ଖବର ସଂଗ୍ରହ

.



ପୁଲିସ ହାତରେ ଧରାପଡିଲା ସିରିଅଲ କିଲର, ଗଙ୍ଗାରେ ବୁଡ ପକାଇ ପାପ ଧୋଇବା ପାଇଁ ପହଂଚିଥିଲା କୁମ୍ଭ ମେଳା

Bhagyaprabha News Bureau | ଦେଶଦୁନିଆ | | 214 | Read...

ପୁଲିସ ହାତରେ ଧରାପଡିଲା ସିରିଅଲ କିଲର, ଗଙ୍ଗାରେ ବୁଡ ପକାଇ ପାପ ଧୋଇବା ପାଇଁ ପହଂଚିଥିଲା କୁମ୍ଭ ମେଳା

ପ୍ରୟାଗରାଜରେ କୁମ୍ଭ ମେଳା ଚାଲୁଛି । ଯେଉଁଠି ସାରା ଦୁନିଆର ଲୋକ ଗଙ୍ଗାରେ ବୁଡ ପକାଇ ପାପ ଧୋଇବାକୁ ପହଂଚୁଛନ୍ତି । କିନ୍ତୁ ପ୍ରୟାଗରାଜରେ ଏମିତି ଜଣେ ବ୍ୟକ୍ତି ପାପ ଧୋଇବା ପାଇଁ ପହଂଚିଲେ, ଯାହାକୁ ପୁଲିସ ଖୋଜୁଥିଲା । କଲୁଆ



ଜାମ ଯୋଗୁଁ ୩ ବର୍ଷର ଶିଶୁର ମୃତ୍ୟୁ ହେବା ଘଟଣା: ୪ ଜଣଙ୍କୁ ଗିରଫ କଲା କ୍ୟାପିଟାଲ୍ ଥାନା ପୁଲିସ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 213 | Read...

ଜାମ ଯୋଗୁଁ ୩ ବର୍ଷର ଶିଶୁର ମୃତ୍ୟୁ ହେବା ଘଟଣା: ୪ ଜଣଙ୍କୁ ଗିରଫ କଲା କ୍ୟାପିଟାଲ୍ ଥାନା ପୁଲିସ

ଜାମ ଯୋଗୁ ଖାରବେଳନଗର ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଆମ୍ବୁଲାନ୍ସରେ ଚାଲିଗଲା ନିରୀହ ଶିଶୁ ସୁହାନୀର ଜୀବନ। ଘଟଣା ଘଟିବାର ଅନେକ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଖାରବେଳନଗର ଥାନା ପୁଲିସ ଏନେଇ ମାମଲା ରୁଜୁ କରିବା ତ ଦୂରର



ଏ.ଏସ୍‌.ବି.ଏମ ବିଶ୍ୱବିଦ୍ୟାଳୟକୁ କ୍ୟାବିନେଟର ମଞ୍ଜୁରୀ

Bhagyaprabha News Bureau | ଓଡ଼ିଶା | | 212 | Read...

ଏ.ଏସ୍‌.ବି.ଏମ ବିଶ୍ୱବିଦ୍ୟାଳୟକୁ କ୍ୟାବିନେଟର ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟକୁ ବିଶ୍ବବିଦ୍ୟାଳୟ କରିବାକୁ ସ୍ଥିର କରାଯାଇଛି । ସେହ



ତାତିଲେ ଗୋଲଡେନ୍ ଲ୍ୟାଣ୍ଡ୍ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀ!!ଆର୍ଡିସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 211 | Read...

ତାତିଲେ ଗୋଲଡେନ୍ ଲ୍ୟାଣ୍ଡ୍ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀ!!ଆର୍ଡିସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗୋଲଡେନ୍ ଲ୍ୟାଣ୍ଡ୍ ଓ ଜି.ଏଲ.ପି ଚିଟ୍ ଫଣ୍ଡ୍ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥି



ଦ୍ୱିତୀୟ ଜୟବର୍ଦ୍ଧନ ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

Bhagyaprabha News Bureau | ଖେଳ | ଗଞ୍ଜାମ | 210 | Read...

ଦ୍ୱିତୀୟ ଜୟବର୍ଦ୍ଧନ ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁସ୍କାର ବିତରଣ ଉତ୍ସବ ଅନୁଷ୍ଠିତ  ।

ବ୍ରହ୍ମପୁରସ୍ଥିତ ଟାଉନ ହଲ ପରିସରରେ ଡାଉମଣ୍ଡ ଜୁବୁଲି ଅବସରରେ ଦ୍ୱିତୀୟ ଜୟବର୍ଦ୍ଦନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଦକ୍ଷିଣାଞ୍ଚଳ ଡିଆଇଜି ଆ



ସଡକ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 209 | Read...

ସଡକ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତର

ଆଜି ଦିନ ୧୧ ଘଣ୍ଟା ସମୟରେ ପାଟପୁର ଥାନା ଅନ୍ତର୍ଗତ ଦିଗପହଣ୍ଡି - ଆସିକା ମୁଖ୍ୟ ରାସ୍ତା ଚୁଡଙ୍ଗପୁର ଠାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ



ଝାଡଖଣ୍ଡରେ ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ

Bhagyaprabha News Bureau | ଅପରାଧ | | 208 | Read...

ଝାଡଖଣ୍ଡରେ ପୋଲିସ ଏନକାଉଣ୍ଟରରେ  ୩ ମାଓବାଦୀ ନିହତ

ଝାଡଖଣ୍ଡରେ ପୋଲିସ- ମାଓବାଦୀ ମୁହାଁମୁହିଁ । ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି୩ ଜଣ ମାଓବାଦୀ ।ଝାଡଖଣ୍ଡ ପଶ୍ଟିମ ସିଂହଭୂମି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ଏହି ଅଂଚଳରେ ହୋଇଥିବା ପୋଲିସ ଏ



ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ

Bhagyaprabha News Bureau | ରାଜନୀତି | କଟକ | 207 | Read...

 ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ

ବିଜେପିର ଫୋକସରେ ଓଡିଶା । ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଉଛି । ଏନେଇ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ । କଟକ ସତ୍ୟଭାମାପୁରରେ ପହଚିଂ



ବିବାଦ ନଥିବା ଜମିକୁ .ଫେରେଇବାକୁ ଅନୁରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କେନ୍ଦ୍ରସରକାର

Bhagyaprabha News Bureau | ଦେଶଦୁନିଆ | | 206 | Read...

ବିବାଦ ନଥିବା ଜମିକୁ .ଫେରେଇବାକୁ  ଅନୁରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କେନ୍ଦ୍ରସରକାର

ଅଯୋଧ୍ୟା ରାମଜନ୍ମ ଭୂମି ବିବାଦ ଆଜି ନୂଆ ମୋଡ ନେଇଛି । ଏହି ମାମାଲରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି , ବିବାଦୀୟ ଜମି ପାଶ୍



ପୁଅର ଫେରିବା ବାଟ କୁ ଅନେଇ ବସିଛି ମା ।

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 205 | Read...

ପୁଅର ଫେରିବା ବାଟ କୁ ଅନେଇ ବସିଛି ମା ।

କେବେ ଫେରିବ ପୁଅ, ଅନାଇ ବସିଛି ମା । ସରୁନି ମା’ ଆଖିର ଲୁହ ।ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ 29 ଦିନ ଧରି ପୁଅର ଫେରିବା ବାଟକୁ ଅନାଇ ବସିଛି ମା ।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୁରୁଷୋତ୍ତମ ପୁ



ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ପରଲୋକ

Bhagyaprabha News Bureau | ଦେଶଦୁନିଆ | | 204 | Read...

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ପରଲୋକ

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପରଲୋକ । ୮୮ ବର୍ଷ ବୟସରେ ଦିଲ୍ଲୀରେ ଏକ ଘରୋଇ ହସପିଟାଲରେ ଫର୍ଣ୍ଣାଣ୍ଡିଜଙ୍କ ପରଲୋକ ହୋଇଛି । କିଛି ଦିନ ହେଲା ସେ ସ୍ୱାଇନ ଫ୍ଲୁରେ ପୀଡିତ ଥିଲେ । ଅଟଳ ବିହାରୀ ବାଜପ



ବେସରକାରୀ ବିଦ୍ୟାଳୟ ବିରୁଦ୍ଧରେ ସ୍ବତନ୍ତ୍ର ଅଧ୍ୟାଦେଶ ଜାରି ପାଇଁ ଦାବି

Bhagyaprabha News Bureau | ଶିକ୍ଷା | | 203 | Read...

ବେସରକାରୀ ବିଦ୍ୟାଳୟ ବିରୁଦ୍ଧରେ ସ୍ବତନ୍ତ୍ର ଅଧ୍ୟାଦେଶ ଜାରି ପାଇଁ ଦାବି

ଘରୋଇ ସ୍କୁଲଗୁଡ଼ିକ ମନ ଇଚ୍ଛା ଫି’ ଆଦାୟ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର ଅଧ୍ୟାଦେଶ ଜାରି ହୋଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଉ ଅଳ୍ପ ଦିନ ପରେ ନୂତନ ଶିକ୍ଷାବର୍ଷ ଆରମ୍



୨୦ ଫୁଟ୍‌ ତଳକୁ ଖସିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

Bhagyaprabha News Bureau | ଅପରାଧ | | 202 | Read...

୨୦ ଫୁଟ୍‌ ତଳକୁ ଖସିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଘମରା ପୋଲ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।



କୁମ୍ଭମେଳା ବୁଲିବାକୁ ଯାଇ ସନାତନ ଧର୍ମରେ ସାମିଲ ହେଲେ ବିଦେଶୀନି

Bhagyaprabha News Bureau | ଦେଶଦୁନିଆ | | 201 | Read...

କୁମ୍ଭମେଳା ବୁଲିବାକୁ ଯାଇ ସନାତନ ଧର୍ମରେ ସାମିଲ ହେଲେ ବିଦେଶୀନି

କୁମ୍ଭମେଳା ବୁଲିବାକୁ ଆସିଥିବା ବିଦେଶିନୀ ସାଜିଲେ ସନ୍ୟାସିନୀ ! ଗ୍ରହଣ କଲେ ସନାତନ ଧର୍ମ, ବୈଦିକ ସଂସ୍କୃତିର ପ୍ରସାର କରିବାକୁ ନେଲେ ସଂକଳ୍ପ । ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଦେଶୀମାନଙ୍କୁ ଆକୃଷ୍ଟ କରିଆସିଛି ।



ରାଜ୍ୟରେ ପୁଅ ତୁଳନାରେ ଝିଅ ହାର କମ ନେଇ ଚିନ୍ତା ଉଦବେଗଜନକ

Bhagyaprabha News Bureau | ଓଡ଼ିଶା | | 200 | Read...

ରାଜ୍ୟରେ ପୁଅ ତୁଳନାରେ ଝିଅ ହାର କମ ନେଇ ଚିନ୍ତା ଉଦବେଗଜନକ

ରାଜ୍ୟରେ ଉଦ୍‌ବେଗଜନକ ଭାବେ କମୁଛି ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ପୁଣି ଅଲୋଡ଼ା ଶିଶୁକନ୍ୟା। ଲାଲ୍‌ କପଡ଼ାରେ ଗୁଡ଼ା ହୋଇଥିବା କଅଁଳା ଝିଅଟିକୁ ହତାଦର କରି ଦେଇଛି ଜନ୍ମଦାତ୍ରୀ। ରାସ୍ତା କଡ଼ରେ ଶୀତରେ କୁଆଁ କୁଆଁ କାନ୍



ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା ପରେ ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ, ନବ କହିଲେ ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ଆଶୀର୍ବାଦ ନେଇ ମୈଦାନକୁ ଓହ୍ଲାଇବେ

Bhagyaprabha News Bureau | ରାଜନୀତି | | 199 | Read...

ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା ପରେ ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ, ନବ କହିଲେ ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ଆଶୀର୍ବାଦ ନେଇ ମୈଦାନକୁ ଓହ୍ଲାଇବେ

ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ । ଆଜି ବିଧାନସଭା ଆସି ବାଚସ୍ପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଛି । ସାଧାରଣ ନିର୍ବା



ବିବାଦରେ ଫସିଲେ ସୋନୁ, ବେଆଇନ୍‌ ଭାବେ କରୁଥିଲେ ଏମିତି କାମ

Bhagyaprabha News Bureau | ମନୋରଞ୍ଜନ | | 198 | Read...

ବିବାଦରେ ଫସିଲେ ସୋନୁ, ବେଆଇନ୍‌ ଭାବେ କରୁଥିଲେ ଏମିତି କାମ

ନିକଟରେ ରିଲିଜ୍‌ ହୋଇଥିବା ‘ସିମ୍ବା’ରେ ଭିଲିଆନ୍‌ ଚରିତ୍ରରେ ଅଭିନୟ କରିଥିବା ସୋନୁ ସୁଦ୍‌ ଏବେ ବିବାଦରେ ଫସି ଯାଇଛନ୍ତି। ବିବାଦଟି ସମ୍ପୁର୍ଣ୍ଣ ବ୍ୟକ୍ତିଗତ। ଜାଣିଛନ୍ତି କାରଣଟା କ’ଣ ? ବାବୁ କୁଆଡେ ନିଜ ଘରେ ବ



ପାରିବାରିକ କଳହରୁ ସ୍ତ୍ରୀ କୁ ଲୁହାରଡ ରେ ପିଟି ପିଟି ହତ୍ୟା କଲା ସ୍ୱାମୀ

Bhagyaprabha News Bureau | ଅପରାଧ | | 197 | Read...

ପାରିବାରିକ କଳହରୁ ସ୍ତ୍ରୀ କୁ ଲୁହାରଡ ରେ ପିଟି ପିଟି ହତ୍ୟା କଲା ସ୍ୱାମୀ

ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଜଣେ ବିବାହୀତ ମହିଳା ଙ୍କୁ ପିଟି ପିଟି ହତ୍ୟା କଲା ନିଜର ସ୍ୱାମୀ । ଅବସରପ୍ରାପ୍ତ ସାମରିକ ବିଭାଗର କର୍ମଚାରୀ ବି.ବାବୁଲା ସେନାପତି ଅନ୍ୟ ଏକ ମହିଳା ଙ୍କ ସହ



ଡାହାଣୀ ସନ୍ଦେହରେ ମା ସହ ୪ ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ : ୬ଗିରଫ, ୩ ଫେରାର

Bhagyaprabha News Bureau | ଅପରାଧ | ସୁନ୍ଦରଗଡ଼ | 196 | Read...

ଡାହାଣୀ ସନ୍ଦେହରେ ମା ସହ ୪ ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ : ୬ଗିରଫ, ୩ ଫେରାର

ସୁନ୍ଦରଗଡ଼ କୋଇଡ଼ାରେ ଡାହାଣୀ ସନ୍ଦେହରେ ମା ସହ ୪ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କ



ରାଜ୍ୟପାଳ ପୁରସ୍କାର ପାଇଲେ ପୋଲିସ କନଷ୍ଟେବଳ ସୋମନାଥ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 195 | Read...

ରାଜ୍ୟପାଳ ପୁରସ୍କାର ପାଇଲେ  ପୋଲିସ କନଷ୍ଟେବଳ ସୋମନାଥ

୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପୁରସ୍କାର ପାଇଛନ୍ତି ଗଞ୍ଜାମ ଜିଲ୍ଲାର ପୋଲିସ କନଷ୍ଟେବଳ ସୋମନାଥ ସ୍ୱାଇଁ ।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଠାରୁ ସେ ଭୁବନେଶ୍ୱର ଠାରେ ସମ୍ମାନିତ ହୋଇଛନ୍ତି । ଶ୍ରୀ ସ୍



କେନ୍ଦ୍ରୀୟ ଯୋଜନାକୁ ନେଇ ଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Bhagyaprabha News Bureau | ରାଜନୀତି | | 194 | Read...

କେନ୍ଦ୍ରୀୟ ଯୋଜନାକୁ  ନେଇ ଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଳୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରାଯାଇଛି । ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ର ସରକାର ଆବଶ୍ୟକତା ଠାରୁ କମ ଅର୍ଥ ଦେଉଥିବା ନେଇ କହି



ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଝିଅଙ୍କ କମାଲ- ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

Bhagyaprabha News Bureau | ଖେଳ | | 193 | Read...

ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଝିଅଙ୍କ କମାଲ- ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ ଅନ୍ତର୍ଜାତୀୟ ରାଇଫଲ୍‌ ସୁଟିଂରେ କମାଲ ଦେଖାଇଛନ୍ତି। ଜର୍ମାନର ମୁନିଚ୍‌ରେ ଖେଳାଯାଇଥିବା ଏଚ୍‌ ଆଣ୍ଡ ଏନ୍‌ କପ୍‌ ଇଣ୍ଟରନ୍ୟାସନାଲ ଚାମ୍ପିୟନସିପ୍‌ର ମିକ୍ସ ଏୟାର ରାଇଫଲ୍‌ ବର୍ଗ



କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ନିସ୍ତିପୁର ଟିମ୍‌ ବିଜୟୀ

Bhagyaprabha News Bureau | ଖେଳ | ଗଞ୍ଜାମ | 192 | Read...

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ନିସ୍ତିପୁର ଟିମ୍‌ ବିଜୟୀ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ପଥରପୁଞ୍ଜି ଗ୍ରାମରେ ଓମ୍ ଶାନ୍ତି ଓମ୍ କ୍ରିକେଟ କ୍ଳବ ପକ୍ଷରୁ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସାନଖେମୁଣ୍ଡି ବ୍ଳକର ପୂର୍ବତନ ବିଧ



ଛାତ୍ରବତ୍ସଳ ଶିକ୍ଷକଙ୍କ ପରଲୋକ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 191 | Read...

  ଛାତ୍ରବତ୍ସଳ ଶିକ୍ଷକଙ୍କ ପରଲୋକ

ଗଞ୍ଜାମ ଜିଲ୍ଲାର ଦିଗରହଣ୍ଡି ବ୍ଳକ କିଶପଡା ପଞ୍ଚାୟତର କେଦାରପୁର ଗ୍ରାମରେ ରହୁଥିବା ଜଣାଶୁଣା ପରଲୋକ ଛାତ୍ରବତ୍ସଳ ଶିକ୍ଷକ ଇ. ସନାତନ ଦୋରା (୪୮) ଙ୍କ ଗତରାତିରେ ପରଲୋକ ହୋଇଯାଇଛି । ସେ ଗତକିଛି ଦିନ ଧରି ନିମୋନିଆ ରୋଗରେ ପୀଡ



ଗଛକୁ ପିଟିହୋଇ ବାଇକ ଚାଳକ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 190 | Read...

ଗଛକୁ ପିଟିହୋଇ ବାଇକ ଚାଳକ ମୃତ

ଦିଗପହଣ୍ଡି- ଗଞ୍ଜାମ ଜିଲ୍ନୂାର ନୂଆଗାଁ ଥାନା ଅନ୍ତର୍ଗତ ଗଡସାମନ୍ତରାପୁର ନିକଟରେ ଏକ ଗଛକୁ ପିଟିହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପ଼ଡିଛି । ମୃତ ଚାଳକ ଜଣକ ହେଲେ ଖମ୍ବାରିଗାଁ ପଞ୍ଚାୟତର ବାଇଗଣବାଡି ପଲ୍



ନ୍ୟୁଜଲ୍ୟାଣ୍ଡରେ ଭାରତର ଐତିହାସିକ ସିରିଜ ବିଜୟ

Bhagyaprabha News Bureau | ଖେଳ | | 189 | Read...

ନ୍ୟୁଜଲ୍ୟାଣ୍ଡରେ ଭାରତର ଐତିହାସିକ ସିରିଜ ବିଜୟ

ଅଷ୍ଟ୍ରେଲିଆ ପରେ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ କମାଲ କରିଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆରେ ପ୍ରଥମଥର କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିଥିବା ବିରାଟ୍‌ ଆଣ୍ଡ କୋ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ



ଜନ୍ମମାଟିରେ ଜଳିଲା ସହିଦ ପୁଅର ଚିତା, ଶୋକାକୁଳ ପରିବେଶ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 188 | Read...

ଜନ୍ମମାଟିରେ ଜଳିଲା ସହିଦ ପୁଅର ଚିତା, ଶୋକାକୁଳ ପରିବେଶ

ଖୋର୍ଦ୍ଧା: ଗାଁ ମାଟିରେ ଜଳିଲା ସହିଦ ହେମନ୍ତ କୁମାର ପଣ୍ଡାଙ୍କ ଚିତା । ପଞ୍ଚଭୂତରେ ବିଲୀନ ହେଲା ସହିଦ ପୁଅର ମର ଶରୀର । ଜନ୍ମମାଟି ବେଗୁନିଆର ଅଠରାଙ୍ଗରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଦେ



ପୁଣି ଦେଖାଗଲାଣି ବାର୍ଡ ଫ୍ଲୁ ! ନିଆଳୀରେ ୪ ଦିନ ମଧ୍ୟରେ ମଲେଣି ୫୫ କୁକୁଡା

Bhagyaprabha News Bureau | ଓଡ଼ିଶା | କଟକ | 187 | Read...

ପୁଣି ଦେଖାଗଲାଣି ବାର୍ଡ ଫ୍ଲୁ ! ନିଆଳୀରେ ୪ ଦିନ ମଧ୍ୟରେ ମଲେଣି ୫୫ କୁକୁଡା

କଟକ ଜିଲ୍ଲା ନିଆଳି ଅଂଚଳରେ ବାର୍ଡ ଫ୍ଲୁ ସନ୍ଦେହ । ବାହାରଣା ପଂଚାୟତ ଏବଂ ନିଆଳି ନିକଟ ଧଉଳିଆରେ ଅସ୍ୱାଭାବିକ ଭାବରେ କାଉ କୁକୁଡା ମରିପଡିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ନିଆଳୀ ଅଂଚଳରେ ଆତଙ୍କ ଖେଳି ଯାଇଛି । ଗତ ଚାର



ପଦ୍ମ ଧରିଲେ ଅଭିନେତ୍ରୀ ଈଶା କୋପ୍ପିକର, ମିଳିଲା ଏହି ଦାୟିତ୍ୱ

Bhagyaprabha News Bureau | ରାଜନୀତି | | 186 | Read...

ପଦ୍ମ ଧରିଲେ ଅଭିନେତ୍ରୀ ଈଶା କୋପ୍ପିକର, ମିଳିଲା ଏହି ଦାୟିତ୍ୱ

ବଲିଉଡ୍‌ ଅଭିନେତ୍ରୀ ଈଶା କୋପ୍ପିକର ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ପଦ୍ମ ଧରିବା କ୍ଷଣି ତାଙ୍କ ବିଜେପି ମହିଳା ପରିବହନ ୱିଙ୍ଗର କା



ସହିଦ ଅମର ରହେ: ହେମନ୍ତ ପଣ୍ଡାଙ୍କର ଆଜି ହେବ ଅନ୍ତିମ ସଂସ୍କାର,ପୈତୃକ ଗାଁରେ ଦିଆଯିବ ଶେଷ ସଲାମ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 185 | Read...

ସହିଦ ଅମର ରହେ: ହେମନ୍ତ ପଣ୍ଡାଙ୍କର ଆଜି ହେବ ଅନ୍ତିମ ସଂସ୍କାର,ପୈତୃକ ଗାଁରେ ଦିଆଯିବ ଶେଷ ସଲାମ

ଜମ୍ମୁକଶ୍ମୀରରେ ଶହୀଦ ହୋଇଥିବା ହେମନ୍ତ ପଣ୍ଡାଙ୍କର ଆଜି ଶେଷ କୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ଜନ୍ମମାଟି ବେଗୁନିଆର ଅଠରାଙ୍ଗରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । ଗତରାତିରେ ଏୟାର ଇଣ୍ଡିଆର ଏ



ପୂର୍ବତମ ଶିକ୍ଷା ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ । ୯୦ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ

Bhagyaprabha News Bureau | ଓଡ଼ିଶା | | 184 | Read...

ପୂର୍ବତମ ଶିକ୍ଷା ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ । ୯୦ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ

ଆଜି ସକାଳେ ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କର ଭୁବନେଶ୍ୱର ଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ବୟସାଧିକ୍ୟ ଯୋଗୁଁ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବ



୨.୦ ପରେ ଏହି ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର ଆସିବେ ଖିଲାଡ଼ି ଷ୍ଟାର୍‌

Bhagyaprabha News Bureau | ମନୋରଞ୍ଜନ | | 183 | Read...

୨.୦ ପରେ ଏହି ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର ଆସିବେ ଖିଲାଡ଼ି ଷ୍ଟାର୍‌

ମେଗାଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମ ୨.୦ରେ ଖଳନାୟକ ଭୂମିକା କରିବା ପରେ ବଲିଉଡ୍‌ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର ଏବେ ନେଗେଟିଭ୍ ଚରିତ୍ରର ନିଶାରେ ମାତିଛନ୍ତି। ଖୁବ୍‌ ଶୀଘ୍ର ଏହି ସୁପର୍‌ଷ୍ଟାର୍‌ଦକ୍ଷିଣ ଭାରତର



ଜୀବିତ ଅବସ୍ଥାରେ କାଦର ଖାନଙ୍କ ସ୍ୱପ୍ନ ପୂରଣ ହୋଇପାରିନଥିଲା ! ଏବେ ମୃତ୍ୟୁ ପରେ ପାଇବାକୁ ଯାଉଛନ୍ତି ଏହି ସମ୍ନାନ ।

Bhagyaprabha News Bureau | ମନୋରଞ୍ଜନ | | 182 | Read...

ଜୀବିତ ଅବସ୍ଥାରେ କାଦର ଖାନଙ୍କ ସ୍ୱପ୍ନ ପୂରଣ ହୋଇପାରିନଥିଲା ! ଏବେ ମୃତ୍ୟୁ ପରେ ପାଇବାକୁ ଯାଉଛନ୍ତି ଏହି ସମ୍ନାନ ।

ଅନେକ ଦିନ ପର‌୍ୟ୍ୟନ୍ତ ରୋଗଗ୍ରସ୍ତ ହୋଇ ରହିବା ପରେ ଶେଷରେ ଡିସେମ୍ବର ୩୧ରେ ମୃତ୍ୟୁବରଣ କରିଥିଲେ ବଲିଉଡ୍ ଅଭିନେତା କାଦର ଖାନ୍ । ସେ ୨୦୦ରୁ ଅଧିକ ଫିଲ୍ମ କରିଥିବା ବେଳେ ଅନେକ ଫିଲ୍ମ ପାଇଁ ଡାଏଲଗ ଲେଖିଥିଲେ । ଏତେ ଭଲ କାମ କ



୧୨ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Bhagyaprabha News Bureau | ଓଡ଼ିଶା | | 181 | Read...

୧୨ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ବିଦର୍ଭ ଓ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶଠାରୁ ଦକ୍ଷିଣ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ



ପୋଲ ତଳକୁ ଖସିଲା ବସ୍‌, ଦୁଇ ମୃତ

Bhagyaprabha News Bureau | ଓଡ଼ିଶା | | 180 | Read...

ପୋଲ ତଳକୁ ଖସିଲା ବସ୍‌, ଦୁଇ ମୃତ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲକୋ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ପୋଲରୁ ଖସି ପଡ଼ିବାରୁ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଭବାନୀପାଟଣା



୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ମନ୍ତ୍ରଣାଳୟ ସହ ଓଡିଶାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିବେ ଆଲୋଚନା

Bhagyaprabha News Bureau | ରାଜନୀତି | | 179 | Read...

୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ମନ୍ତ୍ରଣାଳୟ ସହ ଓଡିଶାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିବେ ଆଲୋଚନା

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଳୀରେ ପହଁଚିବା ପରେ ନବୀନ କହିଛନ୍ତି କେନ୍ଦ୍ର ନିକଟରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ସହ ଓଡି



ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ମ୍ୟାଚ ବିଜୟ ସହ ସିରିଜ କବଜା ଲକ୍ଷ୍ୟରେ ଭାରତ, କିୱି ଦଳ ପାଇଁ କର ବା ମର ସ୍ଥିତି

Bhagyaprabha News Bureau | ଖେଳ | | 178 | Read...

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ମ୍ୟାଚ ବିଜୟ ସହ ସିରିଜ କବଜା ଲକ୍ଷ୍ୟରେ ଭାରତ, କିୱି ଦଳ ପାଇଁ କର ବା ମର ସ୍ଥିତି

ଆଜି ମାଉଂଟ ମାଉଙ୍ଗାନୁଇରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ଜାରି ରହିଛି । ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଛି । ଭାରତୀୟ ଦଳରେ ଦୁଇଟି ପରିବର୍ତନ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ଦିନ



ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ-ଯୋଗ ଦେଲେ କାଳିଆ ଚାଷୀ ମହାସମାବେଶରେ

Bhagyaprabha News Bureau | ଓଡ଼ିଶା | | 177 | Read...

ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ-ଯୋଗ ଦେଲେ କାଳିଆ ଚାଷୀ ମହାସମାବେଶରେ

ପୁରୀ ଜିଲ୍ଲା ମାଳତିପାଟପୁର ପରେ ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ପଡ଼ିଆରେ ଏକ ବିଶାଳ ଚାଷୀ ସମାବେଶରେ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଚାଷୀମାନଙ୍କୁ ‘କାଳିଆ&rsquo



୫ ଜଣଙ୍କ ହତ୍ୟା ଘଟଣାରେ ୬ଜଣଙ୍କୁ ଅଟକ ରଖିଛି ପୁଲିସ

Bhagyaprabha News Bureau | ଅପରାଧ | ସୁନ୍ଦରଗଡ଼ | 175 | Read...

୫ ଜଣଙ୍କ ହତ୍ୟା ଘଟଣାରେ ୬ଜଣଙ୍କୁ ଅଟକ ରଖିଛି ପୁଲିସ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଇନ୍ଦୁପୁର ଗାଁରେ ଜଣେ ମହିଳା ଓ ତାଙ୍କ ଚାରି ଛୁଆଙ୍କୁ ହତ୍ୟା ଘଟଣାରେ ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଛି ବୋଲି ସୂଚନା ମିଳି



ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 174 | Read...

 ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ।ଏହି ମେଳାରେ କନ୍ଧମାଳ ହଳଦୀ ସାଙ୍ଗକୁ କେନ୍



ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ଗୀତା ସାହିତ୍ୟକ ଗୀତା ମେହେଟା

Bhagyaprabha News Bureau | ଓଡ଼ିଶା | | 173 | Read...

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ଗୀତା ସାହିତ୍ୟକ ଗୀତା ମେହେଟା

ଭୁବନେଶ୍ୱର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଏକ ପ୍ରେସ ନୋଟ୍ ମାଧ୍ୟମରେ ସେ ତାଙ୍କର ଏହି ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଗୀତା



ବ୍ରହ୍ମପୁର ମହାନଗର ମହୋତ୍ସବ ଉଦଘାଟିତ

Bhagyaprabha News Bureau | ମନୋରଞ୍ଜନ | | 172 | Read...

ବ୍ରହ୍ମପୁର ମହାନଗର ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର କେସି ହାଇସ୍କୁଲ ପଡିଆ ପରିସରରେ ୧୦ ଦିନିଆ ବ୍ରହ୍ମପୁର ମହାନଗର ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଦଘାଟକ ରୂପେ ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଯୋଗଦେଇ ଏହି



ଏସ୍ଏମ୍ଆଇଟିରେ ଜାତୀୟ ବାଳିକା ଶିଶୁ ଦିବସ ପାଳିତ

Bhagyaprabha News Bureau | ଶିକ୍ଷା | | 171 | Read...

ଏସ୍ଏମ୍ଆଇଟିରେ ଜାତୀୟ ବାଳିକା ଶିଶୁ ଦିବସ ପାଳିତ

ବ୍ରହ୍ମପୁର- ସ୍ଥାନୀୟ ହିଲପାଟଣା ସ୍ଥିତ ସଞ୍ଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ଏସ୍ଏମ୍ଆଇଟି)ରେ ଆଜି ଜାତୀୟ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି ।ଏସ୍ଏମ୍ଆଇଟିର ସଭାପତି ତଥା ବିଜେଡି ନେତା ଡ. ଭଗବାନ ଗନ୍ତାୟତ



ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 169 | Read...

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ଫେବୃୟାରୀ ମାସର ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତରେ ଏହି ଅବସରରେ ଘୃତଯଜ୍ଞ , ଅନ୍ନ



ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ -ଏ ନେଇ କଣ କହୁଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଙ୍କ ସହ ସାକ୍ଷାତକାର

Bhagyaprabha News Bureau | ସାକ୍ଷାତକାର | | 167 | Read...

ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ -ଏ ନେଇ କଣ କହୁଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଙ୍କ ସହ  ସାକ୍ଷାତକାର

ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ -ଏ ନେଇ କଣ କହୁଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଙ୍କ ସହ ସାକ୍ଷାତକାର



ଗଞ୍ଜାମ -ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ

Bhagyaprabha News Bureau | ଓଡ଼ିଶା | | 166 | Read...

ଗଞ୍ଜାମ -ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଦିଗପହଣ୍ଡି ବଜାରସାହିସ୍ଥିତ ଗାନ୍ଧୀଛକ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍



ଭୈରବୀ ମନ୍ଦିରରୁ ଲୁଟିନେଲେ ଦୁର୍ବୁତ୍ତ

Bhagyaprabha News Bureau | ଓଡ଼ିଶା | ବୌଦ୍ଧ | 164 | Read...

ଭୈରବୀ ମନ୍ଦିରରୁ ଲୁଟିନେଲେ ଦୁର୍ବୁତ୍ତ

ବୌଦ୍ଧ ଜିଲ୍ଲା ପୁରୁଣାକଟକର ଆରାଧ୍ୟଦେବୀ ଭୈରବୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ମନ୍ଦିରର ତାଲା ଭାଙ୍ଗି ୫ଟି ରୁପା ମୁକୁଟ ଓ ୫ଟି ରୁପା ଛତ୍ର ଚୋରି ହୋଇଛି। ଏନେଇ ପରୁଣାକଟକ ଥାନାରେ ଅ



୯୦ ରନରେ ଭାରତ ବିଜୟୀ।

Bhagyaprabha News Bureau | ଖେଳ | | 163 | Read...

୯୦ ରନରେ ଭାରତ ବିଜୟୀ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମାଙ୍ଗାନୁଇରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଭାରତ ୯୦ ରନ୍‌ରେ ବିଜୟୀ ହୋଇଛି। ଏହା ସହିତ ଦଳ ସିରିଜ୍‌ରେ ୨-୦ରେ ଆଗୁଆ



ରେଶମ ସହରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 162 | Read...

ରେଶମ ସହରରେ  ୭୦ତମ  ସାଧାରଣତନ୍ତ୍ର ଦିବସ ପାଳିତ

70ତମ ସାଧରଣତନ୍ତ୍ର ଦିବସ ବ୍ରହ୍ମପୁର ଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡ଼ ଆୟୋଜିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପଙ୍ଗ ଆଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍



ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ 70ତମ ସାଧାରଣତନ୍ତ୍ର ଦିବସ ପାଳିତ|

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 161 | Read...

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ 70ତମ ସାଧାରଣତନ୍ତ୍ର ଦିବସ ପାଳିତ|

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ 70ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେବା ସହିତ ଆନୁଷ୍



କେନ୍ଦ୍ରୀୟଜୋନ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

Bhagyaprabha News Bureau | ଓଡ଼ିଶା | | 158 | Read...

କେନ୍ଦ୍ରୀୟଜୋନ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ବ୍ରହ୍ମପୁର ; ସମ୍ବଲପୁରରେ ଆୟୋଜିତ କେନ୍ଦ୍ରୀୟଜୋନ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି। ସମ୍ବଲପୁରସ୍ଥିତ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି କେନ୍ଦ୍ରୀୟ ଜୋନ



ସ୍ଥାନୀୟ ନିଯୁକ୍ତି ଦାବୀ କରି ଗ୍ରାସୀମ ସମୁଖରେ ଧାରଣ

Bhagyaprabha News Bureau | ଓଡ଼ିଶା | | 157 | Read...

ସ୍ଥାନୀୟ ନିଯୁକ୍ତି ଦାବୀ କରି ଗ୍ରାସୀମ ସମୁଖରେ ଧାରଣ

ଗଞ୍ଜାମ ଗ୍ରାସୀମ ଇଣ୍ଡଷ୍ଟ୍ରି ରେ ସ୍ଥାନୀୟ ଯୁବକକୁ ନିଯୁକ୍ତି ଦାବି ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ 24ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ,ଜୟଶ୍ରୀ କେମିକାଲ ସ୍କୁଲ ରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି



ଆଜାଦ୍ ହିନ୍ଦ ବିକାଶ ସଂଘ ତରଫରୁ ରକ୍ତ ଦାନ ଶିବିର

Bhagyaprabha News Bureau | ମନୋରଞ୍ଜନ | | 156 | Read...

ଆଜାଦ୍ ହିନ୍ଦ ବିକାଶ ସଂଘ ତରଫରୁ ରକ୍ତ ଦାନ ଶିବିର

ବ୍ରହ୍ମପୁର ସହରର ଫାଷ୍ଟ ଗେଟ ଠାରେ ଆଜାଦ ହିନ୍ଦ ବିକାଶ ସଂଘର ସଭାପତି ନିଳାଞ୍ଚଳ ବିସୟୀଙ୍କ ନେତୃତ୍ବରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ ହେଵା ସହ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇ



ଗଛରେ ପିଟି ହେଲା ବୋଲେରୋ : ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ

Bhagyaprabha News Bureau | ଅପରାଧ | | 154 | Read...

ଗଛରେ ପିଟି ହେଲା ବୋଲେରୋ : ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ

ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛ



କାର ସହ ଅଟୋ ମୁହାଁମୁହିଁ ଧକ୍କା : ୪ ଗୁରୁତର

Bhagyaprabha News Bureau | ଅପରାଧ | | 152 | Read...

କାର  ସହ ଅଟୋ ମୁହାଁମୁହିଁ ଧକ୍କା : ୪ ଗୁରୁତର

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଛକ ନିକଟରେ ଗୁରୁବାର ଦିନ ସକାଳ ୧୧ ଘଣ୍ଟ ସମୟରେ ଏକ ମାରୁତି କାର ଓ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜ



ବିଜେଡି ଆଇ.ଟି ସେଲର କନକ୍ଲେଭ

Bhagyaprabha News Bureau | ଓଡ଼ିଶା | | 151 | Read...

ବିଜେଡି ଆଇ.ଟି ସେଲର କନକ୍ଲେଭ

ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକ୍ରମରେ ବିଜେଡି ଆଇଟି ଓ୍ୱିଙ୍ଗ୍ ଆଇଟି କନକ୍ଲେଭ ବିଜୁ ଛାତ୍ର ଜନତା ଦଳ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କନକ୍ଲେଭରେ ଉଦବୋଧନ ଦେଇ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମୁଁ ଆନନ୍ଦ



ସାରା ରାଜ୍ୟରେ ଘନ କୁହୁଡି-ଜନଜୀବନ ଅସ୍ତବ୍ୟସ୍ତ

Bhagyaprabha News Bureau | ଓଡ଼ିଶା | | 150 | Read...

ସାରା ରାଜ୍ୟରେ ଘନ କୁହୁଡି-ଜନଜୀବନ ଅସ୍ତବ୍ୟସ୍ତ

କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି। ଲୋକେ କୁଆଡ଼େ ଯିବେ? କେଉଁ ବାଟେ ଯିବେ? ଆଗକୁ ରାସ୍ତା ଅଛି କି



ପୋଲସରା ରେ ପାଳିତ ହେଲା ନେତାଜୀ ଜୟନ୍ତୀ

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 149 | Read...

ପୋଲସରା ରେ ପାଳିତ ହେଲା ନେତାଜୀ ଜୟନ୍ତୀ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ବିଜୁ ଯୁବ ବାହିନୀ ତରଫରୁ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ପୋଲସରା ଗୋପବନ୍ଧୁ ହାଇସ୍କୁଲରେ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତହୋଇଯାଇଛି। ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସା



ଗଞ୍ଜାମ ସରସ୍ବତୀ ଶିଶୁ ମନ୍ଦିରରେ ନେତାଜୀ ଜୟନ୍ତୀ

Bhagyaprabha News Bureau | ମନୋରଞ୍ଜନ | | 148 | Read...

ଗଞ୍ଜାମ ସରସ୍ବତୀ ଶିଶୁ ମନ୍ଦିରରେ ନେତାଜୀ ଜୟନ୍ତୀ

ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗଂଜାମ ସହରର ବିଶିଷ୍ଟ ସମାଜସେବୀ ତଥା ପରିଚାଳନା କମିଟି ର ଉପଦେଷ୍ଟା ଶ୍



ଗଞ୍ଜାମ-ସୋରଡ଼ାରେ କଂଗ୍ରେସ ର ନିର୍ବାଚନ ପ୍ରସ୍ତୁତି ବୈଠକ

Bhagyaprabha News Bureau | ମନୋରଞ୍ଜନ | | 147 | Read...

ଗଞ୍ଜାମ-ସୋରଡ଼ାରେ କଂଗ୍ରେସ ର  ନିର୍ବାଚନ ପ୍ରସ୍ତୁତି ବୈଠକ

ଆଗକୁ ସାଧାରଣ ନିର୍ବବାଚନ ।ଏହାକୁ ନେଇ ସବୁଠି ରାଜନୈତିକ ଦଳ ଗୁଡିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ସୋରଡା ଠାରେ ଜିଲ୍ଲା କ°ଗ୍ରେସ ପକ୍ଷରୁ ଆୟୋଜିତ ନିର୍ବାଚନ ପ୍ରସ୍ତୁତି ବୈଠକ ।ଜିଲ୍ଲା କ°ଗ



ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

Bhagyaprabha News Bureau | ଓଡ଼ିଶା | | 146 | Read...

ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

ଓଡ଼ିଶାରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)। ସୋମବାର ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୋନା ପକ୍ଷରୁ ବିକ୍ଷୋଭ ପ୍ରଦର



ଯୁବତୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା-ବ୍ୟାଙ୍କ କ୍ୟାସିଆରଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

Bhagyaprabha News Bureau | ଅପରାଧ | | 145 | Read...

ଯୁବତୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା-ବ୍ୟାଙ୍କ  କ୍ୟାସିଆରଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ-ଜଣେ ଯୁବତୀଙ୍କୁ ପ୍ରେମ କରି ସ°ପର୍କ ରଖିବା ଶେଷରେ ମହଙ୍ଗା ପଡିଛି ।ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଏଭଳି ପ୍ରେମ ଘଟଣାକୁ ପରିବାର ବର୍ଗ ବିରୋଧ କରି ଶେଷରେ ବ୍ୟାଙ୍କ କ୍ୟାସିଆର ବିନୟ କୁମାର ବେହେରାଙ୍କୁ ହତ୍ୟା



ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୧୦ମୃତ ୨୫ରୁ ଉର୍ଦ୍ଦ ଆହତ

Bhagyaprabha News Bureau | ଓଡ଼ିଶା | | 144 | Read...

ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୧୦ମୃତ  ୨୫ରୁ ଉର୍ଦ୍ଦ ଆହତ

ଫୁଲବାଣୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟି ପଡ଼ିଛି। ଘଟଣାସ୍ଥଳରେ ୧୦ ମୃତ୍ୟୁହୋଇଛି। ୨୫ ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବାଲିଗୁଡ଼ା ଡାକ୍ତରଖାନା ଓ ବ



ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟାକ୍ରମ

Bhagyaprabha News Bureau | ମନୋରଞ୍ଜନ | | 143 | Read...

ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟାକ୍ରମ

ଗଞ୍ଜାମ ଜିଲ୍ଲାର ଯଶୋଦା ଫାଉଣ୍ଡେସନ ଛତ୍ରପୁର ସ୍ଥିତ ଅନ୍ୱେଷା ଅନୁଷ୍ଠାନ ପରିସରରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଓ ଏକାକୀ ମହିଳା, ପୁରୁଷ ମାନଙ୍କୁ ମାଗଣା ଶୀତବସ୍ତ୍ର ବଣ୍



ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

Bhagyaprabha News Bureau | ରାଜନୀତି | | 142 | Read...

ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ ଜ଼ିଲ୍ଲାରେ ହେବାକୁ ଥିବା ସାଧାରଣ ର୍ନିବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଁଚିଛି। ସୋମବାର ୩୧୧ଜଣଙ୍କୁ ନିର୍ବାଚନ ସମ୍ପର୍କୀୟ ତାଲିମ ଆରମ୍ଭ ହୋଇଛି ଚଳିତଥର ପ୍ରତି ବୁଥରେ ଚୁନାଓ ପାଠଶାଳା ଆୟୋଜନ କରାଯିବ ବୋଲ



ମୁଁ ବଞ୍ଚିବାକୁ ଚାହେଁ ସଚେତନତା ପତ୍ର ଉନ୍ମୋଚିତ

Bhagyaprabha News Bureau | ମନୋରଞ୍ଜନ | | 141 | Read...

ମୁଁ ବଞ୍ଚିବାକୁ ଚାହେଁ ସଚେତନତା ପତ୍ର ଉନ୍ମୋଚିତ

ସହରରେ ମୁଁ ବି ବଞ୍ଚିବାକୁ ଚାହେଁ ସଚେତନତା ପତ୍ର ଉନ୍ମୋଚନ କାର୍ଯ୍ୟକ୍ରମ ଖଲିକୋଟ କଲେଜ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଦିର୍ଘ ଚାରି ମାସ ଧରି ସବୁଜ ବାହିନୀ ତରଫରୁ ସହରର ପ୍ରାୟ ଦୁଇ ହଜାର ବୃକ୍ଷ ଗୁଡିକରୁ କଣ୍ଟା,ହୋଡ



ବୁଣାକାର ମହାସଭାର ସମାବେଶ

Bhagyaprabha News Bureau | ମନୋରଞ୍ଜନ | | 140 | Read...

ବୁଣାକାର ମହାସଭାର ସମାବେଶ

ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଗଞ୍ଜାମ ଜିଲ୍ଲା କ୍ଷିତିବଂଶ ବୁଣାକାର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ



ଗଞ୍ଜାମ-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ

Bhagyaprabha News Bureau | ମନୋରଞ୍ଜନ | | 139 | Read...

ଗଞ୍ଜାମ-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ

ଗଞ୍ଜାମ ଜିଲ୍ଲାର ଐତିହାସିକ ଗଞ୍ଜାମ ସହରରେ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ର ଉପ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ଦାସ,ସମ୍ନାନ



ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

Bhagyaprabha News Bureau | ମନୋରଞ୍ଜନ | | 138 | Read...

ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରରେ ପ୍ରଥମ ପର୍ଯ୍ୟାୟ ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହର ୧ ରୁ ୪0 ନମ୍ବର ୱାର୍ଡକୁ ନେଇ ବିଭିନ୍ନ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ମେଧାବୃତି ଯୋଜନା,ବିଭିନ୍ନ



ପିକନିକ କରିବାକୁ ଆସି ସମୁଦ୍ରରେ ବୁଡି ଗଲେ ପାଞ୍ଚ ଛାତ୍ର

Bhagyaprabha News Bureau | ମନୋରଞ୍ଜନ | | 137 | Read...

ପିକନିକ କରିବାକୁ ଆସି ସମୁଦ୍ରରେ ବୁଡି ଗଲେ ପାଞ୍ଚ ଛାତ୍ର

ପିକନିକ ପାଇଁ ଆସିଥିବା ବେଳେ ଘଟିଛି ଅଘଟଣ ।ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀଠରେ ପିକ୍‌ନିକ୍‌ କରିବାକୁ ଆସି ସମୁଦ୍ରରେ ବୁଡ଼ିଗଲେ ୫ ଛାତ୍ର । ୩ ଛାତ୍ର ମୃତ, ଅନ୍ୟ ୨ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି ।ମୃତକ ଭୁବନେଶ୍ବ



ଭଂଞ୍ଜନଗର-ଜିଲୁଣ୍ଡୁ ପଞ୍ଚାୟତରେ ଆୟୋଜିତ ହେଲା ପିଠା କାର୍ଯ୍ୟକ୍ରମ

Bhagyaprabha News Bureau | ମନୋରଞ୍ଜନ | | 136 | Read...

ଭଂଞ୍ଜନଗର-ଜିଲୁଣ୍ଡୁ ପଞ୍ଚାୟତରେ ଆୟୋଜିତ ହେଲା ପିଠା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ଭଂଞ୍ଜନଗର ଉପକଣ୍ଠ ଜିଲୁଣ୍ଡି ପଞ୍ଚାୟତରେ ଆୟୋଜିତ ହୋଇଯାଇଛି ପିଠା କାର୍ଯ୍ୟକ୍ରମ । ସ୍ଥାନୀୟ ସରପଞ୍ଚ ସସ୍ମିତା ପ୍ରଧାନ ଏବଂ ସମିତିସଭ୍ୟ ଲୋପାମୁଦ୍ରା ଆରୁଖ ଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବ



ବ୍ରହ୍ମପୁର-ଜାନୁୟାରୀ ୨୬ ରୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ମହାନଗର ମହୋତ୍ସବ

Bhagyaprabha News Bureau | ମନୋରଞ୍ଜନ | | 135 | Read...

  ବ୍ରହ୍ମପୁର-ଜାନୁୟାରୀ ୨୬ ରୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ମହାନଗର ମହୋତ୍ସବ

ବ୍ରହ୍ମପୁର ସହରରେ କଳା ଓ ସଂସ୍କୃତିର ବିକାଶ ପାଇଁ ଆସନ୍ତା ଜାନୁଆରୀ ୨୬ ତାରିଖରୁ ଉଦଘାଟିତ ହେବ ପଞ୍ଚମ ମହାନଗର ମହୋତ୍ସବ ୨୦୧୯ । ଏ ନେଇ ସହରର ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ (ସର୍କିଟ ହାଉସ) ପରିସରରେ ମହାନଗର ମହୋତ୍ସବ



ଛଅ ଜଣ ଯୁବକ ଯୁବତୀଙ୍କୁ ନେଇ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଆୟୋଜିତ ହେଲା ଗଣବିବାହ ଉତ୍ସବ

Bhagyaprabha News Bureau | ମନୋରଞ୍ଜନ | | 134 | Read...

ଛଅ ଜଣ ଯୁବକ ଯୁବତୀଙ୍କୁ ନେଇ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଆୟୋଜିତ ହେଲା ଗଣବିବାହ ଉତ୍ସବ

ବ୍ରହ୍ମପୁର ସହରର ଇନରହ୍ୱିଲ୍ କ୍ଲବ ସହାୟତାରେ ଆୟୋଜିତ ହୋଇଯାଇଛି ଗଣ ବିବାହ । ଆର୍ଥିକ ଅନାଟନ ସହ ଅନ୍ୟାନ୍ୟ କାରଣରୁ ବିବାହ କରି ପାରୁନଥିବା ୬ ଜଣ ଯୁବତୀଙ୍କୁ ଚିହ୍ନଟ କରି ପରିବାରର ସହମତିରେ କ୍ଲବ ପକ୍ଷରୁ ୬ ଜଣ ଚିହ୍ନଟ କର



ରାଜ୍ୟ ସରକାରଙ୍କ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି

Bhagyaprabha News Bureau | ଓଡ଼ିଶା | | 133 | Read...

ରାଜ୍ୟ ସରକାରଙ୍କ  ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି

ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୭ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ପ୍ରକଳ୍ପ ନିର୍



କନ୍ଧମାଳ ମହୋତ୍ସବର ଦ୍ୱିତୀୟ ସଂନ୍ଦ୍ୟାରେ ମନ ମୋହିଲା ପଲ୍ଲିଶ୍ରୀ ମେଳା

Bhagyaprabha News Bureau | ମନୋରଞ୍ଜନ | | 132 | Read...

କନ୍ଧମାଳ ମହୋତ୍ସବର ଦ୍ୱିତୀୟ ସଂନ୍ଦ୍ୟାରେ ମନ ମୋହିଲା  ପଲ୍ଲିଶ୍ରୀ ମେଳା

କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା କନ୍ଧମାଳ ମହୋତ୍ସବ ର ଦ୍ୱିତୀୟ ସଂନ୍ଦ୍ୟାରେ ଓଡିଶା ରାଜ୍ୟ ଖଣି ଇସ୍ପାତ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି



ରାମଜୀ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାକ୍ଷରତା ଅଭିଯାନ

Bhagyaprabha News Bureau | ମନୋରଞ୍ଜନ | | 131 | Read...

ରାମଜୀ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାକ୍ଷରତା ଅଭିଯାନ

ଦିଗପହଣ୍ଡି -ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରିବାରେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ସ୍ବାକ୍ଷରତା ଅଭିଯାନ । ସେହି ପ



ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ

Bhagyaprabha News Bureau | ମନୋରଞ୍ଜନ | | 130 | Read...

ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ

ଗଞ୍ଜାମ ଜିଲ୍ଲାରଧରାକୋଟ ବ୍ଲକ୍ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ପଞ୍ଚାୟତ ରେ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ୍ ରେ ମାନ୍ୟବର ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତି



୨୫ଜାନୁଆରୀରୁ ୩୧ ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ !

Bhagyaprabha News Bureau | ଅପରାଧ | | 129 | Read...

୨୫ଜାନୁଆରୀରୁ ୩୧ ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ !

ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ବ୍ଲକର ଆଭ୍ୟନ୍ତରୀୟ ଅଂଚଳରେ ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ



ମିଲିଟାରି ପୋଲିସରେ ସାମିଲ ହେବେ ମହିଳା

Bhagyaprabha News Bureau | ଦେଶଦୁନିଆ | | 128 | Read...

ମିଲିଟାରି ପୋଲିସରେ ସାମିଲ ହେବେ ମହିଳା

ଭାରତୀୟ ସେନାରେ ବର୍ତମାନ ସମୟରେ ମହିଳ ମାନଙ୍କ ଗୁରୁତ୍ୱ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମିଲିଟାରୀ ପୋଲିସରେ ମହିଳା ମାନେ ସାମିଲ ହେବେ ବୋଲି କହିଛନ୍ତି । ପାଖାପା



ବରିଷ୍ଠ ପୋଲିସ ଅଧିକାରୀ ଙ୍କ ତିନି ଦିନିଆ କର୍ମଶାଳା ଉଦଯାପିତ

Bhagyaprabha News Bureau | ଦେଶଦୁନିଆ | | 125 | Read...

ବରିଷ୍ଠ ପୋଲିସ ଅଧିକାରୀ ଙ୍କ ତିନି ଦିନିଆ କର୍ମଶାଳା ଉଦଯାପିତ

ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ କର୍ମଶାଳାର ଆଜି ଉଦଯାପନୀ ଦିବସ । ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସାଇବର ଅପରାଧ ନିୟନ୍ତ୍ରଣ ନେ



ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଭର୍ତ୍ତା ବୃଦ୍ଧି

Bhagyaprabha News Bureau | ମନୋରଞ୍ଜନ | | 123 | Read...

ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଭର୍ତ୍ତା ବୃଦ୍ଧି

ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି ସାମାଜିକ ସୁରକ୍ଷା ଭତ୍ତା । ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛି । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ



ଜଣେ ଅପ୍ରତିଦ୍ୱନ୍ଦି ମଞ୍ଚ କଳାକାର ଥିଲେ ସ୍ୱର୍ଗତ ଚିନଂ ବିଜୟ ପାତ୍ର

Bhagyaprabha News Bureau | ମନୋରଞ୍ଜନ | | 122 | Read...

ଜଣେ ଅପ୍ରତିଦ୍ୱନ୍ଦି ମଞ୍ଚ କଳାକାର ଥିଲେ ସ୍ୱର୍ଗତ ଚିନଂ ବିଜୟ ପାତ୍ର

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ନିବାସୀ ସ୍ୱର୍ଗତ ଚିନଂ ବିଜୟ ପାତ୍ର ରହିଥିଲେ ଜଣେ ଅପ୍ରତିଦ୍ୱନ୍ଦି ମଞ୍ଚ କଳାକାର ସାଙ୍ଗକୁ ସଙ୍ଗୀତ ଶିରୋମଣି । ସେ ଅନେକ ମଞ୍ଚରେ ଅଭିନୟ କରିବା ସାଙ୍ଗକୁ ଅନେକ ପ୍ରତିଭା ସୃଷ୍ଟି କରିପାରିଥି



ଦେଶରେ ସାହସିକତା ପୁରସ୍କାର ପାଇବେ ଚାରି ସାହସୀ ଓଡ଼ିଆ ପିଲା

Bhagyaprabha News Bureau | ଦେଶଦୁନିଆ | | 121 | Read...

ଦେଶରେ ସାହସିକତା ପୁରସ୍କାର ପାଇବେ ଚାରି  ସାହସୀ ଓଡ଼ିଆ ପିଲା

ଭୁବନେଶ୍ୱର-ଦେଶରେ ସାହସିକତା ପୁରସ୍କାର ପାଇବାକୁ ଯାଉଛନ୍ତି ଚାରି ଜଣ ସାହସୀ ଓଡ଼ିଆ ପିଲା ।ଓଡ଼ିଶାର ୪ ବାଳକ ଓ ବାଳିକାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବକୁ ସ୍ଥିର କରାଯାଇଛି । ଆସନ୍ତା ସାଧାରଣତନ୍ତ୍ର ଦିବ



ଖେମଣ୍ଡି ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ାଉତ୍ସବ ଉଦଯାପିତ

Bhagyaprabha News Bureau | ମନୋରଞ୍ଜନ | | 120 | Read...

ଖେମଣ୍ଡି ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ାଉତ୍ସବ ଉଦଯାପିତ

ଗଞ୍ଜାମ ; ଗଞ୍ଜାମ ଜିଲ୍ଲାର ଖେମଣ୍ଡି ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ାଉତ୍ସବ ଶୁକ୍ରବାର ଦିନ କଲେଜ ପଡିଆ ମଧ୍ୟରେ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷା ଡଃ . ହରପ୍ରିୟା ପଟ୍ଟନାୟକଙ୍କ ସଂଯୋଜନାରେ ଉଦଯା



ବାଇକ ଓ କାର ଧକ୍କାରେ ଦୁଇ ଗୁରୁତର

Bhagyaprabha News Bureau | ଅପରାଧ | | 119 | Read...

ବାଇକ ଓ କାର ଧକ୍କାରେ ଦୁଇ ଗୁରୁତର

ଦିଗପହଣ୍ଡି -ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପେଟ୍ରୋଲ ପମ୍ପ ନିକଟସ୍ଥ ସତ୍ୟନଗର ଠାରେ କାର ଓ ବାଇକ ଧକ୍କାରେ ଦୁଇ ଜଣ ଆହାତ ହୋଇଛନ୍ତି ।କାର ଚାଳକଙ୍କ ମା ଓ ଭଣଜା ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ଡି. ଗୌରୀ



ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

Bhagyaprabha News Bureau | ମନୋରଞ୍ଜନ | | 118 | Read...

 ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଗଞ୍ଜାମ ଜିଲ୍ଲାରସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମୀ ପଞ୍ଚାୟତ ର ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି



ଚିକିତ୍ସା ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ-ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Bhagyaprabha News Bureau | ଓଡ଼ିଶା | | 117 | Read...

ଚିକିତ୍ସା ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ-ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ଖାରିଆ ଗୁଡା ମେଡିକାଲ ରେ ରୋଗୀର ମୃତ୍ୟୁ । ମୃତ୍ୟୁ କୁ ନେଇ ଗ୍ରାମବାସୀଙ୍କ ଉତ୍ତେଜନା ସହ ରାସ୍ତା ରୋକ । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ ପରିବାରକୁ ଆର୍ଥିକ ସହାୟତା ଦାବ



ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ସମସ୍ତଙ୍କ ପାଇଁ ମାଗଣା ରକ୍ତ

Bhagyaprabha News Bureau | ଓଡ଼ିଶା | | 115 | Read...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ସମସ୍ତଙ୍କ ପାଇଁ ମାଗଣା ରକ୍ତ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧିକୁ ବୃଦ୍ଧି କରିଛନ୍ତି । ଏଣିକି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଉଭୟ ବିପିଏଲ୍ ଏବଂ ଏପିଏଲ୍ ଶ୍ରେଣ



ଗଞ୍ଜାମ-ଛତ୍ରପୁର ଟାଉନ କଂଗ୍ରେସ କର୍ମୀ ସମିଳନୀ

Bhagyaprabha News Bureau | ରାଜନୀତି | | 114 | Read...

ଗଞ୍ଜାମ-ଛତ୍ରପୁର ଟାଉନ କଂଗ୍ରେସ କର୍ମୀ ସମିଳନୀ

ଛତ୍ରପୁର.. କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାରେ ପ୍ରୟାସ ଜାରି ରହିଛି । ଜିଲ୍ଲାର ସଦରମହକୁମା ଛତ୍ରପୁର ଓ ଛତ୍ରପୁର ସହରରେ କଂଗ୍ରେସ ଦଳକୁ ପୁଣି ସଂଗଠିତ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦ୍ୟମ ଜାରି ରହିଥିବା



ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଲା କନ୍ଧମାଳ ବନ୍ଦ ପାଳନ

Bhagyaprabha News Bureau | ଓଡ଼ିଶା | | 112 | Read...

ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଲା କନ୍ଧମାଳ ବନ୍ଦ ପାଳନ

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି କନ୍ଧମାଳ ବନ୍ଦ। ଅଷ୍ଟମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାକୁ ପ୍ରତିବାଦ କରି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଜିଲ୍ଲାପାଳଙ୍କ ବଦଳି ସହ



ପିଠା ଯୋଜନାରେ କାର୍ଯ୍ୟକ୍ରମରେ ସାମିଲ ହେଲେ ଗେରେଡା ଗ୍ରାମବାସୀ

Bhagyaprabha News Bureau | ମନୋରଞ୍ଜନ | | 111 | Read...

ପିଠା ଯୋଜନାରେ କାର୍ଯ୍ୟକ୍ରମରେ ସାମିଲ ହେଲେ ଗେରେଡା ଗ୍ରାମବାସୀ

ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗେରେଡା ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପି.ଓ ବସନ୍ତକୁମାର ସାହୁ ସମ୍ୱନ୍ନିତ ଶିଶୁ ବିକାଶ ପ୍ରକଳ



ଦୁଇ ଚିକିତ୍ସକଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କଲେ ମୁଖ୍ୟ ଚିକିତ୍ସାଧିକାରୀ

Bhagyaprabha News Bureau | ଓଡ଼ିଶା | | 110 | Read...

ଦୁଇ ଚିକିତ୍ସକଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କଲେ ମୁଖ୍ୟ ଚିକିତ୍ସାଧିକାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟରେ ଯେପରି ଦୁଇ ଜଣ ଅସ୍ଥିଶଲ୍ୟ ବିଶେଷଜ୍ଞ ଖୋଲାଖୋଲି ରାଜ୍ୟ ସରକାରଙ୍କ ଘୋଷିତ ନିରାମୟ ଓ ନିଦାନ ଯୋଜନାକୁ ଉଲ୍ଲଙ୍ଘନ କରିବାକୁ ନେଇ ଦୁଇ ଜଣ ଚିକ



ଘରୋଇ ସୁରକ୍ଷା କର୍ମୀଙ୍କ ମହାନତା କାର୍ଯ୍ୟକୁ ବିଭିନ୍ନ ମହଲରେ କୃତଜ୍ଞତା

Bhagyaprabha News Bureau | ଓଡ଼ିଶା | | 109 | Read...

ଘରୋଇ ସୁରକ୍ଷା କର୍ମୀଙ୍କ ମହାନତା କାର୍ଯ୍ୟକୁ ବିଭିନ୍ନ ମହଲରେ କୃତଜ୍ଞତା

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପରିସରରେ ଘରୋଇ ମହିଳା ସୁରକ୍ଷା କର୍ମୀ ଙ୍କ ମହନତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶସା° କରାଯାଇଛି । ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ଧନଞ୍ଜୟପୁର ଗ୍ରାମର ସୁଲତା ବିଶ୍ୱାଳ ତ



ଗଞ୍ଜାମ -ସାନଖେମୁଣ୍ଡି ରେ ଆୟୋଜିତ ହେଲା ପିଠା କାର୍ଯ୍ୟକ୍ରମ

Bhagyaprabha News Bureau | ମନୋରଞ୍ଜନ | | 108 | Read...

ଗଞ୍ଜାମ -ସାନଖେମୁଣ୍ଡି ରେ ଆୟୋଜିତ ହେଲା ପିଠା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ପିଠା କାର୍ଯ୍ୟକ୍ରମ । ବ୍ଳକର ଏରଣ୍ଡା ,ଖଲିଙ୍ଗି, ଆଡ଼ପଡା,କଲରାପଦର,ଦୟାନିଧିପୂର ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ର



ଗଞ୍ଜାମ ଜିଲ୍ଲାରେ ମଦ ବିରୋଧି ଆନ୍ଦୋଳନ ରେ ସାମିଲ ହେଲେ ମହିଳା ସଂଘ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ

Bhagyaprabha News Bureau | ଅପରାଧ | | 107 | Read...

ଗଞ୍ଜାମ ଜିଲ୍ଲାରେ ମଦ ବିରୋଧି ଆନ୍ଦୋଳନ ରେ ସାମିଲ ହେଲେ ମହିଳା ସଂଘ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ

ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଗ୍ରାମପଞ୍ଚାୟତରେ ଦେଶୀ ଓ ବେଦେଶୀ ମଦ ଦୋକାନ ବନ୍ଦ କରିବା ଦାବି ନେଇ ୨୨ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବି



ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମକର୍ତ୍ତା

Bhagyaprabha News Bureau | ଓଡ଼ିଶା | | 106 | Read...

ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମକର୍ତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ସମସ୍ତ ଦାବି ମାନି ନେଇଥିବାରୁ ନବୀନ ନିବାସରେ ହଜାର ହଜାର ଅଙ୍ଗନବାଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏ



ଘରଚଟିଆ ସୁରକ୍ଷା ପାଇଁ ଚାଲିଛି ପ୍ରୟାସ

Bhagyaprabha News Bureau | ମନୋରଞ୍ଜନ | | 103 | Read...

ଘରଚଟିଆ ସୁରକ୍ଷା ପାଇଁ ଚାଲିଛି ପ୍ରୟାସ

ବ୍ରହ୍ମପୁର ଉପକଣ୍ଠ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲା ,ପୋଲସରା ବ୍ଲକ୍ ଢୁଙ୍କାପଡା ଗ୍ରାମ ଠାରେ ଘର ଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୋଲସରା ଗୋଷ୍ଠି ଉନ୍



ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ

Bhagyaprabha News Bureau | ଓଡ଼ିଶା | | 102 | Read...

ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୩୭ତମ ବାର୍ଷିକ ଉତ୍ସବ ସଭାପତି ହରିହର ସ୍ଵାଇଁ ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ହୋଇଥିଲା ।ସମ୍ମାନିତ ଅତିଥି ରୂପେ ମୀନାଖୀ ସାହୁ,ଅଧଃକ୍ଷା, ପଂଚାୟ



କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡି ର ସ୍ବାକ୍ଷରତା ଅଭିଯାନ

Bhagyaprabha News Bureau | ରାଜନୀତି | | 101 | Read...

କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡି ର ସ୍ବାକ୍ଷରତା ଅଭିଯାନ

ଗଞ୍ଜାମ ଜିଲ୍ଲାର ଛାତ୍ର ଓ ଯୁବ ବିଜେଡି ପକ୍ଷରୁ କେନ୍ଦ୍ରୀୟ ଅବହେଳାକୁ ନେଇ ସ୍ବାକ୍ଷରତା ଅଭିଯାନ ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ହୋଇଥିବାର ଅନେକ ନଜର ରହିଛି ।କେବିକେ ଯୋଜନା ଠାରୁ ଆରମ୍ଭ କରି ଅନେକ ଯୋଜନାରେ ଓଡିଶା ପ୍



ଧର୍ମଭାଇ ସାଜିଲା ସଇତାନ- ଧର୍ମ ଭଉଣୀକୁ ଏକ ତରଫା ପ୍ରେମ କରି କାମୁକ ଲକ୍ଷ୍ୟ ପୂରଣ ନହେବାରୁ ୬ ବର୍ଷର ବାଳକକୁ ହତ୍ୟା କଲା

Bhagyaprabha News Bureau | ଅପରାଧ | | 100 | Read...

ଧର୍ମଭାଇ ସାଜିଲା ସଇତାନ- ଧର୍ମ ଭଉଣୀକୁ ଏକ ତରଫା ପ୍ରେମ କରି କାମୁକ ଲକ୍ଷ୍ୟ ପୂରଣ ନହେବାରୁ  ୬ ବର୍ଷର ବାଳକକୁ ହତ୍ୟା  କଲା

ଧର୍ମଭାଇ ସାଜିଲା ସଇତାନ।ଫେସବୁକରେ ସ°ପର୍କ କରି ଜଣେ ମହିଳାଙ୍କୁ ଧର୍ମ ଭଉଣୀକୁ ବୋଲି ସମ୍ବେଦନ କରି ପରବର୍ତ୍ତୀ ସମୟରେ ସେହି ବିବାହୀତ ମହିଳା କୁ ଏକ ତରଫା ପ୍ରେମ କରି ନିଜ ମନରେ କାମୁକ ଭାବନାର ଲକ୍ଷ୍ୟ ପୂରଣ ନହେବାରୁ ଶେଷ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: