ଖବର ସଂଗ୍ରହ

.



ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯା‌ପିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 320 | Read...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯା‌ପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜୁପଟ୍ଟନାୟକ ଜୁନିଅର ମହିଳା ମହାବିଦ୍ୟାଳୟରେ ଗତ ଜାନୁୟାରୀ ୨୧ ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ସଂଯୋଜି



ବିଚାରପତିଙ୍କ ସଫେଇ କାର୍ଯ୍ୟକ୍ରମ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 319 | Read...

ବିଚାରପତିଙ୍କ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଖୋଦ୍ ମାଜିଷ୍ଟ୍ରେଟ ରଞ୍ଜନ କୁମାର ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ମିଶି ହାତରେ ଝାଡୁ ଧରି ଅଦାଲତ ତଥା କୋର୍ଟ ପରିସରରେ ସଫେ



ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ: ଗୃହ ୩ଟା ପର୍ଯ୍ୟନ୍ତ ମୁଲତବୀ

Bhagyaprabha News Bureau | ରାଜନୀତି | | 318 | Read...

ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ: ଗୃହ ୩ଟା ପର୍ଯ୍ୟନ୍ତ ମୁଲତବୀ

ଆଜି ବିଧାନସଭାରେ ପ୍ରଶ୍ନ କାଳ ଆରମ୍ଭ ହେବାମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ସରକାରୀ ବିରୋଧୀ ନାରା ଦେବା ସହିତ ଚାଷୀ ସମସ୍ୟା ଓ ଅନାନ୍ୟ ପ୍ରସଙ୍ଗ ଉଠାଇବା ଦ୍ୱାରା ଲଗାତାର ଦ୍ୱିତୀୟ ଦ



ଓଡିଶାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

Bhagyaprabha News Bureau | ରାଜନୀତି | ଜଗତସିଂହପୁର | 317 | Read...

ଓଡିଶାରେ କେନ୍ଦ୍ର ମନ୍ତ୍ରୀ  ନୀତିନ ଗଡକରୀ

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ, ଜାହାଜ ଚଳାଚଳ ଏବଂ ଜଳସମ୍ପଦ , ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗର ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆଜି ଓଡିଶା ଗସ୍ତରେ ଆସି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ



ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀମାନଙ୍କୁ ଦେବେ ଗୁରୁ ମନ୍ତ୍ର

Bhagyaprabha News Bureau | ରାଜନୀତି | ସୁନ୍ଦରଗଡ଼ | 316 | Read...

ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  କର୍ମୀମାନଙ୍କୁ ଦେବେ ଗୁରୁ ମନ୍ତ୍ର

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶାରେ ପହଞ୍ଚିଛନ୍ତି । ସେ ଭବାନୀପାଟଣା ଓ ରାଉରକେଲାରେ ହେବାକୁଥିବା କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାସହ କର୍ମୀଙ୍କୁ ଦେବେ



ଭାରତର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍‌-୩୧ର ସଫଳ ଉତକ୍ଷେପଣ

Bhagyaprabha News Bureau | ଦେଶଦୁନିଆ | | 315 | Read...

ଭାରତର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍‌-୩୧ର ସଫଳ ଉତକ୍ଷେପଣ

ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍‌-୩୧କୁ ଭାରତର ସଂଚାର ଉପଗ୍ରହ ଜିସାଟତ ୩୧କୁ ୟୁରୋପୀୟ କମ୍ପାନୀ ଏରିୟନସ୍ପେସର ଏରିୟନ୍ ରକେଟ୍ ତରଫରୁ ବୁଧବାର ବିଳମ୍ବିତ ରାତି ୨ ଟାରେ ଲଂଚ କରାଯାଇଛି । ଦକ୍ଷିଣ ଆମେରିକ



ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚକ୍ର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 314 | Read...

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚକ୍ର

ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଓଡିଆଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୃଷ୍ଣ ପ୍ରସାଦ ମହାପାତ



ସଂଯୁକ୍ତ ତଥା ପରିପୂରକ ପାଠ୍ୟକ୍ରମର ଆଲୋଚନା ଚକ୍ର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 313 | Read...

ସଂଯୁକ୍ତ ତଥା ପରିପୂରକ ପାଠ୍ୟକ୍ରମର ଆଲୋଚନା ଚକ୍ର

ବ୍ରହ୍ମପୁର ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା କେନ୍ଦ୍ର ଓ ଆଇକ୍ଯୁଏଏସ୍ ତରଫରୁ ସଂଯୁକ୍ତ ତଥା ପରିପୂରକ ପାଠ୍ୟକ୍ରମର ଉପକାରିତା ସମ୍ପର୍କରେ ଏକ ଆଲୋଚନା ଚକ୍



ନିର୍ମାତା ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି

Bhagyaprabha News Bureau | ଓଡ଼ିଶା | | 312 | Read...

ନିର୍ମାତା ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି

ନିର୍ମାତା ନିର୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି ! ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଆଜି ସକାଳ ୫ଟା ୪୫ ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଲଙ୍ଗ୍ ଇନଫେକ୍ସନ ରୋଗ



ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ପରଲୋକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 311 | Read...

ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ପରଲୋକ

ଆସ୍କା ଲୋକସଭା ସାଂସଦ ତଥା ପୁରୁଖା ବିଜେଡି ନେତା ଲଡୁ କିଶୋର ସ୍ବାଇଁଙ୍କ ମଙ୍ଗଳବାର ରାତ୍ର ପ୍ରାୟ ୧୧.୪୫ ମିନିଟରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସାଂସଦ



ସିବିଆଇ ତଦନ୍ତରେ ସହଯୋଗ କରିବା ପାଇଁ ରାଜିବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Bhagyaprabha News Bureau | ଦେଶଦୁନିଆ | | 310 | Read...

ସିବିଆଇ ତଦନ୍ତରେ ସହଯୋଗ କରିବା ପାଇଁ ରାଜିବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ବନାମ ମମତା ବାନାର୍ଜୀ ବିବାଦରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜୋନ ଗୋଗୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଶୁଣାଣୀ କରି କୋଲକତା ପୋଲିସ କମିସନରଙ୍କୁ ସିବିଆଇ ନିକଟରେ ଉପସ



କେନ୍ଦ୍ର ଉପରେ ବର୍ଷିଲେ ନବୀନ

Bhagyaprabha News Bureau | ରାଜନୀତି | ନବରଙ୍ଗପୁର | 309 | Read...

କେନ୍ଦ୍ର ଉପରେ ବର୍ଷିଲେ ନବୀନ

ନବରଙ୍ଗପୁରରେ ଦମ ଦେଖାଇଛି ବିଜେଡି । କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ନବୀନ । ନବରଙ୍ଗପୁରର ଉମରେକୋଟ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ ।କେନ୍ଦ୍ରୀ



୨୨ ତାରିଖରେ ପୁରୀ ଆସିବେ ଆମିକସ କ୍ୟୁରୀ ରଞ୍ଜିତ କୁମାର

Bhagyaprabha News Bureau | ଦେଶଦୁନିଆ | | 308 | Read...

୨୨ ତାରିଖରେ ପୁରୀ ଆସିବେ ଆମିକସ କ୍ୟୁରୀ ରଞ୍ଜିତ କୁମାର

ଫେବୃୟାରୀ ୨୭ ତାରିଖରେ ସୁପ୍ରିମକେର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାର ଶୁଣାଣୀ ହେବ । ଏହା ପୁର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ଗଠିତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ପୁରୀ ଆସି ସମସ୍ତ ସେବାୟତ , ମନ୍ଦିର ପ



ଆଧାରକାର୍ଡ ନଥିଲେ ମିଳିବନି ସରକାରୀ ସହାୟତା

Bhagyaprabha News Bureau | ଦେଶଦୁନିଆ | | 307 | Read...

ଆଧାରକାର୍ଡ ନଥିଲେ ମିଳିବନି ସରକାରୀ ସହାୟତା

ଫେବୃୟାରୀ ୧ତାରିଖରେ ମୋଦୀ ସରକାର ଲୋକସଭାରେ ଉପସ୍ଥାପିତ କରିଥିବା ଅନ୍ତରୀଣ ବଜେଟରେ କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା କିସାନ ସମ୍ମାନ ନିଧି ଯୋଜନା କୃଷକ ମନରେ ନୂଆ ଆଶା ସଞ୍ଚାର କରିଥିଲା ବେଳେ ଏହି ଯୋ



ଗୃହରେ ଉଠିଲା ପଶ୍ଚିମବଙ୍ଗ ପ୍ରସଙ୍ଗ

Bhagyaprabha News Bureau | ରାଜନୀତି | | 306 | Read...

ଗୃହରେ ଉଠିଲା ପଶ୍ଚିମବଙ୍ଗ ପ୍ରସଙ୍ଗ

ଚିଟଫଣ୍ଡ ମାମଲା ରେ ଉଭୟ ମମତା ଓ ନବୀନଙ୍କୁ ଟାର୍ଗେଟ କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟୋଗଳ କରିବା ସହ ସରକାରୀ ବିରୋଧୀ ନାରା ଦେଇଥିଲେ । ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଷକୁ ଘଣ୍ଟ ଘୋ



କମଳ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 305 | Read...

 କମଳ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଦ୍ଵାରା କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବମକୋଇ ପଞ୍



ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 304 | Read...

ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍



ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି:ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍

Bhagyaprabha News Bureau | ଶିକ୍ଷା | | 303 | Read...

ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି:ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍

ଆଜିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍(ରେଗୁଲାର, ଏକ୍ସରେଗୁଲାର) ସମେତ ସ˚ସ୍କୃତ ଟୋଲ (ମଧ୍ୟମା) ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ପାଇଁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନ୍-ଚାର୍ଜ, ସେଣ୍ଟର ସୁପରଭାଇଜର, ଚେକ୍ର, ମେକରଙ୍କ



କୋରାପୁଟ ଓ ନବରଙ୍ଗପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | କୋରାପୁଟ | 302 | Read...

 କୋରାପୁଟ ଓ ନବରଙ୍ଗପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ନିମନ୍ତେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଂଗପୁରର ଉମରକୋଟରେ ପହଞ୍ଚି ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କର



ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କ୍‌ଗ୍ରେସ ନେତା ହରିହର କରଣ

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 300 | Read...

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ  ଓ ବରିଷ୍ଠ କ୍‌ଗ୍ରେସ ନେତା ହରିହର କରଣ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେପ୍ଟିସେମିଆ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ କଂଗ୍ରେସର ବରିଷ୍ଠ ନେତା ତଥା ଓଡ଼ିଶାର ପୂର୍ବତନ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ ହୋଇଛି ।ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା



ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ନାମାଞ୍ଜୁର

Bhagyaprabha News Bureau | ଅପରାଧ | | 299 | Read...

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ନାମାଞ୍ଜୁର

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।ନୟାଗଡ଼ ଥାନା ଆକ୍ରମଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସବ୍ୟ



ଆଜି ବିଶ୍ବ କର୍କଟ ଦିବସ

Bhagyaprabha News Bureau | ସ୍ବାସ୍ଥ୍ୟ | | 298 | Read...

ଆଜି ବିଶ୍ବ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ । ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଜନସାଧାରଣ ମାନଙ୍କୁ ମୁଖ୍ୟତ କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍



ବଲାଙ୍ଗୀର ପୋଲିସର ଏନକାଉଣ୍ଟର:ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 297 | Read...

ବଲାଙ୍ଗୀର ପୋଲିସର ଏନକାଉଣ୍ଟର:ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା

ବଲାଙ୍ଗୀର ପୋଲିସର ଏନକାଉଣ୍ଟର ।ବଲାଙ୍ଗୀର ଜିଲା ତୁଷୁରା ଛକ ନିକଟରେ ପୁଲିସ ଏନକାଉଣ୍ଟରରେ ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା । ତା'ର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରା



ରାଜସ୍ଥାନ ସରକାରଙ୍କ ବେକାର ଯୁବପିଢୀଙ୍କ ପାଇଁ ଉପହାର

Bhagyaprabha News Bureau | ଦେଶଦୁନିଆ | | 296 | Read...

ରାଜସ୍ଥାନ ସରକାରଙ୍କ ବେକାର ଯୁବପିଢୀଙ୍କ ପାଇଁ ଉପହାର

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସିଖବର । ରାଜସ୍ଥାନର ମଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟର ଶିକ୍ଷିତ ବେକାରୀ ଯୁବ ପିଢିଙ୍କୁ ୩୦୦୦ ଟଙ୍କା ଓ ଯୁବତୀ, ଦିବ୍ୟାଙ୍ଗଙ୍କ ପାଇଁ ୩୫୦୦ଟଙ୍କା ପ୍ରତି ମାସରେ ବେକାରୀ ଭତ୍ତା ପ୍ରଦ



ଧରାକୋଟରେ ବିଜୁ ଜନତା ଦଳର କର୍ମୀ ସମ୍ମୀଳନୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 295 | Read...

ଧରାକୋଟରେ ବିଜୁ ଜନତା ଦଳର କର୍ମୀ ସମ୍ମୀଳନୀ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଦଳକୁ ସୁସଂଗଠିତ କରିବା ସହ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରୁଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଗ୍ରାମ ପଞ୍ଚାୟତ ରେ ବିଜ



ବିଭିନ୍ନ ଦାବି ପୂରଣ ନେଇ କୃଷକ ସଂଗଠନର ଆନ୍ଦୋଳନ ଡ଼ାକରା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 294 | Read...

ବିଭିନ୍ନ ଦାବି ପୂରଣ ନେଇ କୃଷକ ସଂଗଠନର ଆନ୍ଦୋଳନ ଡ଼ାକରା

ଗଞ୍ଜାମ ଜିଲ୍ଲା ପ୍ରଭାରୀ ସଚିନ ମହାପାତ୍ରଙ୍କ ନେତୃତ୍ୱରେ ଗଞ୍ଜାମ କଳା ପରିଷଦ ପରିସରରେ ନବନିର୍ମାଣ କୃଷକ ସଂଗଠନର ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ଫେବୃୟାରୀ ୬ ଓ ୭ ତାରିଖ ଦିନ ଭୁବନେଶ୍ଵରର ସ୍ଥିତ ବିଧାନସଭା କାର୍ଯ୍ୟା



ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 293 | Read...

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର କିରା



୯ଦଫା ଦାବି ନେଇ ପଦଯାତ୍ରାରେ ବାହାରିଲା ସିପିଆଇଏମ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 292 | Read...

୯ଦଫା ଦାବି ନେଇ ପଦଯାତ୍ରାରେ ବାହାରିଲା ସିପିଆଇଏମ

ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାରେ ଏକ କୃଷକ ପଦଯାତ୍ରାର ଆୟୋଜନ କରାଯାଇଛି । ୯ ଦଫା ଦାବି ନେଇ କୃଷକ ସଂଘର୍ଷ ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲା ହୁମ୍ମା ଠାରୁ ଛତ୍ରପୁର ସ୍ଥିତ ଜ



ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି ଶୁକ୍ଲା

Bhagyaprabha News Bureau | ଦେଶଦୁନିଆ | | 291 | Read...

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି ଶୁକ୍ଲା

ଋଷି କୁମାର ଶୁକ୍ଲା ବିଧିବଦ୍ଧ ଭାବେ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ହାଇପାୱାର ଚୟନ କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଓ ବିର



ବିଧାନସଭାରେ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

Bhagyaprabha News Bureau | ରାଜନୀତି | | 290 | Read...

ବିଧାନସଭାରେ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

ପଞ୍ଚଦଶ ବିିଧାନସଭାର ଶେଷ ବଜେଟ୍‌ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବଜେଟ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସରକାରଙ୍କ ବିଭିନ୍ନ ଲୋକାଭ



ପାଞ୍ଚ ଦିନରେ ପହଞ୍ଚିଲା ଆନ୍ନା ହଜାରେଙ୍କ ଅନସନ

Bhagyaprabha News Bureau | ଦେଶଦୁନିଆ | | 289 | Read...

ପାଞ୍ଚ ଦିନରେ ପହଞ୍ଚିଲା ଆନ୍ନା ହଜାରେଙ୍କ ଅନସନ

ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଗତ ବୁଧବାରଠାରୁ ଲୋକପାଳ ଓ ଲୋକାୟୁକ୍ତ ପ୍ରଣୟନ କରିବା ପାଇଁ ନିଜ ଗାଁ ରାଲେଗାଁଓସିଦ୍ଧିରେ ଅନସନ ଚଳାଇଛନ୍ତି । କେନ୍ଦ୍ରରେ ଲୋକପାଳ ଓ ଲୋକାୟୁ



ଚାଷୀ ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଛାତ୍ରବୃତ୍ତି

Bhagyaprabha News Bureau | ଓଡ଼ିଶା | କେନ୍ଦୁଝର | 288 | Read...

ଚାଷୀ ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଛାତ୍ରବୃତ୍ତି

କାଳିଆ ଯୋଜନା ପରେ ଚାଷୀ ପରିବାର ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଛାତ୍ରବୃତ୍ତି ।ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଗରିବ ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିବା ବେଳେ ଏବେ ଚାଷୀ



ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 287 | Read...

ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିରର ଦ୍ୱିତୀୟ ବାର୍ଷିକୋତ୍ସବ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମନୋଜ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଦିଗ



ଡାକଘରୁ ବୋଡାସାପ ଉଦ୍ଧାର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 286 | Read...

ଡାକଘରୁ ବୋଡାସାପ  ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଡାକଘର ଅଫିସ କାର୍ଯ୍ୟାଳୟ ପରିସରରୁ ଏକ ବିରଳ ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ଦିଗପହଣ୍ଡି ଚିକିଟି ରୋଡରେ ରହିଥିବା ଡାକଘରେ ଶନିବାର ଦିନ ଅଫିସରେ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ବ୍ୟ



୫ମ ସାଧାରଣ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 285 | Read...

୫ମ ସାଧାରଣ ଜିଲ୍ଲା ପରିଷଦ ବୈଠକ  ଅନୁଷ୍ଠିତ

ଗଞ୍ଜାମ ଡିଆରଡିଏ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୫ମ ସାଧାରଣ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀ ସୁବାଷ ବେହେରା ସଭାପତିତ୍ୱ କରିଥିଲେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ



ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 284 | Read...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ  ଅର୍ଥନୀତି ବିଭାଗର ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ସମିଳନୀ ଗୃହରେ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ର ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବି



ପୁଣି ପରଦାକୁ ପାଦ ଫେରାଉଛନ୍ତି ସୋନାଲି ବିନ୍ଦ୍ରେ

Bhagyaprabha News Bureau | ମନୋରଞ୍ଜନ | | 283 | Read...

ପୁଣି ପରଦାକୁ ପାଦ ଫେରାଉଛନ୍ତି ସୋନାଲି ବିନ୍ଦ୍ରେ

ଅନେକ ମାସ ଧରି ଆମେରିକାରେ କ୍ୟାନସର୍‌ ପରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଖାଲି ଭାରତ ଫେରୁନାହାନ୍ତି ବରଂ ଖୁବ୍‌ଶୀଘ୍ର ସେ ଫ୍ୟାନ୍ସମାନଙ୍କୁ ପରଦା ଉପରେ ଦେଖା ଦେବାକୁ ଯାଉଛନ୍ତି। ଚିକିତ୍ସା ପାଇଁ ସୋନାଲି



ଛତ୍ରପୁରରେ ଜିଲ୍ଲାସ୍ତରୀୟ ପୁଷ୍ପ, ଫଳ ଓ ପନିପରିବାର ପ୍ରଦର୍ଶନୀ ଅନୁଷ୍ଠିତ ।

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 282 | Read...

 ଛତ୍ରପୁରରେ ଜିଲ୍ଲାସ୍ତରୀୟ ପୁଷ୍ପ, ଫଳ ଓ ପନିପରିବାର ପ୍ରଦର୍ଶନୀ ଅନୁଷ୍ଠିତ ।

ଗଞ୍ଜାମ ଜିଲ୍ଲାରେ କୃଷକ ମାନଙ୍କ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, କୃଷି ଓ ଆନୁସଙ୍ଗିକ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡ଼ିୟମ ଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପୁଷ୍ପ, ଫଳ ଓ ପନିପରିବା ପ୍ରଦର୍ଶନ



ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ

Bhagyaprabha News Bureau | ରାଜନୀତି | | 281 | Read...

ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗର ଗସ୍ତ କରି ଲଦାଖରେ ବିମାନ ବନ୍ଦର ଟର୍ମିନାଲର ନୂତନ ଗୃହର ଶିଳାନ୍ୟାସରେ ଯୋଗଦେଇ କହିଲେ, ଲୋକଙ୍କ ଆଶ୍ରୀବାଦ ମିଳିଲେ ଏହି ପ୍ରକଳ୍ପକୁ ଉଦଘାଟନ କରିବାକୁ ଆସିବି ।ମୋଦୀଙ୍କ ଗସ୍



ଡାନ୍ ସ ପ୍ଳସ ୪ର ଖାତା ଚେତନ ସାଲୁଙ୍ଖେ ଙ୍କ ନାମରେ

Bhagyaprabha News Bureau | ମନୋରଞ୍ଜନ | | 280 | Read...

ଡାନ୍ ସ ପ୍ଳସ ୪ର ଖାତା  ଚେତନ ସାଲୁଙ୍ଖେ ଙ୍କ ନାମରେ

ଡ୍ୟାନ୍ସ ରିୟାଲିଟି ଶୋ' 'ଡ୍ୟାନ୍ସ ପ୍ଲସ୍‌-୪'ର ବିଜେତାଙ୍କ ନାଁ ଘୋଷଣା ହୋଇସାରିଛି। ଚେତନ ସାଲୁଙ୍ଖେ ଏହି ଶୋ'ର ବିଜେତା ହୋଇଛନ୍ତି। ଶୋ'ରେ ରେମୋ ଡିସୁଜାଙ୍କୁ ସୁପର୍‌ ଜଜ୍‌ ଏବଂ ଶକ୍ତି ମୋହନ, ପୁନୀତ୍ ଜେ. ପାଠକ, ଧର୍ମେଶ୍&zw



ଆଜି ଓଡିଶା ଗସ୍ତରେ ଅମିତ ଶାହା

Bhagyaprabha News Bureau | ରାଜନୀତି | ପୁରୀ | 279 | Read...

ଆଜି ଓଡିଶା ଗସ୍ତରେ ଅମିତ ଶାହା

ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବା ସହ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶାହା । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତାଳବଣିଆ ପଡିଆରେ ଜନଜାତ



ବିଏସପିରେ ମିଶିଲେ କୃଷ୍ଣ ସଗରିଆ

Bhagyaprabha News Bureau | ରାଜନୀତି | | 278 | Read...

ବିଏସପିରେ ମିଶିଲେ କୃଷ୍ଣ ସଗରିଆ

ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଏସପିରେ ଯୋଗ ଦେଲେ ବହିଷ୍କୃତ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନ ମିଳିବା ହେତୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣ



ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ

Bhagyaprabha News Bureau | ରାଜନୀତି | ମୟୁରଭଞ୍ଜ | 277 | Read...

ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଦଳକୁ ସୁସଂଗଠିତ କରି ନିର୍ବାଚନର ବୈତରଣୀ ପାର ହେବା ପାଇଁ ଆଜି ମୟୂରଭଞ୍ଜରେ ପହଞ୍ଚିଲେ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଇରଙ୍ଗପୁର ମହୁଲିଡିହାରେ ଅନୁଷ୍ଠିତ ମି



ସି.ବି.ଆ.ଇ ର ନୂଆ ନିର୍ଦ୍ଦେଶକ ଭାବେ ଋଷି ଶୁକ୍ଳା ନିଯୁକ୍ତ

Bhagyaprabha News Bureau | ଦେଶଦୁନିଆ | | 275 | Read...

ସି.ବି.ଆ.ଇ ର ନୂଆ ନିର୍ଦ୍ଦେଶକ ଭାବେ ଋଷି ଶୁକ୍ଳା ନିଯୁକ୍ତ

ମଧ୍ୟପ୍ରଦେଶର ପୁଲିସ ଡିଜି ତଥା ୧୯୮୩ ବ୍ୟାଚ ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ ଅଧିକାରୀ ରିଷି କୁମାର ଶୁକ୍ଲାଙ୍କୁ ସିବିଆଇର ନୂଆ ନିର୍ଦ୍ଧେଶକ ଭାବେ ୨ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ସିବିଆଇର କାମଚଳା ନିର୍ଦ୍ଧେଶକ ତଥା ଓଡ଼



ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ୱାର୍ଡ଼ କମିଟି ବୈଠକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 274 | Read...

ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର  ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ୱାର୍ଡ଼ କମିଟି ବୈଠକ

ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ଓ ବାହଁରପୁର ପଞ୍ଚାୟତ ର ପଞ୍ଚାୟତ ସ୍ତରୀୟ ୱାର୍ଡ଼ କମିଟି ବୈଠକ ଓ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦି



ଗଡ଼ିଲା ‘କାଳିଆ ରଥ’ : ‘କାଳିଆ’ ଯୋଜନା ସର୍ମ୍ପକରେ କରିବ ସଚେତନ

Bhagyaprabha News Bureau | ଓଡ଼ିଶା | | 273 | Read...

ଗଡ଼ିଲା ‘କାଳିଆ ରଥ’ : ‘କାଳିଆ’ ଯୋଜନା ସର୍ମ୍ପକରେ କରିବ ସଚେତନ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥ ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ ୧୫୦ କ



ଟ୍ରାକ୍‌ରୁ ବାହାରି ଗଲା ସୀମାଞ୍ଚଳ ଏକ୍ସପ୍ରେସ୍‌, ୬ ମୃତ, ଏକାଧିକ ଆହତ

Bhagyaprabha News Bureau | ଦେଶଦୁନିଆ | | 272 | Read...

ଟ୍ରାକ୍‌ରୁ ବାହାରି ଗଲା ସୀମାଞ୍ଚଳ ଏକ୍ସପ୍ରେସ୍‌, ୬ ମୃତ, ଏକାଧିକ ଆହତ

ବିହାରର ବୈଶାଳୀ ଜିଲ୍ଲା ଶାହାଜାଇବୁଜୁର୍ଗରେ ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି ଲାଇନଚ୍ୟୁତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ବହୁ ଟ୍ରେନ୍‌ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନ୍‌ର ୯ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଯାଇଛ



ରାଜଧାନୀରେ ପୁଣି ଜବତ ହେଲା ଧଳା ଜହର

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 271 | Read...

ରାଜଧାନୀରେ ପୁଣି ଜବତ ହେଲା ଧଳା ଜହର

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହଳଦୀପଡ଼ିଆ ବସ୍ତିରେ ରାଜଧାନୀ ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଜଣେ ମହିଳା ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କାର ଧଳାଜହର ଓ ୩୬ ହଜାର ଟଙ୍କା ଜବତ କରିଛି । ଲକ୍ଷ୍ମୀସାଗର ଥାନା ଅଧୀନ ହ



ଟିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କଲେ ରାଜ୍ୟ ସରକାର

Bhagyaprabha News Bureau | ଓଡ଼ିଶା | | 270 | Read...

ଟିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କଲେ ରାଜ୍ୟ ସରକାର

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ଚଳିତମାସ ୪ତାରିଖରେ ସରୁଥିବାବେଳେ ସରକାର ଏହାକୁ ଆଉ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ଚିଟଫଣ୍ଡ ମାମଲାର ତଦନ୍ତ କରିବା ପାଇଁ ଜଷ୍ଟିସ ଏମଏମ ଦାସଙ୍କ ଦ୍ୱାରା ଏକ କମିଶନ ଗଠନ ହୋଇଥିଲା । ୫ଟି ପ



ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଯୋଗେଶ ସିଂ

Bhagyaprabha News Bureau | ରାଜନୀତି | ସୁନ୍ଦରଗଡ଼ | 269 | Read...

ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଯୋଗେଶ ସିଂ

ଆସନ୍ତା ୪ତାରିଖରୁ ୭ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡର ରାଜଗାଙ୍ଗପୁରଠାରେ ଏକ ବିରାଟ ସଭାରେ ଯୋଗଦେବେ । ଏହି ସଭାରେ ହାତ ଛାଡି ଶଙ୍ଖ ଧରିବେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ଗତ ବିଧାନସ



ଆତଙ୍କୀ ସଙ୍ଗଠନ ସିମୀ ଉପରେ ଗୃହ ମନ୍ତ୍ରାଳୟର ୫ବର୍ଷ ପ୍ରତିବନ୍ଧକ

Bhagyaprabha News Bureau | ଦେଶଦୁନିଆ | | 268 | Read...

ଆତଙ୍କୀ ସଙ୍ଗଠନ ସିମୀ ଉପରେ ଗୃହ ମନ୍ତ୍ରାଳୟର ୫ବର୍ଷ ପ୍ରତିବନ୍ଧକ

ଆତଙ୍କୀ ସଙ୍ଗଠନ ଷ୍ଟୁଡେଂଟ ଇସଲାମିକ ମୁଭମେଂଟ ଅଫ ଇଣ୍ଡିଆକୁ ରାଷ୍ଟ୍ର ପାଇଁ ବିପଦ ମାନି ଆସନ୍ତା ୫ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରାଳୟ । ଗୃହ ମନ୍ତ୍ରାଳୟ ଅନୁଯାୟୀ, ପ୍ରତିବନ୍ଧିତ ସଙ୍ଗଠନ ସିମୀ ଭବିଷ୍ୟତରେ ଦ



ଋଷିକୂଲ୍ୟା କଂସାରି ଗଣ୍ଡରେ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜନପ୍ରତିନିଧି

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 267 | Read...

ଋଷିକୂଲ୍ୟା କଂସାରି ଗଣ୍ଡରେ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜନପ୍ରତିନିଧି

ଋଷିକୂଲ୍ୟା କଂସାରି ଗଣ୍ଡରେ ବ୍ୟାରେଜ ଓ ବ୍ରିଜ ନିର୍ମାଣ କରିବା ଦାବି ନେଇ ଆଜି ଛତ୍ରପୁର ବ୍ଲକ ୨୧ନ ଜିଲାପରିଷଦ ଜୋନ ଜିଲାପରିଷଡ଼ ସଭ୍ୟ, ପୋଟଲାମପୁର, ବଡ଼ମାଧପୁର, ବଉଳ ଗାଁ, ଓ ମହାନାଦପୁର ପଂଚାୟତ ଏ ସରପଞ୍ଚ ସମିଟିସଭ୍ୟ ଏବଂ



ପୁରୀରେ ବିଜେପିର ରାଷ୍ଟ୍ରୀୟ ଜନଜାତୀ ମୋର୍ଚ୍ଚାର ମହାଅଧିବେଶନ 

Bhagyaprabha News Bureau | ଓଡ଼ିଶା | ପୁରୀ | 265 | Read...

 ପୁରୀରେ ବିଜେପିର ରାଷ୍ଟ୍ରୀୟ ଜନଜାତୀ ମୋର୍ଚ୍ଚାର ମହାଅଧିବେଶନ 

ପୁରୀରେ ୨ ଦିନିଆ ବିଜେପି ଅନୁସୁଚିତ ଜନଜାତି ରାଷ୍ଟ୍ରୀୟ ମହାଅଧିବେସନ ଆରମ୍ଭ ଦୋଇଯାଇଛି । ଏହି ରାଷ୍ଟ୍ରୀୟ ଅଧିବେସନକୁ ଅଧ୍ୟକ୍ଷ ରାମବିଚାର ନେତନଙ୍କ ଦ୍ୱାରା ଉଦଘାଟିତ ଦୋଇଯାଇଛି । ଏହି ଅଧିବେସନରେ ଆଦିବାସୀ ନେତା, ମନ୍ତ୍



୨୧୧୯ଟି ଶିଶୁ ଉଦ୍ଧାର କଲା ଅପରେସନ ସ୍ମାଇଲ

Bhagyaprabha News Bureau | ଦେଶଦୁନିଆ | | 264 | Read...

୨୧୧୯ଟି ଶିଶୁ ଉଦ୍ଧାର କଲା ଅପରେସନ ସ୍ମାଇଲ

ତେଲେଙ୍ଗାନାରେ ଅପରେସନ ସ୍ମାଇଲକୁ ବଡ଼ ସଫଳତା ମିଳିଛି । ଏହି ଅଭିଯାନ ବଳରେ ରାଜ୍ୟରେ ଜାନୁଆରୀ ମାସରେ ୨୧୧୯ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରେ ୪୬୬ ଜଣ ହେଉଛନ୍ତି ନାବାଳିକା । ଉଦ୍ଧାର ହ



ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 262 | Read...

ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱରସ୍ଥିତ ଆପୋଲୋ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ମେଡିକାଲରେ ପଂଚମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖି



ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇଥାଏ ଅଧିକ ହୃଦଘାତ ! ଜାଣନ୍ତୁ ତାଲିକାରେ କେଉଁ ବ୍ଲଡଗ୍ରୁପ୍ ରହିଛି ସାମିଲ ।

Bhagyaprabha News Bureau | ସ୍ବାସ୍ଥ୍ୟ | | 261 | Read...

ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇଥାଏ ଅଧିକ ହୃଦଘାତ ! ଜାଣନ୍ତୁ ତାଲିକାରେ କେଉଁ ବ୍ଲଡଗ୍ରୁପ୍ ରହିଛି ସାମିଲ ।

ଆଜିକାଲି ଅନେକ ଲୋକ ହୃଦରୋଗର ନାଆଁ ଶୁଣିଲେ ଭୟଭୀତ ହୁଅନ୍ତି। ସମସ୍ତେ ଭାବନ୍ତି ଯେ କେବଳ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁଁ ହୃଦଘାତର ଆଶଙ୍କା ଥାଏ । ହେଲେ ଆପଣ କ’ଣ ଜାଣନ୍ତି କି ବ୍ଲଡଗ୍ରୁପ୍ ବି ହୃଦଘାତର ଅନ୍ୟତମ



ଶରୀରରେ ହିମୋଗ୍ଲୋବିନ୍ ବଢାଇବା ସହ ଏହି କାମରେ ସହାୟକ ହୋଇଥାଏ

Bhagyaprabha News Bureau | ସ୍ବାସ୍ଥ୍ୟ | | 260 | Read...

ଶରୀରରେ ହିମୋଗ୍ଲୋବିନ୍ ବଢାଇବା ସହ ଏହି କାମରେ ସହାୟକ ହୋଇଥାଏ

ପୋଇ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଲୋକମାନେ ସାଲାଡ୍, ତରକାରୀ ବା ସୁପ୍ କରି ପିିଇବାକୁ ପସନ୍ଦ କରିଥାନ୍ତି । ଭିଟାମିନ୍, କ୍ୟାଲୋରୀ,ପ୍ରୋଟିନ୍,କାର୍ବୋହାଇଡ୍ରେଟ୍,ଫ୍ୟାଟ୍,ଫାଇବର ଏବଂ ଆଇରନରେ ଭରପୂର ଥିବା ପ



ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 259 | Read...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ତିତିଖଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଶୀନାଥ ପଣ୍ଡାଙ୍କ ଗୁରୁବାର ଅବସର ଗ୍ରହଣ ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରର



ଗଞ୍ଜାମ-ସାନଖେମୁଣ୍ଡିରେ ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ

Bhagyaprabha News Bureau | ରାଜନୀତି | | 258 | Read...

ଗଞ୍ଜାମ-ସାନଖେମୁଣ୍ଡିରେ ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୋଡାମାରୀ, ପଟିଗୁଡା ଓ ଟି. ଗୋବିନ୍ଦପୁର ପଞ୍ଚାୟତରେ ଶୁକ୍ରବାର ଦିନ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ



ଶୀତଦିନେ ଖାଆନ୍ତୁ ସୋରିଷ ଶାଗ, ସ୍ୱାସ୍ଥ୍ୟ ପାଇଁ ରହିଛି ଏହି ସବୁ ଫାଇଦା

Bhagyaprabha News Bureau | ସ୍ବାସ୍ଥ୍ୟ | | 257 | Read...

ଶୀତଦିନେ ଖାଆନ୍ତୁ ସୋରିଷ ଶାଗ, ସ୍ୱାସ୍ଥ୍ୟ ପାଇଁ ରହିଛି ଏହି ସବୁ ଫାଇଦା

ଓଡ଼ିଆଙ୍କ ଖାଇବା ଥାଳିରେ ପ୍ରାୟତଃ ଶାଗ ରହିଥାଏ। ଶାଗ ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଓ ଫାଇବର୍‌ ପରି ଅନେକ ପୋଷକତତ୍ତ୍ୱ ରହିଛି। ତେଣୁ ଶାଗକୁ ପ୍ରତ୍ୟେକ ଋତୁରେ ଖାଇବା ଉଚିତ। ତେବେ ଶୀତଦିନ



ଚା’ ସହ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ କ୍ଷତିକାରକ

Bhagyaprabha News Bureau | ସ୍ବାସ୍ଥ୍ୟ | | 256 | Read...

ଚା’ ସହ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ କ୍ଷତିକାରକ

ପ୍ରାୟ ଅଧିକାଂଶ ଲୋକଙ୍କ ଦିନକପେ ଚା’ କିମ୍ବା କଫିରୁ ଆରମ୍ଭ ହୋଇଥାଏ। କିଛି ଲୋକ ଚା’ ସହିତ ସ୍ନାକ୍ସ ମଧ୍ୟ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀର



ଯୁବବାହିନୀର ମହନୀୟତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 255 | Read...

ଯୁବବାହିନୀର ମହନୀୟତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା

ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ମତ୍ୟୁ ପରେ ଶବଦାହ କରିବା ତ ଦୂରର କଥା କାନ୍ଧରେ ବୋହି ମଶାଣିକୁ ନେବାକୁ କେହି ଆସି ନ ଥିଲେ। ଏପରିସ୍ଥଳେ ବିଜୁ ଯୁବ ବା



ଆଜି ମୁକ୍ତି ଲାଭ କଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’

Bhagyaprabha News Bureau | ମନୋରଞ୍ଜନ | | 254 | Read...

ଆଜି ମୁକ୍ତି ଲାଭ କଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’

ସୋନମ କପୁର ଆହୁଜାଙ୍କ ଫିଲ୍ମ ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଆଜି ମୁକ୍ତି ଲାଭ କରିଛି । ଫିଲ୍ମର ନିର୍ଦ୍ଦେଶନା ଷ୍ଟାଲି ଚୌପଡା ଧର୍ କରିଛନ୍ତି । ଏହି ଫିଲ୍ମରେ ଅନୀଲ କପୁର, ରାଜ କୁମାର ରାଓ ଓ ଜୁହୀ ଚାୱଲା ମଧ୍ୟ ମୁଖ୍ୟ ଭୂ



ଲଭ୍, ସେକ୍ସ, ଧୋକାର ଆଉ ଏକ କାହାଣୀ :ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ

Bhagyaprabha News Bureau | ଅପରାଧ | ଗଞ୍ଜାମ | 253 | Read...

ଲଭ୍, ସେକ୍ସ, ଧୋକାର ଆଉ ଏକ କାହାଣୀ :ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ

ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଆଉ ଶେଷରେ ଧୋକା । ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଜାଣି ପୁଲିସର ଦ୍ୱାରସ୍ଥ ହେଲେ ପ୍ରେମିକା । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନ



ବଜେଟର ମୁଖ୍ୟାଂଶ: କେଉଁ ବିଭାଗକୁ କେତେ ଅର୍ଥ ମଞ୍ଜୁର

Bhagyaprabha News Bureau | ଦେଶଦୁନିଆ | | 252 | Read...

ବଜେଟର  ମୁଖ୍ୟାଂଶ: କେଉଁ ବିଭାଗକୁ କେତେ ଅର୍ଥ ମଞ୍ଜୁର

ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବା କାମଚଳା ବଜେଟକୁ ଉପସ୍ଥାପନା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ । ତେବେ ନିର୍ବାଚନ ବର୍ଷରେ କାମଚଳା ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ରହିଛି । ହେଲେ ସେ



ବଦଳିଲା ମାଟ୍ରିକ ପରୀକ୍ଷା ସମୟ

Bhagyaprabha News Bureau | ଶିକ୍ଷା | | 250 | Read...

ବଦଳିଲା ମାଟ୍ରିକ ପରୀକ୍ଷା ସମୟ

ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡର ପ୍ରସ୍ତୁତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫ ଲକ୍ଷ ୭୨ ହଜାର ୬୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ମୋଟ ୨୮୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିରେ ୫



ଆଜିଠାରୁ କେବୁଲ ଅପରେଟରଙ୍କ ପାଇଁ ଟ୍ରାଇର ନୂଆ ନିୟମ

Bhagyaprabha News Bureau | ଦେଶଦୁନିଆ | | 249 | Read...

ଆଜିଠାରୁ କେବୁଲ ଅପରେଟରଙ୍କ ପାଇଁ ଟ୍ରାଇର ନୂଆ ନିୟମ

ଆଜିଠୁ କେବୁଲ୍‌ ଓ ଡି.ଟି.ଏଚ ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେହି ଚ୍ୟାନେଲ୍‌ ପାଇଁ ଟଙ୍କା ଦେବେ



ବିଜେଡିରେ ମିଶିବେ ତାରା ଓ ଚନ୍ଦ୍ର !

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 248 | Read...

ବିଜେଡିରେ ମିଶିବେ ତାରା ଓ ଚନ୍ଦ୍ର !

ସାଧାରଣ ନିର୍ବାଚନକୁ ଆଉ ଦୁଇମାସ ବାକି ଥିବାବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନାହିଁ । ଦଳ ସୁସଗଂଠିତ ହୋଇ ସରକାର ଙ୍କ ଦୋଷ ଦୁର୍ବଳତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପରିବର୍ତ୍ତେ ଦଳର ଗୋଷ୍ଠୀ କନ୍ଦଳ ଚ



ସାଧାରଣ ଅଭିଯୋଗ ଶୁଣିଲେ ପୋଲିସ ମହାନିର୍ଦ୍ଦେଶକ

Bhagyaprabha News Bureau | ଓଡ଼ିଶା | କଟକ | 247 | Read...

ସାଧାରଣ ଅଭିଯୋଗ ଶୁଣିଲେ ପୋଲିସ ମହାନିର୍ଦ୍ଦେଶକ

କଟକ କ୍ୟାଣ୍ଟନ ମେଣ୍ଟ ସିବି ୯ ଠାରେ କଟକ ଭୁବନେଶ୍ୱର ଦୈତ ନଗରୀର ପୋଲିସ କମିଶନରଙ୍କ କ୍ୟାମ୍ପ କାର୍ଯ୍ୟାଳୟକୁ ଓଡ଼ିଶାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା , ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡ଼ା ରାଜେନ



ଋଣ କିସ୍ତି ବାବଦକୁ କଟିବନି ‘କାଳିଆ’ ଟଙ୍କା : ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Bhagyaprabha News Bureau | ରାଜନୀତି | | 246 | Read...

ଋଣ କିସ୍ତି ବାବଦକୁ କଟିବନି ‘କାଳିଆ’ ଟଙ୍କା : ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଚାଷୀଙ୍କୁ ସହାୟତା ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ସୂଚାରୁ ରୁପେ କାର୍ଯ୍ୟକାରୀ କରିବାରେ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରାଯିବ । ଗୁରୁବାର ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାର



ଜମୁଛି ମହାନଗର ମହୋତ୍ସବ : ଷଷ୍ଠ ସଂନ୍ଧ୍ୟାରେ ହ୍ୟୁମାନ ସାଗରଙ୍କ ଗୀତରେ ଝୁମିଲେ ଦର୍ଶକ

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 245 | Read...

ଜମୁଛି ମହାନଗର ମହୋତ୍ସବ : ଷଷ୍ଠ ସଂନ୍ଧ୍ୟାରେ ହ୍ୟୁମାନ ସାଗରଙ୍କ ଗୀତରେ  ଝୁମିଲେ ଦର୍ଶକ

ବ୍ରହ୍ମପୁର ଗୋଷାଣି ନୂଆଗାଁ କେ.ସି. ହାଇସ୍କୁଲ ଖେଳ ପଡିଆରେ ଚାଲିଛି ମହାନଗର ମହୋତ୍ସବ । ମହୋତ୍ସବ ଷଷ୍ଠ ସନ୍ଧ୍ୟାକୁ ରଙ୍ଗିନ କରିଥିଲେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସୁନଜରା ସୁନଜରା......, ତୁ ମୋ ଲୈଲା... ଭଳି ଗୋଟିଏ ପରେ



ରାଜ୍ୟର ଯୋଜନାକୁ ଆପଣାଇଲେ କେନ୍ଦ୍ର ସରକାର

Bhagyaprabha News Bureau | ରାଜନୀତି | | 244 | Read...

ରାଜ୍ୟର ଯୋଜନାକୁ ଆପଣାଇଲେ କେନ୍ଦ୍ର ସରକାର

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଟିକେ ଏପଟ ସେପଟ ହୋଇଗଲେ ପାନରୁ ଚୂନ ଖସିଯିବ । ତେଣୁ କେନ୍ଦ୍ର ସରକାର ସବୁ ଦିଗରୁ ବିଚାର କରି ବଜେଟ ଉପସ୍ଥାପନ କରିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି, କେନ୍ଦ୍ର ସରକାରଙ୍କୁ ଏଥିପାଇଁ ମାର୍



ଧାନ ବିକ୍ରୟ ଟଙ୍କା ଫେରସ୍ତ ନପାଇ ଶତାଧୀକ ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 243 | Read...

ଧାନ ବିକ୍ରୟ ଟଙ୍କା ଫେରସ୍ତ ନପାଇ ଶତାଧୀକ ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ ଜିଲ୍ଲା ସ୍ଥିତ ହିଂଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ଠୁରୁବୁରାଇ ଗ୍ରାମପଂଚାୟତର ଏବଂ ଗ୍ରାମର ଚାଷୀମାନଙ୍କ ଧାନ ବିକ୍ରୟ ଟଙ୍କା ମିଲର ଏକ ବର୍ଷ ଧରି ଦେଇନଥିବା ନେଇ ଆଜି ଶତାଧିକ ଚାଷୀମାନେ ଜିଲ୍ଲାପାଳଙ୍କ କା



ଲବଣ ଶ୍ରମିକ ଙ୍କୁ ଜୀବିକା ବିପର୍ଣ୍ଣ ନେଇ ପ୍ରଶାସନ କୁ ଗୁହାରୀ

Bhagyaprabha News Bureau | ଓଡ଼ିଶା | | 242 | Read...

ଲବଣ ଶ୍ରମିକ ଙ୍କୁ ଜୀବିକା ବିପର୍ଣ୍ଣ ନେଇ ପ୍ରଶାସନ କୁ ଗୁହାରୀ

ଗଂଜାମ ଠାରୁ ହୁମ୍ମା ମଧ୍ୟରେ ଶହ ଶହ ଏକର ଜମିରେ ପୁରୁଷାନୁକ୍ରମେ ଲୁଣ ଉତ୍ପାଦନ କରି ଅଂଚଳର ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ଗତ ୫ ବର୍ଷ ଧରି ଲବଣ ଉତ୍ପାଦନ ସମ୍ପୂର୍ଣ୍ଣ ର



ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | | 241 | Read...

ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଦିଗପହଣ୍ଡି ସ୍ଥିତ ଚାଞ୍ଚଡାପଲ୍ଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଦିଗପ



ମିତାଲି ରାଜଙ୍କ ବିରଳ ରେକର୍ଡ

Bhagyaprabha News Bureau | ଖେଳ | | 239 | Read...

ମିତାଲି ରାଜଙ୍କ ବିରଳ ରେକର୍ଡ

ଭାରତୀୟ କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ମହିଳା କ୍ରିକେଟର ଭାବେ ୨୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ୟ ତଥା



ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକୋତ୍ସବ ପାଳିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 238 | Read...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଜାରସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୪ତମ ବାର୍ଷିକୋତ୍ସବ ବିଦ୍ୟାଳୟର ପରିଚାଳନା ସଭାପତି ଭାଗିରଥୀ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଗୋଷ୍ଠ



ଅର୍ଥମନ୍ତ୍ରୀ ଙ୍କ ପକ୍ଷରୁ ଉପସ୍ଥାପିତ ହେଲା କାମଚଳା ବଜେଟ

Bhagyaprabha News Bureau | ଦେଶଦୁନିଆ | | 237 | Read...

ଅର୍ଥମନ୍ତ୍ରୀ ଙ୍କ ପକ୍ଷରୁ ଉପସ୍ଥାପିତ ହେଲା କାମଚଳା ବଜେଟ

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି। ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଲୋଭନୀୟ ଘୋଷଣା କରି



୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା

Bhagyaprabha News Bureau | ଓଡ଼ିଶା | | 236 | Read...

୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା

ଆଜି ୧୨ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଭୁବନେ ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ବନ୍ଦ ଡାକରା



୨୦୧୯ ଅନ୍ତରୀଣ ବଜେଟ୍ ଅଭିଭାଷଣର ରଖୁଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ

Bhagyaprabha News Bureau | ଦେଶଦୁନିଆ | | 235 | Read...

୨୦୧୯ ଅନ୍ତରୀଣ ବଜେଟ୍ ଅଭିଭାଷଣର ରଖୁଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ

୨୦୧୯ ଅନ୍ତରୀଣ ବଜେଟ୍ ଅଭିଭାଷଣର ରଖୁଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ । -ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ । -ପ୍ରତି କୃଷକଙ୍କ ଆକାଉଣ୍ଟକୁ ଯିବ ୬ହଜାର ଟଙ୍କା । ଉପକୃତ ହେବେ ୧୨କୋଟି କୃଷକ । -୨ ହେକ୍ଟର ଜମି ଥିବା



ଭାରତ ବିପକ୍ଷରେ ନ୍ୟୁଜଲ୍ୟାଣ୍ଡର ପ୍ରଥମ ବିଜୟ

Bhagyaprabha News Bureau | ଖେଳ | | 234 | Read...

ଭାରତ ବିପକ୍ଷରେ ନ୍ୟୁଜଲ୍ୟାଣ୍ଡର ପ୍ରଥମ ବିଜୟ

ସିରିଜ୍ ହାରି ସାରିଥିବା ନ୍ୟୁଜିଲ୍ୟାଣ୍ଡ ଆଜି ଚତୁର୍ଥ ଦିନିକିଆରେ ଭାରତକୁ ହରାଇଛି। ଦଳ ୮ ୱିକେଟ୍‌ରେ ଟିମ୍ ଇଣ୍ଡିଆକୁ ହରାଇବା ସହିତ ସିରିଜ୍‌କୁ ୩-୧ ସ୍ଥିତିକୁ ଆଣିଛି। ଏହା ସହିତ ୫-୦ରେ ସିରିଜ୍ ଜିତିବା ନେଇ ଭାରତ ଯେଉଁ



ଭାରତୀ ୟ ମହିଳା ଫୁ଼ଟବଲ ଦଳର ଐତିହାସିକ ବିଜୟ

Bhagyaprabha News Bureau | ଖେଳ | | 233 | Read...

ଭାରତୀ ୟ ମହିଳା ଫୁ଼ଟବଲ ଦଳର  ଐତିହାସିକ ବିଜୟ

ଭାରତୀୟ ମହିଳା ଫୁଟବଲ ଦଳ ଦ୍ୱିତୀୟ ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୨-୦ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ମହିଳା ଦଳ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଥିଲା। ଆଜିର ମ୍ୟାଚ୍‌ରେ ଭାରତ ଆ



ଶିକ୍ଷକଙ୍କ ପାଇଁ ଖୁସି ଖବର ! କେବଳ ପାଠ ପଢ଼ାଇବେ, ଆଉ କରିବେନି ଅଣଶିକ୍ଷଣ କାର୍ଯ୍ୟ

Bhagyaprabha News Bureau | ଶିକ୍ଷା | | 232 | Read...

ଶିକ୍ଷକଙ୍କ ପାଇଁ ଖୁସି ଖବର ! କେବଳ ପାଠ ପଢ଼ାଇବେ, ଆଉ କରିବେନି ଅଣଶିକ୍ଷଣ କାର୍ଯ୍ୟ

ଦେଶର ଭବିଷ୍ୟତ ଗଢ଼ିବାରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛି ଶିକ୍ଷା ଓ ଶିକ୍ଷକ। ହେଲେ ବର୍ତ୍ତମାନ ସମୟରେ ଶିକ୍ଷକ ଓ ଶିକ୍ଷା ପରସ୍ପର ଠାରୁ ବିଚ୍ୟୁତ ହେଲାପରି ଲାଗୁଛି



ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 231 | Read...

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି



ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 230 | Read...

ସରକାରୀ  ବାଳିକା ଉଚ୍ଚବିଦ୍ୟାଳୟରେ  ବାର୍ଷିକୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଥାନୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ



କନ୍ଧମାଳ- ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର , ଯାତାୟତରେ ବାଧାପ୍ରାପ୍ତ

Bhagyaprabha News Bureau | ଓଡ଼ିଶା | କନ୍ଧମାଳ | 229 | Read...

କନ୍ଧମାଳ- ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର , ଯାତାୟତରେ ବାଧାପ୍ରାପ୍ତ

କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ବାଲିଗୁଡା ଉପଖଣ୍ଡ ର ଦାରିଙ୍ଗବାଡି ଓ କୋଟଗଡ଼ ଥାନା ଅଞ୍ଚଳରେ ରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିବା ସହ ଲାଗିଛି ମାଓ ପୋଷ୍ଟର । ଦାରିଙ୍ଗବାଡି ର ପକାଲଡମି ଘାଟି



ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 228 | Read...

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

ବ୍ରହ୍ମପୁରରେ ଉଦଘାଟିତ ହୋଇଯାଇଛି ଦିନିକିଆ ପ୍ରାକ ନିର୍ବାଚନୀ ପ୍ରସ୍ତୁତି ଓ ତାଲିମ ଶିବିର। ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ଉଭୟ ଦକ୍ଷିଣାଞ୍ଚଳ ଓ ଦକ୍ଷିଣ ପଶ୍ଚ



ବିଜୁ ଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ଠାରେ ନିର୍ବାଚନ ପ୍ରସ୍ତୁତି ବୈଠକ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 227 | Read...

ବିଜୁ ଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ଠାରେ ନିର୍ବାଚନ  ପ୍ରସ୍ତୁତି ବୈଠକ

ଆଗକୁ ଆସୁଛି ସାଧାରଣ ନିର୍ବାଚନ ।ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଦେଲାଣି ତତ୍ପରତା । ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସ୍ଥିତିକୁ ସୁଦୃଢ କରିବା ନିମନ୍ତେ ହେଉଛନ୍ତି ପ୍ରସ୍ତୁତ । ସେହିପରି ଏକ ପ୍ରସ୍ତୁତ



କୋଳଥରେ ରହିଛି ଏହି ସବୁ ଚମତ୍କାରୀ ଔଷଧୀୟ ଗୁଣ

Bhagyaprabha News Bureau | ସ୍ବାସ୍ଥ୍ୟ | | 226 | Read...

କୋଳଥରେ ରହିଛି ଏହି ସବୁ ଚମତ୍କାରୀ ଔଷଧୀୟ ଗୁଣ

ଅନେକ ଲୋକ କୋଳଥ ଖାଇବାକୁ ବେଶ୍ ଭଲପା’ନ୍ତି। କୋଳଥ ଡାଲି ବେଶ୍‌ ସୁଆଦିଆ ଲାଗେ। ହେଲେ ଆପଣ ଜାଣନ୍ତି କି, ପାଟିକୁ ସୁଆଦିଆ ଲାଗୁଥିବା ଏହି ଡାଲିଜାତୀୟ ଖାଦ୍ୟ ସାମଗ୍ରୀଟି ଆମ ଶରୀର ପାଇଁ କେତେ ଉପକାରୀ ? ୧.କୋଳଥରେ ମେଟାବଲିଜ



ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଅନ୍ତୁ, କ୍ୟାନ୍‌ସର୍‌ ଓ ଡାଇବେଟିସ୍‌ରୁ ମିଳିବ ସୁରକ୍ଷା

Bhagyaprabha News Bureau | ସ୍ବାସ୍ଥ୍ୟ | | 225 | Read...

ଡାଲଚିନି ଗୁଣ୍ଡ ସହ କ୍ଷୀର ମିଶାଇ ପିଅନ୍ତୁ, କ୍ୟାନ୍‌ସର୍‌ ଓ ଡାଇବେଟିସ୍‌ରୁ ମିଳିବ ସୁରକ୍ଷା

ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ। ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛ



ସିମ୍ବା’ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ

Bhagyaprabha News Bureau | ମନୋରଞ୍ଜନ | | 224 | Read...

ସିମ୍ବା’ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ

ଫିଲ୍ମ ‘ସିମ୍ବା’ ହିଟ୍‌ ହେବା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବଲିଉଡ୍‌ ବକ୍ସ ଅଫିସ୍‌ର କିଙ୍ଗ୍‌ ପାଲଟି ଯାଇଛନ୍ତି। ଫିଲ୍ମଟି ୨୦୦କୋଟିରୁ ଅଧିକ ବ୍ୟବସାୟ କରିଛି। ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତ



ହତ୍ୟାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ସଂଘ

Bhagyaprabha News Bureau | ଅପରାଧ | ଗଞ୍ଜାମ | 223 | Read...

ହତ୍ୟାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ସଂଘ

ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁର ମହିଳା ଙ୍କ ହତ୍ୟାକାଣ୍ଡ ମାମଲା ରେ ଆଜି ସେହି ଗ୍ରାମ ର ସମସ୍ତ ସଂଘ ର ମହିଳା ମାନେ ଚମାଖଣ୍ଡି ପୋଲିସ ଷ୍ଟେସନ କୁ ଘେରାଉ କରିଛନ୍ତି । ସ୍ୱାମୀ ବାବୁଲା ସେଠି ନିଜ ସ୍ତ୍ରୀ କୁ ଲୁହା ରଡ଼ ରେ ପିଟି ଅ



ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ

Bhagyaprabha News Bureau | ଅପରାଧ | ଗଞ୍ଜାମ | 222 | Read...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ

ଗତକାଲି ରାତି ୯ ଘଣ୍ଟା ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଜୟ ପଦ୍ମନାଭପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ ହୋଇଥିବାରୁ ଯୁବକ ଜଣକ ଗୁରୁତର ଆହତ ହୋଇଥିବାର ଅଭିଯୋଗ ହୋଇଛି । ଗୁରୁତର ହେଲେ ବିଜ



୩୩୧ ମିଟର ଲମ୍ବା ବେଇନ ବ୍ରିଜର ଉଦଘାଟନ କରିବେ ପ୍ରତି ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

Bhagyaprabha News Bureau | ଦେଶଦୁନିଆ | | 221 | Read...

୩୩୧ ମିଟର ଲମ୍ବା ବେଇନ ବ୍ରିଜର ଉଦଘାଟନ କରିବେ ପ୍ରତି ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀରେ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ୩୩୧ ମିଟର ଲମ୍ବା ବେଇନ ବ୍ରିଜର ଉଦଘାଟନ କରିବେ। କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଆଦିତ୍ୟ ଶାହୀ ମଙ୍ଗଳବାର କହିଛନ୍ତି ଯ



ବାରିପଦାରେ ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | | 220 | Read...

ବାରିପଦାରେ ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉପଡ଼ିଆରେ ଆୟ



ଖୁବଶ୍ରୀଘ୍ର ଶ୍ରୀମନ୍ଦିର ମହାପ୍ରସାଦ ଦର ତାଲିକା ହୋଇପାରେ ଚୁଡାନ୍ତ

Bhagyaprabha News Bureau | ଓଡ଼ିଶା | | 219 | Read...

ଖୁବଶ୍ରୀଘ୍ର ଶ୍ରୀମନ୍ଦିର ମହାପ୍ରସାଦ ଦର ତାଲିକା ହୋଇପାରେ ଚୁଡାନ୍ତ

ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇସାରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗରେ ଆଲୋଚନା କରାଯାଇଛି । ଏହାକୁ ପରିଚାଳନା କମିଟି ଅନୁମୋଦନ କରିବା ପରେ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ସୂଚ



ପୁଣି ଆନ୍ଦୋଳନ କରିବାକୁ ଯାଉଛନ୍ତି ଆନ୍ନା ହଜାରେ

Bhagyaprabha News Bureau | ଦେଶଦୁନିଆ | | 218 | Read...

ପୁଣି ଆନ୍ଦୋଳନ କରିବାକୁ ଯାଉଛନ୍ତି ଆନ୍ନା ହଜାରେ

ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ଆନ୍ଦୋଳନ କରିବାକୁ ଯାଉଛନ୍ତି। ବୁଧବାର ସକାଳ ୧୦ଟାରେ ମହାରାଷ୍ଟ୍ରର ନିଜ ଗାଁ ରାଲେଗାଓଁସିଦ୍ଦିରେ ଅନଶନରେ ବସିବେ। ଏହା ପୂର୍ବରୁ ମଙ୍ଗଳବାର ସେ ସରକାରଙ୍କ ଉପରେ ନିଶ



ମୁଖ୍ୟମନ୍ତ୍ରୀ ଙ୍କ ବାରିପଦା ଗ୍ରସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Bhagyaprabha News Bureau | ଓଡ଼ିଶା | | 217 | Read...

ମୁଖ୍ୟମନ୍ତ୍ରୀ ଙ୍କ ବାରିପଦା ଗ୍ରସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ଏହି ଅବସରରେ ସେ ୭ ପ୍ରକଳ୍ପର ଶିଳାନ୍ୟାସ ଓ ୧୧ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ। ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସମାବେ



ଏହି ୪ଜଣ ହେଲେ ବଲିଉଡର ସବୁଠୁ କମ୍ ବୟସର ଅଭିନେତ୍ରୀ : ଜାଣନ୍ତୁ କିଏ

Bhagyaprabha News Bureau | ମନୋରଞ୍ଜନ | | 216 | Read...

ଏହି ୪ଜଣ ହେଲେ ବଲିଉଡର ସବୁଠୁ କମ୍ ବୟସର ଅଭିନେତ୍ରୀ : ଜାଣନ୍ତୁ କିଏ

ଆଜି ଆମେ ଜାଣିବା ଟିଭି ଜଗତର ସବୁଠୁ କମ୍ ବୟସର ସୁନ୍ଦରୀ ଅଭିନେତୀଙ୍କ ବିଷୟରେ। ଯେଉଁମାନଙ୍କ ସୈାନ୍ଦର୍ଯ୍ୟ ଆଜି ଭାରତୀୟଙ୍କୁ ପାଗଳ କରିଛି। ୧.ଅବନୀତ କୈାର : ଅବନୀତ କୈାର ଟିଭି ଜଗତର ଜଣେ ଜଣାଶୁଣା ନାଁ ହୋଇଗଲେଣି। ଅବନୀତ &lsquo



ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେଲେ ସେବାୟତଙ୍କୁ ମିଳିବ ଦଣ୍ଡ

Bhagyaprabha News Bureau | ଓଡ଼ିଶା | ପୁରୀ | 215 | Read...

 ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେଲେ ସେବାୟତଙ୍କୁ ମିଳିବ ଦଣ୍ଡ

ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ। ଏଣିକି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: