ଖବର ସଂଗ୍ରହ

.



ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷିଲେ

Bhagyaprabha News Bureau | ରାଜନୀତି | | 1385 | Read...

ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷିଲେ

୨୦୧୯ ନିର୍ବାଚନ ସମୟ ପୂର୍ବରୁ ବିିଷ ଓଗାଳୁଛନ୍ତି ସମସ୍ତ ରାଜନୈତିକ ଦଳ । ସମସ୍ତ ଦଳ ଗୁଡିକ ପରୋକ୍ଷ ପ୍ରତିଦ୍ୱିନ୍ଦୀ ରାଜନୈତିକ ଦଳର ଖୁଣ ବଖାଣୁଛନ୍ତି ଓ ସେମାନଙ୍କ ଉପରେ ଭାଷଣ ଦେଇ ପରୋକ୍ଷ ଦଳକୁ ଟାର୍ଗେଟ କରୁଛନ୍ତି ଓ ସେମା



ଅରୁଣାଚଳରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

Bhagyaprabha News Bureau | ରାଜନୀତି | | 1384 | Read...

ଅରୁଣାଚଳରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ଅରୁଣାଚଳରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି ଅରୁଣାଚଳ ପ୍ରଦେଶ ରେ ବୁଧବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ବିରୋଦ୍ଧରେପ୍ରତିକ୍ରିୟା ରଖିଛନ୍ତି । ଏହା ସହ ଅଭିଭାଷଣରେ କହିଛନ୍ତି କଂଗ୍ରେସ ଦୀର୍ଘ ୬୦



ସଡକ ଦୂର୍ଘଟଣା ୨ ମୃତ

Bhagyaprabha News Bureau | ଅପରାଧ | | 1383 | Read...

ସଡକ ଦୂର୍ଘଟଣା ୨ ମୃତ

ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଭଳି ଘଟଣା ଘଟିଛି ବାରିପଦା - ଉଦଳା ରାସ୍ତାରେକରଞ୍ଜିଆ ଛକ ନିକଟରେ ଦୂର୍ଘଟଣା ଘଟିଛି । ମୃତକ ମାନଙ୍କ ପରିଚୟ ବଡସାହି ଥାନା ଅନ୍ତର୍ଗତ ଉଠାଣୀ ନୂଆଗାଁ ଅଞ୍ଚଳର ହୃଷି



ବିଷ ବଳୟ ମଧ୍ୟରେ ବାୟୁ ମଣ୍ଡଳ

Bhagyaprabha News Bureau | ବିଶେଷ | | 1382 | Read...

ବିଷ ବଳୟ ମଧ୍ୟରେ ବାୟୁ ମଣ୍ଡଳ

ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ବିଶ୍ୱବାସୀ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶ୍ୱରେ ବାୟୁ ପ୍ରଦୂଷଣ ର ସର୍ବାଧିକ ପ୍ରଦୂଷଣ ର ଶୀକାର ହୋଇଛି ଭାରତ ଓ ଚୀନ । ୨୦୧୭ ମସହାରେ ବାୟୁ ପ୍ରଦୂଷଣରେ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି ।



ସୁମିତ୍ରାଜେନାଙ୍କ କଂଗ୍ରେସରୁ ଇସ୍ତଫା

Bhagyaprabha News Bureau | ରାଜନୀତି | | 1381 | Read...

 ସୁମିତ୍ରାଜେନାଙ୍କ କଂଗ୍ରେସରୁ ଇସ୍ତଫା

ଟିକେଟ ବଣ୍ଟନକୁ ନେଇ ସମସ୍ତ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସେହି କ୍ରମରେ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ସୁମିତ୍ରା ଜେନା । ଟିକେଟ୍ ବଣ୍ଟନ ନେଇ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି । ସନ୍ଧ୍ୟା ସୁଦ୍ଧ



ଘରୋଇ କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ: ସୁପ୍ରିମକୋର୍ଟ

Bhagyaprabha News Bureau | ଦେଶଦୁନିଆ | | 1380 | Read...

ଘରୋଇ କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ: ସୁପ୍ରିମକୋର୍ଟ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟଙ୍କୁ ଅଧିକ ପେନସନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ପେନସନ ହିସାବ ବେଳେ ବେତନକୁ ନେଇ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ କୋହଳ କରିବ



ପାର୍ଥୀ ପତ୍ର ଦାଖଲ କଲେ ଭର୍ତ୍ତୁହରି ମହତାବ

Bhagyaprabha News Bureau | ରାଜନୀତି | | 1379 | Read...

ପାର୍ଥୀ ପତ୍ର ଦାଖଲ କଲେ ଭର୍ତ୍ତୁହରି ମହତାବ

କଟକ ଲୋକସଭା ଆସନରେ ଏଥର ହେବ ତ୍ରୀମୁଖୀ ଲଢେଇ ।କଟକ ଲୋକସଭା ଆସନ ପାଇଁ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ଭର୍ତୃହରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭର୍ତୃହରିଙ୍କ ବିରୋଧରେ ବିଜେପିରୁ ପ୍ରକାଶ ମିଶ୍ର ପ୍ରାର୍ଥୀ ହୋଇ



ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ ସତ୍ୟ ପ୍ରକାଶ ନାୟକ

Bhagyaprabha News Bureau | ରାଜନୀତି | | 1378 | Read...

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ ସତ୍ୟ ପ୍ରକାଶ ନାୟକ

ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜୈନତିକ ଦଳ ପାର୍ଥୀ ପତ୍ର ଦାଖଲ କରୁଛନ୍ତି ।ସେହିକ୍ରମରେ ଆଜି ପୁରୀ ଲୋକସଭା ନିର୍ବାଚନୀ କ୍ଷେତ୍ରପାଇଁ ନାମାଙ୍କନ ଭରିବେ ସତ୍ୟପ୍ରକାଶ ନାୟକ । ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହ ବିଶାଳ



ପ୍ରତିରକ୍ଷା କ୍ଷେତ୍ରରେ ଆଉ ଦୁଇ ପାଦେ ଆଗେଇଲା ଭାରତ

Bhagyaprabha News Bureau | ଦେଶଦୁନିଆ | | 1377 | Read...

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଦୁଇ ପାଦେ ଆଗେଇଲା ଭାରତ

ଆମେରିକା ୨.୪ ମିଲିୟନ ଆରବ ଡଲାରର ଭାରତକୁ ୨୪ଟି ବହୁ ଉପଯୋଗୀ ଏଚଏଚ ୬୦ ରୋମିୟୋ ସି ହକ ହେଲିକପ୍ଟର ବିକ୍ରି କରିବା ପାଇଁ ମଂଜୁରୀ ପ୍ରଦାନ କରିଛି । ୟୁଏସ୍ ବୈଦେଶିକ ମନ୍ତ୍ରାଳୟ ନିଜର ଅଧିସୂଚନାରେ କହିଛି ଯେ, ଏହି ବିକ୍ରି ଦ୍ୱା



ଜାନକୀ ନନ୍ଦନକୁ ମିଳିଲା କଂଗ୍ରେସ ଟିକେଟ

Bhagyaprabha News Bureau | ରାଜନୀତି | | 1376 | Read...

ଜାନକୀ ନନ୍ଦନକୁ ମିଳିଲା କଂଗ୍ରେସ ଟିକେଟ

କଂଗ୍ରେସ ତରଫରୁ ୨ ଲୋକସଭା ଓ ୯ ବିଧାନସଭା ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛି । ଏହି ତାଲିକା ମଧ୍ୟରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ରଙ୍କୁ କଂଗ୍ରେସ ତରଫରୁ ଟିକେଟ ମିଳିଛି । ତାଙ୍କୁ ବିଧାନ



ଅବକାରୀ ବିଭାଗ ଜବତ କଲା ଗଞ୍ଜେଇ

Bhagyaprabha News Bureau | ଅପରାଧ | କଟକ | 1375 | Read...

ଅବକାରୀ ବିଭାଗ ଜବତ କଲା ଗଞ୍ଜେଇ

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି କଟକରୁ ୪୩ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଗଜପତିରୁ ଗୁଜୁରାଟ ଚାଲାଣ ହେଉଥିବା ଜଣାପଡିଛି । ଏହି ଘଟଣା ରେ ୨ଜଣଙ୍କୁ ଅଟକ ରଖାଯାଇ ଅନ୍ୟ ଜଣଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରା



ରାଜସ୍ଥାନ କୁ ପ୍ରଥମ ବିଜୟ ଭେଟି ଦେଲେ ଶ୍ରେୟସ ଗୋପାଳ

Bhagyaprabha News Bureau | ଖେଳ | | 1374 | Read...

ରାଜସ୍ଥାନ କୁ ପ୍ରଥମ ବିଜୟ ଭେଟି ଦେଲେ ଶ୍ରେୟସ ଗୋପାଳ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ପ୍ରଥମ ବିଜୟ ହାସଲ କରିଛି ଆରଆର । ପ୍ରଥମ ଥର ରାଜସ୍ଥାନ ବିଜୟ ହୋଇଥିବା ବେଳେବିରାଟ କୋହଲିଙ୍କ ବେଙ୍ଗାଲୁରୁ ଟିମ୪ର୍ଥ ପରାଜିତ ହୋଇଛି। ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍



ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 1373 | Read...

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ

ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଜାମୁସାହି ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିୋଗ ହୋଇଛି । ଦୁର୍ବୁତ୍ତମାନଙ୍କ ବୋମା ମାଡରେ ଘର ଓ ଗାଡି ଭାଙ୍ଗିାଇଥିବା ଜଣାପଡିଛି । ଗୋଟିଏ ଗ୍ରାମର ଲୋକ ଅନ୍ୟ ଏ



ହତ୍ୟା ନା ଆତ୍ମହତ୍ୟା

Bhagyaprabha News Bureau | ଅପରାଧ | | 1372 | Read...

ହତ୍ୟା ନା ଆତ୍ମହତ୍ୟା

ବାଲିଗୁଡା ଅଞ୍ଚଳରେ ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତୁୃ୍ୟ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ଯୁବତୀଜଣକୁ ତାଙ୍କ ଘର ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରା



ବ୍ୟାଙ୍କ ଡକାୟତି ପଣ୍ଡ , ବହୁ ମାରଣାସ୍ତ୍ର ଜବତ , ୩ ଗିରଫ

Bhagyaprabha News Bureau | ଅପରାଧ | | 1371 | Read...

ବ୍ୟାଙ୍କ ଡକାୟତି ପଣ୍ଡ , ବହୁ ମାରଣାସ୍ତ୍ର ଜବତ , ୩ ଗିରଫ

ଚୈାଦ୍ୱାର ପୋଲିସ କୁ ମିଳିଛି ବଡ ସଫଳତା । ଗତକାଲି ରାତିରେ ବ୍ୟାଙ୍କ ଲୁଟ ଉଦ୍ୟମ କରୁଥିବା ୩ ଜଣ ଡକାୟତିକୁ ଗିରଫ କରିଛି ୋଲିସ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲା ଆଠଗଡ



ବିଶ୍ୱ ବିଦ୍ୟାଳୟ ପରିସରରେ ଉତ୍ତେଜନା

Bhagyaprabha News Bureau | ଦେଶଦୁନିଆ | | 1370 | Read...

ବିଶ୍ୱ ବିଦ୍ୟାଳୟ ପରିସରରେ ଉତ୍ତେଜନା

ବନାରସ ବିଶ୍ୱବିଦ୍ୟାଳୟ ରିସରରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି ।ଏହି ଘଟଣା ପରେ କ୍ୟାମ୍ପସରେ ଉତେଜନା ପ୍ରକାଶ ପାଇଛି । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କ ରୁ ଗିରଫ କରିଛି ।ଗୁଳି କାଣ୍ଡରେ ମୃତ ବରଣ କରିଛନ



ସ୍ୱତନ୍ତ୍ର ବସରେ ନିର୍ବାଚନୀ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଲେ ନବୀନ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1369 | Read...

ସ୍ୱତନ୍ତ୍ର ବସରେ ନିର୍ବାଚନୀ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଲେ ନବୀନ

ନିର୍ବାଚନକୁ ଆଉ ୯ଦିନ ବାକି ଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି । ପ୍ରଚାର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଯିବେ ।ନବୀନ ଅପରାହ୍ଣ ୩ଟାରେ ବିଜୁ ପଟ୍ଟନାୟକ ବିମା



କଂଗ୍ରେସର ପାର୍ଥୀ ତାଲିକା ଘୋଷଣା

Bhagyaprabha News Bureau | ରାଜନୀତି | | 1368 | Read...

କଂଗ୍ରେସର ପାର୍ଥୀ ତାଲିକା ଘୋଷଣା

ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ବିଜେପି , ବିଜେଡିଠାରୁ ବହୁ ପଛରେ ପଡ଼ିଥିବା କଂଗ୍ରେସ ଗତକାଲି ବିଳମ୍ବିତ ରାତିରେ ୨ ଲୋକ ସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଲୋକ ସଭା କଟକ - ପଞ୍ଚାନନ କାନୁନ୍‌ଗ



ତ୍ରିପୁରାରେ ମହାସମାରୋହ ରେ ପାଳିତ ହେଲା ଉତ୍କଳ ଦିବସ

Bhagyaprabha News Bureau | ଦେଶଦୁନିଆ | | 1367 | Read...

ତ୍ରିପୁରାରେ ମହାସମାରୋହ ରେ ପାଳିତ ହେଲା ଉତ୍କଳ ଦିବସ

ପ୍ରତେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ ସମାଜ, ତ୍ରିପୁରା, ଅଗରତଲା ଦ୍ବାରା ନବମ "ଓଡିଶା ଉତ୍ସବ-୨୦୧୯" ଉତ୍କଳ ଦିବସ ଅବସରରେ ପହିଲା ଏପ୍ରିଲ ଦିନ ସସମାରୋହ ଓ ଏନ୍ ଜି ସି, ତ୍ରିପୁରାର ଆର୍ଥୀକ ଅନୁଦାନରୁ ଅନୁଷ୍ଠିତ ହୋଇଯାଇଛି।



ବିଜେପିରେ ସାମିଲ ହେଲେ ରଘୁନାଥ ମହାନ୍ତି

Bhagyaprabha News Bureau | ରାଜନୀତି | | 1366 | Read...

ବିଜେପିରେ ସାମିଲ ହେଲେ ରଘୁନାଥ ମହାନ୍ତି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଛନ୍ତି ରଘୁନାଥ ମହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ମହିଳା ମୋର୍ଟ୍ଟାର ସଭାନେତ୍ରୀ ପ୍ର



ବିଜେପିରେ ଯୋଗ ଦେଲେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

Bhagyaprabha News Bureau | ରାଜନୀତି | କଳାହାଣ୍ଡି | 1365 | Read...

ବିଜେପିରେ ଯୋଗ ଦେଲେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

ସାଧାରଣ ନିର୍ବାଚନ ରେ ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ନେତାମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ବିଭିନ୍ନ ରାଜନୈତିକ ଦଳମାନେ ଟିକେଟ ପାଇବା ଆଶାରେ ଅନ୍ୟ ଦଳରେ ଯୋଗଦେଉଛନ୍ତି । ସେହିକ୍ରମରେ ବିଜେଡିରୁ ଟିକେଟ୍‌ ନପାଇବ



ଆଇପିଏଲର ଦ୍ୱାଦଶ ସଂସ୍କରଣରେ ରୟାଲ ଟକ୍କର

Bhagyaprabha News Bureau | ଖେଳ | | 1364 | Read...

ଆଇପିଏଲର ଦ୍ୱାଦଶ ସଂସ୍କରଣରେ ରୟାଲ ଟକ୍କର

ଆଜି ଆଇପିଏଲର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଭେଟିଛି ରାଜସ୍ଥାନ ରୋୟାଲସ୍‌ । ଟସ୍‌ ଜିଣି ରାଜସ୍ଥାନ ରୋୟାଲସ୍‌ର ବୋଲିଂ ନିଷ୍ପତ୍ତି ନେବା ପରେ ରୋୟାଲ



ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା

Bhagyaprabha News Bureau | ରାଜନୀତି | | 1363 | Read...

ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଏହି ଆସନ ଗୁଡିକ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ପ୍ରାର୍ଥୀ ତାଲିକାର



ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷାଙ୍କୁ ସମ୍ୱର୍ଦ୍ଧନା

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 1362 | Read...

ନୂତନ  ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷାଙ୍କୁ ସମ୍ୱର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟରେ ପୁର୍ବରୁ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ଡ. ମୁରଲୀ ଧର ପ୍ରଧାନଙ୍କ ରବିବାର ଦିନ ଅବସର ଗ୍ରହଣ ପରେ ଆଜି ମହାବିଦ୍ୟାଳୟର ନୁତନ ଅଧ୍ୟକ୍ଷା ଭାବେ ଡ. ହରପ୍ରିୟା ପଟ୍ଟନାୟକ ଦା



ବାରାହା ଆକ୍ରମଣରେ ମହିଳା ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 1361 | Read...

ବାରାହା ଆକ୍ରମଣରେ ମହିଳା ଗୁରୁତର

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତ ର ନୁଣିପଡା ଗ୍ରାମରେ ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣକ ହେଲେ ସତ୍ୟ ଭାମା ଗୌଡ଼ । ସୁଚନାନୁସାରେ, ମହିଳା ଜଣକ ପୋଖରୀକୁ ଶୌଚହେବାକୁ



ହାର୍ଦ୍ଦିକ ପଟେଲ ପ୍ରସଙ୍ଗ : ତତ୍କାଳ ଶୁଣାଣୀ ପାଇଁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ

Bhagyaprabha News Bureau | ଦେଶଦୁନିଆ | | 1360 | Read...

ହାର୍ଦ୍ଦିକ ପଟେଲ ପ୍ରସଙ୍ଗ : ତତ୍କାଳ ଶୁଣାଣୀ ପାଇଁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ

ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ସୀମା ମଧ୍ୟରେ ତାଙ୍କ ମାମଲାର ଣୁଣାଣି କରିବାକୁ ଦାର୍ଦ୍ଦିକ ପଟେଲ ଆଗ୍ରହ ପ୍ରକାଶ କରି ସୁପ୍ରିମକୋର୍ଟରେ ନିବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ମାମଲାର ତତ୍କାଳ ଶୁଣାଣି କରିବେ



ଦିଗପହଣ୍ଡିରେ ଜମିଲାଣି ପ୍ରାର୍ଥୀଙ୍କ ପ୍ରଚାର

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1358 | Read...

ଦିଗପହଣ୍ଡିରେ ଜମିଲାଣି ପ୍ରାର୍ଥୀଙ୍କ ପ୍ରଚାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ଶାସକ ଦଳ ବିଜେଡିକୁ ଛାଡିଦେଲେ ଅନ୍ୟାନ୍ୟ ସମସ୍ତ ରାଜନୈତିକ ଦଳର ପ୍ରଚାର ପ୍ରସାର ଗାଡି ଘନ ଘନ ବୁଲୁଥିବା ପରିଲଖିତ ହେଉଛି । ସୋମବାର ସକାଳେ ବ୍ରହ୍ମପୁର ସା



କଂଗ୍ରେସ ପକ୍ଷରୁ ଘୋଷଣା ହେଲା ନିର୍ବାଚନୀ ଇସ୍ତାହାର

Bhagyaprabha News Bureau | ରାଜନୀତି | | 1357 | Read...

କଂଗ୍ରେସ ପକ୍ଷରୁ ଘୋଷଣା ହେଲା ନିର୍ବାଚନୀ ଇସ୍ତାହାର

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଇସ୍ତାହାର । ଏହାର ନାମ ରଖାଯାଇଛି ଜନ ଆୱାଜ । ଦାରିଦ୍ର ବିରୁଦ୍ଧରେ ଯୁଦ୍ଧ , କୃଷି ପାଇଁ ସ୍ୱତନ୍ତ୍ର ବଜେଟ , ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ଗୁରୁତ୍ୱପୁର୍ଣ୍ଣ ବଷୟକୁ ନ



କାଳ ବୈଶାଖୀର ତାଣ୍ଡବ ବ୍ୟାପକ ବୃକ୍ଷ ହେଲା ଚାରା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1356 | Read...

କାଳ ବୈଶାଖୀର ତାଣ୍ଡବ ବ୍ୟାପକ ବୃକ୍ଷ  ହେଲା ଚାରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ଜନିତ ଝଡ ତୋଫାନରେ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଦୁଇ ଗୋଟି କେନ୍ଦ୍ରୀୟ ନର୍ସରୀ ଏବଂ ୫ ଗୋଟି ଅସ୍ଥାୟୀ ଚାରା ପ୍ରସ୍ତୁତ କେନ୍ଦ୍ରରେ ବ



ପୋଖରୀରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ନରକଙ୍କାଳ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1355 | Read...

ପୋଖରୀରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ନରକଙ୍କାଳ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁହାଳପୁର ଗାଁ ସୋଲ ବନ୍ଧ ଭିତରୁ ଦୁଇଟି ଅଖା ବସ୍ତା ଭିତରୁ ଖଣ୍ଡବିଖଣ୍ଡିତ ନରକଙ୍କାଳ ଉଦ୍ଧାର ହୋଇଯାଇଛି । ଗତକାଲି ଅପରାହ୍ନ ୪ଘଣ୍ଟା ସମୟରେ ଗାଁ ଲୋକେ ବନ୍ଧ କାମ ପାଇଁ ବନ



ଆୟକର ଭରିବା ପାଇଁ ଜରୁରୀ ନୁହେଁ ଆଧାର

Bhagyaprabha News Bureau | ଦେଶଦୁନିଆ | | 1354 | Read...

ଆୟକର ଭରିବା ପାଇଁ ଜରୁରୀ ନୁହେଁ ଆଧାର

ଆୟକର ଭରିବା ପାଇଁ ଆଧାର କାର୍ଡ ଅତି ଜରୁରୀ ହୋଇତିଲେ ମଧ୍ୟ ଆୟକର ବିଭାଗ ପାନ କାର୍ଡ ନମ୍ବର ସହ ଆଧାର କାର୍ଡକୁ ଲିଙ୍କ କରିବା ସମୟ ସୀମାକୁ ଆଉ ଛଅ ମାସ ବୃଦ୍ଧି କରିଛନ୍ତି ।ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍



ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବେ ପ୍ରଫୁଲ୍ଲ ପଟେଲ୍‌

Bhagyaprabha News Bureau | ଖେଳ | | 1353 | Read...

ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବେ  ପ୍ରଫୁଲ୍ଲ ପଟେଲ୍‌

ପ୍ରଥମ ଭାରତୀୟ ଭାବେ ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବେ ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ୍‌ । ଆସନ୍ତା ୬ରେ ଏସିଆନ୍‌ ଫୁଟବଲ ମହାସଂଘର ନିର୍ବାଚନ ମାଲେସିଆରେ ଅନୁଷ୍ଠିତ ହେବ। ଏହି ନିର୍



ଆଜି ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | କେନ୍ଦୁଝର | 1352 | Read...

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ

ଆରମ୍ଭ ହୋଇଗଲାଣି ନିର୍ବାଚନ ତାତି । ପ୍ରତିଦିନ ରାଜନୀତିରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜର ସମର୍ଥକଙ୍କ ସହ ଆ



ପଶ୍ଚିମ ଓଡିଶାରେ ଶକ୍ତି ଦେଖାଇବ ବିଜେପି

Bhagyaprabha News Bureau | ରାଜନୀତି | କଳାହାଣ୍ଡି | 1351 | Read...

ପଶ୍ଚିମ ଓଡିଶାରେ ଶକ୍ତି ଦେଖାଇବ ବିଜେପି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି କଳାହାଣ୍ଡିର ଭବାନିପାଟଣାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶର ପାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବେ । ଏହା ପୁର୍ବରୁ ମାର୍ଚ୍ଚ ୨୯ ତାରିଖରେ ମୋଦୀ କୋରାପୁଟର ଜୟପୁରରେ ବିଜୟ ସ



ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

Bhagyaprabha News Bureau | ଅପରାଧ | କଟକ | 1350 | Read...

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

କଟକ ପାରାଦୀପ ରାସ୍ତାରେ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ବାଇକ ଅରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଛନ୍ତି । ଆହାତ ଜଣକୁ ନିକଟସ୍ଥ ମେଡିକାଲ ରେ ଭର୍ତ୍ତିକରାଯାଇଛି । ସୂଚନା ଅନୁସାରେ ଗୋଟିଏ ବାଇକରେ ୩ ଜଣ ବ



ନିର୍ବାଚନୀ ହିସାଂ

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 1349 | Read...

ନିର୍ବାଚନୀ ହିସାଂ

ଆଉ କିଛି ଦିନ ରେ ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ରାଜ୍ୟରେ ଦେଖାଦେଲାଣି ରାଜନୈତିକ ହିଂସା । ଆଜି ଖୋର୍ଦ୍ଧା ଜିଲ୍ଲା ବ୍ଲକ କନ୍ତଳବାଇ ଗାଁରେ ରାଜନୈତିକ ହିଂସାରୁ ୨ ଜଣ ଯୁବକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି



ଆଜି ୨ଟି ଲୋକସଭା ଆସନ ପାଇଁ ବିଜେଡି ଘୋଷଣା କରିବ ପାର୍ଥୀ ତାଲିକା !

Bhagyaprabha News Bureau | ରାଜନୀତି | | 1348 | Read...

ଆଜି ୨ଟି ଲୋକସଭା ଆସନ ପାଇଁ ବିଜେଡି ଘୋଷଣା କରିବ ପାର୍ଥୀ ତାଲିକା !

ଆଜି ବିଜେଡି ଅବଶିଷ୍ଟ ଆସନ ପାଇଁ ଘଓଷଣା କରିପାରେ ପାର୍ଥୀ ତାଲିକା । ଏଥିରେ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନପାଇଁ ପାର୍ଥୀ ଚୂଡାନ୍ତ କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ । ଏହା ପୁର୍ବରୁ ୧୯ଟି ଲୋକସଭା ଓ ୧୩୭ ଟି ବିଧାନସ



ଏସିୟାନ ସୁଟିଂରେ ଭାରତର ସଫଳତା

Bhagyaprabha News Bureau | ଖେଳ | | 1347 | Read...

ଏସିୟାନ ସୁଟିଂରେ ଭାରତର ସଫଳତା

ଚାଇନିଜ୍‌ ତାଇପେର ତାଓୟୁଆନ୍‌ରେ ଚାଲିଥିବା ୧୨ଶ ଏସୀୟ ଏୟାରଗନ୍ ଚମ୍ପିଆନ୍‌ସିପ୍‌ ଶେଷ ହୋଇଛି। ଏହି ଚମ୍ପିଆନସିପ୍‌ରେ ଭାରତୀୟ ସୁଟର ୧୬ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।ଚମ୍ପିଆନସି



୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପ୍ରକାଶ ପାଇଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

Bhagyaprabha News Bureau | ରାଜନୀତି | | 1346 | Read...

୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପ୍ରକାଶ ପାଇଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପ୍ରକାଶ ପାଇଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି । ଏପ୍ରିଲ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହିସବୁ ଆସନ ପାଇଁ ପ୍ରାର୍ଥୀପତ୍ର ଦା



ବଗି ଛାଡି ଇଞ୍ଜିନ ଫେରାର!

Bhagyaprabha News Bureau | ଓଡ଼ିଶା | କଟକ | 1345 | Read...

ବଗି ଛାଡି ଇଞ୍ଜିନ ଫେରାର!

ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସଟିର ବଗି ଛାଡି ପଳାଇଛି ଇଞ୍ଜିନ । କଟକ ଷ୍ଟେସନଠାରୁ ମାତ୍ର କିଛି ଦୂରରେ କାଠଯୋଡି ପୋଲ ଉପରେ ଇଞ୍ଜିନ ବଗି ଛାଡି ପଳାଇଥିବାରୁ ପୋଲ ଉପରେ ସମସ୍ତ ଏସି ବଗିଗୁଡିକ



ସାଧାରଣ ନିର୍ବାଚନ ପାଇଁ ବିଜେପି ର ପ୍ରଚାର ଆରମ୍ଭ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1344 | Read...

 ସାଧାରଣ ନିର୍ବାଚନ ପାଇଁ ବିଜେପି ର ପ୍ରଚାର ଆରମ୍ଭ

ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଥିବାବେଳେ, ନୂତନ ଭାବେ ପାର୍ଥୀ ହୋଇଥିବା କନ୍ଧମାଳ ନିର୍ବାଚନି ମଣ୍ଡଳ ର ବିଜେପି ସାଂସଦ ପାର୍ଥୀ ଖାରବେଳ ସ୍ୱାଇଁ ଏବଂ ଭଞ୍ଜନଗର ନିର୍ବାଚନି ମଣ୍ଡଳ ର ବିଜେପି ବିଧାୟକ ପାର୍



ସାନଖେମୁଣ୍ଡିରେ ବିଜେଡିର ପାର୍ଟି ଅଫିସ୍ ଉଦଘାଟନ ଓ ପ୍ରଚାର ଆରମ୍ଭ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1343 | Read...

ସାନଖେମୁଣ୍ଡିରେ ବିଜେଡିର ପାର୍ଟି ଅଫିସ୍ ଉଦଘାଟନ ଓ ପ୍ରଚାର ଆରମ୍ଭ

ଦିଗପହଣ୍ଡି -ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାଟପୁର ଗାନ୍ଧୀ ଛକ ଠାରେ ସୋମବାର ଅପରାହ୍ନରେ ବିଜେଡିର ପାର୍ଟି ଅଫିସ୍ ଉଦ୍ଘାଟିତ ହୋଇଯାଇଛି । ଧରାକୋଟ ରାଣୀ ତଥା ବିଧାୟିକା ପ୍ରାର୍ଥିନୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବ



ବିଜେପି ଘୋଷଣା କଲା ପାର୍ଥୀ ତାଲିକା

Bhagyaprabha News Bureau | ରାଜନୀତି | | 1342 | Read...

ବିଜେପି ଘୋଷଣା କଲା ପାର୍ଥୀ ତାଲିକା

ସାଧାରଣ ନିର୍ବାଚନ ପାଇଁ ବିଜେପି କେଦ୍ରୀୟ ନର୍ବାଚନ କମିଟି ଓଡିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ୧୧ଟି ବିଧାନସଭା ଓ ୩ଟି ଲୋକସଭା ପାଇଁ ପାର୍ଥୀ ଘୋଷଣା କରିଛି ବିଜେପି । ଓଡିଶାରେ ଥିବା ୧୪୭ଟି ବିଧାନସଭା ଆସନରୁ ୧



ଭୂବନେଶ୍ୱର ଉତ୍ତର ଆସନ ଅପରାଜିତାଙ୍କ ପ୍ରତିଦ୍ୱନ୍ଦି କିଏ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1341 | Read...

ଭୂବନେଶ୍ୱର ଉତ୍ତର ଆସନ ଅପରାଜିତାଙ୍କ ପ୍ରତିଦ୍ୱନ୍ଦି କିଏ

ବିଗତ ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇ ପରାଜୟ ହାସଲ କରିଥିବା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ଦଳରେ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଅଭିନେତ୍ରୀ ଅପରାଜିତା ମହାନ୍ତିକୁ ବିଜେପି ତରଫରୁ ପ୍ରାର୍ଥୀ ଭା



ଗଞ୍ଜାମ ଜିଲ୍ଲା କରାଟେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

Bhagyaprabha News Bureau | ଖେଳ | ଗଞ୍ଜାମ | 1340 | Read...

ଗଞ୍ଜାମ ଜିଲ୍ଲା କରାଟେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଓଡିଶା ରାଜ୍ୟ କରାଟେ ଏସୋସିଏସନ ବା (ଓସ୍କା) ଆନୁକୂଲ୍ୟରେ ଭୂବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲ୍ ପରିସରରେ 31 ତମ ରାଜ୍ୟ କରାଟେ ଜୁନିୟର ଓ 21 ବର୍ଷ ରୁ କମ ବୟସ ବର୍ଗ ର ରାଜ୍ୟ କରାଟେ ପ୍ରତିଯୋଗୀତା ଚଳିତ ମାସ 23 ତାରିଖ ରେ ଆରମ୍ଭ



ନିର୍ବାଚନ ପୂର୍ବରୁ ନବୀନଙ୍କ ଦୃଢୋକ୍ତି

Bhagyaprabha News Bureau | ରାଜନୀତି | | 1338 | Read...

ନିର୍ବାଚନ ପୂର୍ବରୁ ନବୀନଙ୍କ ଦୃଢୋକ୍ତି

ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସୋମବାର କହିଛନ୍ତି । ଖୁବ ଶିଘ୍ର ବଳକା ଥିବା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମୋଦି ସରକାର ଓଡିଶା ନିର୍ବ



ଫେରାର ଆତଙ୍କବାଦୀ ଗିରଫ

Bhagyaprabha News Bureau | ଅପରାଧ | | 1337 | Read...

ଫେରାର ଆତଙ୍କବାଦୀ ଗିରଫ

ଦିଲ୍ଲୀର ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡସଫଳତା । ଦୀର୍ଘ ୪ ବର୍ଷ ଧରି ଫେରାର ହୋଇଥିବା ଜୈଶ ଏ ମହମ୍ମଦର ଆତଙ୍କବାଦୀ ହୈଫାଜ ଶେଷରେ ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡିଛି । ହୈଫାଜକୁ ଶ୍ରୀନଗରରୁ ଗିରଫ କରାଯାଇଛି । ସୂଚନା ଅନୁ



ମୁଲାୟମ ସିଂଙ୍କ ନାମାଙ୍କନ ଦାଖଲ ପୂର୍ବରୁ ରାସ୍ତାରୁ ଉଦ୍ଧାର ହେଲା ଗ୍ରାନେଡ

Bhagyaprabha News Bureau | ରାଜନୀତି | | 1336 | Read...

ମୁଲାୟମ ସିଂଙ୍କ ନାମାଙ୍କନ ଦାଖଲ ପୂର୍ବରୁ ରାସ୍ତାରୁ ଉଦ୍ଧାର ହେଲା ଗ୍ରାନେଡ

ସୋମବାର ଦିନ ସପାର ସଂରକ୍ଷକ ମୁଲାୟମ ସିଂ ମୈନାପୁରରେ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ନିଜ ଗାଡିରେ ବସି ଯାଉଥିôବା ସମୟରେ ରାସ୍ତାରୁ ଏକ ଗ୍ରେନେଡ ଉଦ୍ଧାର କରାଯାଇଛି । ରାସ୍ତାରୁ ଗ୍ରେନେଡ ଉଦ୍ଧାର ପରେ ଚାଞ୍



ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

Bhagyaprabha News Bureau | ଅପରାଧ | | 1335 | Read...

ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

ଜାମ୍ମୁ କାଶ୍କୀର ର ପୁଲୱାମା ଜିଲ୍ଳାରେ ସୋମବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ ହୋଇଛନ୍ତି ଓ ୩ ଯବାନ ଆହାତ ହୋଇଛନ୍ତି ।ଆହାତ ଯବାନ ମାନଙ୍କୁ ସେନା ମେଡିକାଲରେ ଭର୍ତ୍ତିକରଯାଇଛି । ପୁଲୱାମାର ଲରରେ ଆତଙ



ଆସନ୍ତାକାଲି ଓଡିଶା ଆସିବେ ମାୟାବତୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1334 | Read...

ଆସନ୍ତାକାଲି ଓଡିଶା ଆସିବେ ମାୟାବତୀ

ବହୁଜନ ସମାଜବାଦୀ ପାର୍ଟି (ବିଏସପି) ତଥା ଉତ୍ତରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ମାୟାବତୀ ଅପ୍ରେଲ ୨ ତାରିଖରେ ଓଡିଶା ଆସିବେ । ଭୂବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ପୂର୍ବାହ୍ନ ୧୧ ଟା ସମୟରେ ମାୟାବତୀ ବରମୁଣ୍ଡା ପଡିଆରେ



ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, ପାଟକୁରାରୁ ଲଢିବେ ବିଜୟ ମହାପାତ୍ର

Bhagyaprabha News Bureau | ରାଜନୀତି | | 1333 | Read...

 ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, ପାଟକୁରାରୁ ଲଢିବେ ବିଜୟ ମହାପାତ୍ର

ଆଜି ବିଜେପି ତରଫରୁ ୧୧ ଟି ବିଧାନସଭା ଲାଗି ୩ ଟି ଲୋକସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କର।ଯ।ଇଛି । ଲୋକସଭା ପ୍ରାର୍ଥୀ ହେଲେ ଭଦ୍ରକରୁ ଅଭିମନ୍ୟୁ ସେଠୀ ,ମୟୂରଭଞ୍ଜରୁ ବିଣେଶ୍ୱର ଟୁଡୁ ଓ ଯାଜପୁରରୁ ଅମିୟ ମଲ୍ଲିକ । ବିଧା



ଓଡିଶା ଗ୍ରସ୍ତରେ ଅମିତ ଶାହା

Bhagyaprabha News Bureau | ରାଜନୀତି | | 1332 | Read...

ଓଡିଶା ଗ୍ରସ୍ତରେ ଅମିତ ଶାହା

ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ବିଜେପି ରଷ୍ଟ୍ରିୟ ଅଧକ୍ଷ ଅମିତ ଶାହା । ନିର୍ବାଚନ ପ୍ରଚାର ପାଇଁ ଆସି ଆଜି ଅମିତ ଶାହା ୨ଟି ନିର୍ବାଚନୀ ସଭାରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଗଜପତି ଜିଲ୍ଳା ପାରଳାଖେମୁଣ୍ଡି କାଶୀ



ମହିଳାଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ୟା!

Bhagyaprabha News Bureau | ଅପରାଧ | ଗଞ୍ଜାମ | 1331 | Read...

ମହିଳାଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ୟା!

ଗଂଜାମ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ଠାରେ ମହିଳାଙ୍କୁ ହତ୍ୟା, ଗତ ରାତିରେ ଘରେ ଏକା ଥିବାବେଳେ ଏକାଧିକ ବ୍ଯକ୍ତି ପଶି ହତ୍ଯା କରିଥିବା ସନ୍ଦେହ। ପୋଲିସ୍ ଓ ସାଇନଟିଫିକ ଟିମ୍ ପକ୍ଷରୁ ତନାଘନା ଜାରି। ଘଟଣା ସ୍ଥ



ବ୍ରହ୍ମପୁରରେ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1330 | Read...

ବ୍ରହ୍ମପୁରରେ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁରରେ ଆମ୍ୱପୁଆସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳୀତ ପ୍ୟାରେଡର ଅଭିବାଦନ ଗ୍



ଆରମ୍ଭ ହେଲା ମା'ଙ୍କର ଘଟ ପରିକ୍ରମା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1329 | Read...

ଆରମ୍ଭ ହେଲା ମା'ଙ୍କର ଘଟ ପରିକ୍ରମା

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀଠାକୁରାଣୀଙ୍କ ଯାତ୍ରା ଗତ ୨୯ତାରିଖ ମଧ୍ୟ ରାତ୍ରୀରେ ଆରମ୍ଭ ହେଇଯାଇ ଥିଲାବେଳେ ତୃତୀୟ ଦିନରେ ପାରମ୍ପାରିକ ରୀତିନୀତିରେ କୁମ୍ଭାରପଲ୍ଲୀରୁ ମା ଙ୍କ ପାଇଁ ନିର୍ମିତ ସ୍ୱତନ୍ତ୍ର ଘଟକ



ଟ୍ରକ ଦୁର୍ଘଟଣା ଗ୍ରସ୍ତ: ଡ୍ରାଇଭର ଆହତ

Bhagyaprabha News Bureau | ଅପରାଧ | କଟକ | 1328 | Read...

ଟ୍ରକ ଦୁର୍ଘଟଣା ଗ୍ରସ୍ତ: ଡ୍ରାଇଭର ଆହତ

କଟକ ଜିଲ୍ଲା ଚୈାଦାର ନିକଟ ମଙ୍ଗୁୂଳି ଠାରେ ଡାଲି ବୋଝୋଇ ଟ୍ରକ ଦୂର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୂର୍ଘଟଣାରେ ଡ୍ରାଇଭର ଚାଳକ ଙ୍କ ସମେତ ହେଲପର ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକର।।



ଯୁବକଙ୍କୁ ଛୁରାମାଡ

Bhagyaprabha News Bureau | ଅପରାଧ | | 1327 | Read...

ଯୁବକଙ୍କୁ ଛୁରାମାଡ

ରାଜଧାନୀ ଭୁବନେଶ୍ବର ର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟି ୨ ଅଞ୍ଚଳରେ ଶନିବାର ବିଳମ୍ଭିତ ରାତିରେ ଜଣେ ଯୁବକଙ୍କ ଉରେ ଛୁରାମାଡ ହୋଇଛି । ଛୁରାମାଡ ଘଟଣାରେ ଯୁବକ ଜଣକ ଗୁରୁତର ଆହାତ ହୋଇଛନ୍ତି । ଦାଦାବଟି କାରଣକୁ କେନ୍ଦ୍ର



ଆଜି ଉତ୍କଳ ଦିବସ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 1326 | Read...

ଆଜି ଉତ୍କଳ ଦିବସ

ଆଜି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା,ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତିର



ଓଡିଶାରେ ଭାରତର ଦ୍ୱିତୀୟ ନାଗରିକ

Bhagyaprabha News Bureau | ଦେଶଦୁନିଆ | | 1325 | Read...

ଓଡିଶାରେ ଭାରତର ଦ୍ୱିତୀୟ ନାଗରିକ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ନିର୍ଧାରିତ ସମୟର ୧୦ ମିନିଟ୍ ଆଗରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ଭାରତୀୟ ବାୟୁ ସେନାର ରାଜହଂସ ବିମାନ । ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ର



ଥରିଲା ଆଣ୍ଡାମାନ ନିକୋବର

Bhagyaprabha News Bureau | ଦେଶଦୁନିଆ | | 1324 | Read...

ଥରିଲା ଆଣ୍ଡାମାନ ନିକୋବର

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳେ ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ପ୍ରାୟ ୯ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ଭୂକମ୍ପର ପ୍ରଥମ ଝ



ଉତ୍କଳ ଦିବସ ରେ ଉପରାଷ୍ଟ୍ରପତି ଙ୍କ ବାର୍ତ୍ତା

Bhagyaprabha News Bureau | ଦେଶଦୁନିଆ | | 1323 | Read...

ଉତ୍କଳ ଦିବସ ରେ ଉପରାଷ୍ଟ୍ରପତି ଙ୍କ ବାର୍ତ୍ତା

ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାର ସମସ୍ତ ନାଗରିକମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।ମୁଁ ଏହା ଜାଣି ଆନନ୍ଦିତ ଯେ ଓଡ଼ିଶା ରାଜ୍ୟ, ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ କରି ଆସୁଛି। ଏପ୍ରିଲ ୧, ୧୯୩୬ରେ ଏହା ଏକ ସ୍



ବିଗ୍ ବଜାରରେ ଅଗ୍ନିକାଣ୍ଡ

Bhagyaprabha News Bureau | ଅପରାଧ | | 1322 | Read...

ବିଗ୍ ବଜାରରେ ଅଗ୍ନିକାଣ୍ଡ

କଟକ ଦରଘା ବଜାରରେ ଥିବା ବିଗ୍‌ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଗ୍‌ ବଜାରର ଚତୁର୍ଥ ମହଲାରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ୩ଟି ଦମକଳ ଗାଡ଼ି ପ୍ରାୟ ୫ଘଣ୍ଟା ଧର



ଇସ୍ରୋର ସଫଳତା

Bhagyaprabha News Bureau | ଦେଶଦୁନିଆ | | 1321 | Read...

ଇସ୍ରୋର ସଫଳତା

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆଜି ଉପଗ୍ରହ ବାହକ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକ୍ସ-ସି୪୫ (PSLV-C45) ଜରିଆରେ ଏମିସାଟ୍ ସହିତ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହ ମହାକାଶକୁ ଉତକ୍ଷେପଣ କରିଛି। ଏହା ଡିଆରଡିଓ ପାଇଁ ପ୍ରସ୍ତୁତ



ନେପାଳରେ ଘୂର୍ଣ୍ଣିଝଡ ତାଣ୍ଡବ : ୨୭ ମୃତ ,୪୦୦ ଆହାତ

Bhagyaprabha News Bureau | ଦେଶଦୁନିଆ | | 1319 | Read...

ନେପାଳରେ ଘୂର୍ଣ୍ଣିଝଡ ତାଣ୍ଡବ : ୨୭ ମୃତ ,୪୦୦ ଆହାତ

ଦକ୍ଷିଣ ନୋଳରେ ରବିବାର ଦିନ ପ୍ରବଳ ଘୂର୍ଣ୍ଣିଛଡ ହୋଇଛି । ଏହି ଘୂଣ୍ଣିଛଡରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ ଗୁରୁତର ଆହାତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକର।।ଇଛି । ଉଦ୍ଧାର ର୍କ୍ୟା ଜୋରଦ



ହିଂଜିଳି ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1318 | Read...

ହିଂଜିଳି ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବ୍ରହ୍ମପୁରର ଜଗନ୍ନାଥପୁର ଛକ ନିକଟରେ ହିଂଜିଳି ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ନିର୍ବାଚନ କାମରେ ଛତ୍ରପୁର ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ଡ୍ରାଇଭର ଆହତ ଓ ଅନ୍ୟ କର୍ମଚାରୀ ଜଣେ ଆହତ ହୋଇ ବ୍ରହ୍ମପୁର ବଡ଼ ମେ



ଗଞ୍ଜାମ ସୋରଡାରେ ନିର୍ବାଚନୀ ପ୍ରଚାର କଲେ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1317 | Read...

  ଗଞ୍ଜାମ ସୋରଡାରେ ନିର୍ବାଚନୀ ପ୍ରଚାର କଲେ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ

ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଛି ।ଗଞ୍ଜାମ ଜିଲ୍ଲାର ସୋରଡ଼ା ଓ ବେଲଗୁଣ୍ଠ। ବ୍ଲକରେ ତିନିଥର ବିଜୟୀ ହୋଇଥିବା ବିଜେଡି ବିଧାୟକ ତଥା ବର୍ତ୍ତମାନ ନିର୍ବାଚନ ର ବିଜେଡି ବିଧାୟକ ପାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସ୍



ଘୋଡାହଡ ନଦୀ ଗଣ୍ଡରେ ବୁଡି ଯୁବକ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1316 | Read...

ଘୋଡାହଡ ନଦୀ ଗଣ୍ଡରେ ବୁଡି ଯୁବକ ମୃତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖୋଲଡି ଗ୍ରାମଦେଇ ଯାଇଥିବା ଘୋଡାହଡ ନଦୀ ଗଣ୍ଡରେ ବୁଡି ଜଣେ ଯୁବକ ମୃତ୍ୟୁ କରିଥିବା ଜଣାପଡିଛି । ମୃତ ଜଣକ ହେଲେ ପାଟପୁର ଥାନା ମୈାଳାଭଞ୍ଜା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମର ପ୍ରଫୁଲ



ବିଜପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1315 | Read...

ବିଜପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରବିବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ବଜାରସାହି ଗାନ୍ଧୀ ଛକଠାରେ ଏକ ବିଶାଳ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯ



ଅଧ୍ୟକ୍ଷଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 1311 | Read...

ଅଧ୍ୟକ୍ଷଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ମୁରଲୀଧର ପ୍ରଧାନଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାବା ସହ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟ



ବିଜେପିରେ ଯୋଗଦେଲେ ଶତାଧିକ କର୍ମୀଙ୍କ ସହ ଶ୍ରୀଧର ଦେଓ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1310 | Read...

ବିଜେପିରେ ଯୋଗଦେଲେ ଶତାଧିକ କର୍ମୀଙ୍କ ସହ ଶ୍ରୀଧର ଦେଓ

ଗଞ୍ଜାମ ଜିଲ୍ଲାର ବଡଖେମୁଣ୍ଡି ରାଜକୁମାର ଶ୍ରୀଧର ଦେଓଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିବା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦଳୀୟ କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଦିଗପହଣ୍ଡି ବିଧ



ବଜ୍ରା ଘାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1309 | Read...

ବଜ୍ରା ଘାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ

ଆଜି ଅପରାହ୍ନରେ କାଳ ବୈଶାଖୀ ତୋଫାନି ପବନ, ବର୍ଷା ବେଳେ ବେଲଗୁଣ୍ଠା ବ୍ଲକର ଠେଙ୍ଗାଧର ଓ ମନ୍ଦାର ଗ୍ରାମ ରାସ୍ତାରେ ବଜ୍ରା ଘାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଦୁଇଜଣ ଆହତ ହୋଇଛନ୍ତି। ମୃତ ଯୁବକ ଦୁଇଜଣ ବେଲଗୁଣ୍ଠ



କଟକରେ ବ୍ଲାଡ ଫ୍ଲୁ ଆତଙ୍କ

Bhagyaprabha News Bureau | ଓଡ଼ିଶା | କଟକ | 1308 | Read...

କଟକରେ ବ୍ଲାଡ ଫ୍ଲୁ ଆତଙ୍କ

କିଛି ଦିନର ନିରବତା ପରେ ପୁଣି ଆରମ୍ଭ ହେଲା ବ୍ଲାଡ ଫ୍ଲୁ । କଟକ ଖୁରିଆ ସ୍ଥିତ ପ୍ରଜନନ କେନ୍ଦ୍ରରେ ବ୍ଲାଡ ଫ୍ଲୁ ହେବା ଜଣା ପଡିବା ପରେ ଅ।ଗାମୀ ଦିନରେ ବ୍ଲାଡ ଫ୍ଲୁ ଯେପରି ଅଧିକ ବ୍ୟପିବ ନାହିଁ ସେଥି ପ୍ରତିପ୍ରଶାସନ ତରଫରୁ ପରୀ



ରାଜସ୍ଥାନର ଯୋଧପୁର ଠାରେ ମିଗ ୨୭ ଦୁର୍ଘଟଣା

Bhagyaprabha News Bureau | ଦେଶଦୁନିଆ | | 1307 | Read...

ରାଜସ୍ଥାନର ଯୋଧପୁର ଠାରେ ମିଗ ୨୭ ଦୁର୍ଘଟଣା

ରାଜସ୍ଥାନର ଯୋଧପୁର ଠାରେ ରବିବାର ଦିନ ଭାରତୀୟ ବାୟୁ ସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ



ବସରେ ନିର୍ବାଚନ ପ୍ରଚାର କରିବେ ନବୀନ

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 1306 | Read...

ବସରେ ନିର୍ବାଚନ ପ୍ରଚାର କରିବେ ନବୀନ

ଜମିଲାଣି ନିର୍ବାଚନୀ ପ୍ରଚାର । ମଇଦାନକୁ ଓହ୍ଲାଇ ସାରିଲେଣି ନବୀନ । ଜାତୀୟଦଳମାନଙ୍କ ଫୋକସରେ ରହିଛି ଓଡିଶା । ନବୀନ ନାମାଙ୍କନ ଦାଖଲ କରିବା ପରେ ନିର୍ବାଚନ ପ୍ରଚାର ବସରେ କରିବେ । ପ୍ରଚାର ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ



ସିକ୍ୟୁରିଟି ଗାର୍ଡ ହତ୍ୟା ଘଟଣା ଜଣେ ଗିରଫ

Bhagyaprabha News Bureau | ଅପରାଧ | | 1305 | Read...

ସିକ୍ୟୁରିଟି ଗାର୍ଡ ହତ୍ୟା ଘଟଣା  ଜଣେ ଗିରଫ

ଭୂବନେଶ୍ୱର ମାର୍ବଲ ଦୋକାନର ଏକ ସିକୁିରିଟି ଗାର୍ଡ ଙ୍କ ସନ୍ଦେହ ଜନକ ହତ୍ୟା ମାମଲ।ରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସିକ୍ୟୁରିଟି ଗାର୍ଡଙ୍କ ହତ୍ୟା ପରେ ଦିବାକର ଭୂୟାଁ ଓ ଓରଫ ବାବୁନା ଫେରାର ଥିଲେ । ଏହି ଘଟଣାରେ ପୋଲ



ଜମ୍ମୁରେ ସଡକ ଦୂର୍ଘଟଣା ,୫ ମୃତ ୨ ଆହାତ

Bhagyaprabha News Bureau | ଦେଶଦୁନିଆ | | 1304 | Read...

ଜମ୍ମୁରେ ସଡକ ଦୂର୍ଘଟଣା ,୫ ମୃତ ୨ ଆହାତ

ଜାମ୍ମୁ କାଶ୍ମୀରର ରାଜୈାର ଜିଲ୍ଲାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏହି ସଡକ ଦୂର୍ଘଟଣାରେ ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୍ ଜଣ ଆହାତ ହୋଇଛନ୍ତି ।ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କର।।ଇଛି । ସୂଚନ



ଚିତ୍ରକୋଣ୍ଡାରେ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

Bhagyaprabha News Bureau | ଅପରାଧ | ମାଲକାନଗିରି | 1303 | Read...

ଚିତ୍ରକୋଣ୍ଡାରେ  ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ମାଓ ଅଧୁଷିତ ଅଞ୍ଚଳ ମାଲକାନଗିରି ଓ ଚିତ୍ରକୋଣ୍ଡା ରେ ନିର୍ବାଚନ ପ।ଇଁ ଜିଲ୍ଲା ପ୍ରଶାସନ ତରଫରୁ ରଣକୈାଶଳ ଆରମ୍ଭ କର।ଯାଇଛି । ବିଧାନସଭା ନିର୍ବାଚନକୁ ସ୍ୱଛ ଓ ଅବାଧ କରିବା ପାଇଁ ପ୍ରଶାସନ ତରଫରୁ ଜୋରଦାର ରଣକୈାଶଳ ଆରମ୍ଭ କର



ଗଞ୍ଜାମରେ ବ୍ଲକ ସ୍ତରୀୟ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1302 | Read...

ଗଞ୍ଜାମରେ ବ୍ଲକ ସ୍ତରୀୟ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ନେହୁରୁ କେନ୍ଦ୍ର ତରଫରୁ ଏକ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଣିପଡା ଗ୍ରାମ ଓମ୍ ମାଁ ନାରାୟଣୀ ଯୁବ ସେବା ସଂଘ ପରିସରରେ



ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦୀପକଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ

Bhagyaprabha News Bureau | ଖେଳ | | 1300 | Read...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦୀପକଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର କହିଛି, ଦୀପକ ତଲଓ୍ଵାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଧନଶୋଧନ ମାମଲାରେ ଅସ୍ଥାୟୀ ଭାବେ ୧୨୦ କୋଟି ଟଙ୍କା ମୂଲ୍ୟର ହୋଲିଡେ ଇନ୍‌ ହୋଟେଲକୁ ଜବତ କରାଯାଇଛି। ଏଜେନ୍



ବିଜେଡି ଛାଡିଲେ ରଘୁନାଥ ମହାନ୍ତି

Bhagyaprabha News Bureau | ଖେଳ | | 1299 | Read...

ବିଜେଡି ଛାଡିଲେ ରଘୁନାଥ ମହାନ୍ତି

ସାଧାରଣ ନିର୍ଜବାଚନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ଟାଣୁଆ ନେତା । ସେହି କ୍ରମରେ ରାଜ୍ୟର ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ତଥା ପୂର୍ପବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଇସ୍ତଫା ଦେଇ ରବିବାର ବିଜେଡି ଛାଡିଛନ୍ତି ।



ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ପାରାଦୀପ ନିର୍ବାଚନ ମଣ୍ଡଳୀ

Bhagyaprabha News Bureau | ଖେଳ | | 1298 | Read...

ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ପାରାଦୀପ ନିର୍ବାଚନ ମଣ୍ଡଳୀ

ରାଜ୍ୟ ରାଜିନୀତିକୁ ଦିଶା ଦେଉଥିବା ଉପକୂଳବର୍ତ୍ତୀ ଓଡିଶାର ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ପାଣିପାଗ ଏବେ ସରଗରମ । ଗୋଟିଏପଟେ ବରିଷ୍ଠ ନେତା ଦାମଦୋର ରାଉତ ବାଲିକୁଦା ଏରସମାରୁ ବିଜେପି ଦଳରୁ ଟିକେଟ ପାଇ ନିର୍ବାଚନ ବୈତ



ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସର ଯୁବରାଜ

Bhagyaprabha News Bureau | ରାଜନୀତି | | 1297 | Read...

ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସର ଯୁବରାଜ

ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ରଣ କୌଶଳ ପ୍ରସ୍ତୁତ କରୁଥିବାବେଳେ କିଏ କେଉଁଠି ପାର୍ଥୀ ହେବ ତାକୁନେଇ ଲାଗିଛି ଟଣାଓଟରା । ଏହିପରିଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଟି ସ୍ଥାନର



ତାପ୍ତିଗଙ୍ଗା ଏକ୍ସପ୍ରେସ୍‌ ଲାଇନଚ୍ୟୁତ,୧୦ ଆହତ

Bhagyaprabha News Bureau | ଦେଶଦୁନିଆ | | 1296 | Read...

ତାପ୍ତିଗଙ୍ଗା ଏକ୍ସପ୍ରେସ୍‌ ଲାଇନଚ୍ୟୁତ,୧୦  ଆହତ

ବିହାରର ଛପ୍ରା ଅନ୍ତର୍ଗତ ଗୌତମ ଅସ୍ଥାନ ନିକଟରେ ତପ୍ତି-ଗଙ୍ଗା ଏକ୍ସପ୍ରେସ୍‌ ଟ୍ରେନ୍‌ର ୧୦ଟି ବଗି ଲାଇଲ୍‌ଚ୍ୟୁତ ହେବାରୁ ୧୦ ଜଣ ଲୋକ ଆହତ ହୋଇଛନ୍ତି।ଏହି ରେଳ ଦୁର୍ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳ



ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁଙ୍କୁ ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି

Bhagyaprabha News Bureau | ଦେଶଦୁନିଆ | | 1295 | Read...

ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁଙ୍କୁ ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି

ବାୟୁସେନାର ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁଙ୍କୁ ନୂଆ ଦାୟତ୍ୱ । ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ମୁଖ୍ୟ ଭାବେ ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଏନ୍‌ଏସ୍ ଧିଲୋଁ ଦେଶର ପରମାଣୁ



ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

Bhagyaprabha News Bureau | ଦେଶଦୁନିଆ | | 1294 | Read...

ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସେହି ଗସ୍ତକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲର ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବାକୁ ମନୋନୀତ ହୋଇଛନ୍ତି। ଡ



ଜଳେଶ୍ୱରରୁ ଜବତ ହେଲା ୧୨୦ ଗ୍ରାମ ବ୍ରାଉନସୁଗାର ,୩ ଗିରଫ

Bhagyaprabha News Bureau | ଅପରାଧ | ବାଲେଶ୍ବର | 1293 | Read...

ଜଳେଶ୍ୱରରୁ ଜବତ ହେଲା  ୧୨୦ ଗ୍ରାମ ବ୍ରାଉନସୁଗାର ,୩ ଗିରଫ

ବାଲେଶ୍ୱର ଜିଲା ଜଳେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ହୋଟେଲ୍‌ ମିର୍ଚି ନିକଟରେ ଗୋଟାଏ ଧଳା ଇଣ୍ଡିଗୋ ସିଏସ୍‌ କାର୍‌ରୁ ୧୨୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଜଗତ୍‌ସ



ଝାରସୁଗୁଡ଼ା ଏୟାରପୋର୍ଟରୁ ଆରମ୍ଭ ହେବ ବିମାନସେବା

Bhagyaprabha News Bureau | ଓଡ଼ିଶା | ଝାରସୁଗୁଡ଼ା | 1292 | Read...

ଝାରସୁଗୁଡ଼ା ଏୟାରପୋର୍ଟରୁ  ଆରମ୍ଭ ହେବ ବିମାନସେବା

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ ବିମାନସେବା ଆରମ୍ଭ ହେବ ।। ଘରୋଇ ସଂସ୍ଥା ସ୍ପାଇସ ଜେଟ୍ ଏହି ସେବା ଆରମ୍ଭ କରିବାକୁ ଯାଉଥିବାରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୮୯ ସିଟ୍ ବିଶିଷ୍ଟ



ଗଞ୍ଜାମ- ଭଂଞ୍ଜନଗର ଓକିଲ ସଙ୍ଘର ନିର୍ବାଚନ

Bhagyaprabha News Bureau | ରାଜନୀତି | | 1291 | Read...

ଗଞ୍ଜାମ- ଭଂଞ୍ଜନଗର ଓକିଲ ସଙ୍ଘର ନିର୍ବାଚନ

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଆଲତିଆ, ବିମ୍ବାଧର ଷଡଙ୍ଗି , ରମେଶ ଚନ୍ଦ୍ର ପଣ୍ଡା ଙ୍କ ପ୍ରାପ୍ତ ସୂଚନା ପ୍ରକାରେ ବରିଷ୍ଠ ଆଇନଜୀବ



ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହମଲା!

Bhagyaprabha News Bureau | ଦେଶଦୁନିଆ | | 1290 | Read...

ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କୀ ହମଲା!

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀମାନେ କରିଛନ୍ତି । ଆଜି ଅପରାହ୍ନରେ ଆତଙ୍କବାଦୀ ମାନେ ବାରାମୁଲାରେ ଜଣେ ସାଧାରଣ ନାଗରିକକୁ ଗୁଳି କରି ହତ୍ୟା କରିବାସହ ବନିହାଲରେ ଅଞ୍ଚଳରେ ଏକ କାରରେ ବିସ୍ଫୋରଣ ମଧ୍ୟ କରିଛନ୍ତି । ଏହା



ଚାମୁଣ୍ଡେଶ୍ୱରୀ ପୀଠରେ ବିଶ୍ୱ କଲ୍ୟାଣ ବାସନ୍ତିକ ଚଣ୍ଡି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1289 | Read...

ଚାମୁଣ୍ଡେଶ୍ୱରୀ ପୀଠରେ ବିଶ୍ୱ କଲ୍ୟାଣ ବାସନ୍ତିକ ଚଣ୍ଡି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଉପକଣ୍ଠରେ ରହିଥିବା ମାଁ ଚାମୁଣ୍ଡା ଦେବୀ ପୀଠ ପ୍ରାଙ୍ଗଣରେ ଶନିବାର ଅପରାହ୍ନରେ ବିଶ୍ୱ କଲ୍ୟାଣ ବାସନ୍ତିକ ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧୁ ଭାଷ୍କର ତୀର୍ଥ ଲକ



ସଡକ ଦୁର୍ଘଟଣା; ୧ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 1288 | Read...

ସଡକ ଦୁର୍ଘଟଣା; ୧ ଗୁରୁତର

ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁରୁଣା ମୈାଳଭଞ୍ଜା ଗ୍ରାମ ନିକଟରେ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ସଡକ ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଗୁରୁତର ବାଇ



ସାମରଡା - କରଡ଼ାବଣି ଛକରେ ଦୁର୍ଘଟଣା , ଜଣେ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 1287 | Read...

ସାମରଡା - କରଡ଼ାବଣି ଛକରେ ଦୁର୍ଘଟଣା , ଜଣେ ଗୁରୁତର

ଗଞ୍ଜାମଜିଲ୍ଲା ଅନ୍ତର୍ଗତ ସାମରଡା - କରଡ଼ାବଣି ଛକ ନିକଟରେ ଟ୍ରକ-ବାଇକ ଦୁର୍ଘଟଣା ଘଟିଛି । ଏପି୨୪ଟିଏ୩୫୨୩ ନମ୍ବର ଟ୍ରକ ଭଞ୍ଜନଗର ରୁ ଦଶପଲ୍ଲା ଯାଉଥିବା ବେଳେ ବିପରୀତ ଦିଗରୁ ଓଆର୦୭ଜି୩୫୨୫ ନମ୍ବର ବାଇକ ଆସୁଥିବା ସମୟରେ ସା



ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ, ରସାନନ୍ଦ ସଭାପତି, ହର ସଂପାଦକ।

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1286 | Read...

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ, ରସାନନ୍ଦ ସଭାପତି, ହର ସଂପାଦକ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ନିର୍ବାଚନ ଅଧିକାରୀ ପ୍ରଭାକର ରାଉତଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ, ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତ ସଭାପ



ଆଇପିଏଲ: ଆଠ ୱିକେଟରେ ୧୭୭ ରନ ସହ ପଞ୍ଜାବର ବିଜୟ

Bhagyaprabha News Bureau | ଖେଳ | | 1285 | Read...

ଆଇପିଏଲ: ଆଠ ୱିକେଟରେ ୧୭୭ ରନ ସହ ପଞ୍ଜାବର ବିଜୟ

ଆଇପିଏଲ କ୍ରିକେଟରେ ଶନିବାର ୨ଟି ମ୍ୟାଚ ଖେଳାଯାଉଛି । ଆଜି ଅପରାହ୍ଣରେ ମୋହାଲିଠାରେ କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ଓ ମୁମ୍ବଇ ଇଣ୍ଡିଆନ୍‍ସ ମଧ୍ୟରେ ମୁକାବିଲା ହେଉଛି। କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ଟସ୍ ଜିତି ବୋଲିଂ କ



ସରିଲା +୨ ପରୀକ୍ଷା : ୫୮ଟି ସେଣ୍ଟରରେ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଖାତାଦେଖା

Bhagyaprabha News Bureau | ଶିକ୍ଷା | | 1284 | Read...

ସରିଲା +୨ ପରୀକ୍ଷା : ୫୮ଟି ସେଣ୍ଟରରେ ଏପ୍ରିଲ ପ୍ରଥମ ସପ୍ତାହରୁ  ଆରମ୍ଭ ହେବ ଖାତାଦେଖା

ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିବାବେଳେ ଶୀଘ୍ର ପରୀକ୍ଷା ଫଳ ପ୍ରକାଶର ଲକ୍ଷ ରଖିଛି ପରିଷଦ । ଏପ୍ରିଲ ପ୍ରଥମ ସପ୍ତାହରୁ ଖାତାଦେଖା ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ ୫୮ଟି ସେଣ୍ଟର ଚୟନ କରାଯାଇଛି ଯେଉଁଠି ଖାତାଦ



ବିଜେପିରେ ଯୋଗ ଦେଲେ ଅର୍ଜୁନ ସେଠୀ

Bhagyaprabha News Bureau | ରାଜନୀତି | | 1283 | Read...

ବିଜେପିରେ ଯୋଗ ଦେଲେ ଅର୍ଜୁନ ସେଠୀ

ବିଜେଡିରୁ ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ବିଜେଡିରେ ଟିକେଟ ବଣ୍ଟନରେ ଅନିୟମିତତା ଓ ତାଙ୍କ ପୁଅଙ୍କୁ ଭଦ୍ରକ ଲୋକସଭା ଆସନ ଲାଗି ଦଳୀୟ ଟିକେଟ ଦିଆ ନଯିବାରୁ ସେ ଅସନ୍ତ



ନିତି ଆୟୋଗ ଉଚ୍ଛେଦ ହେବ- ରାହୁଲ

Bhagyaprabha News Bureau | ଖେଳ | | 1282 | Read...

ନିତି ଆୟୋଗ ଉଚ୍ଛେଦ ହେବ- ରାହୁଲ

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରାଯିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ଏହା କହିଛନ୍ତି।ହୁ ରାହୁଲ ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ନିତି ଆୟୋ



ଜି ମାଧବନ ନାଏର ଙ୍କୁ ମିଳିଲା ହତ୍ୟା ଧମକ

Bhagyaprabha News Bureau | ଖେଳ | | 1281 | Read...

ଜି ମାଧବନ ନାଏର ଙ୍କୁ ମିଳିଲା ହତ୍ୟା ଧମକ

ପୂର୍ବତନ ଇସ୍ରୋ ମୁଖ୍ୟ ତଥା ବିଜେପି ନେତା ଜି ମାଧବନ ନାଏରଙ୍କୁ ହତ୍ୟା ଧମକ ମିଳିଛି। ପୁଲିସ୍‌ ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ କମିଟ ଗଠନ କରି ତଦନ୍ତ ଆରମ୍ଭ କରିଛି। ଏକ ଚିଠି ଜରିଆରେ ଥିରୁଭନନ୍ତପୁରମ ଠାରେ ରହୁଥିବା ଜି ମା



୧୧୦ କେଜି ସୁନା ଜବତ

Bhagyaprabha News Bureau | ଖେଳ | | 1280 | Read...

୧୧୦ କେଜି ସୁନା ଜବତ

ସୁନା ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ କରିଛି ଡିରେକ୍ଟୋରେଟ ରେଭିନ୍ୟୁ ଅଫ୍‌ ଇଣ୍ଟଲଜେନ୍ସ(ଡିଆର୍‌ଆଇ)। ମୁମ୍ବାଇରେ ସୁନା ଚୋରା ଚାଲାଣ ଗ୍ୟାଙ୍ଗକୁ ଡିଆର୍‌ଆଇ ଠାବ କରିବା ସହ ୧୧୦ କେଜି ସୁନାକୁ ଜବତ କରିବାରେ ସକ



ଆଜି ଘୋଷଣା ହୋଇପାରେ ବିଜେଡି ର ପରବର୍ତ୍ତୀ ପ୍ରାଥୀ ତାଲିକା

Bhagyaprabha News Bureau | ଖେଳ | | 1279 | Read...

ଆଜି ଘୋଷଣା ହୋଇପାରେ ବିଜେଡି ର ପରବର୍ତ୍ତୀ ପ୍ରାଥୀ ତାଲିକା

ଆଜି ବିଜେଡିର ବଳକାଥିବା ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଆସିପାରେ । ଏନେଇ ନବୀନ ନିବାସରେ ନେତାଙ୍କ ଭିଡ଼ ମଧ୍ୟ ଜୋର ଧରିଛି । କିଏ ଟିକେଟ୍ ପାଇବ ଆଉ କାହାର ପତ୍ତା କଟିବ ତାକୁ ନେଇ ଚାଲିଛି ନବୀନ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: