ଖବର ସଂଗ୍ରହ

.



"ଫନି" ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ଦୂତି ଚାନ୍ଦ

Bhagyaprabha News Bureau | ଓଡ଼ିଶା | | 1901 | Read...

‘ଫନି’ ପୀଡିତଙ୍କ ପାଇଁ ଦୂତି ଚାନ୍ଦ ସହାୟତାର ହାତ ବଢାଇ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଦୂତି ଅର୍ଥରାଶି ଦେବା ପରେ ନିଜ ଫେସବୁକ ଆକାଉଣ୍ଟସ୍‌ରେ ସେୟାର କରି ସମ



ଆଜିଠାରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ରିଲିଫ ବଣ୍ଟନ ଆରମ୍ଭ

Bhagyaprabha News Bureau | ଓଡ଼ିଶା | ଜଗତସିଂହପୁର | 1900 | Read...

ଆଜିଠାରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ରିଲିଫ ବଣ୍ଟନ ଆରମ୍ଭ

ଆଜିଠାରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ରିଲିଫ ବଣ୍ଟନ ଆରମ୍ଭ ହେବ। ତିନିଦିନ ଭିତରେ ଏହି କାର୍ଯ୍ୟ ସରିବ। ତେବେ ରିଲିଫ ବଣ୍ଟନ ସମୟରେ ରାଜ‌େନୖତିକ ଦଳ ପ୍ରଭାବରୁ ମୁକ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ



ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 1899 | Read...

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ

ବଲାଙ୍ଗୀରରେ ଥିବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପ୍ରଶାସନିକ ବିଲ୍ଡିଂରେ ନିଆଁ ଲାଗିଥିବାର ପ୍ରାଥମିକ ସୂଚନା ମିଳିଛି। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଏବଂ ତାହା ଦ୍ୱାରା କି କ୍ଷତି ହୋଇଛି ସେ ସଂପର୍



ବାଇକ୍‌-ପିକଅପ୍‌ ଧକ୍କା, ଦମ୍ପତି ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1898 | Read...

ବାଇକ୍‌-ପିକଅପ୍‌ ଧକ୍କା, ଦମ୍ପତି ମୃତ

ଗଞ୍ଜାମ ଜିଲ୍ଲାମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ପ˚ଚାୟତର ମଧୁରଆମ୍ବ ଏବ˚ ପୋଡାଶଙ୍ଖ ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତାରେ ମୋହନା ପଟୁ ଯାଉଥିବା ପିକଅପ୍‌ ଭ୍ୟାନ ସହ ମୋହନା ଆସୁଥିବା ବାଇକ୍‌ର ରାତି ପ୍ରାୟ ୮ଟା ୪୦ ମିନି



ମେଟାଲ୍ ଗଦାରେ ଚଢ଼ିଗଲା ବାଇକ୍ , ୨ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1897 | Read...

ମେଟାଲ୍ ଗଦାରେ ଚଢ଼ିଗଲା ବାଇକ୍ , ୨ ମୃତ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ବରଡ଼ିପଲ୍ଲୀ ଗ୍ରାମର ଦେବ ପ୍ରଧାନଙ୍କ ପୁଅ ଶିବରାମ (୨୩) ଓ ଅଭି ପ୍ରଧାନଙ୍କ ପୁଅ ପ୍ରଭାକର (୨୨) ପଞ୍ଚ ଠାକୁରାଣୀ ଯାତ୍ରା ଦେଖି ବାଇ‌କରେ ଘରକୁ ଫେରୁଥିଲେ। ବାଟରେ ଏକ କାର୍‌ ହେଡ୍‌ଲାଇଟ୍ ପଡ଼ିବ



'ଫନି'ରେ ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା

Bhagyaprabha News Bureau | ଓଡ଼ିଶା | ପୁରୀ | 1896 | Read...

'ଫନି'ରେ ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା

ବାତ୍ୟା 'ଫନି'ରେ ଓଡ଼ିଶାରେ ମୋଟ ୩୬ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ବାତ୍ୟା 'ଫନି'ରେ ପୁରୀ ଜିଲ୍ଲାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜରେ ୪ ଏବଂ ଯାଜପୁରରେ ୪ ଜ



ବ୍ରହ୍ମପୁର ବିଶ୍ୱବିଦ୍ୟାଳର ପିଜି ପରୀକ୍ଷା ଘୁଞ୍ଚାଇବାକୁ ଦାବି କଲେ ଛାତ୍ରଛାତ୍ରୀ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 1895 | Read...

ବ୍ରହ୍ମପୁର ବିଶ୍ୱବିଦ୍ୟାଳର ପିଜି  ପରୀକ୍ଷା ଘୁଞ୍ଚାଇବାକୁ ଦାବି କଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ୨ୟ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ଆସନ୍ତା ୧୧ ତାରିଖ ଠାରୁ ଆରମ୍ଭ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । କିନ୍ତୁ ଫୋନି ଯୋଗୁଁ ଉପକୂଳବର୍ତ୍ତୀ ପୁରୀ, ଭୁବନେଶ୍ୱରରୁ ଆସୁଥିବା ଛାତ



ଫୋନି ପରେ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

Bhagyaprabha News Bureau | ଖେଳ | ପୁରୀ | 1894 | Read...

ଫୋନି ପରେ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ବାତ୍ୟା 'ଫନି' ପରେ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ତିନି ଜିଲ୍ଲାର ଜିଲ୍ଲାପାଳ ବଦଳି ହୋଇଛନ୍ତି। ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲାପାଳ



ଦନ୍ତା ନେଲା ଜୀବନ

Bhagyaprabha News Bureau | ଅପରାଧ | କେନ୍ଦୁଝର | 1893 | Read...

ଦନ୍ତା ନେଲା ଜୀବନ

କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଖବର ମିଳିଛି। ସୂଚନା ଅନୁଯାୟୀ ଶୋଷ ଥାନା ଅନ୍ତର୍ଗତ କୁସଟିକିରି ଗାଁରେ ହାତୀ ଆକ୍ରମଣରେ ଶୁକ ଖଣ୍ଡେଇ ଓରଫ ଖୁକା(୪୫) ନାମକ ଜଣେ ଲୋକର ମୃତ୍ୟୁ ଘଟିଛି।ଶୁକ ଖଣ୍ଡେଇ ଆଜି



ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୦୦ କୋଟିର ସହାୟତା ଘୋଷଣା

Bhagyaprabha News Bureau | ଦେଶଦୁନିଆ | ପୁରୀ | 1891 | Read...

ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୦୦ କୋଟିର ସହାୟତା ଘୋଷଣା

ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ବୈଠକରେ ବାତ୍ୟା ‘ଫୋନି’ ପରେ ଯେଉଁ କ୍ଷୟକ୍ଷତି ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।



ଆସନ୍ତା ୨୦ରେ ଓଡିଶାରେ ନିଟ୍ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 1889 | Read...

ଆସନ୍ତା ୨୦ରେ ଓଡିଶାରେ ନିଟ୍ ପରୀକ୍ଷା

ଆସନ୍ତା ୨୦ ତାରିଖରେ ହେବ ଓଡିଶାରେ ନିଟ୍ ପରୀକ୍ଷା । ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଗତକାଲି ଓଡିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ଡାକ୍ତରୀ ପାଠ୍ୟକ୍ରମ ପାଇଁ ସର୍ବ



୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚିଲା ପାଟକୁରା ନିର୍ବାଚନ - ନିର୍ବାଚନ କମିଶନ

Bhagyaprabha News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 1887 | Read...

୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚିଲା ପାଟକୁରା ନିର୍ବାଚନ - ନିର୍ବାଚନ କମିଶନ

ଘୁଞ୍ଚିଲା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ । ବାତ୍ୟା 'ଫୋନି' ଯୋଗୁଁ ନିର୍ବାଚନ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇଲେ ନିର୍ବାଚନ କମିଶନ। ତେବେ କେବେ ନିର୍ବାଚନ ହେବ ତାହା ସ୍ପଷ



୯ଟି ମାମଲାରେ ଦୋଷମୁକ୍ତ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

Bhagyaprabha News Bureau | ଓଡ଼ିଶା | ଗଜପତି | 1886 | Read...

୯ଟି ମାମଲାରେ  ଦୋଷମୁକ୍ତ ହେଲେ  ମାଓନେତା ସବ୍ୟସାଚୀ ପଣ୍ଡା

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୯ଟି ମାମଲାରେ ମିଳିଛି କ୍ଲିନଚିଟ୍ । ମାଓନେତା ସଚ୍ୟସାଚୀ ପଣ୍ଡା ଗଜପତି ଜିଲ୍ଲାର ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୯ଟି ମୋକଦ୍ଦମାରେ ସୋମବାର ଦୋଷମୁକ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ସ



ଆଜି ଉଠିବ ଶୀତଳଷଷ୍ଠୀ ଥାଳ

Bhagyaprabha News Bureau | ଓଡ଼ିଶା | ସମ୍ବଲପୁର | 1885 | Read...

 ଆଜି ଉଠିବ ଶୀତଳଷଷ୍ଠୀ ଥାଳ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠିବ। ସ˚ଧ୍ୟା ୪ଟାରେ ବମ୍‌ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠି



ଅକ୍ଷୟ ତୃତୀୟା ଚାଷୀମାନଙ୍କ ଚାଷ ଅନୁକୂଳର ପର୍ବ

Bhagyaprabha News Bureau | ଓଡ଼ିଶା | ବରଗଡ଼ | 1883 | Read...

ଅକ୍ଷୟ ତୃତୀୟା ଚାଷୀମାନଙ୍କ ଚାଷ ଅନୁକୂଳର ପର୍ବ

ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିବସରେ ଯେ କୌଣସି କାର୍ଯ୍ୟ ଆରମ୍ଭ କଲେ ଅତ୍ୟନ୍ତ ଶୁଭଫଳ ମିଳେ ବୋଲି ହିନ୍ଦୁ ମତ ରହିଛି। ଶାସ୍ତ୍ରରେ ରହିଛି ଏହି ପବିତ୍ର ଦିବସରେ ତ୍ରେତୟ



ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ସଂନ୍ଧ୍ୟା ୫ଟା ସୁଦ୍ଧା ଶତକଡ଼ା ୬୨.୫୬ ପ୍ରତିଶତ ମତଦାନ

Bhagyaprabha News Bureau | ରାଜନୀତି | | 1882 | Read...

 ସରିଲା ପଞ୍ଚମ ପର୍ଯ୍ୟାୟ  ନିର୍ବାଚନ, ସଂନ୍ଧ୍ୟା ୫ଟା ସୁଦ୍ଧା ଶତକଡ଼ା ୬୨.୫୬ ପ୍ରତିଶତ ମତଦାନ

ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି । କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ ହୋଇଛି । ଅପରାହ୍ଣ ୫ଟା ସୁ



ମେ ୨୨ରେ ଉତ୍‌କ୍ଷେପଣ ହେବ ରିସାଟ୍‌-୨ବିଆର୍‌୧

Bhagyaprabha News Bureau | ଦେଶଦୁନିଆ | | 1880 | Read...

ମେ ୨୨ରେ ଉତ୍‌କ୍ଷେପଣ ହେବ ରିସାଟ୍‌-୨ବିଆର୍‌୧

ମେ ୨୨ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ତା'ର ସଦ୍ୟତମ ରାଡାର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌ (ରିସାଟ୍‌-୨ବିଆର୍‌୧) ଉତ୍‌କ୍ଷେପଣ କରିବ।ରିସାଟ୍‌-୨ବିଆର୍‌୧ ପୂର୍ବ ର



ଫୋନୀ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

Bhagyaprabha News Bureau | ଓଡ଼ିଶା | | 1879 | Read...

ଫୋନୀ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

ଫନୀ' କ୍ଷୟକ୍ଷତିର ସମୀକ୍ଷା ପରେ କ୍ଷତିଗ୍ରସ୍ତ ପରିବାର ପାଇଁ ରବିବାର ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତଙ୍କ ପରିବାରକୁ ୫୦ କିଲୋ ଚାଉଳ,୨ ହଜାର ଟଙ୍କା ଏବଂ ପଲିଥିନ୍‌ ସହାୟତା ମିଳିବ ବୋଲି ମୁଖ୍ୟମନ୍



ଫୋନିର ମୁକାବିଲା ପାଇଁ ଓଡିଶାକୁ ବଢାଇଲେ ସହାୟତାର ହାତ

Bhagyaprabha News Bureau | ଓଡ଼ିଶା | | 1878 | Read...

ଫୋନିର ମୁକାବିଲା ପାଇଁ ଓଡିଶାକୁ ବଢାଇଲେ ସହାୟତାର ହାତ

'ଫୋନି'ର ତାଣ୍ଡବ ପରେ ବାତ୍ୟା ପ୍ରଭାବିତଙ୍କ ପାଇଁ ବଢୁଛି ସହାୟତାର ହାତ । ଓଡ଼ିଶାରେ ବିପୁଳ କ୍ଷୟକ୍ଷତି ଘଟାଇଥିବା ବାତ୍ୟା 'ଫୋନି' ପ୍ରପୀଡ଼ିତଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲି



କେକେଆରକୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ମୁମ୍ୱାଇ

Bhagyaprabha News Bureau | ଖେଳ | | 1877 | Read...

କେକେଆରକୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ମୁମ୍ୱାଇ

ଆଇପିଏଲର ଶେଷ ଲିଗ୍ ମ୍ୟାଚ୍‌ରେ ମୁମ୍ୱାଇର ୱାଙ୍କେଡ ଷ୍ଟାଡିୟମ ଠାରେ ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଫଳରେ ନବମ ବିଜୟ ସହ ଚେନ୍ନାଇ ସୁପରକିଙ୍ଗ୍ସକୁ ହଟାଇ ପଏଣ୍ଟ ତାଲି



ମସ୍କୋରେ ବିମାନ ଦୁର୍ଘଟଣା ୨ ଶିଶୁଙ୍କ ସମେତ ମୋଟ ୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ

Bhagyaprabha News Bureau | ଦେଶଦୁନିଆ | | 1876 | Read...

ମସ୍କୋରେ ବିମାନ ଦୁର୍ଘଟଣା ୨ ଶିଶୁଙ୍କ ସମେତ ମୋଟ ୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ

ଗତକାଲି ଋଷିଆର ରାଜଧାନୀ ମସ୍କୋରେ ଏକ ଦୁଃଖଦାୟକ ଘଟଣା ଘଟିଛି । ସହର ବ୍ୟସ୍ତବହୁଳ ସେରେମେଟିଭୋ ଏୟାରପୋର୍ଟରେ ଏକ ବିମାନ ଦୁର୍ଘଟଣା ଘଟି ୨ ଶିଶୁଙ୍କ ସମେତ ମୋଟ ୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।ଋଷୀୟ ବିମାନସେବା କମ୍ପାନ



ଆରମ୍ଭ ହେଲା ପଞ୍ଚମ ପର୍ଯ୍ୟାୟ ମତଦାନ, ଆମେଠି ଏବଂ ରାୟବରେଲିରେ ସମେତ ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ ହେଉଛି ଭୋଟଗ୍ରହଣ

Bhagyaprabha News Bureau | ରାଜନୀତି | | 1875 | Read...

ଆରମ୍ଭ ହେଲା ପଞ୍ଚମ ପର୍ଯ୍ୟାୟ ମତଦାନ, ଆମେଠି ଏବଂ ରାୟବରେଲିରେ ସମେତ ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ  ହେଉଛି ଭୋଟଗ୍ରହଣ

ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଆଜି ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେଉଛି । ତେବେ ସବୁଠାରୁ ବଡ କଥା ହେଉଛି, ଆଜି ଆମେଠି ଏବଂ ରାୟବରେଲିରେ ହେଉଛି ମତଦାନ । ଯାହାକି ଗତ ଥର ଆମେଠି ଏ



'ଫୋନି'ର ସମୀକ୍ଷା କରିବାକୁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

Bhagyaprabha News Bureau | ଦେଶଦୁନିଆ | ପୁରୀ | 1874 | Read...

'ଫୋନି'ର ସମୀକ୍ଷା କରିବାକୁ  ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

ସାମୁଦ୍ରିକ ଝଡ 'ଫୋନି' ଦ୍ୱାରା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଭୁବନେଶ୍ବରକୁ ଆକାଶ ମାର୍ଗରୁ ନୀରିକ୍ଷଣ କରିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ମିଳିଥିବା ସୂଚନା ଅନୁଯାୟୀ ସକାଳ



ଶ୍ରୀମନ୍ଦିରରେ ବନ୍ଦ ହେଲା ଭକ୍ତଙ୍କ ଦର୍ଶନ

Bhagyaprabha News Bureau | ଓଡ଼ିଶା | ପୁରୀ | 1873 | Read...

ଶ୍ରୀମନ୍ଦିରରେ ବନ୍ଦ ହେଲା ଭକ୍ତଙ୍କ ଦର୍ଶନ

ବଡ଼ ଦେଉଳ ଭିତରେ ବି ସାମୁଦ୍ରିକ ଝଡ଼ବାତ୍ୟା 'ଫନି' ବେଶ ତାଣ୍ଡବ ରଚାଇଛି। ଲୁହାଭାରା ସମେତ ଗଛବୃକ୍ଷ ଭାଙ୍ଗି ଛାରଖାର୍‌ କରିଛି। ସିଂହଦ୍ବାରର ଜୟବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ଗଳି ପଡ଼ିଛି। ଅନେକ କାରୁକାର୍ଯ



ଫୋନିରେ ନିଶ୍ଚିହ୍ନ ହୋଇଗଲା ବାଲୁଖଣ୍ଡ ଅଭୟାରଣ୍ୟ

Bhagyaprabha News Bureau | ଓଡ଼ିଶା | ପୁରୀ | 1872 | Read...

 ଫୋନିରେ ନିଶ୍ଚିହ୍ନ ହୋଇଗଲା ବାଲୁଖଣ୍ଡ ଅଭୟାରଣ୍ୟ

ବାତ୍ୟାରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟ। ଅଭୟାରଣ୍ୟର ପୁରୀରୁ କୋଣାର୍କ ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା 'ଫନୀ' ଲ୍ୟାଣ୍ଡ୍‌ଫଲ୍‌ କରି ତାଣ୍ଡବ ରଚିଥିଲା। ତେବେ ଲ୍ୟାଣ୍ଡ୍‌ଫଲ୍‌ ପ



ଦିଲ୍ଲୀ ଠାରୁ ୫ ୱିକେଟରେ ପରାସ୍ତ ହୋଇ ରାଜସ୍ଥାନର ବିଦାୟ

Bhagyaprabha News Bureau | ଖେଳ | | 1871 | Read...

ଦିଲ୍ଲୀ ଠାରୁ ୫ ୱିକେଟରେ ପରାସ୍ତ ହୋଇ ରାଜସ୍ଥାନର ବିଦାୟ

ଗତକାଲି ଅନୁଷ୍ଠିତ ଆଇପିଏଲର ୫୩ ତମ ମ୍ୟାଚରେ ଦିଲ୍ଲୀ ୫ ୱିକେଟ ରେ ରାଜସ୍ଥାନକୁ ହରାଇଥିଲା । ପୁର୍ବରୁ ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କରିସାରିଥିବା ଦିଲ୍ଲୀ ଏହି ବିଜୟ ସହ ନିଜର ଲିଗ ଅଭିଜାନ ଶେଷ କରିଥିବାବେଳେ ଦିଲ୍ଲୀ ଠାରୁ ପ



ଫୋନିରେ ଭାଙ୍ଗିଲା ୫,୨୪୪ ସ୍କୁଲ, ଭୁଷୁଡିଲା ୧,୦୩୧ ସ୍ୱାସ୍ଥ୍ୟକେନ୍ଦ୍ର

Bhagyaprabha News Bureau | ଓଡ଼ିଶା | ପୁରୀ | 1870 | Read...

ଫୋନିରେ  ଭାଙ୍ଗିଲା ୫,୨୪୪ ସ୍କୁଲ, ଭୁଷୁଡିଲା ୧,୦୩୧ ସ୍ୱାସ୍ଥ୍ୟକେନ୍ଦ୍ର

ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଛାରଖାର ହୋଇଯାଇଛି ଅଧା ଓଡିଶା । ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ୧୪ଟି ଜିଲ୍ଲା ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଘୋର ପ୍ରଭାବିତ ହୋଇଛି । ବାତ୍ୟା ମାଡ଼ ହେବାର ଦ୍ୱିତୀୟ ଦିନ ଶନିବ



ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ମତଦାନ

Bhagyaprabha News Bureau | ରାଜନୀତି | | 1869 | Read...

 ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ମତଦାନ

୨୦୧୯ ସାଧାରଣ ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ମତଦାନ ସରିଯାଇଛି । ଗତକାଲି ପଞ୍ଚମ ପର୍ଯ୍ୟାୟ ନନିର୍ବାଚନୀ ପ୍ରଚାରର ଶେଷ ଦିନରେ ଜୋରସୋରରେ ନିର୍ବାଚନ ପ୍ରଚାର କରି ବିଭିନ୍ନ ଦଳର ହେଭୱ



ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 1868 | Read...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

'ଫନି' ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଜ୍ୟର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାନ 'ନନ୍ଦନକାନନ'। ହଜାର ହଜାର ଗଛ ଭାଙ୍ଗି ଯିବାରୁ ନନ୍ଦନକାନନର ସବୁଜିମା ନଷ୍ଟ ହୋଇଯାଇଛି।ବଟାନିକାଲ ଗାର୍ଡେନ୍‌ ଅଧିକ କ୍ଷତିଗ୍ରସ୍ତ



ମେ' ୧୦ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ନାହିଁ କୌଣସି ଟ୍ରେନ୍‌ - ପୂର୍ବତଟ ରେଳପଥ

Bhagyaprabha News Bureau | ଓଡ଼ିଶା | ପୁରୀ | 1867 | Read...

 ମେ' ୧୦ ପର୍ଯ୍ୟନ୍ତ ପୁରୀକୁ  ଗଡ଼ିବ ନାହିଁ କୌଣସି ଟ୍ରେନ୍‌ - ପୂର୍ବତଟ ରେଳପଥ

ସାମୁଦ୍ରିକ ଝଡ ଫୋନି ପାଇଁ ପୁରୀ ସମେତ ଖୋର୍ଧା ରୋଡ୍‌ ଓ ଭୁବନେଶ୍ୱର ରେଳ ଲାଇନ୍‌ରେ ବ୍ୟାପକ କ୍ଷତି ହୋଇତିବାରୁ ମେ' ୧୦ ପର୍ଯ୍ୟନ୍ତ ପୁରୀକୁ କୌଣସି ଟ୍ରେନ୍‌ ଗଡ଼ିବ ନାହିଁ। ପୁରୀ ରେଳ ଷ୍ଟେସନ ଓ କୋଚ୍‌ ରକ୍ଷଣାବେକ୍



ଆରମ୍ଭ ହେଲା ବିମାନ ଚଳାଚଳ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 1866 | Read...

ଆରମ୍ଭ ହେଲା ବିମାନ ଚଳାଚଳ

ଫୋନି ପାଇଁ ୨ତାରିଖ ମଧ୍ୟରାତ୍ରିରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ବନ୍ଦ ହୋଇଥିବାବେଳେ ଆଜି ଅପରାହ୍‌ଣରୁ ବିମାନ ସେବା ଆରମ୍ଭ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ



ଆଜି ଠାରୁ ରାଜଧାନୀରେ ସ୍ୱାଭାବିକ ହେବ ରେଳ ସେବା

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 1865 | Read...

ଆଜି ଠାରୁ ରାଜଧାନୀରେ ସ୍ୱାଭାବିକ ହେବ ରେଳ ସେବା

ଆଜି ଠାରୁ ଭୁବନେଶ୍ୱରରେ ଟ୍ରେନ୍‌ ସେବା ସ୍ୱାଭାବିକ ହେବ ବୋଲି ଗତକାଲି ଦିନ ପୂର୍ବତଟ ରେଳବାଇ ଘୋଷଣା କରିଛି। ଘୂର୍ଣ୍ଣିବାତ୍ୟା 'ଫନି' ଗତ ଶୁକ୍ରବାର ଦିନ ପୁରୀ ଠାରେ ସ୍ଥଳଭାଗକୁ ପ୍ରବେଶ କରିବା କାରଣରୁ ଏଠାରେ ରେଳସେବା ବ୍



ଆରପାରିରେ କମ୍ୟୁନିଷ୍ଟ ନେତା ଦୃତୀକୃଷ୍ଣ ପଣ୍ଡା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1864 | Read...

ଆରପାରିରେ କମ୍ୟୁନିଷ୍ଟ ନେତା ଦୃତୀକୃଷ୍ଣ ପଣ୍ଡା

ଆଉ ନାହାନ୍ତି କମ୍ୟୁନିଷ୍ଟ ନେତା କମ୍ରେଡ୍‌ ଦୂତୀକୃଷ୍ଣ ପଣ୍ଡା । ଆଜି ଭୋର୍‌ ୫: ୧୫ ମିନିଟ୍‌ରେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି ।ସର୍ବସାଧାରଣଙ୍କ ଦ



ଫନି ପାଇଁ ସ୍ଥଗିତ ହେଲା 'ନିଟ୍'

Bhagyaprabha News Bureau | ଶିକ୍ଷା | ଖୋର୍ଦ୍ଧା | 1863 | Read...

ଫନି ପାଇଁ ସ୍ଥଗିତ ହେଲା 'ନିଟ୍'

ବାତ୍ୟା 'ଫନି' ପାଇଁ ନିଟ୍ ପରୀକ୍ଷା ସ୍ଥଗିତ ହୋଇଛି। ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କ୍ୟାବିନେଟ ସେକ୍ରେଟାରୀ ପି କେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍



'ଫନି' ପ୍ରଭାବରୁ ବାଦ୍ ପଡ଼ିନି ପୁରୀ ଶ୍ରୀମନ୍ଦିର

Bhagyaprabha News Bureau | ଦେଶଦୁନିଆ | ପୁରୀ | 1862 | Read...

'ଫନି' ପ୍ରଭାବରୁ ବାଦ୍ ପଡ଼ିନି ପୁରୀ ଶ୍ରୀମନ୍ଦିର

ପୁରୀର ବିଭିନ୍ନ ବସ୍ତିରେ ପାଣି ପଶି ଯାଇଥିବା ବେଳେ ବଡ଼ଦାଣ୍ଡ ମଧ୍ୟ ଜଳମଗ୍ନ ହୋଇଯାଇଥିଲା। ତେବେ ଫନିର ପ୍ରଭାବରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ଶ୍ରୀମନ୍ଦିର ବି ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା।ଶ୍ରୀମନ୍ଦିର ପ୍



ଫନି ତାଣ୍ଡବ ରେ ୧୬ ମୃତ

Bhagyaprabha News Bureau | ଦେଶଦୁନିଆ | ପୁରୀ | 1861 | Read...

ଫନି ତାଣ୍ଡବ ରେ  ୧୬ ମୃତ

ବାତ୍ୟା ପୂର୍ବରୁ ସରକାରଙ୍କ ପକ୍ଷରୁ 'ଜିରୋ କାଜୁଆଲ୍‌ଟି' ଉପରେ ଗୁରୁତ୍ବ ଦିଆଯାଇଥିଲା। ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ବେ 'ଫନି' ତାଣ୍ଡବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନର



ପିପିଲିରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ 'ଫୋନି'

Bhagyaprabha News Bureau | ଦେଶଦୁନିଆ | ପୁରୀ | 1860 | Read...

ପିପିଲିରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ 'ଫୋନି'

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ 'ଫୋନି' ଶୁକ୍ରବାର ପିପିଲିରେ ତାଣ୍ଡବ ରଚାଇଛି। ଏଥିରେ ବହୁ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ସଂଖ୍ୟାରେ ଗଛ ଧରାଶାୟୀ ହୋଇଛି। ବହ



ଆଜିଠୁ ୧୯ ନୂତନ ଉଡାଣ କରୁଛି ସ୍ପାଇସ୍‌ଜେଟ୍‌

Bhagyaprabha News Bureau | ଦେଶଦୁନିଆ | | 1859 | Read...

ଆଜିଠୁ  ୧୯ ନୂତନ ଉଡାଣ କରୁଛି  ସ୍ପାଇସ୍‌ଜେଟ୍‌

ଇସ୍‌ଜେଟ୍‌ ଗୁରୁବାର ଦେଶର ଆର୍ଥିକ ରାଜଧାନୀରୁ ଅନ୍ୟ ସହରକୁ ଯୋଡୁଥିବା ୨୦ଟି ନୂଆ ଉଡାଣ ଆରମ୍ଭ କରିବା ନେଇ ଘୋଷଣା କରିଛି। ଏହି ନୂତନ ଉଡାଣର ପରିଚାଳନା ଆଜିଠାରୁ କରାଯିବ। ଜେଟ୍‌ ଏୟାରେଓ୍ଵଜ୍‌ର ସେବା ଅସ୍ଥାୟୀ ଭାବେ



ଫୋନି ପ୍ରଭାବିତ ରାଜ୍ୟ ଗୁଡିକ ପାଇଁ କେନ୍ଦ୍ରର ୧୦୦୦ କୋଟିର ସହାୟତା ଜାରୀ

Bhagyaprabha News Bureau | ଦେଶଦୁନିଆ | | 1858 | Read...

ଫୋନି ପ୍ରଭାବିତ ରାଜ୍ୟ ଗୁଡିକ ପାଇଁ କେନ୍ଦ୍ରର ୧୦୦୦ କୋଟିର ସହାୟତା ଜାରୀ

ବାତ୍ୟା ଫୋନି ପୁରୀରେ ସ୍ଥଳଭାଗ ଛୁଇଁବା ସମୟରେ ପବନ 200ରୁ ଅଧିକ କିମି ବେଗରେ ବୋହିଥିଲା। ଏହା ସହିତ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପବନର ବେଗ 120 ରୁ 140 କିମି ମଧ୍ୟରେ ରହିଥିଲା। ଫୋନି କାରଣରୁ ପୁରୀ, ଭୁବନେଶ୍ଵର, ଜଗତସିଂହପୁର



ଛତ୍ରପୁରଠାରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1857 | Read...

ଛତ୍ରପୁରଠାରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଗଞ୍ଜାମ ଏସପି ବ୍ରିଜେସ ରାୟ , ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଯୋଗ ଦ



ଦିଗପହଣ୍ଡି ବ୍ଲକରେ ବାତ୍ୟା ଫନି ପ୍ରଭାବହୀନ , ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଅଧ୍ୟକ୍ଷ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1856 | Read...

ଦିଗପହଣ୍ଡି ବ୍ଲକରେ ବାତ୍ୟା ଫନି ପ୍ରଭାବହୀନ , ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଅଧ୍ୟକ୍ଷ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନିକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଥା ଆଖପାଖ ଅଞ୍ଚଳବାସୀଙ୍କ ମନଭିତରେ ଯେଉଁ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିଲା କିନ୍ତୁ ଶୁକ୍ରବାର ସକାଳୁ ସେହି ଭୟରୁ ଆଶ



ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ

Bhagyaprabha News Bureau | ଦେଶଦୁନିଆ | | 1855 | Read...

ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ

ୟୁ.ଏସ ଷ୍ଚେଟ ଫ୍ଲୋରିଡାର ସେଣ୍ଟ ଜନ୍ ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ । ସେହି ବିମାନରେ ୧୪୨ ଜଣଯାତ୍ରୀଥିଲେ। କିନ୍ତୁ ଖୁସିର କଥାଯେ, କୌଣସି ଲୋକଙ୍କର ପ୍ରାଣହାନୀ ଘଟିନାହିଁ। ନାଭି ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟରେ ଲା



ଜୁଲାଇ ୯ରୁ ଇସ୍ରୋର ଚନ୍ଦ୍ର ମିଶନ

Bhagyaprabha News Bureau | ଦେଶଦୁନିଆ | | 1854 | Read...

ଜୁଲାଇ ୯ରୁ  ଇସ୍ରୋର ଚନ୍ଦ୍ର ମିଶନ

ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ 'ଚନ୍ଦ୍ରଯାନ-୨' ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଗୋଟିଏ ଦିନରେ ଆରମ୍ଭ ହେବ। ଇସ୍ରୋ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ଦକ୍ଷି



ଫୋନିରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Bhagyaprabha News Bureau | ରାଜନୀତି | ପୁରୀ | 1853 | Read...

ଫୋନିରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୂର୍ବରୁ ଗଚକାଲି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, 12 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର



ଫୋନି ସ୍ଥିତି ସମୀକ୍ଷା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

Bhagyaprabha News Bureau | ଦେଶଦୁନିଆ | | 1852 | Read...

ଫୋନି ସ୍ଥିତି ସମୀକ୍ଷା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା 6ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଫୋନି ସ୍ଥିତି ସମୀକ୍ଷା ପାଇଁ ଓଡିଶା ଗସ୍ତରେ ଆସିବେ ପିଏମ ମୋଦୀ । ଖବର ସରବରାହା ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି ।ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ



ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କ କଥା ପଚାରି ବୁଝିଲେ ଅଧ୍ୟକ୍ଷ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1851 | Read...

ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କ କଥା ପଚାରି ବୁଝିଲେ ଅଧ୍ୟକ୍ଷ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନିକୁ ନେଇ ଦିଗପହଣ୍ଡି ବ୍ଲକ ତଥା ଆଖପାଖ ଅଞ୍ଚଳବାସୀଙ୍କ ମନଭିତରେ ଯେଉଁ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିଲା କିନ୍ତୁ ଶୁକ୍ରବାର ସକାଳୁ ସେହି ଭୟରୁ ଆଶ୍ୱସ୍ତି ପାଇ ଭଗବା



ଘୋଡାହଡ ଡ୍ୟାମର ଚାରୋଟି ଗେଟ ଖୋଲିଲା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1850 | Read...

ଘୋଡାହଡ ଡ୍ୟାମର ଚାରୋଟି ଗେଟ ଖୋଲିଲା

ସାମୁଦ୍ରିକ ଝଡ ଫନି ପ୍ରଭାବରେ ଗୁରୁବାର ସକାଳୁ ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ବ୍ଲକ ନିକଟରେ ଥିବା ଘୋଡାହଡ ଡ୍ୟାମରୁ ଗୁରୁବାର ରାତି ୮ ଟ



ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1849 | Read...

ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି କ୍ଷିପ୍ର ବେଗରେ ଓଡ଼ିଶା ମୁହାଁ ହୋଇ ଗତି କରୁଥିବା ବେଳେ ଗୁରୁବାର ସକାଳୁ ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଧିରେ ଧିରେ ବଢି



ପୁରୁଷୋତ୍ତମପୁର ପୁଲିସ୍‌ର ସଫଳତା

Bhagyaprabha News Bureau | ଅପରାଧ | ଗଞ୍ଜାମ | 1848 | Read...

ପୁରୁଷୋତ୍ତମପୁର ପୁଲିସ୍‌ର  ସଫଳତା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୁଲିସ୍ କୁ ମିଳିଲା ବଡ ସଫଳତା । ପୁରୁଷୋତ୍ତମପୁର ପୁଲିସ୍ ଦ୍ୱାରା ୬୩,୫୦୦ ଟଙ୍କା ଜବତ । ଗତ 25 ତାରିଖରେ ବ୍ୟବସାୟୀ ଅରୁପ ମହାନ୍ତିଙ୍କୁ କିଛି ଗୁଣ୍ଡା ଆକ୍ରମଣ କରି ଲୁଟ୍ କରିଥିଲେ। ଏଫଆଇଆର ଦ



ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଲେ ଗଞ୍ଜାମ ଜିଲ୍ଲାପାଳ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1847 | Read...

 ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଲେ ଗଞ୍ଜାମ ଜିଲ୍ଲାପାଳ

ସାମୁଦ୍ରିକ ଝଡ଼ ଫନୀ ପାଇଁ ସୁରକ୍ଷିତ ଆଶ୍ରୟସ୍ତଳକୁ ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି। ଛତ୍ରପୁର ବ୍ଲକ ବଡ ଅର୍ଯ୍ୟପଲ୍ଲୀ ଗ୍ରାମରେ ଘରକୁ ଘର ବୁଲି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ କହିଛନ୍ତି ଗଞ୍ଜ



'ଫୋନି' ପାଇଁ +୨ ମୂଲ୍ୟାୟନ ବନ୍ଦ

Bhagyaprabha News Bureau | ଶିକ୍ଷା | | 1846 | Read...

'ଫୋନି' ପାଇଁ +୨ ମୂଲ୍ୟାୟନ ବନ୍ଦ

ଅତି ଭୟଙ୍କର ଘୂର୍ଣ୍ଣିଝଡ ଫୋନି ପାଇଁ ବଡ ପଦକ୍ଷେପ । ଫୋନି ପାଇଁ ଯୁକ୍ତ ୨ ମୂଲ୍ୟାୟନ ବନ୍ଦ । ପ୍ରଭାବିତ ଜିଲ୍ଲାରେ ୩ ତାରିଖରେ ଖାତାଦେଖା ବନ୍ଦ ରହିବ ବୋଲି ଜଣାପଡିଛି । ତେବେ ଯଦି ଦରକାର ପଡେ ତେବେ ୪ ତାରିଖରେ ମଧ୍ୟ ଖାତା ମୂଲ



ଆରମ୍ଭ ହେବ ସକାଳ ୫ରୁ ମତଦାନ - ସୁପ୍ରିମକୋର୍ଟ

Bhagyaprabha News Bureau | ଦେଶଦୁନିଆ | | 1845 | Read...

ଆରମ୍ଭ  ହେବ ସକାଳ ୫ରୁ ମତଦାନ - ସୁପ୍ରିମକୋର୍ଟ

ଆଗାମୀ ପର୍ଯ୍ୟାୟ ମତଦାନ ସକାଳ ୭ ପରିବର୍ତ୍ତେ ୫ଟାରୁ ଆରମ୍ଭ କଲେ ଅସବିଧା କଣ ହେବ? ନିର୍ବାଚନ କମିଶନଙ୍କୁ ଏହା ପଚାରିଛନ୍ତି ସୁପ୍ରିମକୋର୍ଟ। ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ



ମହାବାତ୍ୟା ଫନୀ ଯୋଗୁଁ ଟ୍ରେନ୍ ବାତିଲ୍

Bhagyaprabha News Bureau | ଦେଶଦୁନିଆ | | 1844 | Read...

ମହାବାତ୍ୟା ଫନୀ ଯୋଗୁଁ  ଟ୍ରେନ୍ ବାତିଲ୍

ସାମୁଦ୍ରିକ ଝଡ଼ 'ଫନି' ମେ' ମାସ ୩ ତାରିଖରେ ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଗୁରୁବାର ହେଲପ୍ଲାଇନ୍ ଜାରି କରାଯାଇଛି। ନିମ୍ନରେ ଦିଆଯାଇଥିବା ହେଲପ୍ ଲାଇନ୍ ନମ୍ବର ଜରିଆରେ ଲୋକେ ଟ୍ରେନ୍



ପ୍ରକାଶପାଇଲା ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ଫଳ

Bhagyaprabha News Bureau | ଶିକ୍ଷା | | 1843 | Read...

ପ୍ରକାଶପାଇଲା ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ଫଳ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନୂଆ ଦିଲ୍ଲୀ ଅର୍ଥାତ୍ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଗୁରୁବାର ଅର୍ଥାତ ୨ ମଇ କୁ ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି। ପରୀକ୍ଷାର୍ଥୀ ଫଳାଫଳକୁ CBSE ର ଅଫିସିଆଲ ୱେବସ



ଆଇପିଏଲ : ଆଜି ମୁମ୍ବଇ ବନାମ ହାଇଦରାବାଦ

Bhagyaprabha News Bureau | ଖେଳ | | 1842 | Read...

ଆଇପିଏଲ  : ଆଜି ମୁମ୍ବଇ ବନାମ ହାଇଦରାବାଦ

ଆଜି ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନସ୍ ଓ ସନରାଇଜରସ୍ ହାଇଦରାବାଦ ମଧ୍ୟରେ ୫୧ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ଚଳିତ ଆଇପିଏଲରେ ମୁମ୍ବଇ ଇଣ୍ଡିଆନସ୍ ବର୍ତ୍ତମାନ ସୁଦ୍ଧ



'ଫନି' ପାଇଁ ଶୁକ୍ରବାର ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ

Bhagyaprabha News Bureau | ଦେଶଦୁନିଆ | | 1841 | Read...

'ଫନି' ପାଇଁ ଶୁକ୍ରବାର ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ

ସାମୁଦ୍ରିକ ଝଡ 'ଫନି' ପାଇଁ ଶୁକ୍ରବାର ସମସ୍ତ ଇଣ୍ଡିଗୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। 'ଫନି' ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିମି ବେଗ ରହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ ୨୦୦କିମି ରହି



ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

Bhagyaprabha News Bureau | ଦେଶଦୁନିଆ | | 1840 | Read...

ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା ଜରି କରାଯାଇଛି।ଶୁକ୍ରବାର ଅପରାହ୍ନରୁ ପରବର୍ତ୍ତୀ ୧୨ ଘଂଟା ଧରି ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କି



‘ଫନୀ’ର ମୁକାବିଲା ପାଇଁ ପୋଲିସ ବିଭାଗ ପ୍ରସ୍ତୁତି

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1839 | Read...

 ‘ଫନୀ’ର ମୁକାବିଲା ପାଇଁ ପୋଲିସ ବିଭାଗ ପ୍ରସ୍ତୁତି

ସାମୁଦ୍ରିକ ବାତ୍ୟା ‘ଫନୀ’ର ମୁକାବିଲା ପାଇଁ ପୋଲିସ ବିଭାଗ ପକ୍ଷରୁ ଆଇଜିପି ଅମିତାଭ ଠାକୁରଙ୍କ ଅଧୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ଏସ୍‌ପି ପିନାକୀ ମିଶ୍ର ଏବଂ ଗଂଜାମ



ଫନି ପାଇଁ ଆକାଶଛୁଆଁ ହେଲା ବଜାରଦର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1838 | Read...

ଫନି ପାଇଁ  ଆକାଶଛୁଆଁ ହେଲା ବଜାରଦର

ପ୍ରତି ଥର ଭଳି ଏଥର ମଧ୍ୟ ବାତ୍ୟା ପୂର୍ବରୁ ମାର୍କେଟ୍‌ରେ ମନଇଚ୍ଛା ଦର କଷୁଛନ୍ତି କଳାବଜାରୀ ।ପ୍ରବର୍ତ୍ତନ ଅଧିକାରୀ ବ୍ରହ୍ମପୁର ବଡବଜାର ଓ ବିଭିନ୍ନ ଭେଣ୍ଡିଙ୍ଗ ଜୋନର ପରିଦର୍ଶନ କରିବା ସହ ବ୍ରହ୍ମପୁରରୁ ଆଜି ୨୦୦ କୁଇଣ୍



ପୂର୍ବ ଆକଳନଠାରୁ ଫନି ଆଗୁଆ କରିବ ଲ୍ୟାଣ୍ଡଫଲ୍

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1837 | Read...

ପୂର୍ବ ଆକଳନଠାରୁ ଫନି ଆଗୁଆ କରିବ ଲ୍ୟାଣ୍ଡଫଲ୍

ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୩୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଫନି ଚିଲିକା ଏବଂ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ



‘ଫନି’ ପାଇଁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1836 | Read...

‘ଫନି’ ପାଇଁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଫନି’ । ‘ଫନି’କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୪ଘଣ୍ଟିଆ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି । ୦୬୮୦୨୨୫୦୨୯୦ ନମ୍ବରରେ କଲ୍ କରି ଅସୁବିଧା ସଂପର୍କରେ ଜଣାଇ



୧୦ ଫୁଟର ଅହିରାଜ ଉଦ୍ଧାର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1835 | Read...

୧୦ ଫୁଟର ଅହିରାଜ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନରେ ଥିବା କଇଠଖଣ୍ଡି ପଞ୍ଚାୟତର ପେଣ୍ଡୁରାବାଡି ଗ୍ରାମରୁ ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ଏକ ୧୦ ଫୁଟ ଲମ୍ବର ବିରାଟକାୟ ଅହିରାଜ ସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖବର ପ୍ରକ



ଯାତ୍ରୀବାହୀ ବସ୍ ଧକ୍କାରେ ଷଣ୍ଢ ଗୁରୁତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1834 | Read...

ଯାତ୍ରୀବାହୀ ବସ୍ ଧକ୍କାରେ ଷଣ୍ଢ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଗତକାଲି ବିଳମ୍ବିତ ରାତି ତଥା ସାଢେ଼ ୧୨ ଘଣ୍ଟା ସମୟରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଷଣ୍ଢ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନଙ୍କ ଦ୍ବାର



ସାମୁଦ୍ରିକ ଝଡ ଫନି ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କଲେ ବ୍ଳକ ଅଧ୍ୟକ୍ଷ

Bhagyaprabha News Bureau | ଓଡ଼ିଶା | | 1833 | Read...

ସାମୁଦ୍ରିକ ଝଡ ଫନି ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କଲେ ବ୍ଳକ ଅଧ୍ୟକ୍ଷ

ମାଡି ଆସୁଛି ମହା ପ୍ରଳୟଙ୍କାରୀ ମହାବାତ୍ୟା ଫନି ।ପୁରୀ ଠାରୁ ୬୨୦ କିଲୋମିଟର ଦୂରରେ ରହିଥିବା ସାମୁଦ୍ରିକ ଝଡ ଘଣ୍ଟାକୁ ୧୪ କିମି ବେଗରେ ଓଡ଼ିଶା ମୁହଁ ଦେଇ ଗତି କରୁଛି । ୩ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବା ସହ ପ୍ରବଳ ବର୍ଷା



ସଡକ ଦୁର୍ଘଟଣାରେ ଜଣେ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1832 | Read...

ସଡକ ଦୁର୍ଘଟଣାରେ ଜଣେ ମୃତ

ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ଗୋଟିଏ ବାଇକ ଚାଳକ ଏକ ଅଟୋ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥାନରେ ହିଁ ବାଇକ ଚାଳକ ର ମୃତ୍ୟୁ ଘଟିଛି ।ମୃତ ବାଇକ ଚାଳକ କୋଦଳା ଥାନା ଅନ୍ତର୍ଗତ ବେଗୁନିଆ ଫାଣ



ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

Bhagyaprabha News Bureau | ବିଶେଷ | | 1831 | Read...

ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

ଫନି ଏକ ବଡ ଧରଣର ବାତ୍ୟା ଓଡିଶା ପ୍ରତି ମାଡି ଆସୁଛି । ଏହା ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଯାଉଛି । ଏପରିକି ଏହାର ଗତିପଥ ମଧ୍ୟ ବଦଳୁଛି । ଅନ୍ତର୍ଜାତୀୟ ପାଣିପାଗ ସୂଚନା ଅନୁସାରେ ପ୍ରଥମେ ଏହା ପୁରୀ ରେ ଲେଣ୍ଡଫଲ କରିବ ବୋଲି



ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 1830 | Read...

ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଶ୍ରମିକ ସଂଗଠନ ଏଆଇଟିୟୁସି ଓ ସିଆଇଟିୟୁର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବଜାର ସାହି ଗାନ୍ଧୀ ଛକଠାରେ ବୁଧବାର ଦିନ ମହା ସମାରୋହରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଆଇଟିୟୁସି ଗଞ୍ଜାମ



ସାମୁଦ୍ରିକ ଝଡ ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

Bhagyaprabha News Bureau | ଖେଳ | | 1829 | Read...

ସାମୁଦ୍ରିକ ଝଡ  ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅତି ଭୀଷଣ ବାତ୍ୟାର ରୂପ ନେଉଥିବା "ଫନି" ଓଡିଶା ଆଡକୁ ଘଣ୍ଟାକୁ ୧୪ କିଲୋମିଟର ବେଗରେ ମାଡି ଆସୁଥିବା ବେଳେ ଏହା ପୁରୀଠାରୁ ୬୨୦ କିଲୋମିଟର ଦୂରରେ ରହିଥିବା ବେ



ମାଡି ଆସୁଛି ସାମୁଦ୍ରିକ ଝଡ ଫନି

Bhagyaprabha News Bureau | ଦେଶଦୁନିଆ | ଗଞ୍ଜାମ | 1828 | Read...

ମାଡି ଆସୁଛି ସାମୁଦ୍ରିକ ଝଡ ଫନି

ଭୟଙ୍କର ରୁପରେ ଓଡିଶା ଉପକୁଳକୁ ମାଡି ଆସୁଛି ସାମୁଦ୍ରିକ ଝଡ ଫନି । ଆସନ୍ତା ମେ ୩ତାରିଖ ଅପରାହ୍ନରେ ପୁରୀ ନିକଟରୁ ଓଡିଶା ଉପକୁଳ ଅତିକ୍ରମ କରିବ । ଓଡିଶା ସ୍ଥଳଭାଗ ଛୁଇଁବା ସମୟରେ ଏହାର ବେଗ ୧୭୫ରୁ ୧୮୫ କିମି ଟପିବାର ସମ୍ଭାବ



କଠିନ ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1827 | Read...

କଠିନ ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ଗତକାଲି ବ୍ରହ୍ମପୁର ମହାନଗର ନିଗମ ଓ ଏମକେସିଜି ମେଡିକାଲ କଲେଜ ଅଧିକାରୀଙ୍କ ଉପସ୍ଥିତିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯ



ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

Bhagyaprabha News Bureau | ଅପରାଧ | ଭଦ୍ରକ | 1826 | Read...

ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଥିବାବେଳେ ୨୫ରୁ ଅଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ତିହିଡି ଥାନା ଦୌଲତପୁର ଓ ଯଶିପୁର ଗାଁରେ ଏ



ଫନି ପାଇଁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ରେର୍ଡ ଆଲର୍ଟ ଜାରି - ପାଣିପାଗ ବିଭାଗ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1825 | Read...

ଫନି ପାଇଁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ରେର୍ଡ ଆଲର୍ଟ ଜାରି - ପାଣିପାଗ ବିଭାଗ

ଆସନ୍ତା ୩ ଓ ୪ ତାରିଖ ପାଇଁ ରେର୍ଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୩ ତାରିଖରେ ୧୭ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଭଦ୍ରକ,କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟ



‘ଫନି’ର ମୁକାବିଲା ପାଇଁ ସଜାଗ ହେଲା ଏନ୍‌ଡିଆର୍‌ଏଫ୍‌ ଟିମ୍

Bhagyaprabha News Bureau | ଦେଶଦୁନିଆ | | 1824 | Read...

‘ଫନି’ର ମୁକାବିଲା ପାଇଁ  ସଜାଗ  ହେଲା ଏନ୍‌ଡିଆର୍‌ଏଫ୍‌ ଟିମ୍

ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫର ମୋଟ୍ ୨୮ଟି ଟିମକୁ ସଜାଗ ରଖାଯାଇଛି । ଓଡ଼ିଶାରେ ‘ଫନି’ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା ଥିବାରୁ ଓଡ଼ିଶାରେ ଏହାର ପ୍ରଭାବ



ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ

Bhagyaprabha News Bureau | ଓଡ଼ିଶା | ସୁବର୍ଣ୍ଣପୁର | 1823 | Read...

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ୪୦ ଡିଗ୍ରୀ ସେଲସିୟସ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁର ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଉତ୍ତପ



ରାଜ୍ୟର ୧୧ଟି ଉପକୂଳ ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି

Bhagyaprabha News Bureau | ଓଡ଼ିଶା | ପୁରୀ | 1822 | Read...

ରାଜ୍ୟର ୧୧ଟି ଉପକୂଳ ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି

ଫନୀ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ସେସବୁ ଜିଲ୍ଲାରୁ ନିର୍ବାଚନ ଆଦର୍ଶ ଆଚରଣବିଧି ହଟାଇବାକୁ ନିବେଦନ କରିଥିଲେ ନବୀନ। ଏହାସହ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବି ଦାବି କରିଥି



ସମଗ୍ର ବିଶ୍ବରେ ପାଳିତ ହେଉଛି ଶ୍ରମିକ ଦିବସ

Bhagyaprabha News Bureau | ଦେଶଦୁନିଆ | | 1821 | Read...

ସମଗ୍ର ବିଶ୍ବରେ ପାଳିତ ହେଉଛି ଶ୍ରମିକ ଦିବସ

ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଶ୍ରମିକ ଦିବସ । ଆମେରିକାର ଶ୍ରମିକ ଗୋଷ୍ଠୀ ୧୮୯୦ ମସିହା ଠାରୁ ମଇ ପହିଲାକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରିଆସୁଛନ୍ତି। ସେହିଦିନ ଠାରୁ ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଆନ୍ତର୍ଜ



ଫନି' ପାଇଁ ୨ରୁ ବନ୍ଦ ହେଲା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ

Bhagyaprabha News Bureau | ଶିକ୍ଷା | | 1820 | Read...

ଫନି' ପାଇଁ ୨ରୁ ବନ୍ଦ ହେଲା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ

ସାମୁଦ୍ରିକ ଝଡ଼ 'ଫନି' ମୁକାବିଲା ନେଇ ରାଜ୍ୟ ସରକାର ତତ୍ପର। ଏହା ଏବେ ଘଣ୍ଟାପ୍ରତି ୭କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୭୧୦ ଓ ବିଶାଖପଟନମଠାରୁ ୪୧୦ କିମି ଦୂରରେ



ଆଜିଠୁ ବନ୍ଦ ଭିତରକନିକା ଜାତୀୟ ଉଦ୍ୟାନ

Bhagyaprabha News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 1819 | Read...

ଆଜିଠୁ ବନ୍ଦ ଭିତରକନିକା ଜାତୀୟ ଉଦ୍ୟାନ

ପ୍ରତିବର୍ଷ ବନ ବିଭାଗ ମେ'୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଥାଏ। କାରଣ ଏହି ସମୟରେ ମା' କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ମା କୁମ୍ଭୀର ବସା ବାନ୍ଧିଥି



ଫନି ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିବନି ବଡ ବାନା

Bhagyaprabha News Bureau | ଓଡ଼ିଶା | ପୁରୀ | 1818 | Read...

ଫନି ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିବନି ବଡ ବାନା

ସାମୁଦ୍ରିକ ଝଡ଼ ଫୋନି ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିବନି ବଡ ବାନା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଚୂନରା ସେବାୟତଙ୍କୁ ଚିଠି ଲେଖାଯାଇଛି । ନୀଳଚକ୍ରରେ ୧୪ ହାତିଆ ବାନା ସ୍



୭ରେ ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

Bhagyaprabha News Bureau | ଶିକ୍ଷା | | 1817 | Read...

୭ରେ   ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

କାଉନ୍‌ସିଲ ଫର ଇଣ୍ଡିଆନ୍‌ ସ୍କୁଲ ସିର୍ଟିଫିକେଟ ଏକ୍ସାମିନେସନ୍‌ (ଆଇସିଏସ୍‌ଇ) ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ସେଦିନ ଅପରାହ୍ଣ ୩ଟାରେ ଏହା କାଉନସିଲ୍‌ର 'କ୍ୟାରି



ଚତୁର୍ଥ ପର୍ଯ୍ୟାୟ ମତଦାନ ସହ ଓଡ଼ିଶାରେ ଶେଷ ହେଲା ନିର୍ବାଚନ

Bhagyaprabha News Bureau | ରାଜନୀତି | | 1816 | Read...

ଚତୁର୍ଥ ପର୍ଯ୍ୟାୟ ମତଦାନ ସହ ଓଡ଼ିଶାରେ ଶେଷ ହେଲା ନିର୍ବାଚନ

ସରିଲା ଭୋଟ୍‌ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ଓଡ଼ିଶାରେ ଶେଷ ହୋଇଛି ନିର୍ବାଚନ । ୨୧ ଲୋକସଭା ସହ ୧୪୬ ବିଧାନସଭା ଆସନ ପାଇଁ ସିଲ୍‌ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଲା ୩ ପର୍ଯ୍ୟାୟ ଭଳି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ



ସୁକିନ୍ଦାରେ ରାଜନୈତିକ ହିଂସାକାଣ୍ଡ

Bhagyaprabha News Bureau | ଓଡ଼ିଶା | | 1815 | Read...

ସୁକିନ୍ଦାରେ ରାଜନୈତିକ ହିଂସାକାଣ୍ଡ

ସୁକିନ୍ଦା ବିଧାନସଭା କ୍ଷେତ୍ର ଟମକା ଥାନା ଦାନଗଦୀ ବ୍ଲକ୍‌ ୮ ନଂ ଜିଲ୍ଲା ପରିଷଦ ଜୋନ୍‌ ଅନ୍ତର୍ଗତ ମାନପୁର, ବାଙ୍ଗରକୋଟା, ପାଟବାଲି ଓ ଟୋଲକାନୀରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମାନପୁର ବୁଥ୍‌ରେ ଇଭ



ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ ଅମିତାଭ ବଚ୍ଚନ

Bhagyaprabha News Bureau | ମନୋରଞ୍ଜନ | | 1814 | Read...

ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ ଅମିତାଭ ବଚ୍ଚନ

ସୁପରହିଟ୍ ତାମିଲ ଫିଲ୍ମ କଞ୍ଚନାର ହିନ୍ଦୀ ରିମେକ ସହ ଫିଲ୍ମ ମେକର ରାଘବ ଲରିନ୍ସ ବଲିଉଡରେ ପାଦ ଦେଇଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଓ କିଆରା ଆଡଭାନି ପ୍ରମୁଖ ଭୂମିକାରେ ନଜର ଆସିବେ।ଖାସ କଥା ହେଲା ଏଥିରେ କିନ୍ନର ଭୂମିକ



ଟ୍ରକ୍ ପଛରେ ଧକ୍କା ଦେଲା କାର୍ , ଜଣେ ମୃତ, ଜଣେ ଗୁରୁତର

Bhagyaprabha News Bureau | ଅପରାଧ | ସୁନ୍ଦରଗଡ଼ | 1813 | Read...

ଟ୍ରକ୍ ପଛରେ ଧକ୍କା ଦେଲା କାର୍ , ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ନିକଟରେ ସଡକ ଦୁର୍ଘଟଣା ହୋଇଛି । ରାଜଗାଙ୍ଗପୁର ପଟୁ ସୁନ୍ଦରଗଡ ଆଡକୁ ଯାଉଥିବା ୧୦ଚକିଆ ଟ୍ରକ୍ ପଛ ପଟେ ଧକ୍କା ଦେଇଛି କାର୍ । ଫଳରେ ଘଟଣାସ୍ଥଳରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ



ଏଥର ମେ' ୧୨ ଓ ୧୩ ଦୁଇଦିନ ଓଜେଇଇ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 1812 | Read...

ଏଥର ମେ' ୧୨ ଓ ୧୩ ଦୁଇଦିନ ଓଜେଇଇ ପରୀକ୍ଷା

ମେ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଦୁଇଦିନ ଧରି ହେବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ଦିନରେ ପେନ ଏଣ୍ଡ ପେପର ବେସଡ ପରୀକ୍ଷା ଓ ଦ୍ଵିତୀୟ ଦିନରେ କମ୍ପୁଟର ବେସଡ ପରୀକ୍ଷା ଅନୁଷ୍ଠିତ ହେବ।ପ୍ରଥମଥର ଲାଗି ପ



ଓଡ଼ିଶା ମୁହାଁଇଲା 'ଫନି'

Bhagyaprabha News Bureau | ଦେଶଦୁନିଆ | ଗଞ୍ଜାମ | 1811 | Read...

ଓଡ଼ିଶା ମୁହାଁଇଲା  'ଫନି'

ଓଡ଼ିଶାମୁହାଁ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ 'ଫନି'। ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଏହି ବାତ୍ୟାଏବେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହା ଭେ



ମଦ ନେଲା ଜୀବନ !

Bhagyaprabha News Bureau | ଅପରାଧ | ଭଦ୍ରକ | 1810 | Read...

ମଦ ନେଲା ଜୀବନ !

ଭଦ୍ରକରେ ମଦ ମୃତ୍ୟୁ ଅଭିଯୋଗ ହୋଇଛି । ମଦ ପିଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ତିହିଡି ଥାନା ଦୌଲତପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି ।ମୃତକ ମାନେ ହେଲେ ରାମଚନ୍ଦ୍ର ପଢିଆରୀ,



ପାଟକୁରା ପାଇଁ ସାବିତ୍ରୀ ହେବେ ବିଜେଡି ପ୍ରାର୍ଥୀ

Bhagyaprabha News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 1809 | Read...

ପାଟକୁରା ପାଇଁ ସାବିତ୍ରୀ ହେବେ ବିଜେଡି ପ୍ରାର୍ଥୀ

ରାଜ୍ୟରେ ନିର୍ବାଚନ ସରିଯାଇଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରୁ ଦଳର ପ୍ରାର୍ଥୀ ଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱ



ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

Bhagyaprabha News Bureau | ଓଡ଼ିଶା | ପୁରୀ | 1808 | Read...

 ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି । ବିଚାରପତି ଏସ୍.ସି. ବବଡେ, ବିଚାପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ଏହି ମାମ



ରାଜ୍ୟରେ ସାଢେ ୧ ସୁଦ୍ଧା ୩୫ ପ୍ରତିଶତ ମତଦାନ

Bhagyaprabha News Bureau | ରାଜନୀତି | | 1807 | Read...

ରାଜ୍ୟରେ ସାଢେ ୧ ସୁଦ୍ଧା ୩୫ ପ୍ରତିଶତ ମତଦାନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ରେ ଭୋଟର ମାନଙ୍କର ମତଦାନ ପ୍ରକ୍ର୍ରିୟା ଚାଲିଛି । ରାଜ୍ୟରେ ସାଢେ ୧ ଟା ବେଳେ ରାଜ୍ୟର ୩୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ର୍ନିର୍ବର୍ାଚନ କମିସନରଙ୍କ ଅଫିସରୁ ହସ



ରାଗରେ ଇଭିଏମ ଭାଙ୍ଗିଲେ ଗ୍ରାମବାସୀ

Bhagyaprabha News Bureau | ଅପରାଧ | | 1805 | Read...

ରାଗରେ ଇଭିଏମ ଭାଙ୍ଗିଲେ ଗ୍ରାମବାସୀ

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଗ୍ରାମବାସୀ ମାନେ ଭାଙ୍ଗିଲେ ଇଭିଏମ । ସୁଚନା ମିଳିଛି କୈାଣସି କାରଣରୁ ରହଣିଆ ପଞ୍ଚାୟତର ୨୭୩ ନଂ ବୁଥରେ କୈାଣସି କାରଣକୁ କେନ୍ଦ୍ରକରି ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା



ଆଳିରେ ଇଭିଏମ ଜବତ କଲେ ଅଭଯୋଗ

Bhagyaprabha News Bureau | ରାଜନୀତି | | 1804 | Read...

ଆଳିରେ ଇଭିଏମ ଜବତ କଲେ  ଅଭଯୋଗ

କେନ୍ଦ୍ରପଡା ଲୋକସଭା ଅନ୍ତର୍ଗତ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ରାଜ୍ୟର କେନ୍ଦ୍ରପଡା ଜିଲ୍ଲାର ଏକ ବୁଥରେ ଜଣେ ବ୍ୟୃକ୍ତି ଜଣକୁ ବାରମ୍ଭାର ଭୋଟ ଦେବାର ଅଭିଯୋଗ ହୋଇଛି ।



ରାଜ୍ୟରେ ନିର୍ବାଚନୀ ହିଂସା

Bhagyaprabha News Bureau | ଅପରାଧ | | 1803 | Read...

ରାଜ୍ୟରେ ନିର୍ବାଚନୀ ହିଂସା

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସକାଳ ୭ ଟା ଠାରୁ ଆରମ୍ଭ ହୋଇଥିବା ବେଳେ ଓଡିଶାର ୬ ଟି ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଚାଲିିଥିବା ବେଳେ ବିଭିନ୍ନ ସ୍ଥାନରେ ର୍ନିର୍ବାଚନୀ ହିଂସା ଦେଖିବାକୂୁ ମିଳିଛି । ଭ



ଆର୍ଥିକ ସଂକଟରେ ଜେଟ୍ ଏୟାରୱେଜ ପରେ ପୱନହଂସ

Bhagyaprabha News Bureau | ଦେଶଦୁନିଆ | | 1802 | Read...

ଆର୍ଥିକ ସଂକଟରେ ଜେଟ୍ ଏୟାରୱେଜ ପରେ ପୱନହଂସ

ଦେଶରେ ବିମାନ ଚଳାଚଳ ବର୍ତ୍ତମାନ ଆର୍ଥିକ ସଂକଟରେ ଚାଲିଛି । କିଛି ଦିନ ତଲେ କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ମାନଙ୍କୁ ଦରମା ନଦେଇ ଦେବାଳିଆ ସ୍ଥିତିରେ ଥିବା ବେଳେ ଆଜି ପୁଣୀ ପୱନହଂସ ବିମାନ ରେ ଆର୍ଥିକ ସଂକଟ



ଆତଙ୍କବାଦୀ ହମଲା ପରେ ବୁଖାଁ ଉପରେ କଟକଣା ଲଗାଇଲେ ଶ୍ରୀଲଙ୍କା ସରକାର

Bhagyaprabha News Bureau | ଦେଶଦୁନିଆ | | 1801 | Read...

ଆତଙ୍କବାଦୀ ହମଲା ପରେ ବୁଖାଁ ଉପରେ କଟକଣା ଲଗାଇଲେ ଶ୍ରୀଲଙ୍କା ସରକାର

ଶ୍ରୀଲଙ୍କାରେ ହୋଇଥିବା ବଡ ଧରଣର ଆତଙ୍କୀ ଆକ୍ରମଣ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସନୋ ମୁହଁ ଢାଙ୍କିବା ସହ ସମସ୍ତ ଜିନିଷ ଏବଂ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରପତି ଟ୍ୱିଟ୍ ଜରିଆରେ ସୂଚନା



ଚତୁର୍ଥ ପର୍ଯ୍ୟାୟ ର୍ନିର୍ବାଚନରେ କେଉଁ ରାଜ୍ୟରେ କେତେ ଭୋଟର ଓ ପ୍ରାର୍ଥୀ ଅଛନ୍ତି ଚାଲନ୍ତୁ ଜାଣନ୍ତୁ ...

Bhagyaprabha News Bureau | ଦେଶଦୁନିଆ | | 1800 | Read...

ଚତୁର୍ଥ ପର୍ଯ୍ୟାୟ ର୍ନିର୍ବାଚନରେ କେଉଁ ରାଜ୍ୟରେ କେତେ ଭୋଟର ଓ  ପ୍ରାର୍ଥୀ ଅଛନ୍ତି ଚାଲନ୍ତୁ ଜାଣନ୍ତୁ ...

୧)ବିହାର: ୫ଟି ଆସନ ଥିବା ବେଳେ ମତଦାତାଙ୍କ ସଂଖ୍ୟା -୮୭,୦୨,୩୧୩, ପ୍ରାର୍ଥୀ -୬୬, ମତଦାନ କେନ୍ଦ୍ର-୮୮୩୪,୨)ଜମ୍ମୁ କଶ୍ମୀର: ଗୋଟିଏ ଆସନ, ମତଦାତା-୩,୪୪,୨୨୪, ପ୍ରାର୍ଥୀ-୧୮, ମତଦାନ କେନ୍ଦ୍ର-୪୩୩୩)ଝାରଖଣ୍ଡ: ୩ଟି ଆସନ, ମତଦାତା-୪୫,୨୬,୬୯



ବିପୁଳ ପରିମାଣର ଭୋଟ ଦେବା ପାଇଁ ମୋଦି ଦେଲେ ଆହ୍ୱାନ

Bhagyaprabha News Bureau | ରାଜନୀତି | | 1799 | Read...

ବିପୁଳ ପରିମାଣର ଭୋଟ ଦେବା ପାଇଁ ମୋଦି ଦେଲେ ଆହ୍ୱାନ

ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ୯ଟି ରାଜ୍ୟ ବିହାର , ଜାମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ରେ ନିର୍ବାଚନ ର ଭୋଟର ମାନଙ୍କ ମତଦାନ ପ୍ରକ୍ରିୟା ସକାଳ ୭ ଟ



ପଶ୍ଚିମବଙ୍ଗ ମତଦାନ ସମୟରେ ନିର୍ବାଚନୀ ହିଂସା

Bhagyaprabha News Bureau | ରାଜନୀତି | | 1798 | Read...

ପଶ୍ଚିମବଙ୍ଗ ମତଦାନ ସମୟରେ ନିର୍ବାଚନୀ ହିଂସା

ପଶ୍ଚିମବଙ୍ଗ ଆନସୋଲରେ ମତଦାନ ସମୟରେ ଟିଏମସି କର୍ମୀଙ୍କ ଆତଙ୍କରାଜ । ନିର୍ବାଚନ ହିଂସାରେ ଲୋକସଭା ଆସନସୋଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜେମୁୁରିଆରେ ବିଜେପି ଓ ତୃଣମୁଳ କଂଗ୍ରେସ ମଧ୍ୟରେ ଟକରା ଟକରି ପରିସ୍ଥିତି



ଭୋଟ୍ ଦେଇ ମତ ସାବ୍ୟସ୍ତ କଲେ ଅନିଲ ଅମ୍ବାନୀ

Bhagyaprabha News Bureau | ରାଜନୀତି | | 1797 | Read...

ଭୋଟ୍ ଦେଇ ମତ ସାବ୍ୟସ୍ତ କଲେ  ଅନିଲ ଅମ୍ବାନୀ

ଓଡ଼ିଶା ସମେତ ୯ଟି ରାଜ୍ୟରେ ମତଦାନ ହେଉଛି। ୭୧ ଲୋକସଭା ଆସନ ଲାଗି ଭୋଟ୍ ଦେଉଛନ୍ତି ୧୨ କୋଟିରୁ ଅଧିକ ଭୋଟର୍।ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ସମସ୍ତଙ୍କ ନଜର ରହିଛି ମୁମ୍ବାଇ ଉପରେ। କେତୋଟି କାରଣ ପାଇଁ ମୁମ୍ବାଇ ଉପରେ ସମସ୍ତ



ସମଗ୍ର ପଶ୍ଚିମ ଓଡ଼ିଶାରେ ପାରା ୪୦ଂ ଉପରେ

Bhagyaprabha News Bureau | ଓଡ଼ିଶା | ବଲାଙ୍ଗୀର | 1796 | Read...

ସମଗ୍ର ପଶ୍ଚିମ ଓଡ଼ିଶାରେ ପାରା ୪୦ଂ ଉପରେ

ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି। ଗତ କିଛି ଦିନ ହେଲା ତାପମାତ୍ରା ପ୍ରଖର ହେବାରେ ଲାଗିଛି। ଆଜି ରବିବାର ଦିନ ରାଜ୍ୟର ୧୬ଟି ସ୍ଥାନରେ ତାପମାତ୍ରା ୪୦ଂରୁ ଅଧିକ ରେକର୍ଡ଼ କରାଯାଇଛି। ପଶ୍ଚିମ ଓଡ଼ି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: