ଖବର ସଂଗ୍ରହ

.



କଂପାନିରେ କାଯ୍ୟରତ ଠିକାଶ୍ରମିକଙ୍କ ଆତ୍ମହତ୍ୟା , ପରିବାର ଓ ଠିକାଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ !

Bhagyaprabha News Bureau | ଅପରାଧ | | 2314 | Read...

କଂପାନିରେ କାଯ୍ୟରତ ଠିକାଶ୍ରମିକଙ୍କ ଆତ୍ମହତ୍ୟା , ପରିବାର ଓ ଠିକାଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ !

ହୀରାକୁଦ ହିଣ୍ଡାଲକୋ କଂପାନିରେ ପୁଣି ଶ୍ରମିକ ଅସାନ୍ତି ଦେଖାଦେଇଛି । କଂପାନିରେ କାଯ୍ୟରତ ଜଣେ ଠିକାଶ୍ରମିକ ର ଆତ୍ମହତ୍ୟା କୁ ନେଇ ମୄତ ଶ୍ରମିକ ପରିବାର ଓ ଠିକା ଶ୍ରମିକ ମାନଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇ



ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 2313 | Read...

ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି ବିଧାୟକ ତଥା କ୍ରମାଗତ ଭାବେ ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଆସୁଥିବା ଓଡିଶା ବିଧାନସଭାର ମୁଖ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ରବିବାର ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଜ



ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଯାପିତ,ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

Bhagyaprabha News Bureau | ଖେଳ | ଗଞ୍ଜାମ | 2312 | Read...

ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଯାପିତ,ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଗୋଲଣ୍ଡା ଗ୍ରାମରେ ଗତ ୧୫ ଦିନ ଧରି ଚାଲିଥିବା ବୃନ୍ଦାବନ ଚନ୍ଦ୍ର ସ୍ମାରକି ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ରବିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ କଇଠଖଣ୍ଡି ମା



ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସର ରେ ସଫେଇ କାର୍ଯ୍ୟକ୍ରମ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2311 | Read...

ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସର ରେ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶା ଓ ରକ୍ତ ଭଣ୍ଡାର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରକ୍ତ ଭଣ୍ଡାର ପରିସର ସଫେଇ କାର୍ଯ୍ୟକ୍ରମ ଅନ



ତାରାଦେବୀ ଯାତ୍ରା ପାଇଁ ଉତ୍ସବ ମୁଖର ଲାଞ୍ଜିପଲ୍ଲୀ ଅଞ୍ଚଳ , ରଥ ଓ କଳାକୁଞ୍ଜ ଦେଖିବାକୁ ଜମିଛି ଲୋକଙ୍କ ଭିଡ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2310 | Read...

ତାରାଦେବୀ ଯାତ୍ରା ପାଇଁ ଉତ୍ସବ ମୁଖର ଲାଞ୍ଜିପଲ୍ଲୀ ଅଞ୍ଚଳ , ରଥ ଓ କଳାକୁଞ୍ଜ ଦେଖିବାକୁ ଜମିଛି ଲୋକଙ୍କ ଭିଡ

ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀଙ୍କ ଦ୍ୱିବାର୍ଷିକ ଯାତ୍ରା ସରିବାକୁ ଆଉ ୯ ଦିନ ବାକି ରହିଥିବା ବେଳେ ଏବେ ଲାଞ୍ଜିପଲ୍ଳୀ ଅଞ୍ଚଳ ହୋଇଉଠିଛି ଉତ୍ସବ ମୁଖର । ଯାତ୍ରା ଦାଣ୍ଡକୁ ବିିଭିନ୍ନ ସାହିର ରଥ ଓ କଳାକୁଞ୍



ରେଳ ଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2309 | Read...

ରେଳ ଲାଇନ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲା ବ୍ରହ୍ମପୁର ରେଳବାଇ ପୋଲିସ ଆଜି ସକାଳେ ହଳଦିଆପଦର ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଟ୍ରେନ ଆଗକୁ ଡେଇଁ ଯୁବକ



'ଭାରତ' ପାଇଁ ସଂପୂର୍ଣ୍ଣ ଥ୍ରୀଏଟର ବୁକ୍ କଲେ ଭାଇଜାନ ପ୍ରେମୀ

Bhagyaprabha News Bureau | ମନୋରଞ୍ଜନ | | 2308 | Read...

'ଭାରତ'  ପାଇଁ  ସଂପୂର୍ଣ୍ଣ ଥ୍ରୀଏଟର ବୁକ୍ କଲେ ଭାଇଜାନ ପ୍ରେମୀ

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଦରେ ନିଜ ଫ୍ୟାନଙ୍କ ପାଇଁ ସୁପରହିଟ୍ ଫିଲ୍ମ ଆଣିଛନ୍ତି ସଲମାନ ଖାନ୍ । ଏନେଇ ଜୁନ ୫ ତାରିଖରେ ରିଲିଜ୍ ହେଉଛି ସଲମାନଙ୍କ ଅଭିନିତ 'ଭାରତ'। ରିଲିଜ୍ ପୂର୍ବରୁ ହିଁ ସଲମାନଙ୍କୁ ବଡ ପରଦାରେ ଦେଖିବ



କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲା ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର

Bhagyaprabha News Bureau | ବିଶେଷ | ଖୋର୍ଦ୍ଧା | 2307 | Read...

କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲା ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର

ଆଜି ସକାଳ ୦୯.୦୦ ଟା ସମୟରେ ଓଡିଶା ପହଞ୍ଚିଛି ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର। ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିବ ବୋଲି ସୂଚନା ମିଳିବାପରେ ତାଙ୍କର ଶେଷ ଦର୍ଶନ ପାଇଁ କଳିଙ



ମନ୍ଥରଗତିରେ ଚାଲିଛି (ଘୋଡାହାଡ କ୍ରୋକଡାଇଲ୍ ୱାଚ୍ ସେଣ୍ଟର୍) କୁମ୍ଭୀର ନିରୀକ୍ଷଣ କେନ୍ଦ୍ର

Bhagyaprabha News Bureau | ବିଶେଷ | ଗଞ୍ଜାମ | 2306 | Read...

ମନ୍ଥରଗତିରେ ଚାଲିଛି (ଘୋଡାହାଡ କ୍ରୋକଡାଇଲ୍ ୱାଚ୍ ସେଣ୍ଟର୍) କୁମ୍ଭୀର ନିରୀକ୍ଷଣ କେନ୍ଦ୍ର

ଦିଗପହଣ୍ଡି ଖମ୍ବାରୀଗାଁ ସ୍ଥିତ ଘୋଡାହାଡ ଜଳଭଣ୍ଡାର ଉପରଭାଗରେ ସମ୍ପ୍ରତ୍ତି କୁମ୍ଭୀର ସୁରକ୍ଷା ପାଇଁ କୁମ୍ଭୀର ନିରୀକ୍ଷଣ କେନ୍ଦ୍ର (କ୍ରୋକୋଡାଇଲ୍ ୱାଚେ ସେଣ୍ଟର୍) ନିର୍ମାଣ ଚାଲିଛି । କମ୍ପେନସେଟର୍ ଏଫୋରେଷ୍ଟସନ୍ ଫଣ୍ଡ



ବର୍ଷେ ହେଲା ଖାଲି ପଡି ରହିଛି ରେଞ୍ଜର ପଦବୀ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2305 | Read...

ବର୍ଷେ ହେଲା ଖାଲି ପଡି ରହିଛି ରେଞ୍ଜର ପଦବୀ

ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଏକ ବର୍ଷ ହେଲା ରେଞ୍ଜର ପଦବୀ ଖାଲି ପଡି ରହିଥିବା ଜଣାପଡିଛି । ଦିଗପହଣ୍ଡି ବନାଞ୍ଚଳରେ ଦିଗପହଣ୍ଡି, ପାଟପୁର, ନୂଆପଡା ଓ ଚିକିଟି ଭଳି ଚାରିଗୋଟି ସେକ୍ସନ ରହିଥିବା ବ



ଚର୍ଚ୍ଚାରେ ବିଜେପୁର ବିଧାନସଭା ଆସନ!

Bhagyaprabha News Bureau | ଓଡ଼ିଶା | ବରଗଡ଼ | 2304 | Read...

ଚର୍ଚ୍ଚାରେ ବିଜେପୁର ବିଧାନସଭା ଆସନ!

କିଛିଦିନ ହେଲା ଚର୍ଚ୍ଚା ହୋଇଆସୁଥିଲା ଯେ, ନବୀନ ବିଜେପୁର ରଖି ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନ ଛାଡ଼ିଦେବେ। ହିଞ୍ଜିଳିରୁ ତାଙ୍କ ପୁତୁରା ଅରୁଣ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନିଜେ ନବୀନ ଏହି ଚର୍ଚ୍ଚ



୩୨ ବର୍ଷରେ ପାଦ ଥାପିଲେ ଦବଙ୍ଗ ଗାର୍ଲ

Bhagyaprabha News Bureau | ମନୋରଞ୍ଜନ | | 2303 | Read...

୩୨ ବର୍ଷରେ ପାଦ ଥାପିଲେ ଦବଙ୍ଗ ଗାର୍ଲ

ଆଜି ୩୨ ବର୍ଷ ବୟସରେ ପାଦ ଥାପିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଆଜି ମୁମ୍ୱାଇର ଆଉଟସ୍କ୍ରିଟ ଫାର୍ମହାଉସଠାରେ ନିଜର ସାଙ୍ଗମାନଙ୍କ ସହ ନିଜର ଜନ୍ମଦିନ ପାଳନ କରିବା କଥା ଟ୍ୱିଟ କରି ଜଣାଇଛନ୍ତି ସୋନାକ୍ଷୀ । ୧୯୮୭ ମସିହା



ନୀତୀଶ ସରକାରରଙ୍କ ଆଜି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

Bhagyaprabha News Bureau | ଖେଳ | | 2302 | Read...

ନୀତୀଶ ସରକାରରଙ୍କ  ଆଜି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

ବିହାରରେ ନୀତୀଶ ସରକାରର ଆଜି ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଜେଡିୟୁର ୬ ବିଧାୟକ ଶ୍ୟାମ ରଜକ, ନୀରଜ ସିଂହ, ଅଶୋକ ଚୌଧୁରୀ, ରାମ ସେବକ କୁଶୱାହା, ନରେନ୍ଦ୍ର ନାରାୟଣ ଯାଦବ ଓ ସଂଜୟ ଝା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । କେନ୍ଦ



ସ୍ୱାମୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ନିଜ ଛୁଆକୁ ବିକିଲେ ମା

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 2301 | Read...

ସ୍ୱାମୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ନିଜ ଛୁଆକୁ ବିକିଲେ ମା

ଟିଟିଲାଗଡ ହାଟପଦା ପଡାର କେତକୀ ବେହେରା ନିଜର ସ୍ୱାମୀକୁ ଜେଲରୁ ମୁକୁଲାଇବା ନିମନ୍ତେ ଓକିଲଙ୍କୁ ଅର୍ଥ ଦେବାକୁ ପଡିଥିଲା । ତାଙ୍କ ପରିବାରରେ ଏକମାତ୍ର ରୋଜଗାର କ୍ଷମ ସ୍ୱାମୀ ଜେଲ ରେ ଥିଲେ । ଅନ୍ୟ କୌଣସି ବାଟ ଦେଖାନଯିବାରୁ



ଶିଳାନ୍ୟାସକୁ ବର୍ଷେ ପୂର୍ତ୍ତି ହେବ ବିଶ୍ରାମଗାର ନିର୍ମାଣ କାର୍ଯ୍ୟ ଶୂନ, ଖରାରେ ସଢୁଛନ୍ତି ଯାତ୍ରୀ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2300 | Read...

ଶିଳାନ୍ୟାସକୁ ବର୍ଷେ ପୂର୍ତ୍ତି ହେବ ବିଶ୍ରାମଗାର ନିର୍ମାଣ କାର୍ଯ୍ୟ ଶୂନ, ଖରାରେ ସଢୁଛନ୍ତି ଯାତ୍ରୀ

ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ କରାଯାଇଥିବା ଶିଳାନ୍ୟାସକୁ ଆଉ ମାତ୍ର ୧୮ ଦିନ ପରେ ଏକ ବର୍ଷ ପୂର୍ତ୍ତି ହେବ । ସେପଟେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଇଟା ଖଣ୍ଟିଏ ମଧ୍ୟ ନପଡିବା ଏବେ ପ



ନୀଳକଣ୍ଠ ନଗରରେ ରାସ୍ତା ଉପରେ ଭାସୁଛି ନର୍ଦ୍ଦମା ପାଣି, ଜନ ଅସନ୍ତୋଷ

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 2299 | Read...

ନୀଳକଣ୍ଠ ନଗରରେ ରାସ୍ତା ଉପରେ ଭାସୁଛି ନର୍ଦ୍ଦମା ପାଣି, ଜନ ଅସନ୍ତୋଷ

ଦିଗପହଣ୍ଡି ଏନଏସିର ୧ ନଂ ୱାର୍ଡ ଅଧିନସ୍ଥ ଅଞ୍ଚଳ କଲୋନୀ ପ୍ରଥମ ଲେନ୍ ତଥା ନୀଳକଣ୍ଠ ନଗର ପ୍ରଥମ ଲେନ୍ରେ ରାସ୍ତା ଉପରେ ନର୍ଦ୍ଦମା ଜଳ ଭାସୁଥିବା ଦେଖିବାକୁ ମିଳିଛି । ସାହିର ମୁଖ ଦ୍ୱାରରେହିଁ ରାସ୍ତା ଉପରେ ନର୍ଦ୍ଦମା ଜଳ ଭା



ବାତ୍ୟା ପିଡିତଙ୍କୁ ସାହାର୍ଯ୍ୟର ହାତ ବଢାଇଲେ ପ୍ରବାସୀ ଓଡିଆ

Bhagyaprabha News Bureau | ଓଡ଼ିଶା | ପୁରୀ | 2298 | Read...

ବାତ୍ୟା ପିଡିତଙ୍କୁ ସାହାର୍ଯ୍ୟର ହାତ ବଢାଇଲେ  ପ୍ରବାସୀ ଓଡିଆ

ଓଡିଶାର ୧୧ ଜିଲ୍ଲାରେ ସାମୁଦ୍ରିକ ଝଡ ଫୋନି ଦେଖାଇଛି କରାଳ ବିଭିଷିକା ଦୃଶ୍ୟ । ସାମୁଦ୍ରିକ ଝଡ ଫୋନିରେ ପୀଡିତ ଅଞ୍ଚଳକୁ ବିଭିନ୍ନ ଅଞ୍ଚଳରୁ ସାହାର୍ଯ୍ୟ ଆସୁଅଛି । ସେହିକ୍ରମରେ ବାଙ୍ଗାଲୋରରେ ଥିବା ପ୍ରବାସୀ ଓଡିଆମାନେ ଫୋ



ରାଉରକେଲାର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗର ଚଢାଉ !

Bhagyaprabha News Bureau | ଓଡ଼ିଶା | ସୁନ୍ଦରଗଡ଼ | 2297 | Read...

ରାଉରକେଲାର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗର ଚଢାଉ !

ସୁରତର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ପରେ ଛାନିଆ ଓଡ଼ିଶା ସରକାର । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ମାନଙ୍କରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଛି । ଆଜି ରାଉରକେଲା ସହରର ଥିବା ୧୩୦ଟି କୋଚିଂ ସେ



ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା !

Bhagyaprabha News Bureau | ଓଡ଼ିଶା | ସମ୍ବଲପୁର | 2296 | Read...

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା !

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ସହର । ପୂଜା କମିଟି ମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି । ବିଭିନ୍ନ ପ୍ରକାର ପରଭା ମୂର୍ତ୍ତି ଓ ସାଜସଜ୍ଜା କାର୍ଯ୍ୟରେ ମଗ୍ନ ଅଛନ୍ତି କାରିଗର । ସମ୍ବଲପୁରର ବଡବଜା



ସୋନିଆ ଗାନ୍ଧୀ ହେଲେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ !

Bhagyaprabha News Bureau | ରାଜନୀତି | | 2295 | Read...

ସୋନିଆ ଗାନ୍ଧୀ ହେଲେ  କଂଗ୍ରେସ ସଂସଦୀୟ ଦଳର ନେତ୍ରୀ !

ପୁଣିଥରେ କଂଗ୍ରେସ୍‌ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ । ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦଙ୍କର ପ୍ରଥମ ବୈଠକରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ପୁଣି ଥରେ ନିର୍ବାଚିତ କରାଯାଇଛି।



ଆଜି ଓଡିଶାରେ ପହଞ୍ଚିବ କଳ୍ପନାଙ୍କ ପାର୍ଥୀବ ଶରୀର

Bhagyaprabha News Bureau | ଓଡ଼ିଶା | ଢେଙ୍କାନାଳ | 2294 | Read...

 ଆଜି ଓଡିଶାରେ ପହଞ୍ଚିବ କଳ୍ପନାଙ୍କ ପାର୍ଥୀବ ଶରୀର

ଆଜି ଓଡିଶା ଆସିବ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର। ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିବ ବୋଲି ସୂଚନା ମିଳିବାପରେ ତାଙ୍କର ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମରେ ରାତି ୧୦ଟ



ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜର ବିଜୟ

Bhagyaprabha News Bureau | ଖେଳ | | 2293 | Read...

ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜର ବିଜୟ

୨୦୧୯ କ୍ରିକେଟ୍ ବିଶ୍ୱକପର ଗତକାଲି ଖେଳାଯାଥିଲା ଦ୍ୱିତୀୟ ମ୍ୟାଚ୍ । ଆଉ ଏହି ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ । ୱେଷ୍ଟଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି



ଶ୍ରୀକ୍ଷେତ୍ରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Bhagyaprabha News Bureau | ଓଡ଼ିଶା | ପୁରୀ | 2292 | Read...

ଶ୍ରୀକ୍ଷେତ୍ରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥକାମ। ତୁମ୍ବ କାମ ସରିବା ପରେ ଚକ ନିର୍ମାଣ ଚାଲିଛି। ଗତକାଲି ସଂଦ୍ଧ୍ୟା ସୁଦ୍ଧା ୨୭ ଚକ ନିର୍ମାଣ ଶେଷ ହୋଇଛି। ତିନିରଥ ଲାଗି ମୋଟ ୪୨ଟି ଚକ ତିଆରି ହେବ। ସେଥିମଧ୍ୟରୁ ନନ



ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

Bhagyaprabha News Bureau | ରାଜନୀତି | | 2291 | Read...

ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଷୋଡ଼ଶ ବିଧାନସଭା ଲାଗି ଶନିବାର ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ତେବେ ବିଜେ



ବ୍ରହ୍ମପୁର ପୋଲିସ ର ଏନକାଉଣ୍ଟର, ଦୁଇ ଆହତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2290 | Read...

ବ୍ରହ୍ମପୁର ପୋଲିସ ର ଏନକାଉଣ୍ଟର, ଦୁଇ ଆହତ

ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥି ମନୋଜ ଜେନା ହତ୍ଯାକାଣ୍ଡ ରେ ପୋଲିସ କୁ ମିଳିଛି ବଡ ସଫଳତା । ପୋଲିସ ର ସ୍ବତନ୍ତ୍ର ଟିମ ର ଏହି ଏନକାଉଣ୍ଟର ପରେ ଗିରଫ ଙ୍କ ଠାରୁ ଦୁଇଟି



ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 2289 | Read...

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଆଜି ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଖଲ୍ଲିିକୋଟ କଲେଜ ଷ୍ଟାଡିୟମ୍‌ଠାରୁ ବାହାରି ସହର ପରିକ୍ରମା କ



ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ମାଓ ନେତା ସବ୍ୟସଚୀ ପଣ୍ଡା ନିର୍ଦ୍ଦୋଷ

Bhagyaprabha News Bureau | ଅପରାଧ | ଗଜପତି | 2288 | Read...

ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ମାଓ ନେତା ସବ୍ୟସଚୀ ପଣ୍ଡା ନିର୍ଦ୍ଦୋଷ

ଗଜପତି ଜିଲ୍ଲା ଆର. ଉଦୟଗିରି ଠାରେ ୨୦୦୫ ମସିହାରେ ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ମାଓ ନେତା ସବ୍ୟସଚୀ ପଣ୍ଡା ସମ୍ପୃକ୍ତି ଥିବା ନେଇ ମାମଲା ରୁଜୁ ହୋଇଥିଲା । ଦୀର୍ଘ ବର୍ଷ ପରେ ଉକ୍ତ ମାମଲାର କୋର୍ଟ ଶୁଣାଣୀ ହୋଇଛି । ଗ



ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

Bhagyaprabha News Bureau | ବିଶେଷ | ଖୋର୍ଦ୍ଧା | 2287 | Read...

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଶ୍ରୀ ରାଜା ରାମ ଇତିମଧ୍ୟରେ ଯୋଗଦାନ କରିଛନ୍ତି I ସେ ୧୯୮୮ ମସିହା ଭାରତୀୟ ସିଭିଲ ସେବା ଅଧିକାରୀ ଅଟନ୍ତି I ଏହା ପୂର୍ବରୁ ଶ୍ରୀ ରାଜା ରାମ ଉତ୍ତ



ଭାରସାମ୍ୟ ହରାଇ ଗାଡି ଦୁର୍ଘଟଣା ଗ୍ରସ୍ତ ମେଡିକାଲ କର୍ମଚାରୀ ଆହତ

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 2286 | Read...

ଭାରସାମ୍ୟ ହରାଇ ଗାଡି ଦୁର୍ଘଟଣା ଗ୍ରସ୍ତ ମେଡିକାଲ କର୍ମଚାରୀ ଆହତ

ଗୁରୁବାର ଦିନ ସନ୍ଧ୍ୟାରେ ବ୍ରହ୍ମପୁର ସହର ସିଟି ହସ୍ପିଟାଲ ଡାକ୍ତର ମୋନାଜ ପଣ୍ଡାଙ୍କ ସହ ତାଙ୍କ ଆକାଉଣ୍ଟାଣ୍ଟ ସରକାରୀ ଜିପରେ କୌଣସି ସରକାରୀ କାମରେ ଭୁବନେଶ୍ୱର ଯାଇଥିଲେ । ସେମାନେ ସମସ୍ତେ ସରକାରୀ କାମ ଜିପରେ ଫେରୁଥିବା



ପାଣି ପିଇବା ସମୟରେ ମାନନ୍ତୁ ଏହି ୫ଟି କଥା, ରହିବେ ସୁସ୍ଥ

Bhagyaprabha News Bureau | ସ୍ବାସ୍ଥ୍ୟ | | 2285 | Read...

ପାଣି ପିଇବା ସମୟରେ ମାନନ୍ତୁ ଏହି ୫ଟି କଥା, ରହିବେ ସୁସ୍ଥ

ଜଣେ ବୟସ୍କ ବ୍ୟକ୍ତି ଦିନକୁ ଦୁଇରୁ ଅଢ଼େଇ ଲିଟର ପାଣି ପିଇଲେ ସୁସ୍ଥ ରହି ପାରିବେ। କିନ୍ତୁ ଏହି ପାଣି ପିଇବାରେ ମଧ୍ୟ କିଛି ନିୟମ ରହିଛି। ଯାହାକୁ ମାନିଲେ ସୁସ୍ଥ ରହିପାରିବା। ଜାଣନ୍ତୁ. ଠିଆ ହୋଇ ପାଣି ପିଅନ୍ତୁ ନାହିଁ : ପ୍ର



ଓଜନ କମାଇବାର ସହଜ ଉପାୟ

Bhagyaprabha News Bureau | ସ୍ବାସ୍ଥ୍ୟ | | 2284 | Read...

ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ ମୁତାବକ ବିଶ୍ରାମ ନେବାକୁ ପଡ଼ିଥାଏ। ତେଣୁ ପ୍ରତିଦିନ ଅତିକମ



ଆସନ୍ତୁ ଜାଣିବା କେନ୍ଦ୍ରରେ କାହାକୁ ମିଳିଲା କେଉଁ ଦାୟିତ୍ୱ

Bhagyaprabha News Bureau | ରାଜନୀତି | | 2283 | Read...

ଆସନ୍ତୁ ଜାଣିବା କେନ୍ଦ୍ରରେ କାହାକୁ ମିଳିଲା କେଉଁ ଦାୟିତ୍ୱ

ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦ୍ୱିତିୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୋଦିଙ୍କ ସହ ୨୪



ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନୁଆଁ ଟିମ୍

Bhagyaprabha News Bureau | ରାଜନୀତି | | 2282 | Read...

ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନୁଆଁ ଟିମ୍

ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦ୍ୱିତିୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୋଦିଙ୍କ ସହ ୨୪



ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି " ତମାଖୁ ନିରୋଧ ଦିବସ "

Bhagyaprabha News Bureau | ଖେଳ | | 2281 | Read...

ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି

ପ୍ରତିବର୍ଷ ମେ ୩୧କୁ ବିଶ୍ବ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଉଛି । ତମାଖୁ ସେବନର ଭୟାବହତା ଓ ଏହାର ନିରାକରଣ ଲାଗି ପ୍ରତିବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ ହୋଇ ଆସୁଛି । ତମାଖୁ ସେବନ ଦ୍ବାରା ମା



କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ?

Bhagyaprabha News Bureau | ରାଜନୀତି | | 2280 | Read...

କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ?

ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି । ଧର୍ମେନ୍ଦ୍ର ପ୍ରଧାନ ଅମିତଙ୍କ ଉତ୍ତରାଧିକାରୀ ହେବେ ବୋଲି ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ସେ କିନ୍ତୁ ମନ୍



କ୍ରିକେଟ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

Bhagyaprabha News Bureau | ଖେଳ | | 2279 | Read...

କ୍ରିକେଟ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟର ବିଶ୍ୱକପ ଲଢେଇ I ଏହି ଉଦଘାଟନୀ ମ୍ୟାଚ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା I ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଫିଲଡିଂ କରିବା



ଏକ ପଟେ ମୋଦିଙ୍କ ଶପଥ ଗ୍ରହଣ ଓ ଅନ୍ୟ ପଟେ ପାକିସ୍ଥାନର ଆକ୍ରମଣ ପାଇଁ ଯୋଜନା

Bhagyaprabha News Bureau | ଦେଶଦୁନିଆ | | 2278 | Read...

ଏକ ପଟେ ମୋଦିଙ୍କ ଶପଥ ଗ୍ରହଣ ଓ ଅନ୍ୟ ପଟେ ପାକିସ୍ଥାନର ଆକ୍ରମଣ ପାଇଁ ଯୋଜନା

ଆଉ ମାତ୍ର କିଛି ମୃହୂର୍ତ୍ତ ପରେ ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦିଙ୍କ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । କିନ୍ତୁ ଅନ୍ୟପଟେ ନିଜ ଚକ୍ରାନ୍ତ ଜାରି ରଖିଛି ପଡୋଶୀ ଦେଶ ପା



୩୪ ବର୍ଷରେ ପାଦ ଥାପିଲେ ଜେନିଫର

Bhagyaprabha News Bureau | ମନୋରଞ୍ଜନ | | 2277 | Read...

୩୪ ବର୍ଷରେ ପାଦ ଥାପିଲେ ଜେନିଫର

ଟିଭି ଜଗତର ଖ୍ୟାତନାମା ଅଭିନେତ୍ରୀ ଜେନିଫର ଓ୍ୱିଙ୍ଗେଟ ଆଜି ୩୪ବର୍ଷ ବୟସରେ ପାଦ ଦେଇଛନ୍ତିା ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଜନ୍ମ ଦିନରୁ ଶୁଭେଚ୍ଛା ଜଣାଇଛନ୍ତିା ୧୯୮୧ ମସିହା ମେ' ୩୦ ତାରିଖରେ ସେ ମୁମ୍ବାଇରେ ଜ



ରକ୍ତଦାନ ଶିବିରରେ ସାମ୍ବାଦିକମାନଙ୍କ ରକ୍ତଦାନ

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 2276 | Read...

ରକ୍ତଦାନ ଶିବିରରେ ସାମ୍ବାଦିକମାନଙ୍କ ରକ୍ତଦାନ

ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର।ସାମ୍ବାଦିକ ମାନଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବି



ନନ୍ଦନ କାନନରେ ଲୋକଙ୍କ ମନୋରଞ୍ଜନ କରୁଥିବା ଓରାଙ୍ଗଓଟାନ 'ବିନି' ମୃତ

Bhagyaprabha News Bureau | ବିଶେଷ | କଟକ | 2275 | Read...

ନନ୍ଦନ କାନନରେ ଲୋକଙ୍କ ମନୋରଞ୍ଜନ କରୁଥିବା ଓରାଙ୍ଗଓଟାନ 'ବିନି' ମୃତ

ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଏକମାତ୍ର ବିରଳ ପ୍ରଜାତିର ଓରାଙ୍ଗଓଟାନର ଆଜି ୪୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଛି। ବିନି ଗଳାରେ ଥିବା ଥଳିରେ ସଂକ୍ରମଣ ଘାଆ ଯୋଗୁ ଗତ ୧ ବର୍ଷ ଧରି ଏହାର



ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପୁଲୱାମା ସହିଦ୍ଙ୍କ ପରିବାର

Bhagyaprabha News Bureau | ରାଜନୀତି | | 2274 | Read...

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପୁଲୱାମା ସହିଦ୍ଙ୍କ ପରିବାର

ଆଜି ସନ୍ଧ୍ୟା ସାତଟା ସମୟରେ ଦ୍ୱିତିୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟବସାୟୀ, ରାଜନେତା,ପ୍ରତିଷ୍ଠିତ ବ୍ୟକ୍ତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।



ଆଜିଠାରୁ ଆରମ୍ଭ ହେଲା କ୍ରିକେଟ ବିଶ୍ୱକପ

Bhagyaprabha News Bureau | ଖେଳ | | 2273 | Read...

ଆଜିଠାରୁ ଆରମ୍ଭ ହେଲା କ୍ରିକେଟ ବିଶ୍ୱକପ

ଆଜିଠାରୁ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ ବିଶ୍ୱକପ୍‌ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ସହ ଖେଳିବ ଦକ୍ଷିଣ ଆଫ୍ରିକା । ୬ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ୍‌ରେ ଟପ୍‌ ୧୦ଟି



ରାଜ୍ୟ ସରକାରଙ୍କୁ ଫନିର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2272 | Read...

ରାଜ୍ୟ ସରକାରଙ୍କୁ ଫନିର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ସାମୁଦ୍ରିକ ଝଡ଼ ଫନି ବାତ୍ୟା ଓ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶେଷ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ତଥା ରାଜ୍ୟ ରିଲିଫ କମିଶନରଙ୍କୁ ପଠାଇ ଦେ



ବେସ୍‌କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

Bhagyaprabha News Bureau | ଖେଳ | | 2271 | Read...

ବେସ୍‌କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

।ବରଫତଳୁ ମୃତଦେହ ଉଦ୍ଧାର ପରେ ନେପାଳ ବେସ୍‌ କ୍ୟାମ୍ପରେ ପହଞ୍ଚିଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ପରେ କାଠମାଣ୍ଡୁର ଲୁକିୟାଡେନକୁ ଆସିବ ମୃତଦେହ। ସେଠାରୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା ହେଉଛି। ତାଙ୍କ ପାର୍ଥିବ



ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଜଗନ ମୋହନ ରେଡ୍ଡୀଙ୍କ ଶପଥ ଗ୍ରହଣ

Bhagyaprabha News Bureau | ରାଜନୀତି | | 2270 | Read...

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଜଗନ ମୋହନ ରେଡ୍ଡୀଙ୍କ ଶପଥ ଗ୍ରହଣ

ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜୟୱାଡ଼ା ନିକଟ ଇନ୍ଦିରାଗାନ୍ଧୀ ମିନି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ଏସ.



ଜୁନ ୧ରେ ହେବ ବାଚସ୍ପତି ନିର୍ବାଚନ

Bhagyaprabha News Bureau | ଓଡ଼ିଶା | | 2269 | Read...

ଜୁନ ୧ରେ ହେବ ବାଚସ୍ପତି ନିର୍ବାଚନ

ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସ୍ ଆରମ୍ଭ କରିଛନ୍ତି। ଏଥର ମନ୍ତ୍ରିମଣ୍ଡଳରେ ମୋଟ ୨୧ ଜଣ ମନ୍ତ୍ରୀ ଅଛନ୍ତି। ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଆଜି ସଚିବାଳୟରେ ପ୍ରଥ



ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ସମ୍ପର୍କିତ ବ୍ଳକ ସ୍ତରୀୟ ସମୀକ୍ଷା ଓ ସଚେତନତା କର୍ମଶାଳା

Bhagyaprabha News Bureau | ବିଶେଷ | ଗଞ୍ଜାମ | 2268 | Read...

ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ସମ୍ପର୍କିତ ବ୍ଳକ ସ୍ତରୀୟ ସମୀକ୍ଷା ଓ ସଚେତନତା କର୍ମଶାଳା

ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ ଜିଲା ତଥା ଉପଖଣ୍ଡ ସ୍ତରୀୟ ପ୍ରତ୍ୟାଖ୍ୟାନ କରାଯାଇଥିବା ଆବେଦନଗୁଡିକର ସ୍ୱତଃ ସମୀକ୍ଷା



ବିବାଦୀୟ ପରିସ୍ଥିତିରେ ଦିଗପହଣ୍ଡି ବନବିଭାଗ ତନଖି ଫାଟକ:ବନ୍ଦ ସତ୍ୱେ ଚାଲିଥିଲା ତନଖି

Bhagyaprabha News Bureau | ବିଶେଷ | ଗଞ୍ଜାମ | 2267 | Read...

ବିବାଦୀୟ ପରିସ୍ଥିତିରେ ଦିଗପହଣ୍ଡି ବନବିଭାଗ ତନଖି ଫାଟକ:ବନ୍ଦ ସତ୍ୱେ ଚାଲିଥିଲା ତନଖି

ଦିଗପହଣ୍ଡି-ରାୟଗଡା ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦିଗପହଣ୍ଡି ସହର ଉପକଣ୍ଠରେ ବନବିଭାଗ ତନଖି ଫାଟକଟି ରହିଛି । ହେଲେ ଏହି ତନଖି ଫାଟକର ମୁଖ୍ୟ ଗେଟଟି ଭାଙ୍ଗିଯିବାରୁ ଏବେ ମୁକୁଳା ପଡି ରହିଥିବା ଦେଖିବାକ



ସନ୍ତୋଷ ଗଙ୍ଗୱାର ହେଲେ ଲୋକସଭାର କାମଚଳା ବାଚସ୍ପତି

Bhagyaprabha News Bureau | ରାଜନୀତି | | 2266 | Read...

ସନ୍ତୋଷ ଗଙ୍ଗୱାର ହେଲେ  ଲୋକସଭାର କାମଚଳା ବାଚସ୍ପତି

ଲୋକସଭାର କାମଚଳା ବାଚସ୍ପତି ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ସାଂସଦ ସନ୍ତୋଷ ଗଙ୍ଗୱାର । ଲୋକସଭା ନିର୍ବାଚନରେ ବିଜେପିର ବହୁମତରେ ବିଜୟ ପରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ନୂଆ ମନ୍ତ୍



ଚୁକ୍ତିବଦ୍ଧ ଶ୍ରମିକ ଉଦ୍ଧାର

Bhagyaprabha News Bureau | ଅପରାଧ | ରାୟଗଡ଼ା | 2265 | Read...

ଚୁକ୍ତିବଦ୍ଧ ଶ୍ରମିକ ଉଦ୍ଧାର

ରାୟଗଡା ଜିଲ୍ଲାର ମାନବ ଅଧିକାରୀ କର୍ମୀ ମାନଙ୍କ ଦ୍ଵାରା ୨୦ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ନାବାଳିକା,୧୨ ମହିଳା,୨ ଦଲାଲ ଅଟକ ରଖାଯାଇଛି । କୋରାପୁଟ ଜିଲ୍ଲାର ପଞ୍ଚଡା ଗ୍ରାମରୁ ଆନ୍ଧ୍ରପ୍ରଦେଶ ର ଗ



ବିଧାନସଭାରେ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଲେ ଅମର

Bhagyaprabha News Bureau | ରାଜନୀତି | | 2264 | Read...

ବିଧାନସଭାରେ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଲେ ଅମର

ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥଗ୍ରହଣ ଉତ୍ସବ ଚାଲିଛି । ଗୃହର ନେତା ନବୀନ ପଟ୍ଟନାୟକ ଓ ନୂତନ ମନ୍ତ୍ରୀ ମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ । ସନ୍ଧ୍ୟା ୫ଟା ଯାଏଁ ବିଧାନସଭ



ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2263 | Read...

ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ରାଜ୍ୟରେ ପରିଣତ କରିବାକୁ ନିଷ୍ପତ୍ତି ନେବା ସହ ପ୍ରଥମ ପର୍ଯ୍ୟାୟରେ ସମସ୍ତ



ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ

Bhagyaprabha News Bureau | ଓଡ଼ିଶା | ପୁରୀ | 2262 | Read...

ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ

ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ସମନ୍ବୟ କମିଟି ବୈଠକ । ଏହି ବୈଠକରେ ରଥ ନିର୍ମାଣ, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ, ପରିମଳ, ରା



ମୋଦୀଙ୍କ ଶପଥ ଗ୍ରହଣରେ ସାମିଲ ହେବେ ପଶ୍ଚିମବଙ୍ଗ ପୁରୁଲିଆର ୫୪ ପରିବାର!

Bhagyaprabha News Bureau | ରାଜନୀତି | | 2261 | Read...

ମୋଦୀଙ୍କ ଶପଥ ଗ୍ରହଣରେ ସାମିଲ ହେବେ ପଶ୍ଚିମବଙ୍ଗ ପୁରୁଲିଆର ୫୪ ପରିବାର!

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ୫୪ ଜଣ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଅତିଥି ଭାବେ ଆମନ୍



ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2260 | Read...

ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କିଭଳି ଭାବେ କାର୍ଯ୍ୟ କରୁଛି, ତାହା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଦେଖିଲେ ହୃଦୟଙ୍ଗମ ହେଉଛି । ଏହି ମହାବିଦ୍ୟାଳୟରେ ନା ଶିକ୍ଷକ ପଦବୀ ପୂରଣ ହୋଇପାରୁ



ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ମମତା ଓ ନବୀନ

Bhagyaprabha News Bureau | ରାଜନୀତି | | 2259 | Read...

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ମମତା ଓ ନବୀନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରତିନିଧି ଙ୍କ ସମେତ ବିରୋଧୀ ଦଳର ପ୍ରମୁଖ ନେତାଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଛି। ବିରୋଧୀ ଦଳର ପ୍ରମୁଖ ନେତ



ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ନେବେ ମୋଦୀ

Bhagyaprabha News Bureau | ରାଜନୀତି | | 2258 | Read...

ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ନେବେ ମୋଦୀ

ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ଆଜି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବେ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଭବନଠାରେ ସନ୍ଧ୍ୟା ୭ଟାରେ ଏକ ଭବ୍ୟ ସମାରୋହରେ ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍



ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2257 | Read...

ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନେଇ  ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

ବ୍ରହ୍ମପୁର ସହରର ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନେଇ ବ୍ରହ୍ମପୁର ମୁନିସପାଲିଟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ବିଭିନ୍ନ କା



ଓଡିଶାର କେଉଁ ମନ୍ତ୍ରୀ ପାଇଲେ କେଉଁ ବିଭାଗ...?

Bhagyaprabha News Bureau | ରାଜନୀତି | | 2256 | Read...

ଓଡିଶାର କେଉଁ ମନ୍ତ୍ରୀ ପାଇଲେ କେଉଁ ବିଭାଗ...?

ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ । ତେବେ ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମ



ଶପଥ ଗ୍ରହଣକଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ , ଉତ୍ସବରେ ସାମିଲ ହେଲେ ନବୀନଙ୍କ ପରିବାର

Bhagyaprabha News Bureau | ରାଜନୀତି | | 2255 | Read...

ଶପଥ ଗ୍ରହଣକଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ,  ଉତ୍ସବରେ ସାମିଲ ହେଲେ ନବୀନଙ୍କ ପରିବାର

ଆଜି ବିଦ୍ଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ରୁପେ ଶପଥ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲା



୧୧ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

Bhagyaprabha News Bureau | ରାଜନୀତି | | 2254 | Read...

୧୧ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ବିପୁଳ ଭୋଟରେ ବିଜୟ ହେବା ପରେ ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ପାଳି ଶାସନ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରାଜ୍ୟର ୨୧ଜଣିଆ ନୂଆ ମନ୍ତ୍ରିମଣ୍ଡଳ ନିଯୁକ୍ତ କରିଛନ୍ତି । ଏହି ନବ ନିଯୁକ୍ତ ମନ୍ତ୍ରିମଣ୍ଡଳ ମଧ୍ୟ



ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚମ ସରକାର ପାଇଁ ସାମ୍ଭବ୍ୟ ମନ୍ତ୍ରୀ ତାଲିକା !

Bhagyaprabha News Bureau | ରାଜନୀତି | | 2253 | Read...

ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚମ ସରକାର ପାଇଁ ସାମ୍ଭବ୍ୟ ମନ୍ତ୍ରୀ ତାଲିକା !

ଆସନ୍ତା କାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ ।ତାଙ୍କ ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ପାଇଁ କିଛି ବିଧାୟକଙ୍କୁ ନବୀନ ନିବାସରୁ ଫୋନ୍‌ କଲ୍‌ ଯାଇଥିବା ଗଣମାଧ୍ୟମରେ ପ୍ରଚାର ଚା



ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2252 | Read...

ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରି ବିଭାଗର ମିଳିତ ଚଢାଉ କରିଛି । ଅବକାରୀ ବିଭାଗ ଡି.ଏସ୍.ଇ ଙ୍କ ତତ୍ତ୍ୱାବଧାନରେ କୋଦଳା ଥାନା ଇରଗୋଲା ସାହିର ୭ଟିସ୍ଥାନରେ ଚଢାଉ ହୋଇଥିଲା ।ଏହି



ଚକ୍ଷୁପ୍ରତୀ ବିପଦ ଅତ୍ୟାଧୁନିକ ଏଲ୍.ଇ.ଡି ଲାଇଟ୍

Bhagyaprabha News Bureau | ସ୍ବାସ୍ଥ୍ୟ | | 2251 | Read...

ଚକ୍ଷୁପ୍ରତୀ ବିପଦ ଅତ୍ୟାଧୁନିକ ଏଲ୍.ଇ.ଡି ଲାଇଟ୍

ଘରେ ହେଉ କିମ୍ବା ଅଫିସରେ ଆମେ ମାନେ ଘଣ୍ଟା ଘଣ୍ଟା ଏଲଇଡି ଲାଇଟରେ ସମୟ ବିତାଇଥାଉ । ହେଲେ ଏହା ଜାଣିନଥାଉ ଏହାର ଆଲୋକ ଆଖି ଉପରେ କଣ ପ୍ରଭାବ ପକାଇଥାଏ । ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି ଯେ, ଏଲଇଡି ଲାଇଟ ଆଲୋକରେ କାମ କଲେ ଆଖ



ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | | 2250 | Read...

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ

ରାଜଧାନୀ ଭୂବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୨୯ ତାରିଖ ବୁଧବାର ଦିନ ଶପଥ ନେବେ ଶ୍ରୀ ନବୀନ ପଟ୍ଟନାୟକ । ପୁଣିଥରେ ବିପୁଳ ସଂଖ୍ୟାରେ ସାରା ଓଡିଶାରେ ବିଜେଡିର ବିଧାୟକମାନେ ଜି



ଆସନ୍ତାକାଲିଠାରୁ ଆରମ୍ଭ ହେବ କ୍ରକେଟ ବିଶ୍ୱକପ

Bhagyaprabha News Bureau | ଖେଳ | | 2249 | Read...

ଆସନ୍ତାକାଲିଠାରୁ ଆରମ୍ଭ ହେବ କ୍ରକେଟ ବିଶ୍ୱକପ

ଆରମ୍ଭ ହୋଇସାରିଛି କ୍ରିକେଟ୍ ବିଶ୍ୱକପ୍ କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଦିନକ ପରେ ଅର୍ଥାତ ଆସନ୍ତା ମେ’ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ବିଶ୍ୱକପ୍ ଲଢେଇ । ଇଂଲଣ୍ଡ ଏବଂ ୱେଲସ ଠାରେ ମ



ପୋଖରୀରେ ବୁଡ଼ି ୨ ନାବାଳକ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2248 | Read...

ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଗୋପାଳପୁର ଥାନା ଅନ୍ତର୍ଗତ ଆର୍ଦଲାପଲ୍ଲୀ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ସୁଚନାନୁସାରେ ସେହି ଗ୍ରାମର ଜଗନ ଓ ବରୁଣ ଅପରାହ୍ନ ପ୍ରାୟ ୪ଟା ବେଳେ ପୋଖରୀରେ ଗାଧୋ



ଶ୍ରୀକ୍ଷେତ୍ରରେ ଭିତର ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ

Bhagyaprabha News Bureau | ଓଡ଼ିଶା | ପୁରୀ | 2247 | Read...

 ଶ୍ରୀକ୍ଷେତ୍ରରେ ଭିତର ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ

ପବିତ୍ର ଅକ୍ଷୟ ତୃୀତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରା ଗତକାଲି ଶେଷ ହୋଇଛି। ରବିବାର ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହୋଇଥିଲା। ଆଜିଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ସିଂହଦ୍ୱାରରୁ ପଟୁ



ଚାଲିଛି ତଦନ୍ତ , ତଥାପି ଟେର ପାଉନି ପୋଲିସ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2246 | Read...

ଚାଲିଛି ତଦନ୍ତ , ତଥାପି ଟେର ପାଉନି ପୋଲିସ

ଆସିକା ନିର୍ବାଚନୀ ମଣ୍ଡଳର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା ୫ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ ବ୍ରହ୍ମପୁର ପୋଲିସ । ବିଭିନ୍ନ ଦିଗକୁ ଆଧାର କରି ତଦନ



ସରକାରୀ ଅବହେଳାର ଶିକାର ତିନୋଟି ପୁରାତନ ବିଦ୍ୟାଳୟ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2245 | Read...

ସରକାରୀ ଅବହେଳାର ଶିକାର   ତିନୋଟି ପୁରାତନ ବିଦ୍ୟାଳୟ

କେ.ସି. ପବ୍ଲିକ ସ୍କୁଲ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ୯୦ତମ ଘଣ୍ଟଯାତ୍ରା ଅବସରରେ ଏହି ପ୍ରସଙ୍ଗକୁ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି



ବସ୍ ଟ୍ରକ୍ ମୁହାଁମୁହିଁ, ୮ ଆହତ

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 2244 | Read...

ବସ୍  ଟ୍ରକ୍ ମୁହାଁମୁହିଁ, ୮ ଆହତ

ବଲାଙ୍ଗିର ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ସୂଚନାଯୋଗ



କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ଜଲୱା ଦେଖାଇଲେ ଦୀପିକା

Bhagyaprabha News Bureau | ମନୋରଞ୍ଜନ | | 2243 | Read...

କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ଜଲୱା ଦେଖାଇଲେ ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସ



ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

Bhagyaprabha News Bureau | ଖେଳ | | 2242 | Read...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ ୨୦୫ ରନର ବୃହତ୍‌ ବ୍ୟବଧାନରେ ଜିତିନେଇଛି। ମ୍ୟାଚ୍‌ର ୩ୟ



ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ , ମନ୍ତ୍ରୀ ତାଲିକା ଚୂଡାନ୍ତ ନେଇ ଆଲୋଚନା

Bhagyaprabha News Bureau | ରାଜନୀତି | | 2241 | Read...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ , ମନ୍ତ୍ରୀ ତାଲିକା ଚୂଡାନ୍ତ ନେଇ ଆଲୋଚନା

ସରିଯାଇଛି ଚଳିତ ସାଧାରଣ ନିର୍ବାଚନ । ରାଜ୍ୟରେ ବିପୁଳମାତ୍ରାରେ ଭୋଟ ପାଇ ବିଜେଡିର ବିଜୟ ପରେ ୧୧୨ଟି ବିଧାନସଭା ଆସନ ଦଖଲ କରି ୫ମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଭୁବନେଶ୍



ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆଇଇଡି ବିସ୍ପୋରଣ , ୧୫ କୋବ୍ରା ଯବାନ ଆହତ

Bhagyaprabha News Bureau | ଅପରାଧ | | 2240 | Read...

ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆଇଇଡି ବିସ୍ପୋରଣ ,  ୧୫ କୋବ୍ରା ଯବାନ ଆହତ

ଝାଡ଼ଖଣ୍ଡରେ ମାଓବାଦୀ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜି ସ୍ଥାନୀୟ ସରାୟକେଲାର କୁଚାଇ ଅଞ୍ଚଳରେ ୨୦୯ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କ ଏକ ଦଳ ଉପରେ ମାଓବାଦୀ ଆଇଇଡି ବ



ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଶିଶୁ

Bhagyaprabha News Bureau | ଓଡ଼ିଶା | ଭଦ୍ରକ | 2239 | Read...

ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ  ଶିଶୁ

ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ବିଦେଇପୁରୁ ଗ୍ରାମ ମହାଲିକ ସାହିର ଏକ ଅସ୍ଥାୟୀ ଘରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଅଗ୍ନିକାଣ୍ଡ । ଅଙ୍ଗନବାଡି କର୍ମୀ ସଂଯୁଲତା ମଣ୍ଡଳଙ୍କ କହିବା ଅନୁସାରେ କର୍ମୀମାନେ ମଧ୍ୟ



ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବ- ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2238 | Read...

ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବ- ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ

ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବରେ ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ ।ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ ପ୍ରଚଣ୍ଡ ଖରାରୁ ଟିକେ ଆଶ୍ୱସ୍ଥି ପାଇବା ପାଇଁ ବୃକ୍ଷ ପାଳଟିଛି ମାଙ୍କଡ ପ



ଶ୍ରୀରାମ ଚରିତ ମାନସ ନବାହ୍ନ ପାରା ୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦ୍ଘାଟିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2237 | Read...

ଶ୍ରୀରାମ ଚରିତ ମାନସ ନବାହ୍ନ ପାରା ୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦ୍ଘାଟିତ

ଖଲ୍ଲିକୋଟ ସ୍ଥିତ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ମହନ୍ତ ସୁନ୍ଦର ରାମ ଦାସ ମହାରାଜଙ୍କ ପୌରହିତ୍ୟରେ ନବାହ୍ନ ପାରା ୟଣ କାର୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଏଥିରେ ସନ୍ଥ ଗୋବିନ୍ଦ ଦାସ ମହାରାଜ ପ୍ରଵଚକ ରୁପେ ଯୋଗ ଦେଇ ନାମ ମ



ସ୍ନାତକୋତ୍ତର ଓଡ଼ିଆ ବିଭାଗ ଊଣେଇଶ ଶହ ଅଣାନବେ ବ୍ୟାଚର ସାରସ୍ୱତ ସମାରୋହ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2236 | Read...

ସ୍ନାତକୋତ୍ତର ଓଡ଼ିଆ ବିଭାଗ ଊଣେଇଶ ଶହ ଅଣାନବେ ବ୍ୟାଚର ସାରସ୍ୱତ ସମାରୋହ

ଊଣେଇଶ ଶହ ଅଶୀ ପରବର୍ତ୍ତୀ ଓଡ଼ିଆ କବିତା ଧୀରେ ଧୀରେ ମାଟି ଓ ମଣିଷର କଥା ଭିନ୍ନ ଏକ ସହଜ ସରଳ ହୃଦୟଗ୍ରାହୀ ଶୈଳୀରେ କହିବାକୁ ଆରମ୍ଭ କଲାଣି l ଗତ ତିନି ଦଶକର ଓଡ଼ିଆ କବିତାର କେତେ ଜଣ ମନସ୍କ କାବ୍ୟସ୍ରଷ୍ଟା ଏକ ମହତ୍ତର ଜୀବନବୋଧ



ମହାରାଷ୍ଟ୍ର କଂଗ୍ରେସ ସଭାପତି ପଦରୁ ଅଶୋକ ଚୌହାନଙ୍କ ଇସ୍ତଫା

Bhagyaprabha News Bureau | ରାଜନୀତି | | 2235 | Read...

ମହାରାଷ୍ଟ୍ର କଂଗ୍ରେସ ସଭାପତି ପଦରୁ  ଅଶୋକ ଚୌହାନଙ୍କ ଇସ୍ତଫା

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ମାନସ ମନ୍ଥନ ଜାରି ରହିଛି । ଦଳର ଗୋଟିଏ ପରେ ଗୋଟିଏ ନେତା ଇସ୍ତଫା ଦେଉଥିବା ଖବର ସାମନାକୁ ଆସୁଛି । ପ୍ରଥମେ ଉତରପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜ ବବର, ଓଡିଶା କଂଗ୍ରେସ



ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଘର ସମସ୍ତ ବିଭିନ୍ନ ସ୍ଥାନରେ ସି.ବି.ଆଇ ଚଢାଉ

Bhagyaprabha News Bureau | ଦେଶଦୁନିଆ | | 2234 | Read...

ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଘର ସମସ୍ତ ବିଭିନ୍ନ ସ୍ଥାନରେ ସି.ବି.ଆଇ ଚଢାଉ

ସିବିଆଇର ଏକ ଦଳ ପୂର୍ବ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ଘରେ ପହଞ୍ଚିଥିଲା । ସେଠାରେ ରାଜୀବଙ୍କର କୌଣସି ଖବର ନମିଳିବାରୁ ସିବିଆଇ ଟିମ୍ କୋଲକାତର ପାର୍କ ଷ୍ଟ୍ରିଟରେ ଥିବା ରାଜୀବ କୁମାରଙ୍କ ଅଫିସରେ ପହଞ୍ଚିଛି । ଏ



ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରୀ , ଅସ୍ତବ୍ୟସ୍ତ ଜନଜୀବନ

Bhagyaprabha News Bureau | ଓଡ଼ିଶା | | 2233 | Read...

ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରୀ ,  ଅସ୍ତବ୍ୟସ୍ତ ଜନଜୀବନ

ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।ଆଜି ୯ ଜିଲାକୁ ହିଟ୍‌ଓ୍ବେଭ୍‌ ସତର୍କ ସୂଚନା ଜା



ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧ ଛାତ୍ରଛାତ୍ରୀ

Bhagyaprabha News Bureau | ଶିକ୍ଷା | | 2232 | Read...

ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧  ଛାତ୍ରଛାତ୍ରୀ

ଆଜି ସମଗ୍ର ଦେଶର ସମସ୍ତ ଆଇଆଇଟି ସହ ଆଇଆଇଟି ଧାନବାଦ ତଥା ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ମାଇନ୍ସ(ଆଇଏସ୍‌ଏମ୍‌)ରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥର ମୋଟ ୧ଲକ୍ଷ ୭୬ହଜାର ଛାତ୍ରୀଛାତ୍ର ପରୀକ୍ଷା



ନିର୍ବାଚନ ପରେ ଆଜି ମୋଦିଙ୍କ ପ୍ରଥମ ବାରଣାସୀ ଗସ୍ତ !

Bhagyaprabha News Bureau | ଦେଶଦୁନିଆ | | 2231 | Read...

ନିର୍ବାଚନ ପରେ ଆଜି ମୋଦିଙ୍କ  ପ୍ରଥମ ବାରଣାସୀ ଗସ୍ତ !

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯିବେ । ୪.୭୯ ଭୋଟ ଅନ୍ତରରେ ବାରାଣାସୀ ଲୋକସଭା ଆସନରେ ବିଜୟୀ ହୋଇଥିଲେ ମୋଦି । ଜିତିବା ପରେ ପ୍ରଧାନମନ୍ତ୍ରୀଙ



ବାଇକ୍‌ ଦୁର୍ଘଟଣ‌ାରେ ୨ ମୃତ, ୩ ଗୁରୁତର

Bhagyaprabha News Bureau | ଅପରାଧ | ଜଗତସିଂହପୁର | 2230 | Read...

ବାଇକ୍‌ ଦୁର୍ଘଟଣ‌ାରେ ୨ ମୃତ, ୩ ଗୁରୁତର

କୃଷ୍ଣାନନ୍ଦପୁର ଥାନା ଅର୍ନ୍ତଗତ ପଞ୍ଚୁପାଣ୍ଡବ ଗ୍ରାମର ପବିତ୍ର କୁମାର ମଲିକ(୪୫), ଧୃତଚରଣ ଘଡ଼େଇ(୫୦) ଓ ନାରାୟଣ ସାମଲ(୫୫) ଏକ ବାଇକ୍‌ରେ ନିଜ ଗାଁ ଉତ୍ତରକୂଳକୁ ଯାଉଥିବା ବେଳେ କଟକ-ପାରାଦୀପ ରାଜପଥ ପୂରଣ ଓଡ଼ପଡ଼ାସ୍ଥିତ ସଙ୍କେ



ମନୋଜ ଜେନାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ୍‌ର ଉଦ୍ୟମ ଜାରି

Bhagyaprabha News Bureau | ଅପରାଧ | ଗଞ୍ଜାମ | 2229 | Read...

ମନୋଜ ଜେନାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ  ପୋଲିସ୍‌ର ଉଦ୍ୟମ ଜାରି

ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ବ୍ରହ୍ମପୁର ପୁଲିସର ଏକ ଟିମ୍‌ ଭୁବନେଶ୍ବର ଯାଇ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଆ



ଅଂଶୁଘାତରେ ମୃତ୍ୟୁ , ଅରକ୍ଷିତଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀଙ୍କ ଦାବି

Bhagyaprabha News Bureau | ଓଡ଼ିଶା | | 2228 | Read...

ଅଂଶୁଘାତରେ ମୃତ୍ୟୁ , ଅରକ୍ଷିତଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀଙ୍କ ଦାବି

ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଅରକ୍ଷିତ ସାହୁ । ସେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତକାଲି ସେ କାମକୁ ଯାଇଥିଲେ । ସେଠାରେ ସେ ଅସ



ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ରାମାଫୋସା

Bhagyaprabha News Bureau | ଦେଶଦୁନିଆ | | 2227 | Read...

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ରାମାଫୋସା

ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି) ମୁଖ୍ୟ ସିରିଲ୍‌ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ ପାର୍ଲାମେଣ୍ଟ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ରାଷ୍ଟ୍ରପତି ନିର୍ବା



ସାତ ଗାଡ଼ିଆ ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ବାଲେଶ୍ବର | 2226 | Read...

 ସାତ ଗାଡ଼ିଆ ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ବର ଜିଲ୍ଲା ସୋର ଥାନା ସିଂଗାଖୁଣ୍ଟା ପଞ୍ଚାୟତ ସାତ ଗଡିଆ ଶାସନ ନିକଟ ରାସ୍ତା କଡରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଶ୍ରମିକ । ସିଙ୍ଗାଖୁଣ୍ଟା ଠାରେ



ମାଆଙ୍କଠୁ ଆଶୀର୍ବାଦ ନେଲେ ମୋଦି

Bhagyaprabha News Bureau | ଦେଶଦୁନିଆ | | 2225 | Read...

ମାଆଙ୍କଠୁ  ଆଶୀର୍ବାଦ ନେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମେ



ଗାୟତ୍ରୀ କଳା ବିକାଶ କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 2224 | Read...

ଗାୟତ୍ରୀ କଳା ବିକାଶ କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଗାୟତ୍ରୀ କଳା ବିକାଶ କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ନୃତ୍ୟ ତପସ୍ୱୀ ସମ୍ମାନ ଏବଂ ଗୁରୁଶ୍ରୀ ଗଣେଶ ରଥ ସ୍ମତି ସମ୍ମାନ-୨୦୧୯ ଆଯୋଜିତ ହୋଇଯ



କାଳବୈଶାଖୀ ତାଣ୍ଡବ

Bhagyaprabha News Bureau | ବିଶେଷ | ରାୟଗଡ଼ା | 2223 | Read...

କାଳବୈଶାଖୀ ତାଣ୍ଡବ

ରାୟଗଡା ସହରରେ କାଳବୈଶାଖୀ ତାଣ୍ଡବରେ ବହୁ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ପଡିଛି । ଆଜି ଅପରାହ୍ନ ୩ଟା ସମୟରେ ବହୁ ଜୋରରେ ବର୍ଷା ସହ ପବନ ବହିବାରୁ ସହରର ରୟତ କଲୋନୀ ଅଂଚଳରେ ଥିବା ବହୁ ବଡ ବଡ ଗଛଗୁଡିକ ଉପାଡି ପ



ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ଜାତୀୟ ରାଜପଥ ଅବରୋଧ

Bhagyaprabha News Bureau | ଓଡ଼ିଶା | କେନ୍ଦୁଝର | 2222 | Read...

ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ଜାତୀୟ ରାଜପଥ ଅବରୋଧ

୨୦ନମ୍ବର ଜାତୀୟ ରାଜପଥ ବରପଦା ଛକଠାରେ ପୁଣି ଥରେ ରାସ୍ତା ରୋକ ହୋଇଛି। ଘଷିପୁରା ଠାରେ ଏକ ଭଡ଼ା ଘରେ ଦୀର୍ଘ ବର୍ଷ ଧରି ଚାଲିଥିବା ସାଇଁକୁଳ ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ରାସ୍ତା ରୋକ କରିଛି ସାଇଁକୁଳ ଆଞ୍ଚଳ



ରକ୍ତଦାନ ଶିବିରରେ ADIVର ୧୨ ଜଣ ସଦସ୍ୟଙ୍କ ରକ୍ତ ଦାନ

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 2221 | Read...

 ରକ୍ତଦାନ ଶିବିରରେ ADIVର ୧୨ ଜଣ ସଦସ୍ୟଙ୍କ  ରକ୍ତ ଦାନ

ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ଏରାବିକ୍ସ ଡେଡିକେସନ ଇନ୍ ଭିମ୍ ( ADIV)ସହଯୋଗରେ ରକ୍ତଦାନ ଶିବିର ଅନୁ



ବାତ୍ୟା ‘ଫୋନି’ ପ୍ରଭାବିତ ଅଂଚଳରେ କ୍ଷୟକ୍ଷତିର ଆକଳନ ପାଇଁ ପୁରୀରେ ପହଞ୍ଚିଲେ ୫ଜଣିଆ ବିଶ୍ୱ ବ୍ୟାଙ୍କ ଦଳ

Bhagyaprabha News Bureau | ଓଡ଼ିଶା | | 2220 | Read...

ବାତ୍ୟା ‘ଫୋନି’ ପ୍ରଭାବିତ ଅଂଚଳରେ  କ୍ଷୟକ୍ଷତିର ଆକଳନ  ପାଇଁ ପୁରୀରେ ପହଞ୍ଚିଲେ ୫ଜଣିଆ ବିଶ୍ୱ ବ୍ୟାଙ୍କ ଦଳ

ପୁରୀରେ ୫ ଜଣିଆ ବିଶ୍ୱବ୍ୟାଙ୍କ ଟିମ୍ । ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କେତେ କ୍ଷତିଗ୍ରସ୍ତ ହୋଇଛି ପୁରୀ, ଏନେଇ ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ୱବ୍ୟାଙ୍କ ଟିମ୍ । ଟିମ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ଆଲୋଚନା କ



ନବୀନ ନିବାସରେ ବିଜେଡି ସାଂସଦୀୟ ଦଳ ବୈଠକ

Bhagyaprabha News Bureau | ରାଜନୀତି | | 2219 | Read...

ନବୀନ ନିବାସରେ ବିଜେଡି ସାଂସଦୀୟ ଦଳ ବୈଠକ

ନବୀନ ନିବାସରେ ବିଜେଡି ସାଂସଦୀୟ ଦଳ ବୈଠକ । ନବ ନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରରେ ବିଜେଡି ସାଂସଦଙ୍କର କଣ ରହିବ ଆଭିମୁଖ୍ୟ ସେ ନେଇ ପ୍ରସ୍ତୁତ ହୋଇଛି ରଣନୀତି । ସଂସଦମାନଙ୍କୁ ଗୁରୁମ



ଦୁଇ ଦିନ ତଳୁ ଘରୁ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ଝୁଳନ୍ତା ମୃତ ଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଅନୁଗୁଳ | 2218 | Read...

ଦୁଇ ଦିନ ତଳୁ ଘରୁ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ଝୁଳନ୍ତା ମୃତ ଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା କୁମଣ୍ଡ ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ଗତ ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ । ଶନିବାର ଦିନ ହଠାତ ଗ୍ରାମ ନିକଟ ଦେଇ ଯାଇଥିବା ନୂତନ ରେଳ ଲାଇନ୍ ପାର୍ଶ୍ୱରେ ଥିବା ଏକ ଗଛରେ ଦୁହିଁଙ୍କ ଝୁଳନ୍ତା ମୃତଦେହ ସ୍ଥାନୀ



ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ବସ୍‌ ଦୁର୍ଘଟଣା

Bhagyaprabha News Bureau | ଅପରାଧ | ସୁବର୍ଣ୍ଣପୁର | 2217 | Read...

ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥରେ ବସ୍‌ ଦୁର୍ଘଟଣା

ସୁବର୍ଣ୍ଣପୁର:ବସ୍‌ ଦୁର୍ଘଟଣାରେ ୧୮ ଜଣ ଆହତ । ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥର ମନମୁଣ୍ଡା ବାସୁଦେବପାଲିଠାରେସୁଜନ ନାମକ ଏକ ଘରୋଇ ବସ୍‌ଟି ଭାରସାମ୍ୟ ହରାଇଏକ ଗଛରେ ପିଟି ହୋଇଥିଲା ।ବସ୍‌ଟି ଭୁବନେଶ୍ୱରରୁ ବଲାଙ୍ଗ



ଗାଲେରୀ ରାସ୍ତାରେ ଥିବା ମିଶ୍ର ମୋବାଇଲ ପଏନଟ ର କାନ୍ଥ ଭାଙ୍ଗି ଚୋରି

Bhagyaprabha News Bureau | ଅପରାଧ | ଗଞ୍ଜାମ | 2216 | Read...

ଗାଲେରୀ ରାସ୍ତାରେ ଥିବା ମିଶ୍ର ମୋବାଇଲ ପଏନଟ ର କାନ୍ଥ ଭାଙ୍ଗି ଚୋରି

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ରାସ୍ତାରେ ଥିବା ମିଶ୍ର ମୋବାଇଲ ପଏନଟ ର ପଛପଟୁ କାନ୍ଥ କୁ ଭାଙ୍ଗି କିଛି ଦୂରବୁତ ମାନେ ମିଶି 40 ଗୋଟି ମୋବାଇଲ ଓ ନଗଦ 25 ହଜାର ଟଙ୍କା ଚୋରି କରି ନେ



ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2215 | Read...

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଓଡିଶା ରାଜ୍ୟ ଶୌଣ୍ଢିକ ସମାଜ ତରଫରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ଅବସରରେ ବିଜୟା ହଲ୍ ନିକଟରେ ଥିବା ତାଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାର୍ଲ୍ୟ ଅର୍ପଣ କରିବା ସହ ତା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: