ଖବର ସଂଗ୍ରହ

.



ନବଜାତ ଶିଶୁ ଉଦ୍ଧାର

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 2114 | Read...

ନବଜାତ ଶିଶୁ ଉଦ୍ଧାର

ବଲାଙ୍ଗୀରି ଜିଲ୍ଲା ପ୍ୟାଲେସ ଲାଇନ ଅଂଚଳର ୁ ଜଣେ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ଆଜି ଭୋର ସକାଳେ ଜଣେ ମହିଳା ମର୍ଣ୍ଣିୱାର୍କ ଯାଉଥିବା ସମୟରେ କ୍ରନ୍ଦନ ଶୁଭିଥିଲା । ଏହି ଘଟଣା ପରେ ପୋଲିସକୁ ଖବର ସୂଚନା ଦିଆଯାଇଥିଲା ।



ଅଂଶୁଘାତରେ ଶ୍ରମିକଙ୍କ ମୃତ ଅଭିଯୋଗ

Bhagyaprabha News Bureau | ଅପରାଧ | ନୂଆପଡ଼ା | 2113 | Read...

ଅଂଶୁଘାତରେ ଶ୍ରମିକଙ୍କ ମୃତ ଅଭିଯୋଗ

ରାଜ୍ୟରେ ଗୁଳିଗୁଳି ସାଙ୍ଗକୁ ଆକାଶରୁ ଅଗ୍ନିବର୍ଷା ହେଉଛି । ବାହାରକୁ ବାହାରିବା ମୁସ୍କିଲ । ତଥାପି ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଶ୍ରମିକ ମାନେ ଗ୍ରୀଷ୍ମର ଅଗ୍ନିବର୍ଷାରେ ବି କାମ କରିବାକୁ ଦେଖିବାକୁ ମିଳୁଛି । ଆଉ



ଅନୁଭବଙ୍କୁ କଲରେ ହତ୍ୟା ଧମକ ମାମଲା ୧ ଗିରଫ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2112 | Read...

ଅନୁଭବଙ୍କୁ କଲରେ ହତ୍ୟା ଧମକ ମାମଲା ୧ ଗିରଫ

କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ତଥା ସିନେତାରକା ମହାନ୍ତି ଙ୍କୁ ଧମକ ଘଟଣାରେ କମିସନରେଟ ପୋଲିସକୁ ମିଳିଛି ସଫଳତା । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗୁଜୁରାଟର ଝାଞ୍ଜରୀମଙ୍ଗଳା ଅଂଚଳରେ ଚଢାଉ କରି ଅଭିଯୁକ୍ତ



ଶାନ୍ତି ପାଇଁ ଧ୍ୟାନସ୍ଥ ଥିଲେ , ପ୍ରାକୃତିକ ସୈାନ୍ଦର୍ଯର ସୁରକ୍ଷା ମୁଳଲକ୍ଷ୍ୟ ମୋଦି

Bhagyaprabha News Bureau | ଦେଶଦୁନିଆ | | 2111 | Read...

ଶାନ୍ତି ପାଇଁ  ଧ୍ୟାନସ୍ଥ ଥିଲେ , ପ୍ରାକୃତିକ ସୈାନ୍ଦର୍ଯର ସୁରକ୍ଷା ମୁଳଲକ୍ଷ୍ୟ ମୋଦି

ହିମାଳୟରେ ଭଗବାନ ଶିବଙ୍କୁ ଆରଧନା କରି ଧ୍ୟାନସ୍ଥ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଘଟଣା କୁ ନେଇ କଳ୍ପନା ଜଳ୍ପନା ଚାଲିଥିଲା । କିଏ କହୁଥିଲା ମୋଦି ନିର୍ବାଚନରେ ପରାଜୟ କରିବା ପାଇଁ ମୋଦୀ ଭଗବାନଙ୍କ



ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗ୍ରାମର ଯୁବକକୁ ହତ୍ୟା ।

Bhagyaprabha News Bureau | ଅପରାଧ | ଗଞ୍ଜାମ | 2110 | Read...

ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗ୍ରାମର ଯୁବକକୁ ହତ୍ୟା ।

ଭଂଜନଗର- ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗ୍ରାମର ଦୀନବନ୍ଧୁ ସ୍ୱାଇଁ ନାମକ ଯୁବକକୁ ହତ୍ୟା । ଗତ 4 ଦିନ ତଳେ ସେ ବିବାହ କରିଥିଲେ ଗତକାଲି ସଂଧ୍ୟା ରେ ପୋଖରୀ କୁ ଗାଧେଇବା ପାଇଁ ଯାଇଥିବା ବେଳେ ମୁଖା ପିନ୍ଧା ୩ଜଣ ଆସି ଧାର



ହାଇୱେ ଲୁଟେରା ଗିରଫ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2108 | Read...

ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର କମିସନରେଟ ପୋଲିସ ଓ କ୍ୟୁଏଟି ଟିମକୁ ମିଳିଛି ସଫଳତା । ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଆତଙ୍କ ଚଳାଇ ଚାରି ଚକିଆଯାନ ଲୁଟ କରୁଥିବା ଲୁଟେରାକୁ ଗିରଫ କରାଯାଇଛି । ଲୁଟେରା ଠାରୁ ୨ ଟି କାର ସମେତ ଗୋଟିଏ ମାଉଜର ଓ ମୋବା



ଆଇନ ଛାତ୍ର ଙ୍କ ଆତ୍ମହତ୍ୟା

Bhagyaprabha News Bureau | ଅପରାଧ | | 2103 | Read...

ଆଇନ ଛାତ୍ର ଙ୍କ ଆତ୍ମହତ୍ୟା

କଟକ ମଧୁସୁଦନ ଆଇନ ମହାବିଦ୍ୟଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଅଜିତ କୁମାର ସେଠୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଜିତ ନ୍ୟୁ ହଷ୍ଟେଲରେ ସାଧାରଣ ସଂପାଦକ ରହିଥିଲେ । ତେବେ କୈାଣସି କାରଣରୁ ଆତ୍ମହତ୍ୟା କରିଲେ ତାହା ସ୍ପଷ୍



ଆରମ୍ଭ ହେଲା ସପ୍ତମ ପର୍ଯ୍ୟାୟ ମତଦାନ, ଭୋଟଦେଇ ମତ ସାବ୍ୟସ୍ତ କଲେ ବିଭିନ୍ନ ହେଭୱେଟ ନେତା

Bhagyaprabha News Bureau | ରାଜନୀତି | | 2101 | Read...

ଆରମ୍ଭ ହେଲା ସପ୍ତମ ପର୍ଯ୍ୟାୟ ମତଦାନ, ଭୋଟଦେଇ ମତ ସାବ୍ୟସ୍ତ କଲେ ବିଭିନ୍ନ ହେଭୱେଟ ନେତା

୨୦୧୯ ସାଧାରଣ ନିର୍ବାଚନର ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ , ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ଲମ୍ବାଲାଇନରେ ଛିଡା ହ



ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ କପିଲ

Bhagyaprabha News Bureau | ମନୋରଞ୍ଜନ | | 2100 | Read...

ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ କପିଲ

ଟେଲି ଦୁନିଆର କମେଡ଼ି ତାରକା କପିଲ୍ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦେଶବିଦେଶର ଅନେକ ଦର୍ଶକଙ୍କୁ ହସଉଥିବା କପିଲଙ୍କ ନାମ ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ ଲିପିବଦ୍ଧ କରାଯାଇଛି । ଭାରତର ସବୁଠାରୁ ଅଧିକ ପସନ୍



କେଜରିୱାଲ ଙ୍କ ଅଭିଯୋଗ ଇନ୍ଦିରାଗାନ୍ଧୀଙ୍କ ପରି ମୋତେ ହତ୍ୟା କରିବା ବିଜେପିର ଚାଲ

Bhagyaprabha News Bureau | ରାଜନୀତି | | 2099 | Read...

କେଜରିୱାଲ ଙ୍କ ଅଭିଯୋଗ ଇନ୍ଦିରାଗାନ୍ଧୀଙ୍କ ପରି ମୋତେ ହତ୍ୟା କରିବା ବିଜେପିର ଚାଲ

ପଂଜାବର ଏକସଭାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପି ଉପରେ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଜେପି ଓ ଗେରୁଆ ବସ୍ତ୍ର ଧାରୀ ଇନ୍ଦିରାଗାନ୍ଧୀଙ୍କ ପରି ମୋତେ ହତ୍ୟା କରିବା ପାଇର୍ ଷଡଯନ୍ତ୍ର ହେଉ



କେଦାରନାଥ ପରେ ବଦ୍ରିନାଥ ଦର୍ଶନ କରିବେ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 2098 | Read...

କେଦାରନାଥ ପରେ ବଦ୍ରିନାଥ ଦର୍ଶନ କରିବେ ମୋଦୀ

ସେ ଶନିବାର କେଦାରନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଗୁମ୍ଫାରେ ରାତି ସାରା ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳୁ କେଦାରନାଥ ଗୁମ୍ଫାରୁ ବାହାରିଛନ୍ତି । ମୋଦୀ ଆଜି ପୁଣି ଥରେ ଭଗବା



ଦନ୍ତାହାତୀ ଆକ୍ରମଣରେ ୨ ଗ୍ରାମର ୨ ମୃତ

Bhagyaprabha News Bureau | ଅପରାଧ | କେନ୍ଦୁଝର | 2097 | Read...

ଦନ୍ତାହାତୀ ଆକ୍ରମଣରେ ୨ ଗ୍ରାମର ୨ ମୃତ

ଗୁରୁବାର ରାତି ଓ ଶନିବାର ସକାଳେ ହାଟଡିହି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମରେ ଗୋଟିଏ ଦନ୍ତାହାତୀ ଜଣେ ପୁରୁଷ ଓ ମହିଳା କୁ କଚାଡି ମାରିଛି । ମୃତକ ପୁରୁଷଙ୍କ ପରିଚୟ ନୂଆରଗଡ ଗାଁର ୫୨ ବର୍ଷିୟ ଜଗା ମଲ୍ଳିକ ମୃତ ବରଣ କରିଥିବା ବେଳ



କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍‌ରେ ହିନାଙ୍କ ଜଲୱା

Bhagyaprabha News Bureau | ମନୋରଞ୍ଜନ | | 2096 | Read...

କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍‌ରେ ହିନାଙ୍କ ଜଲୱା

ଟେଲି ଅପେରା "ୟେ ରିସ୍ତା କ୍ୟା କେହେଲାତା ହେ" ରୁ କ୍ୟାରିୟର ଆରମ୍ଭ କରି ଘରେ ଘରେ ପରିଚିତ ଲୋକପ୍ରିୟ ନାୟିକା ହିନା ଖାନ୍ ଚଳିତ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟ୍ରେ ନିଜ ଜଲୱା ଦେଖାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି



ରାଜ୍ୟର ୩୪ଟି ବୁଥରେ ରି ପୋଲିଂ ଜାରି

Bhagyaprabha News Bureau | ରାଜନୀତି | | 2095 | Read...

ରାଜ୍ୟର ୩୪ଟି ବୁଥରେ ରି ପୋଲିଂ ଜାରି

ସମଗ୍ର ଦେଶରେ ନିର୍ବାଚନୀ ପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ରାଜ୍ୟର ୩୪ଟି ବୁଥରେ ଚାଲିଛି ସାନି ମତଦାନ ।ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥରେ ଅନିୟମିତତା ଓ ତ୍ରୁଟ



ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

Bhagyaprabha News Bureau | ରାଜନୀତି | | 2094 | Read...

ନିର୍ବାଚନର ଅନ୍ତିମ  ପର୍ଯ୍ୟାୟରେ  ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

୨୦୧୯ ସାଧାରଣ ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ସକାଳ ୭ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ରୁ ସୁଚନା ଜାରି କରାଯାଇଛି ।



ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଟି ଲୋକସଭା ଆସନରେ ହେବ ମତଦାନ!

Bhagyaprabha News Bureau | ରାଜନୀତି | | 2093 | Read...

ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଟି ଲୋକସଭା ଆସନରେ  ହେବ ମତଦାନ!

ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିମନ୍ତେ ସରିଲା ନିର୍ବାଚନୀ ପ୍ରଚାର । ନିଜର ଦଳୀୟ ପାର୍ଥୀଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ବୁଲିବୁଲି ରାଲି, ରୋଡ ଶୋ , ବାଇକ ସୋ ମାଧ୍ୟମରେ ନିର୍ବାଚନୀ ପ୍ରଚାର କଲେ ବିଭିନ୍ନ



ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଉଠିଲା ଗିରଫ ରହିତାଦେଶ - ସୁପ୍ରିମକୋର୍ଟ

Bhagyaprabha News Bureau | ଅପରାଧ | | 2092 | Read...

ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଉଠିଲା ଗିରଫ ରହିତାଦେଶ  - ସୁପ୍ରିମକୋର୍ଟ

ବହୁ ଚର୍ଚିତ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା କୋଲକତା ପୁଲିସ ମୁଖ୍ୟଙ୍କ ଉପରେ ଥିବା ଆଭ୍ୟନ୍ତରୀଣ ଗିରଫ ରହିତାଦେଶକୁ ଉଠାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ୭ ଦିନ ଭିତରେ ଉଦ୍ଦିଷ୍ଟ ମଞ୍ଚରେ ନିଜର ଆ



ବକ୍ସ ଅଫିସରେ ଧୁମ ମଚାଇବ ଫିଲ୍ମ 'ଦେ ଦେ ପ୍ୟାର୍ ଦେ' !

Bhagyaprabha News Bureau | ମନୋରଞ୍ଜନ | | 2091 | Read...

ବକ୍ସ ଅଫିସରେ ଧୁମ ମଚାଇବ ଫିଲ୍ମ 'ଦେ ଦେ ପ୍ୟାର୍ ଦେ' !

ଅକିବ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ଏଥର ଫିଲ୍ମ ଫ୍ରାଇଡେର ବଡ ପରଦାରେ ରିଲିଜ ହୋଇଛି ଫିଲ୍ମ 'ଦେ ଦେ ପ୍ୟାର୍ ଦେ' । ଏହି ରୋମାଣ୍ଟିକ୍ କମେଡ଼ି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଜୟ ଦେବଗନ୍, ତବୁ, ରକୁଲ୍ ପ୍ରିତ୍ ସିଂ, ଜିମି ସେରିଗ



ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

Bhagyaprabha News Bureau | ଓଡ଼ିଶା | | 2090 | Read...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଏଥିରେ ପଞ୍ଚଦଶ ବିଧାନସଭା ଭଙ୍ଗ କରିବା ସମ୍ପର୍କରେ ରାଜ୍ୟପାଳଙ୍କୁ ସୁପାରିଶ କରାଯିବାର ପ୍ରସ୍ତାବ ରହିଛି। ଏହାସହ ବୈଠକରେ ବାତ୍ୟା ଫନ



ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଲେ ମାଓବାଦୀ

Bhagyaprabha News Bureau | ଅପରାଧ | ମାଲକାନଗିରି | 2089 | Read...

ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଲେ ମାଓବାଦୀ

ପୁଣି ତାତିଲେ ଲାଲବାହିନୀ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଦେଇଛନ୍ତି ମାଓବାଦୀ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୨୦୦ରୁ ଉର୍ଦ୍ଧ୍



ଗୟଳ ଆକ୍ରମଣରେ ବନକର୍ମଚାରୀ ଗୁରୁତର

Bhagyaprabha News Bureau | ଖେଳ | ବାଲେଶ୍ବର | 2088 | Read...

ଗୟଳ ଆକ୍ରମଣରେ ବନକର୍ମଚାରୀ ଗୁରୁତର

ବାଲେଶ୍ୱର ଜିଲ୍ଳା ନୀଳଗିରିସ୍ଥିତ କୁଳଡିହା ଅଭାୟାରଣ୍ୟରେ ଶନିବାର ସକାଳେ ବନକର୍ମଚାରୀ ଗୟଳ ଆକ୍ରମଣରେ ଗୁରୁତର ଆହାତ ହୋଇଛନ୍ତି । ଆହାତ ବନକର୍ମଚାରିଙ୍କୁ ନିକଟସ୍ଥ ନିଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନ



ରାଜ୍ୟର ୫୩ଟି କେନ୍ଦ୍ରରେ ଆଜି ଓଜେଇଇ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 2087 | Read...

ରାଜ୍ୟର ୫୩ଟି କେନ୍ଦ୍ରରେ ଆଜି ଓଜେଇଇ ପରୀକ୍ଷା

ରାଜ୍ୟର ୫୩ଟି କେନ୍ଦ୍ରରେ ଆଜି ଓଜେଇଇ ପରୀକ୍ଷା ଦେଉଛନ୍ତି ମୋଟ ୩୦ହଜାର ପରୀକ୍ଷାର୍ଥୀ। ଆଜି ପରୀକ୍ଷା ଅଫ୍ଲାଇନରେ ଦୁଇଟି ସିଟିଂରେ ହେଉଛି ପରୀକ୍ଷା । ପ୍ରଥମ ସିଂଟିଂ ସକାଳ ୯ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାର



ମାଡାମ ତୁଷାଦରେ ସ୍ଥାନ ପାଇଲା ସାହିଦ କପୁରଙ୍କ ମହମ ପ୍ରତିମୂର୍ତ୍ତି

Bhagyaprabha News Bureau | ମନୋରଞ୍ଜନ | | 2086 | Read...

ମାଡାମ ତୁଷାଦରେ ସ୍ଥାନ ପାଇଲା  ସାହିଦ କପୁରଙ୍କ ମହମ ପ୍ରତିମୂର୍ତ୍ତି

ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ସିଙ୍ଗାପୁରରେ ମାଡାମ ତୁଷାଦ ମ୍ୟୁଜିୟମରେ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ଫଙ୍କସନରେ ସାହିଦ ନିଜ ପତ୍ନୀ ମୀରା ରାଜପୁତଙ୍କ ସହିତ ପହଞ୍ଚିଥିଲେ। ସାହିଦ ଏଠାରେ ନିଜ ମହମ ପ୍ର



ନିର୍ବାଚନୀ ପ୍ରଚାର ସରିବା ପରେ ମୋଦୀଙ୍କ କେଦାରନାଥ ଦର୍ଶନ

Bhagyaprabha News Bureau | ଦେଶଦୁନିଆ | | 2085 | Read...

ନିର୍ବାଚନୀ ପ୍ରଚାର ସରିବା ପରେ ମୋଦୀଙ୍କ  କେଦାରନାଥ ଦର୍ଶନ

ସରିଲା ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଆସନ୍ତାକାଲି ୮ ରାଜ୍ୟରେ ୫୯ ସିଟ ସମେତ ମୋଦୀ ଲଢ଼ୁଥିବା ବାରଣାସୀ ଆସନରେ ମତଦାନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ବଦ୍ରିନ



ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

Bhagyaprabha News Bureau | ଦେଶଦୁନିଆ | | 2084 | Read...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଶନିବାର ସକାଳୁ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ପଂଜାମା ଗ୍ରାନ ନିକଟରେ ଜଙ୍ଗଲ ଭିତରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ଖିବର ପାଇ ଯବାନ ମାନେ ଏନକାଉଣ୍ଟ



ସୋରଡା ରେ ଆଦର୍ଶ ବିଦ୍ୟାଳୟ ରେ ଯୁକ୍ତ2 ଶ୍ରେଣୀ ସାମିଲ କରାଯିବା

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2083 | Read...

ସୋରଡା ରେ ଆଦର୍ଶ ବିଦ୍ୟାଳୟ  ରେ ଯୁକ୍ତ2 ଶ୍ରେଣୀ ସାମିଲ କରାଯିବା

ଗଂଜାମ ଜିଲ୍ଲା ସୋରଡା ରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ହୋଇଥିଲା। ପୁଣି କିଛି ଦିନ ପରେ ଆଦର୍ଶ ବିଦ୍ୟାଳୟ କୁ ରାଜ୍ୟ ସରକାର ନିଜ ହାତକୁ ନେଇ ଥିଲେ। ମେଧାବୀ ଛାତ୍ର ଛାତ୍ରୀ ମାନେ ଭଲ ଶିକ୍ଷାର



ଫନି ପରେ ରାଜଧାନୀରେ ବଢିଚାଲିଛି ଲୁଟେରାଙ୍କ ଆତଙ୍କ

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 2081 | Read...

ଫନି ପରେ ରାଜଧାନୀରେ ବଢିଚାଲିଛି  ଲୁଟେରାଙ୍କ ଆତଙ୍କ

ବାତ୍ୟା ଫନିରେ ଏତେ ମାତ୍ରାରେ କ୍ଷୟକ୍ଷତି ହେବା ପରେ ଏବେ ସ୍ଥିତି ଅଳ୍ପ ସୁଧାରିବାକୁ ଲାଗୁଛି। ରାଜ୍ୟରେ ଅନେକ ସ୍ଥାନରେ ଭଲଭାବେ ବିଦ୍ୟୁତ ଯୋଗାଣ କରାଯାଇପାରି ନାହିଁ। ଏମିତି ପରିସ୍ଥିର ସୁଯୋଗ ନେଇ ଲୋକମାନଙ୍କର ନିଦ ଉଡା



ଉନ୍ମୋଚିତ ହେଲା ଲୋକପାଳ ୱେବସାଇଟ୍‌

Bhagyaprabha News Bureau | ଦେଶଦୁନିଆ | | 2080 | Read...

ଉନ୍ମୋଚିତ ହେଲା ଲୋକପାଳ ୱେବସାଇଟ୍‌

ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଗୁରୁବାର ଲୋକପାଳ ୱେବ୍‍ସାଇଟ୍‍ର ଶୁଭାରମ୍ଭ କରିଛନ୍ତି। ଲୋକପାଳ ୱେବ୍‍ସାଇଟ୍‍ର ଠିକଣା ହେଉଛି www.lokpal.gov.in। ଲୋକପାଳ ଅଧ୍ୟକ୍ଷ ନୂଆଦିଲ୍ଲୀରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିର



ଆଜି ସରିବ ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର

Bhagyaprabha News Bureau | ରାଜନୀତି | | 2079 | Read...

ଆଜି ସରିବ ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର

ଆଜି ସରିବ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଆଉ ଗୋଟିଏ ଦିନ ପରେ ଇଭିଏମରେ ସିଲ ହେବ ନେତାଙ୍କ ଭାଗ୍ୟ । ୫୯ ଆସନ ପାଇଁ ଭୋଟ ପଡୁଥିବା ବେଳେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ବ୍ୟାପକ ହିଂସା ଯୋଗୁଁ ନିର୍



ଆସନ୍ତା ୨୨ ସୁଦ୍ଧା ଫୋନିର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ ଜିଲ୍ଲାପାଳ

Bhagyaprabha News Bureau | ଖେଳ | | 2078 | Read...

 ଆସନ୍ତା ୨୨  ସୁଦ୍ଧା ଫୋନିର କ୍ଷୟକ୍ଷତି ରିପୋର୍ଟ  ଦାଖଲ କରିବେ ଜିଲ୍ଲାପାଳ

ବାତ୍ୟା ଫୋନିର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ରିଲିଫ କମିଶନର । ଏହି ରିପୋର୍ଟ ପାଇବା ପରେ ଏନଡିଆରଏଫରୁ ସହାୟତା



ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

Bhagyaprabha News Bureau | ଦେଶଦୁନିଆ | ସୁନ୍ଦରଗଡ଼ | 2077 | Read...

ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ଅନୁସୂଚିତ ଜନଜାତିର ନେତା ତଥା ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ଦେହାନ୍ତ ହୋଇଛି । ଗତକାଲି ସଂଧ୍ୟାରେ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ



ବାତ୍ୟା ପାଇଁ ଘୁଞ୍ଚିଲା ଜିଏସ୍‌ଟି ଦାଖଲର ତାରିଖ

Bhagyaprabha News Bureau | ଶିକ୍ଷା | | 2075 | Read...

ବାତ୍ୟା ପାଇଁ ଘୁଞ୍ଚିଲା ଜିଏସ୍‌ଟି ଦାଖଲର ତାରିଖ

ବାତ୍ୟା ପ୍ରଭାବିତ ଅଞ୍ଚଳ ଓଡ଼ିଶାରେ ଘୁଞ୍ଚିଲା ଜିଏସ୍‌ଟି ରିଟର୍ଣ୍ଣର ତାରିଖ। ବାତ୍ୟା ଫନି ପାଇଁ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଥିବାରୁ ଜିଏସ୍‌ଟି ଦାଖଲ ତାରିଖ ଘୁଞ୍ଚାଇବା ପାଇଁ ଜିଏସ୍‌ଟି କାଉନସିଲକୁ ରା



ପାକିସ୍ତାନୀ ସେନା ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ କିରାଣୀ ଗିରଫ

Bhagyaprabha News Bureau | ଦେଶଦୁନିଆ | | 2074 | Read...

ପାକିସ୍ତାନୀ ସେନା ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ କିରାଣୀ  ଗିରଫ

ପାକିସ୍ତାନୀ ସେନା ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ କିରାଣୀକୁ ପୋଲିସ ଗିରଫ କରିଛି । ଆଇବି, ମିଲିଟାରୀ ଇନଟେଲିଜେନ୍ସ ଏବଂ ପୋଲିସର ମିଳିତ ଉଦ୍ୟମରେ କିରାଣୀ ଜଣଙ୍କ ଗିରଫ ହୋଇଛନ୍ତି



ଦେଶର ଗରିବ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ ଆକର୍ଷିତ କରୁଛି କଂଗ୍ରେସ

Bhagyaprabha News Bureau | ରାଜନୀତି | | 2073 | Read...

ଦେଶର ଗରିବ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ ଆକର୍ଷିତ କରୁଛି କଂଗ୍ରେସ

ବିଏସପି ସୁପ୍ରିମୋ ମାୟାବତୀ କଂଗ୍ରେସର ନ୍ୟାୟ ଯୋଜନା ଉପରେ ତୀବ୍ର ପ୍ରତିକ୍ରିୟା କରି କହିଛନ୍ତି ସେ ତା'ଠାରୁ ଭଲ ବିକଳ୍ପ ଦେଇ ପାରିବେ। ମାୟାବତୀ ଉତ୍ତରପ୍ରଦେଶର ମଉରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦେ



ଫୋନି ବିପନ୍ନ ଙ୍କୁ ସହାୟତା ର ହାତ ବଢ଼ାଇଲା କ୍ରାନ୍ତି ଯୁବ ଛାତ୍ରସଂଘ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2072 | Read...

ଫୋନି ବିପନ୍ନ ଙ୍କୁ ସହାୟତା ର ହାତ ବଢ଼ାଇଲା କ୍ରାନ୍ତି ଯୁବ ଛାତ୍ରସଂଘ

ବାତ୍ୟା ଫୋନି ପରେ ଧୀରେ ଧୀରେ ସ୍ବାଭାବିକ ହେଉଛି ସ୍ଥିତି । କିନ୍ତୁ ଏବେ ବି ଅନେକ କିଛି ଅସଜଡା ପଡ଼ି ରହିଛି । ପୁରୀ ଜିଲ୍ଲାବାସୀଙ୍କ ଦୁର୍ଦ୍ଦଶା ଏବେ ବି କହିଲେ ନସରେ । ବ୍ରହ୍ମଗିରିର ଅନେକ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀ



ମେ ୨୨ ସୁଧା ଘରେ ଘରେ ବୁଲି ଫୋନି କ୍ଷୟକ୍ଷତିର ଆକଳନ କରାଯିବ -ଏସଆରସି

Bhagyaprabha News Bureau | ଓଡ଼ିଶା | ପୁରୀ | 2071 | Read...

ମେ ୨୨ ସୁଧା ଘରେ ଘରେ ବୁଲି ଫୋନି  କ୍ଷୟକ୍ଷତିର ଆକଳନ କରାଯିବ -ଏସଆରସି

ବାତ୍ୟା ଫୋନି ଦ୍ଵାରା କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ ବିଭାଗୀୟ କର୍ମଚାରୀ ଦଳ ଘର ଘର ଯାଇ କ୍ଷତି ଆକଳନ କରିବେ ବୋଲି ଏସଆରସି ବିଷ୍ଣୁପଦ ସେଠି ସୂଚନା ଦେଇଛନ୍ତି । ଏସଆରସିଙ୍କ ସୂଚନା ଅନୁସାରେ ଦାୟିତ୍ୱରେ ଥିବା ବିଭାଗୀୟ ଅଫ



୨୦ରେ ହେବ ନିଟ୍ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 2070 | Read...

୨୦ରେ  ହେବ ନିଟ୍ ପରୀକ୍ଷା

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଦ୍ବାରା ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ମେ ୨୦ରେ ଅନୁଷ୍ଠିତ ହେବ।ଡାକ୍ତରୀ ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ର



ରିଲିଜ୍‌ ହେଲା ତାପ୍‌ସୀ ପନ୍ନୁଙ୍କ 'ଗେମ୍‌ ଓଭର'ର ଟିଜର

Bhagyaprabha News Bureau | ମନୋରଞ୍ଜନ | | 2069 | Read...

ରିଲିଜ୍‌ ହେଲା ତାପ୍‌ସୀ ପନ୍ନୁଙ୍କ  'ଗେମ୍‌ ଓଭର'ର  ଟିଜର

ବିଲିଉଡ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହିତ 'ବଦ୍‌ଲା'ରେ କାମ କରିବା ପରେ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ ଆଉ ଏକ ଫିଲ୍ମ ଆସୁଛି। ଏହି ଫିଲ୍ମର ନାଁ ହେଲା 'ଗେମ୍‌ ଓଭର'। ମଙ୍ଗଳବାର ଏହି ଫିଲ୍ମର ଟିଜର ରିଲିଜ୍‌ ହେବା ପରେ ଏ



ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡିଆ ଝିଅ ଶ୍ରୀବାଲି ଦାସ ବିଜୟ

Bhagyaprabha News Bureau | ଦେଶଦୁନିଆ | | 2068 | Read...

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ  ଓଡିଆ ଝିଅ ଶ୍ରୀବାଲି ଦାସ  ବିଜୟ

ଓଡିଆ ଝିଅ ଶ୍ରୀବାଲି ଦାସ ଜୁନିୟର ମଡେଲ ଇଂଟରନ୍ୟାସନାଲ ୨୦୧୯ରେ ବିଶ୍ୱସ୍ତରରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ଏହା ସହ ସେ କେରଳ କାଲିକଟଠାରେ ଆୟୋଜିତ ଅନ୍ତଜାର୍ତୀୟ ଜୁନିୟର ସୁନ୍ଦରୀ ପ୍ରତିଯୋଗିତ



ରାଜ୍ୟରେ ଅସହ୍ୟ ତାତି ଜାରି

Bhagyaprabha News Bureau | ଦେଶଦୁନିଆ | | 2067 | Read...

ରାଜ୍ୟରେ ଅସହ୍ୟ ତାତି ଜାରି

ଖରାରେ ସିଝିବ ସାରା ଓଡ଼ିଶା । ଦୀର୍ଘ ଏକ ସପ୍ତାହ ଧରି ରାଜ୍ୟରେ ଲାଗି ରହିବ ଅସହ୍ୟ ତାତି । ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠି ଖରାର ପ୍ରକୋପ ରହିବ । ୧୮ ବେଳକୁ ସ୍ଥିତି ସାଂଘାତିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଗୋଟ



ବିଳମ୍ବରେ ଟ୍ରେନ ଛାଡିବା ପ୍ରତିବାଦରେ ଧାରଣା ଦେଲେ ରେଳଯାତ୍ରୀ

Bhagyaprabha News Bureau | ଦେଶଦୁନିଆ | ଗଞ୍ଜାମ | 2066 | Read...

 ବିଳମ୍ବରେ  ଟ୍ରେନ ଛାଡିବା ପ୍ରତିବାଦରେ ଧାରଣା ଦେଲେ  ରେଳଯାତ୍ରୀ

ନିୟମିତ ଟ୍ରେନକୁ ବିଳମ୍ବରେ ଛାଡିବା ପ୍ରତିବାଦରେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି ରେଳଯାତ୍ରୀ । ଭଦ୍ରକ-ବ୍ରହ୍ମପୁର ମେମୋ ଟ୍ରେନ୍‌ର ଯାତ୍ରୀମାନେ ପୂର୍ବତନ ରେଳବାଇର ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଟ୍ରେନ୍ ଆଗରେ ବସି



ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ପ୍ରକୋପ

Bhagyaprabha News Bureau | ଓଡ଼ିଶା | ମୟୁରଭଞ୍ଜ | 2064 | Read...

ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ପ୍ରକୋପ

ଗତକାଲି ମୟୂରଭଞ୍ଜ ଜିଲ୍ଲାରେ କପ୍ତିପଦା ଉପଖଣ୍ଡ ଗୋପବନ୍ଧୁନଗର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାଳବୈଶାଖୀ ସମୟରେ ପବନର ମାତ୍ରା ଏତେ ଅଧକା ଥିଲା ଯେ, ଅନେକ ଲୋକଙ୍କ ଘରର ଛପର, ଆଜବେଷ୍ଟସ ଉଡିଯ



ମୋବାଇଲ୍‌ ଲାଇଟ୍‌ରେ ଖାତାଦେଖା ନେଇ ସୁପରିଟେଣ୍ଟଣ୍ଟଙ୍କୁ ବୋର୍ଡର ଏକ୍ସପ୍ଲାନେସନ

Bhagyaprabha News Bureau | ଓଡ଼ିଶା | | 2063 | Read...

 ମୋବାଇଲ୍‌ ଲାଇଟ୍‌ରେ ଖାତାଦେଖା ନେଇ ସୁପରିଟେଣ୍ଟଣ୍ଟଙ୍କୁ ବୋର୍ଡର ଏକ୍ସପ୍ଲାନେସନ

ବାରିପଦା ଏମ୍‌ପିସି କଲେଜରେମୋବାଇଲ ଲାଇଟ୍‌ରେ ଖାତାଦେଖା ଘଟଣା ପରେ ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କୁ ଏକ୍ସପ୍ଲାନେସନ ମଗାଯିବ ବୋଲି CHSE ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ କହିଛନ୍ତି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନ



୨୭ କିଲୋ ଗଞ୍ଜେଇ ସହ କାର୍ ଜବତ

Bhagyaprabha News Bureau | ଅପରାଧ | କନ୍ଧମାଳ | 2062 | Read...

୨୭ କିଲୋ ଗଞ୍ଜେଇ ସହ କାର୍ ଜବତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ଗାଁରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ଯୁବକ ଜଣଙ୍କ ଫୁଲବାଣୀ ସହରର ଚନ୍ଦନ ଦିଗାଲ।ମିଳିଥିବା ସୂଚନା ଅ



ଚୀନ ଓ ଆମେରିକା ମଧ୍ୟରେ ବଢିଲା ବିବାଦ

Bhagyaprabha News Bureau | ରାଜନୀତି | | 2061 | Read...

ଚୀନ ଓ ଆମେରିକା ମଧ୍ୟରେ ବଢିଲା ବିବାଦ

ଆମେରିକା ସହ ଚୀନର ବାଣିଜ୍ୟ ଯୁଦ୍ଧ । ପରୋକ୍ଷ ଭାବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସମାଲୋଚନା କରିଛନ୍ତି । ତାଙ୍କର ବୟାନ ଟ୍ରମ୍ପଙ୍କ ଦ୍ୱାରା ଚୀନ ଉତ୍ପାଦ ଉପରେ ବଢାଯା



ପଶ୍ଚିମବଙ୍ଗରେ ତେଜିଲା ରାଜନୀତି , ଇସିଙ୍କ ନିଷ୍ପତ୍ତିକୁ ତୀବ୍ର ନିନ୍ଦା

Bhagyaprabha News Bureau | ରାଜନୀତି | | 2060 | Read...

ପଶ୍ଚିମବଙ୍ଗରେ ତେଜିଲା ରାଜନୀତି , ଇସିଙ୍କ ନିଷ୍ପତ୍ତିକୁ ତୀବ୍ର ନିନ୍ଦା

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ କମାଇବା ପରେ ତେଜିଲା ରାଜନୀତି। ସମସ୍ତ ବିରୋଧୀ ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଆଜି ପଶ୍



ଆମ୍ବ ବଜାରରେ ବିକ୍ରି ହେଉଛି ବିଭିନ୍ନ ରକମର ଆମ୍ବ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2059 | Read...

 ଆମ୍ବ ବଜାରରେ ବିକ୍ରି ହେଉଛି ବିଭିନ୍ନ ରକମର ଆମ୍ବ

ବ୍ରହ୍ମପୁର ଆମ୍ବବଜାରରେ ଏବେ ଦେଖିବାକୁ ମିଳୁଛି ଭଳିକି ଭଳି ଆମ୍ବ ପସରା । ନିଜ ନିଜ ମନପସନ୍ଦର ଆମ୍ବ କିଣିବାକୁ ଆମ୍ବବଜାରରେ ଲାଗିଛି ଗ୍ରାହକ ଓ ଖୁଚୁରା ବେପାରୀଙ୍କ ଭିଡ଼ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ବଜାର ଆ



ଆଜି ରାତି ୧୦ଟାରୁ ବନ୍ଦ ହେବ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର

Bhagyaprabha News Bureau | ରାଜନୀତି | | 2058 | Read...

ଆଜି ରାତି ୧୦ଟାରୁ  ବନ୍ଦ ହେବ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର କରୁଥିବାବେଳେ କୋଲକାତା ହିଂସା ପରେ ନିର୍ବାଚନ କମିସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ରାତି ୧୦ ପରଠାରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ପ



ବାତ୍ୟାର ୧୩ ଦିନ ପରେ ବଡ଼ଦାଣ୍ଡରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌ !

Bhagyaprabha News Bureau | ଦେଶଦୁନିଆ | ପୁରୀ | 2057 | Read...

ବାତ୍ୟାର ୧୩ ଦିନ ପରେ ବଡ଼ଦାଣ୍ଡରେ  ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌ !

ବାତ୍ୟାର ୧୩ ଦିନ ପରେ ପୁରୀ ବଡ଼ଦାଣ୍ଡରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌ । ସେହିପରି ଶ୍ରୀମନ୍ଦିର ଓ ସରକାରୀ ଅଫିସକୁ ବି ଦିଆଯାଇଛି ବିଦ୍ୟୁତ ସଂଯୋଗ । ସହରର ଅନ୍ୟ ସମସ୍ତ ଅଞ୍ଚଳକୁ ସପ୍ତାହେ ଭିତରେ ବିଦ୍ୟୁତ ସେବା ମିଳିବ । ଯୁଦ



ଜମ୍ମୁ-କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର , ୨ ଆତଙ୍କବାଦୀ ନିହତ

Bhagyaprabha News Bureau | ଦେଶଦୁନିଆ | | 2056 | Read...

 ଜମ୍ମୁ-କାଶ୍ମୀର ପୁଲୱାମାରେ  ଏନ୍‌କାଉଣ୍ଟର  ,   ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ପୁଣି ଥରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନ୍‌କାଉଣ୍ଟରରେ ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ପୁଲଓ୍ଵାମାର



ମୁଖ୍ୟମନ୍ତ୍ରୀ ପତ୍ର ଜରିଆରେ ମୋଦୀଙ୍କ ଜଣାଇଲେ ପ୍ରଂଶସା

Bhagyaprabha News Bureau | ଓଡ଼ିଶା | | 2055 | Read...

ମୁଖ୍ୟମନ୍ତ୍ରୀ ପତ୍ର ଜରିଆରେ ମୋଦୀଙ୍କ ଜଣାଇଲେ ପ୍ରଂଶସା

ଫୋନୀର ପ୍ରଭାବରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ପୂର୍ବରୁ ସୁରକ୍ଷିତ ଆଶ୍ରୟ ସ୍ଥଳିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ଘଟଣାରେ କେନ୍ଦ୍ର ସରକାର ମୋଦିଙ୍କୁ ପ୍ରଂଶସା କରିଥିବା ବେଳେ ଆଜି ଓଡିଶାର ମୁଖମନ୍ତ୍ରୀ ନବ



ଶାହା ବିରୋଧରେ ଏଫଆଇଆର ପୋଲିସ ଦାୟର କଲା କୋଲକତା ପୋଲିସ

Bhagyaprabha News Bureau | ଦେଶଦୁନିଆ | | 2054 | Read...

ଶାହା ବିରୋଧରେ ଏଫଆଇଆର ପୋଲିସ ଦାୟର କଲା କୋଲକତା ପୋଲିସ

ଗତକାଲି ପଶ୍ଚିମବଙ୍ଗ ର କୋଲକତାରେ ବିଜେପି ରାଷ୍ଟୟ ୍ରଅଧକ୍ଷ ଅମିତ ଶାହା ରୋଡ ସୋ ବେଲେ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା;ରେ ପୋଲିସ ଆଜି ଅମିତ ଶାହା ବିରୋଧରେ ଦୁଇଟି ଏଫଆଇଆର ମାମଲା



୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ

Bhagyaprabha News Bureau | ମନୋରଞ୍ଜନ | | 2053 | Read...

୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ

୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ । ମୁମ୍ବାଇର ଏକ ବ୍ରାହ୍ମଣ ପରିବାରରେ ୧୯୬୭ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିବା ମାଧୁରୀ ୮୦ ଏବଂ ୯୦ ଦଶକରେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଥିଲେ ଜଣେ । ୧୯୮୬ ରେ ଫିଲ୍ମ ଅବୋଧ ଏବଂ ସ୍ବାତ



ପାକିସ୍ତାନର ୧୯ ବନ୍ଦୀକୁ ମୁକ୍ତ କଲା ଭାରତ

Bhagyaprabha News Bureau | ଦେଶଦୁନିଆ | | 2052 | Read...

ପାକିସ୍ତାନର ୧୯ ବନ୍ଦୀକୁ ମୁକ୍ତ କଲା ଭାରତ

ଭାରତ ବର୍ଷରେ ବିନା ଭିସାରେ ପାକିସ୍ତାନର ୧୯ ଜଣ ନାଗରିକ ଭାରତ ବର୍ଷରେ ରହୁଥିବା ବେଳେ ସେମାନେ ଧରାପଡିଥିଲେ । ଭାରତର ଆଇନ କାନୁନ ଅନୁଯାୟୀ ସେମାନଙ୍କୁ ଦଶ ବଷଁ ଲେଖାଁଏ ଦଣ୍ଡ ମିଳିଥିଲା ।ସେହିପରି ୫୫ ବର୍ଷିୟ ମସ୍୍ୟଜୀବି ମୁ



ସବ୍ ରେଜିଷ୍ଟ୍ରି ଅଫିସ୍ ସ୍ଥାନାନ୍ତର ଦାବିରେ ରାସ୍ତାରୋକ

Bhagyaprabha News Bureau | ଖେଳ | | 2051 | Read...

ସବ୍ ରେଜିଷ୍ଟ୍ରି ଅଫିସ୍ ସ୍ଥାନାନ୍ତର ଦାବିରେ ରାସ୍ତାରୋକ

ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ର ସାଇଁକୁଳ ଛକଠାରେ ରାସ୍ତାରୋକ ହୋଇଛି । ସାଇଁକୁଳ ଗ୍ରାମବାସୀ ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇଛନ୍ତି । ସାଇଁକୁଳ ଅଞ୍ଚଳର ସବ୍ ରେଜିଷ୍ଟ୍ରି କାର୍



ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ଯୁକ୍ତ ୨ ଖାତା ମୂଲ୍ୟାୟନ!

Bhagyaprabha News Bureau | ଶିକ୍ଷା | | 2050 | Read...

ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ଯୁକ୍ତ ୨ ଖାତା ମୂଲ୍ୟାୟନ!

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ । ମୋବାଇଲ ଲାଇଟ୍ ରେ ଚାଲିଛି ଯୁକ୍ତ୨ ଖାତା ମୂଲ୍ୟାଙ୍କନ । ବାରିପଦା ଏମପିସି ଅଟୋନମସ୍ କଲେଜରେ ଏପରି ଅବ୍ୟବସ୍ଥା । ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ଓ ବର୍ଷା ପରେ ବିଦ୍ୟୁତ ସଂଯୋଗ ବ



ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ନାବାଳକ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2049 | Read...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ନାବାଳକ ମୃତ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ପୁଣି ନିର୍ବାଚନି ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ତଣ୍ଡିପୁର ପଞ୍ଚାୟତ ଖଇର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଫଳରେ ଜଣେ ନାବାଳ



ଆଟଲାଣ୍ଟିକ୍ ମହାସାଗରକୁ ପାର୍ କରିଥିବା ବିଶ୍ବର ପ୍ରଥମ ମହିଳା ଆରୋହୀ ପଣ୍ଡିତ୍.

Bhagyaprabha News Bureau | ଦେଶଦୁନିଆ | | 2048 | Read...

ଆଟଲାଣ୍ଟିକ୍ ମହାସାଗରକୁ ପାର୍ କରିଥିବା ବିଶ୍ବର ପ୍ରଥମ ମହିଳା ଆରୋହୀ ପଣ୍ଡିତ୍.

ମୁମ୍ବାଇର ୨୩ ବର୍ଷିୟା ଆରୋହୀ ପଣ୍ଡିତ ଲାଇଟ୍ ସ୍ପୋର୍ଟସ ଏୟାରକ୍ରାଫ୍ଟ(ଏଲଏସଏ)ରେ ଆଟଲାଣ୍ଟିକ୍ ମହାସାଗରକୁ ପାର କରିଥିବା ଦୁନିଆର ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି । ଆରୋହୀ ୩୦୦୦ କିମି ଯାତ୍ରା କରି କାନାଡା ର ଇ



ଆଜିଠାରୁ ପୁରୀ ଓ କୋଣାର୍କରେ ବିଦ୍ୟୁତ ଯୋଗାଣ ଆରମ୍ଭ

Bhagyaprabha News Bureau | ଓଡ଼ିଶା | ପୁରୀ | 2047 | Read...

ଆଜିଠାରୁ ପୁରୀ ଓ କୋଣାର୍କରେ  ବିଦ୍ୟୁତ ଯୋଗାଣ ଆରମ୍ଭ

ଆଜିଠାରୁ ପୁରୀ ଓ କୋଣାର୍କ ସହରରେ ବିଦ୍ୟୁତ ସେବା ଯୋଗାଇବା କାମ ଆରମ୍ଭ ହେବ । ପୁରୀକୁ ଯାଇଥିବା ୨୨୦ କେଭି ଲାଇନରେ ୭୫ଟି ଟାୱାର କ୍ଷତି ଗ୍ରସ୍ତ ହୋଇଛି । ଏହାସହ ୧୩୨ କେଭି ଚନ୍ଦକା ପୁରୀ ଲାଇନରେ ୨୫ଟି ଟାୱାର କ୍ଷତିଗ୍ରସ୍ତ ହୋ



ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 2046 | Read...

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

ଆଜି ଠାରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଲେ ମାଓବାଦୀ । ମାଓବାଦୀଙ୍କ ବନ୍ଦ ପ୍ରଭାବରେ ବାଲିଗୁଡା ରୁ ବୈାଦ୍ଧ ,କଳାହାଣ୍ଡି, ବଲାଙ୍ଗିରି ଯାତାୟତ ବାଧାପ୍ରାପ୍ତ ହୋଇଛି । ମାଓବାଦୀ ମାନଙ୍କ ପକ୍ଷରୁ ବନ୍ଦ ଡାକରା କୁ ସଫଳତା କରିବା ପ



ପ୍ରଥମ ମହିଳା ଆଇସିସି ରେଫରି ପ୍ୟାନେଲ୍‌ରେ ସାମିଲ ହେଲେ ଭାରତର ଜିଏସ୍‌ ଲକ୍ଷ୍ମୀ

Bhagyaprabha News Bureau | ଖେଳ | | 2045 | Read...

ପ୍ରଥମ ମହିଳା ଆଇସିସି ରେଫରି ପ୍ୟାନେଲ୍‌ରେ ସାମିଲ ହେଲେ  ଭାରତର ଜିଏସ୍‌ ଲକ୍ଷ୍ମୀ

ପ୍ରଥମ ମହିଳା ଭାବେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ରେଫରି ପ୍ୟାନେଲ୍‌ରେ ଭାରତର ୫୧ ବର୍ଷ ବୟସ୍କା ଜିଏସ୍‌ ଲକ୍ଷ୍ମୀ ସାମିଲ ହୋଇଛନ୍ତି। ଚଳିତ ମାସରେ ଅଷ୍ଟ୍ରେଲିଆର କ୍ଲାରେ ପୋଲୋସାକ୍‌ କୌଣସି ପୁରୁ



ଟାଇଗରଙ୍କ ରେକର୍ଡ଼ ତାଲିକାରେ ସାମିଲ ହେଲା 'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ୨'

Bhagyaprabha News Bureau | ମନୋରଞ୍ଜନ | | 2044 | Read...

ଟାଇଗରଙ୍କ ରେକର୍ଡ଼ ତାଲିକାରେ ସାମିଲ ହେଲା  'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ୨'

ଟାଇଗରଙ୍କ ଅଭିନୀତ 'ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍' ରିଲିଜ୍ ହେବାପରେ ଏହାକୁ ନେଇ ଦର୍ଶକ ମହଲରେ କ୍ରେଜି ଦେଖିବାକୁ ମିଳିଛି । ଓପନିଙ୍ଗ୍ ଡେ'ରେ ୧୨କୋଟିର ବ୍ୟବସାୟ ସହ ଖାତା ଖୋଲିଥିବା ଏହି ଫିଲ୍ମ ଟାଇଗରଙ୍କ ଫିଲ୍ମ କ୍ୟାରିୟରରେ ଆ



ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନର ୨ ବଗି ଲାଇନଚ୍ୟୁତ

Bhagyaprabha News Bureau | ଓଡ଼ିଶା | | 2043 | Read...

ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନର ୨ ବଗି ଲାଇନଚ୍ୟୁତ

ରାଉରକେଲା ଜିଲାର ମାଲଗୋଦାମ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଟ୍ରେନଟି ସିମେଣ୍ଟ ନେଇ ରାୟପୁରରୁ ପଶ୍ଚିମବଙ୍ଗ ଯାଉଥିଲା। ସେହି ସମୟରେ ଦୁଇଟି ବଗି ଟ୍ରାକ ଉପରେ ଲାଇନଚ୍ୟୁତ ହୋଇଥିଲା। ଖବର ପ



'ଫୋନି'ରେ ଓଡ଼ିଶାର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

Bhagyaprabha News Bureau | ଖେଳ | | 2042 | Read...

'ଫୋନି'ରେ ଓଡ଼ିଶାର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

ବାତ୍ୟା 'ଫନି' ପ୍ରଭାବରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷ କରି ପୁରୀ ଜିଲ୍ଲା ବାତ୍ୟା 'ଫନ'ରେ ଛାରଖାର ହୋଇଯାଇଛି। ଫନି ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିକୁ ନେଇ ରାଜ୍ୟ ସରକାର ବୁଧବାର ପ୍ରାଥମିକ ରିପୋର୍ଟ ପ



ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2040 | Read...

ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଜଗତପୁର ଶିଲ୍ପାଞ୍ଚଳରୁ ୨ ଜଣ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେମାନେ ଗତ ୨ ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକ ବହୁଖୋଜା ଖୋଜି ପରେ ମଧ୍ୟ ସେମାନଙ୍କ ଟେର ମିଳିନଥିଲା । ସେମାନଙ୍କ ମୋବାଇଲ ମଧ୍ୟ ସୁଇଚ



୭ଟି ସହରରେ ୪୦ ଉପରେ ପାରଦ,ଫୋନି ପ୍ରଭାବିତ ଅଞ୍ଚଳରେ ତାପମାତ୍ରା ବୃଦ୍ଧି

Bhagyaprabha News Bureau | ଓଡ଼ିଶା | ସୁବର୍ଣ୍ଣପୁର | 2039 | Read...

୭ଟି ସହରରେ ୪୦ ଉପରେ ପାରଦ,ଫୋନି ପ୍ରଭାବିତ ଅଞ୍ଚଳରେ ତାପମାତ୍ରା ବୃଦ୍ଧି

ସାରା ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଆଜି ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖା ଦେଇଛି। ତଥାପି ଅସହ୍ୟ ଗରମରେ ଡହଳ ବିକଳ ହେଉଛନ୍ତି ଜନସାଧାରଣ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟର ୭ଟ



ଫନି କ୍ଷୟକ୍ଷତିକୁ ନେଇ ମୁଖ୍ୟଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା

Bhagyaprabha News Bureau | ଓଡ଼ିଶା | ପୁରୀ | 2038 | Read...

ଫନି କ୍ଷୟକ୍ଷତିକୁ  ନେଇ ମୁଖ୍ୟଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର  ଆଲୋଚନା

କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ କେନ୍ଦୀୟ ଟିମ୍‌ ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସ୍ଥିତି ସମୀକ୍ଷା କରିବା ବେଳେ କ



ଜିଲ୍ଲା ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ ମାନଙ୍କୁ ଆଜିଠାରୁ ତାଲିମ ପ୍ରଦାନ

Bhagyaprabha News Bureau | ଓଡ଼ିଶା | | 2037 | Read...

ଜିଲ୍ଲା ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ ମାନଙ୍କୁ  ଆଜିଠାରୁ ତାଲିମ ପ୍ରଦାନ

ଆସନ୍ତା ମେ' ୨୩ ରେ ରାଜ୍ୟରେ ହେବ ଭୋଟ ଗଣତି, ଏ ନେଇ ସରକାରଙ୍କ ତରଫରୁ ବିଶେଷ ବ୍ୟବସ୍ଥା କରାଯାଉଛି ।ଆଜିଠୁ ଜିଲ୍ଲା ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ ମାନଙ୍କୁ ତାଲିମ ଦିଆଯିବ। ଏ ନେଇ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୁର



ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ନେଇ ଆଲୋଚନା ଚକ୍ର

Bhagyaprabha News Bureau | ବିଶେଷ | ଗଞ୍ଜାମ | 2036 | Read...

ଜଳବାୟୁ ପରିବର୍ତ୍ତନ  ଓ ଏହାର ପ୍ରଭାବକୁ ନେଇ ଆଲୋଚନା ଚକ୍ର

ଭାରତ ସରକାରଙ୍କ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଆନୁକୁଲ୍ୟରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ



ଗାଡି ଚକାତଳେ ଚାପି ହୋଇ ଅଚିହ୍ନା ମହିଳା ମୃତ

Bhagyaprabha News Bureau | ଅପରାଧ | | 2034 | Read...

ଗାଡି ଚକାତଳେ ଚାପି ହୋଇ ଅଚିହ୍ନା ମହିଳା ମୃତ

ସୋର ଥାନା ସାମ୍ନାରେ ଜଣେ ଅଚିହ୍ନା ମହିଳା ଚକାତଳେ ଚାପି ହୋଇ ମୃତ ବରଣ କରିଛନ୍ତି । ମହିଳା ଜଣକ ପରିଚୟ ମିଳିପାରିନାହିଁ । ମଙ୍ଗଳବାର ବିଳମ୍ଭିତ ରାତିରେ ଏଭଳି ଏକ ଦୁଖଦ ଘଟଣା ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ



ଅମିତ ଶାହାଙ୍କ ରୋଡ ସୋ ବେଳେ ଲଙ୍କାକାଣ୍ଡ ,ପୋଲିସର ଲାଠିଚାଳନା ,

Bhagyaprabha News Bureau | ଦେଶଦୁନିଆ | | 2033 | Read...

ଅମିତ ଶାହାଙ୍କ ରୋଡ ସୋ ବେଳେ ଲଙ୍କାକାଣ୍ଡ ,ପୋଲିସର ଲାଠିଚାଳନା ,

ପଶ୍ଚିମବଙ୍ଗର କୋଲକାତାରେ ମଙ୍ଗଳବାର ବିଜେପି ରାଷ୍ଟୟ୍ରି ଅଧକ୍ଷ ଅମିତ ଶାହାଙ୍କ ରୋଡ ସୋ ବେଳେ ବ୍ୟାପକ ଲଙ୍କାକାଣ୍ଡ ସହ ବିଜେପି କର୍ମୀ ଓ ଟିଏମସି କର୍ମୀ ମାନଙ୍କ ମଧ୍ୟରେ ଲଙ୍କାକାଣ୍ଡ ଘଟିଛି । ଏହ÷ି ଲଙ୍କା କାଣ୍ଡ କୁ ନି



ଭୋଟଗଣନା କାର୍ଯ୍ୟ ପାଇଁ ଗଞ୍ଜାମରେ ଆରମ୍ଭ ହେଲା ତାଲିମ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2032 | Read...

 ଭୋଟଗଣନା କାର୍ଯ୍ୟ ପାଇଁ ଗଞ୍ଜାମରେ ଆରମ୍ଭ ହେଲା ତାଲିମ

ଆସନ୍ତା ୨୩ ତାରିଖରେ ଭୋଟଗଣତି ହେବାକୁ ଯାଉଥିବାରୁ ସେଥିପାଇଁ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାର ଦୁଇଟି ଲୋକସ



କୁଳଡିହା ଜଙ୍ଗଲରୁ ୫ ଶୀକାରି ଗିରଫ

Bhagyaprabha News Bureau | ଅପରାଧ | | 2031 | Read...

କୁଳଡିହା ଜଙ୍ଗଲରୁ ୫ ଶୀକାରି ଗିରଫ

ନୀଳଗିରି ବନ ବିଭାଗକୁ ବଡଧରଣର ସଫଳତା ମିଳିଛି । କୁଳଡିହା ଜଙ୍ଗଲଲେ ବନବିଭାଗ ତରଫରୁ କୁଳହିଡା ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିଲା । ଶୀକାରୀ ମାନେ ଶୀକାର କରି ଜଙ୍ଗଲରୁ ଫେରୁଥିବା ସମୟରେ ବନ ବିଭାଗ ସେମାନଙ୍କୁ କାବୁ କର



ରାସ୍ତା କାମକୁ ବିରୋଧ କରି ମାଓବାଦୀ ପୋଡିଲେ ୮ ଗାଡି

Bhagyaprabha News Bureau | ଅପରାଧ | କଳାହାଣ୍ଡି | 2030 | Read...

ରାସ୍ତା କାମକୁ ବିରୋଧ କରି ମାଓବାଦୀ ପୋଡିଲେ ୮ ଗାଡି

କଳାହାଣ୍ଡି ଜିଲ୍ଲା ରାସ୍ତା କାମକୁ ବିରୋଧ କରି ମଙ୍ଗଳବାର ରାତିରେ ମାଓବାଦୀ ମାନେ ୫ ଟି ଟ୍ରାକ୍ଟର ଗାଡି ସହ ୨ ଟି ଜେସିବି ,ଅନ୍ୟ ଏକ ଗାଡି ପୋଡି ଦେଇଛନ୍ତି । ମଙ୍ଗଳବାର ରାତିରେ ୧୦ ରୁ ୧୫ ମାଓବାଦୀ ମଦନପୁର ରାମପୁର ଅନ୍ତର୍ଗତ



ଫୋନି କ୍ଷତିଗ୍ରସ୍ତ ଙ୍କ ପାଇଁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ପୁଣି ୩୯ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2029 | Read...

ଫୋନି କ୍ଷତିଗ୍ରସ୍ତ ଙ୍କ ପାଇଁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ପୁଣି ୩୯ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଫୋନି କ୍ଷତିଗ୍ରସ୍ତ ଙ୍କ ପାଇଁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ପୁଣିଥରେ ୩୯ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲପ୍ରଶାସନ ପକ୍ଷରୁ ଆଦାୟ ହୋଇଥିବା ଏହି ଅର୍ଥକୁ ମୁଖ୍ମୟନ୍ତ୍ରୀ ଙ୍କ ରିଲିଫ୍ ଫଣ୍ଡ କୁ ପ୍ରଦାନ



ଲକ୍ଷ୍ମୀ ନୃସିଂହଙ୍କ ଜନ୍ମ ଉପଲକ୍ଷେ ହୁମାରେ ରକ୍ତଦାନ ଶିବିର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2028 | Read...

ଲକ୍ଷ୍ମୀ ନୃସିଂହଙ୍କ ଜନ୍ମ ଉପଲକ୍ଷେ ହୁମାରେ ରକ୍ତଦାନ ଶିବିର

ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ଜନ୍ମ ଉପଲକ୍ଷେ ଗଞ୍ଜାମ ଜିଲା ହୁମା ଠାରେ ଗୋପୀନାଥ ଯୁବକ ସଙ୍ଘ ର ଆନୁକୁଲ୍ୟରେ ଏକ ରକ୍ତଦାନ ଶିିବିର ଅନୁଷ୍ଠିତ ହୋଇଯାଇଛି ବ୍ରହ୍ମପୁର ଏମ କେ ସି ଯିବହସ୍ପିଟାଲ ବ୍ଲଡ଼ବ୍ୟାଙ୍କ ତରଫରୁ ରକ୍ତଦାନ କା



ଦ୍ୱିତିକୃଷ୍ଣ ଥିଲେ ସମାଜ ଗଠନର ଶ୍ରେଷ୍ଠ ବିନ୍ଧାଣି--ଇସକଫ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2027 | Read...

ଦ୍ୱିତିକୃଷ୍ଣ ଥିଲେ ସମାଜ ଗଠନର ଶ୍ରେଷ୍ଠ ବିନ୍ଧାଣି--ଇସକଫ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି "ଇସକଫ" ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ସାଂସଦ ଦ୍ଵିତୀକୃଷ୍ଣ ପ



ବ୍ରହ୍ମପୁର ରେଲୱ ଷ୍ଟେସନରୁ ୩ ବ୍ୟାଗ ଗଞ୍ଜେଇ ଜବତ : ୨ ଅଟକ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2026 | Read...

ବ୍ରହ୍ମପୁର ରେଲୱ ଷ୍ଟେସନରୁ ୩ ବ୍ୟାଗ ଗଞ୍ଜେଇ ଜବତ : ୨ ଅଟକ

ବ୍ରହ୍ମପୁର ରେଲୱ ଷ୍ଟେସନ ୪ ନଂ ପ୍ଲାଟଫର୍ମରୁ ୨ ଜଣ ଯୁବକଙ୍କ ଠାରୁ ୩ ଗୋଟି ବ୍ୟାଗରୂ ୨୬ ପକେଟ ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ର ଗନ୍ତାଘର କୁହାଯାଉଥିବା କନ୍ଧମାଳ ଓ ଗଜପତି ଜିଲ୍ଳାରୁ ପ୍ରତିଦିନ ହଜାର ହଜାର କୁଇଣ୍ଟାଲ ଗଞ୍



ମେ ୩ ୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷାଫଳ

Bhagyaprabha News Bureau | ଖେଳ | | 2025 | Read...

ମେ ୩ ୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷାଫଳ

ସାମୁଦ୍ରିକ ବାତ୍ୟା ଫୋନି ପାଇଁ ଦଶମ ପରୀକ୍ଷା ରେଜଲ୍ଟ ବାହାରିବା ବିଳମ୍ଭ ଘଟିଛି । ମେ ତୃତୀୟ ସପ୍ତାହରେ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ବୋର୍ଡର ସଭାପତି ଜାହାନ ଆରା ବେଗମ ସୂଚନା ଦେଇଥିବା ବେଳେ ତ୍ରୁଟି ଶୂନ୍ୟ ଓ ନିର



ଶ୍ରୀଲଙ୍କା ମସଜିଦରେ ବିସ୍ପୋରଣ ,ମୁସଲିମ ବିରୋଦ୍ଧି ଦଙ୍ଗା ବୃଦ୍ଧି ,ଦେଶରେ କଫ୍ୟୁ ଜାରୀ ,ସୋସିଆଲ ମିଡିଆ ବ୍ୟାନ

Bhagyaprabha News Bureau | ଅପରାଧ | | 2024 | Read...

ଶ୍ରୀଲଙ୍କା ମସଜିଦରେ ବିସ୍ପୋରଣ ,ମୁସଲିମ ବିରୋଦ୍ଧି ଦଙ୍ଗା ବୃଦ୍ଧି ,ଦେଶରେ କଫ୍ୟୁ ଜାରୀ ,ସୋସିଆଲ ମିଡିଆ ବ୍ୟାନ

ଶ୍ରୀଲଙ୍କା ଅଶାନ୍ତ । ଶ୍ରୀଲଙ୍କାରେ କିଛି ଦିନର ବ୍ୟବଧାନ ପରେ ମସଜିଦ ବିସ୍ପୋରଣ ଘଟଣାରେ ମୁସଲିମ ବିରୋଧୀ ଦଙ୍ଗା ବଢିବାରରେ ଲାଗିଛି । ଦଙ୍ଗାକାରୀ ମାନେ ବିଭିନ୍ନ ବିଭିନ୍ନ ମୁସଲିମ ମସଜିଦ ଓ ଦୋକାନ ଉପରେ ଆକ୍ରମଣ କରିବାରେ



ଦୁଇ ଦିନିଆ ଭାରତ ଗସ୍ତରେ ଇରାନୀ ବୈଦେଶିକ ମନ୍ତ୍ରୀ

Bhagyaprabha News Bureau | ଦେଶଦୁନିଆ | | 2023 | Read...

ଦୁଇ ଦିନିଆ ଭାରତ ଗସ୍ତରେ ଇରାନୀ ବୈଦେଶିକ ମନ୍ତ୍ରୀ

ଦୁଇଦିନିଆ ଭାରତ ଗ୍ରସ୍ତରେ ଆସିଛନ୍ତି ଇରାନୀ ବୈଦେଶିକ ମନ୍ତ୍ରୀ ଜବାବ ଜରିଫ । ଆମେରିକା ଜରୀଫ ଇରାନୀରୁ ତୈଳ ଆମଦାନୀ ଉପରେ ଆମେରିକା ଲଗାଇଥିବା କଟକଣାର ସମାଧାନର ବାଟ ବାହାର କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା



ବାହୁଦାନଦୀରେ ବୁଡି ଦୁଇଟି ପରିବାରର 4 ଜଣଙ୍କ ମୃତ୍ୟୁ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2022 | Read...

 ବାହୁଦାନଦୀରେ ବୁଡି ଦୁଇଟି ପରିବାରର 4 ଜଣଙ୍କ ମୃତ୍ୟୁ

ଆନ୍ଧ୍ର ଓଡିଶା ସୀମାନ୍ତ ବି ନୂଆଗାଁ ନିକଟସ୍ଥ ଭିଲିଙ୍ଗି ଗାଁ ରେ ଅଭାବନିୟ ଘଟଣା । ବାହୁଦାନଦୀରେ ଭାସିଯାଇ ଦୁଇଟି ପରିବାର ର 4 ଜଣଙ୍କ ମୃତ୍ୟୁ ଅଭିଯୋଗ । ମୃତକ ମାନେ ହେଲେ ଡିଲେସ୍ବରି ରେଡି,ଗାୟତ୍ରି ରେଡି ଓ କମଳା ଆମ୍ମା, ଗିତ



ନିର୍ବାଚନ ଫଳାଫଳ ପୁର୍ବରୁ ଫୋନି ଆଣିଦେଲା ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅଧିକ ଘନିଷ୍ଠତା

Bhagyaprabha News Bureau | ରାଜନୀତି | | 2021 | Read...

ନିର୍ବାଚନ ଫଳାଫଳ ପୁର୍ବରୁ ଫୋନି ଆଣିଦେଲା ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅଧିକ ଘନିଷ୍ଠତା

ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପୁର୍ବରୁ ଫୋନି ଆଣିଦେଇଛି କେନ୍ଦ୍ର ଓ ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅଧିକ ଘନିଷ୍ଠତା ।କିଏ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ଭୋଟଗଣତି ପୁର୍ବରୁ ଯଦି ଅନୁଧ୍ୟାନ କରା



ଆସାମରେ ବନ୍ୟା ବିଭୀଷିକା, ୫୦ ହଜାର ଲୋକ ବାସହୀନ

Bhagyaprabha News Bureau | ଦେଶଦୁନିଆ | | 2020 | Read...

ଆସାମରେ ବନ୍ୟା ବିଭୀଷିକା, ୫୦ ହଜାର ଲୋକ ବାସହୀନ

ଆସାମର ଗୌହାଟୀ ସହର ଠାରୁ ପାଖାପାଖି ୪୬୫ କିଲୋମିଟର ଦୂରସ୍ଥିତ ଡେବ୍ରିଗଡ଼ ଜିଲ୍ଲାର ଛାବୁଆରେ ବନ୍ୟା ଦେଖାଯାଇଛି । ଆସାମରେ ଗ୍ରୀଷ୍ମ ଋତୁରେ ପ୍ରଥମ ଥର ପାଇଁ ବନ୍ୟା ବିଭୀଷିକା ଦେଖାଯାଇଛି । ବନ୍ୟାରେ ଆସାମ ମୁଖ୍ୟମନ୍ତ୍ରୀ



ସେଲ୍‌ ଜୈଶ୍‌-ଏ-ମହମ୍ମଦର ସଦସ୍ୟ ଅବଦୁଲ ମଜିଦ ବାବା ଗିରଫ

Bhagyaprabha News Bureau | ଅପରାଧ | | 2019 | Read...

ସେଲ୍‌ ଜୈଶ୍‌-ଏ-ମହମ୍ମଦର ସଦସ୍ୟ ଅବଦୁଲ ମଜିଦ ବାବା ଗିରଫ

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌କୁ ଏକ ବଡ଼ ସଫଳତା ମିଳିଛି । ସ୍ପେଶାଲ ସେଲ୍‌ ଜୈଶ୍‌-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ସଦସ୍ୟ ଅବଦୁଲ ମଜିଦ ବାବାକୁ ଗିରଫ କରିଛି । ତା ନାଁରେ ଆଗରୁ ୨ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା ।ସ୍ପ



ବିଜେପି ନେତା ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ଜାଲରେ ୫ ଅଭିଯୁକ୍ତ

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 2018 | Read...

ବିଜେପି ନେତା ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ଜାଲରେ ୫ ଅଭିଯୁକ୍ତ

ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚଜାଲରେ ୫ ଜଣ ଜଣ ଅଭିଯୁକ୍ତ ଫସିଛନ୍ତି । ପୂର୍ବରୁ ମଙ୍ଗୁଳି ଜେନାଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ । ସେ ଆହାତ ହୋଇଥିଲେ । ଆଜି ୫ ଜଣ ଅଭିଯୁ



ଇରାନ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ

Bhagyaprabha News Bureau | ଦେଶଦୁନିଆ | | 2017 | Read...

ଇରାନ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ

ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜବାଦ ଜରୀଫ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଜରୀଫ ଇରାନରୁ ତୈଳ ଆମଦାନୀକୁ ନେଇ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କର



ଖୋର୍ଦ୍ଧାର୍ରେ ସିରିଜ ଲୁଟ

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 2016 | Read...

ଖୋର୍ଦ୍ଧାର୍ରେ ସିରିଜ ଲୁଟ

ଖୋର୍ଦ୍ଧା ଜିଲ୍ଳା ଅସରଳା ଗ୍ରାମରେ ସୋମବାର ବିଳମ୍ଭିତ ରାତିରେ ୫ ଟି ଘରୁ ଲକ୍ଷାଧିକ ଟଙ୍କାର ସଂପତ୍ତି ଚୋରମାନେ ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।



ଦ୍ବିତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

Bhagyaprabha News Bureau | ଓଡ଼ିଶା | ପୁରୀ | 2015 | Read...

ଦ୍ବିତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

ଦ୍ବିତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ । ଆଜି କେନ୍ଦ୍ରୀୟ ଟିମ୍ ପୁରୀ ଏବଂ କଟକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ । ସେହିପରି ଟିମ୍-ବି ପୁରୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି



‘ଅଭ୍ୟାସ’ ମିସାଇଲର ପରୀକ୍ଷଣ ସଫଳ !

Bhagyaprabha News Bureau | ଦେଶଦୁନିଆ | | 2014 | Read...

‘ଅଭ୍ୟାସ’ ମିସାଇଲର ପରୀକ୍ଷଣ ସଫଳ  !

ଚାନ୍ଦିପୁରରୁ ଅଭ୍ୟାସ ମିସାଇଲର ସଫଳ ପରୀକ୍ଷଣ । ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଏଲ୍ ଟାର୍ଗେଟ ହିଟ୍ ଶ୍ରେଣୀର ଅଭ୍ୟାସ ମିସାଇଲ୍ ଏବଂ ପାଇଲଟ ବିହୀନ ଏୟାରକ୍ରାଫ୍ଟ କାର୍ଯ୍ୟ ତୁଲାଇପାରିବ । ସ୍ବଦେଶୀ ପ୍ରତିରକ୍ଷା ଗବେଷଣା



ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

Bhagyaprabha News Bureau | ଓଡ଼ିଶା | | 2013 | Read...

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

ତାତିରୁ ନାହିଁ ତ୍ରାହି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ସପ୍ତାହେ ହେଲା ପଶ୍ଟିମ ଓଡିଶା ତତଲା ପାଲଟିଛି । ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ରହୁ



ଫୋନି ପ୍ରଭାବିତ ଜିଲ୍ଲାରେ ଛାଡ଼ ହେବ ସ୍କୁଲ ଫି'

Bhagyaprabha News Bureau | ଶିକ୍ଷା | କଟକ | 2012 | Read...

ଫୋନି ପ୍ରଭାବିତ ଜିଲ୍ଲାରେ ଛାଡ଼ ହେବ ସ୍କୁଲ ଫି'

ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ସ୍କୁଲ ଫି' ଛାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏହାସହ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ



ମାଳହୁଙ୍କା ବଜାରରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,୪ଟି ଦୋକାନ ଭସ୍ମିଭୁତ

Bhagyaprabha News Bureau | ଅପରାଧ | ଜଗତସିଂହପୁର | 2011 | Read...

ମାଳହୁଙ୍କା ବଜାରରେ ନିଆଁ ଲଗାଇଲେ ଦୁର୍ବୃତ୍ତ ,୪ଟି ଦୋକାନ ଭସ୍ମିଭୁତ

ପାରାଦୀପ ନିକଟସ୍ଥ କୁଜଙ୍ଗ ମାଳହୁଙ୍କା ବଜାରରେ ଦୁର୍ବୃତ୍ତମାନେ ୪ଟି ଦୋକାନ ପୋଡି ଦେଇଛନ୍ତି। ତେବେ ପୂର୍ବ ଶତ୍ରୁତାର ଏପରି କାଣ୍ଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରତିବାଦରେ ବ୍ୟବସାୟୀମାନେ ମାଳହୁ



ଯୋଗୀ ଆଦିତ୍ୟନାଥଙ୍କ ରାଲିକୁ ରଦ୍ଦ କଲେ ପଶ୍ଚିମବଙ୍ଗ ସରକାର

Bhagyaprabha News Bureau | ଦେଶଦୁନିଆ | | 2010 | Read...

 ଯୋଗୀ ଆଦିତ୍ୟନାଥଙ୍କ ରାଲିକୁ ରଦ୍ଦ କଲେ ପଶ୍ଚିମବଙ୍ଗ ସରକାର

ସାଧାରଣ ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇଥିଲେ ବି ପଶ୍ଚିମବଙ୍ଗରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ହିଂସାକାଣ୍ଡ ପରେ ବର୍ତ୍ତମାନ ରାଜ୍ୟରେ ରାଲି କରିବାକୁ ଅନୁମତି ମିଳୁ ନ ଥିବା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି।



୧୧ ଦିନ ପରେ ଖୋଲିଲା କୋଣାର୍କ ମନ୍ଦିରରୁ ତାଲା

Bhagyaprabha News Bureau | ଓଡ଼ିଶା | ପୁରୀ | 2009 | Read...

୧୧ ଦିନ ପରେ ଖୋଲିଲା କୋଣାର୍କ ମନ୍ଦିରରୁ ତାଲା

ସାମୁଦ୍ରିକ ଝଡ 'ଫନି' ପାଇଁ ଦୀର୍ଘ ୧୧ ଦିନ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା। ଏହା ଆଜି ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ମନ୍ଦିର ଖୋଲିବା ନେଇ ଏଏସ୍‌ଆଇ ଡିଜି ସୂଚନା ଦେଇଥିଲେ। ଗତ ୩ ତାରିଖ 'ଫନି'



ଫୋନିରେ ଉଡିଗଲା ଗୋଲଣ୍ଡା ପ୍ରାଥମିକ ବିଦ୍ୟାଳୟର ଟିଣଚଦର-ମରାମତି ପାଇଁ ଦାବୀ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2008 | Read...

ଫୋନିରେ ଉଡିଗଲା ଗୋଲଣ୍ଡା ପ୍ରାଥମିକ ବିଦ୍ୟାଳୟର ଟିଣଚଦର-ମରାମତି ପାଇଁ ଦାବୀ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଖମ୍ବାରୀଗାଁ ପଞ୍ଚାୟତର ଗୋଲଣ୍ଡା ପ୍ରାଥମିକ ବିଦ୍ୟାଳୟର ଟିଣ ଛାତ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ୨୦୧୯-୨୦ ଶିକ୍ଷା ବର୍ଷ ଆର



ଅଘୋଷିତ ବିଦ୍ୟୁତକାଟ ବନ୍ଦ ନକଲେ ଆନ୍ଦୋଳନ ପାଇଁ ଧମକ

Bhagyaprabha News Bureau | ଓଡ଼ିଶା | ସୁବର୍ଣ୍ଣପୁର | 2007 | Read...

ଅଘୋଷିତ ବିଦ୍ୟୁତକାଟ ବନ୍ଦ ନକଲେ ଆନ୍ଦୋଳନ ପାଇଁ ଧମକ

ସୋନପୁର ଜିଲ୍ଲାରେ ଘନଘନ ଅଘୋଷିତ ବିଜୁଳି କାଟ ବନ୍ଦ ଓ ବଲାଡି ଗ୍ରାମକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଦାବିରେ ୱେସ୍କୋ ଏକଜୁକୁଟିଭି ଇଞ୍ଜିନିୟର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ। ୧୫ ଦିନରେ ମଧ୍ୟରେ ଦାବୀ ପୁରଣ ନହେଲେ ଅଫିସ



ଶୀତଳଷଷ୍ଠି ପାଇଁ ସଜେଇ ହେଉଛି ସମ୍ବଲପୁର!

Bhagyaprabha News Bureau | ବିଶେଷ | ସମ୍ବଲପୁର | 2006 | Read...

ଶୀତଳଷଷ୍ଠି ପାଇଁ ସଜେଇ ହେଉଛି ସମ୍ବଲପୁର!

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି । ଅକ୍ଷୟ ତୃତୀୟାରେ ଥାଳ ଉଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା , ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ଦେବ ବିବାହ । ସମ୍ପୂର୍ଣ୍ଣ ଲୋକାଚାର ରିତିନୀତିରେ ଦେବୀ ପ



ପୋଲିସ୍ ଏଏସ୍‌ଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ

Bhagyaprabha News Bureau | ଅପରାଧ | ମୟୁରଭଞ୍ଜ | 2005 | Read...

ପୋଲିସ୍ ଏଏସ୍‌ଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ମୟୁରଭଞ୍ଜ କପ୍ତିପଦା ଥାନା ଏଏସ୍‌ଆଇ ଶୁଭେନ୍ଦୁ ବେହେରା ପଥର ମାଫିଆଙ୍କ ଆକ୍ରମଣ ଗୁରୁତର ଆହତ ହୋଇଛନ୍ତି । ଏକ ମାମଲାରେ ଅଭିଯୁକ୍ତ ଥିବା ବାଲି ମାଫିଆ ବସନ୍ତ କୁମାର ବେହେରାଙ୍କୁ ଗରିଫ କରିବାକୁ ଗତକାଲି ରାତିରେ ତାଙ୍କ ଗା



ଫୋନି ବିଧ୍ୱଂସ୍ତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

Bhagyaprabha News Bureau | ଓଡ଼ିଶା | ପୁରୀ | 2004 | Read...

ଫୋନି ବିଧ୍ୱଂସ୍ତ ଅଞ୍ଚଳ ପରିଦର୍ଶନ କଲେ  କେନ୍ଦ୍ରୀୟ ଟିମ୍

କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ୍ ୨ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋଟିଏ ଦଳ ସବୁଠୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: