋଗଦାନକୁ ଜମିୟତର ବିରୋଧ

BHAGYAPRABHA NEWS | ଖେଳ | | 14075 | Read...

ରାମ ମନ୍ଦିର ଉଦଘାଟନକୁ ମୋଦୀଙ୍କ ଯୋଗଦାନକୁ ଜମିୟତର ବିରୋଧ

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ନିଷ୍ପତ୍ତିକୁ ନେଇ କେତେକ ମହଲରେ ବିରୋଧ ଆରମ୍ଭ ହୋଇଛି । ଦେଶରେ ମୁସଲମାନମାନଙ୍କର ସବୁଠାରୁ ବଡ଼ ଧାର୍ମିକ ସଂଗଠନ ଜମିୟତ ଉଲେମା-ଏ-ହ



କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ୍

BHAGYAPRABHA NEWS | ଦେଶଦୁନିଆ | | 14074 | Read...

 କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ୍

କପିଳଦେବ ସିଂ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ଏମପି-ଏମଏଲଏ କୋର୍ଟ କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ଅନସାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଏହି ମା



ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

Rasmi Ranjan Sahu | ଓଡ଼ିଶା | ଗଜପତି | 14073 | Read...

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଓ ଡ୍ରାଫ ଭୋଟର ତାଲିକାର-୨୦୨୪ ଆଜି ପ୍ରକାଶିତ ହୋଇଅଛି ଏହି ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇ



କଂଗ୍ରେସର ପ୍ରିୟଙ୍କା ଓ ବିଜେପିର ହିମନ୍ତ ବିଶ୍ୱଶର୍ମାଙ୍କୁ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ

BHAGYAPRABHA NEWS | ରାଜନୀତି | | 14072 | Read...

କଂଗ୍ରେସର ପ୍ରିୟଙ୍କା ଓ ବିଜେପିର ହିମନ୍ତ ବିଶ୍ୱଶର୍ମାଙ୍କୁ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ବାଚନ କମିଶନ ଆଜି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଉଭୟଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲ



କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ସନ୍ଧ୍ୟା ପୂର୍ବରୁ ସରିବ ପୂଜା

BHAGYAPRABHA NEWS | ଦେଶଦୁନିଆ | | 14071 | Read...

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ସନ୍ଧ୍ୟା ପୂର୍ବରୁ ସରିବ ପୂଜା

ଆସନ୍ତାକାଲି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣ ଲାଗୁଛି। ତେଣୁ କୁମାର ପୂର୍ଣ୍ଣିମାରେ ହେବାକୁ ଥବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଚନ୍ଦ୍ରଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବର



ଆମିଷ ବଜାରରେ ନିଆଁ; କଙ୍କଡ଼ା ୧୦୦୦, ମଟନ୍‌ ୮୦୦, ଚିଙ୍ଗୁଡ଼ି ୫୦୦ ଟଙ୍କା ଛୁଇଁଲା

BHAGYAPRABHA NEWS | ଓଡ଼ିଶା | | 14070 | Read...

ଆମିଷ ବଜାରରେ ନିଆଁ; କଙ୍କଡ଼ା ୧୦୦୦, ମଟନ୍‌ ୮୦୦, ଚିଙ୍ଗୁଡ଼ି ୫୦୦ ଟଙ୍କା ଛୁଇଁଲା

ଆଜି ଆମିଷ ବାଜାରରେ ଲାଗିଛି ନିଆଁ। ଆଜି ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ। କାହାରି ଘରେ ଆଉ ପଶିବନି ଆମିଷ। ମାସ ସାରା ନିରାମିଷ ଖାଇବାକୁ ପଡି



ପାର୍ବଣ ଉପଲକ୍ଷେ ଭକ୍ତିଭରା ମା ଦୁର୍ଗାଙ୍କ ଭଜନ ଉନ୍ମୋଚିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14069 | Read...

ପାର୍ବଣ  ଉପଲକ୍ଷେ ଭକ୍ତିଭରା ମା ଦୁର୍ଗାଙ୍କ ଭଜନ ଉନ୍ମୋଚିତ

ପବିତ୍ର ପାର୍ବଣ ଦଶହରା ଉପଲକ୍ଷେ ବ୍ରହ୍ମପୁର ଷ୍ଟାର କ୍ରେଏଟିଭ ଅନୁଷ୍ଠାନ ଦ୍ଵାରା ଶୁଭ ଦଶହରା ନାମକ ଭକ୍ତିଭରା ମା ଦୁର୍ଗାଙ୍କ ଉପରେ ଆଧାରିତ ଏକ ଭଜନ ଉନ୍ମୋଚିତ ହୋଇଯାଇଅଛି। ଏହି ଶୁଭ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ରୂପେ



ମାଙ୍କ ଶାରଦୀୟ ପୁଜା ପରେ ପାରଳାଖେମୁଣ୍ଡି ସହରରେ ଦିଆଗଲା ବିଦାୟ

Rasmi Ranjan Sahu | ଓଡ଼ିଶା | ଗଜପତି | 14068 | Read...

ମାଙ୍କ ଶାରଦୀୟ ପୁଜା ପରେ ପାରଳାଖେମୁଣ୍ଡି ସହରରେ ଦିଆଗଲା ବିଦାୟ

ପାରଳାଖେମୁଣ୍ଡି -ମାଙ୍କ ଶାରଦୀୟ ପୁଜା ପରେ ପାରଳାଖେମୁଣ୍ଡି ସହରରେ ଦିଆଗଲା ବିଦାୟ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ମା ଦୁର୍ଗାଙ୍କ ଦଶହରା ପୁଜା ମହା ଆଡମ୍ବରରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଅଛି ।



ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ

Rasmi Ranjan Sahu | ଓଡ଼ିଶା | ଗଞ୍ଜାମ | 14067 | Read...

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ  ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଗୁରୁବାର ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାମ ତଦାରଖ କରିଛନ୍ତି । ତାଙ୍କ ସହ ୱାଲ୍ଟିୟର ବିଭିଜନର ଡିଆରଏମ ସୌରଭ ପ୍ରସାଦ



ପାରଳାଖେମୁଣ୍ଡି : ମା ଦୂର୍ଗାଙ୍କ ଦଶହରା ପୂଜାପାଇଁ ଚଳଚଂଚଳ ପାରଳାଖେମୁଣ୍ଡି ସହର ।

Rasmi Ranjan Sahu | ମନୋରଞ୍ଜନ | ଗଜପତି | 14066 | Read...

ପାରଳାଖେମୁଣ୍ଡି : ମା ଦୂର୍ଗାଙ୍କ ଦଶହରା ପୂଜାପାଇଁ ଚଳଚଂଚଳ ପାରଳାଖେମୁଣ୍ଡି ସହର ।

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ମା ଦୁର୍ଗାଙ୍କ ଦଶହରା ପୂଜା ମହାଆଡମ୍ବରରେ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ସହରର ବିଭିନ୍ନ ସାହି ଯଥା ଖଞ୍ଜା ସାହି, ବଡ଼ ବ୍ରାହ୍ମଣ ସାହି, ଗାନ୍ଧୀ ଛକ, କଟିକ ସାହି, ରା



ଭୁବନେଶ୍ୱର - ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 14065 | Read...

ଭୁବନେଶ୍ୱର - ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ

ଭାରତୀୟ ପ୍ରଶାସନିକ ସେବା ଚାକିରୀରୁ ସ୍ବେଚ୍ଛାକୃତ ଭାବରେ ଅବସର ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ।ଗତ ୨୦ ତାରିଖ ଦିନ ସେ ଏହି ଭି.ଆର୍.ଏସ୍ ପତ୍ର



ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

BHAGYAPRABHA NEWS | ଓଡ଼ିଶା | ଯାଜପୁର | 14064 | Read...

ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

ମା' ବୁଢ଼ୀ ଆମ୍ବୁରେଇ ପୂରାତନ କାଳୁ ତଥା ଶହଶହ ବର୍ଷ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ ଅନ୍ତର୍ଗତ ଓଡେଇ ଗ୍ରାମର ଏକ ବିଲ ମଝିରେ ପୂଜା ପାଇ ଆସୁଛନ୍ତି। ଦଶରଥପୁର ବ୍ଲକ ସମେତ ସମଗ୍ର ଯାଜପୁର ଜିଲ୍



ଗଜପତି ଜିଲ୍ଲା : ଗୋଷାଣି ବ୍ଲକ ଏସ.ରାଉତପୁର ମୁହାଁ ମହାବଳ ବାଘ

Rasmi Ranjan Sahu | ଓଡ଼ିଶା | ଗଜପତି | 14063 | Read...

 ଗଜପତି ଜିଲ୍ଲା : ଗୋଷାଣି ବ୍ଲକ ଏସ.ରାଉତପୁର ମୁହାଁ ମହାବଳ ବାଘ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ତଥା ମହେନ୍ଦ୍ର ବନାଞ୍ଚଳରେ ଗତ କିଛି ଦିନ ହେଲା ଆତଙ୍କ ଖେଳାଇଦେଇ ଆସୁଥିବା ମହାବଳ ବାଘ ବର୍ତ୍ତମାନ ଗୋଷାଣି ବ୍ଲକ ଏସ୍.ରାଉତପୁର ମୁହାଁ ହୋଇଥିବାର ସୂଚନା ମିଳିଛି । ପ୍ରକାଶ ଯେ, ଗତ ୪ ଦ



ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

Rasmi Ranjan Sahu | ଓଡ଼ିଶା | ଗଜପତି | 14062 | Read...

ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ୬୪ ତମ ସହିଦ ସ୍ମୃତି ଚାରଣ ଦିବସ ୨୦୨୩ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜ



କୁକୁଡାଖଣ୍ଡି : କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ "ବେଟୀ ବଚାଓ ଓ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ

Sri Jaganath Tripathy | ଶିକ୍ଷା | ଗଞ୍ଜାମ | 14061 | Read...

କୁକୁଡାଖଣ୍ଡି : କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ

କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ "ବେଟୀ ବଚାଓ ଓ ବେଟୀ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଦେବବ୍ରତ ମହନ୍ତ ଓ ମୂଖ୍ୟ ବକ୍



ପାରଳାଖେମୁଣ୍ଡିର ମହେନ୍ଦ୍ର ବନାଞ୍ଚଳରେ ବାଘ

Rasmi Ranjan Sahu | ବିଶେଷ | ଗଜପତି | 14060 | Read...

ପାରଳାଖେମୁଣ୍ଡିର ମହେନ୍ଦ୍ର ବନାଞ୍ଚଳରେ ବାଘ

ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ଵନାଞ୍ଚଳର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ଵନଖଣ୍ଡର ଏସିଏଫ୍ ଶ



ଗଜପତିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

Rasmi Ranjan Sahu | ଓଡ଼ିଶା | ଗଜପତି | 14059 | Read...

ଗଜପତିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଲକ୍ଷ୍ମୀ ଯୋଜନାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭା



ବିଶ୍ବବିଦ୍ୟାଳୟରେ ତମାଖୁ ନିରୋଧ କର୍ମଶାଳା,ତମାଖୁ ମୁକ୍ତ କ୍ୟାମ୍ପସ ପାଇଁ ଶପଥ ଗ୍ରହଣ

Gouri Shankar Mishra | ଶିକ୍ଷା | ଗଞ୍ଜାମ | 14058 | Read...

ବିଶ୍ବବିଦ୍ୟାଳୟରେ ତମାଖୁ ନିରୋଧ କର୍ମଶାଳା,ତମାଖୁ ମୁକ୍ତ କ୍ୟାମ୍ପସ ପାଇଁ ଶପଥ ଗ୍ରହଣ

ବ୍ରହ୍ମୁପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ ତମାଖୁ ନିରୋଧ କର୍ମଶାଳା ହୋଇଯାଇଛି। ବ୍ରହ୍ମପୁର ରୋଟାରୀ କ୍ମବ ସେଣ୍ଟ୍ରାଲ ସହଯୋଗରେ ଆୟୋଜିତ କର୍ମଶାଳାକୁ କୁଳିପତି ପ୍ରଫେସର ଗୀତାଞ୍ଜ



ଜିଲ୍ଲାସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ ଅଦ୍ୱିକା କପ ୨୦୨୩ ଅନୁଷ୍ଠିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14057 | Read...

ଜିଲ୍ଲାସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ ଅଦ୍ୱିକା କପ ୨୦୨୩ ଅନୁଷ୍ଠିତ

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସ୍ତରୀୟ କିଶୋରୀସଶକ୍ତି କରଣ ପାଇଁ ଅଦ୍ୱିକା କପ-୨୦୨୩ ଆଜି ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପ୍ରଶସନ,ସମାଜ ମଙ୍ଗଳ କଲ୍ୟାଣ ବିଭାଗ ଓ ଆକ୍ସନ୍



ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ମହକ କାର୍ଯ୍ୟକ୍ରମ

Rasmi Ranjan Sahu | ଓଡ଼ିଶା | ଗଜପତି | 14056 | Read...

ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ମହକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ,ଗଜପତି ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କୁ ନେଇ ଶିଶୁ ମହୋତ୍ସବ ମହକ ଅନୁଷ୍ଠିତ ହୋଇଯାଇଛି । ଏଥ



ଦୁଇଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14055 | Read...

ଦୁଇଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି - ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ ଦୁଇ ଦିନ ତଥା ୧୬ ଏବଂ ୧୭ ତା



ଭଂଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ

RANJAN KUMAR SWAIN | ରାଜନୀତି | ଗଞ୍ଜାମ | 14054 | Read...

ଭଂଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର 50ନଂ ଜୋନର ସାନକୋଦଣ୍ଡା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ



ଝାଡାବାନ୍ତି ରେ ଜଣେ ମୃତ, ଚାରି ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

SANJAY KUMAR KANDHAPANI | ସ୍ବାସ୍ଥ୍ୟ | କୋରାପୁଟ | 14053 | Read...

ଝାଡାବାନ୍ତି ରେ ଜଣେ ମୃତ, ଚାରି ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଝାଡାବାନ୍ତି ଆକ୍ରମଣରେ ଜଣେ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି । କମିବାରେ ନାଁ ଧରୁନି ଝାଡ଼ା ବାନ୍ତି। ପୁଣି ଜଣେ ମୃତ ହୋଇ ଥିବା ବେଳେ ୪



ସମ୍ପଦର ସଦୁପଯୋଗ ହିଁ ଦୀର୍ଘ ସ୍ଥାୟୀତ୍ୱର ମାଧ୍ୟମ -କୁଳପତି

BHAGYAPRABHA NEWS | ଶିକ୍ଷା | ଢେଙ୍କାନାଳ | 14052 | Read...

ସମ୍ପଦର ସଦୁପଯୋଗ ହିଁ ଦୀର୍ଘ ସ୍ଥାୟୀତ୍ୱର ମାଧ୍ୟମ -କୁଳପତି

ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ "ବ୍ୟବସାୟୀକ ପ୍ରୟୋଗ ଓ ସ୍ଥାୟୀତ୍ବ" ବିଷୟରେ ୨ ଦିନିଆ (୧୪-୧୫ ଅକ୍ଟୋବର ୨୦୨୩) ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର



ଗଜପତିରେ ଉଦଯାପିତ ହେଲା ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

Rasmi Ranjan Sahu | ଓଡ଼ିଶା | ଗଜପତି | 14051 | Read...

ଗଜପତିରେ ଉଦଯାପିତ ହେଲା ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ସଂସ୍ଥା ସଭାଗୃହ ଠାରେ ସାଇବର ସୁରକ୍ଷା ସଚେତନ ୨୦୨୩ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆ



ଓଡିଶାର ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ରୂପେ ମଞ୍ଜିତ କୁମାର ସମ୍ମାନିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14050 | Read...

ଓଡିଶାର ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ  ରୂପେ ମଞ୍ଜିତ କୁମାର  ସମ୍ମାନିତ

ବ୍ରହ୍ମପୁର -ଓଡିଶାର ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ 2023 ରୂପେ ମଞ୍ଜିତ କୁମାର ହୋତା ସମ୍ମାନିତ ହୋଇଛନ୍ତି । ଇଭେଣ୍ଟ୍ ପ୍ଲସ୍ ର ସହ-ପ୍ରତିଷ୍ଠାତା ତଥା ଇଭେଣ୍ଟ ନିର୍ଦ୍ଦେଶକ ମଞ୍ଜିତ କୁମାର ହୋତା ଇଭେଣ



କୁଆଁର ପୁନେଇଁ ଜହ୍ନ ଲୋ ପାଇଁ ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା କାର୍ଯ୍ୟକ୍ରମ ,୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କ ଯୋଗଦାନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14049 | Read...

କୁଆଁର ପୁନେଇଁ ଜହ୍ନ ଲୋ ପାଇଁ ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା କାର୍ଯ୍ୟକ୍ରମ ,୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କ ଯୋଗଦାନ

ବ୍ରହ୍ମପୁର-ସଂସ୍କୃତି ପ୍ରେମୀ ଅତିଥି, ବହୁ ଗଣମାଧ୍ୟମ ବ୍ୟକ୍ତିତ୍ୱ ତଥା ଅଭିଜ୍ଞ ସମ୍ପନ୍ନ ରେଫେରିଙ୍କ ଗହଣରେ ଚତୁର୍ଦ୍ଦଶ କୁଆଁର ପୁନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ ନିମନ୍ତେ ବ୍ରହ୍ମପୁର ସହରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ



ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

RANJAN KUMAR SWAIN | ଓଡ଼ିଶା | ଗଞ୍ଜାମ | 14048 | Read...

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର - ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହ



ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 14047 | Read...

ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ

ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ ହୋଇଯାଇଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଗୋପାଳପୁର ଦ୍ୱାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଆୟୋଜନ କରି ଗ୍ରାମୀଣ ମହିଳା



ଆଲ୍ ଇଣ୍ଡିଆ ସେଡୁଲ କାଷ୍ଟ ଫେଡ୍ରେଶନର ଦ୍ଵିତୀୟ ଅଧିବେଶନ

Rasmi Ranjan Sahu | ଓଡ଼ିଶା | ଗଜପତି | 14046 | Read...

ଆଲ୍ ଇଣ୍ଡିଆ ସେଡୁଲ କାଷ୍ଟ ଫେଡ୍ରେଶନର ଦ୍ଵିତୀୟ ଅଧିବେଶନ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଲ ଇଣ୍ଡିଆ ସେଡୁଲ କାଷ୍ଟ ଫେଡ୍ରସନର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍



ଗଜପତି ଜିଲ୍ଲା ସ୍ତରୀୟ ଧଳାବାଡି ସୁରକ୍ଷା ଦିବସ ପାଳିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14045 | Read...

ଗଜପତି ଜିଲ୍ଲା ସ୍ତରୀୟ ଧଳାବାଡି ସୁରକ୍ଷା ଦିବସ ପାଳିତ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ



ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଗଜପତିରେ ନବନିର୍ମାଣ କୃଷକ ସଙ୍ଘର ଆନ୍ଦୋଳନ

Rasmi Ranjan Sahu | ଓଡ଼ିଶା | ଗଜପତି | 14044 | Read...

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଗଜପତିରେ ନବନିର୍ମାଣ କୃଷକ ସଙ୍ଘର ଆନ୍ଦୋଳନ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଘର ଆନ୍ଦୋଳନ । ସେମାନଙ୍କ ମୁଖ୍ୟ ଦାବୀ ହେଲା ଚାଷୀଙ୍କୁ ପାଞ୍ଚ ହଜାର ପେନସନ, ବାର୍ଦ୍ଧକ୍ୟ ବତ୍ତା ମାସିକ ଦୁଇ ହଜାର ଟଙ୍କା ଦିଆଯାଉ ।



ଉପନ୍ୟାସ "ଅନାମିକା ଓ ମୁଁ" ଉନ୍ମୋଚନ ଉତ୍ସବ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14043 | Read...

ଉପନ୍ୟାସ

ବ୍ରହ୍ମପୁର - ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମ ସଭାଗୃହରେ ଉପନ୍ୟାସ "ଅନାମିକା ଓ ମୁଁ" ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଷା ରାଣୀ ମହାପାତ୍ରଙ୍କ ଉପନ୍ୟାସ "ଅନାମିକା ଓ ମୁଁ" ଉନ୍ମୋଚିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବ



ବ୍ରହ୍ମପୁର ସହରରେ ନିର୍ମାଣ ହେବ ମାଁ ମହାକାଳୀଙ୍କ ବିଶାଳ ମନ୍ଦିର

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 14042 | Read...

ବ୍ରହ୍ମପୁର ସହରରେ ନିର୍ମାଣ ହେବ ମାଁ ମହାକାଳୀଙ୍କ ବିଶାଳ ମନ୍ଦିର

ବ୍ରହ୍ମପୁର -ଐତିହ୍ୟ ,ସଂସ୍କୃତି ସମ୍ପନ୍ନ ଗଞ୍ଜାମ ଜିଲ୍ଲା ରେ ବ୍ରହ୍ମପୁର ସହର ନିକଟରେ ମହାମୟୀ ମା ମହାକାଳୀ ଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରାଯିବା ସହ ୯ ଫୁଟ ଉଚ୍ଚ କଳା ମୁଗୁନିପଥର ରେ ମା'ଙ୍କ ପ୍ରତିମା ବିଜେ କରାଯିବା ସ



ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Rasmi Ranjan Sahu | ଓଡ଼ିଶା | ଗଜପତି | 14041 | Read...

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ପାରଳାଖେମଣ୍ଡି -ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜି



ବିଦ୍ୟାଳୟର ଛାତ୍ରାବାସକୁ ପୈାରପରିଷଦ ଜବରଦସ୍ତ କଲ୍ୟାଣ ମଣ୍ଡପ ଟେଣ୍ଡରକୁ ପୁରାତନ ଛାତ୍ର ସଂସଦ ବିରୋଦ୍ଧ

Rasmi Ranjan Sahu | ଶିକ୍ଷା | ଗଜପତି | 14040 | Read...

ବିଦ୍ୟାଳୟର ଛାତ୍ରାବାସକୁ ପୈାରପରିଷଦ ଜବରଦସ୍ତ କଲ୍ୟାଣ ମଣ୍ଡପ ଟେଣ୍ଡରକୁ ପୁରାତନ ଛାତ୍ର ସଂସଦ ବିରୋଦ୍ଧ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରବାସକୁ କଲ୍ୟାଣ ମଣ୍ଡପ କରିବାକୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଜିଜାଇଛି । ଏହିକୁ ନେଇ ବିଦ୍ୟାଳୟର ପୁରାତନ ଛା



ଓଡ଼ିଶା ପରିବେଶ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 14039 | Read...

ଓଡ଼ିଶା ପରିବେଶ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶା ପରିବେଶ ସମିତି, ଭୁବନେଶ୍ବର ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ବର ସ୍ଥିତ ମୂଖ୍ୟ କାର୍ଯ୍ୟଳୟର ମିଳିତ ଆନୁକୂଲ୍ୟରେ "Klorofeel School, Bhabandh, Berhampur" ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇ



କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 14038 | Read...

କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା

ଭଞ୍ଜନଗର- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତ



ଲକ୍ଷ୍ମୀପୁର ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

SANJAY KUMAR KANDHAPANI | ଓଡ଼ିଶା | କନ୍ଧମାଳ | 14037 | Read...

ଲକ୍ଷ୍ମୀପୁର ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ତରଫରୁ ଗୁରୁବାର ଦିନ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଆସିଥିବା ସାଇବର ସଚେତନତା ରଥକୁ ବିପୁଳ ମାତ୍ରାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ନିକଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ଲକ୍ଷ୍



ଗଜପତି ଜିଲ୍ଲାରେ ପାଳିତ ହେଲା ବିଶ୍ଵ ଅଣ୍ଡା ଦିବସ ୨୦୨୩

Rasmi Ranjan Sahu | ଓଡ଼ିଶା | ଗଞ୍ଜାମ | 14036 | Read...

ଗଜପତି ଜିଲ୍ଲାରେ ପାଳିତ ହେଲା ବିଶ୍ଵ ଅଣ୍ଡା ଦିବସ ୨୦୨୩

ପାରଳାଖେମୁଣ୍ଡି- ପ୍ରତିବର୍ଷ ପରି ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ପାଳିତ ହୁଏ । ସେହିପରି ଆଜି ମଧ୍ୟ ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ ଜିଲ୍ଲା



ପାରଳାଖେମୁଣ୍ଡି :ସ୍ପେନ୍ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

Rasmi Ranjan Sahu | ବିଶେଷ | ଗଜପତି | 14035 | Read...

ପାରଳାଖେମୁଣ୍ଡି :ସ୍ପେନ୍ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 45 ଓ 46 ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଉଦୟଗିରି ଅଞ୍ଚଳର ଏ



ଲକ୍ଷ୍ମୀ ଯୋଜନା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା 36 ଗୋଟି ବସ

Rasmi Ranjan Sahu | ଓଡ଼ିଶା | ଗଜପତି | 14034 | Read...

ଲକ୍ଷ୍ମୀ ଯୋଜନା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା 36 ଗୋଟି ବସ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲକ୍ଷ୍ମୀ ଯୋଜନା ପାଇଁ ଆସି ପହଞ୍ଚିଲା 36 ଗୋଟି ବସ । ସେଥିମଧ୍ୟରୁ 4 ଗୋଟି ବସ ଏସି ବସ ହୋଇଥିବା ବେଳେ ଅନ୍ୟ 32 ଗୋଟି ବସ ବିନା ଏସି ବସ । ଗଜପତି ଜିଲ୍ଲାର ପ୍ରତି ଗାଁରୁ ଜିଲ୍ଲା



ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ସଚେତନ ରାଲି ଅନୁଷ୍ଠିତ

Rasmi Ranjan Sahu | ଓଡ଼ିଶା | ଗଜପତି | 14033 | Read...

ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ସଚେତନ ରାଲି ଅନୁଷ୍ଠିତ

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରିତ ସମିତି, ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ବିଶ୍ବ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାମ



ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା: ଅଭିଯୁକ୍ତ ଡ୍ରାଇଭର ଗିରଫ

Gouri Shankar Mishra | ଅପରାଧ | ଗଞ୍ଜାମ | 14032 | Read...

 ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା: ଅଭିଯୁକ୍ତ ଡ୍ରାଇଭର ଗିରଫ

ବ୍ରହ୍ମପୁର ସହରରଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା ଘଟଣାରେ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି। ‌ତେବେ କେଉଁ କା



ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି

BHAGYAPRABHA NEWS | ଓଡ଼ିଶା | | 14031 | Read...

ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କର ଜୀବିକାର ମାଧ୍



ବାଟଲା ହାଉସ ଏନକାଉଣ୍ଟର: ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା

BHAGYAPRABHA NEWS | ଦେଶଦୁନିଆ | | 14030 | Read...

ବାଟଲା ହାଉସ ଏନକାଉଣ୍ଟର: ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା

୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ହତ୍ୟା ମାମଲାରେ ଆରିଜ୍ ଖାଁଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ବଦଳାଇ



ମାଲକାନଗିରିରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | ମାଲକାନଗିରି | 14029 | Read...

ମାଲକାନଗିରିରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଗୁରୁବାର ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍‌ କିଣି ମାଲକାନଗିରିରୁ ଏମ.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ର



ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେଶନ୍‌ ଅଜୟ’ ଆରମ୍ଭ

BHAGYAPRABHA NEWS | ଦେଶଦୁନିଆ | | 14028 | Read...

ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେଶନ୍‌ ଅଜୟ’ ଆରମ୍ଭ

ଯୁଦ୍ଧ କ୍ଷତିଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜି ଠାରୁ ଆରମ୍ଭ ହେବ ଅପରେସନ ଅଜୟ। ଅପରେସନ ଆରମ୍ଭ ହେବା ପୂର୍ବରୁ ଆଜି ଏହାର ସମୀକ୍ଷା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।ଇସ



ମୋଦିଙ୍କୁ ସାକ୍ଷାତ କରିବେ ଋଷିଆ ରାଷ୍ଟ୍ରପତି ପୁଟିନ

BHAGYAPRABHA NEWS | ରାଜନୀତି | | 14027 | Read...

ମୋଦିଙ୍କୁ ସାକ୍ଷାତ କରିବେ ଋଷିଆ ରାଷ୍ଟ୍ରପତି ପୁଟିନ

ଖୁବଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ବିଚା



ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ

BHAGYAPRABHA NEWS | ଦେଶଦୁନିଆ | | 14026 | Read...

ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ

ଇସ୍ରାଏଲ ଓ ହମାସ ମଧ୍ୟରେ ୬ ଦିନ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜା ଓ ସୀମାନ୍ତ ଅଞ୍ଚଳରେ ଥିବା ୱେଷ୍ଟ ବ୍ୟାଙ୍କ। ଇସ୍ରାଏଲର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ବୋମା ଓ ରକେଠ ମାଡ଼ରେ ଛିନଛତ୍ର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: