ଖବର ସଂଗ୍ରହ

.



ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ

Bhagyaprabha News Bureau | ଶିକ୍ଷା | | 2621 | Read...

ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସି˚ ଡିଗ୍ରୀ କଲେଜ ନାମଲେଖା ଲାଗି ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ‘www.samsodisha.gov.in’ରେ ଫର



ବିଶ୍ୱକପର ୩୧ତମ ମ୍ୟାଚରେ ଆଜି ଭାରତ ପାକିସ୍ତାନ ମୁକାବିଲା

Bhagyaprabha News Bureau | ଖେଳ | | 2620 | Read...

ବିଶ୍ୱକପର ୩୧ତମ ମ୍ୟାଚରେ ଆଜି ଭାରତ ପାକିସ୍ତାନ ମୁକାବିଲା

ବିଶ୍ବକପରେ ଆଜି ୩୧ ତମ ମ୍ୟାଚରେ ଆଜି ଆଫଗାନିସ୍ତାନକୁ ଭେଟିବ ବାଂଲାଦେଶ । ଗତକାଲି ଲର୍ଡସ ଗ୍ରାଉଣ୍ଡରେ ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ପାକିସ୍ତାନ । ୪୯ ରନରେ ପାକିସ୍ତାନ ଏହ



ମାଜିଷ୍ଟ୍ରେଟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2619 | Read...

ମାଜିଷ୍ଟ୍ରେଟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଦିଗପହଣ୍ଡି ଜେଏମ୍ଏଫସି ଭାବେ କାର୍ଯ୍ୟରତ ଥିବା ମାଜିଷ୍ଟ୍ରେଟ ରଞ୍ଜନ କୁମାର ପ୍ରଧାନଙ୍କ ଭୂବନେଶ୍ୱର ମୁନସିଫ ପଦବୀକୁ ବଦଳି ପରିପ୍ରେକ୍ଷୀରେ ରବିବାର ଦିନ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭ



ଖଲ୍ଲିକୋଟ କଲେଜ ଓଡିଆ ବିଭାଗରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2618 | Read...

ଖଲ୍ଲିକୋଟ କଲେଜ ଓଡିଆ ବିଭାଗରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡିଆ ଅଧ୍ୟାପକ ସଙ୍ଗୋଷ୍ଠୀ ଓ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ “ଶ୍ରେଣୀକକ୍ଷରେ ଓଡିଆ ଶିକ୍ଷାଦାନରେ ଆଧୁନିକ ପଦ୍ଧତି ଓ କୌଶଳ ” ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ଓଡିଆ ବିଭାଗ ମୁଖ୍ୟ ଶ୍ରୀମ



ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2617 | Read...

ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗତକାଲି ଦିନ ପୂର୍ବାହ୍ନ ସମୟରେ ପାଟପୁର ଥାନା ଅନ୍ତର୍ଗତ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ବଡଘରିଆ ନାଳରୁ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ପାଟପୁର ଥାନା ପୋଡାମାରୀ ଗ୍ରାମର ସ୍ବ



ଭାରସାମ୍ୟ ହରାଇ ଗଛକୁ ପିଟିହେଲା ବାଇକ୍ : ଜଣେ ମୃତ , ୧ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2616 | Read...

ଭାରସାମ୍ୟ ହରାଇ ଗଛକୁ ପିଟିହେଲା ବାଇକ୍ : ଜଣେ ମୃତ , ୧ ଗୁରୁତର

ଗଞ୍ଜାମ ଶନିବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ମୁଖ୍ୟ ରାସ୍ତାରେ ଥିବା ଗଛକୁ ପିଟିହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣା ପଡିଛି । ମୃ



ଏକାଥରକେ ପ୍ରତିଷ୍ଠା ହେଲା ତିନୋଟି ମନ୍ଦିର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2615 | Read...

ଏକାଥରକେ ପ୍ରତିଷ୍ଠା ହେଲା ତିନୋଟି ମନ୍ଦିର

ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଠାରେ ଏକାଥରକେ ତିନୋଟି ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ ଉତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ମହାନାଦ ପୁର ଗ୍ରାମବାସୀ ମାନେ ଏଥିରେ ମୁଖ୍ୟ ସହଯୋଗ ପୂର୍ବକ ଶାନ୍ତି ଶୃଙ୍ଖଳାର ସହ



ରଗବି ମହିଳା ଚାମ୍ପିଅନସିପରେ ସିଙ୍ଗାପୁରକୁ ହରାଇ ଭାରତର ବ୍ରୋଞ୍ଜ ପଦକ ହାସଲ

Bhagyaprabha News Bureau | ଖେଳ | | 2614 | Read...

ରଗବି ମହିଳା ଚାମ୍ପିଅନସିପରେ ସିଙ୍ଗାପୁରକୁ ହରାଇ ଭାରତର ବ୍ରୋଞ୍ଜ ପଦକ ହାସଲ

ଏସୀୟ ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ । ଫିଲିଫାଇନ୍ସର ମାନିଲାରେ ସିଙ୍ଗାପୁରକୁ ୨୧-୧୯ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ମହିଳା ରଗବୀ ଟିମ୍‌ । କିସ ଛାତ୍ରୀ ସୁମିତ୍ରା ନାୟକଙ୍କ ପେନାଲ୍ଟି



ଏଣିକି ସରକାରୀ ବେତନଭୋଗୀ ଶିକ୍ଷକ କରିବେନି ପ୍ରାଇଭେଟ୍‌ ଟ୍ୟୁସନ !

Bhagyaprabha News Bureau | ଶିକ୍ଷା | | 2613 | Read...

ଏଣିକି ସରକାରୀ ବେତନଭୋଗୀ ଶିକ୍ଷକ କରିବେନି ପ୍ରାଇଭେଟ୍‌ ଟ୍ୟୁସନ !

ସରକାରଙ୍କ ଆଦେଶ ପତ୍ର ନଂ- ୪୧୬୪/RDE ୩୧.୦୩.୨୦୧୭ ଅନୁସାରେ କୌଣସି ବେତନ ଭୋଗୀ ଶିକ୍ଷକ ଶିକ୍ଷୟତ୍ରୀ,(ଲେକଚରର୍‌) ଆଧ୍ୟ୍ୟାପକ ,ଅଧ୍ୟ୍ୟପିକା କିମ୍ବା ଡେମନଷ୍ଟ୍ରେଟର କୌଣସି ଛାତ୍ର ଛାତ୍ରୀ ଙ୍କୁ ପ୍ରାଇଭେଟ୍‌ ଟ୍ୟୁସନ କରିପାର



କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ଅଶୋକ ଗହଲୋତ

Bhagyaprabha News Bureau | ରାଜନୀତି | | 2612 | Read...

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ଅଶୋକ ଗହଲୋତ

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ କଂଗ୍ରେସକୁ ଆଗାମୀ ବ୍ୟକ୍ତି ବିଶେଷ ଖୁବ ଶୀଘ୍ର ମିଳିପାରେ । ଜାତୀୟ ଗଣାମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର



ପୁଣି ଅମୀର୍ ଓ କରିନାଙ୍କ ଅନସ୍କ୍ରୀନ୍ କେମେଷ୍ଟ୍ରୀର ଜଲୱା ଦେଖିବେ ଦର୍ଶକ

Bhagyaprabha News Bureau | ମନୋରଞ୍ଜନ | | 2611 | Read...

 ପୁଣି ଅମୀର୍ ଓ କରିନାଙ୍କ ଅନସ୍କ୍ରୀନ୍ କେମେଷ୍ଟ୍ରୀର ଜଲୱା ଦେଖିବେ ଦର୍ଶକ

ଅନେକ ଦିନ ପରେପୁଣିଥରେ ଅମୀର୍ ଓ କରିନାଙ୍କ ଅନସ୍କ୍ରୀନ୍ କେମେଷ୍ଟ୍ରୀର ଜଲୱାଦେଖିବାକୁ ପାଇବେ ଦର୍ଶକ । ବି ଟାଉନର ଅପକମିଙ୍ଗ୍ ଫିଲ୍ମ 'ଲାଲ୍ ସିଂହ ଚଢ୍ଢା'ରେ ଅମୀରଙ୍କ ବିପକ୍ଷର ନାୟିକା ଭାବେ କରିନାଙ୍କୁ ସାଇନ୍ କରାଯାଇଛି



ବିଶ୍ୱକପ କ୍ରିକେଟ :ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ୍ଡା ଟକ୍କର

Bhagyaprabha News Bureau | ଖେଳ | | 2610 | Read...

ବିଶ୍ୱକପ କ୍ରିକେଟ :ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ୍ଡା ଟକ୍କର

ବିଶ୍ୱକପ କ୍ରିକେଟର ୩୦ତମ ମ୍ୟାଚ ଆଜି ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଡର୍‌ସ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉକ୍ତ ଦୁଇ ଦଳ



କାର୍ଲିଫର୍ନିଆରେ ଭୁକମ୍ପ

Bhagyaprabha News Bureau | ଦେଶଦୁନିଆ | | 2609 | Read...

କାର୍ଲିଫର୍ନିଆରେ ଭୁକମ୍ପ

କାଲିଫର୍ନିଆରେ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ୟୁରେକା ଅଞ୍ଚଳରେ ହୋଇଛି। ଏହ



ଆମେଠୀରେ ଘର କରିବେ ସ୍ମୃତି !

Bhagyaprabha News Bureau | ଦେଶଦୁନିଆ | | 2608 | Read...

ଆମେଠୀରେ ଘର କରିବେ ସ୍ମୃତି !

ଆମେଠୀ ସାଂସଦ ତଥା କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏକ ବଡ ଘୋଷଣା କରିଛନ୍ତି , ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ମୃତି ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥ



ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ , ୪ ଆତଙ୍କୀ ନିହତ

Bhagyaprabha News Bureau | ଦେଶଦୁନିଆ | | 2607 | Read...

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ , ୪ ଆତଙ୍କୀ ନିହତ

ଜାମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ଆଜି ବଢି ଭୋରରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହି ଗୁଳିବିନିମୟରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତବେ ଏ ପର୍ଯ୍ୟନ୍ତ ନିହତ ଆତଙ୍କ



ପଦ୍ମ ଧରିଲେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ

Bhagyaprabha News Bureau | ରାଜନୀତି | | 2606 | Read...

ପଦ୍ମ ଧରିଲେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲହେଲେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ । ବିଜେପିରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଧନ୍ୟବାଦ ଜଣାଇଛନ୍ତ



ଆଜି ବିଜେପି ଦଳୀୟ ବୈଠକ ଅନୁଷ୍ଠିତ , ବଛାହେବେ ବିଧାୟକ ଦଳ ନେତା

Bhagyaprabha News Bureau | ରାଜନୀତି | | 2605 | Read...

ଆଜି ବିଜେପି ଦଳୀୟ  ବୈଠକ ଅନୁଷ୍ଠିତ   , ବଛାହେବେ ବିଧାୟକ ଦଳ ନେତା

ଆଜି ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ । ଏହି ବୈଠକରେ ମୁଖ୍



ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତର କଷ୍ଟସାଧ୍ୟ ବିଜୟ

Bhagyaprabha News Bureau | ଖେଳ | | 2604 | Read...

ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତର କଷ୍ଟସାଧ୍ୟ ବିଜୟ

ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚ ଗତକାଲି ଇଂଲଣ୍ଡର ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ ଇଣ୍ଡିଆ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବି



୧ ଲକ୍ଷ ୯୦ ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ

Bhagyaprabha News Bureau | ଅପରାଧ | ରାୟଗଡ଼ା | 2603 | Read...

୧ ଲକ୍ଷ ୯୦ ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ

ରାୟଗଡା ଥାନା ପୋଲିସ ଏକ ଚୋରି ଘଟଣାରେ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଳାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ନୟାଗଡ ଜିଲ୍ଲାର ସରଣାକୁଳ,ହରିହରପୁର ଗ୍ରାମର ନିରଂଜନ ସାହୁ । ଆଜି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ



ବ୍ରହ୍ମପୁର ମହାନଗର ନିଗମ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2602 | Read...

ବ୍ରହ୍ମପୁର ମହାନଗର ନିଗମ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ

ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅତର୍କିତ ଚଢାଉ ହୋଇ ସହରର ପ୍ରସିଦ୍ଧ ହୋଟେଲ ରାଧା କୁ ୩୦ ହଜାର ଟଙ୍କା ଜରିମାନା ଓ ମହାନ୍ତି ଡ୍ରେସେସ କୁ ସିଜ କରାଯାଇଛି । ପଲିଥିନ ବ୍ୟବହାର କରୁଥିବା ପାଇଁ ମହାନ୍ତି ଡ୍ରେସେସ କୁ ସିଜ କରାଯା



ଡ୍ରେନ ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଅଭିଯୋଗ

Bhagyaprabha News Bureau | ବିଶେଷ | ରାୟଗଡ଼ା | 2601 | Read...

ଡ୍ରେନ ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଅଭିଯୋଗ

ଆଇନକୁ ଆଖି ଠାର ମାରି କିଭଳି ଖୋଲମ ଖୋଲା ବେଆଇନ କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ମିଳୁଛି ରାୟଗଡ଼ ସଦର ମହକୁମାରେ। ଶ୍ରମବିଭାଗର କଡା ନିଷ୍ପତି ସତ୍ତ୍ୱେ ଶିଶୁ ଶ୍ରମିକଙ୍କୁ ଡ୍ରେନ କାର୍ଯ୍ୟରେ ନିୟୋଜିତ କରିବା ନେଇ ସାଧ



ଗାୟଗଣ୍ଡା ଗ୍ରାମରେ ଜଙ୍ଗଲ ଜମି ଅଧିକାର ଆଇନ ସଚେତନତା ସଭା

Bhagyaprabha News Bureau | ବିଶେଷ | ଗଞ୍ଜାମ | 2600 | Read...

ଗାୟଗଣ୍ଡା ଗ୍ରାମରେ ଜଙ୍ଗଲ ଜମି ଅଧିକାର ଆଇନ ସଚେତନତା ସଭା

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମର ଗ୍ରାମବିକାଶ କେନ୍ଦ୍ର ଠାରେ ଜଙ୍ଗଲ ଜମି ଅଧିକାର ର ଆଇନ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଜଗନ୍ନାଥପ୍ରସାଦ ବ୍ଲକ ରୁ ପ୍ରାୟ 300 -400 ଆଦିବାସୀ



ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

Bhagyaprabha News Bureau | ଦେଶଦୁନିଆ | | 2598 | Read...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଏହି ଚିଠିରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ବୃଦ୍ଧି କରିବାକୁ ଅନୁରୋଧ କରିବା ସହ ସମ୍



ପ୍ରକାଶ ପାଇଲା ଯୁକ୍ତ୨ ପରୀକ୍ଷା ଫଳ , ବ୍ରହ୍ମପୁର ଜୋନରେ ଛାତ୍ରୀଛାତ୍ରୀଙ୍କ କୃତକାର୍ଯ୍ୟ

Bhagyaprabha News Bureau | ଶିକ୍ଷା | | 2597 | Read...

ପ୍ରକାଶ ପାଇଲା ଯୁକ୍ତ୨ ପରୀକ୍ଷା ଫଳ ,   ବ୍ରହ୍ମପୁର ଜୋନରେ ଛାତ୍ରୀଛାତ୍ରୀଙ୍କ  କୃତକାର୍ଯ୍ୟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ । ବ୍ରହ୍ମପୁର ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲାରେ କଳାରେ ୬୧.୨୧ପ୍



ରାଜ୍ୟସଭା ପାର୍ଥୀ ଘୋଷଣା କଲା ବିଜେଡି ସୁପ୍ରିମୋ

Bhagyaprabha News Bureau | ରାଜନୀତି | | 2596 | Read...

ରାଜ୍ୟସଭା ପାର୍ଥୀ ଘୋଷଣା କଲା ବିଜେଡି ସୁପ୍ରିମୋ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭାକୁ କିଏ ଯିବ ସେନେଇ ଥିବା ସମସ୍ତ ସସପେନ୍ସ ଉପରୁ ପରଦା ହଟାଇଛନ୍ତି । ସେ ରାଜ୍ୟସଭା ପାର୍ଥୀ ନିମନ୍ତେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣ



ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ , ଅଣସର ଘରେ ଚାଲିଛି ନୀତିକାନ୍ତି

Bhagyaprabha News Bureau | ଓଡ଼ିଶା | ପୁରୀ | 2595 | Read...

ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ , ଅଣସର ଘରେ ଚାଲିଛି ନୀତିକାନ୍ତି

ସ୍ନାନପୁର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ସାରିବା ପରେ ଭୀଷଣ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ ।ଅଣସର ଘରେ ବିଶ୍ରାମ ନେଉଥିବା ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ସେବାରେ ଲାଗିଛନ୍ତି ସେବାୟତ । ମହାପ୍ରଭ



ଦର୍ଶକଙ୍କ ମନମୋହିଲା କବୀର ସିଂ,

Bhagyaprabha News Bureau | ମନୋରଞ୍ଜନ | | 2594 | Read...

ଦର୍ଶକଙ୍କ ମନମୋହିଲା କବୀର ସିଂ,

ଗତକାଲି ଫିଲ୍ମ ଫ୍ରାଇଡେ'ରେ ବଡ ପରଦାରେ ରିଲିଜ ହୋଇଯାଇଛି ସାହିଦ କପୁର ଓ କିଆରା ଆଡଭାନିଙ୍କ ଅଭିନିତ ବହୁ ପ୍ରତିକ୍ଷିତ ଫିଲ୍ମ କବୀର ସିଂ । ପ୍ରଥମ ଦିନରେ ବିଗ୍ ରେସପନ୍ସ ହାସଲ କରିଛି ଶାହିଦ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍



ରାଜ୍ୟ ସରକାରଙ୍କ ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ

Bhagyaprabha News Bureau | ଓଡ଼ିଶା | | 2593 | Read...

 ରାଜ୍ୟ ସରକାରଙ୍କ ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତ



୧୬୪ରେ ପହଞ୍ଚିଲା ବିହାରରେ ଶିଶୁ ମୃତ୍ୟୁହାର

Bhagyaprabha News Bureau | ସ୍ବାସ୍ଥ୍ୟ | | 2592 | Read...

 ୧୬୪ରେ ପହଞ୍ଚିଲା ବିହାରରେ ଶିଶୁ ମୃତ୍ୟୁହାର

ବିହାରରେ ବଢି ଚାଲିଛି ଶିଶୁ ମୃତ୍ୟୁହାର । ଆକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇ ବର୍ତମାନ ସୁଦ୍ଧା ୧୬୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି । ମାନଙ୍କ ମଧ୍ୟରୁ ମୁଜାଫରପୁରର ସରକାରୀ ହସ୍ପିଟାଲରେ ମୃତ୍ୟ



"ମେଣ୍ଟାଲ ହେ କ୍ୟା" ବଦଳି ହେବ "ସେଣ୍ଟିମେଣ୍ଟାଲ ହେ କ୍ୟା"!

Bhagyaprabha News Bureau | ମନୋରଞ୍ଜନ | | 2591 | Read...

ବଲିଉଡ କୁଇନ କଙ୍ଗନା ରାନାଓ୍ଵତ୍‌ ଓ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ 'ମେଣ୍ଟାଲ୍‌ ହେ କ୍ୟା' ଆସନ୍ତା ଜୁଲାଇ ୨୬ ତାରିଖରେ ରିଲିଜ୍‌ କରାଯିବ । ଏହାର ପୋଷ୍ଟର କିନ୍ତୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ



ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତ -ଆଫଗାନିସ୍ତାନ ମୁହାଁମୁହିଁ

Bhagyaprabha News Bureau | ଖେଳ | | 2590 | Read...

ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତ -ଆଫଗାନିସ୍ତାନ ମୁହାଁମୁହିଁ

ଆଜି ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ପରସ୍ପରକୁ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ । ଆଜି ଅପରାହ୍ନରେ ଇଂଲଣ୍ଡସ୍ଥିତ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଏକତରଫା ହେବ ବୋଲି ଆଶା କରାଯାଉଛି



ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି

Bhagyaprabha News Bureau | ଶିକ୍ଷା | ସମ୍ବଲପୁର | 2589 | Read...

ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି

ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ରାଜ୍ୟରେ ଥିବା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ



ଆସନ୍ତା ୨୩ରେ ହେବ ବିରୋଧୀ ଦଳ ନେତା ଚୟନ

Bhagyaprabha News Bureau | ରାଜନୀତି | | 2588 | Read...

ଆସନ୍ତା ୨୩ରେ ହେବ ବିରୋଧୀ ଦଳ ନେତା ଚୟନ

ରାଜ୍ୟରେ ବିଜେଡିର ସରକାର ଗଠନ ପରେଆସନ୍ତା ୨୩ରେ ରାଜ୍ୟ ବିଜେପିର ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ହେବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସାଂସଦ ସରୋଜ ପାଣ୍ଡେ ବୈଠକରେ ଉପସ୍ଥିତ ରହିବେ ବୋଲି ଦଳ



ବିଶ୍ବକପ କ୍ରିକେଟରେରେ ଇଂଲଣ୍ଡକୁ ମାତ୍ ଦେଲା ଶ୍ରୀଲଙ୍କା

Bhagyaprabha News Bureau | ଖେଳ | | 2587 | Read...

ବିଶ୍ବକପ କ୍ରିକେଟରେରେ  ଇଂଲଣ୍ଡକୁ ମାତ୍ ଦେଲା ଶ୍ରୀଲଙ୍କା

ବିଶ୍ବକପ କ୍ରିକେଟରେ ମୁକାବିଲାରେ ଘରୋଇ ଇଂଲଣ୍ଡକୁ ମାତ୍ ଦେଲା ଶ୍ରୀଲଙ୍କା । ଇଂଲଣ୍ଡକୁ ୨୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଟସ୍ ଜତି ବ୍ୟାଟିଂ କରିଥିବା ଶ୍ରୀଲଙ୍କା , ଇଂଲଣ୍ଡ ଆଗରେ ୨୩୩ ରନର୍ ଟାର୍ଗେଟ୍ ରଖିଥିଲା । ତେବ



ପୋଲିସ ଘରୁ ଚୋରି

Bhagyaprabha News Bureau | ଅପରାଧ | ଗଞ୍ଜାମ | 2586 | Read...

ପୋଲିସ ଘରୁ ଚୋରି

ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଏକ ଅଭିନବୀୟ ଘଟଣା । ବ୍ରହ୍ମପୁରସ୍ଥିତ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅନନ୍ତ ନଗର ରୁ ଜଣେ ପୋଲିସ କନଷ୍ଟେବଳ ଙ୍କ ଘରୁ ଗତକାଲି ରାତି ୮ଟା ସମୟରେ ୮ ଭରି ସୁନା ଅଳଙ୍କାର ସହ ନଗଦ ୨ ଲକ୍ଷ ଟଙ୍କା ଚୋର



ପ୍ରବେଶ ଉତ୍ସବ ଓ ପଲିଥିନ ମୁକ୍ତ ସଚେତନତା ଶିବିର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2585 | Read...

ପ୍ରବେଶ ଉତ୍ସବ ଓ ପଲିଥିନ ମୁକ୍ତ ସଚେତନତା ଶିବିର

ଶୁକ୍ରବାର ଦିନ ଦିଗପହଣ୍ଡି ଥାନା ଅଧୀନସ୍ଥ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଓ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ମାସର ଛୁଟି ପରେ ଶୁକ୍ରବାର ଦିନ ଠାରୁ ରାଜ



ପାଗଳ କୁକୁର କାମୁଡ଼ାରେ ଭିନ୍ନକ୍ଷମ ବୃଦ୍ଧ ଗୁରୁତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2584 | Read...

ପାଗଳ କୁକୁର କାମୁଡ଼ାରେ ଭିନ୍ନକ୍ଷମ ବୃଦ୍ଧ ଗୁରୁତର

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମରେ ପାଗଳ କୁକୁର କାମୁଡ଼ାରେ ଜଣେ ଭିନ୍ନକ୍ଷମ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି ‌।‌‌ ଗୁରୁତର ଜଣକ ହେଲେ ପେଣ୍ଡୁରାବାଡି ଗ୍ରାମର ତବତିଆ ସାହୁ (



ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଦିବସ ପାଳିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2583 | Read...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଦିବସ ପାଳିତ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୨୧ ତାରିଖକୁ ସାରା ଦେଶରେ ୫ମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ଦିଗପହଣ୍ଡି ସରସ୍ବତୀ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୫ମ ଯୋଗ



ପଦ୍ମନାଭପୁରରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2582 | Read...

ପଦ୍ମନାଭପୁରରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

ଶୁକ୍ରବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ



ଭିଜିଲାନ୍ସ ଜାଲରେ ଏମ୍.କେ.ସି.ଜି ମେଡିକାଲ କଲେଜର ମୁଖ୍ୟ କିରାଣୀ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2581 | Read...

ଭିଜିଲାନ୍ସ ଜାଲରେ ଏମ୍.କେ.ସି.ଜି ମେଡିକାଲ କଲେଜର ମୁଖ୍ୟ କିରାଣୀ

ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଏମ୍.କେ.ସି.ଜି ମେଡିକାଲ କଲେଜର ମୁଖ୍ୟ କିରାଣୀ ନୀଳକଣ୍ଠ ସାହୁ । ଅବସରପ୍ରାପ୍ତ ମେଡିକାଲ ପ୍ରଫେସର ରଶାନନ୍ଦ ମଙ୍ଗୁଆଳଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହ



ଅଙ୍ଗନବାଡୀ କେନ୍ଦ୍ରରୁ ଉଦ୍ଧାର ହେଲା ଅହିରାଜ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2580 | Read...

ଅଙ୍ଗନବାଡୀ କେନ୍ଦ୍ରରୁ ଉଦ୍ଧାର ହେଲା ଅହିରାଜ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବନଖଣ୍ଡ ଅଧୀନସ୍ଥ ଗାଙ୍ଗପୁର ଅଙ୍ଗନବାଡୀ କେନ୍ଦ୍ରରୁ ଏକ ଦଶ ଫୁଟର ଅହିରାଜ ସାପ ଉଦ୍ଧାର କରିଛି ବନ ବିଭାଗ । ଶୁକ୍ରବାର ଦିନ ଦ୍ୱିପହରରେ ଏକ ବିରାଟ କାୟ ସାପ ଅଙ୍ଗନବାଡି କେନ୍ଦ୍ର ଭିତରକୁ ପଶୁଥିବାର



ପୋଲିସ୍ ଭ୍ୟାନ୍ ଧକ୍କା ରେ ବୃଦ୍ଧ ଗୁରୁତର।

Bhagyaprabha News Bureau | ଅପରାଧ | ଗଞ୍ଜାମ | 2579 | Read...

ପୋଲିସ୍ ଭ୍ୟାନ୍ ଧକ୍କା ରେ ବୃଦ୍ଧ ଗୁରୁତର।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମ ନିକଟ ରେ ପୋଲିସ୍ ଭ୍ୟାନ୍ ଧକ୍କା ରେ ବୃଦ୍ଧ ଗୁରୁତର।ବୃଦ୍ଧ ଙ୍କ ନାମ ପାଣୁ ମଲ୍ଲିକ(୫୫) ହୋଇଥିବା ବେଳେ ସେ କାଳିଆ ପଲ୍ଲୀ ଗ୍ରାମ ର ବୋଲି ଜଣାପଡିଛି।ଦମକଳ ବାହିନୀ ଘ ସ୍ଥଳ ରେ



ଘନେଇଲା ଜେଏସ୍କୋର ଜମି ବିବାଦ।

Bhagyaprabha News Bureau | ବିଶେଷ | ରାୟଗଡ଼ା | 2578 | Read...

ଘନେଇଲା ଜେଏସ୍କୋର ଜମି ବିବାଦ।

ଜୟପୁର ସୁଗର କମ୍ପାନୀ ଶ୍ରମିକଙ୍କୁ ଘର ଜମି ଯୋଗାଇବାକୁ ନେଇ ଧାରଣାରେ ବସିଲେ ଶ୍ରମିକଙ୍କ ପରିବାର।୧୯୭୦ ମସିହାରେ ଜୟପୁର ସୁଗାର କମ୍ପାନିରେ କାମ କରୁଥିବା ଶ୍ରମିକଙ୍କ ଠାରୁ ୨୦ ସେଟଂ ଘରଡ଼ିହ ବାବଦକୁ ୩୦୦ ଟଙ୍କା ଲେଖାଏ ନେଇ



ସୁକୁଲାଭଟ୍ଟା ଗ୍ରାମରେ ଡବଲ ମଡର, ଗୁଣି ଗେରେଡିକୁ ନେଇ ହତ୍ୟା।

Bhagyaprabha News Bureau | ଅପରାଧ | ରାୟଗଡ଼ା | 2577 | Read...

ସୁକୁଲାଭଟ୍ଟା ଗ୍ରାମରେ ଡବଲ ମଡର, ଗୁଣି ଗେରେଡିକୁ ନେଇ ହତ୍ୟା।

ଦିନକୁ ଦିନ ବିଜ୍ଞାନ ଯେତେ ଅଗ୍ରଗତି କରୁଥିଲେ ମଧ୍ୟ ଏବେବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ତାର ପରିଣମରେ ଅକାରଣରେ ଚାଲି ଯାଉଛି ଅନେକ ଜୀବନ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ସୁକୁଲାଭଟ୍ଟା



ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସକୁ ସ୍ମରଣୀୟ ରଖିବା ପାଇଁ ଭାରତୀୟ ଯବାନଙ୍କ ଅଭିନବ ପ୍ରୟାସ

Bhagyaprabha News Bureau | ଦେଶଦୁନିଆ | | 2576 | Read...

ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସକୁ ସ୍ମରଣୀୟ ରଖିବା ପାଇଁ  ଭାରତୀୟ ଯବାନଙ୍କ ଅଭିନବ ପ୍ରୟାସ

ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଏହି ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ଏଭଳି କରିଛନ୍ତି ଭାରତୀୟ ଯବାନମାନେ । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇ



ଦକ୍ଷିଣ ଓଡିଶାକୁ ଛୁଇଁଲା ମୌସୁମୀ

Bhagyaprabha News Bureau | ଓଡ଼ିଶା | ଗଜପତି | 2575 | Read...

ଦକ୍ଷିଣ ଓଡିଶାକୁ ଛୁଇଁଲା ମୌସୁମୀ

ଦକ୍ଷିଣ ଓଡିଶାକୁ ଛୁଇଁଲା ମୌସୁମୀ ବାୟୁ । ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁସାରେ , ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ



ବାରକୋଟରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ

Bhagyaprabha News Bureau | ଅପରାଧ | ଦେବଗଡ଼ | 2574 | Read...

ବାରକୋଟରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ

ଦେବଗଡ ଜିଲ୍ଲା ବାରକୋଟରୁ ବାଘ ଛାଲ ଜବତ । ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡର ସଚିକାନ୍ତ ନାୟକ, ଦେବଗଡର ରମଣିସେନ ବେହେରା ଓ ଯଜ୍ଞଦତ୍ତ ବେ



ରଥଖଳା ଚଳଚ‌ଞ୍ଚଳ : ଚାଲିଛି ଯୋଖା ହଣା

Bhagyaprabha News Bureau | ଓଡ଼ିଶା | ପୁରୀ | 2573 | Read...

ରଥଖଳା ଚଳଚ‌ଞ୍ଚଳ : ଚାଲିଛି ଯୋଖା ହଣା

ରଥଯାତ୍ରା ଆଉ ୧୪ ଦିନ ବାକିଥିବା ବେଳେ ତିନି ରଥକୁ ଶେଷ ସ୍ପର୍ଶ ଦେବା ପାଇଁ ତିନି ରଥର ବିଶ୍ବକର୍ମା, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକ ଦିନରାତି ଏକ କରି ଦେଇଛନ୍ତି। ଭୋଇ ସେବକଙ୍କ ଦ୍ବାରା ଆବ



ବିଜେଡି ପକ୍ଷରୁ ଆଜି ୬ଘଣ୍ଟିଆ ରାଜନଗର ବନ୍ଦ ପାଳନ

Bhagyaprabha News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 2572 | Read...

ବିଜେଡି ପକ୍ଷରୁ ଆଜି ୬ଘଣ୍ଟିଆ ରାଜନଗର ବନ୍ଦ ପାଳନ

ସ୍ଥାନୀୟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଦୁର୍ବୃତ୍ତ ଭାଙ୍ଗିବା ଘଟଣାର ପ୍ରତିବାଦରେ ଆଜି ୬ଘଣ୍ଟିଆ ରାଜନଗର ବନ୍ଦ ପାଳନ କରାଯାଉଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକା



ଫୋନି କ୍ଷୟକ୍ଷତିର ଆକଳନ ପାଇଁ ପୁଣି ଓଡିଶା ଆସିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ

Bhagyaprabha News Bureau | ଓଡ଼ିଶା | ପୁରୀ | 2571 | Read...

ଫୋନି  କ୍ଷୟକ୍ଷତିର ଆକଳନ ପାଇଁ ପୁଣି ଓଡିଶା ଆସିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ

ସାମୁଦ୍ରିକ ଝଡ ବାତ୍ୟା ଫୋନିର କ୍ଷୟକ୍ଷତିର ଆକଳନ ପାଇଁ ପୁଣି ଓଡିଶା ଆସିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ଆଜି ଏହି ଟିମ୍ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ । ବିବେକ ଭରଦ୍ବାଜଙ



ସରିଲା ଗ୍ରୀଷ୍ମ ଛୁଟି , ଆଜିଠୁ ପୁଣି ଆରମ୍ଭ ହେଲା ପାଠପଢା

Bhagyaprabha News Bureau | ଶିକ୍ଷା | | 2570 | Read...

ସରିଲା ଗ୍ରୀଷ୍ମ ଛୁଟି , ଆଜିଠୁ ପୁଣି ଆରମ୍ଭ ହେଲା ପାଠପଢା

ଗ୍ରୀଷ୍ମ ଛୁଟି , ପରେ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଲା । ପାଣିପାଗର ପରିବର୍ତ୍ତନ ସହ ରାଜ୍ୟ ସରକାର ନିଜର ନିଷ୍ପତ୍ତିରେ ମଧ୍ୟ ପରିବର୍ତ୍ତନ କରିଥିଲେ । ସୁଚନାଯୋଗ୍ୟ , ପୁର୍ବରୁ ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି ସର



ହିମାଚଳ ପ୍ରଦେଶ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

Bhagyaprabha News Bureau | ଅପରାଧ | | 2569 | Read...

ହିମାଚଳ ପ୍ରଦେଶ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କୁଲ୍ଲୁରେ ୫୦୦ ମିଟର ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌। ଏଥିରେ ୪୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି । କୁଲ୍ଲୁ ଜିଲ୍ଲାର ବଜାର ଅଞ୍ଚଳରେ ଗତକାଲି ଅପରାହ୍



ବାଲୁକା କଳା ମାଧ୍ୟମରେ ଯୋଗ ସମ୍ପର୍କରେ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Bhagyaprabha News Bureau | ଓଡ଼ିଶା | ପୁରୀ | 2568 | Read...

 ବାଲୁକା କଳା ମାଧ୍ୟମରେ ଯୋଗ ସମ୍ପର୍କରେ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦ ହଜାର ଲୋକଙ୍କ ସହ ରାଞ୍ଚିଠାରେ ଯୋଗକରିଛନ୍ତି । ଚଳିତ ବର୍ଷର ଥିମ ରହିଛି କ୍ଲାଇମେଟ ଆକ୍ସ



ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍ ବିଲ

Bhagyaprabha News Bureau | ଦେଶଦୁନିଆ | | 2567 | Read...

ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍ ବିଲ

ନୂଆରୂପରେ ଆଜି ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍ ବିଲ। ପୂର୍ବ ଏନଡିଏ ସରକାର ସମୟରେ ଏହା ରାଜ୍ୟସଭାରେ ପାରିତ ହୋଇପାରିନଥିବାରୁ ଏହାକୁ ସଂଶୋଧନ କରି ନୂଆ ଭାବେ ଆଗତ କରାଯିବ। ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା ବି



ରାଞ୍ଚିରେ ପାଳିତ ହେଲା ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ଯୋଗକଲେ ପ୍ରଧାନମନ୍ତ୍ରୀ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 2566 | Read...

 ରାଞ୍ଚିରେ ପାଳିତ ହେଲା ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ଯୋଗକଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ବିଶ୍ୱବ୍ୟାପୀ ପାଳନ ହେଉଛି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ ରହିଛି କ୍ଲାଇମେଟ ଆକ୍ସନ। ସେଥିପାଇଁ ସାରା ବିଶ୍ୱ ଏବେ ଯୋଗ ମୁଦ୍ରାରେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ରାଞ୍ଚି ଠାରେ ଏହି କାର



ବହୁ ପ୍ରତିକ୍ଷାର ଅନ୍ତ , ଆଜି ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Bhagyaprabha News Bureau | ଶିକ୍ଷା | | 2565 | Read...

ବହୁ ପ୍ରତିକ୍ଷାର ଅନ୍ତ ,  ଆଜି ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଶେଷରେ ଆଜି ବହୁ ପ୍ରତିକ୍ଷାର ଅନ୍ତ ଘଟିଲା , ପ୍ରକାଶ ପାଇଲା ଅନେକ ସମୟ ପ୍ରତିକ୍ଷିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଆଜି ଅପରାହ୍ନ ସାଢ଼େ ୩ଟାରେ ଜୟଦ



ଘାଟିରେ ବାଇକକୁ ଧକ୍କା ଦେଇ କାର ଚମ୍ପଟ ଜଣେ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2564 | Read...

ଘାଟିରେ ବାଇକକୁ ଧକ୍କା ଦେଇ କାର ଚମ୍ପଟ ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲାର ସୀମାନ୍ତ ରେ ଥିବା କଳିଙ୍ଗା ଘାଟି ରେ ଅଜଣା କାର ବାଇକକୁ ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି,କାରଟିର କୋଣସି ସନ୍ଧାନ ମିଳି ପାରିନାହିଁ । ବାଇକ ଚାଳକ ଜଣକୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସ



ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ବରଗଡ଼ | 2563 | Read...

ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଜାତୀଯ ରାଜପଥ କଡରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ । ଏହା ପରେ ଲୋକେ ଭଟଲି ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ପହଞ୍ଚି ମୃତଦେହକୁ ବ୍ୟବଛେଦ ନ



ବଞ୍ଜାରରେ ବସ ଦୁର୍ଘଟଣା , ୨୫ ମୃତ ୩୫ ଉର୍ଦ୍ଧ୍ୱ ଗୁରୁତର

Bhagyaprabha News Bureau | ଅପରାଧ | | 2562 | Read...

ବଞ୍ଜାରରେ ବସ ଦୁର୍ଘଟଣା , ୨୫  ମୃତ ୩୫ ଉର୍ଦ୍ଧ୍ୱ ଗୁରୁତର

ହିମାଚଳ ପ୍ରଦେଶରେ ଘଟିଛି ଏକ ସାଂଘାତିକ ବସ ଦୁର୍ଘଟଣା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ମୃତ୍ୟୁ ବରଣ କରିଥିବାବେଳେ ୩୫ରୁ ଉର୍ଦ୍ଧ୍ଵ ଗୁରୁତର ଆହତ ହୋଇଛନ୍ତି । କୁଲୁ ଜିଲ୍ଲାର ବଞ୍ଜାରଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣ



ଲଣ୍ଡନସ୍ଥିତ ତୁଷାଦ୍ ମ୍ୟୁଜିୟମରେ ସ୍ଥାନ ପାଇଲା ପିସିଙ୍କ ମହମ ମୂର୍ତ୍ତି

Bhagyaprabha News Bureau | ମନୋରଞ୍ଜନ | | 2561 | Read...

ଲଣ୍ଡନସ୍ଥିତ ତୁଷାଦ୍ ମ୍ୟୁଜିୟମରେ ସ୍ଥାନ ପାଇଲା ପିସିଙ୍କ ମହମ ମୂର୍ତ୍ତି

ଇଣ୍ଟର୍ ନ୍ୟାସନାଲ୍ ତାରକା ଭାବେ ବେଶ୍ ପରିଚିତ ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ନ୍ୟୁୟର୍କ ପରେ ଏବେ ପିସିଙ୍କ ମହମ ମୂର୍ତ୍ତି ଲଣ୍ଡନସ୍ଥିତ ତୁଷାଦ୍ ମ୍ୟୁଜିୟମରେ ସ୍ଥାନ ପାଇଛି । ମ୍ୟୁଜିୟମ୍



କଳିଙ୍ଗ ସାହିତ୍ୟ ସମାଜର ଜ୍ୟେଷ୍ଠ ମାସ ସାରସ୍ୱତ ଆସର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2560 | Read...

କଳିଙ୍ଗ ସାହିତ୍ୟ ସମାଜର ଜ୍ୟେଷ୍ଠ ମାସ ସାରସ୍ୱତ ଆସର

ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ଜ୍ୟେଷ୍ଠ ମାସ ସାରସ୍ୱତ ଆସର ଉତ୍କଳ ଆଶ୍ରମ ସଭାକକ୍ଷରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଡ. ବନମାଳୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନ



ଟ୍ରକକୁ ଧୋକାଦେଲା କାର, ଜଣେ ମୃତ,ଦୁଇ ଗୁରୁତର ଓ ୩ ଆହାତ

Bhagyaprabha News Bureau | ଅପରାଧ | ରାୟଗଡ଼ା | 2559 | Read...

ଟ୍ରକକୁ ଧୋକାଦେଲା କାର, ଜଣେ ମୃତ,ଦୁଇ ଗୁରୁତର ଓ ୩ ଆହାତ

ରାୟଗଡା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଶିରିଗୁଡା ଠାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା



ବିଷଧର ସାପ କାମୁଡାରେ ଯୁବକ ମୃତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2558 | Read...

ବିଷଧର ସାପ କାମୁଡାରେ ଯୁବକ ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବମକୋଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବମକୋଇ ଗ୍ରାମର ସୁରେନ୍ଦ୍ର ପ୍ରଧାନ ବୋ



ଡାଲା ଅଟୋ ଧକ୍କାରେ ଭିନ୍ନକ୍ଷମ ବାବାଜୀ ଗୁରୁତର

Bhagyaprabha News Bureau | ଅପରାଧ | | 2557 | Read...

ଡାଲା ଅଟୋ ଧକ୍କାରେ ଭିନ୍ନକ୍ଷମ ବାବାଜୀ ଗୁରୁତର

ଆଜି ଦିନ ସକାଳ ୧୦ ଘଣ୍ଟା ସମୟରେ ଦିଗପହଣ୍ଡି - ପୋଡାମାରୀ ମୁଖ୍ୟ ରାସ୍ତା କେଉଟବନ୍ଧ ନିକଟରେ ଏକ ଡାଲା ଧକ୍କାମାଡରେ ଜଣେ ଭିନ୍ନକ୍ଷମ ବାବାଜୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ବାବାଜଣକ ହେଲେ ପାଟପୁର ଥାନା ମଥୁରା ଅ



ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର।

Bhagyaprabha News Bureau | ବିଶେଷ | ଗଞ୍ଜାମ | 2556 | Read...

ବେଲଗୁଣ୍ଠା ଶିବମନ୍ଦିର ପାଖ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଶବ ଉଦ୍ଧାର।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରେ ଗତ ବିଳମ୍ବିତ ରାତିରେ ଶିବ ମନ୍ଦିର ପାଖ ନେଳିଆ ବନ୍ଧ ରେ ରମେଶ ପଟନାୟକ (65)ଖସି ପଡି ମୃତ୍ୟୁ ବରଣ କରିଛନ୍ତି। ସାନ ଭାଇ ରବୀନ୍ଦ୍ର ପଟନାୟକଙ୍କ କହିବା ଅନୁସାରେ ସେ ଗତ କିଛି ଦିନ ହେବ ଶଯ୍ୟା ଶାୟୀ



କୁଇନ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି ସମ୍ବଲପୁରର ମନୀଷା

Bhagyaprabha News Bureau | ମନୋରଞ୍ଜନ | | 2555 | Read...

କୁଇନ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି ସମ୍ବଲପୁରର ମନୀଷା

ସମ୍ବଲପୁରର ମନୀଷା ମହାପାତ୍ର କୁଇନ୍‌ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟ ବର୍ଗରେ ମନୀଷା ଶ୍ରେଷ୍ଠ ବିବେଚିତ ହୋଇଛନ୍ତ



ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ - ସମୀର ଦାଶ

Bhagyaprabha News Bureau | ଓଡ଼ିଶା | | 2554 | Read...

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ  - ସମୀର ଦାଶ

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ପାଗରେ ପରିବର୍ତ୍ତନ ତଥା ଖରା କମିଯିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ବଦଳାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛ



ଆରମ୍ଭ ହେଲା ଏମବିବିଏସ ଓ ବିଡିଏସର ନାମଲେଖା

Bhagyaprabha News Bureau | ଶିକ୍ଷା | | 2553 | Read...

ଆରମ୍ଭ ହେଲା ଏମବିବିଏସ ଓ ବିଡିଏସର  ନାମଲେଖା

ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେବ କାଉନସେଲିଂ । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌। ନିଟ୍‌ ର‍୍ୟାଙ୍କଧାରୀ ଛାତ୍ରଛାତ୍ରୀ ojee.nic.in ଓ odishajee.comରେ ଲଗ୍‌ ଅନ୍



ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Bhagyaprabha News Bureau | ଦେଶଦୁନିଆ | | 2552 | Read...

ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

କେରଳରେ ପହଞ୍ଚିବାପରେ ଓଡିଶା ମୁହାଁ ହୋଇଛି ମୌସୁମୀ । ଆସନ୍ତା ୩-୪ ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି। ଯାହା ମୌସୁମୀ ପାଇଁ ଅ



ସଂସଦରେ ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

Bhagyaprabha News Bureau | ରାଜନୀତି | | 2551 | Read...

ସଂସଦରେ ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଆଜି ପୂର୍ବାହ୍ନରେ ସଂସଦରେ ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୨ୟ ପାଳିର ଲକ୍ଷ୍ୟ, ନୀତି ଏବଂ ଏଜେଣ୍ଡା ସମ୍ପର୍କରେ କହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏହି ଅଧିବେଶନରେ ଉଭ



ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2550 | Read...

ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ

ଗତକାଲି ପୂର୍ବାହ୍ନରେ ଅଚାନକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରଠାରେ ଥିବା ୨ଟି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। କେନ୍ଦ୍ରରେ ଛାତ୍ର



ଆଜି ସଚିବାଳୟରେ ବସିବ ରାଜ୍ୟ ମନ୍ତ୍ରୀପରିଷଦର ବୈଠକ

Bhagyaprabha News Bureau | ଖେଳ | | 2549 | Read...

ଆଜି ସଚିବାଳୟରେ ବସିବ ରାଜ୍ୟ ମନ୍ତ୍ରୀପରିଷଦର ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ଅପରାହ୍ନ ୫ଟା ୪୫ମିନିଟ୍‌ରେ ବୈଠକ ହେବ । ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟ୍‌କୁ ଅନୁମୋଦନ ମିଳିବାର ସମ୍ଭ



ଢେଙ୍କାନାଳରେ ପହଞ୍ଚିଲା ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର

Bhagyaprabha News Bureau | ଦେଶଦୁନିଆ | | 2548 | Read...

ଢେଙ୍କାନାଳରେ  ପହଞ୍ଚିଲା ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆଇଇଡି ବିସ୍ଫୋରଣରେ ଶହୀଦ ହୋଇଥିବା ବୀର ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲାର ବଡ଼ସୁଆଁଳ ଗ୍ରାମ ଅଭିମୁଖେ ନିଆଯା



ନଦୀକୁ ଖସିଲା ପିକ୍‌ଅପ୍‌ ଗାଡି ,୭ ଶିଶୁ ନିଖୋଜ

Bhagyaprabha News Bureau | ଅପରାଧ | | 2547 | Read...

ନଦୀକୁ ଖସିଲା ପିକ୍‌ଅପ୍‌ ଗାଡି ,୭ ଶିଶୁ ନିଖୋଜ

ଉତ୍ତରପ୍ରଦେଶରେ ବରଯାତ୍ରୀ ଦଳକୁ ନେଇ ଯୋଉଥିବା ଏକ ପିକ୍‌ଅପ୍‌ ଗାଡି ନଦୀକୁ ଖସି ପଡିବା ଫଳରେ ୭ ଜଣ ଶିଶୁ ନିଖୋଜ ଅଛନ୍ତି। ପିକ୍‌ଅପ୍‌ରେ ୨୯ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜ



ପାତ୍ରପଡା ଗାଁରେ ହାତୀ ଆକ୍ରମଣ, ବୃଦ୍ଧ ଆହତ

Bhagyaprabha News Bureau | ଅପରାଧ | ଅନୁଗୁଳ | 2546 | Read...

ପାତ୍ରପଡା ଗାଁରେ ହାତୀ ଆକ୍ରମଣ,   ବୃଦ୍ଧ ଆହତ

ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାତ୍ରପଡା ଗାଁ ନିକଟରେ ଆଜି ସକାଳେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ବୃଦ୍ଧ ହେଲେ ପାତ୍ରପଡା ଦଳିତ ସାହି ଗାଁର ବନ୍ଧୁଆ ନାଏକ(୬୫)। ସକାଳେ ସେ ଶୌଚ ହେ



ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ କରାଯାଇଛି

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2545 | Read...

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ କରାଯାଇଛି

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମଳାଶ ପଦର ଗ୍ରାମ ନିକଟରେ ଟାଟା କମ୍ପାନୀ ର ଆନୁକୁଲ୍ୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚା ରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ନବନିର୍ମିତ ଆଦର୍ଶ ବିଦ୍ୟାଳୟ କ



ଆସନ୍ତା ୨୧ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ପରିକ୍ଷା ଫଳ

Bhagyaprabha News Bureau | ଶିକ୍ଷା | | 2544 | Read...

ଆସନ୍ତା ୨୧ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ପରିକ୍ଷା ଫଳ

ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ଜୁନ୍ ୨୧ ତାରିଖରେ ଶୁକ୍ରବାରଦିନ ୩ଟା ବେଳେ ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସ୍କୁଲ



ବାଘ ଚମଡା ଜବତ ତିନି ଜଣ ବେପାରୀ ଗିରଫ

Bhagyaprabha News Bureau | ଅପରାଧ | ଦେବଗଡ଼ | 2543 | Read...

ବାଘ ଚମଡା ଜବତ ତିନି ଜଣ ବେପାରୀ ଗିରଫ

ଦେବଗଡ଼ ଜିଲ୍ଲା ବରକୋଟର ଏକ ଗେଷ୍ଟ ହାଉସରୁ ଏସ.ଟି.ଏଫ. ଟିମ ଚଢାଉ କରି ଗୋଟିଏ ବାଘ ଚମଡା ଜବତ କରିଛି। ଏସ.ଟି.ଏଫ. ଟିମ ଦ୍ୱାରା ଚଢ଼ାଉ ବେଳେ ତିନିଜଣ ବେପାରୀ ଉକ୍ତ ବାଘ ଚମଡା ଟିକୁ ଅନେତ୍ର ସ୍ଥାନାନ୍ତର କରି ବିକ୍ରି କରିବାକୁ ଉଦ୍



ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

Bhagyaprabha News Bureau | ଦେଶଦୁନିଆ | | 2542 | Read...

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୨୬ ହଜାର ୬୭୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବାଦ୍‌ ଦେଇ ଅବଶିଷ୍ଟ ୨୬ ହଜାର ୬୬୬ ଛାତ୍ରଛାତ୍ରୀ କୃତକାର୍



ଆଜି ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ , ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ଦେଶଦୁନିଆ | | 2541 | Read...

ଆଜି ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ ,  ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ପାଇଁ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ



୪୯ ବର୍ଷରେ ପାଦ ଥାପିଲେ ରାହୁଲ , ଟ୍ୱିଟ କରି ଶୁଭେତ୍ସା ଜଣାଇଲେ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 2540 | Read...

୪୯ ବର୍ଷରେ ପାଦ ଥାପିଲେ ରାହୁଲ , ଟ୍ୱିଟ କରି ଶୁଭେତ୍ସା ଜଣାଇଲେ ମୋଦୀ

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରା଼ଜୀଭ ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସୁପୁତ୍ର ତଥା କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ଏହି ପରିପ୍ରେକ୍ଷୀରେ ଦେଶର କୋଣ ଅନୁକ



ନମିତା ପ୍ରଧାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2539 | Read...

 ନମିତା ପ୍ରଧାନଙ୍କ  ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ

ଆଜି ଓଡିଶା ସରକାରଙ୍କ ତରଫରୁ ମୃତ୍ୟୁ ବରଣ କରିଥିବା ନମିତା ପ୍ରଧାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତ ରେ ପ୍ରଦାନ କରାଯାଇଛି। ଏହି ଅବସରରେ ପୋଲସରା ତାହସିଲି ଅଫିସ



ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ , ସରପଂଚଙ୍କ ପୁଅ ମୃତ , ୪ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2538 | Read...

ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ  , ସରପଂଚଙ୍କ ପୁଅ ମୃତ , ୪ ଗୁରୁତର

ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଅଭିନବୀୟ ଦୁର୍ଘଟଣା । ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ ଘଟି ପୂର୍ବତନ ସରପଂଚଙ୍କ ପୁଅ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ୨ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୋଲସ



୧୭ ତମ ଲୋକସଭାର ବାଚସ୍ପତି ହେଲେ ଓମ୍ ବିର୍ଲା

Bhagyaprabha News Bureau | ଦେଶଦୁନିଆ | | 2537 | Read...

୧୭ ତମ ଲୋକସଭାର ବାଚସ୍ପତି ହେଲେ  ଓମ୍ ବିର୍ଲା

ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ୧୭ ତମ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖି



ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

Bhagyaprabha News Bureau | ଶିକ୍ଷା | | 2536 | Read...

ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଉଭୟ ଅନଲାଇନ ଓ ଅଫଲାଇନ ଓଜେଇଇ ପରୀକ୍ଷାଫଳ । ଉଭୟ ପରୀକ୍ଷା ଫଳ ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ଓଜେଇଇ ପରୀକ୍ଷା ଅଫଲାଇନରେ ୨୫,୭୩୧ ଜଣ ଓ ଅନଲାଇନରେ ୧୩,୯୧୮ ଜଣ ପରୀକ୍



ଶ୍ରୀମନ୍ଦିରରେ ଚିକିତ୍ସିତ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

Bhagyaprabha News Bureau | ଖେଳ | | 2535 | Read...

ଶ୍ରୀମନ୍ଦିରରେ ଚିକିତ୍ସିତ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟେକ୍ଷ ସ୍ନାନ କରି ଚତୁର୍ଦ୍ଧା ମୂର୍ତ୍ତି ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ସ୍ନାନ ପୁର୍ଣିମା ବିଳମ୍ବିତ ରାତ୍ରିରେ ସ୍ନାନ ବେଦିରୁ ରତ୍ନ ବେଦିକୁ ଅଣା ନଯାଇ ନିଆ ଯାଇଥିଲା ଅଣସର ଗୃହକୁ । ଗ



ତିନି ରଥରେ ଛନ୍ଦାହେଲା ଗୟଳ ଓ ପୋଲ ଗୟଳ

Bhagyaprabha News Bureau | ଦେଶଦୁନିଆ | ପୁରୀ | 2534 | Read...

ତିନି ରଥରେ ଛନ୍ଦାହେଲା ଗୟଳ ଓ ପୋଲ ଗୟଳ

ପାଖେଇ ଆସୁଛି ରଥଯାତ୍ରା। ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ପଡିବା ପରେ ରଥର ଉପରିଭାଗ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଥରେ ଛନ୍ଦା ଗୟଳ ପକାଯ



ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

Bhagyaprabha News Bureau | ଦେଶଦୁନିଆ | | 2533 | Read...

ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଜବାନ ସହିଦ

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ । କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କ



ଶ୍ରୀମନ୍ଦିରରେ ପଟି ଦିଅଁ ପୂଜାର୍ଚ୍ଚନା , ଅଲାରନାଥ ପୀଠରେ ଭକ୍ତଙ୍କ ଗହଳ

Bhagyaprabha News Bureau | ଦେଶଦୁନିଆ | ପୁରୀ | 2532 | Read...

ଶ୍ରୀମନ୍ଦିରରେ ପଟି ଦିଅଁ ପୂଜାର୍ଚ୍ଚନା , ଅଲାରନାଥ ପୀଠରେ  ଭକ୍ତଙ୍କ ଗହଳ

ସ୍ନାନ ପୂର୍ଣ୍ଣିମୀରେ ସୁନାକୂଅ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅ



ରେଳବାଇ ଷ୍ଟେସନରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲଡ଼ ଲାଇନ।

Bhagyaprabha News Bureau | ଓଡ଼ିଶା | ରାୟଗଡ଼ା | 2531 | Read...

ରେଳବାଇ ଷ୍ଟେସନରୁ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଚାଇଲଡ଼ ଲାଇନ।

ଆଙ୍କର-ରାୟଗଡା ରେଳବାଇ ଷ୍ଟେସନରୁ ୮ ଯୁବତୀଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ସେଥିମଧ୍ୟରୁ ୩ଜଣ ନାବାଳିକା ହୋଇଥିବା ବେଳେ ସେମାନେ ରାୟଗଡା ବ୍ଲକର ଯେମାଦେଇପେଣ୍ଟା ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ ସେମାନେ ଏକ ଦଲ



ପ୍ରକାଶ ମଲିକ ହତ୍ୟାକାଣ୍ଡ ମାମଲା ପର୍ଦ୍ଦାଫାଶ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2530 | Read...

ପ୍ରକାଶ ମଲିକ ହତ୍ୟାକାଣ୍ଡ ମାମଲା ପର୍ଦ୍ଦାଫାଶ

ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ସାନବୁରୁଡା ଗ୍ରାମର ପ୍ରକାଶ ମଲିକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ମଙ୍ଗଳବାର ହୋଇଯାଇଛି । ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅସ୍ତ୍ର କାତି , ଟର୍ଚ୍ଚ ଲାଇଟ ସହ ମୁଖ୍ୟ ଅଭିଯୁ



ଜକର ମାଁ କାଳୁଆ ଠାକୁରାଣୀ ଯାତ୍ରା ଉଦଯାପିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2529 | Read...

ଜକର ମାଁ କାଳୁଆ ଠାକୁରାଣୀ ଯାତ୍ରା ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତର ଜକର ଗ୍ରାମରେ ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଅଧିଷ୍ଠାତ୍ରୀ ଦେବୀ ମାଁ କାଳୁଆ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି । ବୁଧବାର ଭୋରରୁ ମାଁ ଙ୍କ ଘଟ



ଦଣ୍ଡପାଣି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ନାରାୟଣପୁର ବିଜୟୀ

Bhagyaprabha News Bureau | ଖେଳ | ଗଞ୍ଜାମ | 2528 | Read...

ଦଣ୍ଡପାଣି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ନାରାୟଣପୁର ବିଜୟୀ

ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ଗ୍ରାମ ଗୌରୀଶଙ୍କର ଖେଳପଡିଆ ଠାରେ ଦଣ୍ଡପାଣି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗୌରୀଶଙ୍କର କ୍ରିକେଟ କ୍ଳବ ତରଫରୁ ଆୟୋଜିତ ଟୁର୍ଣ୍



ବିଶ୍ଵକପରୁ ବାଦ ପଡିପାରନ୍ତି ଭୁବନେଶ୍ୱର କୁମାର !

Bhagyaprabha News Bureau | ଖେଳ | | 2527 | Read...

ବିଶ୍ଵକପରୁ ବାଦ ପଡିପାରନ୍ତି ଭୁବନେଶ୍ୱର କୁମାର !

ଗତକାଲି ଖେଳାଯାଇଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ ଖେଳୁଥିବାବେଳେ ଭୁବନେଶ୍ୱରଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଜଙ୍ଘର ମାଂସପେଶୀ ଟାଣି ହୋଇଯାଥିବାରୁ ସେ ଆଗକୁ ଥିବା ଆଉ ଦୁଇଟି ମ୍ୟାଚରେ ଖେଳିପାରି ନପାରନ୍ତି ବୋଲି କ୍ୟା



ଆସନ୍ତା ୨୪ରେ ଆରଜେଡିର ବିହାର ବନ୍ଦ ଡାକରା

Bhagyaprabha News Bureau | ଦେଶଦୁନିଆ | | 2526 | Read...

ଆସନ୍ତା ୨୪ରେ ଆରଜେଡିର ବିହାର ବନ୍ଦ ଡାକରା

ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଇଛି। ସୂଚ



ବ୍ରହ୍ମପୁର ଆଇଟିଆଇରେ ସୁଜୁକି ମୋଟରସର କ୍ୟାମ୍ପସ ଚୟନ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2525 | Read...

ବ୍ରହ୍ମପୁର ଆଇଟିଆଇରେ ସୁଜୁକି ମୋଟରସର କ୍ୟାମ୍ପସ ଚୟନ

ଗୁଜୁରାଟସ୍ଥିତ ସୁଜୁକି ମୋଟରସ ପକ୍ଷରୁ ଆଜି ବ୍ରହ୍ମପୁର ଆଇଟିଆଇ କଲେଜରେ କ୍ୟାମ୍ପସ ଚୟନ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସମେତ ମାଲକାନଗିରି , ଭବାନିପାଟଣା, କଳାହାଣ୍ଡି, ରାୟଗଡା ଆଦି ସମସ୍ତ ଆଇଟିଆଇର ପ୍ରାୟ ୫୦୦ରୁ ଉର୍ଦ



ଛତ୍ରପୁର ଷ୍ଟେସନରୁ ଉତ୍ତରପ୍ରଦେଶର ବାଳକ ଉଦ୍ଧାର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2524 | Read...

ଛତ୍ରପୁର ଷ୍ଟେସନରୁ ଉତ୍ତରପ୍ରଦେଶର ବାଳକ ଉଦ୍ଧାର

ଛତ୍ରପୁର ଷ୍ଟେସନରୁ ଆଜି ଅପରାହ୍ନ ୪ଟାରେ ଜଣେ ୧୨ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ସେ ଉତ୍ତରପ୍ରଦେଶ ରାଜ୍ୟ ପ୍ରୟାଗ ଜିଲ୍ଲା ଦାନେଚା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଆଜି ଭୁବନେଶ୍ବର ଅଭିମୁଖେ ଯାଉଥିବା କୋଇଲା ବ



ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା ହେବ - ରାଜେନ୍ଦ୍ର ପ୍ରସାଦ ଶର୍ମା

Bhagyaprabha News Bureau | ଓଡ଼ିଶା | | 2523 | Read...

ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା ହେବ - ରାଜେନ୍ଦ୍ର ପ୍ରସାଦ ଶର୍ମା

ରାଜ୍ୟରେ ସାଇବର ମାମଲା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ୨୦୧୩ରେ ୧୨୦ଟି ମାମଲା ରୁଜୁ ହୋଇ ଥିବା ବେଳେ ୨୦୧୮ରେ ୮୬୮କୁ ବୃଦ୍ଧି ପାଇଥିଲା । ମାମଲା ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ ଥାନା ନାହିଁ । ଏଥିପାଇଁ ରାଜ୍ୟର



୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି , ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ସାଂସଦ

Bhagyaprabha News Bureau | ଦେଶଦୁନିଆ | | 2522 | Read...

 ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି , ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ସାଂସଦ

ଦ୍ୱିତୀୟ ଥର ସରକାର ଗଠନ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତ । ପ୍ରଧାନମନ୍ତ୍ରୀଙ୍କ ପରେ ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ଆ



ଆଜି ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ

Bhagyaprabha News Bureau | ଓଡ଼ିଶା | କେନ୍ଦ୍ରାପଡ଼ା | 2521 | Read...

ଆଜି  ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ଅପରାହ୍ନରେ କେନ୍ଦ୍ରାପଡା ଯାଇ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗକୁ ପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: